Hmm kintu machine ra output 10000 volt haba darkar , ta pain battery bada darkar , au solar panel bhi bada darkar ta apananku 25 -30 thousand bhitare padiba
Apana mo anurodh rakshya Kari mote ehi bisayare abagata kareithibaru anek anek dhanyabad kintu keun company ra jinisa nebi janei dele autike khusi laganta
ସମ୍ବିଧାନ ପ୍ରତ୍ୟେକ ନାଗରିକ କୁ ସ୍ୱାଧୀନତା ଦେଇଛି ,କିନ୍ତୁ ଚାଷୀ ଙ୍କୁ ଦେଇନି,କୌଣସି ଚାଷୀ ବିପଦ ମୁକ୍ତ ଚାଷ କରିପାରୁନାହିଁ। ଚାଷ ପାଇଁ ଯେତିକି ଶ୍ରମ,ଅର୍ଥ ବ୍ୟୟ ନହଉଛି।ସୁରକ୍ଷା ପାଇଁ କେଇ ଗୁଣ ଶ୍ରମ ଓ ଅର୍ଥ ବ୍ୟୟ କରିବାକୁ ପଡୁଛି ।
ବହୁତ ଭଲ ପଦକ୍ଷେପ
Bahut Sunder apananka kariya
2.5 ଏକର ପାଇଁ କେତେ ଟଙ୍କା ଲାଗିବ
ଜୟ ମା ଭଗବତୀ ଜୟ ଜଗନ୍ନାଥ
Jay Jagannath
Better to say Jaya Kishan or Long live Orissa Agro scheme.
ଭଲପଦକ୍ଷେପ
ଝଟକା ସୋଲାର panel mecin କେତେ ଟଙ୍କା ପୁରା ସରଞ୍ଜାମ , କହିଲେ ଭାବୁଛି ଭଲ ହୁଅନ୍ତା
10-15 thousand bhitare
Solar fancy କେତେ ଦାମ ପଡୁଛି
Rabivai best
ଅଜା ❤️
Ati sundar prayas
ଭାଇ 2ଏକର ଜାଗା ପାଁଇ କେତେ ଖର୍ଚ୍ଚ ହେବ
ଆପଣ ଙ୍କ ପାଲଥିନ ଘରର ଗୋଟେ ଭିଡ଼ିଓ କରନ୍ତୁ ଓସାର ଲମ୍ବା ଉଚତା ପଲିଥିନ ର ଓସାର ଲମ୍ବା କୋଇଠୁ anile
୩ ଏକର ପାଇଁ କେତେ ଟଙ୍କା ଲାଗିବ ଆଉ ଓଡ଼ିଶା ରେ କଉଟିମିଳିଵ ଟିକେ କହିବେ
ଏଇ ସୋଲାର ପ୍ୟାନେଲ କରି ବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ
Elephant(HATI) daauru rakhya hoi pariba ki ?
Han hei pariba kehi bi
😂 dhanyawad rabi babu.
Very nice tips for farmers
Thanks
ଆଜ୍ଞା ନମସ୍କାର , ମୋ ଜମିର ପରିମାଣ ୪ ଏକ ର । ଏହାର ଚତୁର ପର୍ଶ୍ୱରେ ତାର କଣ୍ଟା ବାଡ ଦିଆଯାଇଛି । ଏହାକୁ ସୋଲାର ଝଟକା ମାରିବା ପାଇଁ ବ୍ୟବହାର କରିପାରିବ। କି? ଏବଂ ଏଥି ପାଇଁ କେତେ ପାୱାର ସୋଲାର ପ୍ୟାନେଲ ସହିତ କେତେ ପାୱାର ଝଟକା ମେସିନ ଆବଶ୍ୟକ ପଡିବ।
Jhatka machine Amazon flipcart re miluchi.very easy RUclips re jhatka machine search karantu baas solution paijiba.
ଭାସ୍କର ଚନ୍ଦ୍ର ସାହୁ କୁମ୍ଭୀଲୋ ଖୋର୍ଦ୍ଧା
ମେସିନ୍ ରେ ଲାଗି ଥିବା କାଚ ସିନ୍ଦୁର ୨ ରୁ ୩ଦିନ ହେବ ଲାଗିଛି ଆପଣ କହୁଛନ୍ତି ୫ ରୁ ୬ ବର୍ଷ ହେଲା ଲଗେଇ ଲେଣି😅😅😅😅
Are ଭାଇ ବିଶ୍ଵକର୍ମା ପୂଜା ରେ ଆମର ସବୁ କିଛି ପୂଜା ହୁଏ ହେଲା , ଟିକେ ତ ଚିନ୍ତା କର
Encourage na kari Faltu message diantu nahi
Han bhai augote katha hati control hebapai output kete heba darkar au kete tanka lagiba
Hmm kintu machine ra output 10000 volt haba darkar , ta pain battery bada darkar , au solar panel bhi bada darkar ta apananku 25 -30 thousand bhitare padiba
Apana mo anurodh rakshya Kari mote ehi bisayare abagata kareithibaru anek anek dhanyabad kintu keun company ra jinisa nebi janei dele autike khusi laganta
@@krishnachandrapatra944Amazon flipcart re search kariparibe
Night re kama deba ki
Hmm
1 acer ku pakha pakhi kete price asiba
10-12 thousand
Sir solar fencing machine kouthi miliba dayakari abagata karantu
Google re search karantu apananku bohut company milijibe, but dekhiki kinibe fraud ହେଇପାରେ
@@rabiorganicfarming aapana kouthu kinithile aau kou company ro sir
Price kete
Mausa Tamara farm ta Kauti achi
ମିଛ ପ୍ରଚାର ପ୍ରସାର କରିବା ମନା
ଦୁଇ ଏକାର କୁ କେତେ ଟଙ୍କା ଲାଗିବ ଭାଇ.....
Solar machine 2700 Amazon,clutch wire 10 kg 2600 panel 1800
Gote machine 20 acre ru 30 acre hei pariba
Sir ei jinisa kuti miliba
ବାଉଁଶ କେତେ ଥର ବଦଳଉଛ
ଭାଙ୍ଗିଲେ ବଦଳୁଛି
ଆପଣ ଙ୍କ ଠିକଣା ଓ ମୋବାଇଲ ନମ୍ବର ଲିଙ୍କ ରେ ସେୟାର କରନ୍ତୁ 🙏🙏🙏
Kethay tanka khachha hela
6500
ମଣିଷକୁ ଧକ୍କା ଲାଗିବକି?
Hmm tike tike
ପଷ୍ଟ କରେଣ୍ଟ ଖାଇଲେ ମରୁନାହିଁ 'ନ୍ତି ତ
ADVATAEG MO
MOBAIL RE DIANAHIN NACHET MU COMPLEN DEBI OR. SIM CHENGE
KARIDEBI
Bhai Amar makoda Haryana
Okk
2200 running feet boundary pain ketey tanka kharcha heba...moro 6 ft height rey ChainLink fencing achi.. kan kari heba tikey kahibey.
12 - 13 thousand
JayJagànath
Jay Jagannath 🙏
ଏହି ଚାଷୀ ଜଣକ ଠିକ୍ ଭାବରେ କଥା କହିପାରୁ ନାହାନ୍ତି ଏଭଳି ଲୋକ ଦ୍ବାରା ଝଟକା ମେସିନ ବିଷୟରେ ଭିଡିଓ ପ୍ରସାରଣ କରିଲେ ଲୋକ ଠିକ୍ ଭାବରେ ବୁଝିପାରିବେ କି?
Not sendha, it is sandha
Bhai dedha ekara jami pain solar panel+machine+battery+were+khunti misi mote kete tanka kharcha heba dayakari janantu
10- 12 thousand , jadi tike bhala battery use karibr
Thanks bhai
Bhai price kete asibo
Depends apananka requirment ଅନୁସାରେ
ଭାଇ ଖାଲି ଆମର ଖାଲି ବାରହ୍ ଖେତି କରୁଚି। ସିଙ୍ଗିଲ ତାର ରେ ତିଆରି କଲେ ହେବ ନ ନାହିଁ
Haba
Khali phase re
ରାତିରେ ବି କାମ କରିବ କି
Hnm
Bhai loukaysan kawti ples phone no dianto
Tuma address ta kouthi
Jajpur, Odisha
Jajpur ra proper address kuhantu
I am from jajpur
Dulakhapatana, Bandalo, Korai jajpur Odisha 755025
@@rabiorganicfarming ok
ମୋର ମାଙ୍କଡ଼ ମାନେ ବହୁତ problems କରୁଛନ୍ତି ଆପଣଙ୍କ contact ମୋବାଇଲ ନମ୍ବର ଦିଅନ୍ତୁ