torch light repairing ! China torch light ତିଆରି ! टॉर्च लाइट कैसे रिपेयर करें ! torch light ମରାମତି !
HTML-код
- Опубликовано: 26 фев 2023
- torch light repairing ! टॉर्च लाइट रिपेयरिंग ! China torch light repair ! torch light kaise banaye ! torch light odia ! torch light ମରାମତି ! torch light banana sikho ! how to repair torch light ! torch light problem and solution !
#torch #how #banaye #repair #light - Наука
Turch ra part o abashyk samagri ke un tharu subidha retare milib
Apananku dhanyabad
ବ୍ରହ୍ମପୁର, ଭୁବନେଶ୍ୱର
କିଛି ଶିଖିବାବୁ ମିଳିଲା ଆଗକୁ ଆହୁରି ଟର୍ଚ୍ଚ light ବିଷୟରେ ଶିଖିବାକୁ ଚାହୁଁଛି ଧନ୍ୟବାଦ,
ନିଶ୍ଚୟ ପାଇବ
thank you
Welcome
Excellent theory and practical teaching sir.many many thanks.🙏🙏🙏
Thank you
Nice
Thank you
Bhai.tama.pkhare.torch.light.ra.copany.mother.board..achhi.ki.mora.darkar
Very nice bhai
Thank you
Fantastic
Thank you
Bhai parts khothu aniba
Sir charging kit ti kharap thile Kan Kariba . Tike kahibe
Ok ମୋ ଚ୍ୟାନେଲ ରେ ପାୱାର ଶପ୍ଲାଇ ଭିଡିଓ ଅଛି ଦେଖି କରିହେବ।
ହଁ ଭାଇ ଚନେକ୍ସନ୍ ଭିଡ଼ିଓ ସେଣ୍ଡ କରନ୍ତୁ
Ok
plz brother send ମୋବାଇ no
ଭାଇ ମୋ torch ରେ switch ରୁ ଗୋଟେ resistor ନଷ୍ଟ ହେଇଚି ଆ ବଦଳରେ କୋଉ resistor ଲଗାଇଲେ ହେବା।🙏🏻
Thank you ଆପଣ 1.5 ohm କିମ୍ବା 2 ohm 1/2 Watt resistor ଲଗେଇ ପାରିବେ ।
Lalidibal,keutimiliba
ଧନ୍ୟବାଦ୍ Flipkart re ମିଳିବ ଆଉ ଟର୍ଚ୍ଚ ବିକ୍ରି ଦୋକାନରେ ମିଳିପାରେ
Bhai torch ra spare parts kouthi miliba
ବ୍ରହ୍ମପୁର,ବାଲୁଗାଁ, ଭୁବନେଶ୍ୱର
Udaya🔋🔋🪛🪛🔦🔦
Led ra spare parts kouthi molib
Bhubaneswar,ଜଟଣୀ ,ବାଲୁଗାଁ ବ୍ରହ୍ମପୁର।
Bhai gote power supply Bana please
Ok
Thanks Bhai please banaedia
Tacha,bala,keutimilibakuhatu
Oh ,,,,, bhubaneswar, khurda, jatani Chandpur, ବାଲୁଗାଁ ଚିଲିକା, bramhapur । ମୋର ଘର ଚିଲିକା ବାଲୁଗାଁ ରେ ମୁଁ address ଦେଇପାରିବି ok।
@@easyrepairing445 tachabalakeutimiliba
@@easyrepairing445 tamar.p,Nabardiya
ଆପଣଙ୍କୁ -ଭୁବନେଶ୍ୱର,ଖୋର୍ଦ୍ଧା,ଜଟଣୀ,ଚାନ୍ଦପୁର, ବାଲୁଗାଁ, ବ୍ରହ୍ମପୁର ରେ ଟର୍ଚ୍ଚ ବଲ ମିଳିବ ଅଥବା ଆପଣ ଟର୍ଚ୍ଚ ବିକ୍ରି ଦୋକାନୀଙ୍କୁ ପଚାରନ୍ତୁ ସେ କହିଦେବେ address ok।
Torch light re supply dele led jalunahi
Indicator light ସାଙ୍ଗରେ ଗୋଟିଏ ରେଜିଷ୍ଟର ରହୁଚି 1k /2k ଦୁଇଟି ଯାକ ଏକାବେଳେ ପକାଇବ । ଯଦି ନ ଜଳେ pf ଲୁଜ ଥିବ ।
Torch light re led indicator jaluni 1k/2k resistor ledra gotiaside re pakaiba ebong Anya side kauthi lagiba tike clior Kari bujhai kahibe thankyou
led ball rdpair
Easy repairing ମରାମତି ଚ୍ୟାନେଲ କୁ ଯାଅ ସେଠାରେ ସବୁ ଭିଡିଓ ଅଛି ଦେଖି କରିପାରିବ
Bhai bettery 1pic ku kete paduchhi
@@aloneking7499 27ଟଙ୍କାରୁ 30ଟଙ୍କା ମାତ୍ର
Bae.tumrtikanadhaba
Video ଦେଖି ଥିବାରୁ ଧନ୍ୟବାଦ୍
Nice