Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରିୟ ପ୍ରେମ ଉପନ୍ୟାସ ମୋର।ଅମର ରହୁ ଓଡ଼ିଆ ଭାଷା ଆଊ ସାହିତ୍ୟ। ବହୁତ୍ ଧନ୍ୟବାଦ।❤❤
ଏଇ ଉପନ୍ୟାସ ପଢ଼ିକି +୨ ବେଳେ ମୁଁ କେତେ ଭାବ ବିହୋଳ ହେଇ ଥିଲି ସେଇଟା ମୁ କେବେ କଳ୍ପନା କରି ପାରିବିନି। ସତୀ ପାଇଁ ନାଥ ନାନା ଙ୍କ ର ଜୋଉ ପ୍ରେମ ଆଉ ଶ୍ରଦ୍ଧା ଥିଲା ସେଟା ସମାଜ ର ନୀତି ନିୟମ ଆଗରେ ହାରିଗଲା 😢😢
Same here
Really ❤❤
Me to bro
ଆମ ଓଡ଼ିଆ ଭାଷା ସାହିତ୍ୟ ରେ ଏମିତି ଅନେକ ଉପନ୍ୟାସ କାହାଣୀ ଗଳ୍ପ ମହାପୁରୁଷ ମାନେ ଆମ ପାଇଁ ଛାଡି ଯାଇଛନ୍ତି, ସତରେ ଉପନ୍ୟାସ ଟି ବହୁତ ସୁନ୍ଦର ହୋଇଛି
🎉
👍💫
ଓଡ଼ିଆ ଭାଷା ପ୍ରତି ମୋର ଛୁଆ ବେଳୁ ବହୁତ୍ ଦୃବଳତl ରହିଛି!! ଉପନ୍ୟାସ ପଢିବା ମୋର ଏକ ପ୍ରକାର ଆନନ୍ଦ। ସେମିତି ଏକ କାଳଜୟୀ ଉପନ୍ୟାସ ପଢ଼ିଥିଲି "ମଲାଜହ୍ନ ". ୟା ଭିତରେ ଚାରି ଥର ପଢ଼ିସାରିଛି. ବହୁ ସାରା ଉପନ୍ୟାସ ପଢ଼ିଚି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଉପନ୍ୟାସର ସେଇ ଦୁଇ ପ୍ରମୁଖ ଚରିତ୍ର ଆଉ ତାଙ୍କ ଅଧୁରା ପ୍ରେମକୁ ଭୁଲି ପାରିନି. ନାଥନାନା ଆଉ ସତୀ. ଉପେନ୍ଦ୍ର କୁମାର ଦାସ ଙ୍କ ଭଳି କଣ ଆଉ ଔପନ୍ୟାସିକ ଜନ୍ମ ହେବେନି ଆଉ କଣ "ମଲାଜହ୍ନ " ଭଳି ଏକ କାଳଜୟୀ ଉପନ୍ୟାସ ରଚନା ହେବ??
ଏଇ ମନୋରମ ପରିବେଶ ଦୃଶ୍ୟ ଦେଖି ପିଲାଦିନ କଥା ମନେ ପଡ଼ିଗଲା 😢
ସତରେ ଆମ ଓଡ଼ିଆ ସାହିତ୍ୟ ବହୁତ୍ ସୁନ୍ଦର ❤
ବହୁତ ସୁନ୍ଦର ଆମ ଓଡ଼ିଆ ଭାଷା ସାହିତ୍ୟ❤❤...🎉 ଧନ୍ଯବାଦ.
ସବୁ ଭାଷାଠାରୁ ନିଆରା ଭାଷାଟିଏ ହେଉଛି ଆମର ଓଡ଼ିଆ ଭାଷା ସତରେ କେତେ ହୃଦୟସ୍ପର୍ଶୀ ଲେଖା ଗୁଡାକ ଆମ ପାଇଁ ଲେଖକ କବି ମାନେ ଛାଡ଼ିଦେଇଛନ୍ତି😌❤️
କାହାଣୀ ଟି ନିଚ୍ଛକ କଳ୍ପନା ବିଳାସ ଉପରେ ଆଧାରିତ ନ ହୋଇ ବାସ୍ତବତା ର ପ୍ରକାଶ ରେ ସୁନ୍ଦର ଓ ସ୍ଵାଭାବିକ ହୋଇ ଉଠିଛି।
Mun bahuta khojuthili a malajahna sirial video sabu aapanaku bahuta bahuta dhanyawad sir 🙏🙏
Tq
❤ ଆଜି ବି ପଢେ ,ମଲାଜହ୍ନ ❤
Bohut vala lage a story
ବହୁତ ଖୁସି ଲାଗିଲା ସାର।ହୃଦୟ ରୁ ନମସ୍କାର। ମଲା ଜହ୍ନ ସିରିଏଲ ଦେଇଥିବାରୁ ❤
ମୁଁ କବେ ଥୋରୁ ଅପେକ୍ଷା କରି ଥିଲି ରଗିନ ମଲାଜହ୍ନ ଦେଖିବି ଆଜି ଯାହା ହେଉ ଦେଖିଲି ସତରେ ଆମ ଓଡ଼ିଆ ଗାଳ୍ପିକ ଓ କବି ମହାନ ଯେ କି ଏତେ ସୁନ୍ଦର ରଚନା କରି ଛନ୍ତି ଆଉ ଏହାକୁ ଦେଖିଲା ପରେ ସତେ ଯେପରି ଗଳ୍ପ ଟି ଜୀବନ୍ତ ହେଇ ଉଠିଲା ପରି ଲାଗିଲା ଧନୟବାଦ୍ 😊
ସୁନ୍ଦର ଉପନ୍ୟାସ ଟି ଦେଖନ୍ତୁ । ଅନ୍ୟ ମାନଙ୍କୁ ବି Share କରନ୍ତୁ ।
Satare malha janha upanyas ti bohut Sundar 🥰🥰
My favourite novel
Satare mor bi mo baula katha mane padigal ❤❤❤
Mu puruna story dekhibaku bahut bhalapae
Bahut bhala story' tia ama odisha r katha
ମୋର ଅତି ପ୍ରିୟ ର ଉପନ୍ୟାସ ହେଉଛି ମଲାଜନ୍ହ ଜେତେ ପଢିଲେ ମନ ବୁଝେନା
Mubi padhichi +2 ra upanyas malajanha natha nana au sati ra kahani bahuta hruday sparshi padhi ki akhi ru luha bi jhari padichi mora 👉😭🙏
👍🔥👍
ମତେ ବହୁତ୍ ଭଲ ଲାଗେ ଉପନ୍ୟାସ ପଢିବା ପାଇଁ😊🎉
+2 second year pila manka pani eha bahut upajogi
Black and white ta eha opekkha bhala laguchi
Emane jou jungle re kheluchhanti aeita hauchhi amo khunta pakha jungle ta aeithi suna chadhei mo rupa chadhei movie ra song b shutting heichhi mbj re
Episode ti bhari bhalo laaguchi .au amitika episode
Playlist check kara pura Achi
Mu ae mala janha film dekhili ate bhala lagila j Google re upanyasa ti ku pdf download Kari gote rati re nhi sabu padhili bahuta hrudaya ku chhuinla bhali upanyasa tie❤❤❤❤
Barsha priyadarshini voice
Nice ❤❤❤
Thank you for this
Thank you sir
Thanks
Ma'am Ssb pain MCQ And discuss Bahut sundar laguchhe ma'am
Ok
Ae malajanha ama +2 2 nd year re odia optional re thila 🙏
Bhai mu aaku hni khojuthili bhai bahut bahut dhanyabad
❤❤❤❤
Tqqq
🙌
Next part
Next episode please
Playlist check out
ruclips.net/p/PLDIP_XgyLfFuh_6KCq0S7lvWJHj6cvOxh&si=tQ8wtQXHFbwE_rcj
sabu bhaga upload karibe plz sir..
Wait, Everything will come
Mu +2bele padhithili.
Nice
Ki jati ki dharma samaste ak
Next video plz🙏
Asijaichi
Sabu apisod chhada please sir 🙏🙏
Starting voice kahara..?
ପ୍ରିୟ ପ୍ରେମ ଉପନ୍ୟାସ ମୋର।
ଅମର ରହୁ ଓଡ଼ିଆ ଭାଷା ଆଊ ସାହିତ୍ୟ।
ବହୁତ୍ ଧନ୍ୟବାଦ।❤❤
ଏଇ ଉପନ୍ୟାସ ପଢ଼ିକି +୨ ବେଳେ ମୁଁ କେତେ ଭାବ ବିହୋଳ ହେଇ ଥିଲି ସେଇଟା ମୁ କେବେ କଳ୍ପନା କରି ପାରିବିନି। ସତୀ ପାଇଁ ନାଥ ନାନା ଙ୍କ ର ଜୋଉ ପ୍ରେମ ଆଉ ଶ୍ରଦ୍ଧା ଥିଲା ସେଟା ସମାଜ ର ନୀତି ନିୟମ ଆଗରେ ହାରିଗଲା 😢😢
Same here
Really ❤❤
Me to bro
ଆମ ଓଡ଼ିଆ ଭାଷା ସାହିତ୍ୟ ରେ ଏମିତି ଅନେକ ଉପନ୍ୟାସ କାହାଣୀ ଗଳ୍ପ ମହାପୁରୁଷ ମାନେ ଆମ ପାଇଁ ଛାଡି ଯାଇଛନ୍ତି, ସତରେ ଉପନ୍ୟାସ ଟି ବହୁତ ସୁନ୍ଦର ହୋଇଛି
🎉
👍💫
ଓଡ଼ିଆ ଭାଷା ପ୍ରତି ମୋର ଛୁଆ ବେଳୁ ବହୁତ୍ ଦୃବଳତl ରହିଛି!! ଉପନ୍ୟାସ ପଢିବା ମୋର ଏକ ପ୍ରକାର ଆନନ୍ଦ। ସେମିତି ଏକ କାଳଜୟୀ ଉପନ୍ୟାସ ପଢ଼ିଥିଲି "ମଲାଜହ୍ନ ". ୟା ଭିତରେ ଚାରି ଥର ପଢ଼ିସାରିଛି. ବହୁ ସାରା ଉପନ୍ୟାସ ପଢ଼ିଚି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଉପନ୍ୟାସର ସେଇ ଦୁଇ ପ୍ରମୁଖ ଚରିତ୍ର ଆଉ ତାଙ୍କ ଅଧୁରା ପ୍ରେମକୁ ଭୁଲି ପାରିନି. ନାଥନାନା ଆଉ ସତୀ. ଉପେନ୍ଦ୍ର କୁମାର ଦାସ ଙ୍କ ଭଳି କଣ ଆଉ ଔପନ୍ୟାସିକ ଜନ୍ମ ହେବେନି ଆଉ କଣ "ମଲାଜହ୍ନ " ଭଳି ଏକ କାଳଜୟୀ ଉପନ୍ୟାସ ରଚନା ହେବ??
ଏଇ ମନୋରମ ପରିବେଶ ଦୃଶ୍ୟ ଦେଖି ପିଲାଦିନ କଥା ମନେ ପଡ଼ିଗଲା 😢
ସତରେ ଆମ ଓଡ଼ିଆ ସାହିତ୍ୟ ବହୁତ୍ ସୁନ୍ଦର ❤
ବହୁତ ସୁନ୍ଦର ଆମ ଓଡ଼ିଆ ଭାଷା ସାହିତ୍ୟ❤❤...🎉 ଧନ୍ଯବାଦ.
ସବୁ ଭାଷାଠାରୁ ନିଆରା ଭାଷାଟିଏ ହେଉଛି ଆମର ଓଡ଼ିଆ ଭାଷା ସତରେ କେତେ ହୃଦୟସ୍ପର୍ଶୀ ଲେଖା ଗୁଡାକ ଆମ ପାଇଁ ଲେଖକ କବି ମାନେ ଛାଡ଼ିଦେଇଛନ୍ତି😌❤️
କାହାଣୀ ଟି ନିଚ୍ଛକ କଳ୍ପନା ବିଳାସ ଉପରେ ଆଧାରିତ ନ ହୋଇ ବାସ୍ତବତା ର ପ୍ରକାଶ ରେ ସୁନ୍ଦର ଓ ସ୍ଵାଭାବିକ ହୋଇ ଉଠିଛି।
Mun bahuta khojuthili a malajahna sirial video sabu aapanaku bahuta bahuta dhanyawad sir 🙏🙏
Tq
❤ ଆଜି ବି ପଢେ ,ମଲାଜହ୍ନ ❤
Bohut vala lage a story
ବହୁତ ଖୁସି ଲାଗିଲା ସାର।ହୃଦୟ ରୁ ନମସ୍କାର। ମଲା ଜହ୍ନ ସିରିଏଲ ଦେଇଥିବାରୁ ❤
ମୁଁ କବେ ଥୋରୁ ଅପେକ୍ଷା କରି ଥିଲି ରଗିନ ମଲାଜହ୍ନ ଦେଖିବି ଆଜି ଯାହା ହେଉ ଦେଖିଲି ସତରେ ଆମ ଓଡ଼ିଆ ଗାଳ୍ପିକ ଓ କବି ମହାନ ଯେ କି ଏତେ ସୁନ୍ଦର ରଚନା କରି ଛନ୍ତି ଆଉ ଏହାକୁ ଦେଖିଲା ପରେ ସତେ ଯେପରି ଗଳ୍ପ ଟି ଜୀବନ୍ତ ହେଇ ଉଠିଲା ପରି ଲାଗିଲା ଧନୟବାଦ୍ 😊
ସୁନ୍ଦର ଉପନ୍ୟାସ ଟି ଦେଖନ୍ତୁ । ଅନ୍ୟ ମାନଙ୍କୁ ବି Share କରନ୍ତୁ ।
Satare malha janha upanyas ti bohut Sundar 🥰🥰
My favourite novel
Satare mor bi mo baula katha mane padigal ❤❤❤
Mu puruna story dekhibaku bahut bhalapae
Bahut bhala story' tia ama odisha r katha
ମୋର ଅତି ପ୍ରିୟ ର ଉପନ୍ୟାସ ହେଉଛି ମଲାଜନ୍ହ
ଜେତେ ପଢିଲେ ମନ ବୁଝେନା
Mubi padhichi +2 ra upanyas malajanha natha nana au sati ra kahani bahuta hruday sparshi padhi ki akhi ru luha bi jhari padichi mora 👉😭🙏
👍🔥👍
ମତେ ବହୁତ୍ ଭଲ ଲାଗେ ଉପନ୍ୟାସ ପଢିବା ପାଇଁ😊🎉
+2 second year pila manka pani eha bahut upajogi
Black and white ta eha opekkha bhala laguchi
Emane jou jungle re kheluchhanti aeita hauchhi amo khunta pakha jungle ta aeithi suna chadhei mo rupa chadhei movie ra song b shutting heichhi mbj re
Episode ti bhari bhalo laaguchi .au amitika episode
Playlist check kara pura Achi
Mu ae mala janha film dekhili ate bhala lagila j Google re upanyasa ti ku pdf download Kari gote rati re nhi sabu padhili bahuta hrudaya ku chhuinla bhali upanyasa tie❤❤❤❤
Barsha priyadarshini voice
Nice ❤❤❤
Thank you for this
Thank you sir
Thanks
Ma'am Ssb pain MCQ
And discuss
Bahut sundar laguchhe ma'am