‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

Поделиться
HTML-код
  • Опубликовано: 20 окт 2024
  • #ମୋବାଇଲ୍_କାଳ_କଲା
    କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #LordBalabhadra #JayJagannath #PuriAccident #ChariotsOfGod #OdishaReporter

Комментарии • 154

  • @balaramnanda9224
    @balaramnanda9224 3 месяца назад +44

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

    • @be_human23
      @be_human23 3 месяца назад

      ଦଇତାପତି

  • @rathabehera7554
    @rathabehera7554 3 месяца назад +35

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

    • @sadasibarath5472
      @sadasibarath5472 3 месяца назад +1

      Puri mandir Puri panda mankara bopa sampati tanka pai niyam kanoon kichi nai

  • @janmenayak625
    @janmenayak625 3 месяца назад +22

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @MNanda-fv8sc
    @MNanda-fv8sc 3 месяца назад +1

    Jay jaganntha ❤parbhu Balabhadra gi ki Jay ho

  • @bijayapppradhan4563
    @bijayapppradhan4563 3 месяца назад +23

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @dillipmohanty1000
    @dillipmohanty1000 3 месяца назад +29

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @BijayKumarGhanaoffical
    @BijayKumarGhanaoffical 3 месяца назад +39

    ପୁରା ସତ କଥା କହି ଛନ୍ତି 👍

  • @radhakrishnapatra852
    @radhakrishnapatra852 3 месяца назад +55

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

    • @mahadevkasebak6794
      @mahadevkasebak6794 3 месяца назад +1

      Right 😢

    • @niranjanandsaraswatisarasw5439
      @niranjanandsaraswatisarasw5439 3 месяца назад

      Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

    • @pragnyapatra3593
      @pragnyapatra3593 3 месяца назад

      True

    • @rrsvlogs44
      @rrsvlogs44 3 месяца назад

      ସତ କଥା

    • @deviprasad8319
      @deviprasad8319 3 месяца назад +1

      ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @NrusinghaCharanRatha
    @NrusinghaCharanRatha 3 месяца назад +16

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @mitalinayak779
    @mitalinayak779 3 месяца назад +1

    Right

  • @Sasmita-wt5gh
    @Sasmita-wt5gh 3 месяца назад +8

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @maheshpadhan4462
    @maheshpadhan4462 3 месяца назад +11

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @Sinusahoowd2dm
    @Sinusahoowd2dm 3 месяца назад +16

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @harekrishnatripathy7344
    @harekrishnatripathy7344 3 месяца назад +9

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @kkpattnaik4511
    @kkpattnaik4511 3 месяца назад +8

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @ramakantmahanta6994
    @ramakantmahanta6994 3 месяца назад +10

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @ramachandrapanda7858
    @ramachandrapanda7858 3 месяца назад +1

    🙏ବହୁତ ସୁନ୍ଦର ଉପଦେଶ ।
    ବନ୍ଦେ ମାତରମ୍ ।

  • @santoshbehera1687
    @santoshbehera1687 3 месяца назад +5

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @dilipkumarjena4458
    @dilipkumarjena4458 3 месяца назад +6

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @soansarvesgochhayat6215
    @soansarvesgochhayat6215 3 месяца назад +13

    କେବଳ ମୋବାଇଲ

  • @Shripatitapabana
    @Shripatitapabana 3 месяца назад +3

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @RamdhanSingh-p7n
    @RamdhanSingh-p7n 3 месяца назад +3

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @rathabehera7554
    @rathabehera7554 3 месяца назад +6

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @sisirrana9188
    @sisirrana9188 3 месяца назад

    ଭକ୍ତ ମାନଙ୍କୁ ମୋବାଇଲ୍ ମନା
    କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ
    ଏଇତ ବଡ଼ ଭୁଲ୍
    ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ,
    ନୟନ ପଥଗାମୀ ଭବ ତୁମେ
    🙏🙏🙏

  • @subhamgamer497
    @subhamgamer497 3 месяца назад +2

    Jay jagannath 🙏🙏🙏🙏🙏😭😭

  • @pabitramishra145
    @pabitramishra145 3 месяца назад +18

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @pramodranjanpattanayak5946
    @pramodranjanpattanayak5946 3 месяца назад +2

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @gitagathakikahani5256
    @gitagathakikahani5256 3 месяца назад

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @Skgbul470
    @Skgbul470 3 месяца назад +3

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @sorotoka9717
    @sorotoka9717 3 месяца назад +5

    Ek dum thik

  • @avijitmohantyofficial8506
    @avijitmohantyofficial8506 3 месяца назад +2

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha.
    The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey.
    This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha.
    This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @RamaChandrastatus9793
    @RamaChandrastatus9793 3 месяца назад +1

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @mamatapradhan7519
    @mamatapradhan7519 3 месяца назад +6

    Right

  • @subhashreebarik6661
    @subhashreebarik6661 3 месяца назад

    Jay jaganath 🙏🙏🙏

  • @lunarayinstrumental
    @lunarayinstrumental 3 месяца назад

    Om💥

  • @ajitdash229
    @ajitdash229 3 месяца назад +2

    Jay Jagannath.Really true.Now you have find exact wrong point.

  • @JogeswarMajhi-lt7hj
    @JogeswarMajhi-lt7hj 3 месяца назад +2

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

    • @-Jena_jena
      @-Jena_jena 3 месяца назад

      Are bhi sebayat kn bala mundi semane jati re sabar kintu hmm
      Semane manisa manu nahanti

  • @RajaKhan-ci6dk
    @RajaKhan-ci6dk 3 месяца назад +2

    Jay shree jagannath mahaprabhu 🙏🙏🙏

  • @arsamal
    @arsamal 3 месяца назад +7

    ଏକଦମ୍ ଠିକ୍ କଥା

  • @bijayaharichandan1592
    @bijayaharichandan1592 3 месяца назад +1

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @JJComunicationJJ90
    @JJComunicationJJ90 3 месяца назад +1

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @RabindraNath-s2f
    @RabindraNath-s2f 3 месяца назад +3

    ମୋବାଇଲ ନିଶା ନାଆଗିଚି

  • @subhabratasahoo914
    @subhabratasahoo914 3 месяца назад +1

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @India11646
    @India11646 3 месяца назад

    Justice should be prevailed....

  • @shubhendupattanayak5227
    @shubhendupattanayak5227 3 месяца назад

    Sari plan prabhu ka he
    Jay Jagannath meri prabhu
    Tere shukriya koti koti pranam prabhu jay Jagannath 108 bar
    Dil se prabhu ❤❤❤❤
    Meri prabhu

  • @dbalrajudora8702
    @dbalrajudora8702 3 месяца назад

    Apana right katha kahichhanti, ID karajiba darkar and mobile bane karajiba darkar

  • @chittaranjanswain1859
    @chittaranjanswain1859 3 месяца назад

    I am agree to the comment..

  • @harekrushnabehera3138
    @harekrushnabehera3138 3 месяца назад

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @debiprasaddas7603
    @debiprasaddas7603 3 месяца назад +3

    ଦଣ୍ଡନୀୟ ଅପରାଧ

  • @bharatipadhy6277
    @bharatipadhy6277 3 месяца назад

    🔥🔥🔥🔥🔥😭😭😭

  • @rrsvlogs44
    @rrsvlogs44 3 месяца назад

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @sukantabehera4551
    @sukantabehera4551 3 месяца назад

    Action heu ea sabyat upre heu.
    Samasta odisha basi nku request
    Action paien demand karantu.
    Ebhali paristhithi.

  • @YudhisthirPujhari
    @YudhisthirPujhari 3 месяца назад

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @kamdevbhoi4005
    @kamdevbhoi4005 3 месяца назад

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @prasantasahu7996
    @prasantasahu7996 3 месяца назад +1

    Ete Panda ratha re kan pain

  • @maitri56
    @maitri56 3 месяца назад

    Theek kahile.

  • @lunarayinstrumental
    @lunarayinstrumental 3 месяца назад

    Tirupati balaji, big statue in andhra.....they never move it to smwhere still ppl revere greatly.

  • @bikramcharanmalik6734
    @bikramcharanmalik6734 3 месяца назад

    Nana,🎉❤️🎉
    Mobile uppare katakana karajau. 🎉
    Jay jagannath swami 🙏

  • @prakashviewsupdatesanalysi9759
    @prakashviewsupdatesanalysi9759 3 месяца назад

    Thik Kahichanti Mahodaya

  • @lunarayinstrumental
    @lunarayinstrumental 3 месяца назад

    we should b logical in d name of Dharm.
    Bt We believe in fantacy instead of fact.
    🚩🚩🚩

  • @RamPrasadPadhi-y2f
    @RamPrasadPadhi-y2f 3 месяца назад

    Plz limit the Sevayats on the chariot

  • @Reenabehera0
    @Reenabehera0 3 месяца назад +1

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @RAJESHpradhan01994
    @RAJESHpradhan01994 3 месяца назад +1

    ଏମାନେ ସେବାୟତ ନା ଆଉ କଣ

  • @SPD1206
    @SPD1206 3 месяца назад +2

    Over confidence only

  • @pradeepnahak3573
    @pradeepnahak3573 3 месяца назад

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @suvashchandraswain391
    @suvashchandraswain391 3 месяца назад

    Lawlessness

  • @SwetaTripathy-sb7tz
    @SwetaTripathy-sb7tz 3 месяца назад

    Right I'd card karajau and mobile permission na karajau

  • @lunarayinstrumental
    @lunarayinstrumental 3 месяца назад

    DHARMA is a matter of sublim .

  • @debiprasadpanda6241
    @debiprasadpanda6241 3 месяца назад

    Mohan sir
    Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @20NEW-MUSIC
    @20NEW-MUSIC 3 месяца назад

    ତମେ ପରା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @India11646
    @India11646 3 месяца назад

    Jadi Bhakta nka pain mobile ban ta hele sevayata nka pain bi same rule heba darkar..
    Jai Jagannath 🙏

  • @harprasadsenapati3945
    @harprasadsenapati3945 3 месяца назад

    Yekdam thik katha kahichanti kebala Mobile 📱 jogu sabu nata .

  • @ChintamaniDass
    @ChintamaniDass 3 месяца назад

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @SwarnalataPanigrahi-n7k
    @SwarnalataPanigrahi-n7k 3 месяца назад

    Sebayata number should be restricted.Mobile,bhanga,gutukha should be banned.

  • @RadharaniBarik-dh3rz
    @RadharaniBarik-dh3rz 3 месяца назад

    Ame thankuranku sampurna dekhi parunanhu ehi sebayata mananka pain 😢😢

  • @gunduchicharannath6509
    @gunduchicharannath6509 3 месяца назад +1

    Prakruta Katha kahi chanti sir.aha hi mukhya karana.

  • @swagatsubhadarshan9091
    @swagatsubhadarshan9091 3 месяца назад

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @AmulyaRout-b9f
    @AmulyaRout-b9f 3 месяца назад

    Maha Prabhu sebayat manku satka chanukah darakar

  • @KailashChandrabehera-f9y
    @KailashChandrabehera-f9y 3 месяца назад

    Jagunida already Unesst❤

  • @madhusudanmohanty4319
    @madhusudanmohanty4319 3 месяца назад

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @zerotohero0703
    @zerotohero0703 3 месяца назад

    Identity Card required

  • @sudhansu159
    @sudhansu159 3 месяца назад

    Sarakar kn karithile

  • @santoshkumarmohapatra78
    @santoshkumarmohapatra78 3 месяца назад

    ଗାଲୁଆଙ୍କ ବାରବାଟି ଚାଷ,

  • @karamjitsatpathy5404
    @karamjitsatpathy5404 3 месяца назад

    Prabhu sabu januchanti sabu tanka ichha

  • @dasarthimahala4260
    @dasarthimahala4260 3 месяца назад

    Technology abhab technician rahile bhala .nana jaha kahile mobile kahariku dia najau.

  • @India11646
    @India11646 3 месяца назад

    Those culprits should be banned from their service to serve God for their whole life...

  • @govindadas7095
    @govindadas7095 3 месяца назад +1

    Mobile ban haba nihati abasyaka

  • @p.kbarik4443
    @p.kbarik4443 3 месяца назад

    Pl shows actual & real news not support ruling party

  • @KailashBaliarsingh-fd7tc
    @KailashBaliarsingh-fd7tc 3 месяца назад

    Bisrunkhalita acharananhi dai

  • @ArjunabeheraKuna
    @ArjunabeheraKuna 3 месяца назад

    Brounsugar Nisa

  • @ramashankarmishra8125
    @ramashankarmishra8125 3 месяца назад

    This is criminal attitude of thepeople .

  • @RahulKumar-zm1gc
    @RahulKumar-zm1gc 3 месяца назад +1

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @GangadharMartha-sc8xg
    @GangadharMartha-sc8xg 3 месяца назад +2

    Tu me mane mobile use kariba ame kan nathia amar mobile nahi

  • @sadasibarath5472
    @sadasibarath5472 3 месяца назад

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @ashokkumarnayak1648
    @ashokkumarnayak1648 3 месяца назад

    Bhanga Nisha & Mobile in hand
    Indisciplined young inexperienced boys sevayats

  • @bijayadas140
    @bijayadas140 3 месяца назад

    Chare dyra kholiba nea vhare gaputhila Abe kana hauchiki

  • @santoshnayak2083
    @santoshnayak2083 3 месяца назад

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @ashokkumarnayak1648
    @ashokkumarnayak1648 3 месяца назад

    Nose injury of Sri Balabhadra deity as per some reports😊😊

  • @ashishdas-qi5xs
    @ashishdas-qi5xs 3 месяца назад +1

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @pradeepnahak3573
    @pradeepnahak3573 3 месяца назад

    E a heini kichhi,dekha agaku kn heuchi