Natia Comedy Part 254 || JANKHA || Horror Story || Odia Cartoon

Поделиться
HTML-код
  • Опубликовано: 7 сен 2024

Комментарии • 1,6 тыс.

  • @itz_my_world7140
    @itz_my_world7140 2 года назад +61

    ଏଇ type ର କଥା ମୁଁ ଛୋଟ ବେଳେ ଘର ଲୋକଙ୍କଠାରୁ ଶୁଣିଥିଲି ବହୁତ୍ ଭଲ ଲାଗେ ଏମିତି ସବୁ story ଶୁଣିବାକୁ thank you so much for this intersting story..... God bless you....😊🤗🙏

    • @SRM1382
      @SRM1382 2 года назад +1

      Tamaku knnn 70years heiglani tama paladina taa ebe jaich.......i pila dina knnn....😆😆😆😆🙏🙏🙏

    • @scccricket01
      @scccricket01 2 года назад +1

      Nice story

    • @nirmaljena6708
      @nirmaljena6708 2 года назад

      @@SRM1382 Ku huh-6-gyuuiuuaiq8ikjjjjijkjjjjiyyuiiiu Lou oop po

    • @nirmaljena6708
      @nirmaljena6708 2 года назад

      @@SRM1382 JJB!jjjjjjhjhhjjjjjiiiuj+l+ui7u hu u ui hu7-u779pojjjjuu67uuuuyuyyuuih-+--yuuuu6uuuiyu76úhyllulyyyhh

    • @chandrakantabehera6374
      @chandrakantabehera6374 2 года назад

      Sapos

  • @pinkisamal6780
    @pinkisamal6780 2 года назад +7

    Mora natia comedy bahut pasanda.. Mu gote bi episode miss Kare nahi.. Mu chhotabele Mora jeje maa au jeje bapa nka tharu jakha bishayare sunithili.. Miss u jeje maa and jeje bapa.. It's my childhood memory.. I love this episode..

  • @ro_creativityworld1822
    @ro_creativityworld1822 2 года назад +65

    ଜଂଖ ଭଗବାନଙ୍କ ଦାନ।ଏହା ଉପରେ ସମସ୍ତେ ଲୋଭ ରଖିବା ଉଚିତ୍ ନୁହେଁ।
    ଏହି episode 😍👍 ଟି ଓଡ଼ିଶା ଦର୍ଶକଙ୍କ ହୃଦୟ ଛୁଆଁ ହୋଇସାରିଛି।
    Thank you soooooo much utkal cartoon family members.
    You are all very mindful person.

  • @krushnadas3927
    @krushnadas3927 2 года назад +1

    ବହୁତ ସୁନ୍ଦର ହୋଇଛି ପୁରୁଣା କଥାକୁ ନେଇକି ଏହି ଗପରେ ସତରେ କିଛି ସତ୍ୟତା ଅଛି ।। story ,thanks , utkal cartoon word

  • @bijaykishan07
    @bijaykishan07 2 года назад +8

    ଏଇଟା ସତ ଘଟଣା ଉପରେ ଆଧାରିତ ଭିଡ଼ିଓ ମୋ ଆଈ ମୋତେ ଛୋଟ ବେଳେ ଏହି ସବୁ କଥା କହୁଥିଲେ । ଏହାକୁ ଆମ ଗାଁ ରେ ମୋ ଦାଦା ରାତି ରେ ଦେଖିଥିଲେ ଏବଂ ଆମକୁ କହୁଥିଲେ । ମୁଁ ସୁନ୍ଦରଗଡ ର ନୁଆରମଲ୍ ଗାଆଁ ର ବାସି ।ଭିଡ଼ିଓ ଦେଖିକି ବହୁତ୍ ଖୁସି ଲାଗିଲା ।thankyou utkalcartun 🙏🙏🙏

  • @jyotipravasingh4420
    @jyotipravasingh4420 2 года назад +4

    ଜଙ୍ଖ ବୋଲି ଗୋଟେ କଣ ଅଛି ବୋଲି ମୁଁ ଆଜି ପର୍ଯ୍ୟନ୍ତ ଜାଣିନଥିଲି..... ଏଇ episode ଦେଖିଲା ପରେ ଜାଣିଲି.... Thanks Utkal Cartoon World for this episode😌

  • @collectioncorner7679
    @collectioncorner7679 2 года назад +4

    # Nirupama Nanda...Thanks for this Different Story...ଛୋଟବେଳେ ଆଈ ପାଖରୁ ଶୁଣିଥିବା କାହାଣୀକୁ ମନେ ପକେଇ ଦେଲ...

  • @RainQueenBarish
    @RainQueenBarish 2 года назад +73

    ଯୋଖା କଥା ମୁଁ ଛୋଟବେଳେ ଶୁଣିଥିଲି... ବହୁତ ସୁନ୍ଦର ଏପିସୋଡ ହେଇଚି.. ଏହିଭଳି ପୁରୁଣା କଥାକୁ ସାମ୍ନାକୁ ଅଣାଯାଉ 🙏🏾🙏🏾🙏🏾.... Thankeww all team members

  • @sitakantaparida6123
    @sitakantaparida6123 2 года назад +50

    Concept is super..... Piladine jeje nka thu sunithili.... Au jeje nahanti ki tanka gapa bi sunibaku miluni 😢😢ki ye ajikalika pila aguda kou sunuthibe.... Spcl thanks to Natia comedy.....for remembering my childhood memories ❤❤❤

  • @SHIBA...45
    @SHIBA...45 2 года назад +176

    ଜଙ୍ଖ କଣ ମୁଁ ଜାଣି ନଥିଲି.....
    କିନ୍ତୁ ଆଜି video ଟିକୁ enjoy କରିବା ସହିତ...
    ଜଙ୍ଖ କଣ ଜାଣିବାକୁ ପାଇଲି..........
    Thank you... Team..natira comedy

    • @funnyherojm6168
      @funnyherojm6168 2 года назад

      Hii

    • @poojadas8578
      @poojadas8578 2 года назад +1

      Mu b jani nothili 🙏

    • @gugulavlog
      @gugulavlog 2 года назад +5

      Bt mu nija akhire dekhichi ta bisayare bhlse janichi

    • @SHIBA...45
      @SHIBA...45 2 года назад +2

      @@gugulavlog .... Jadi dekhithila... ତା ଉପରେ ହଳଦୀ ପାଣି ପକେଇଦେଲନି

    • @gopal697
      @gopal697 2 года назад +1

      @@gugulavlog kamiti dakhibaku

  • @Dhabaleswarmeher44
    @Dhabaleswarmeher44 2 года назад +12

    ଆରେ ଭାଇ ଧରମା ପାଟ୍ ଗଟେ ଆଣ ଭଲ ଲାଗିବ ପଲିଜ୍

  • @shradhanjalidash2303
    @shradhanjalidash2303 2 года назад +9

    Natia comedy ra sabu episode khub sundor..👌👌

  • @ro_creativityworld1822
    @ro_creativityworld1822 2 года назад +31

    ଏହି episode ଟି ସବୁ ଗ୍ରାମର ଲୋକଙ୍କ ପାଇଁ ଖୁବ୍ ସୁନ୍ଦର ବାର୍ତ୍ତା।

  • @aelisahoo8376
    @aelisahoo8376 2 года назад +1

    ଛୋଟ ବେଳେ ଶୁଣିଥିବା କାହାଣୀ ପ୍ରଥମ ଥର ଦେଖିଲି। ବୋହୁତ୍ ଖୁସି ଲାଗିଲା 😊

  • @Anjalimaharana...
    @Anjalimaharana... 2 года назад +9

    ମୋ ଜୀବନେ କେବେ ବି ଜଙ୍ଖ ଦେଖିନି କି ସୁଣିନି, ଆଜି ପ୍ରଥମ ଥର ପାଇଁ ଶୁଣିଲି ଆଉ ଦେଖିଲି 🙂🙃

  • @likurout9162
    @likurout9162 2 года назад +1

    ଜଙ୍ଖମୁଁ ପ୍ରଥମ ଥର ପାଇଁ ଜାଣି ଲି ଏ ଭିଡ଼ିଓ ରୁ ଆଗରୁ ଜାଣି ନଥିଲି very nice comedy natia ଭିଡ଼ିଓ ମୋର ଅତି ପସନ୍ଦ ❤❤❤❤👍👍😊

  • @ro_creativityworld1822
    @ro_creativityworld1822 2 года назад +85

    ମୁଁ ପିଲାବେଳେ ଜଙ୍ଖ ବିଷୟରେ ଶୁଣିଥିଲି।କିନ୍ତୁ ଆଜି ନଟିଆ family ଯୋଗୁଁ ମୁ ଏହି episode 😍👍 ରେ ଦେଖିବାକୁ ପାଇଲି।
    Thank you soooooo much utkal cartoon family members for your support

    • @Sidhantdas858
      @Sidhantdas858 2 года назад +1

      Good morning

    • @bibhumusictv691
      @bibhumusictv691 2 года назад

      @@Sidhantdas858 ruclips.net/video/_BZM3fhdgdY/видео.html
      Good morning

    • @bibhumusictv691
      @bibhumusictv691 2 года назад

      @@ro_creativityworld1822 ruclips.net/video/_BZM3fhdgdY/видео.html

    • @Nayak__sandhya
      @Nayak__sandhya 2 года назад +1

      Mun b

    • @AmitDas-sj9rf
      @AmitDas-sj9rf 2 года назад +1

      @@Sidhantdas858 t

  • @welcometomonasworld7974
    @welcometomonasworld7974 2 года назад

    RUclips re sabuthu bhala kichhi asuthiba , seita houchi ama natia comedy... Much more ❤

  • @movishub182
    @movishub182 2 года назад +116

    ନଟିଆ ଯାଉ ଯାଉ ଖୋଲା ବୋରିଂ ଗାତରେ ପଡିଗଲା ଆଉ ତା ପରେ ପ୍ରଶାସନ ପହଞ୍ଚି ସାହାଯ୍ୟର ହାତ ବଢାଇଲା। ତା ପରେ ଡାଙ୍ଗ କୁ ତା ଗୋଡ ବନ୍ଧା ହେଇକି ସୁଡ଼ଙ୍ଗ ତଳକୁ ଛଡାହେଲା ଓ ନଟିଆ ଉଧାର ହେଲା - ଏହି କାହାଣୀ ଉପରେ ଗୋଟେ Episode କଲେ ଭଲ ହୁଅନ୍ତା। please make this next episode

    • @padmalochanbiswal4866
      @padmalochanbiswal4866 2 года назад +3

      Right

    • @sipundas9058
      @sipundas9058 2 года назад +3

      ଠିକ୍ କଥା

    • @SRM1382
      @SRM1382 2 года назад +5

      Raul & m mohanty uapare story banu gote........chatishgard......story......🙏🙏🙏🙏🙏👍👍👍👍keep ittt brothers.....love you....... ❤❤❤natia family 👪

    • @pkp4793
      @pkp4793 2 года назад +3

      Tu nije karideunu 😂

    • @asbehera458
      @asbehera458 2 года назад +1

      Ues

  • @sritamswain2802
    @sritamswain2802 2 года назад +7

    Wow natia comrdy horror story is best your all corton intoten and sucial massege i love you natia comedy ❤❤❤❤❤

  • @ro_creativityworld1822
    @ro_creativityworld1822 2 года назад +47

    ପିଲାବେଳେ ଆମ ଗାଁ ରେ ଗୋଟେ ଜଙ୍ଖ ବାହାରିଥିବାର ମୁଁ ଶୁଣିଥିଲି।କିନ୍ତୁ ପ୍ରଥମଥର ପାଇଁ ଏହି ଜଙ୍ଖ ଦେଖିଲି।
    କିନ୍ତୁ ଜଙ୍ଖ ଦେଖି ଲୋଭୀ ହେବାକଥା ନୁହେଁ।

  • @vickyb2funnyworld436
    @vickyb2funnyworld436 2 года назад +10

    Odisha ka comedy LA jayoub 💖💖

  • @Hindistorytv66
    @Hindistorytv66 Год назад +5

    ଆରେ ହେଇ ରେ ମୁଁ ଏଇ episode Miss କରି ଦେଇଥିଲି

  • @mamatacraft
    @mamatacraft 2 года назад +8

    ଆମ ଗାଁ ରେ ଜଙ୍ଖ କୁ ଯୋଖା କୁହନ୍ତି
    ପିଲା ବେଳେ ଏଇ ଗପ ଶୁଣୁ ଆମେ ମୋ ଜେଜେ ମା ଙ୍କ ଠୁ
    ସତରେ କଣ ଜଂଖ ଅଛି

  • @Namasteodisha888
    @Namasteodisha888 2 года назад +34

    Next story- ନଟିଆ /ଦାଙ୍ଗ borewll ରେ ଗଳି ପଡିଛନ୍ତି, ତାଙ୍କୁ rescue କରାହବ
    Social msg last କୁ ରହିବା

  • @chandannayak8228
    @chandannayak8228 2 года назад +2

    Ati lova murthyu ra karana ❤ jetiki achi setikire santusta rahiba uchit 😍

  • @namitapanda1894
    @namitapanda1894 2 года назад +42

    ଆମ ଓଡ଼ିଶା ରେ Natia comedy is the best 👌🏻😊
    ଆମ Natia ର ବି full form ଅଛି
    N - Naughty
    A - Amazing
    T- Talented
    I - Intelligent
    A- Awesome
    UTKAL SIR ଆପଣ ଙ୍କୁ Natia ର Full form କେମିତି ଲାଗିଲା Plz Reply ଦେଇ ଜଣେଇବେ।😄🙏🏻🙏🏻

  • @Lipsaapriyadarshini
    @Lipsaapriyadarshini 2 года назад +2

    Wow ak anokha or new episode very interesting 💫

  • @purendrakhadaofficial3093
    @purendrakhadaofficial3093 2 года назад +24

    ସକାଳୁ ସକାଳୁ ଦେଖିକି ଭଲ ଲାଗିଲା 🥰😍
    Thankyou all

  • @tanmay129
    @tanmay129 2 года назад +2

    My name is also tukuna broo 🙏❤️❤️ thank you so much bro

  • @subratpradhan8463
    @subratpradhan8463 2 года назад +3

    Bahut badhiya heichi vdieo ti🔥

  • @subhashreedhal7064
    @subhashreedhal7064 2 года назад +2

    Natia gan ra scenery sabu bele bahut sundar.

  • @Abhi-panda
    @Abhi-panda 2 года назад +4

    ଉତ୍କଗୌରବ ବାବୁ ଏତେ ସୁନ୍ଦର୍ ଷ୍ଟୋରି ପାଇଁ ଧନ୍ୟବାଦ୍

  • @krishartcraftcreation9531
    @krishartcraftcreation9531 2 года назад

    Agaru jankha bisayare bahut sunichi ..bhala bi lage sunibaku ebe episode re dekhili mastttt lagila🥰

  • @subhadra_123
    @subhadra_123 2 года назад +38

    Good morning🌞 all natia team ଯାହା ହଉ ଏମିତି fresh fresh🍃💦 morning ରେ ଆମ ପାଇଁ ଏତେ fresh🍃💦 ଭିଡିଓ ଆଣିଥିବାରୁ thanks a lot❤ ସବୁ ଏପିସୋଡ୍ ରୁ କିଛି ନା କିଛି ଶିଖିବାକୁ ମିଳୁଛି👍 one of the best 👍💯my favorite comedy natia comedy 😘

  • @bikram_nayak
    @bikram_nayak 2 года назад +103

    କାହାକୁ କାହାକୁ ଭୂତ କାହାଣୀ ଦେଖିବାକୁ ଭଲ ଲାଗେ 🥰💞

  • @anuradhadalabehera568
    @anuradhadalabehera568 2 года назад +13

    Jankha word is new for me but it is a very nice story something new concept . Hats off to Utkal cartoon world 👏👏👏

  • @iamuttam0088
    @iamuttam0088 2 года назад +4

    super episod👌👌👌👌

  • @trilochanojha8173
    @trilochanojha8173 2 года назад +53

    ସତରେ ଉତ୍କଳ ବାବୁ ଆପଣ ସମାଜ ର ଉନ୍ନତି ପାଇଁ ବହୁତ୍ ଚିନ୍ତା କରୁଛନ୍ତି । ଏହି episod ଟିକୁ ସବୁ ଗାଁ ର ଲୋକମାନେ ଦେଖିବା ଉଚିତ୍।🙏

    • @rudracreation69
      @rudracreation69 2 года назад +1

      ଖାଲି ଗାଁ ଲୋକ ନୁହେଁ ସହର ବାଲା ବି ଦେଖିବା ଉଚିତ୍

    • @pkp4793
      @pkp4793 2 года назад

      Village re mob ki debu je asabu dekhibe...kamo dhondha nahi ki village ro loko mankoro😂

    • @pujari12300
      @pujari12300 Год назад

      ❤❤❤❤

  • @sukantidash9468
    @sukantidash9468 2 года назад

    Episode time khub vala lagila. Abasya jakha gotie andha biswasa. Tathapi samaaj pain sikhyaprada. Samasta member nku dhanyabada, epari eka educative story pain God bless you all

  • @bibhudattasamal7282
    @bibhudattasamal7282 2 года назад +6

    11:44 danga be like - wheesil mariki kila ku dakuchi🤣🤣😂😂

  • @odiatoka0007
    @odiatoka0007 2 года назад +2

    Natia Main Toka Ta Amora Auu❤️🥰✨

  • @sangeetamangaraj544
    @sangeetamangaraj544 2 года назад +6

    Love it❣️

  • @ArunKumar-zh7og
    @ArunKumar-zh7og 2 года назад +2

    ପ୍ରଥମେ ମୁଁ ମଧ୍ୟ ଜଂଖ କୁ ଭୂତ ବୋଲି ଭାବୁଥିଲି ଆଉ ବହୁତ୍ ଡରୁଥିଲି । ବହୁତ୍ ମାସ ପୂର୍ବରୁ ଆମ ଗାଁ ରେ ବି ଜଙ୍ଖ ଦେଖାଯାଇଥିଲା । ଏହି ଖବର ଟି ଶୁଣି ମୁଁ ବି ବହୁତ୍ ଡରିଥିଲି, ରାତିରେ ଟିଉସନ ଯିବାକୁ ଡରୁଥିଲି। ହେଲେ ଧନ୍ୟବାଦ୍ ଟିମ ଉତ୍କଳ ଗୌରବ ମୋର ଆଉ ଅନ୍ୟ ସମସ୍ତଙ୍କର ଏହି ଭୁଲ ଏବଂ ଭ୍ରାନ୍ତ ଧାରଣ ମନ ରୁ କାଢିବା ପାଇଁ ।

  • @Madhaba_Dora
    @Madhaba_Dora 2 года назад +19

    😋 """" ଅତି ଲୋଭରୁ ହିଁ ମୃତ୍ୟୁ """" 🤤🤤🤤

  • @GlamUp-S
    @GlamUp-S 2 года назад +21

    Really very amazing episode❤❤, ମୁ first time ଏ ଜଙ୍ଖ ବିଷୟାରେ ଶୁଣିଲି,🙄🙄 ସତରେ କଣ ଏ ଜଙ୍ଖ ବୋଲି କିଛି ଅଛି🤔🤔🤔

  • @itishreedas4587
    @itishreedas4587 2 года назад +12

    Mind blowing episode 👌👌 thanks for utkal cartoon world best 👌😘❤️🙏🏽

  • @funnyherojm6168
    @funnyherojm6168 2 года назад +1

    ବହୁତ ବଡ଼ିଆ natia comedy ମୋର ପ୍ରିୟ cartoon videos 🥰🥰🥰👍👍👍

  • @amitsahu1429
    @amitsahu1429 2 года назад +3

    😲🤩🤩wow nice episode

  • @sunitanayak8967
    @sunitanayak8967 2 года назад +4

    Nice and super natia comedy 🥰👏🙏👌👌👌👌

  • @dipunkumar6925
    @dipunkumar6925 2 года назад +2

    Super story

  • @subhasreeswain918
    @subhasreeswain918 2 года назад +6

    glad to see a story like this 😘😘😘😘

  • @sibanisahoo7524
    @sibanisahoo7524 2 года назад

    Natia ra video dekhile mind ta fresh laguchhi thank you natia team 🙏🙏🙏

  • @hemanandahetu2102
    @hemanandahetu2102 2 года назад +4

    Natia always my favorite😍😍😍

  • @shashikantbehera1735
    @shashikantbehera1735 2 года назад +11

    We need this types of content it gives a nostalgic feeling , thanks Utkal cartoon world keep it up

  • @indraraut9796
    @indraraut9796 2 года назад +5

    ଶୁଭ ସକାଳ ବନ୍ଧୁ ମାନେ ଯେତେ ବି ମୋର୍ comment ପଢୁଛନ୍ ତାଙ୍କର ଦୀନ ସୁଖ ରେ ରଖୂ ତାଙ୍କର ବାପା ମାଁ ଙ୍କୁ ଭଗବାନ୍ ଭଲ ସୁଖେ ରଖନ୍ତୁ ଓଡ଼ିଆ best କମେଡି ନଡ଼ିଆ କମେଡି କୁ ମୋ ତରଫରୁ ତାଙ୍କୁ ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ ବହୁତ ବହୁତ ଧନ୍ୟବାଦ ନଡ଼ିଆ କମେଡି କୁ 🙏🙏🙏🙏🙏🙏🙏🙏 ଗୋଟିଏ ଲାଈକ୍ ଧନ୍ୟବାଦ 💯💯🙏🏆

  • @kamalkantamaharana9053
    @kamalkantamaharana9053 2 года назад +1

    Bhima aja usain bolt ru b speed dhaunchanti keep it up 😂🤣😂🤣🤣😂

  • @b.dcarection..9147
    @b.dcarection..9147 2 года назад +5

    Good morning mind fresh heigala thankyou all natia team .

  • @lalitpanda2760
    @lalitpanda2760 2 года назад +10

    Happy to see a new episode of natia comedy...

  • @bindasrudraff6064
    @bindasrudraff6064 2 года назад +12

    It is very goose-flesh story,thanks utkal cartoon world iam very happy for this episode❤❤❤❤

  • @arjitmohanty8560
    @arjitmohanty8560 2 года назад

    Very interesting story in Natia comedy thanks for utkal cartoon shows

  • @guddycuty7835
    @guddycuty7835 2 года назад +4

    I am always wait your video

  • @sanjayakumarsasmal5746
    @sanjayakumarsasmal5746 2 года назад +1

    Nice video💚💚💚😄😄😄

  • @happy12e26
    @happy12e26 2 года назад +7

    Thanks to remembered my childhood. I remembered my grandmother...

  • @gabindachopadi2553
    @gabindachopadi2553 2 года назад +2

    Very intresting this story

  • @stylishboyrohit3948
    @stylishboyrohit3948 2 года назад +3

    Utkal cartoon world channel ku mor gotie anurodh jadi comment padhuchha ta hele gote Rahul bhali borwell case story te kara natia episode re . Au kichhi sikhya bi miliba . So Rahul bhalia gote story bana plz . It's my request .

    • @utkalcartoonworld
      @utkalcartoonworld  2 года назад +3

      Yes. We will sure try it.

    • @stylishboyrohit3948
      @stylishboyrohit3948 2 года назад +2

      Thank you. Natia video re ta kichhi na kichhi sikhiba ku pade so ethire bi kichhi sikhya rahiba . Plz karibe

  • @ur_satya
    @ur_satya 2 года назад +2

    ଭୁତ ବଙ୍ଗଳା part 2 ଦରକାର

  • @sushantbehera1157
    @sushantbehera1157 2 года назад +3

    I love you natiaa comdy

  • @pratapkumar7129
    @pratapkumar7129 2 года назад +1

    I am very laughing 😆😆🤣🤣🤣💯💯💐💯💐💯

  • @chinmaykumar4026
    @chinmaykumar4026 2 года назад +3

    Making an impressive new innovative idea.

  • @prathabinadini9860
    @prathabinadini9860 2 года назад

    A Episod.... Liked.... Nice.... 👌👌👌👌👌👌👌👌👌

  • @anitathatoi5129
    @anitathatoi5129 2 года назад +5

    Jay sri mahakaal ❤

  • @indramanikendujhar7916
    @indramanikendujhar7916 2 года назад

    Very interesting episode natia comedy🌷🌷

  • @crazydeepakkumar
    @crazydeepakkumar 2 года назад +9

    Thanks for morning entertaining ❣️@utkalcartoonworld team keep growing 🙏.........#Utklacartoonworld❤️

  • @priyatamasingh5166
    @priyatamasingh5166 2 года назад +1

    Thank you so much ❤❤❤

  • @a1answer864
    @a1answer864 2 года назад +3

    Veri nice story 😂😂😂😂😂

  • @dhirentechnic
    @dhirentechnic 2 года назад +2

    Very nice post Utkal cartoonworld

  • @chintabiswal7237
    @chintabiswal7237 2 года назад +7

    Thanks for all members of Utkal cartoon world for making the good comedy

  • @prashantbehera629
    @prashantbehera629 Год назад +2

    Pila Dene mo aja kahuthile ae katha thanks natia team pila Dina katha Mane pakedela

  • @fairytalestory1
    @fairytalestory1 2 года назад +4

    Such a very beautiful story

  • @susantadas9497
    @susantadas9497 2 года назад +2

    ଛୁଆ ବେଳେ ଶୁଣିଥିଲି ଠିକ୍ ଏମିତି କଥା, ଆଜି natia comedy ରେ 😀😀😀😄😄 ଏବେର ପିଲାମାନେ ଜାଣିଲେ

  • @ytentertainment9926
    @ytentertainment9926 2 года назад +36

    Kie odia like kara

  • @ro_creativityworld1822
    @ro_creativityworld1822 2 года назад +12

    ଭୀମାଅଜାଙ୍କ carecter ଟା very amazing 😍🤩

  • @rakeshkumarbhuyan4242
    @rakeshkumarbhuyan4242 2 года назад +1

    Iove it❤️❤️❤️

  • @sasmitapatri
    @sasmitapatri 2 года назад +26

    Childhood memories 😍
    Danga my fav😍

  • @shiningkiran
    @shiningkiran 2 года назад

    Jaha hau nua katha janili 😊😀mu jninathili jangha boli kn gote achi boli 😁 thanks utkal Babu nh team ❤️

  • @odishashayari72
    @odishashayari72 2 года назад +3

    Jankha episode great story 👏👏👏👏

  • @crpfparmasoldier8387
    @crpfparmasoldier8387 2 года назад +1

    Very nice comedy 😍

  • @trilochanojha8173
    @trilochanojha8173 2 года назад +22

    Congratulations ଉତ୍କଳ ବାବୁ ଆମ natia comedy ରେ 5.96m subcriber ହେଇଗଲାଣି। ମୁଁ ତ ବହୁତ୍ ଖୁସି କାରଣ ଏଇ subcriber ମାନଙ୍କ ମଧ୍ୟ ରୁ ମୁ ମଧ୍ୟ ଜଣେ ।❤️❤️👍

  • @alokanshulila6882
    @alokanshulila6882 2 года назад

    Childhood story again remember .so fantastic stroy

  • @thoroopthroop3950
    @thoroopthroop3950 2 года назад +87

    Morning fresh heigala😊 thank you for sharing natia team's ❤️❤️❤️❤️

  • @gayatrisethi8837
    @gayatrisethi8837 2 года назад +2

    Nice story 😍😍

  • @ranjannaik3975
    @ranjannaik3975 2 года назад +8

    So beautiful episodes 🥰🥰🥰🥰

  • @sethikhushi1814
    @sethikhushi1814 2 года назад +1

    nice story🤲

  • @aspirant_minivlogs
    @aspirant_minivlogs 2 года назад +4

    aji dina ta bhalare jiba 😅😅😅

  • @laxmidharbehera5297
    @laxmidharbehera5297 2 года назад +35

    This story is childhood memories.Nice episode thanks a lot all the team members 🙏🙏🙏🙏🙏🙏🙏.

  • @9xm50
    @9xm50 2 года назад +4

    👻Nice Episode 👌👻👹👽

  • @jpproductionodia1443
    @jpproductionodia1443 2 года назад +2

    ATI bhala kahani

  • @smtoonturkce
    @smtoonturkce 2 года назад +20

    *What a episode......... Very nice.... And dialogue with ringtone*

  • @ashoksenapati4059
    @ashoksenapati4059 2 года назад +3

    ଭଗବାନ ତମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🙏