Panu Mishre // Godabarisha Mishra // Katha Sarita

Поделиться
HTML-код
  • Опубликовано: 30 янв 2021
  • ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ରଚନା "ପାଣୁ ମିଶ୍ରେ"
    Katha Sarita"" Panu Mishra" is a popular Old Odia story in the late 90s, the show presents a unique, interesting, and moral story.
    Katha Sarita is one of the finest shows of late Nineties with some great screenplays and story lines.
  • РазвлеченияРазвлечения

Комментарии • 656

  • @kamalrehan1155
    @kamalrehan1155 3 года назад +37

    Bahut kasta laguchi ei puruna dina katha bhabila belaku... Ete kasta laguchi j dekhi b hauni akhi luha re bhiji jauchi.😭😭😭😭

  • @AamaGaonAamaMati
    @AamaGaonAamaMati Год назад +98

    କେବଳ DD ODIA ହିଁ ଆମ ସମସ୍ତଙ୍କ ର ପୁରୁଣା ସ୍ମୃତି କୁ ସାଇତି କି ରଖିଛି 🙏🙏🙏
    ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏

  • @banamalipattanaik11
    @banamalipattanaik11 Год назад +23

    କେତେ କଥା ମନେପଡେ ପିଲାଦିନର....ହେଲେ ଆଜିର ଦୁନିଆକୁ ଦେଖିଲେ ଭାରି ଦୁଃଖ ଲାଗୁଛି ସେଦିନର କଥା ଭାବିଲା ବେଳକୁ।ବିଜୁଳି ନଥିଲା ସେଇ ମାଟି ରାସ୍ତା,ସେଇ ଶଗଡ଼ ଗାଡ଼ି ଏମିତି ବହୁତ୍ କଥା।ଆଜି ଏସବୁ ଦେଖିବାକୁ ଶୂନ୍ୟ।

  • @OdiaTech24knowledge
    @OdiaTech24knowledge 3 года назад +51

    ଏହି କାହାଣୀ ର ଶେଷ ଏତେ ହୃଦୟବିଦାରକ😭🙂 ମୋ ଲୋମ୍ ସବୁ ତାଙ୍କୁରି ଉଠିଲା। ମନେ ପଡିଗଲା ସେ ପିଲା ଦିନ କଥା ସବୁ .....

    • @siyaram1230
      @siyaram1230 2 года назад +2

      Pila Dina katha kn manapadiala

    • @OdiaTech24knowledge
      @OdiaTech24knowledge 2 года назад

      @@siyaram1230 ପିଲା ବେଳେ ଏହି ସବୁ କାହାଣୀ କୁ କେତେ ମନେ ଭରି ଦେଖୁଥିଲୁ ।। ଆଉ କିଛି ଶିଖିବାକୁ ମଧ୍ୟ ମିଳୁଥିଲା ଏଇ କାହାଣୀ ରୁ....

  • @kanhucharannaik5946
    @kanhucharannaik5946 3 года назад +14

    ଏହା ହିଁ ଓଡ଼ିଆ ଜନଜୀବନର କଥା ଆଉ ଗାଥା।
    ବିଶିଷ୍ଟ ସାହିତ୍ୟିକ ମାନଙ୍କର ବହୁତ ସୁନ୍ଦର ଲେଖା।
    ଯାହା ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି।
    ଏବେ କିନ୍ତୁ ଚଳଚ୍ଚିତ୍ର ରେ ଓଡ଼ିଆତ୍ୱ ନାହିଁ।
    ଫେଣ୍ଟା ଫେଣ୍ଟି ଭାଷା ଆଉ ନକଲ ଚଳଚ୍ଚିତ୍ର।
    ଅତି ଅରୁଚିକର।

  • @gyanaranjansahoo8539
    @gyanaranjansahoo8539 3 года назад +8

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ
    ଯେତେଦେଖୁଥିଲେ ନୂଆ ଦିଶୁଥାଇ...

  • @Anil_AK
    @Anil_AK 11 месяцев назад +19

    ଦୂରଦର୍ଶନ ଓଡ଼ିଆ ର କାର୍ୟକର୍ତା ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏଇ ପୁରାତନ ଲୋକଗଳ୍ପ କୁ ସାଇତି ରଖି ଉପସ୍ଥାପନା କରିଥିବାରୁ❤❤🙏🏻🙏🏻

    • @anushreesahoo858
      @anushreesahoo858 17 дней назад

      Han Anil thik kahila...❤ I love you...tame medical re kana sabu karuchha samastanku jana😅😅...chalu chalu

  • @kumaranil313
    @kumaranil313 Год назад +19

    ସେଇ ପୁରୁଣା ଦିନ ଏତେ ସୁନ୍ଦର ଥିଲା ଯେ ମୁଁ ଜୀବନର ପ୍ରତେକ ମୁହୂର୍ତ୍ତକୁ ଉପଭୋଗ କରୁଥିଲି ପିଲାବେଳେ ପାଖ ଘର ସେଇ କଳା ଧଳା ଟିଭି ର ଏଇ ଭଳି seriel ଦେଖି

  • @kajalpadhy3173
    @kajalpadhy3173 2 года назад +18

    Pila dina ra memory dd national katha sarita❤️❤️❤️❤️..unforgettable days

  • @suniljhunilkumar3959
    @suniljhunilkumar3959 3 года назад +6

    A abhishek rathank pila samay pari dekhajauchnti....really Godabirish mishra is the great ...writer

  • @shaikharifuddin2480
    @shaikharifuddin2480 3 месяца назад +5

    ଅଭୁଲା ସ୍ମୃତି, ଉପାଦେୟ ଲେଖା, ନିପୁଣ କଳାକାର। ମନୋରଞ୍ଜନ ଧର୍ମର ଗଳ୍ପ।

  • @ankitmohapatra5247
    @ankitmohapatra5247 3 года назад +6

    Waah....Bhari chamatkar...Atitara smruti sabu tazaa karuthibaru..

  • @tapankumarnayak4950
    @tapankumarnayak4950 2 года назад +8

    ସତରେ କେତେ ସୁନ୍ଦର ଓ ସଂସ୍କୃତି ମୟ ଧାରାବାହିକ ଆଜି ବି ଦେଖିଲେ ବହୁତ୍ ଭଲ ଲାଗୁଚି

  • @actresssubarnaofficial50
    @actresssubarnaofficial50 3 года назад +11

    Pila Dina mane padigala 😍😍😍😍 thanks to dd odia

  • @missodianiniali3446
    @missodianiniali3446 3 года назад +23

    E child artist ebe kete bada heijibani👍🙏grt legend

    • @sushreedas322
      @sushreedas322 3 года назад +3

      He is Abhisekh Rath...hero in odia industry...

    • @astrokalyan
      @astrokalyan 2 года назад

      ruclips.net/video/NVC1T7wYTac/видео.html

    • @freegamer1768
      @freegamer1768 Год назад

      @@sushreedas322 oo

  • @PramodKumar-ee7tq
    @PramodKumar-ee7tq Год назад +6

    Very good story, how good people were before, now they are .....

  • @srinibash07
    @srinibash07 3 года назад +24

    I am searching for ths video since 1yr, and finally the result is here, i am so happy, it's a memory of my childhood, 😭😭

    • @astrokalyan
      @astrokalyan 2 года назад

      ruclips.net/video/NVC1T7wYTac/видео.html

  • @sheetalbarma
    @sheetalbarma Год назад +66

    ସତରେ ପିଲା ଦିନ ର କଥା ମନେ ପଡିଗଲା 🥰🥰🥰Thank you so much for uploading it here DD Odia channel 💛💜💛💜

  • @sandeepkumarnayak3569
    @sandeepkumarnayak3569 10 месяцев назад +8

    ଆଜି ବି ବହୁତ୍ ମନେ ପଡେ ପିଲା ଦିନ କଥା। ମନେ ପଡିଲେ ଆଖିରୁ ଆପେ ଆପେ ଲୁହ ଆସି ଯାଉଛି। ଫୁଣୀ ଫେରି ଆସନ୍ତା କି ପିଲା ବେଳ। ସେତେ ବେଳେ କିଛି ନ ଥିଲା ବହୁତ୍ ଭଲ ଲାଗୁଥିଲା ଏବେ ସବୁ ଥାଇକି କିଛି ଭଲ ଲାଗୁନି । ହେ ଭଗବାନ ମୋତେ ମୋ ଛୁଆ ଦିନ ଫେରେଇ ଦିଅ।😭😭😭😭😭😭😭😭😭😭😭😭😭😭😭😭😭😭😭

    • @deepakbehera2117
      @deepakbehera2117 4 месяца назад +1

      ହଁ ଭାଇ ଆପଣ ମୋ ମନ କଥା କହିଦେଲେ

  • @nabakishorepradhan9875
    @nabakishorepradhan9875 3 года назад +150

    ମୋ ପିଲାଦିନର ଗପ ଟିକୁ ପ୍ରତିପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ଜଗନ୍ନାଥ ମଙ୍ଗଳ କରନ୍ତୁ.

  • @jibanjyotimohanty9869
    @jibanjyotimohanty9869 2 года назад +17

    Se ଦିନ and se ନିଆରା ଘର ବହୁତ୍ ସୁନ୍ଦର୍ ❤️
    ଆଜିକା date re ta aau ସେମିତି ଘର , ଦୁଆର କିଛି ଦେଖି ବାକୁ ମିଳୁନି ☺️

  • @sibasankarsahu2743
    @sibasankarsahu2743 3 года назад +7

    ସମସ୍ତେ କମେଣ୍ଟ ରେ ବହୁତ କିଛି ଲେଖିଛନ୍ତି ତେଣୁ ମୁଁ ଖଲି ଏତିକି କହିବି.... ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @swagatrath1220
    @swagatrath1220 3 года назад +13

    Wah ...Odia Literature in great

  • @debashisjena463
    @debashisjena463 3 года назад +48

    ମୋ ପିଲାଦିନ ର ସାଥୀ DD national
    Memory this moment

  • @user-xi8on2bg9v
    @user-xi8on2bg9v 8 дней назад +5

    2024 କିଏ କିଏ ଦେଖୁଛନ୍ତି 😘❤️❤️👍👍👍
    ଜୟ ଜଗନ୍ନାଥ 🌹🌹🌹old is gold ❤️

  • @BeingDhonishi7077
    @BeingDhonishi7077 2 года назад +74

    😭😭😭😭😭😭😭😭 ଏମିତି ହିଁ ସମୟ କେତେବେଳେ ଆସ୍ତେ ଆସ୍ତେ ଚାଲିଯିବ । ଜାଣେନା ଏମିତି ସମୟ ଆସ୍ତେ ଆସ୍ତେ ମାଡ଼ିଆସୁଛି....ସମୟ ସ୍ରୋତରେ ଜୀବନ ଡଙ୍ଗା ଟି କେତେବେଳେ ଯେ ଭାସି ଭାସି କେଉଁ କୂଳରେ ଲାଗିବ 😭 ଏମିତି ସମୟ ଗଡିଚାଲିବ।। 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @amareswarmishra6870
    @amareswarmishra6870 Год назад +6

    ଆଜିର ଦିନରେ ଏହି ପ୍ରକାର ଗପ ଏବଂ ଧାରାବାହିକ କାହିଁକି ଆସୁନାହିଁ !! କେତେ ସରଳ ଜୀବନ ଥିଲା ଆମ ପିଲାବେଳେ।

  • @ranjitkumarbehera5746
    @ranjitkumarbehera5746 9 месяцев назад +2

    କେତେ ସୁନ୍ଦର ସେ ଦିନ ଥିଲା ଆଉ ଶାନ୍ତି ଏବେ କାଇଁ

  • @minu7864
    @minu7864 3 года назад +5

    Nice story really heart toching

  • @rn9492
    @rn9492 Год назад +55

    childhood nostalgic 💕
    ପାଣୁମିଶ୍ରେ 🥹

  • @jayantasahoo3157
    @jayantasahoo3157 3 года назад +15

    ସତରେ ପୁରୁଣା ସ୍ମୁତି ସବୁବେଳେ ସ୍ମରଣୀୟ

  • @JitendraKumarMahali
    @JitendraKumarMahali 3 года назад +7

    Good keep uploading Loved It

  • @suryanarayan9531
    @suryanarayan9531 Год назад +3

    ଗୋଦାବରୀଶ ମିଶ୍ର ଙ୍କ ଲେଖା ସବୁ ଜୀବନ୍ତ ପରି ଲାଗେ. ହୃଦୟ ସ୍ପସୀ

  • @odiabeautylifestyle5533
    @odiabeautylifestyle5533 3 года назад +17

    National re dekhuthilu Mora 9 year haithila sete bele 😃😛😃😃😛

  • @banitamohapatra7082
    @banitamohapatra7082 3 года назад +26

    heart touching story

  • @subhasmitasahoo6060
    @subhasmitasahoo6060 2 года назад +4

    Heart touching story

  • @user-cw5pm4qt1t
    @user-cw5pm4qt1t 7 месяцев назад +6

    ଏହି ପୁରାତନ ଲୋକଗଳ୍ପ ଭିଡିଓ କୁ ଦେଖିଲା ପରେ ଲାଗୁଛି ଆଜି କାଲିର ଓଡ଼ିଆ ଫିଲ୍ମ ମୁଲ୍ୟହୀନ l

  • @tupurudash8180
    @tupurudash8180 3 года назад +2

    Satare .... Bahut Sundar story 😍😍😍

  • @AEROX01
    @AEROX01 2 месяца назад +1

    Bahut Sundar hoichi

  • @omkar5983
    @omkar5983 3 года назад +240

    DD ODIA ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ...ଆପଣ ମାନଙ୍କର ଏହି ଛୋଟିଆ ପ୍ରୟାସ...ଆମକୁ ଆମ ପିଲା ଦିନର ସବୁ ସ୍ମୃତି ଭିତରେ ହଜାଇ ଦେଉଛି...ସତରେ କେମିତି ଥିଲା ସେ ଦିନ ଗୁଡ଼ିକ...ବହୁତ୍ ସୁନ୍ଦର...

  • @bikashsathua9505
    @bikashsathua9505 3 года назад +12

    Childhood memories love this channel

  • @itspabitracreation4130
    @itspabitracreation4130 3 года назад +18

    Acp Sagarika hero Abhisek pari laguchi. Ei chhota pila ti.

  • @pratyushkumar9386
    @pratyushkumar9386 2 года назад +8

    Old is diamond💎

  • @ajitkumarmalik693
    @ajitkumarmalik693 3 года назад +26

    ଛୁଆ ବେଳେ ଦେଖିଥିଲି
    Need more classic programs 🙏

  • @jeshbhaivlog.2928
    @jeshbhaivlog.2928 3 года назад +672

    ସେତେବେଳେ tv ଦେଖିବା ପାଇଂ ଜମା ବି ସୁଯୋଗ ମିଳେନି, କାରଣ ଆମର ଟିଭି ନଥିଲା, ଯାହା ଘରକୁ ଯାଉ ସିଏ କବାଟ ଦେଇଦିଅନ୍ତି .. ମନ ଦୁଃଖରେ ଫେରିବା କୁ ପଡେ.. 😭

  • @ItsChandan
    @ItsChandan 3 года назад +17

    Really missing those days 😭😭

  • @manaskumarbehera5676
    @manaskumarbehera5676 9 месяцев назад +2

    Ebekara movie jete vala heu jete koti koti tanka incom karu hele pila dinara ei bhali sabu kahani mana au hrudayare jou vala paiba income karichi taha sabuthu uchare... Satare se pila dina kete sundara thilare..

  • @jhunarani8169
    @jhunarani8169 3 года назад +4

    Heart tochngi Story

  • @baneswaranayak3164
    @baneswaranayak3164 3 года назад +4

    Good story

  • @pro10classes
    @pro10classes Год назад +10

    ଆମ ଘରେ tv ନଥିଲା| ଆମେ ସବୁବେଳେ ପଡୋଶୀ ଘର କଳା ଧଳା tv ଦେଖୁଥିଲୁ | ଆଉ ମୋ,ବଡ଼ବାପା ବଡ଼ବୋଉ,ଭାଇ, ଭାଉଜ ମନେ ସବୁମିଶିକି tv ଦେଖୁଥିଲୁ |ଆଉ ସବୁ advertisements ମନେରଖି ଥିଲୁ |ସେତେବେଳେ ର ସ୍ମୃତି ଏବେ ମନେ ପଡିଗଲେ ମନ ଦୁଃଖ ଲାଗେ କାରଣ ମୁଁ ଯାହା ସାଥିରେ ଗାଁ ରେ tv ଦେଖୁଥିଲି ସେମାନ ଙ୍କ ମଧ୍ୟରୁ କେତେଜଣ ଆଉ ଏଦୁନିଆରେ ନାହାନ୍ତି |

  • @allvideoupload7049..
    @allvideoupload7049.. 3 года назад +12

    ସତରେ ମୋର ଛୋଟବେଳଠୁ ଆଜି ପର୍ଯ୍ୟନ୍ତ ଘଟି ଆସିଥିବା ସବୁ ବିସୟ ଗୁଡିକ ଦେଖିବାକୁ ମିଳିଳା ବହୁତ ବହୁତ ଧନ୍ୟବାଦ ଆଜ୍ଞା

  • @sidhantdehury6030
    @sidhantdehury6030 3 года назад +8

    That😎😀 is😎 called old 👍is gold

  • @user-wr3qh7kb8l
    @user-wr3qh7kb8l 4 месяца назад +1

    Nostalgic childhood memories refreshed ❤❤❤ ❤❤❤❤ thank you dd odia

  • @user-ub7lf5us6f
    @user-ub7lf5us6f 6 месяцев назад +2

    Story ta jetiki vala laguchi ....taa thu besi bhala laguchi sei puruna ghara puruna rasta au puruna paribesha ...aaha ki sundar thila se jiban...puni thare pila belaku pherijibaku ichha hauchi

  • @KDeep-ub8qw
    @KDeep-ub8qw 3 года назад +12

    Bahut khoji6i a video ta , finally aji paili... this video is really heart touching, last time 2006 re dekhithili..... Thank you Durdarsan ❤️❤️❤️for making our childhood so memorable ❤️❤️❤️

    • @astrokalyan
      @astrokalyan 2 года назад

      ruclips.net/video/NVC1T7wYTac/видео.html

  • @jagabandhumishra6471
    @jagabandhumishra6471 3 года назад +2

    Banamali Sir n ka acting khub badhia ei seriel re.khub uchakotira actor .

  • @sibaprasaddalabehera9294
    @sibaprasaddalabehera9294 2 дня назад

    ବହୁତ ବହୁତ ଧନ୍ୟବାଦ 🙏ଏପରି ଧାରାବାହିକ ଆଉ କଣ ଓଡ଼ିଶାରେ ସୃଷ୍ଟି ହେଇ ପାରିବନି।

  • @ssanju4955
    @ssanju4955 3 года назад +5

    Love from banapur❤❤❤❤❤

  • @unknownnd
    @unknownnd Год назад +14

    old days..gold days❤️

  • @swetasharma430
    @swetasharma430 3 года назад +10

    Mo school Belara Kath mane padigala . School Ru 4 ta bele feriki mo program national channel re dekhe .piladina satare bhht vl thila ..no tension bhht khusi thili ..☺️☺️☺️

  • @gyanasethi3888
    @gyanasethi3888 2 года назад +4

    Very heart touching story... Ending was awesome

  • @debasispatra8368
    @debasispatra8368 3 года назад +5

    So nice. Old memory taza heigala:)

  • @mbiswaofficial7413
    @mbiswaofficial7413 Год назад +2

    ଯାହା ହଉ DD1 ଚାନେଲ ମୋର ଭାରି ପ୍ରିୟ❤

  • @purnachandradip4048
    @purnachandradip4048 3 года назад +4

    I love ❤❤❤❤this story forever

  • @rrd19
    @rrd19 3 года назад +5

    Pila Dina Katha mane padigala 😥😥

  • @sumantasethi7240
    @sumantasethi7240 3 года назад +4

    ପୁରୁନା ଦିନର କାହାଣୀ ବହୁତ ଭଳ ଲାଗିଲା

  • @banalatasahoo2567
    @banalatasahoo2567 3 года назад +1

    ବହୁତ ବଢ଼ିଆ ।କୁଆଡ଼େ ଗଲା ସେ ପିଲାଦିନ, ସାଙ୍ଗ ସାଥୀ ଖେଳ ।

  • @jeebanjyotidas7216
    @jeebanjyotidas7216 2 года назад +4

    Very emotional😢😢😢

  • @apositivethoughter9416
    @apositivethoughter9416 3 года назад +6

    Thanks dd Odia the keep remind our childhood memories

  • @pabitrabarik3249
    @pabitrabarik3249 3 года назад +5

    My Favorite.....

  • @asisketannayak2687
    @asisketannayak2687 3 года назад +6

    Heart touching story
    Thanks a lot....

  • @Pk2018-d2h
    @Pk2018-d2h Год назад +4

    Respectable , respectful time of Television

  • @binayyadav9015
    @binayyadav9015 Год назад +2

    Ebe b mane pade se puruna dina ra katha antena se tv dekhila bele light chali jae au aame sabu 1,2,3,...... 100 jae ganu thibu light aasiba prayanta odia ra dharabahika serial sabu ebe RUclips re dekhile laguchi puni thare mu Sei Dina ku feri Jaanti ki🥺 thanks to dd odia bahut godie smruti ta punarudhhar Kariba lagi❤

  • @snigdhanjalipatra7752
    @snigdhanjalipatra7752 3 года назад +12

    Moral of the story kichi sabda jibana Ra paribasha ku badalai die Ty's durdarshan for uploading our pure Odia story 😘😘

    • @jitendrapardia5809
      @jitendrapardia5809 3 года назад +1

      Same story dear mate bi bahut bhala lage sei puruna odia🙏🙏🙏 kahani

    • @astrokalyan
      @astrokalyan 2 года назад

      ruclips.net/video/NVC1T7wYTac/видео.html

  • @ssanju4955
    @ssanju4955 3 года назад +2

    🙏🏻🙏🏻🙏🏻🙏🏻🙏🏻🙏🏻greatful thanks to DD odia chanel

  • @krushnmaninayak6257
    @krushnmaninayak6257 Год назад +1

    Bhagaban kahaku kemiti kouthi rakhanti sei Bhagaban nku nhi janaa . Iswara jaha karanti prani ra mangala pain . Attisundara kahani .

  • @xavior2.0
    @xavior2.0 Месяц назад +1

    Kgf❎️ PanuMishre✅️

  • @lucifereditz8059
    @lucifereditz8059 2 года назад +5

    କଥାରେ ଅଛି ପିଲାଦିନକୁ କେହି ଫେରି ପାଏନା
    କିନ୍ତୁ ଏହି ସିରିଏଲ୍ ଦେଖିଲେ ମୋ ପିଲାଦିନ କଥା ମନେ ପଡ଼ିଯାଏ।

  • @sanjayakumartripathy2910
    @sanjayakumartripathy2910 3 года назад +4

    ଆଖିରେ ଲୁହ ଆସିଗଲା ।

  • @shreyashbishal
    @shreyashbishal 3 года назад +6

    Childhood memory😍

  • @ashutoshdas3381
    @ashutoshdas3381 3 года назад +47

    ସବୁ ଗପ,ଧାରାବାହିକ,ଓଡିଆ ଲେଖା,ରଚନା ଅପଲୋଡ କର ଦଯାକରି

    • @raghunandandalei1122
      @raghunandandalei1122 3 года назад

      ଆପଣଙ୍କୁ ଅଶେଷ ଅଶେଷ ଅନ୍ତରରୁ ଧନ୍ୟବାଦ୍ ଜଣାଉଛି ଜଏ ଜଗନ୍ନାଥ

  • @theduplicateoriginals1099
    @theduplicateoriginals1099 3 года назад +21

    The intro taking us to the great old gold time missing those days ❤️🥺

  • @yudhisthirhota52
    @yudhisthirhota52 2 года назад +4

    I am really interested to watch this

  • @simaraninath8593
    @simaraninath8593 Год назад +6

    Really I miss my childhood days ❤️❤️❤️😭😭😭

  • @rakeshpanigrahi7935
    @rakeshpanigrahi7935 3 года назад +10

    today i know bulbul is a inspiration of panumishre

  • @anandtiwari5998
    @anandtiwari5998 3 года назад +4

    Thank you for this video.

  • @dillipsahoo4541
    @dillipsahoo4541 3 года назад +1

    A bhali sundar chota chota galpa pain bahut bahut dhanyabad.
    Ahibhali teli film pain ame garbita

  • @prasankumarofficial
    @prasankumarofficial 3 года назад +6

    Aji mo pila dina katha bahut mane paduchi au se black and white tv katha ae antina 😭😭😭❤️❤️❤️🙏

    • @satyashiba96
      @satyashiba96 3 года назад

      Satare bhai 😣😣😣

    • @satyashiba96
      @satyashiba96 3 года назад

      No colour tv
      No cable No Tata sky DTH
      only black and white tv au DD National channel etiki choto belo Katha bahut mane pade

  • @santosinibadatya3530
    @santosinibadatya3530 3 года назад +5

    Excellent story

  • @shrikhetrabhumi5526
    @shrikhetrabhumi5526 3 года назад +2

    Kate sundar thila mo puruna duniaa sanga manak pakhare bahut time thila aau se nature bahut mana chhuana thila abe mobile dunia re aau ichha nahi rahibaku

  • @wonderdunia6808
    @wonderdunia6808 3 года назад +34

    Sir "Chora bali" upload karantu

  • @simanchalamohanty6801
    @simanchalamohanty6801 2 года назад +9

    Saluting 🙏🙏🙏❤️👍 all ARTISTS 🙏...

  • @RadheSakhi
    @RadheSakhi 2 года назад +1

    Jay jaganath swami nayana patha gami bhbatu me 🙏😭🙏👌👌👌👌

  • @dipun3323
    @dipun3323 Год назад +6

    Old memories 🥺

  • @kishorkumarsahoo8121
    @kishorkumarsahoo8121 3 года назад +4

    Heart touching story 👍🏻👍🏻

  • @KumarManascreation
    @KumarManascreation 3 года назад +2

    Thanks DD odia chenal for makings this type of video

  • @nxtsagar724
    @nxtsagar724 2 года назад +4

    Incredible Story And Story Play🥰

  • @binapanipanada8278
    @binapanipanada8278 3 года назад +2

    DD odia ra Sabu program ku upload karantu....Sabu Mo pila Dina Kahani... memorable moment of my childhood....

  • @sarojkumarsethy6169
    @sarojkumarsethy6169 3 года назад +11

    I love my Odisha 🙏🙏🏼

    • @astrokalyan
      @astrokalyan 2 года назад

      ruclips.net/video/NVC1T7wYTac/видео.html

  • @kumaranil313
    @kumaranil313 Год назад +5

    ଏମିତି ପୁରୁଣା ଅତୀତ ର ଚିତ୍ର ଦେଖି ଆଖିରୁ ଲୁହ ଆସିଗଲା ବହୁତ ଧନ୍ୟବାଦ dd odia channel