|| TODAYS BIG NEWS || ନବୀନଙ୍କ ବଡ଼ ବୟାନ || 28th Dec 2024 || MBCTv Odisha

Поделиться
HTML-код
  • Опубликовано: 29 дек 2024

Комментарии • 34

  • @rabinarayanmahapatra4309
    @rabinarayanmahapatra4309 День назад +4

    ଜୟ ବିଜେଡି ଜୟ ନବୀନ ଜୟ ଶଙ୍ଖ
    ଜୟ ଜଗନ୍ନାଥ

  • @sudarsanmallick6250
    @sudarsanmallick6250 День назад +4

    ଜୟ ନବୀନ୍ ଜୟ ଶଙ୍ଖ

  • @prasantakumarbehera8359
    @prasantakumarbehera8359 2 дня назад +1

    Jay Nabin

  • @pabitramohandas6943
    @pabitramohandas6943 День назад +2

    ଏଥର ଓଡ଼ିଶାର ଲୋକେ ବିରୋଧୀ ଦଳ ନେତା ଭାବରେ ସେବା କରିବାକୁ ସୁଯୋଗ ଦେଇଛନ୍ତି l ଏତେ ବିବ୍ରତ କାହିଁକି, ନବୀନ ବାବୁ?

  • @pradiptasahoo3488
    @pradiptasahoo3488 День назад

    ବହୁତ ସୁନ୍ଦର ଉପସ୍ଥାପନା। ବିରୋଧୀ ସୁଦୃଢ ହେଉ, କିନ୍ତୁ BjJD ସମୟରେ ମଧ୍ୟ ଦର ଦାମ ଏହିପରି ସମୟ ସମୟରେ ଅ ନିୟନ୍ତ୍ରିତ ଥିଲା। ଏହାକୁ ମାନିବାକୁ ପଡିବ। 6ମାସର ସରକାରକୁ ଦୋଷ ନଦେଇ ସମୟକୁ ଅପେକ୍ଷା କରାଯାଉ।

  • @GangadharPradhan-b8r
    @GangadharPradhan-b8r День назад +7

    6 ମାସର ସରକାର ଲେଖାଟିକୁ ସଂଶୋଧନ କରି ପଢ଼ିବେ

  • @santoshkumarajena8880
    @santoshkumarajena8880 День назад +1

    ଉଭୟ ସରକାର ଚିଟଫଣ୍ଡ ଲୁଟେରା ଙ୍କୁ ସୁରକ୍ଷା ଦେଇଛନ୍ତି

  • @qxztr
    @qxztr 2 дня назад +6

    ୩୦୦ୟୁନିଟ ବିଜୁଳି ଛାଡ ହେଲା କି? ସୁଭଦ୍ରା ଯୋଜନା ସମସ୍ତ ମହିଳା ପାଇଲେ କି? ରତ୍ନଭଣ୍ଡାରର ରତ୍ନ ହିସାବ ହେଲା କି? ଓଡିଆ ଅସ୍ମିତା ସୁରକ୍ଷିତ ଅଛି କି?ଧନ କିଣା ବିକାରେ କଟନୀ ଛଟନୀ ପୂର୍ବବତ ଚାଲିଛି। ଖାଉଟି ଦ୍ରବ୍ଯର ଦାମ ବଢିଛି।ଫମ୍ଫା ମାଠିଆର ଶବଦ ବେଶୀ।

  • @Prasantakumarkanhar-x5v
    @Prasantakumarkanhar-x5v 2 дня назад +2

    Eha pandian sir nkara bhul nanhi odisha basee nku michha kahi bjp leader name odisha basee nka tharu vote neichhanti.odisha basee nkara atma ku dhakk deichhanti bjp leader mane .

  • @krishnachandrameher688
    @krishnachandrameher688 День назад +1

    Micro finance ଟଙ୍କା କେବେ ଫେରାଇବ, ସେ ବିଷୟ ରେ ସୂଚନା ଦିଅ l

  • @GangadharPradhan-b8r
    @GangadharPradhan-b8r День назад +1

    BJD ଦଳର ନେତା ଙ୍କ ପାଇଁ ନୀତିବାଣୀ 24ବର୍ଷର ଶାସନ 6ମାସର ସରକାର କୁ ସମାନ କରାନ୍ତୁ ନାହି । 5ବର୍ଷ ସମୟ ଦିଅନ୍ତୁ । ଏତେ ଈର୍ଷା କାହିଁକି ।

    • @GangadharPradhan-b8r
      @GangadharPradhan-b8r День назад +1

      6 ମାସର ସରକାର ଲେଖାଟିକୁ ସଂଶୋଧନ କରି ପଢ଼ିବେ ।

  • @narayanpanigrahi2856
    @narayanpanigrahi2856 7 часов назад

    ଓଡ଼ିଶା କୁ ବିକ୍ରି କରି ନିଜେ ମାଲାମାଲ ହେବାପାଇଁ , ଏଇ ସରକାର ର ଲକ୍ଷ୍ୟ । କାରଣ ବହୁ ଦିନରୁ ଆଶା ଓ ଲୋଭ ସାଙ୍ଗକୁ ନିଜ ସାତ ପୁରୁଷ ପାଇଁ ଅର୍ଥ ଯୋଗାଡ଼ ରେ ବ୍ୟସ୍ତ । କାରଣ ଅର୍ଥ ଓ କ୍ଷମତା ପାଇଁ ମାଟି କାମୁଡି ପଡ଼ି ରହିଥିଲେ । ସୁଯୋଗ ପାଇଲା ପରେ ନିଜ ଆଶା ପୁଋଣ ରେ ଲାଗି ପଡିଛନ୍ତି ।

  • @nareshdash3796
    @nareshdash3796 День назад

    ଚାଷୀ ଙ୍କ ଅସୁବିଧା ରୂ ଫାଇଦା ଉଠେଇବା ର ଅପଚେଷ୍ଟା କରନ୍ତୁ ନାହିଁ ।

  • @sanjaybehera363
    @sanjaybehera363 2 дня назад +1

    ହାହାହା, ଚଦ୍ର ପୃଷ୍ଟ ଖାଲି ଓଡିଶା ନୁହେଁ

  • @premaranjansingh8139
    @premaranjansingh8139 День назад

    BJD zindabad, Nabin patnaik zindabad,
    Jai Jagannath

  • @arunpatra655
    @arunpatra655 День назад

    JAY NABIN JAY NABIN

  • @nareshdash3796
    @nareshdash3796 День назад

    କଂଗ୍ରେସ ବି ସତୁଉରି ବର୍ଷ ଶାସନ ମାଡି ବସିଥିଲା! । ନବୀନ ବାବୁ ସେଇ କଂଗ୍ରେସ ଢାଞ୍ଚା ରେ ଶାସନ କଲେ । ଏବେ ଆଊ ଯାହା କହିଲେ କିଛି ଲାଭ ନାହିଁ ।

  • @sarbeswarmishra6695
    @sarbeswarmishra6695 День назад

    Nabin. Babu. Is. Fully. Response. For. Bjd. Defet

  • @premaranjansingh8139
    @premaranjansingh8139 День назад

    Nabin Babu no.1 cm

  • @GobardhanRout-w8m
    @GobardhanRout-w8m День назад

    ୨୪ବର୍ଷ ଶାସନ କଲ କୋଉକ୍ଷେତ୍ର ରେ 1no ହୋଇଚ

  • @bhagyaranjantripathy377
    @bhagyaranjantripathy377 2 дня назад +1

    Jay Naveen

  • @prafullapradhan3860
    @prafullapradhan3860 15 часов назад

    BJD Au BJP Nka Bhitare Bhitir Bujhamana Rahichhi Janapaduchhi..v25Barsha Bhitare Odisha re Andha Kanoon Sasan Chalithilla .

  • @Prasantakumarkanhar-x5v
    @Prasantakumarkanhar-x5v 2 дня назад +1

    Our cm naveen babu no:1

  • @krushnaprasadrout8122
    @krushnaprasadrout8122 День назад

    Pandian pain n Nabin Pattnaik ra aparagata pain.

  • @sarbeswarmishra6695
    @sarbeswarmishra6695 День назад

    Nabin. Babu. No.. 1..michhua.galua.power.greddy

  • @prafullapradhan3860
    @prafullapradhan3860 15 часов назад

    Ea Sabu Magana Khaibara Phala Chasa Kama Loka Mane Chhardideleni .

  • @StayGyan08
    @StayGyan08 2 дня назад

    😂😂😂

  • @PramodKumarPatanayak
    @PramodKumarPatanayak 2 дня назад +1

    କେବଳ ଲୋକେ ମୁହଁ ଫେରାଇ ନାହାନ୍ତି ଏଥିରେ କେତେକ କାରଣ ଅଛି ସେଥିରେ evm temporing ଏବମ ମିଥ୍ୟା ପ୍ରତିଶୃତି