Urmila ku dekhi bahut khusi lagila odisha ra jhia pila ate cricket ku Ruchi rakhanti nahi but mu bhalia se b team india ku bahut support karanti so proud Jai hind❤❤❤. Last re urmila ra Jai bahut bhala thila....india prati ate bhala paiba dekhi bhala lagila
Daring bazz brother...... Good to see cheering India in Srilanka. We support India, Love India, Great India. Best of luck for your journey brother....👍
କାହାକୁ କାହାକୁ ଭାଇ ଭଉଣୀ ଙ୍କ ଲଢେ଼ଇ ଭଲ ଲାଗେ 😅😂❤
ଭାଇ ଭଉଣୀଙ୍କ ଲଢେଇ ସବୁଠୁ ନିଆରା ।❤😊
Amor to daily jhagada hue...😃😃
Kye bhi dekhi le kon tor
❤❤❤❤❤
❤❤❤❤❤❤❤
ଲବ ଭାଇ next Travel ଇଜିପ୍ଟ କରନ୍ତୁ। ଆଉ The Great Piramid Of Giza ର ଗୋଟେ details video ଆଣନ୍ତୁ। ଜୟ ଜଗନ୍ନାଥ 🙏🚩
ଦାଦା ଆଜି ମ୍ୟାଚ୍ ରେ ଇଣ୍ଡିଆ ର ସମସ୍ତ ଙ୍କ ଠାରୁ ବଡ଼ ପତାକା ଗୁଟେ ଧରି ଉଡାଇ ବ ଆମେ ଓଡ଼ିଶା ବାସୀ ତମକୁ ଟିଭି ରେ ଦେଖିବୁ ଦାଦା ମୋ କଥା ଟିକେ ଦୟା କରି ରଖିବ
Hmm bhai right
Hm bro
ମୋତେ ବି support କର ❤❤❤😢😢
👍👍👍
Indian ra bada pataka dariba bhai tv re tame dekha deba Katha
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ଶ୍ରୀଲଙ୍କାରେ ଭାରତ, ଶ୍ରୀଲଙ୍କା କ୍ରିକେଟ ଖେଳ ଦେଖେଇଲେ, ବହୁତ ଖୁସି ଲାଗିଲା l 🙏ଜୟ ଜଗନ୍ନାଥ 🙏
Mu.aji.micha.dekhi.berihappy.thanks.laba.jay.hindi...❤❤❤
ମୁଁ ତୋ ଆପଣଙ୍କ ଏଇ ଭିଡିଓ ପାଇଁ waiting ରେ ଥିଲି ଭାଇ ❤
Finally ama india ଜିତିଲା
ବାଃ ବହୁତ ବଢିଆ l ଭାଗ୍ୟବାନ ଆପଣ l ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏
ତମ ଭାଈ ଭଉଣୀ କୁ ଦେଖିକି ଖୁସି ଲାଗିଲା😊
ଲବ ଭାଈ ଆଉ ଉର୍ମିଳା ତୁମୋ ଦି ଜଣ ଙ୍କୁ ଦେଖି ବହୁତ ଖୁସି ଲାଗିଲା ଶ୍ରୀଲଙ୍କାରେ
🙏ଭାଇ ଆପଣ କ୍ରିକେଟ ଦେଖି ଥିବାରୁ ବହୁତ ଭଲ ଲାଗିଲା ❤️🇮🇳
❤❤
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
Rohit, Dhoni,Virata or hardik pandya fans like please
ଭାଇ ମୋ ଆଶା ପୂରଣ କରିଥିବାରୁ ଧନ୍ୟବାଦ୍ ❤❤❤❤
ଧନିୟବାଦ୍ ଭାଈ ଖେଳ ଦେଖୀ ଜିବାରୁ
ହଁ ଭାଇ
ଏଇ ଭିଡିଓ ଦେଖି ଦିଲ୍ ଖୁସ୍ ହେଇଗଲା ❤❤❤
Jai Hind Jai Bharat 🇮🇳 आप भारत का है तो like ❤🎉🎉
Urmila ku dekhi bahut khusi lagila odisha ra jhia pila ate cricket ku Ruchi rakhanti nahi but mu bhalia se b team india ku bahut support karanti so proud Jai hind❤❤❤. Last re urmila ra Jai bahut bhala thila....india prati ate bhala paiba dekhi bhala lagila
ଲବୋ ଭାଇ ପାଇଁ ଗୋଟେ❤ହେଇଯାଉ
ଧନ୍ୟବାଦ୍ ଲବ ଭାଇ ଇଣ୍ଡିଆ ମ୍ୟାଚ୍ ଦେଖାଇଥିବା ରୁ ❤।
ସମସ୍ତେ କୁହ ଜୟ ଶ୍ରୀ ରାମ 🚩🙏🏻
ତ ଢାଳ ଜୟ ଶ୍ରୀ ରାମ ,,,ଭାରତ ମାତା କି ଜୟ କୁହ❤
Naa
Jay Bhim 💙
@@Naranmarndi46 😂 ban@o bhim😂😊
@@GeetanjaliMajhi-x8o 🤝 ଭାରତ ମାତା କି ଜୟ 🇮🇳
କଣ ଆପଣ ମାନେ ବିରାଟ କୋହଲି ଆଉ ଆଉ ରୋହିତ ଶର୍ମା କୁ miss କରୁଛନ୍ତି... 😢😢
ବହୁତ ସୁନ୍ଦର ଅଛି ଭାଇ ଶ୍ରୀଲଙ୍କା
ଜୟ ଜଗନ୍ନାଥ 🙏 Jay India 🇮🇳
ତୁମ lodge Surrounding view ଟା ବହୁତ୍ ସୁନ୍ଦର୍ ଥିଲା ❤❤❤
Stadium view ରୋମାଞ୍ଚକର...... ନିଜେ ସେଠି ଥିବା ଭଳି feel ହେଲା...... but ମୋ ଆଖି ଖୋଜୁଥିଲା Indian flag 🇮🇳 🇮🇳 🇮🇳
ରାୟଗଡ଼ା ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ❤
ଖେଳାଡ଼ି ମାନଙ୍କ ସହ ମିସ ଭାଇ. ତମ ପରି youtuber ଙ୍କୁ ନିଶ୍ଚୟ ମିଶିବାକୁ ଦେବେ.. 🙏🙏
କେଣ୍ଡି ଷ୍ଟାଡିୟମ ରେ ଦେଖିଲେ ମ୍ୟାଚ ଭାଇଭଉଣୀ
ସାଙ୍ଗରେ ଆଣି ଖାଦ୍ୟ ପାଣି।
ଗଳା ବସି ଗଲା ଚିଲେଇ
ଶ୍ରୀଲଙ୍କିଆନ ଭିଡ଼ ରେ ଥାଇ ।
ତର୍କ ହୋଇଗଲା ଲଙ୍କିଆନ ସହିତ
ଭାଇ ରେ ବିଜୟୀ ହୋଇ ଗଲା ଭାରତ।
Nice sayari
Amazing sayari ❤
ବହୁତ୍ ଜଲଦି ଲବ ଭାଇ 1M ହେଇଜୀବ ଭାଇ 🎉🎉🎉
ବହୁତ enjoy କରିଲ ଭାଈ and ଭଉଣୀ so beautiful ❤ I'm nabarangpur, jharigam
ଧନ୍ୟବାଦ ଲବ୍ ଭାଇ କ୍ରିକେଟ୍ ମ୍ୟାଚ୍ ଦେଖୀଜାଇ ଥିବାରୁ
ଭଲ ଲାଗିଲା ଭାଇ ତୁମ ବିଡ଼ିଓ ଦେଖି .thank you
ଲବ ଭାଇ ପୁରା ମସ୍ତ ଲାଗିଲା ଆଜିର ଭିଡ଼ିଓ ❤️
ଧନ୍ୟବାଦ ଲବ ଭାଇ
Best camera man and vlog ra in all India .❤❤❤
ଭାଇ ତମେ ବହୁତ ଭଲ ଭିଡ଼ିଓ କରୁଛ ଦେଖିବାକୁ ବହୁତ ଭଲ ଲାଗୁଚି
ଶରତ,ନୁଆସାହି, କପ୍ତିପଦା,, ଉଦଳା ବାରିପଦାରୁ କିଏ କିଏ ଦେଖୁଛନ୍ତି ଦୟାକରି like❤❤❤❤ କରନ୍ତୁ ମୋ କମେଣ୍ଟ ରେ❤,,,, 🥰🥰🥰🥰
ଠାକୁରମୁଣ୍ଡା
Padmapokhari, kaptipada
Udala
Kaptipada
Kalodam,Udala
ବଢିଆ ଲାଗିଲା ଭାଈ ଯାହା ହେଉ cricket match video ବନେଇଥିବାରୁ
I love you India🇮🇳
ବହୁତ ବହୁତ ଧନ୍ୟବାଦ 🎉🎉🎉❤❤❤
beautiful srilanka v India🇮🇳cricket match thank you brother
ଖୁବ୍ ସୁନ୍ଦର ଲାଗିଲା।
🎉🎉🎉
ବହୁତ ଭଲ ଲାଗିଲା ଭାଇ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ମ୍ଯାଚ ଦେଖି ❤❤❤❤ love u bhai❤
Ganjam ru kia kia achhanti like karantu ଗଂଜାମ ରୁ କିଏ କିଏ ଅଛନ୍ତି ଲାଇକ କରନ୍ତୁ
Bohut bolo lagila lobo bai jay sri ram bharat mata ki jay 🎉🎉❤🎉❤❤
Most enjoy karuchu laba bhai❤❤ 👍🏻👍🏻
ଲବ ଭାଇ.....କେରଳ.. ତାମିଲନାଡୁ... କର୍ଣ୍ଣାଟକ... ଆନ୍ଦ୍ରପ୍ରଦେଶ... ତେଲେଙ୍ଗାନା... ଓଡିଶା ପର୍ଯ୍ୟନ୍ତ fully cover କର
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ। ଆମକୁ ଏତେ ସୁନ୍ଦର୍ ସୁନ୍ଦର୍ ଭିଡିଓ ଦେଖାଉ ଥିବାରୁ ❤
କିଏ କିଏ ରାମାୟଣ History vdo କୁଅପେକ୍ଷା କରିଛ
Prime minister bi dekhuchanti lava bhai nka video ku 😅😊
Mu
Mu
କିଏ ମୋଦି ଆଜି ଦେଖିବ 😂
Mu
ବହୁତ ବହୁତ ଭଲ ପାଇବା ଜୟ ହିନ୍ଦ ଜୟ ଭାରତ....
Bharat Mata ki Jay ❤❤❤
ନବରଙ୍ଗପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ....❤
Tamo gam kuti kuo
ଗଞ୍ଜାମ ରୁ କିଏ ଦେକୁଚ ଲାଇକ କର
Erokom India dekhne ke leya bohat congratulations 👏
Laba bhaiya aap dono ki khushi dekh kar hamlogo ko bhi bahut khushi huya india team ka maerh dekh kar johar ge❤❤❤🙏🙏🙏🙏🙏
Thanks vai👍👍👍👍👍👍👍👍👍👍♥️♥️♥️♥️♥️♥️♥️
ଜୟ ଶୀରାମ ଶୀରାମ 🙏🙏
Proud of you dear brother especially you full fill the dream of your sister to enjoy some time in other country. Good brother . May GOD bless you .
India ka ladka her country me ghanda laheraga Jay india
Thanks lob bahi❤❤❤❤❤
Satare laba Tama Vali youtuber au kehi heiparibeni.mote ta bahut bhala laga .sabu video mu tumara dekhe.amiti ahuri agaku jao.god bless you ❤.
ପରିବେଶ ଭଲଅଛି 🎉🎉
ବହୁତ ବଢ଼ିଆ ଲାଗିଲା ଧନ୍ୟବାଦ୍ ଭାଇ
mujhe odia language nhi aata phir aapka video ka daily wait krte hai love u laba dada
Greatest relationship in the world that brother and sister ❤
କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
Tama ghara kouthi
I am cuttackian ❤️
Tu kia bee...
Mu niali ru
@@bhabagrahisahoo-ji5oh niali chena
ଯାହା ହେଉ ଖୁସି ଲାଗିଲା ଯେ ଶ୍ରୀଲଙ୍କା ରେ india କୁ ଟିକେ ହେଲେ soport କଲ .... Thankyou
Mu first ଦେଖିଲି
Hou tume ni😊😊😊😊😊
Kha balta😂😂😂
ବାଳ ନା mu dekhili first 👉🗿
ଏହାକୁ 🥇 gold medal ଦିଆଯାଉ
Bhai🎉
Positive think life re kariba ...darkar ......sister sabubele laxmi amiti khuani bhai 🎉🎉
Aaji ka video intresting lagila la laba bhai and urmila didi❤❤❤❤
ଲବ ଭାଇ ତମେ ମ୍ୟାଚ୍ ଦେଖିଲା ବେଳେ camera ଟାକୁ ନିଜ ଆଡକୁ ନକରି ଖେଳାଳି ମାନଙ୍କ ଆଡ଼କୁ focus କରନ୍ତୁ ଆମେ ବି tk ଦେଖିବୁ କେମିତି ଖେଳୁଛନ୍ତି ❤❤❤❤
Mu bhi Rairangpur, Mayurbhanj ru bhai କେବେ ଦେଖା କରିବା କୁହ ।
Bhai mu v rairangpur ro college chhoko re rohuchhi ❤❤❤
@@haripadadeo6589 mu gorumahisani pakhare ruhe
ଦୁଇ ଜଣ indian ସବୁ ଶ୍ରୀଲଙ୍କାନ୍ cricker fans ମାନଙ୍କୁ ପେଲି କି ଆସିଲ ଭାଇ ❤❤😂😂
Finally India jitigala yaahooo India pain one like pleass❤
Daring bazz brother...... Good to see cheering India in Srilanka. We support India, Love India, Great India. Best of luck for your journey brother....👍
Jai Jagannath 🙏🏻🙏🏻🙏🏻🙏🏻🙏🏻
ଲବ ଭାଈ ତୁମ ଭୋଉଣୀ Tim India women pleyer ମିତି ଦେଖାଯାଉଛି ❤❤❤❤
12:30 vimal - bolo zubaan kesari 😂
ଜୟ ଜଗନ୍ନାଥ,ଜୟ ଭାରତ,
Video mast lagila bhai ❤❤❤❤🎉🎉🎉 India win
Match ବହୁତ ସୁନ୍ଦର ଲାଗିଲା
Laba bhai jindabad
Video moja laguchi bhai👍❤❤❤koraput
Nice 👍👍 very Lucky bro , Indian Own India vs Srilanka ❤❤❤❤❤❤❤❤ very Interesting video Cricket match T20
Beautiful picture
I love you Bharat mata ki joy🇨🇮🚩🇮🇳
ଯାହାହେଉରେ ମୋ ଭାଇ କଥା ରଖିଲ। 🤩
Love From Soro💙
ଆମ ମାନଙ୍କୁ ବି ବହୁତ୍ ଖୁସି ଲାଗୁଛି😂😂😂😂😂
ନିଜ ଆଖିରେ ଦେଖିଲା ପରି ଲାଗିଲା ଲବ ଭାଇନା, ସେତେ ଭିଡ଼ ଭିତରେ ଆପଣ ଦୁଇଜଣ ହିଁ ଇଣ୍ଡିଆନ୍ ଦେଖା ଯାଉଥିଲେ ❤❤
It is 2nd series of India after T20 World Cup 1st agnest ZM
ଜୟ ଜଗନ୍ନାଥ ଭିଡିଓ ବଉତ ଭଲ ଧନ୍ୟବାଦ୍ ଲବ ଭାଇ କୋରାପୁଟ ଜିଲ୍ଲା ଜୟପୁର👍👍👍👍👌👌👌👌🙏🙏🙏🌹🌷ଭଉଣିକି ଧନ୍ୟବାଦ୍
ଭାଇ କଲମ୍ବ ରେ ଅଛି 3ତା ମ୍ୟାଚ ବିରାଟ ଵୀ ଆସିବ ରୋହିତ ଵୀ ଆସିବ ❤
ଲବଭାଇ ଏବେ କେଉଁଠି। ଜୟ ଜଗନ୍ନାଥ
Laba hadasa tumaku bahutu ଧନ୍ୟବାଦ
❤
ବହୁତ ଭଲ ଲାଗିଲା 🎉🎉🎉❤❤❤😀😀😀😀😀😀
ଆଜିର ଭିଡ଼ିଓ ଟି ବହୁତ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤❤❤❤
Jay Jagannath
ଆମ ଭାଇଟା ଭଉଣୀ ଯାଇଛି ଶ୍ରୀଲଙ୍କା ସେଥିପାଇଁ ଧନ୍ୟବାଦ
India ' final match ଟା ଭିଡ଼ିଓ ହେଲେ କରିଥିଲେ ଭଲ ହୋଇ ଥାନ୍ତା.
Forget this song "khada hun Aaj bhi wahi"
Now this song "lahra do"
😢
We are champions
Bhai ko pasand karne wala like karo❤
Thank you laba Bhai