I kara ll E kar ll Odia i and e kara ll ଓଡ଼ିଆ ଇ କାର ଈ କାର I Odia barnobodha l Odia banana l

Поделиться
HTML-код
  • Опубликовано: 9 ноя 2024

Комментарии • 105

  • @subprackp7270
    @subprackp7270 7 месяцев назад +3

    ଆଜ୍ଞା ଆପଣଙ୍କୁ କୋଟି ଦଣ୍ଡବତ। ଆପଣଙ୍କ ଗୁରୁଙ୍କୁ ମଧ୍ୟ କୋଟି ଦଣ୍ଡବତ। ମୁଁ ଆପଣଙ୍କ ଭିଡ଼ିଓଟି ଦେଖିଲି। ଓହୋ କି ମାରତ୍ମକ ଭିଡିଓଟା ହେଇଛି ମ । ମୁଣ୍ଡଟା ଝାଇଁ ଝାଇଁ କଲା। ମାନେ ଯାହା ଆମ୍ଭମାନଙ୍କୁ ଅବଧାନେ ବିଦ୍ୟାଳୟରେ ବୁଝାଇ ପାରିଲେ ନାହିଁ ତାହା ଆପଣ କେତୋଟି ମିନିଟରେ ବୁଝାଇଦେଲେ। ପ୍ରଥମେ ବହେ ହସିଲି। ହସିଲା ଉତ୍ତାରୁ ଯେଉଁ ପେଟ ବ୍ୟଥା ହେଲା ତା’ ପରେ ବୁଝିଲି ଯେ ଆପଣ କେତେ ମହାନ। ଆପଣଙ୍କୁ ଆଉ ଥରେ ଜୁହାର ଆଜ୍ଞା। କିନ୍ତୁ ଆଜ୍ଞା ମୁଁ ନିପଟ ମୂର୍ଖ, ଏକ ନିତାନ୍ତ ବୋକା ମଣିଷ। ପାଠଶାଠ ପଢି ନାହିଁ। ତୃତୀୟ ଶ୍ରେଣୀ ଫେଲ୍। ହେଲେ ଆପଣ ଯେଉଁ ବେଏଁ ଲମ୍ବର ଶ୍ୱାସ କଥା କହୁଛନ୍ତି ମୁଁ କାଣିଚାଏ ସୁଦ୍ଧା ବୁଝି ପାରିଲି ନାହିଁ। ପୁଣି କ’ଣ ନା ଆପଣ ଯେଉଁ ତିନିଟି ରୁଲ ବା ନିୟମ କହିଲେ ସେ ସବୁ ମଧ୍ୟ ମୋ’ ମଗଜରେ ପଶିଲା ନାହିଁ। ଯେଉଁ ଭଲବେସନ ନା ନା କ୍ଷମା କରିବେ ଯେଉଁ ଭାଇବ୍ରେସନ ହେଉଛି ଓଠରେ ମୁଁ ଆଜ୍ଞା ଜାଣିପାରୁ ନାହିଁ। ମୁଁ ଜାଣିଥିଲି ଯେ ଭାଇବ୍ରେସନ କଣ୍ଠରେ ହୁଏ ବୋଲି। ଆପଣ ତ’ ଆଜ୍ଞା ପୁରା ଧ୍ୱନି ବିଜ୍ଞାନକୁ ବଦଳାଇ ଦେଲେ। ଚକି ଆଉ ଗୀତରେ କିଛି ତଫାତ କରି ପାରୁନାହିଁ। ଓଡ଼ିଆ ରେ କହିଲା ବେଳେ ଦୀର୍ଘ ଈ ଓ ହ୍ରସ୍ୱ ଇ ରେ କିଛି ତଫାତ୍ ନାହିଁ, ଜ ଓ ଯ ରେ କିଛି ଫରକ ନାହିଁ, ସେହିପରି ସ, ଶ, ଷ ରେ ମଧ୍ୟ ତଫାତ୍ ନାହିଁ କିନ୍ତୁ ଲେଖିଲା ବେଳେ ଏ ସବୁ ଅକ୍ଷରର ବ୍ୟବହାର କରୁଛେ। କଣ କହିବି ଆପଣଙ୍କୁ ବୁଝି ପାରୁ ନାହିଁ। ଆପଣଙ୍କ ଭିଡ଼ିଓ ଦେଖି ମୁଣ୍ଡ ବାଡେଇ ଦେବାକୁ ଇଚ୍ଛା ହେଉଛି। ପ୍ରଥମତଃ ଆପଣ ଏହି ଅମୁଲ୍ୟ ତଥା ବିଚିତ୍ର ତଥ୍ୟ ସବୁ ପାଇଲେ କେଉଁଠୁ? ଆପଣଙ୍କ ଫୋନେଟିକ୍ସ ଏବଂ ଫୋନୋଲୋଜି, IPA, ଇତ୍ୟାଦିର କିଛି ସମ୍ୟକ ଧାରଣା ଅଛି କି? ଏହି 3ଟି ଅମୁଲ୍ୟ ରୁଲ ବା ନିୟମ ଆଣିଲେ କେଉଁଠୁ? ତା’ ହେଲେ ଆପଣ କହିବାକୁ ଚାହୁଁଛନ୍ତି ଯେ ପ୍ରଥମେ ବର୍ଣ୍ଣବୋଧ ଓ ବ୍ୟାକରଣ ଲେଖା ହେଲା ତା’ ପରେ ଲୋକମାନେ ଭାଷା କହିବା ଶିଖିଲେ। ମୋ ମତରେ ଆପଣ ଏହି ବୈଜ୍ଞାନିକ ପଦ୍ଧତିକୁ ଓଡିଶା ସାରା ଖେଳାଇ ଦିଅନ୍ତୁ। ଆପଣ ସାକ୍ଷାତ ପାଣିନୀଙ୍କ ଅବତାର ମାନେ ଦ୍ୱିତୀୟ ପାଣିନୀ। ଆଉ ଗୋଟେ ସତ କଥା କହିବି କିନ୍ତୁ ରାଗ କରିବେ ନାହିଁ ଆପଣଙ୍କ ଏହି ଶିଷ୍ୟକୁ। ଆପଣ ଯଦି ଏହିପରି ଓଡ଼ିଆ ଭାଷା ଶିକ୍ଷା ଦେବେ ଆଉ ଓଡ଼ିଆ ଭାଷା ରହିବ କି? ଭଗବାନ ଓଡ଼ିଆ ଭାଷାକୁ ରକ୍ଷା କରନ୍ତୁ। ଭଗବାନ ଆପଣଙ୍କୁ ଟିକିଏ ବୁଦ୍ଧି ଦିଅନ୍ତୁ। ହେ ମହାଭାଗ, ନୂତନ ବ୍ୟାକରଣ, ନୂତନ ଧ୍ୱନି ବିଜ୍ଞାନର ସ୍ରଷ୍ଟା ମୋର ଦୋଷ, ତ୍ରୁଟି ମାର୍ଜନା କରିବା ହେବେ। ହରି ହରି।

  • @pravaskumarbaral5733
    @pravaskumarbaral5733 9 месяцев назад +3

    ଅତି ସୁନ୍ଦର ଉପାୟ ସାର୍

  • @sanjaykumarsahoo6843
    @sanjaykumarsahoo6843 5 месяцев назад +2

    ଭଲ ଲାଗିଲା ସାର୍ । ଧନ୍ୟବାଦ।

  • @LalithaDas25
    @LalithaDas25 5 месяцев назад +2

    We want teachers like him.... Educational system ku pandu bikri kri deichi.

  • @ଦମ୍_ଦାର_ଟୋକା2.0
    @ଦମ୍_ଦାର_ଟୋକା2.0 5 месяцев назад +3

    ସତରେ ମୋ ଜୀବନରେ ଏହିସବୁ ବାରମ୍ୱାର ମ୍ୱାର ଭୁଲ ହୁଏ ମୁ ଏଗୁଡ଼ିକ ଜାଣିବା ପାଇଁ ଚେଷ୍ଟା କରୁଥିଲି ହେଲେ ମୁ କାହାକୁ ପଚାରି ପାରୁନଥିଲି କାରଣ ମତେ ଖରାପ ଲାଗୁଥିଲା ଆଜି ଏସବୁ RUclips ମାଧ୍ୟମରେ ଶିଖିବାକୁ ପାଇଲି ବହୁତ୍ ଭଲ ଲାଗିଲା ଏଥର କୌଣସି ପ୍ରକାର ଭୁଲ୍ ହବନି

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @laxmipriyasamal6718
    @laxmipriyasamal6718 4 месяца назад +4

    ବହୁତଭଲ ସାର 🙏🏻🙏🏻

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @alokranjanmekap3000
    @alokranjanmekap3000 Год назад +13

    କେବଳ ଆପଣ ନୁହେଁ ଅଧିକାଂଶ ସମୟରେ ଆମେମାନେ ଭୁଲ୍ କରୁଛନ୍ତି। ଏହାର ଏକମାତ୍ର କାରଣ ମୁ ଯାହା ବୁଝିଛି ଧ୍ବନି ଉଚ୍ଚାରଣ ର ସମୟ ଅବଧି କୁ ବୁଝିଗଲେ ଓ ବାରମ୍ବାର ଅଭ୍ୟାସ କଲେ ବନାନ ଶୁଦ୍ଧି ହୋଇପାରିବ। ଯେପରି କି ଲେଖିବା 'ନଦୀ' ପଡ଼ିବା 'ନଦିଇ' ଲେଖିବା 'ଗାଈ' ପଢ଼ିବା 'ଗାଇଇ' ଇତ୍ୟାଦି

  • @pitabasamahakur1718
    @pitabasamahakur1718 9 месяцев назад +2

    ଧନ୍ଯବାଦ

  • @bibhutibhusannayak6445
    @bibhutibhusannayak6445 7 месяцев назад +2

    ଧନ୍ୟବାଦ୍ ସାର୍ । ମଣିଷ ମରିବା ପର୍ଯ୍ୟନ୍ତ ଶିକ୍ଷିବାର ଅଛି ।।

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @badalhasndah1974
    @badalhasndah1974 Год назад +4

    Apana bahuta bhala banam sajhauchhanti sir

  • @prafullakumarsahoo2639
    @prafullakumarsahoo2639 2 месяца назад +2

    ହର୍ସେଇକାର ଦୀର୍ଘେଇକାର ନୁହେଁ।ହ୍ରସ୍ଵ ଇକାର ଓ ଦୀର୍ଘ ଈକାର। ପ୍ରଥମେ ନିଜେ ଉଚ୍ଚାରଣ କରି ଶିଖ ।ହ୍ରସ୍ଵ ଓ ଦୀର୍ଘ ସ୍ଵରର ସଂଜ୍ଞା ଅଲଗା ରହିଛି।"ଓଠ ଲମ୍ବା "ନୁହେଁ।ମୁଖ ଗହ୍ଵର ଦେଇ ନିର୍ଗତ ହେଉଥିବା ବାୟୁଗତିରତିବ୍ରତା ଓ ପରିମାଣ ହିଁ ଏହାର କାରଣ। ବ୍ୟାକରଣର ମୌଳିକ ଜ୍ଞାନର ଅଭାବ।

  • @channelofdream5042
    @channelofdream5042 4 месяца назад +2

    Labjaba sir
    Jai Hind

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @santoshgochhayat1858
    @santoshgochhayat1858 4 месяца назад +2

    Very good way to find out the dirgha swara sir

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @uditnarayansingh130
    @uditnarayansingh130 9 месяцев назад +2

    You are agood teacher sir.

  • @hrushikeshbhoi5810
    @hrushikeshbhoi5810 2 месяца назад +2

    Very good sir

  • @binapanisahoo9227
    @binapanisahoo9227 10 месяцев назад +1

    ବହୁତ ସୁନ୍ଦର ଉପସ୍ଥାପନା। ବାସ୍ତବିକ୍ ପ୍ରତି ବର୍ଗର ପିଲା ଓ ବ୍ୟକ୍ତି ପାଇଁ ଏହା ବହୁତ ଉପାଦେୟ ହେବ

  • @rrsubham
    @rrsubham 9 месяцев назад +3

    Thank you so much sir you are so gret sir😊😊😊😊😊😊

  • @NhNh-g1i
    @NhNh-g1i 6 месяцев назад +4

    Sir କ, ଖ, କ୍ଷ, kemiti lekhila bele ଜାଣିବା please sir kuha ନ୍ତୁ

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @arpitaanuradhabiswal9057
    @arpitaanuradhabiswal9057 8 месяцев назад +2

    You are the best teacher. U gave a clarity on odia spelling. Thank you sir

    • @BNSGrammar
      @BNSGrammar  8 месяцев назад

      Thanks and welcome

  • @amritapriyadrshinilenka5994
    @amritapriyadrshinilenka5994 5 месяцев назад +2

    Best way to learn

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @thakuramgoud3326
    @thakuramgoud3326 5 месяцев назад +2

    Bahut badia sir

    • @BNSGrammar
      @BNSGrammar  2 месяца назад

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @harish06-k5v
    @harish06-k5v 3 месяца назад +2

    Very Very tnk sair❤❤❤

    • @BNSGrammar
      @BNSGrammar  2 месяца назад

      ruclips.net/video/HdricFEyPfU/видео.htmlsi=A85Ur8N6E-sKyjpS

  • @BidyadharKumar-j3b
    @BidyadharKumar-j3b 2 месяца назад +2

    Very nice sar

    • @BNSGrammar
      @BNSGrammar  2 месяца назад

      ruclips.net/video/HdricFEyPfU/видео.htmlsi=A85Ur8N6E-sKyjpS

  • @philimanbhuyan6058
    @philimanbhuyan6058 5 месяцев назад +2

    You are best sir😊

    • @BNSGrammar
      @BNSGrammar  2 месяца назад +1

      Tq for your comments God Bless to All😊😊

  • @badalhasndah1974
    @badalhasndah1974 Год назад +3

    Bahut Bahut dhanyabad sir

  • @umasankarpadhan1470
    @umasankarpadhan1470 Год назад +1

    ଭୁଲ ପଢ଼ଉଛ

    • @BNSGrammar
      @BNSGrammar  Год назад

      Thanks sir for your compliment

  • @prabinkanhar7606
    @prabinkanhar7606 9 месяцев назад +2

    Dhanbad sir

  • @santoshgochhayat1858
    @santoshgochhayat1858 4 месяца назад +2

    धन्यवाद😊

  • @salitapradhan5810
    @salitapradhan5810 5 месяцев назад +2

    Very very thanks sir

  • @giridharipatra9552
    @giridharipatra9552 10 месяцев назад +2

    Intelligent trick...

  • @subhadrapatra6742
    @subhadrapatra6742 9 месяцев назад +2

    Thank you sir...

  • @ramadevisitha7971
    @ramadevisitha7971 Год назад +2

    ଧନ୍ୟବାଦ ସାର

  • @ravipoojari1489
    @ravipoojari1489 Год назад +2

    🙏🙏🙏👍 very nice sir

  • @Studyupsc1149
    @Studyupsc1149 Год назад +1

    Nice 👍

  • @ChakrasenMunda-n7x
    @ChakrasenMunda-n7x 9 месяцев назад +2

    TQ sir 🙏

  • @kadambinidash9486
    @kadambinidash9486 Год назад +2

    ପ୍ରାଣମ sir

  • @Taranibehera-c3r
    @Taranibehera-c3r 10 месяцев назад +1

    Thank you so much sir

  • @NarayanaTakri-tq3nz
    @NarayanaTakri-tq3nz 3 месяца назад +2

    ❤❤❤❤❤❤👌👌👌🙏🙏🙏🙏

  • @chittaranjanbibhar7874
    @chittaranjanbibhar7874 8 месяцев назад +2

    So complicated

  • @bkkrishnabhai100
    @bkkrishnabhai100 Год назад +1

    Sir thank you for your kindness

  • @pikunumundailovestar1302
    @pikunumundailovestar1302 Год назад +1

    Ok sashr

  • @nareshsarollno-1922
    @nareshsarollno-1922 2 месяца назад +2

    Sara toh vibrations ho rha hai

  • @bishnuprasadbehera9547
    @bishnuprasadbehera9547 Год назад +2

    Thank s sir

  • @BikasRN
    @BikasRN 8 месяцев назад +2

    ବହୁତ ଲୋକ ଜାଣି ନାହାନ୍ତି

  • @sp8079
    @sp8079 Год назад +2

    Sir Namskar ❤

  • @bulukumarthankssirnayak6119
    @bulukumarthankssirnayak6119 Год назад +2

    Same problem more student

  • @nilubehera6691
    @nilubehera6691 Год назад +1

    Sir namaskar juktakhyar

  • @surencontent1053
    @surencontent1053 Год назад +2

    Sir grammar video banantu ❤

    • @BNSGrammar
      @BNSGrammar  Год назад

      Sir abe medicalal re achhanti 4 months heba
      So video heiparunahi

    • @BNSGrammar
      @BNSGrammar  Год назад

      Tanka deha kharap

    • @satyasahoo-tq5ut
      @satyasahoo-tq5ut 2 месяца назад +1

      Sad 😭 😭 ​@@BNSGrammar

  • @SantoshKumarNayak-ww4fe
    @SantoshKumarNayak-ww4fe Год назад +1

    🎉

  • @ramch.dansana6130
    @ramch.dansana6130 Год назад +1

    Thanks🎉

  • @odishahandcraftdesign9829
    @odishahandcraftdesign9829 Год назад +2

    Sir apana sabudina video upload karantu

    • @BNSGrammar
      @BNSGrammar  2 месяца назад

      Thank u

    • @BNSGrammar
      @BNSGrammar  2 месяца назад

      Please seen all the intresting teaching and learning videos on this channel

  • @shantilatamohapatra1163
    @shantilatamohapatra1163 Год назад +1

    Sir please give a video for Odia jhukta khara.

    • @BNSGrammar
      @BNSGrammar  Год назад

      Thanks for your support 🙏🙏

    • @BNSGrammar
      @BNSGrammar  Год назад

      But sir nka ra deha kharap achhi
      Se medical re achhanti 4 months heba sry

    • @satyasahoo-tq5ut
      @satyasahoo-tq5ut 2 месяца назад

      ​@BNSGrammar very 😭😭

  • @nikunjakishorebiswal6931
    @nikunjakishorebiswal6931 Год назад +1

    There is a difference between theory and practice.....pothi baigana o badi baigana.

  • @laxamanNayak-s8f
    @laxamanNayak-s8f 8 месяцев назад +2

    Sir mu apannka shahita katha haiparibiki mobile number tike diantu sir

    • @BNSGrammar
      @BNSGrammar  8 месяцев назад

      Sry sir , He is no more😭😭

    • @laxamanNayak-s8f
      @laxamanNayak-s8f 8 месяцев назад +1

      Mu kichi ta sikhiba ku chahanuchi mara Kn lekhibare bhul tile kema karidaba

    • @laxamanNayak-s8f
      @laxamanNayak-s8f 8 месяцев назад +1

      Mate kichita shikhai debe

    • @laxamanNayak-s8f
      @laxamanNayak-s8f 8 месяцев назад +1

      Please hn kahidia

    • @laxamanNayak-s8f
      @laxamanNayak-s8f 8 месяцев назад +1

      Apna janithi be mara kichita help karntu

  • @JaykrushnaPradhan-s1p
    @JaykrushnaPradhan-s1p 7 дней назад

    Thank you so much sir ❤❤❤❤

  • @indramanisahu2876
    @indramanisahu2876 5 месяцев назад +2

    Thank you very much sir 🙏🙏🙏

  • @jugalkishoremahanta6870
    @jugalkishoremahanta6870 10 месяцев назад +2

    Thank you sir🎉

  • @prdp1616
    @prdp1616 Год назад +1

    Thank you sir

  • @saiaditya7752
    @saiaditya7752 9 месяцев назад +2

    Thank u sir

  • @jugalkishoremahanta6870
    @jugalkishoremahanta6870 10 месяцев назад +1

    Thank you sir🎉

  • @lxmn5689
    @lxmn5689 9 месяцев назад +2

    Thank you sir 💐

  • @jugalkishoremahanta6870
    @jugalkishoremahanta6870 10 месяцев назад +1

    Thank you sir🎉

  • @SeemaGiri-sh7we
    @SeemaGiri-sh7we 9 месяцев назад +1

    Thank you sir

  • @jhilisahu8662
    @jhilisahu8662 7 месяцев назад +1

    Thank you sir

  • @PkMusicAndVlogs
    @PkMusicAndVlogs 6 месяцев назад +1

    Thank u sir

    • @BNSGrammar
      @BNSGrammar  2 месяца назад +1

      Welcome

    • @BNSGrammar
      @BNSGrammar  2 месяца назад +1

      Thanks for watching
      Please seen All the teaching video on this channel.
      Tq ..😊😊
      ruclips.net/video/HdricFEyPfU/видео.htmlsi=t2VNC6tX2SFwnHTK

  • @rupabanrana4584
    @rupabanrana4584 Месяц назад +1

    Thank you sir