ମୋ ପାଖେ ଯଦି ସୁମିତଙ୍କ ଶୋଇବାକୁ ଇଚ୍ଛା ନଥିଲା , ଡାଇରେକ୍ଟ ମନାକରି ପାରିଥାନ୍ତେ: ତପସ୍ଵିନୀ

Поделиться
HTML-код
  • Опубликовано: 24 ноя 2024

Комментарии • 561

  • @prashantaswain5148
    @prashantaswain5148 2 года назад +118

    ବହୁତ ଦିନ ପରେ ମୁ ଦେଖିଲି ଗୋଟାଇ ନାରୀର କେତେ ସାହସ, ମୁ ସବୁ ଓଡ଼ିଶା ବାସି ମା ଭଉଣୀ ମାନଙ୍କୁ ଅନୁରୁଦ୍ଧ କରୁଛି, ଜୀବନରେ କେବେ ଭାଙ୍ଗିଯିବେନି, ଧର୍ଯ୍ୟ ର ସହିତ ବିପଦ ସାମ୍ନା କରନ୍ତୁ, ପର ମୁହୁର୍ତରେ ସବୁ ଠିକ ହଇଯିବ 🙏

    • @gajarajbabu6771
      @gajarajbabu6771 2 года назад

      Thik helaa pare kahibe.
      E A paagali helaani.
      Nobody will support her after 17th.

  • @aswinkumarrauta2024
    @aswinkumarrauta2024 2 года назад +210

    ବାପ ଯଦି ପ୍ରେମ ବିବାହ କରି ବାହାହେଇଥିଲା ତାହେଲେ ପୁଅର ପ୍ରେମ ବିବାହକୁ ବାପ କାହିଁକି ଏତେ ବିରୋଧ କରୁଛି??

    • @somu-bk1sq
      @somu-bk1sq 2 года назад +12

      Ebe ta bopa maa ku alga karajau

    • @rajuoram2244
      @rajuoram2244 2 года назад +2

      Right

    • @chittaranjanmishra8713
      @chittaranjanmishra8713 2 года назад +2

      @@somu-bk1sq କେତେବେଳେ ତତେ ଡିମ୍ପଲ ଏମିତି କହୁଥିଲା? ସେ ତ ତା ସ୍ୱାମୀ କୁ କହୁଛି କି ତୁମେ ଯେଉଁଠି ରଖିବ ମୁଁ ଖୁସି ରେ ରହିବି

    • @prakashghose7518
      @prakashghose7518 2 года назад +8

      ବାପା ହିସାବ କଲେ ଯେ ତପସ୍ଵିନୀ କୁ ବାହା କଲେ loss ହେଉଛି. ସେ ଯେଉଁ love marriage କରିଥିଲେ ହିସାବରେ ତାହା ଠିକ୍ ଆସୁ ଥିଲା. ଅତଏବ ସବୁଥିରେ ହିସାବ ଅଛି. ଏବେ ତପସ୍ଵିନୀ ହିସାବ କଲେ ଯେ ୟାକୁ ଛାଡିଦେଲେ ଭୟଙ୍କର loss. ତେଣୁ ଚେଷ୍ଟା ଚାଲିଛି..ଦେଖାଯାଉ.....

    • @somu-bk1sq
      @somu-bk1sq 2 года назад

      @@chittaranjanmishra8713 arey muurka mu kahili sumit ro bapa maa ku alga kara ebe...tu katha bujhiki answer de bujhilu

  • @sambhabya4296
    @sambhabya4296 2 года назад +89

    She is fighting for her right for her self respect. All should support her. She is brave enough and in right direction.

  • @dr.amiyakr.mishra8529
    @dr.amiyakr.mishra8529 2 года назад +45

    ଆଜି ପୁରୁଷ ର ଅତ୍ୟାଚାର କୁ ସ୍ଵକାର କରି ଅନେକ ସ୍ତ୍ରୀ ଏବଂ ଅନେକ ପରିବାର ମାନସିକ,ଶାରିରୀକ,ସାମାଜିକ କଷ୍ଟ ରେ ପୀଡିତ।
    କାନ୍ଦିବା ପାଇଁ ଆଖିରେ ଲୁହ ନାହିଁ କେବଳ ରକ୍ତ ହିଁ କନ୍ଦୁ ଛନ୍ତି। ଯାହା ଘରେ ସ୍ବାମୀ ପରିତିକ୍ତ ଝିଅ ଅଛି ସିଏ ଜାଣିଛି। ଦୁନିଆଁ କେବଳ tv show ଦେଖିଲଭଳି news enjoy କରୁଛି।
    ତପଶ୍ୱନିଙ୍କ ଲଢେଇ କେବଳ ଏକୁଟିଆ ତାଙ୍କର ନୁହେଁ , ଏହା ସମସ୍ତ ନାରୀ ସମାଜର ଲଢେ଼ଇ।
    ଅନ୍ୟାୟକୁ ମୁଣ୍ଡପାତି ସାହି ବାରୁ , ନାରୀ ଆଜି ବି ନିର୍ଯାତନା ପାଉଛି। ତପସ୍ଵନୀଙ୍କ ଧର୍ଯ୍ୟ ସାହାସ ଏବଂ ବୁଦ୍ଧିମତାକୁ ଆଜିର ନାରୀ ସମାଜ ସାଲୁଟ ମାରିବା ଉଚିତ୍। କମ ସେ କାମ ସମସ୍ତ ନାରୀ ଅକ୍ ସାଥ ହୋକର ତପଶ୍ୱନିଙ୍କ ପାଇଁ ଭଗବାନଙ୍କ ପାଖରେ ବ୍ରତ ରଖନ୍ତୁ। ନାରୀ ଜାଗରଣ ର ନରା ଲଗାନ୍ତୁ। କେସ ଲଢ଼ିବା ପାଇଁ ତପଶ୍ୱନୀଙ୍କ ଆକାଉଣ୍ଟ ରେ କିଛିନା କିଛି ଟଙ୍କା ଲଗାନ୍ତୁ। ସୁମିତ୍ ତପଶ୍ଵନୀଙ୍କୁ ସସମ୍ମାନେ ଗ୍ରହଣ କରିବେ। ତାଙ୍କୁ ଭୁଲ୍ ମଗିବେ । ନିଜର ପୁରୁଣା ପ୍ରେମକୁ ଜୀବିତ କରି ନିଜର ନୁଆ ଜୀବନ ସୁର୍ କରିବେ। ଏହାହିଁ ଶେଷ ନିର୍ଣ୍ଣୟ ହେଉ।
    ସୁମିତ ଆପଣ ଆଜି ମଧ୍ୟ ଡିମ୍ପଲ୍ ଙ୍କର।
    କେତେ ଆଶା ଏବଂ ବିଶ୍ଵାସ ନେ଼ଇ ଆପଣଙ୍କୁ ଚାହିଁ ରହିଛି, ଫେରି ଯାଆନ୍ତୁ ତାଙ୍କ ପାଖକୁ।
    ଆପଣତ ପୁରୁଷ, କେବେ କାହାର ସ୍ତ୍ରୀ କିମ୍ୱା ମାଁ ହୋଇପାରିବେନି , କିନ୍ତୁ ବାପ ତ ହେବେ?
    ଆପଣଙ୍କର ଝିଅତ ହବ ନିଶ୍ଚୟ । ତାର ହାଲତ ସେୟା ହେବ ଆଜି ଢିମ୍ପଲଙ୍କର ଯାହା ହୋଇଛି। ସେତେବେଳ ଆପଣ ଏବଂ ଆପଣଙ୍କ ପରିବାରରେ କାହାର କଣ ହବ, ନିଜେ ଚିନ୍ତା କରନ୍ତୁ କାହାକୁ ହାଟ୍ଆଟାକ, କାହାକୁ ବ୍ଲଡପ୍ରେସର ଆଉ କାହାକୁ କ୍ୟାନ୍ସର ହେବ, କିଏ ଆତ୍ମ ହତ୍ୟା କରିବା?
    ଝିଅ ଆଖିର ଲୁହ ପୋଛି ଆପଣ ବା ଆପଣ ଙ୍କ ପରିୱାରର କିଏ କହିପାରିବ ଚିନ୍ତା କରନା ଆମ ପାଖରେ ପ୍ରଚୁର ଧନ ଅଛି ମୁଁ ତୋ ପାଇଁ ତୋର ପ୍ରଥମ ପ୍ରେମ, ପ୍ରଥମ ଭାବନା, ପ୍ରଥମ ଅନୁଭୁତି କିନିଆନିଦେବି ,,,,! ସେଇ ହାତରେ ଆପଣ ନିଜ ଝିଅର ଲୁହ ପୋଛି ପାରିବେନି, ଯେଉଁ ହାତରେ ଦେନେ ଦିମ୍ପଲଙ୍କୁ ଛୁଇଁ ଥିଲେ । କୋର୍ଟ ର ନାହାଉ ଭଗବାନଙ୍କ ନ୍ୟାୟଳୟ କୁ ଆପଣ ଠକି ଦେଇ ପାରିବେନି, ଏବେବି ସମୟ ଅଛି , ଫେରି ଆସନ୍ତୁ ଦିମ୍ପାଲଙ୍କ ପାଖକୁ।
    ଇଶ୍ଵରଙ୍କ ଆଖିକୁ କେହି ଧୋକା ଦେଇ ପରିନେଇ, ନୂଆଁ ଜୀବନ ଡିମ୍ପଲଙ୍କ ସହ ସୁର କରନ୍ତୁ।

  • @djratha4641
    @djratha4641 2 года назад +14

    ସବୁ ଭାଗ୍ୟର ଖେଳ ଭଉଣୀ 🙏🙏

  • @hemantakumarmohanty849
    @hemantakumarmohanty849 2 года назад +24

    ଧନ୍ୟ ରେ ସୁମିତ ର ବୋପା ତୁତ ଲଭ କରିକି ବାହା ହୋଇଛୁ ,ପୁଅ କଲାବେଳକୁ ବାପକୁ କାହିଁକି ବଧୁଛି ,ବେଲଯ୍ଯ ସୁମିତ ବୋପାଟା ,

  • @akshaybhoi6538
    @akshaybhoi6538 2 года назад +13

    ଆମେ ମାନେ ଅଛୁ ଭଉଣୀ ତମ ପଛରେ

  • @giridharirana6467
    @giridharirana6467 2 года назад +27

    ଭଉଣୀ (ଡର୍ କେ ଆଗେ ଜିତ୍ ହେ) ଧର୍ଯ୍ୟ ରଖିଥା

  • @arabindam
    @arabindam 2 года назад +38

    ସେ ବେଧୂଆ ପ୍ରମୋଦ ସାହୁ ବୁଢ଼ା ର ନୁନି କାଟି ଦିଅ

  • @Arslife-j5l
    @Arslife-j5l 2 года назад +2

    Maa bapa kebebi nija pilar amangal chahibeni...Sumit ra parents ku jou bhalia byabahar karuchu..Sumit bahut khusi heuthib suniki

  • @SweetyAndSweety
    @SweetyAndSweety 2 года назад +26

    Demand କରନ୍ତୁ Sumit ର 50% salary ତପସ୍ୱୀନିକୁ ଦିଆଯାଉ.....

  • @ashoktripathy6975
    @ashoktripathy6975 2 года назад +18

    ସୁଦର୍ଶନ ତୋର ସାହାଭରସା
    ମଂଗଳ କରିବେ ତୁମରି ଆଶା‌
    ସାଂଗରେ ଅଛନ୍ତି ସାରା ଓଡ଼ିଶା

  • @babulaswain930
    @babulaswain930 2 года назад +15

    Tapaswini ur great

  • @krishnapolai637
    @krishnapolai637 2 года назад +18

    You are great sister

  • @bikashmalik3756
    @bikashmalik3756 2 года назад +2

    Write

  • @renubalamohanty509
    @renubalamohanty509 2 года назад +44

    ମିଡିଆ ପାଖରେ ଆଦୌ କିଛି କହନା। ସୁମିତ ଉପରେ ଆଞ୍ଚ ଆସିପାରେ।

  • @subashbal6646
    @subashbal6646 2 года назад +1

    ଏ ଲଢେଇ ଜୋରଦାର ହେବା ଦରକାର ଓଡ଼ିଶାବାସୀ ଆପଣଙ୍କ ସାଥିରେ ଅଛନ୍ତି ଜୟ ଜଗନ୍ନାଥ

  • @srikantakumarhota6134
    @srikantakumarhota6134 2 года назад +11

    ଶଶୁର ପେଡି ଖୋଲିଦେଲା , ବୋହୁ ।
    ଧାନ ଗଛରୁ ଗହମ ଫଳିବନି ।
    ଏକା ଲାଉର ମଂଜି ।

  • @sanjuktadehury8908
    @sanjuktadehury8908 2 года назад +19

    This is woman's power

  • @ratanchandsenapatty10
    @ratanchandsenapatty10 2 года назад +12

    ତ'ମ ସ୍ବାମି କ'ଣ ସାନ ପିଲା ହୋଇଛଂତି ାକିଏ ବତେଇଦେବ ସେ ଚାଲିଯିବେ ାତମେ ତ କହୁଥିଲ ଯେଉଁଦିନ ଆସିଲ ତା ପର ଦିନ, ଦିନ ୧୧ ରୁ ସେ ବାହାରେ ରହିଲେ ପୁଣି ୨ ଦିନ ଘର ଭିତରେ ରହିଲେ କେମିତି ?ଯାହାର ଭଲ ସଂପର୍କ ଥାଏ ସେ କ'ଣ ଘର ଥାଉ ଥାଉ ବାହାରେ ଶୁଏ ାସତ ଓ ବାସ୍ତବ କଥାକୁ ଗ୍ରହଣ କର ା କାହିଁକି ଜର ବାଉଳା ରେ ତାଟିଆ କାମୁଡ଼ ଛ କହିଲ ?

  • @amalendusinghnaik5585
    @amalendusinghnaik5585 2 года назад +11

    ଏ ଝିଅ କଣ ଏତେ ପ୍ରବଚନ ଦେଉଛି?? ବିନା ପରିବାର ସମ୍ମତି ରେ ବାହା କାହିଁକି ହେଉଛି??

    • @gajendrakumarkhatua3380
      @gajendrakumarkhatua3380 2 года назад

      ଏପୁଅ ତା ବାପା ଓମାଙ୍କୁ ପଚାରି ପ୍ରେମ କଲାନାହିଁ କାହିଁକି ଏପୁଅ ଝିଅ ପଛରେ ପଡି ଝିଅ କୁ ପ୍ରେମ ଭିକମାଗିଛି

  • @arundalai6232
    @arundalai6232 2 года назад +22

    Tapaswni madam you will be an example. God will help you.

  • @silupatnaik2285
    @silupatnaik2285 2 года назад +17

    Tame nischay misiki rahiba, Jai Jagannath 🙏

  • @mrguru8184
    @mrguru8184 2 года назад +13

    Your great Lady salute for you

    • @rosilindigal1818
      @rosilindigal1818 2 года назад +1

      Ei faltu jhio Ku kon salute korucho jiye amo desh pai morigole taku salute diokk

  • @milisethy6329
    @milisethy6329 2 года назад +6

    Right didi, I proud of u

  • @chitrasensethy6489
    @chitrasensethy6489 2 года назад +3

    ନିଜେ ପରା ମେଡିକାଲ ପାଇଛ ସୁମିତ କୁ ଛାଡି ନିଜ ପାଠ ପଢା ରେ ମନ ନିବେସ କରନ୍ତୁ ଭବିଷ୍ଯତ ରେ ଭଲ ପୁଅ ନିଶ୍ଚିତ ମିଳିବେ।

    • @ipsitakar6684
      @ipsitakar6684 2 года назад

      too dangerous lady, she can lie and can do anything for money.

  • @prafullasahoo915
    @prafullasahoo915 2 года назад +6

    Thanks didi

  • @indramanidas5660
    @indramanidas5660 2 года назад +1

    Welldon👌👌👌👌👌👌👌

  • @padmanabhabhattamishra1944
    @padmanabhabhattamishra1944 2 года назад +40

    Thank you Miss Tapaswini for your arguments,God will help you by the Marcy.

  • @rohitkumarsahoo5072
    @rohitkumarsahoo5072 2 года назад +24

    Love Marriage issue nuhan e jhia ra behaviour thik nuhan

  • @amalendusinghnaik5585
    @amalendusinghnaik5585 2 года назад +17

    ଯଦି ସୁମିତ ଏୟା ସହ ରହିବା ପାଇଁ ଇଚ୍ଛା ନାହିଁ କଣ ପାଇଁ ଏ ଏତେ ଜ଼ୀଦ କରୁଛି।

    • @minaketanmuduli4279
      @minaketanmuduli4279 2 года назад +2

      Baha kn pain heithile sumit

    • @rosilindigal1818
      @rosilindigal1818 2 года назад

      Zeed to ochi full rago re revenge neuchi moro nai to kaharo nai sethi pai to pura family ku drag koruchi

  • @Priyanshuu__pratyush
    @Priyanshuu__pratyush 2 года назад +10

    Last line was the best line....

  • @user-jv9rz9rv9n
    @user-jv9rz9rv9n 2 года назад

    ସୁମିତ ବାବୁ ଆପଣଙ୍କ ସ୍ତ୍ରୀ ତପସ୍ୱିନୀ ଆପଣଙ୍କୁ ପାଇବା ପାଇଁ ଶୀତ କାକର ରେ ପଡି ରହି ଆପଣଙ୍କ ଆସିବା ବାଟକୁ ଅନେଇ ବସିଛି ସେ କେବଳ ଆପଣଙ୍କୁ ପାଇବା ପାଇଁ ଲଢେଇ କରିଚାଲିଛି ଆପଣଙ୍କ ବାପାଙ୍କୁ ପାଇବା ପାଇଁ ବା ଆପଣଙ୍କ ଧନ ଦୌଲତ କୁ ପାଇବା ପାଇଁ ନୁହେଁ ତେଣୁ ଗୋଟେ ଶୁଭ ଚିନ୍ତକ ଭାବରେ ପରାମର୍ଶ ଦଉଚି ଥରୁଟେ ଥଣ୍ଡା ମୁଣ୍ଡରେ ଭାବନ୍ତୁ ଏବଂ ଓଡିଶା ବାସି ଯେଉଁ ଆଶା ଆପଣଙ୍କ ଠାରୁ ଚାହୁଁଛନ୍ତି ତାହା ଭଗବାନ ଜଗନ୍ନାଥ ଙ୍କ ଇଛା ବୋଲି ଭାବନ୍ତୁ. ଯଦି ତପସ୍ୱିନୀ ଙ୍କ କିଛି ହେଇଯାଏ ତେବେ କେତେ ଲଜ୍ୟାକର ପରିସ୍ଥିତି ହେବ ତାହା ଆପଣ ସହ୍ୟ କରି ପାରିବେ ନାହିଁ. ସମୟ ଥାଉଁ ଥାଉଁ କିଛି ଭଲ ପଦକ୍ଷେପ ନିଅନ୍ତୁ ଏବଂ ଓଡିଶା ବାସି ଙ୍କ ନଜରରେ ହିରୋ ହେଇଯାନ୍ତୁ. 🙏🏼

  • @kumudabagh7898
    @kumudabagh7898 2 года назад +11

    ଝିଅ ର 10 ଟି ରୂପ ଦିନ କୁ ଦିନ ନୂଆ ନୂଆ କଥା କହୁଚି, ସୁମିତ କୁ ଜବରଦସ୍ତ କୋର୍ଟ ମେରେଜ୍ କରି ଥିବ ବଧେ ସୁମିତ ଫସି ଯାଇଚି ,ଯାହା ହେଉନା କାହିଁକି ଶାଶୁ , ଶଶୁର ସହିତ ମିଶି ରହିବାକୁ ପଡିବ,ଜଣା ପଡୁଛି ଏ ଝିଅ ଜଉଟି ବାହା ହେଲେ ବି ତାଙ୍କ ପରିବାର ସହିତ ମିଶି ରହି ପାରିବ ନାହିଁ

    • @beokay11
      @beokay11 2 года назад +3

      Sir, apana kn bhabhuchanti , apnka bhauni ku use kari dandare phopadi dele apana kn emiti katha kahithante.

    • @sasikalapradhan6878
      @sasikalapradhan6878 2 года назад

      Tu kia be ete katha kahuchu to bhauni sahita amiti haba Katha thik haba tu Thik bujhi paruni chi Chu anithila manisaku dhk Tama

    • @maltimajhi1235
      @maltimajhi1235 2 года назад

      Sumit ta kon choto chhua ta ki? Se pora doctor. duhink bina sohomoti re court marriage hueni.

  • @rajenmajhi2039
    @rajenmajhi2039 2 года назад

    100% right answer

  • @suvratnanda5446
    @suvratnanda5446 2 года назад +2

    କୋର୍ଟ ବୋଧେ ଠିକ୍ ଅର୍ଡର୍ ଦେଇଥିଲେ ସଖୀ ସୁଧାର ଗୃହ କୁ ଯିବା ପାଇଁ.. ମାନସିକ ଅବସ୍ଥା ରେ କମ ସେ କମ ସୁଧାର ଆସିଥାନ୍ତା

    • @pyarimaa2148
      @pyarimaa2148 2 года назад

      Nanda sir Sakhi center ku neba pain chal karithile sethaku jaithanta khel sarila pua baji marithanta gote jhia sasu ghar adhikar ladai kemiti jitib sakhi center tapaswini sister pratham e jaithile kemiti behaviour karichanti tapaswini sister kahithile Sabu ra praman rakhichanti sister darkar padile produce karibe court kahuchanti na aapan janinahanty.asal katha Sabu aasini darkar padile Sabu produce karibe sister

    • @suvratnanda5446
      @suvratnanda5446 2 года назад

      @@pyarimaa2148 hau behera sir. Ame dekhuchu kan ta evidence rakhichanti apanka tapaswini bhauni.. Aji parjyant to khali allegation lagauchanti samastanka upare gote b to kama re kariki dekhei nahanti dekha jau kebe apanka bhauni ra munda kama karuchi aau evidence dekhauchanti

  • @Dog.....1745
    @Dog.....1745 2 года назад +4

    Dharma ra jaya👍👍👍

  • @purnachandramallick2804
    @purnachandramallick2804 2 года назад +14

    I am proud of you

  • @promadamishra1397
    @promadamishra1397 2 года назад +5

    ଆଉ କେତେ ଇଜ୍ଜତ ସରିବୁ ଲୋ । ତା ବାପ ଧନ୍ୟ ହେଇଗଲା। ବୋପା ବାହାଘର ଦେଖାଇ ଦେଲୁ।ତୋ ଭଳିଆ ଝିଅକୁ ସୁମିତ ବାପ କଣ କେହି ଘରକୁ ନେଵେନି। କେଉଁ ଭଦ୍ରାମି,ସଂସ୍କାର ଶିଖିଛୁ ।

    • @nilendrisahoovlogs312
      @nilendrisahoovlogs312 2 года назад

      Tame sahoo family ra relatives… ame janichhi… Sethi paii tanku support karuchha🤣🤣

    • @subhashreesubhadarsini7810
      @subhashreesubhadarsini7810 2 года назад

      😂😂

    • @promadamishra1397
      @promadamishra1397 2 года назад +3

      @@nilendrisahoovlogs312 ନିଜ ମତା ମତ ଦେଲେ ସମ୍ପର୍କୀୟ ହେଇ ଯାଆନ୍ତି କି?ଆମେ ଜାଣିଛୁ ଲେଖା ଯାଏ ଆମେ ଜାଣିଛି ନୁହେଁ।କୌଣସି ବ୍ୟକ୍ତି ବିଶେଷ ବା ଘଟଣା ଉପରେ ନିରପେକ୍ଷ ଭାବରେ ସ୍ଵାଧୀନ ମତ ଦେବାର ଅଧିକାର ସମସ୍ତଙ୍କ ର ଥାଏ ତାର ଅର୍ଥ ନୁହେଁ ଯେ ମୋ କଥାରେ ଜଣେ ସହମତ ହେଲାନି ମାନେ ମୁଁ ତାକୁ ବ୍ୟକ୍ତିଗତ ଆକ୍ଷେପ କରିବି ଏହିଭଳି ନିମ୍ନ ମାନସିକତାର ଲୋକ ଅଛନ୍ତି ମୋର ହୃଦବୋଧ ହେଲା।

  • @prasankumarkanhor9479
    @prasankumarkanhor9479 2 года назад +4

    Tama sasura love marriage kari bhalare rahile,tame love marriage kari bhalare rahi pauna ,tama dui janankara love kana michha love thilaki..bhula rahila kuade,tama sasura jadi kharap tame dui jana alaga khusire alaga jagare rahiparithant.....jemiti tama sasura nija ghara chadi beehampurare rahile .tame sumita sahita alaga rahi parithant.taha na kari bopa pua nare 498 case kari adhikara pain jid ,ebe sameste police,court,sumit,advocate kharap ...

    • @rosilindigal1818
      @rosilindigal1818 2 года назад +1

      Sasura naa re personal kotha kohiba ei jhio ro thick ki kick respect sikhini Jio bapa maa jemiti kichi kohunahanthi

  • @basantinayak4993
    @basantinayak4993 2 года назад +24

    Mu bhagaban nku prathana karuchi Aapana Bahut Sighra Aapananka Swaminku feri panti🌷

  • @arunimasamantaray5817
    @arunimasamantaray5817 2 года назад +11

    I salute your spirit

  • @djratha4641
    @djratha4641 2 года назад +10

    Agoku Madi Chal Sister...🙏🙏🙏

  • @dassasikantadas1191
    @dassasikantadas1191 2 года назад +5

    Very good

  • @santoshkumarkandher6816
    @santoshkumarkandher6816 2 года назад +1

    ଏ ଦୁନିଆରେ ସତ କଥାକୁ କେହି ବୁଝି ବେ ନାହିଁ

  • @ranjitasasmal6175
    @ranjitasasmal6175 2 года назад +3

    Great... Keep it up 👍👍👍

  • @bimalkantatripathy2776
    @bimalkantatripathy2776 2 года назад +1

    ଶ୍ଵଶୁର ଶାଶୁଙ୍କର ଲଭ୍ କେମିତି ଦୀର୍ଘସ୍ଥାୟୀ ହେଲା?

  • @sanjuktamishra6519
    @sanjuktamishra6519 2 года назад +2

    Right didi

  • @kumarmonaj6929
    @kumarmonaj6929 2 года назад

    Thik. Kahila. Didi.

  • @sumipradhan4427
    @sumipradhan4427 2 года назад +15

    ଅଭର ଆକ୍ଟିଂଗ ପାଇଁ ୫୦ ଟଙ୍କା କାଟି ଦିଅ

  • @arunsahoo4636
    @arunsahoo4636 2 года назад +9

    I support this helpless girl

  • @firaraparween4456
    @firaraparween4456 2 года назад +5

    Right

  • @ranjitabehera5269
    @ranjitabehera5269 2 года назад +3

    Good think

  • @vandanapadhy8382
    @vandanapadhy8382 2 года назад +1

    Sara odisha b Tama sangare dimple ❤️❤️ support from Mumbai 👍🏻

  • @sudharanisahu9330
    @sudharanisahu9330 2 года назад

    Good Tapaswini .God blees U.

  • @sarojde9808
    @sarojde9808 2 года назад

    Right...good....accept this challenge.....jite raho...

  • @butuhota9278
    @butuhota9278 2 года назад

    Yes absolutely Carry on dear

  • @susantapatamajhi
    @susantapatamajhi 2 года назад

    ମୁର୍ଖ ଶଶୁର କୁ ବଝାଇଲେ ବୁଝିବ ନାହି କି ପଥରକୁ ସିଝାଇଲେ ସି ଝିବ ନାହି ।

  • @sukantakumarkanharkanhar9783
    @sukantakumarkanharkanhar9783 2 года назад +1

    Lagereho...sister....we are all back ur strength

  • @aawinrout3362
    @aawinrout3362 2 года назад +2

    good luck tapaswini

  • @sasmitapanda3602
    @sasmitapanda3602 2 года назад

    Thanks you are great

  • @swapnasworld539
    @swapnasworld539 2 года назад

    Well said dear 🙏

  • @deeptimanjaribadi8378
    @deeptimanjaribadi8378 2 года назад

    Brave lady.. Salute uuu...

  • @rasmitamallik5818
    @rasmitamallik5818 2 года назад +1

    Tapaswani is right 👌

  • @purnachandramallick2804
    @purnachandramallick2804 2 года назад +5

    Good job

  • @amalendusinghnaik5585
    @amalendusinghnaik5585 2 года назад +7

    ଡାକ୍ତର ଦେଖି କି ଏ ଝିଅ ଫାଶ ପକେଇଲା

  • @banitapahan1327
    @banitapahan1327 2 года назад

    Tapaswini mam u r great

  • @madanmohanparida3873
    @madanmohanparida3873 2 года назад +2

    ଆରେ ସୁମିତ୍ ର ସେ ଜିନିଷ ନାହିଁ।ପୁରା ହିଞ୍ଜଡା

  • @dambrumahanta7811
    @dambrumahanta7811 2 года назад

    Thik kahicha

  • @ranibaliarsingh9833
    @ranibaliarsingh9833 2 года назад +1

    Superb didi

  • @SanjayKumar-qj2bh
    @SanjayKumar-qj2bh 2 года назад

    Good discussion

  • @kamallochannayak9660
    @kamallochannayak9660 2 года назад

    Right Sister

  • @abhidas8340
    @abhidas8340 2 года назад +1

    Right...

  • @trilochantarai9342
    @trilochantarai9342 2 года назад +3

    Why u r coming media any times. It is not good. U take a strategy internally and do a plan properly n try to resolve ur issue. If u r nt able to resolve then u leave it n try to maintain ur life smoothly. Bcz love should arrise from two side. God Bless You.

  • @padiaseth3058
    @padiaseth3058 2 года назад

    Right Sister Tapaswini

  • @Girlfromeast123
    @Girlfromeast123 2 года назад +1

    Proud of u bosslady❤️

  • @bhagirathinayak9996
    @bhagirathinayak9996 2 года назад

    Good decission

  • @deepakpatra2141
    @deepakpatra2141 2 года назад +14

    mentally pressure tu sumit ku deuchu..tanka ghara loko nuha..bujhilu

  • @rakeshkumardash2117
    @rakeshkumardash2117 2 года назад

    We all with you.....

  • @chandankar3714
    @chandankar3714 2 года назад

    thik katha

  • @imsantoshswain
    @imsantoshswain 2 года назад +7

    Hogi pyaar ki jeet

  • @RajendraSingh-ok2dz
    @RajendraSingh-ok2dz 2 года назад +5

    ଇଏ କେତେ ବେଳେ କଣ କହୁଛି ନିଜେ ବି ଜାଣି ପାରୁନି ..ବୋଇଲେ କିସ କରିବି ହେ .. ହଉ ତପଶ୍ୱନିକୁ ଯେଉଁମାନେ ସାପୋର୍ଟ କରୁଛ...ଯେତେବେଳେ ସେ କେସରେ ଜିତି ପୁଣି ବହାହେବ ଭୋଜି ଖାଇବା ପାଇଁ ଯିବ ନିମନ୍ତ୍ରଣ ରହିଲା ।

  • @pratapkumarmaharana8594
    @pratapkumarmaharana8594 2 года назад

    Right sister ..God always with you...aita bhagaban parikhya neuchhanti ..

  • @madanmohanparida3873
    @madanmohanparida3873 2 года назад +4

    ତମେ ଠିକ୍ କଥା କହୁଛ କିନ୍ତୁ ସୁମିତ୍ ର ଇଛା ତମକୁ ଛାଡି ଅନ୍ୟ କାହା ସହିତ ସଂସାର କରିବା ପାଇଁ

  • @mamatapadhan2782
    @mamatapadhan2782 2 года назад +1

    Very good.... excellent ...keep it up

  • @subharanjangahan8690
    @subharanjangahan8690 2 года назад

    She is fierce man ! Damn. 💫

  • @aditysvlog2407
    @aditysvlog2407 2 года назад +6

    ଓଡ଼ିଆ ଘରେ ଶଶୁର ଓ ଦେଢଶୁରଙ୍କ ନାମ ବୋହୁ ମାନେ ପାଟିରେ ଧରନ୍ତିନି

  • @rameshmeher2153
    @rameshmeher2153 2 года назад

    ନାରୀ ନାହିଁରେ ମା l ନାରାୟଣୀ ସାଜିବକୁ ହେବ l

  • @Chandan-f7g3h
    @Chandan-f7g3h 2 года назад +1

    Dimpl didi l am proud of you

  • @gautamtechnical1782
    @gautamtechnical1782 2 года назад +1

    ମେନ ଖିଲାଡି ବୁଢା
    ହଉ ସଂସ୍ଥା ଚାଲୁ ,,,,,,ମାଡିଚାଲ,,,,ଅ

  • @jituswain1491
    @jituswain1491 2 года назад

    Your disisen is Right sister

  • @jagannathdash1015
    @jagannathdash1015 2 года назад +6

    ବୁଲା ଷଣ୍ଢ

  • @basantinayak4993
    @basantinayak4993 2 года назад +3

    Very Very Beautiful Mam,💐🌹💐

  • @manojkumarbadamundi1434
    @manojkumarbadamundi1434 2 года назад

    Best of luck mam ...good reaply.

  • @saratchandrasahoo5818
    @saratchandrasahoo5818 2 года назад

    ଅତୀତ କଥାକୁ ନଜାଇ, ବର୍ତମାନ କଥା କୁହ

  • @kartikmuhani7317
    @kartikmuhani7317 2 года назад

    Right madam

  • @bijayrout2791
    @bijayrout2791 2 года назад

    God bless you.

  • @samarsamantaray6817
    @samarsamantaray6817 2 года назад

    Whole odisha support you

  • @sunilkumarbiswal9128
    @sunilkumarbiswal9128 2 года назад

    Good decision ,GOD bless you

  • @abhimanyusahoo1624
    @abhimanyusahoo1624 2 года назад

    God bless you sister