Nila Mastarani- କଥା ସରିତା II ନୀଳ ମାଷ୍ଟରାଣୀ // Katha Sarita
HTML-код
- Опубликовано: 6 фев 2025
- #ddodia#Kathasarita#Nilamastrarani #MoralStory
"Nila Mastarani" is a very famous novel by well- known revolutionary poet Dr. Godabasish Mahapatra.
Odia story Katha Sarita, the show presents a unique, interesting, and moral story. Katha Sarita is one of the finest play of late Nineties with some great screenplays and storylines.
ଏଇ ନୀଳ ମାଷ୍ଟରାଣୀ ମୋ ଗାଁ ରେ ଆମ ଘରେ ସୁଟିଂ ହେଇଥିଲା। ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ର ଅରିସଲ ଗ୍ରାମ ରେ । ଏ ସବୁ ଆମ ଗାଁ ଆମ ସ୍କୁଲ ଆଉ ଆମ ଗାଁ ପୋଖରୀ । ସେ ପୁରୁଣା ଘର ତ ଆଉ ନାହିଁ କି ଏଥିରେ ଥିବା ଲୋକ ସମସ୍ତେ ନାହାନ୍ତି କିଛି ଲୋକ ମରିସାରିଲେଣି । ହେଲେ 16/17 ବର୍ଷ ତଳର ମୋ ଗାଁ ଆଉ ମୋ ପୁରୁଣା ଘର କୁ ଦେଖିକି ଖୁସି ଲାଗିଲା।
Pura micha
ସତରେ ବହୁତ୍ bhal କଥା
@@ashwanimyvillagekitchen ସତ ଟା ତାହଲେ ତୁମେ କୁହ 😋😋
@@ashwanimyvillagekitchen kain sata bi heipare
Seriously!
ନବେ ଦଶକର ପିଲାମାନଙ୍କର ସ୍ମୃତି 🥰
2024 ରେ କିଏ ସବୁ ଦେଖୁଛ 💝
🥰😇
😊😊😊
watching for odia exam :)
Me also
Ebe dekhile laguchhi ki agaru ama odia industry kete sunda thila au kete bhala bhala actors au story thila akhire luha asijauchhi but ebe sabu 😢😢
2024 ରେ ଦେଖୁଥିବା ଦର୍ଶକ 1 ଲାଇକ କରିଦିଅ
ଏବେ ଭି ଜାତି ପ୍ରଥା ଚାଲିଛି 🙏🙏
ଏ ସମାଜ ବହୁତ ଖରାପ। ଆଜି ମଧ୍ୟ ଏମିତି ଜାତି, ଛୁଆଁ ଅଛୁଆଁ ଭେଦଭାବ ରହିଛି।😢😢😢
ମଣିଷ ଜୀବନରେ ଜନ୍ମ ହେବା ଆଉ ସମାଜରେ ଜାତି ଭେଦଭାବ ଦୋଷ ପାଇବା ସହଜ ଉପହାର ର ସରଳ ଉପାୟ ଅଟେ।
ଭାଇ ରେ ଜାତି ଭେଦ ର ସୃଷ୍ଟି କେମିତି ହେଲା କେବେ ଜାଣିବାକୁ ଚେଷ୍ଟା କରିଛୁ । ତୁ ଯେଉଁ ସମାଜ କୁ ଗାଳି ଦେଉଚୁ,,, ସେ ସମାଜ ହିଁ ଦିନେ ସୁନା ଭାରତ ଗଢି ଥିଲା,,, ଭାଇଚାରା ରେ ଏତେ ବୁଡି ଗଲା ଯେ ଶତ୍ରୁ ସହ ବି ଭାଇଚାରା କଲା,,,, ବ୍ୟକ୍ତି ଗତ ନୁହଁ ସାଂସ୍କୃତିକ ଶତ୍ରୁ ସହ । ଫଳ ଆମ ସମାଜ ଖଣ୍ଡ ବିଖଣ୍ଡ ହେଇ ଗଲା । ଛୁଆଁ ଅଛୁଆଁ ଆରମ୍ଭ କେମିତି ହେଲା । ମୁସଲମାନ ସମାଜରେ ସିଆ, ସୁନି, ଅହମଦିଆ, ଦେଓବନ୍ଦି ସମସ୍ତେ ନିଜ ନିଜ ମସଜିଦ କୁ ବୋମା ରେ ଉଡ଼ାନ୍ତି ,,, ଛୁଆଁ ଛୁଆଁ ତ ଦୂରର କଥା , ଖାଲି ହଣା ମରା ,,, । ଖ୍ରୀଷ୍ଟିଆନ ମାନେ ବି ସେମିତି କ୍ୟାଥୋଲିକ୍ ଚର୍ଚ୍ଚ କୁ ଅନ୍ୟ ଖ୍ରୀଷ୍ଟିଆନ୍ ଚର୍ଚ୍ଚ ଯିବାକୁ ମନା । ବୌଦ୍ଧ ଧର୍ମରେ ବି ଜାତି ଭେଦ ଅଛି । ମନ୍ଦିର ପୁଜା, ହଉକି ବାହାଘର ରେ ପୁରୋହିତ କେବଳ 2 ଟି ପ୍ରଶ୍ନ ପଚାରେ 1st ନାଁ, 2nd ଗୋତ୍ର । ନା ଜାତି ନା ସ୍ଥାନ କାହିଁକି ଆମ ସମାଜ ରେ ବର୍ଣ୍ଣ ବ୍ୟବସ୍ଥା ଥିଲା,, ଯୋଗ୍ୟତା ଅନୁସାରେ ନିର୍ଣ୍ଣୟ ହୁଏ ବ୍ରାହ୍ମଣ କି ଶୁଦ୍ର । ନା ଜନ୍ମୃ ନା ସ୍ଥାନ ରୁ । ଆମ ହିନ୍ଦୁ ସମାଜ ବୌଦ୍ଧ ରାଜା, ମୁସଲମାନ ରାଜା ଆଉ ଖ୍ରୀଷ୍ଟିଆନ୍ ରାଜା ଦ୍ଵାରା ଶାସିତ ହେଇଛି । ସେମାନେ ନିଜ ଇଚ୍ଛା ଅନୁସାରେ ଆମ ସମାଜ ବ୍ୟବସ୍ଥାକୁ ପରିଚାଳନା କଲେ । ବୌଦ୍ଧ ମାନେ ବେଦ ଶାସ୍ତ୍ର କୁ ପଢ଼ିବା ପାଇଁ ଘୃଣା କରୁଥିଲେ । ବେଦ ଶାସ୍ତ୍ର ପଠନ ପାଇଁ ପ୍ରଚୁର କର ଦେବାକୁ ପଡୁଥିଲା । ସମୟ କ୍ରମେ ନରମ ପନ୍ଥି ବୌଦ୍ଧ ରାଜା ଶାସ୍ତ୍ର ପ୍ରତିଯୋଗିତା କରି ହିନ୍ଦୁ ମାନଙ୍କୁ ସ୍ଥାନ ଦେଲେ,,, ଆନୁବଂଶିକ ଭାବେ , ଜନ୍ମ ଗତ ବର୍ଣ୍ଣ ଅସ୍ତିତ୍ବ ଆସିଲା । ହିନ୍ଦୁ ଧର୍ମ ପୁନରୁତ୍ଥାନ ପରେ ବୌଦ୍ଧ ପ୍ରଭାବ ରହିଲା ତ ବେଦ ପଠନ ହ୍ରାସ ଘଟି କିଛି ଲୋକ ପାଖରେ ରହିଲା ।।। ଅଛୁଆଁ ଭେଦଭାବ କାରଣ ବହୁତ।।।ମହା ମାରୀ, ଶତ୍ରୁ ସହ ମିଶି ବିଶ୍ୱାସ ଘାତକ ର ଦଣ୍ଡ ବି ଅଛୁଆଁ , ଚମଡା କାର୍ଯ୍ୟ ।
Mu nije a sabu bhoguchi ..aaji bi Puri dist Pipili re jaati chuan achuuan achi..
A sabu ku change Kariba pain padiba...Sethi pain power darkar.. money ra power
Mu change karibi aau dekheibi...a Mallick cast ra pila kn kari pare..
Kichi Barsha pare sure a comment re reply debaku aasibi..jebe successful hei feribi
@@LitunaMallick002 ,,,, ପ୍ରଥମେ ଏତିକି power ଯୁଟାଅ,,, ନିଜକୁ train କର,,, । ବାପା ମାଆ କୁ ଖୁସିରେ ରଖ । ନିଜ ବାଣ୍ଡ ସୁଖ ପାଇଁ ବାପା ମାଆ, ସମାଜ ସହ ଶତ୍ରୁତା କାହିଁକି ରଖୁଚ । ଯିଏ ଦେଇଛି ତାକୁ ଦିଅ । ବାପା ମାଆ, ସମାଜ ପାଇଁ କିଛି କର । ଜାତି ଭେଦ ନଥିଲା ମୁଁ ବି ମାନୁଛି । ଏଇଟା long time taking process ।
@@Deshprem25. Sei process change karibar achi..a jou baanda giha loka kahuchnty..tama sc cast chhua aa karibani taa kari paribani...sei ucha cast ra bedha chhua nku dekheibi
.
A nicha cast chhua kn kari pare...mo baanda job ra power dekhoucha...
ଆଜି କାଲିର ପିଲା ମାନଙ୍କ ପାଖରେ କଥା ସରିତା ଦେଖିବା ପାଇଁ ସମୟ ନାହିଁ 😔 ପିଲା ବେଳେ ଟିଭି ରେ କେତେ ଦେଖିଛୁ ♥️🥲☺️
Mui ta katha Sarita dekhe
Mu to Sabu DD Oriya ra gapa dekhe ☺️☺️☺️☺️,bht maja laage
Sate ki ho
Aaou aame searching kari dekhuchu
Right
କିଏ ଏହି 2024 ମଇ ମାସରେ ଏହି କାହାଣୀକୁ ଦେଖିଅଛ ।
❤
କିଏ ସବୁ dd ଓଡ଼ିଆ ସିରେଲ କୁ ଭଲ ପାଓ like କର
ପିଲାଦିନ ଗପକୁ ଆଜିର ନୂତନ ଯୁଗର ଶିଶୁ ମାନଙ୍କ ପାଇଁ youtube ରେ ଉପସ୍ଥାପନ କରାଯାଉଛି। ସେ ଦିନର କଥା ଆଜିବି ମନେ ପଡେ। ଆମ ଓଡ଼ିଶା 🇮🇳🌍🙏🏻
Plz mo new channel ku support karantu kehi Jane b dekhunahati 😭😭😭 plz reply diantu
କୁଆଡେ ଗଲେ ଏଇ ଅଭିନେତା ମାନେ ଆଉ ସେ ଭଳି ନାଟକ କାଇଁ
ଦୟାକରି ଓଡ଼ିଆ ରେ ଏ ଭଳି ନାଟକ ଆସୁ
ଜୟ ଜଗନ୍ନାଥ ❤
Plz mo new channel ku support karantu kehi Jane b dekhunahati 😭😭😭 plz reply diantu 😢😢😢
କିଛି ବଦଳିନି ଆଜି ଯାଏ ବି ଜାତି ପ୍ରଥା ଅଛି ।ଆଜି ଯାଏ ବି କିଏ ଅନ୍ୟ ଜାତିରେ ଚାଲିଗଲେ ଏମିତି ନି ହୁଏ 😔
Jati Pratha Sarkar Hin Band Kariparibe Sadharana Manisha Samanta ra Adhikar Dabi Kare.
@@scccepmissa2272plz mo new channel ku support karantu kehi Jane b dekhunahati 😭😭😭😭
Well come DD odia
Aj kia q video ti dekhu Chanti aj heuchi 4 April keu mananku e story bhala lagila sekane like kara
According to Gandhi Untouchbility is crime againt God and man.This show is about anticastism.Still we r within the caste bound.it is a evil of our lndian society.Action is very heart touching.Thanks to D D Bharati.
କାଳଜୟୀ ରଚନା ନିଖୁଣ ଅଭିନୟ ନମସ୍ୟ କଥାକାର ଜୟ ଜଗନ୍ନାଥ
Our old memories...now i am 26 yr old..se samayare ei sabu kete dekhichu... acting skill excellent 👍🏻
ଏ ଜାତି ପ୍ରଥା କୁ ଉଠେଇ ଦିଆଯାଉ ଏ ଜାତି ପ୍ରଥା ଲାଗି ବହୁତ ପୁଅ ଝିଅ ତାଙ୍କ ବାପା ମା ଙ୍କ ଠାରୁ ଦୂରେଇ ଯାଇଛନ୍ତି।
ହୃୟସ୍ପର୍ଶୀ
Fantastic show ever by Godabaris mishra
Written by Godabarish Mahapatra
ବହୁତ ସୁନ୍ଦର କାହାଣୀ ଏବଂ କଳାକାର ମାନଂକର ସୁନ୍ଦର ଅଭିନୟ।
ଭଗବାନ ସମସ୍ତଙ୍କର ମଂଗଳ କରନ୍ତୁ।
ଆଜି ପର୍ଯ୍ୟନ୍ତ ମଧ୍ୟ ଏଇ ଜାତି ପ୍ରଥା ବଦଳି ନାହିଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମ୍ମାନ ଏଇ କଥା କୁ ଲୋକମାନେ ଜନିକି ମଧ୍ୟ ଏହି ଜାତି ପ୍ରଥା କୁ ସମର୍ଥନ କରୁଛନ୍ତି । ସମାଜ ଆମ କୁ ନେଇ ଗଠିତ ସମାଜ କୁ ନେଇ ଆମେ ନୁହେଁ ତେଣୁ ଆମେ ଏହି କୁ ପ୍ରଥା କୁ ବଦଳାଇ ବା ପାଇଁ ଚାହିଁଲେ ବଦଳାଇ ପାରିବା । କେବଳ ପାଠ ପଢ଼ିକି ଚାକିରି କରିଦେଲ ଚଳିବନି ଆମ ଦେଶର ଉନ୍ନତି, ସୁବ୍ୟବସ୍ଥା , ସମାନତା,ଇତ୍ୟାଦି କୁ ତୃଣମୂଳ ସ୍ତରରୁ କାର୍ଯ୍ୟ ରେ ଲଗାଇ ବାକୁ ପଡ଼ିବ । ଏହା ନିମନ୍ତେ ଆମ କୁ ହିଁ ପରିବର୍ତ୍ତନ ହେବାକୁ ପଡ଼ିବ ସ୍ୱପରିବର୍ତନ ବିଶ୍ଵ ପରିବର୍ତ୍ତନ ତେଣୁ ଆମେ ଜାତି ପ୍ରଥା କୁ ଦୂର କରିବା । ଆମ୍ବେଦକର ସେହି ସମୟ ରେ ଥାଇକି ଏତେ ପରିବର୍ତ୍ତନ ଆଣିଥିଲେ ଯାହାକୁ ବିଦ୍ୟାଳୟ ରେ ପଢ଼ାଇ ବାକୁ ମନା କରା ଯାଉଥିଲା ଆଉ ଆମେ ଏବେ କାହିଁକି ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ପାରିବନି ।
ଯେଉଁ ମାନେ ଏଥିରେ ସହ ମୟ ରେପ୍ଲ୍ୟା ଦିଅନ୍ତୁ
ଜୟ ଭିମ୍ 🙏
Kemiti badaliba sarkar para reservation dei banchei rakhichi
ହଁ ଏକମତ
ଆଗ reservation ଟା hatao ତାପରେ ସବୁ ଆପେ change ହବ..... ଜାତି ଅନୁଜାଇ ନ ଦେଇ ବରମ୍ income ଅନୁସାରେ reservation ଦେଲେ ମୋ ମତ ରେ ଠିକ୍ ହବ୍
ସମ୍ବିଧାନରୁ ଏଯାଏ ଉଠିଲାଣିକି, କୋଟା ବ୍ଯବସ୍ଥା ତ ଏସବୁକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଛି । ସାଧାରଣ ଲୋକ କଣ ଭକୁଆ !
@@SOMYA_SHUBHAM_NAYAK ତୁ ମାଗଣା ଖିଆ ଭିକାରୀ ସବୁ ବୁଝି ଯାଇଚୁ.... 😂😂😂😂
ଏକଥା କଃ ଯେ ତୋର୍ ଗାଣ୍ଡି ରେ ପୁଟା ନାହିଁ general ପିଲା ଙ୍କ ସଃ competion କରିବା ପାଇଁ... ସେଥି ପାଇଁ ତତେ ବେଶୀ ବାଧୁଛି....
ମାଗଣା ଖାଇ ଖାଇ ତମର ଚର୍ବି ବଢି ଗଲାଣି.... #ମାଗଣାଖିଆ_ଭିକାରୀ_
ଧନ୍ଯବାଦ ଡିଡି ଓଡିଆ
My childhood memories ❤️❤️
Lot's of love 💕💕
@-Jena_jena Han kintu DD odia mo fevorite channel ❤️❤️
Lot's of love ❤️❤️
@@swatiswagatika4082 Achha
ପିଳା ଦିନର କଥା ମନେ ପଡିଗଲା 😢❤
in our society, everyone must have the right to live with dignity...
ଭାରତ ଏତେ ପଛରେ ରହିବାର ମୁଖ୍ୟ କାରଣ ଅନ୍ଧ ବିଶ୍ୱାସ ଆଉ ଜାତି ପ୍ରଥା।ଯେତେ ପ୍ରଗତି କଲେ ବି ଆମେ ସାମାଜିକ ଦୃଷ୍ଟି କୋଣରୁ ବହୁତ୍ ପଛୁଆ
Right
Sikhya ra bhumika kichi achi ki?
ପିଲା ଦିନର ସ୍ମୃତି 🎉❤
Bahut miss karuci se time ku😢😢😢
As an ICSE student, i do love short documentary movies, my mother prescribed me this wonderfull story to see , and guess what i love it ❤❤
@@asishmohapatra9505 wow, its so rare, that an ISCE student finds love in old odia classics. When I come across people like you, it's really overwhelming...😄
My all time favourite nilamastrarani story'
ଛୁଆ ଦିନେ DD Odia ରେ ନୀଳ ମାଷ୍ଟରାଣୀ, ବାସିଫୁଲ, ରାଣ୍ଡିପୁଅ ଅନନ୍ତା, ହାଉଁ, ପାଣୁ ମିଶ୍ରେ ଏମିତି ଅନେକ ଟିଭି ସେରିଆଲ୍ ଦେଖିଥିଲି , ସେସବୁ ଦିନ କୁଆଡେ ଗଲା😢😢😢
Such a beautiful story. Thank you DD odia for publishing this video❤🎉
ଆଜିର ପିଲା inssta graam ଛାଡି ସିଯଣୀୟ ଗଳ୍ପ ଉପନ୍ୟାସ କବିତା ହେମନ୍ତୂ
Sir mu ei batch ra Mane 2024 ra 2025 re mu board Debi hele ame sabu pilanka bhali nuha mu mo mama saha misi Katha Sarita dekhe au mo sanga manaka saha bhi dekhe actually semiti pila achanti kintu jadi bapa maa thik thibe pila kanhiki kharap hebe 😊😊😊😊ame semiti jama nuhe jie kharap jinisa video dekhibe😢😊
A video dekhila pare mu mo pila dina ku puni feri jauchi thankuuu RUclips
Aji kia kia dekhuchha like karantu 19;3:2024
20.3.2024
Mu dakuchi 😊
29.3.2024
Mu dekhuchi
@@sandhyadas5562i want your mb,, nbr
My childhood memories
Bahut bhala lage se dina sabu
Pila bele jeje jejema nka saha basi TV re eguda bohut dekhichi ebe bhi bohut Mane pade 😊😅 sedina ra katha
Ama piladina ra smruti🥰ketebele tv re daba wait re thilu
Bahut sundar❤ nostalgia
I love ❤ this Channel
Much better than nowadays cheap odia serial and movies.
Katha sarita....❤i love this
ଅତି ସୁନ୍ଦର ହୋଇଛି
Ok beautiful story😊🎉😊 love you story❤❤❤❤❤❤❤❤
😊😊😊😊😊😊😊❤
Swadhinata pare bi Sarkar Chup Jatipratha Band Hau Sabu Manisa Saman Jai Hind 🇮🇳🙏
ବାଃ 😢❤
ଅତି ସୁନ୍ଦର ଭିଡିଓ 😢😢
Sundara laguche story 😢😢
Aji bi aji sabu kahani aakhi oda kare
Aaji Kali ka jamana ra pila hei bi sei puruna kahani prati bahut durbalata rahi aasichi
Au thare dekhiba pai ichha houchhi Katha Saritha kahani
ଭଲ ଲାଗିଲା. ଅତି ସୁନ୍ଦର କାହାଣୀ କିନ୍ତୁ ଏବେ ଲୋକ ଦେଖାଣିଆ ସବୁ natural ନାହିଁ କାହାଣୀ. ଖୋଲା ଆଉ ଖୋଲି
I love d d odia chnnel ❤❤❤❤❤❤
Awesome! 🙏🙏🙏
ଏ ସଵୁ ଗପ ପିଲା ବେଳେ । ଏବେ ସଵୁ ମନେ ପଡି ଯାଉଅଛି ।
Nila Mastarani ama gaan Rench sasan ra jhia se ama gaan pakha Bhanapura re marriage karithile bahut khusi lage se ama Gaan jhia thile😊
Super ❤❤❤
Plzzzzzzzzzzzzzzzzzzzzzzzzzzz " agru gote series ase " kuha kuha aja gapa kuhaa " gote pila ra school bele character ra seria......l naa ta bodh aei mora thik mane paduni, uplode karantu....
Jati pratha brahman mane stusthi karichhanti ,ahu samaj re anya ku nicha hairan kari nijara pratistha ku bajaya rakhiba pain
Bharat mata ki jai 🚩🚩🚩🇮🇳🇮🇳🙏🚩🚩
Jay Jagannath 🚩🇮🇳🙏
Amo sabhyata sanskriti kete sundara
ଗାଆଁ 😢 ସମାଜ 😢 ଲୋକ କଣ କହିବେ 😢
Prabhu♥️❤️🙏❤️😭😭😭😭🙏🙏🙏❤️♥️♥️♥️♥️
Heart touching story of godabarish mohapatra 🙏🙏🙏
Odia matira basa❤❤❤
super hit
ଧନ୍ୟବାଦ୍ dd odia❤
I'm from this time of generation 😌🥰
E story mane bohut sikhya dia mu bi Chhota belevdekhi bohut sokhichi
My childhood memories ❤❤❤
Aei video ama Ghare shooting heithila, Jajpur re
2025କିଏ କିଏ ଦେକୁଚନ୍ତି❤❤❤❤❤❤
❤❤ମୋ ପିଲା ଦିନର ସ୍ମୃତି ❤❤
Godabarish Mahapatra ❤
Very good story nice
21:00 ❤❤
ICSE re Gyananjali book re thila....love to see the video 😊😊
Plzz upload 2 odia patriotic songs @DD ODIA 🙏🙏🙏
1- Surya Ra tapa sahichi, barsha Ra kopa sahichi
2- Hey bira tumaku sata pranipata, salaam karuchu aaji( song dedicated to the martyrs of phulwama attack)
Samaajare ebe bi jati bheda bhabo chalichhi.😢
Super 👌💞💞❤️
Thanks 🤗
କିଏ କିଏ 2024 ରେ ଦେଖୁଛନ୍ତି ❤❤
Vary nice ❤
🎉🎉🎉🎉🎉🎉🎉🎉
Mu pilabele dekhithili
❤
❤❤❤❤❤❤❤😢😢😢😢😢
Very good tv show
Plz upload suna bohu ekankika
Vaswati Basu is a dynamic artist
Nice acting
ସାର୍ ଚମ୍ପୀ ଆଇ ର କଥା ଟା ଆପଣ ଟିକେ ଛାଡନ୍ତୁ
❤❤❤🎉🎉
Saburi mulare ea jati pratha
Good
Pls upload "suna bahu".🙏🏻
Best ❤❤❤❤❤🎉🎉👍👍👍
Plz Swapna o saudagara upload karantu
ok will try
@@DoordarshanOdia plz upload karantu durdarsan layebery thiba khojothu. 10-12 yrs tale dd odia re prasarita heithila . Au kebe heini .... Chaudhry bikas das. Nirdesita. Nirad mahapatra production. Ra. Sowpan o saudagara ... Plzzz upload karantu plz plz plz
🙏🙏🙏🙏🙏
Social evils😢
One teli flim
E video dekhiba pare akhire luha aaigala
2023 re kie dekhucha😊
Mu dekhuchhi
Mu hele
Great 👍 bhai 👍
Mu dekhu chhi
Mu dekuchi 2024 re