Ebe v bjd mla jeunti jitichhanti, durniti bahut heuchhi. Aama champua constituency re v bahut durniti heuchhi. Mines manankaru labour sabu chhatei kari malemaal heuchhanti bjd neta mane. Telkoi mla pari heba darakar, sabubele janatanka heeta kama karanti.
ଆଗ ସରପଞ୍ଚ ସ୍ୱାମୀ ଙ୍କୁ ଗିରଫ କରାଯାଉ ଜଣାଯାଉଛି ସେ ହିଁ ମୁଖ୍ୟ ଅଭିଯୁକ୍ତ l
ଲେଲିନ ବାବୁ ଆପଣଙ୍କ ପରିବାର ରେ ଏଭଳି ଘଟଣା ହେଇଥିଲେ କଣ ଆପଣ ଏଭଳି ରାଜନୈତିକ ଟିପଣୀ ଦିଅନ୍ତେ
ଲେଲିନ ଗଟେ ମଣିଷ ନୁହେଁ.... ଡକାୟତ ଚୋର... ଟାଉଟର
ସରପଞ୍ଚ ସବୁ ଜାଣିଶୁଣି କରିଛି
ପୂର୍ବ ଦୁର୍ନୀତି ତଦନ୍ତ ବିଳମ୍ବ ହେବାରୁ ଏମିତି ହେବ।
ଶିବ ପ୍ରସାଦ କୁ ଗିରଫ କର
BJP ସରକାର ରେ ଥାଇ ଯଦି immediate ଦୃଢ ଆକ୍ସନ ଦୋଷୀଙ୍କ ବିରୁଦ୍ଧରେ ନିଆ ନଜାଏ ତେବେ BJP ସରକାର କୁ ଲୋକ ଘୃଣା କରିବେ ଏହାକୁ ଧ୍ୟାନ ରେ ରଖି ମୋହନ ସରକାର କାମ କରନ୍ତୁ ଏବଂ ୨୫ ବର୍ଷ BJP ଶାସନ କରିବା କୁ ଆଶା ରଖନ୍ତୁ ନଚେତ୍ ,୫ ବର୍ଷ ପରେ ଢୋ please be mind it BJP ଦଳ ଆଗ ଲେନିନ କୁ ବାନ୍ଧ
ବିଧାୟିକା ଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ନାରକୀୟା ଘଟଣା ନାରୀକୁ ଅପମାନ ର ଅର୍ଥ କଣ MLA madam ପ୍ରତ୍ୟକ୍ଷ ମନ୍ତବ୍ୟ ରଖନ୍ତୁ.
Se sarapancha nku jaldi arrest karajau.... please 🙏
ଜଣେ ନାରୀ କାହାର ମା , କାହାର ଭଉଣୀ , କାହାର ସ୍ତ୍ରୀ , କାହାର ଝିଅ ଇତ୍ୟାଦି... ସଂସାର ରେ ନାରୀର ସମ୍ମାନ ହେଉଛି ଶ୍ରେଷ୍ଟ ସମ୍ମାନ ଅଟେ , ନାରୀ ବିନା ଏ ଦୁନିଆ ଅର୍ଦ୍ଧ ସମ୍ପନ୍ନ । ଏ ସଂସାର ର ସମସ୍ତ କୁ ଅନୁରୋଧ କରୁଛି , ନାରୀ ର ସମ୍ମାନ କରନ୍ତୁ , ପ୍ରଭୁ ଜଗନ୍ନାଥ ସ୍ବାମୀ ଆପଙ୍କର ମଙ୍ଗଳ କରିବେ । ଜୟ ଜଗନ୍ନାଥ
ବାଃ ବାଃ ରେ ଲେଲିନ ମହାନ୍ତି,ଏହି କଥାକୁ ନେଇ ରାଜନୀତି କରା ନ ଯାଉ,ବହୁତ ଭଲ କଥା କହିଲ, ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନେ ତୁମ ଦଳର ନୁହନ୍ତି, ଭଲ ସଫେଇ ଦେଇ ଜାଣିଛ
ସବୁର ମୂଳରେ ପ୍ରମିଳା ମଳିକ୍, ଖରାପ ନେତ୍ରୀ ହିସାବରେ ବିଜେଡିର Assets
ଯାହା ହେଉ ନା କାହିଁକି, ସେ ଘଟଣା ସତ୍ୟ ଅଟେ, ସେ ଜଣେ ମହିଳା। ନିଜକୁ ଲଜ୍ଜ୍ୟା ଅନୁଭବ କରିବା କଥା।
ଲେନିନ ବାବୁ ଆପଣ ତ ବାହାପିଆ ବନାନ ଦେବାରେ ମାହିର ।ଜଣେ ମହିଳାଙ୍କୁ ଆକ୍ରମଣ ହେଲା ଆପଣ ଆକ୍ରମଣ କାରି ଆମ ଦଳର ନୁହେଁ ,କେଉଁ ମୁହଁରେ କହି ଖସି ଯାଉଛନ୍ତି😮।ଏହା କଣ ମା କୁ ସମ୍ମାନ। ଅନ୍ତତଃ ପକ୍ଷେ ଦୋଷି ଦଣ୍ଡ ପାଉ ତ କରିପାରିଥାନ୍ତେ ।
ଜୀବନରେ କେବେ ଲେନିନ ମହାନ୍ତି ୱାର୍ଡମେମ୍ବର ହୋଇନାହିଁ, ନାଁ ବିଦେଶୀ ତେଣୁ ତାଙ୍କଠାରୁ କିଛି ଭଲ ମନ୍ତବ୍ୟ ଆଶା କରାଯାଇ ପାରେନା.
Lelin ବାବୁ ଜଣେ ଭାଦୁଆ ନେତା
Pandian ra ଚାକର
MLA କାହିଁକି ଚୁପ୍
ଦେଖାଜାଉ କଣ ନ୍ୟାୟ ମିଳୁଛି
ଏହି ଭଳି ନେତାଙ୍କ ପାଇଁ ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ହାରିଛନ୍ତି , ଏହା ଏକ ନିନ୍ଦନୀୟ ଅପରାଧ, ଏମିତିକା ଲୋକଙ୍କୁ କଠୋର ଦଣ୍ଡ ଦିଆଯାଉ ଆଉ ସେ ସରପଞ୍ଚ କୁ ଭି, ଜଣକର ଅଧିକାର ଥାଏ rti ମାଗିବାର ତମେ ଯଦି ସବୁ ଠିକ୍ କରିଥିବ ତେବେ ଅସୁବିଧା କଣ rti ମାଗିଲେ ପ୍ରୋବଲେମ୍ କିଛି ନାହିଁ. ଯିଏ ଜଉ ପାର୍ଟି ର ହଉନା କାହିଁକି ଆଇନ ସମସ୍ତଙ୍କ ପାଇଁ ସମାନ ଆଉ ନାରୀ ଙ୍କୁ ଏମିତିକା ବେବହାର ଠିକ ନୁହେଁ ଏମିତି ଦଣ୍ଡ ମିଳିବା ଦରକାର ଯେ ଆଉ ଯେମିତି ଏହିପରି କରିବାର କାହାର ସାହାସ ହବନି, ଏମିତିରେ 5t କାମ ସବୁ ଦୁର୍ନୀତି ଚାଲିଛି ସରକାର ଆଗେ ଏଥିରେ stay ଅର୍ଡର୍ କରି ଯାଞ୍ଚ୍ କରୁ, ବେଶୀ କରି, ଭଦର୍କ, କେନ୍ଦ୍ରାପଡ଼ା ଆଉ ଯାଜପୁର
Pramia malick dali chorani
Rti commission should look into matter and action may take those who are violate to represent rti information
Etiki request se Dita nku non bell karajau
God bless u maa🎉
Daali chorani 😂😂😂😂
ଲେନିନ ମହାନ୍ତି ଏ ବିଜେଡି ଭାଡ଼ିରେ ତୁମେ ତ ଏବେ ଏବେ କିଛି ପଇସା ନେଇ ଆସିଛ କିଏ ବିଜେପି କିଏ ବିଜେଡି କର୍ମୀ ତମେ କେମିତି ଜାଣିଲ.
ନିଜ ସମ୍ମାନ ନିଜେ ବଞ୍ଚାଅ
Sarpanch ku agge arrest karajau.
Bjp government take action immediately.... Same yogi model encounter & 🚜🚜🚜🚜🚜🚜🚜
ଡାଲି ଚୁରୁନୀ ମୁଁହ କାହିଁ କି ଚୁପ୍ ତା ମୁଁହରେ ଗୁଇଥା ମାର
Yaku kuhajae Jajpuria rajnit
ସରକାର ନଥାଇ ଯଦି ଏତେ ଉଦ୍ଧତ୍ତ ତେବେ ସରକାର ଥିବାବେଳେ କଣ ହେଉଥିବ ଭାବନ୍ତୁ, ବହୁତ ଉଦ୍ଧତ ହେଇଗଲେଣି.
Ea pramila mallik ea gote kancha bedha bidhayak
Haire mg peleipua
Aama vikasita odisha 🤬
ଭଲ ବୁଦ୍ଧି 😂😂😂😂
Strictly action should be immediately taken 😡😡😡😡😡
ସରପଞ୍ଚ ଙ୍କ ସ୍ବାମୀ ନା ସ୍ତ୍ରୀ ର ସ୍ବାମୀ
ଏ ଲୋକଟା କୁ ପୋଲିସ ଆରେଷ୍ଟ କାହିଁକି କରୁନାହିଁ ।RTI ତଥ୍ୟ ରେ ଏମାନଙ୍କର ଚୋରି ଧରାପଡ଼ିବା ଥୟ ।ତଥ୍ୟ ଦେବାରେ ବିଳମ୍ବ , ଟାଳଟୁଳ ପାଇଁ PIO କୁ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।ତଥ୍ୟ ମାଗିବା ଲୋକ ତଥ୍ୟ ପାଉନାହିଁ ,ଦୁର୍ନୀତି ସଂପୃକ୍ତ ଲୋକ ଜାଣିଲେ କେମିତି ।ଏହା ବିଶ୍ୱାସ ଭଙ୍ଗ ଓ ଜନ ,ଆଇନ ବିରୋଧୀ କାର୍ଯ ।ଏଥି ପାଇଁ ସଂପୃକ୍ତ ଅଧିକାରୀ ଙ୍କୁ ଦଣ୍ଡିତ କରାଯାଉ ।
Ex CM see it What is this?
ଲଜ୍ୟା
Dali choroni sarapanch au bjd neta nku. Arest karajau
Court ku anurodh bell na debaku .
Dali chorani kou dina arrest heba
କେତେ ଦୁର୍ନିତି କରିବୁ ଆଉ...
Dali chorani sabura mula
Sister kichi heiparibani
A samaste choraa
Kou sarakara kichi kariparibani
ଆମ୍ବଟାକୁ ପାଇଁ ଜୋରରେ ପାଟିକରୁଥୀଲେ ସେହିପରି RTI ମାଗିଲେ ଫାଟୁଚି
RTI Data kn actually??
Bhala heichhi bjd harichhi nahele gunda giri badhi jai thanta.
Police jail ku pathau ...surakhya dia jauu
Sarapancha swami ku kain chardahauchi
Bjp kn das karuchi
Ea heuchhi maa ku sanman
Sabu jagare ei sabu hauchi Khali gote video viral heigola to action nio,
System change karo, law strict karo
ଗିରଫ ହେଲେ ଲାଭ କିଛି ନାହିଁ ଜେଲ୍ ଯିବା ଦୂର , ଘରେ ବସି ବେଲ୍ ମିଳିଯିବ। ଦଣ୍ଡ ବିଧାନ ବହୁତ ଦୂର।
Mahan sarakar aji parjanta Dali churaku kahiki dharunahanti aha mahan sir last time re dusi hebe Ehahi satya
Se toka ku jail re purajau atleast 10 years. Pura size heijibe
Dali chorani mukhyansare achi,taku arrest karajau....
Sarapancha menvilian
Sabu chora dalal tautor dakayat neta, officer jail jibe kebe ?? Bjp action neba ku daruchi ki 😂
ସବୁ ଡାଲି ଚୋରଣୀ ଖେଳ
Pramila madam kimba BJD pravakta kichi ta kaha
Abe Kuha odia asamita thik a6i boli
Dali chorani ajji news re dekhi akhi trupta heigala.Sarapanch Husband Sibaprasad Ku arrest kari 3rd digree deba darkar.
Sarpanch pura matrare aachhi
Sola manko hato kati deo
Kalpna kari hauni,aieta odisha na West Bengal ? Sathik tadant kari turanta samprukta Anya Debi debataa manka Puja path aarambh karaajau
😮😮😮😮😮😮😮😮😮
BJP sarkar odisha
Uvaya case daba ta hauchi police ra chal.
Abea bi police ra BJD prite jaeini.
Jadi officer raj band n huaa BJP sarkar ra 2029 rea expari hab
Kanun dhila
A Sabu BJd gunda sarapancha bi samil achi jaldi arrest karajau selokaku nay milu jay Jagannath 🚩🙏
Bhari roll kare dalichorani
Bedha pramila tora sesasamaya asigala
Siba prasad ratha khaibu mada
Lelin babu apankara maa bhauni achanti ki nahi apanka ghare , apanakra asabu chale bodhe.
Ebe v bjd mla jeunti jitichhanti, durniti bahut heuchhi. Aama champua constituency re v bahut durniti heuchhi. Mines manankaru labour sabu chhatei kari malemaal heuchhanti bjd neta mane. Telkoi mla pari heba darakar, sabubele janatanka heeta kama karanti.
Are se maghya sarpancha stree ku aniki rasta re langala kara dekhiba se maghya kn karuchi... rti magile gandi re niaa lagigala maghya
se salanku chadiba katha nuhein
Dhali chorani ku girab kara age.
Dali chorani ku arrest kara
Bjd kete swachha re dalchurni bedha