Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଏ story ଦେଖିକି ମୋତେ ଯେମିତି କୋଟିନିଧି ମିଳିଗଲା ଭଳିଆ ଲାଗୁଛି।।ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ କି ଏ ଗପ ମୁ youtube ରେ ଖୋଜିନି।।ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଗପ upload କରିଥିବାରୁ।।
ଖୋଜୁ ଖୋଜୁ ଏବେ ମିଳିଲା,ohh ho କି ଖୁସି ଲାଗୁଛି ଏବେ 😀😀😀😀😘😘😘😘😘
THANK YOU DD ODIA .....Old SIET program upload karibe 🙏
ମୁଁ କାଲି ଏହି ସୁନା ବୋହୁ episode କୁ search କରୁଥିଲି । କାଲି upload ହେଇଗଲା । ଆଜି ଦେଖିଲି । ପିଲାଦିନ କଥା ମନେପଡ଼ିଗଲା । ବହୁତ୍ ସୁନ୍ଦର୍ ଭିଡିଓ । ଧନ୍ୟବାଦ୍ DD ଓଡିଆ 🙏। ଆମରି ସଂସ୍କୃତି ଆମ ପରମ୍ପରା ❤️
2024 re Kia dekhucha please like , Gapa dekhi ki mana ta pura khusi heigala
ଏମିତି କା ସବୁ ଅପଲୋଡ଼ କରନ୍ତୁ ବହୁତ୍ view ଯିବ। ଆମ ଭଳି ବହୁତ୍ ଲୋକ ଅନେଇ ବସିଛନ୍ତି ଦେଖିବାକୁ ଏଇ ସବୁ
Ye dd wala sudhuribani
Thik kahila emiti vdo upload karantu
କେତେ ସୁନ୍ଦର ସାବଲୀଳ ଗପ ! ବ୍ୟାସକବି ଙ୍କ ଉପାଧି ଯାହା, ଲେଖା ସେୟା। ଆମେ ବହୁତ୍ ଭାଗ୍ୟବାନ ଏସବୁ ଅନୁଭବ କରୁଛେ
ବହୁତ୍ ସୁନ୍ଦର୍ ବହୁତ୍ ଦିନ ପରେ ଦେଖି ବହୁତ୍ ଭଲ ଲାଗିଲା
Thanks DD odia for uploading this iconic story.. please please upload series juara bhatta, anda muhani, sasirekha
ହରେ କୃଷ୍ଣ ହରେ କୃଷ୍ଣ କୃଷ କୃଷ୍ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ❤
ଏ କାହାଣୀ ଦେଖିଲା ପରେ ଓଠ ରେ ମେଞ୍ଚାଏ ହସ ଆଉ ଆଖିରେ ଆନନ୍ଦ ର ଅଶ୍ରୁ ଡି ଡି ଓଡ଼ିଆ ଚାଁନେଲ କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ଦୁର୍ଲଭ ଜିନିଷ କୁ ସାଇତି ରଖିଥିବାରୁ ❤🙏
Sata katha kahila vauni...
jiban kala madhyare amiti smruti thaaa, jahaku anya samukha re prakash kari huani...otha ra hasa..akhira luha hin janithaa
ପିଲାବେଳର ସିରଏଲଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନମୁଗ୍ଧକର।
ଏ ସମସ୍ତ କଳାକାର ଏବେ ଜୀବିତ ଅଛନ୍ତି କି ନାହିଁ? ଅତି ସୁନ୍ଦର ଅଭିନୟ,ଏ ସବୁ କାହାଣୀ, ଗଳ୍ପ, ଏକାଙ୍କିକା ଦେଖିଲେ ଦିନ ସାରା ଜାଳା ଜଂଜାଳ ରୁ ମୁକ୍ତ ମନେ ହୁଏ। ଜୟ ଜଗନ୍ନାଥ 🙏
ଅଛନ୍ତି କିଛି😊
Samaste achanti
ପିଲା ଦିନର ପୁରୁଣା ସ୍ମୃତି ମନେ ପଡ଼ିଗଲା । 😊
Thank you so much for uploading as per request
Thank you very much for uploading as per request And I request you to please release part 2
Aau emiti kahani dekhibaku miluni.. dhanyawad dd odia...kahani ra episode sabu upload karantu
ବହୁତ ବର୍ଷ ପରେ ଏ କାହାଣୀ ଦେଖି ଖୁସି ଲାଗିଲା ❤
ଖୁବ ସୁନ୍ଦର କାହାଣୀ, ଆହୁରି ଏମିତି ସୁନ୍ଦର ସୁନ୍ଦର ଗଳ୍ପ ସବୁ ଅପଲୋଡ଼ କରନ୍ତୁ।
ବଢ଼ିଆ ଲାଗେ ମୋ ପିଲାଦିନର କାହାଣୀ ମୁ 6 class ରେ ପଢ଼ୁଥିଲି
Ohh my god .. thankyou #ddodia bohut khojuthili
My favourite channel dd odia old serial
Mu almost 2 year helani dekhibaku chahunthili hele title mane padunathila..So happy to see it accidentally 😊
Oho ki bhala galpa tia ... odia bhai badhia
Mu aaji October 28 re dekhuchi 😊 bhahut bhala lagila episode 🤗
ଦଶମ ଶ୍ରେଣୀ ଗଳ୍ପ ଓ ଏକାଙ୍କିକା ବହି ରେ a ବିଷୟ ଥିଲା
Thik
@@LivestockHappy hmm hmm
Yes👍
ପଢିବା ସମୟରେ ଏମିତି ଲାଗୁ ଥିଲା ଯେମିତି ଆଖି ସାମ୍ନା ରେ ଘଟଣା ଘଟୁଛି❤
Au gote gapa thila panchayata mu sei gapa ta khojuchi
Emti puruna story dekhibaku bhari vala lage ooh ki Dina thila setebele .
Sir sabu upload karuchanti ଟେଲି ସେରିଆଲ ଶୋ ଅପଲୋଡ଼ କରନ୍ତୁ
Really appreciate it plz upload more videos 😊
Thanks a lot for uploading this video and kindly upload such videos of our childhood 🙏🙏💗
ଏହି କାହାଣୀ ମୁଁ ମୋ ନିଜ ଜୀବନୀ କୁ ଭି ଦେଖୁଛି କାରଣ ଏହି କାହାଣୀର ବୋହୁ ଚରିତ୍ର ଭଳି ମୋ ମାଆ ମଧ୍ୟ ଏମିତି ଅହଙ୍କାରୀ। ଗରିବ ଘରର ଝିଅ ହୋଇ ସୁଦ୍ଧା ଚାକିରିଆ ସ୍ବାମୀ ପାଇଥିବାରୁ ସେ ଭି ଘରେ ଇନ୍ଦ୍ର ଚନ୍ଦ୍ର ମନେନି। ମୁଁ ଏଥିରେ ହସ୍ତକ୍ଷେପ କରିପାରିନି କାରଣ ମାଆ ଯେତେ ଭୁଲ କଲେ ମଧ୍ୟ ସମାଜ କେବେ ତାକୁ ଦୋଷ ଦେବ ନାହିଁ କାରଣ ମାଆ ମାନଙ୍କୁ ସବୁବେଳେ ଘରକୁ ଯୋଡ଼ି ରଖୁଥିବା ଦେବୀ ରୂପେ ଦର୍ଶା ଯାଇଛି।
@@Sibani-45 hele chup hei rahile habani
ବହୁତ୍ ସୁନ୍ଦର୍ କାହାଣୀ❤
Bhut sundar se puruna din ra story
Nananda acting beautiful ❤
10 th mu au mo sanga Mane class re ae galpa ra acting Karu...just miss that moment 😊😊kt khojuthili mu ea serial ku
satare bht khusi lagila auu kandha b........nice
ମୁଁ ଖୋଜୁଥିଲି ହେଲେ ପାଇଗଲି ବହୁତ ଧନ୍ୟବାଦ ଅ ଗପ ଛାଡିଥିବରୁ
Bhut bhut dhanyawad bhut dina hela khojuthili a galpa tiku
DD odia Chanel dhanyabad.
Old memories 😢😢😢 Missing 😢😢😢 always
Pila dine dekhithiba story ku Abe puni dekhi khusi lagila😊
I have no time now DD_ I ll watch later after my free time i ll watch and thank you for your video, all the best.
Nice video ❤❤❤❤❤❤❤
Thanks a ton...Bahut dinaru apekhya Kari thili
ଅଶେଷ ଅଶେଷ ଧନ୍ୟବାଦ ଡ଼ି ଡ଼ି ଓଡ଼ିଆ 🙏🙏
ବହୁତ ସୁନ୍ଦର ଉପ୍ଥାପନା
Mote jadi ghare TV dekhibaaku deithante hueta mu ei telefilm tiku 2002-03 re dekhipaarithanti aau jibana sudhaari paarithanti...Gurujana maane pila maananku nischita bhaabe sikhaantu jemiti jibana re se sabubele sathik nishpati neipaaribe😢😢😢
Thank you so much the story of sunabohu.
Excellent acting ....❣️
ବହୁତ ଭଲ ଲାଗିଲା
Chinta na kara chintamani serial upload karantu
Aee pain gote like 👍
All the characters have acted so well
Mind blowing ❤
ବାହା ହେଇନି ମନ୍ଦିର ରେ ନା କୋର୍ଟ ରେ, ଜାଇନି ମନ୍ଦିର କୁ କୋର୍ଟ କୁ ବାହା ହବାକୁ, ଘରେ ବି ନାହିଁ ବୁଲୁଚି ଯାଜା ବର ମନ ମୋର ନିତି ଗଢେ ନୀତି ଭାଙ୍ଗେ ସୋପ୍ନ ର ବାଲି ଘର, ହୋ ବାଲି ଘର, ହୋ ବାଲି ଘର, ବାଲି ପକେଇବି ଘୁଆଳେ ଆଉ ଖେଳିବି ଘୁଆଳେ କଣ୍ଢେଇ ଖେଳ, କଁଇଁଆ-ପାତି କଞ୍ଚା-ଲଙ୍କା ବାଟି ଚାଟିବୁ, ଷଡେଇ ରେ ଖେଳ ମାନେ ନଡ଼ିଆ ଖୋଳ ରେ ଖେଳ, ଆମେ ଖେଳୋଉ ଷଡେଇ ରେ ଖେଳ, ମୁଁ କାନ୍ଦିବି ମତେ କହିଲେ କିଛି, (matter house plot land farmhouse land) ଘର-ଯେଗା କଦଳି-ବଣ-ବିଲ, ବର୍ଜ-ବାରୀ ଜଙ୍ଗଲ-ଯେଗା ଜଙ୍ଗଲ-ବାରୀ, ବିଲ, ପାଳ, ଯୁଣ-ପାଳ, ନଈ-ଦାଢ଼-ଯେଗା ଏ ସବୁ କୁ ନେଇ ଅଜାଙ୍କ ଅଜାଙ୍କ ନା ରେ ଥିବାରୁ ଡିଷ୍ଟ୍ୟୁର୍ଵ ଲାଇଫ ସେଥି ପାଇଁ ଯାଜା ବର ମନ ମୋର ବିଡି ସିଗିରାଟେ ପିଆପିଇ "ଟିସୁ ପକେଟ ରେ ଟଙ୍କା ରଖୀବି, ଲିପି ଷ୍ଟିକ ପକେଟ ରେ କଲମ ରଖୀବି" ପେନ
ନଭେମ୍ବର ମାସରେ କିଏ ଦେଖୁଛନ୍ତି 😊
Bahut Sunder galpa 🙏
Bohot sundar story...
Chanta bhudhi siet program re dekhouthila gote gopo please please 🙏🙏🙏🙏🙏🙏🙏🙏 anotu saeta moro bhout favourite
My best serial
Real life sasu mane emiti hele bhala huanta😢
Bahuta sunadara please amiti ahuri story mane uploading karanatu
Kakharu Lata galpa ti ku bhi upload karantu plzz
E bhali aau sabu story upload karantu please
Bahut din hela khoju thili eia stori ku
Heart touching 😢😢😢
Bohu pura suna bohu 😁😅😅
SIET program upload karantu
Kitna din bad channel dekhna padega Bachpan ka yad a gai😂
Sahada sundari gapa please please please please please upload karantu
Old serials were good and giving a good lesson to society in each episode. But now a days serials are on multiple affairs and marriages
Khub sundar
ମୁଁ ବହୁତ୍ ଦିନ ହେଲା ଖୋଜୁ ଥିଲି ଏହି ଷ୍ଟୋରୀ କୁ🙏🙏🙏
Please mini super star episode upload kara
Bahut sundar❤❤❤🎉🎉🎉
Bahut dhanyabaad 😊
Childhood memory ❤
DD odia ra Sahada sundari gapa please please please please please please please please please upload karantu
ମା ' seriel pls send karantu🙏🙏
😣 ସତରେ ବହୁତମନେ ପଡେ ଏଇ ସେରିଆଲ ମୁଁ ମୋ ପିଲା ଦିନ କଥା ମନେପଡିଗଲା
A heuchi odia r sahitya ❤
Bahut sundar kahani
ଆଇ ସୁପର ଟ୍ୟାଲେନ୍ତେଡ
ମୁ ବହୁତ ଖୋଜିଛି ଦେଖିବାକୁ ଆଜି ଶେଷରେ ଅନ୍ତ ghatila
ଭିଡ଼ିଓ ଟି ଦେଖି ଛୁଆ ବେଳ କଥା ମନେପଡ଼ିଗଲା 🥰
Pila bela smruti❤
Bhahu Dina pare dekhili nabam srenire padhithili bahut badhia gapa
ପିଲା ଦିନ କଥା ମନେ ପଡ଼ିଲା 😢😢😢
Mo pila dina katha a gapa dekhi manepadigala nice story
Supbb❤️
Bahut khojithili, aaji dekhili😅
Mo pila dina mane padijauchi dd national re mun au mo JJ dekhu 😢
Bhuta Sunder khani❤❤❤❤ nasnal
ଏହାକୁ ରେଡ଼ିଓ ରେ ଶୁଣିଥିଲି
Sasu role re j achnti se mo aai ra role kruchnti 😢
Han please emiti video anantu
ସୁନା ବୋହୂ କଣ' ଓଡ଼ିଆ ରେ ଲେଖିପାରୁନ? ଏମିତି ଓଡ଼ିଆ ଭାଷାକୁ ଅବହେଳା କରୁଛ ତୁମେ ମାନେ ।
ମତାମତ ପାଇଁ ଧନ୍ୟବାଦ
Actually a thire na jhia ra family ra b kichhi bhul thila....semananku jhia ku misi ki rahiba sikheiba jaga re kali ra bata dekhiebare lagi padithile
Bahut dina ru khojuthili
Mane padigala 10th cls ra galpa ekankika katha🥺😇
ଏ story ଦେଖିକି ମୋତେ ଯେମିତି କୋଟିନିଧି ମିଳିଗଲା ଭଳିଆ ଲାଗୁଛି।।ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ କି ଏ ଗପ ମୁ youtube ରେ ଖୋଜିନି।।ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଗପ upload କରିଥିବାରୁ।।
ଖୋଜୁ ଖୋଜୁ ଏବେ ମିଳିଲା,ohh ho କି ଖୁସି ଲାଗୁଛି ଏବେ 😀😀😀😀😘😘😘😘😘
THANK YOU DD ODIA .....Old SIET program upload karibe 🙏
ମୁଁ କାଲି ଏହି ସୁନା ବୋହୁ episode କୁ search କରୁଥିଲି । କାଲି upload ହେଇଗଲା । ଆଜି ଦେଖିଲି । ପିଲାଦିନ କଥା ମନେପଡ଼ିଗଲା । ବହୁତ୍ ସୁନ୍ଦର୍ ଭିଡିଓ । ଧନ୍ୟବାଦ୍ DD ଓଡିଆ 🙏। ଆମରି ସଂସ୍କୃତି ଆମ ପରମ୍ପରା ❤️
2024 re Kia dekhucha please like , Gapa dekhi ki mana ta pura khusi heigala
ଏମିତି କା ସବୁ ଅପଲୋଡ଼ କରନ୍ତୁ ବହୁତ୍ view ଯିବ। ଆମ ଭଳି ବହୁତ୍ ଲୋକ ଅନେଇ ବସିଛନ୍ତି ଦେଖିବାକୁ ଏଇ ସବୁ
Ye dd wala sudhuribani
Thik kahila emiti vdo upload karantu
କେତେ ସୁନ୍ଦର ସାବଲୀଳ ଗପ ! ବ୍ୟାସକବି ଙ୍କ ଉପାଧି ଯାହା, ଲେଖା ସେୟା। ଆମେ ବହୁତ୍ ଭାଗ୍ୟବାନ ଏସବୁ ଅନୁଭବ କରୁଛେ
ବହୁତ୍ ସୁନ୍ଦର୍ ବହୁତ୍ ଦିନ ପରେ ଦେଖି ବହୁତ୍ ଭଲ ଲାଗିଲା
Thanks DD odia for uploading this iconic story.. please please upload series juara bhatta, anda muhani, sasirekha
ହରେ କୃଷ୍ଣ ହରେ କୃଷ୍ଣ କୃଷ କୃଷ୍ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ❤
ଏ କାହାଣୀ ଦେଖିଲା ପରେ ଓଠ ରେ ମେଞ୍ଚାଏ ହସ ଆଉ ଆଖିରେ ଆନନ୍ଦ ର ଅଶ୍ରୁ
ଡି ଡି ଓଡ଼ିଆ ଚାଁନେଲ କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ଦୁର୍ଲଭ ଜିନିଷ କୁ ସାଇତି ରଖିଥିବାରୁ ❤🙏
Sata katha kahila vauni...
jiban kala madhyare amiti smruti thaaa, jahaku anya samukha re prakash kari huani...otha ra hasa..akhira luha hin janithaa
ପିଲାବେଳର ସିରଏଲଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନମୁଗ୍ଧକର।
ଏ ସମସ୍ତ କଳାକାର ଏବେ ଜୀବିତ ଅଛନ୍ତି କି ନାହିଁ? ଅତି ସୁନ୍ଦର ଅଭିନୟ,ଏ ସବୁ କାହାଣୀ, ଗଳ୍ପ, ଏକାଙ୍କିକା ଦେଖିଲେ ଦିନ ସାରା ଜାଳା ଜଂଜାଳ ରୁ ମୁକ୍ତ ମନେ ହୁଏ। ଜୟ ଜଗନ୍ନାଥ 🙏
ଅଛନ୍ତି କିଛି😊
Samaste achanti
ପିଲା ଦିନର ପୁରୁଣା ସ୍ମୃତି ମନେ ପଡ଼ିଗଲା । 😊
Thank you so much for uploading as per request
Thank you very much for uploading as per request
And I request you to please release part 2
Aau emiti kahani dekhibaku miluni.. dhanyawad dd odia...kahani ra episode sabu upload karantu
ବହୁତ ବର୍ଷ ପରେ ଏ କାହାଣୀ ଦେଖି ଖୁସି ଲାଗିଲା ❤
ଖୁବ ସୁନ୍ଦର କାହାଣୀ, ଆହୁରି ଏମିତି ସୁନ୍ଦର ସୁନ୍ଦର ଗଳ୍ପ ସବୁ ଅପଲୋଡ଼ କରନ୍ତୁ।
ବଢ଼ିଆ ଲାଗେ ମୋ ପିଲାଦିନର କାହାଣୀ ମୁ 6 class ରେ ପଢ଼ୁଥିଲି
Ohh my god .. thankyou #ddodia bohut khojuthili
My favourite channel dd odia old serial
Mu almost 2 year helani dekhibaku chahunthili hele title mane padunathila..So happy to see it accidentally 😊
Oho ki bhala galpa tia ... odia bhai badhia
Mu aaji October 28 re dekhuchi 😊 bhahut bhala lagila episode 🤗
ଦଶମ ଶ୍ରେଣୀ ଗଳ୍ପ ଓ ଏକାଙ୍କିକା ବହି ରେ a ବିଷୟ ଥିଲା
Thik
@@LivestockHappy hmm hmm
Yes👍
ପଢିବା ସମୟରେ ଏମିତି ଲାଗୁ ଥିଲା ଯେମିତି ଆଖି ସାମ୍ନା ରେ ଘଟଣା ଘଟୁଛି❤
Au gote gapa thila panchayata mu sei gapa ta khojuchi
Emti puruna story dekhibaku bhari vala lage ooh ki Dina thila setebele .
Sir sabu upload karuchanti ଟେଲି ସେରିଆଲ ଶୋ ଅପଲୋଡ଼ କରନ୍ତୁ
Really appreciate it plz upload more videos 😊
Thanks a lot for uploading this video and kindly upload such videos of our childhood 🙏🙏💗
ଏହି କାହାଣୀ ମୁଁ ମୋ ନିଜ ଜୀବନୀ କୁ ଭି ଦେଖୁଛି କାରଣ ଏହି କାହାଣୀର ବୋହୁ ଚରିତ୍ର ଭଳି ମୋ ମାଆ ମଧ୍ୟ ଏମିତି ଅହଙ୍କାରୀ। ଗରିବ ଘରର ଝିଅ ହୋଇ ସୁଦ୍ଧା ଚାକିରିଆ ସ୍ବାମୀ ପାଇଥିବାରୁ ସେ ଭି ଘରେ ଇନ୍ଦ୍ର ଚନ୍ଦ୍ର ମନେନି। ମୁଁ ଏଥିରେ ହସ୍ତକ୍ଷେପ କରିପାରିନି କାରଣ ମାଆ ଯେତେ ଭୁଲ କଲେ ମଧ୍ୟ ସମାଜ କେବେ ତାକୁ ଦୋଷ ଦେବ ନାହିଁ କାରଣ ମାଆ ମାନଙ୍କୁ ସବୁବେଳେ ଘରକୁ ଯୋଡ଼ି ରଖୁଥିବା ଦେବୀ ରୂପେ ଦର୍ଶା ଯାଇଛି।
@@Sibani-45 hele chup hei rahile habani
ବହୁତ୍ ସୁନ୍ଦର୍ କାହାଣୀ❤
Bhut sundar se puruna din ra story
Nananda acting beautiful ❤
10 th mu au mo sanga Mane class re ae galpa ra acting Karu...just miss that moment 😊😊kt khojuthili mu ea serial ku
satare bht khusi lagila auu kandha b........nice
ମୁଁ ଖୋଜୁଥିଲି ହେଲେ ପାଇଗଲି ବହୁତ ଧନ୍ୟବାଦ ଅ ଗପ ଛାଡିଥିବରୁ
Bhut bhut dhanyawad bhut dina hela khojuthili a galpa tiku
DD odia Chanel dhanyabad.
Old memories 😢😢😢 Missing 😢😢😢 always
Pila dine dekhithiba story ku Abe puni dekhi khusi lagila😊
I have no time now DD_ I ll watch later after my free time i ll watch and thank you for your video, all the best.
Nice video ❤❤❤❤❤❤❤
Thanks a ton...Bahut dinaru apekhya Kari thili
ଅଶେଷ ଅଶେଷ ଧନ୍ୟବାଦ ଡ଼ି ଡ଼ି ଓଡ଼ିଆ 🙏🙏
ବହୁତ ସୁନ୍ଦର ଉପ୍ଥାପନା
Mote jadi ghare TV dekhibaaku deithante hueta mu ei telefilm tiku 2002-03 re dekhipaarithanti aau jibana sudhaari paarithanti...
Gurujana maane pila maananku nischita bhaabe sikhaantu jemiti jibana re se sabubele sathik nishpati neipaaribe😢😢😢