Kandhamal Ru mora samiya Ku mu full support kare au ଆପଣ ମାନେ ବି କରନ୍ତି ଆଉ ଯଦି help Kari ପାରିଲେ କରନ୍ତୁ ଆଉ ସେ video Ku ମଧ୍ୟ suspend karantu boli mu Chauchi au ଆପଣ ମାନେ ବି ଚାଉଛନ୍ତି ଯଦି like karantu au video Ku ମଧ୍ୟ share କରନ୍ତୁ ଏହା ମୋର ସମସ୍ତଙ୍କୁ ଅନୁରୋଧ।
@jeetu mishra sir bahut bahut badhiya kahele dil khush hei gala..aapan jaha bi kahele 100 ru 100 sat kahele aau aapankar bhalia aau 2/4 jan ken ken sir baharte bele aamar samaj aau desh prati surakhya mili parta ....mor samia news best of paschim odisha ❤❤❤🎉🎉🎉 Kalahandi ru full support ❤❤❤
Best news reporter Nibes panigrahi Bhai jaha karichhanti..Bhala kari chhanti.... kichhi kharap kari nahanti...B.D.O....sir nkar bhul achhi....👍 God blessed Nibesh Bhai ke Kichhi nei huye...mor samiya is a Best reporter... Nibesh panigrahi Bhai 👍
Nibesh panigrahi is a wright person.... Most honest.... Most dedicated....l personally know about him....Tanku dabaidebaku kebala udyama karuchhanti kichhi byakti.... Kintu semane kebe b safala hebe nahi.... Karana sabubele satya ra jaya ହୋଇ ଥାଏ.
Balangir patna garh meher pada Daya nidhi Meher daughter supriti meher gote dhanda wali bessya dari 20 ghaita kari income karuchi Ta birudha re case heu
Balangir ru manoj sahoo full support nibes dada is a great person he would be helping person for poor people I would be encouraged mor samiya news chanal because he was a great person and freedom fighter of paschim odisha
Very thanks jitu bhai
କଳାହାଣ୍ଡିରୁ full ସପୋର୍ଟ କର୍ମା
ପଶ୍ଚିମ ଓଡିଶାର ଗୋଟେ ନିରପେକ୍ଷ news chanel
Mor samiya
Sundargarh dist ru mor samiyake full support...
Thank you JITU MISHRA angya apanku bahut bahut dhanyawad 🙏
Thank sir
Gooooooooood mu karaput ରୁ full support@@JAGDISHBENIAN
I suport jitu mishra comments
Jay kalahandi mu support karuchhi kalahandi ru 👍
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କ ଭଳି ଲୋକ ଦରକାର
ମୋର ସମିୟା ନିଉଜ ଚ୍ୟାନେଲ ପଶ୍ଚିମ ଓଡ଼ିଶାର ଚ୍ୟାନେଲ ଆମେ ପଶ୍ଚିମ ଓଡ଼ିଶାର ୨କୋଟି ଲୋକ ମୋର ସମିୟା ର ସଙ୍ଗେ ଅଛୁ ପଶ୍ଚିମ ଓଡ଼ିଶାର ଗଣ ଆନ୍ଦୋଳନ କରବା କେ ସମୟ ନାଇଁ ଲାଗେ💪👌💯🙏
ଧନ୍ୟବାଦ ସାର୍ ବହୁତ୍ ଭଲ ଲାଗ୍ଲା ଆମେ କଳାହାଣ୍ଡିଆ ଫୁଲ୍ ସପଟ୍ କରୁଛୁ ସାର୍ 🙏🙏🙏🙏🙏🙏 ମୋର ସମିୟା ଜିନ୍ଦାବାଦ ଜିନ୍ଦାବାଦ💪💪💪💪
ନିବେଶ୍ ସାର୍ ଜିନ୍ଦାବାଦ ଜିନ୍ଦାବାଦ 💪💪💪💪
ଏକଦମ ବଢିଆ ଦାଦା.. ସବେ ସହଯୋଗ କରମା.. ନିଶ୍ଚିତ ଭାବରେ
Mui bi ❤
Andhbhakt 😂
ବରଗଡ ଜିଲ୍ଲା ରୁ full suport ଭାଇ
ନିବେଶ ଭାଇ ଜିନ୍ଦାବାଦ
ଜିତୁ ମିଶ୍ର ଜିନ୍ଦାବାଦ.....
ବରଗଡ଼ ଜିଲ୍ଲା ରୁ ମୋର ସମିୟା full Support
ବରଗଡ ଜିଲ୍ଲା ରୁ ମୋର ସମିୟା full support ✊
aame achhu Bhai Bargarh ru full support
We also support,,, from bargarh
Paikmal ru Full sapot,,,,,,
I support you ମୋର ସମିୟା ଜୟ ଆଦିବାସୀ
କଳାହାଣ୍ଡିରୁ ମୋର ସମିୟା କେ Full Support
ୱାଣ୍ଡ ସପୋର୍ଟ
Right brother
Tamar bagir murukh mane eka support Kari parba enta murukh manku
❤❤❤❤👍👍👍👍👍👍👍👍👍👍👍👍❤❤❤❤❤❤❤
@@Rayexterminatortui besi talented 😂
ପଶ୍ଚିମ ଓଡିଶା ରେ ଗୋଟେ ନିରପେକ୍ଷ news ଚେନେଲ ମୋର ସମୀୟା 👌👌👌
All Odisha cover Kara bhai❤
☪️ongress neta narsingh mishra ra chatukaar aa ho, e channel.
ପଶ୍ଚିମ ଓଡ଼ିଶାର ଏକ ନମ୍ୱର ନିଉଜ ଚାନେଲ୍ ହେଉଛି ମୋର୍ ସମୀୟା ନିଉଜ୍ ଚାନେଲ, ଆମେ ସମସ୍ତେ ମୋର୍ ସାମୀୟା news ର ନିବେଶ ଦାଦା ସାଙ୍ଗେ ସାଙ୍ଗେ ଅଛୁ,ଆଉ ଜିତୁ ସାର୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
Nuapada ru Mor Samiya ku.. Full Support 👍
କିଛି ବି ନାଇ ହୁଏ ନିବେଶ ଦାଦା ଏତେ ଦୂର୍ କେ ଚିନ୍ତା ନି କର ଇ BDO,SDPO ମାନେ ଜାନି ସରଲେ ନ ଯେ ମୋର୍ ସମୀୟା ର କେତେ ତାକତ ଅଛେ ଯେ! ଇଟା ଖାଲି ଡ଼ରେନ! ଯେନ୍ତା କି ଆମେ ଚାଷ ଜମି ରେ ଡରେନ୍ ଦେଶୁ ଫସଲ୍ କେ ନି ଖେବେ ନ ବୋଲି! ମୋର୍ ସମିୟା ❤️
ସବୁଠିକ କଥା କିନ୍ତୁ ଓଡିଶା ର News channel କହିଗଲେ ଏମାନେ reporter କେ support ନାଇଁ କରବାର ଇଟା ଦୁଃଖର କଥା
ମୋର ସମୀୟା ଜିନ୍ଦାବାଦ 🙏🙏🙏ଜୟ କୋଶଲ
ଝାରସୁଗୁଡ଼ା ରୁ ବି ଦାଦା କେ ଫୁଲ୍ ସପୋର୍ଟ ❤
Mor samya good chanel, kalahandiru Full soport
ଭରତ ଗୋଟିଏ ଗଣତନ୍ତ୍ର ଦେଶ ଏଠାରେ କହିବା ସମସ୍ତଙ୍କ ର ଅଧିକାର ଅଛି । ସାମ୍ବାଦିକ ମାନେ ହେଉଛନ୍ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। BDO sir ଭଲ ସେ ପଢିକରି ଅସବ ।
ବହୁତ ବହୁତ ଧନ୍ୟବାଦ ଦାଦା 🙏
ଜୟ ଭାରତ ଜୟ ସମ୍ବିଧାନ ଜୟ ଜୋହାର 🙏
Kandhamal Ru mora samiya Ku mu full support kare au ଆପଣ ମାନେ ବି କରନ୍ତି ଆଉ ଯଦି help Kari ପାରିଲେ କରନ୍ତୁ ଆଉ ସେ video Ku ମଧ୍ୟ suspend karantu boli mu Chauchi au ଆପଣ ମାନେ ବି ଚାଉଛନ୍ତି ଯଦି like karantu au video Ku ମଧ୍ୟ share କରନ୍ତୁ ଏହା ମୋର ସମସ୍ତଙ୍କୁ ଅନୁରୋଧ।
ଆମର କଳାହାଣ୍ଡି ରେ ବି ଏନ୍ତା ବିରପୁତ୍ର ମାନେ ଅଛନ୍ ଦେଖି କରି ଦିଲ୍ ଗଦ୍ ଗଦ ହୀ ଯାଇସି full support ଦାଦା ତମର ଲାଗି ଟଙ୍କା ତ ନେଇ ଦେଇ ପାରେ ମୁଇ କିନ୍ତୁ
ଜାନ ଭି ହାଜିର୍ ଏ ❤❤❤❤❤❤❤❤❤❤
Full support mor samiya . bargarh district
ଏନ୍ତା ସାହାସ୍ ଟେ ଦରକାର୍ ଥିଲା ଆଗ୍ୟାଁ, ବହୁତ ବହୁତ ଧନ୍ୟବାଦ୍ 💐
ଭାଇ ମାନେ ବହୁତ ସପୋର୍ଟ କର ନହେଲେ ଅଫିସର ମାନେ ଦୁର୍ନୀତି କରି କୋଟିପତି ହେବେ ଆଉ ଆମ ର ଦୁଃଖ ସରିବନି
👍
Right
ବହୁତ ଧନ୍ଯବାଦ ଦାଦା
Iam. Proud. Of. Saying. Mr. Nibes. Panigrahi. Is a very. Dedicated. And. Right. Person
ବହୁତ ବହୁତ ଧନ୍ୟବାଦ ସାର୍ ବହୁତ ଭଲ କଥା କହୁଛନ୍ତି
BDO ଲୋକର ମାନଙ୍କର ପୈଶା ଖାଉଛେ ସଲା କେ ସଂସ୍ପେନ ହେବାର କଥା ଜୟ କୋଶଲ ସମ୍ବଲପୁରୀ ଆମର ଭାଷ ଆମର ଏରିଆ ନେ ଇଂଲିଶ ନେଇ ଚାଲେ 🔥🔥ଜୁଏ ଜଲବା ନିବେଶ ଦାଦା ମୋର ସମୀୟା କଥା ଟା ପୁରା ନିଏ ମିଲୁ ଜୟ କୋଶଲ
Pita sale k... English bala k
Tume Kenta janla se paisa khaiche k nhi.. tume daucha boli khauchi
BDO ବହୁତ୍ ମାଡ଼ ଖାଇବା ନିବେଶ୍ ଦାଦା ର ଅସୁବିଧା ହେଲେ।
ମୋର ସମୀଆ news ନିବେଶ ଦାଦା ଜିନ୍ଦାବାଦ ଆଗକୁ ମାଡ଼ିଚା ଲ ଆମେ ତୁମର ପଛେ ଅଛୁଁ ❤❤❤
Mor samiya ek number news channel
@jeetu mishra sir bahut bahut badhiya kahele dil khush hei gala..aapan jaha bi kahele 100 ru 100 sat kahele aau aapankar bhalia aau 2/4 jan ken ken sir baharte bele aamar samaj aau desh prati surakhya mili parta ....mor samia news best of paschim odisha ❤❤❤🎉🎉🎉 Kalahandi ru full support ❤❤❤
ଜେନ କଥା କହୁଛନ ବହୁତ୍ ଭଲ ଲଗଲା ମତେ
କଳାହାଣ୍ଡି ରୁ ମୋର ସମୀୟା ଫୁଲ୍ଲ ସପଟ
ମୋର ସମିୟା news channel k ❤ ଧନ୍ୟବାଦ୍ 🙏🙏
Best news reporter Nibes panigrahi Bhai jaha karichhanti..Bhala kari chhanti.... kichhi kharap kari nahanti...B.D.O....sir nkar bhul achhi....👍 God blessed Nibesh Bhai ke Kichhi nei huye...mor samiya is a Best reporter... Nibesh panigrahi Bhai 👍
ଖାଲି ଯେ ପଶ୍ଚିମ ଓଡ଼ିଶାରେ ନୁହେଁ... ସମଗ୍ର ଓଡ଼ିଶା ରାଜ୍ୟରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ, ବିରୋଧ ପ୍ରଦର୍ଶନ କରିବ.. ସମୟ ଆସିଛି ଅନ୍ୟାୟ ବିରୁଧରେ ଲଢୁଥିବା ଜଣେ ଭାଇ କୁ ସମର୍ଥନ ଜଣେଇବାର..
ମୋର ସମିୟା ଖାଳି ଗୁଟେ news channel ନେଇ ସେ ଇଟା ଦୁର୍ନୀତି ଉପରେ ପରଦା ଉଠାବାର ପ୍ରାୟାସ @morsamiya #morsamiya ନିବେସ ଦା UR GREAT I SUPPORT YOU
Mor samiya k aame full support karmu
Full support ଏ ତମକୁ, QR CODE ଦିଅ ପଇସା ପଠାମୁ କେତେ ଲାଗବା ଯେ କହ।
Gariba nka kama re lagao se paisa. Chora mananka upare nuhe
@smrutiranjanparida9766 BDO ଚୋର ଏ, ମୋର samiya ଭାଈ ଭଲ ଲୋକ ଏ
Abhi panda jt pailu k re
@@jhasketanmeher1379 ବେକାରୀ ଅଛେ, jt ବେଲେ କାଣ। ଏ ବୋ ମେହେର ଭ।ୟା
ରାୟଗଡା କମେଣ୍ଟ ତରପରୁ ମୋ ସମୀୟା sir ଙ୍କୁ Full Support ❤❤❤❤💪💪💪💪💪💪💪💪💪💪💪💪💪
ଗାଇସିଲେଟ ବ୍ଲକର ବରଗଡ ଜିଲ୍ଲା ରୁ ମୋର ସମିୟା full support ✊
Good news sir I'm very happy
Thank you Jitu Mishra daa
ନବରଙ୍ଗପୁର ଜିଲ୍ଲାରୁ ମୋର ସମିୟ କେ Full support ❤❤❤
Mor samiya good channel❤❤❤❤
ବହୁତ୍ ବଢିଆ ଦାଦା ରାଇଟ୍ କଥା
ମୋର୍ ସମିଆଁ ସାଂଗେ କୋଟି କୋଟି ଲୋକ୍ ଅଛନ୍
ଡର୍ବାର୍ ନାଇଁନ
ବଲାଙ୍ଗିର ଜିଲ୍ଲା ରୁ ମୋର ସମିୟା କେ full support 🎉❤
#I_Love_Reporter mor samiya one of the best news channel in odisha❤
Right Good your speech Brother 👍💯
Ame A6u Tumar Sange Vote For Mor Samiya
ବହୁତ ବହୁତ ଧନ୍ୟବାଦ ଜିତୁ ଦାଦା ଆମେମାନେ ସମସ୍ତେ ଅଛୁ ଚିନ୍ତ୍ତା ନାଇଁ କର
ବରପାଲି ରୁ ସୁବାଷ
ଫୁଲ ସପଟ ମୋର ସମୀୟା 👍👍👍👍👍👍👍👍
Nibesh panigrahi is a wright person.... Most honest.... Most dedicated....l personally know about him....Tanku dabaidebaku kebala udyama karuchhanti kichhi byakti.... Kintu semane kebe b safala hebe nahi.... Karana sabubele satya ra jaya ହୋଇ ଥାଏ.
ଜୁହାର ଆଜ୍ଞା ମୋର ସମିୟା କେ ମୁଇଁ ବି ତମର ସାତ । ଜୟଶ୍ରୀ ରାମ
ନିବେଶ ଦାଦା ସପୋର୍ଟ ରେ ବାହାରି ଥିବାରୁ ଆପଣଙ୍କୁ ବହୁତ୍ ଭଲ ଲଗଲା ମୋର୍ ସମୀୟl zindabaad 👍👍🙏
Kalahandi Full support mor samiya nibesh daa lagi ✊
ମୋର ସମିୟା କେ ନବରଙ୍ଗପୁର ଜିଲ୍ଲାରୁ ଓ ବଲାଙ୍ଗୀର ଜିଲ୍ଲାରୁ Full support ❤
Sundargarh ରୁ Full Support "Mor Samiya" ନିଶ୍ଚେ ବାହାରବା ଦାଦା, ଜୟ ମା ସାମଲେଇ ❤
Nuapada district ru full support ❤😢 I❤️U ମୋର୍ ସମିୟା 🙏🏾🙏🏾🙏🏾🙏🏾
Ame tumar Sange achu daa❤
ସୋନପୁର୍ ଜିଲ୍ଲା ରୁ ମୋର ସମୀୟ କେ full support
କଳାହାଣ୍ଡି ରୁ ମୋର୍ ସମିୟା କେ Full Support ❤
ବଲାଙ୍ଗୀର ଜିଲ୍ଲା ରୁ ମୋର ସମିୟା full support
କାହିଁ ଗଲେ ସେ ନେତା ମନ୍ତ୍ରୀ ମାନେ ଯାହାର କି ଅସୁବିଧା ଅଭିଯୋଗ ରେ ମୋର ସମୀୟା ସାଥ ଦେଶୀ ସେ news k ଲୋକ ଲୋଚନ k ansi ଆଉ ଏବେ ମୋର ସମୀୟା ଉପରେ ଏତେ ବଡ ଘଟନା ଟେ ହେଲା ନ fer b se ନେତା ମନ୍ତ୍ରୀ ମାନେ kahar ଦେଖା ନାଇ
ଶିତ୍ ମାସେ କମଳ udhi କରି ସୁଇଛନ bodhe....
କଲାହାଣ୍ଡି, ଧର୍ମଗଡ ଵ୍ଲକ ରୁ ମୋର full saport ଅଛେ।
ଆଜ୍ଞା, ମୁଇଁ ବେଲପଡ଼ାର। ଆଜ୍ଞା ଇ ଅଞ୍ଚଳରେ ଦୁର୍ନୀତି ଆରୁ ଭ୍ରଷ୍ଟାଚାର ଠେସି ହେଇକରି ଅଛେ। ସେଠିଭିତରୁ ମୁଇଁ କେତେଟା ଉଦାହରଣ ଦେମି 1- ଆଜ୍ଞା ଏଠାନୁ ବେଆଇନ ଭାବେ ଦାଦନ ଚାଲାଣ ହେସି 2- ବେଲପଡା ବସ୍ତିରେ ବେଆଇନ ଭାବେ ମଦ, ଗଂଜେଇ ଇତ୍ୟାଦି ବିକ୍ରି ହେସି। ଆଜ୍ଞା, ଇସବୁ ପୋଲିସ ଆରୁ ପ୍ରଶାସନ କେ କାଣା ଜଣା ନି ନ କେଁ ? ଆଜ୍ଞା, ଦୁର୍ନୀତି ଆରୁ ଭ୍ରଷ୍ଟାଚାର କେ ପହେଲା ପୋଲିସ ଆରୁ ପ୍ରଶାସନ ସପୋର୍ଟ କର୍ସନ...
Balangir patna garh meher pada Daya nidhi Meher daughter supriti meher gote dhanda wali bessya dari 20 ghaita kari income karuchi
Ta birudha re case heu
@@manoj-jb5lkjia Jana vi hela tor kaA g###d fatuchhe,semane Tora bhauni je Tate badhuchhi
@@manoj-jb5lkheta tar personal problem bhai
@@lokanathbishi8642 are bhai mo sathire fraud kari 15 lakh neiche
@@manoj-jb5lk kichhi proof achhe bele FIR te dei dia se sabse best heba👍👍👍
Balangir ru manoj sahoo full support nibes dada is a great person he would be helping person for poor people I would be encouraged mor samiya news chanal because he was a great person and freedom fighter of paschim odisha
#I_Love_Reporter Nibesh Da
Mor Samiya jindabaad ❤️🙏 we are always with Mor Samiya ❤️🙏🙏🙏🙏
Right ame Kalahandi nu full support Jai ho mor samiaya
Jharsuguda ru MOR SAMIYA k full support 👍👍👍👍👍
We support you always mor samiya reporter team🙏🙏🙏
Thank you jitu sir,🙏Mor Samia jindabad, BDO paglei galana,Nibesh Panigrahi lagi jagannath achhan🙏Nibesh sir🙏
Balangir district Nibesh dada ke full support i love mor samiya
ସୋନପୁର ଜିଲ୍ଲା ରୁ ମୋର ସମୀୟା କେ full support
Mor Samiya Is Odisha Best Channel ❤️🙏❤️👍
ବରଗଡ଼ ଜିଲ୍ଲା ନୁ ଆମେ ସଭେ Full Support karu ଛୁଁ
(Mor Samiya channel ke aau Nibesh panigrahi Sir ku👍)
Bargarh ra samku pachreichha ge, support karuchan ki nei j, kuch v comment karta hai pagal😂😂😂
Nibesh dada jane sangrami reporter amar full support achhe ❤️ from Kalahandi
Salute you dada,tamar katha suni Kari jahar dihe khun thiba sabhe jagiuthbe.hethur bhi ni jagbe bele kanje munush re gabana hebe ? !
Wright sir 🙏💯
Kanaho mor samiya k suport karu chha ta
ତରଭା ରୁ ଫୁଲ ସପୋଟ ନିବେଶ ଦାଦା
#ମୋରସମିୟା
Right right right ❤❤❤
ସମସ୍ତଙ୍କୁ ପହେଳା ବହୁତ୍ ଧନୟବାଦ୍ ଏଥିର୍ ଲାଗି ଯେ ତମକୁ ସବୁ ଦିଶୁଛେ ହେଲେ ଯେତେ ଖରାପ୍ ବି ହେଇ ଥାଇ ସେ SDPO ଆଉ BDO ସେମାନେ କିଛି ନା କିଛି ପଢି କିନା ହି ସେମାନେ ସେ Position କେ ଯାଇଛନ ଜଣେ ସାଧାରଣ ଲୋକ ର କହେବର୍ ଅଧିକର୍ ଅଛେ ହେଲେ direct ଚୋର୍ ବଳି କିନା କହେବର୍ ଟା ବି ଭଲ ନି ସେ ଆଉ ଯଦି ତମେ ମାନେ ବି ବୁଝି ପାରସ୍ ବେଳେ ମୋର କଥା କେ ବି ବୁଝ ମୁଇ ନି କହେବର୍ କି ନିବେଶ୍ ଖରାପ ବଳି। ଯଦି ହେ ନିବେଶ ହେତେ ଅସମ୍ମାନ ନି କରି ଥିତା ବେଳେ ବି ଏତେ କଥା ନି ବାହାରି ଥିତା। ଲୋକ ମଙ୍କର ଲାଗି ଭଲ କରୁଛେ ମନୁଛୁ ହେଲେ ଜଣେ କେ ଏତେ ଖରାପ କହେବାଅର୍ ଅଧିକର୍ ନି ନ । ଆଉ ଯେନ୍ ମିଡ଼ିଆ ବାଲା ହେଇଛେ ବେଲେ କେନୁ ଏତେ ପଢ଼ି କିନା ଆସିଛନ। ସେ ଜଣେ ଖାଲି ସାଧାରଣ RUclips Creators ନିଜର୍ Contain ର ଲାଗି ଲୋକର୍ Image ଖରାପ୍ କରୁଚନ୍ ।
First like share And Comments 🙏🔥💗🔥 Love You Sir... 💗🙏
Thank you brother
ଜୟ ମୋର ସମିୟା ।। ଜୟ କଳାହାଣ୍ଡି ।।
ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆପଣଙ୍କୁ ଆଜ୍ଞା ❤
We are full support to Mr.panigrahi
Thank you sir 🙏🙏🙏 bahur sundar katha kahuchan
Full support 🙏❤️🥰 mor samiya jindabad 💪
Right kahela dada ❤❤❤ sabe support karma dada
Right 🙏
ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଅଫସୀର ରାଜ ବନ୍ଦ କର ମିଡ଼ିଆ ଭାଇ ଲାଗିପଡ଼
Thank you bhai
Thank you Jitu Mishra brother I am with you and we are support mor samiya news chanal God bless you don't worry I'm with you
ନିବେଶ କେ ଆରେଷ୍ଟ କରବାର ଆଗରୁ 100 ଥର ଭାବବେ, କେଜେ କି ସବୁ ଲୋକଙ୍କର ସମର୍ଥନ ଅଛେ
ପ୍ଲଜ଼ ଓଡିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ନିବେଶ ଦାଦା କେ ସପୋର୍ଟ କରନ୍ତୁ 🙏🙏
Full saport dada 👍🙏