Jay Jagannath🙏 maha prabhu samastanku vala re rakhantu.. Satare bahut sundar bhajan tie.. Jie b lekhichanti. Bahut sundar. Au ama krishna bhai taku bahut bhaba ra saha gaichanti. Thanku you all.. Jeun mane e song saha jadita achhanti... Amiti bahut vajana kara.. Jay shree Jagannath🙏🙏🙏🙏🙏
Ami bangali. Ami last dui bocchor dhore jagannath prabhur choron e nijere samarthan korechi. Onek shanti peychhe. Ononto koti brahmanda nayok jagannath kalia re prenam
Jay jaganath, he Prabhu Tamara a Gita manaku chhuin jauchi,thhare sunile barbar sunibaku echh heuchi,dhanya ama odiasha, dhaya ama singer, dhanya ama musician, dhanya ama Gita lekhaka,sabu Prabhu jaganath Echha❤❤❤❤❤
ଓଡିଶା ର କୋଟି କୋଟି ଶ୍ରୋତା ଙ୍କୁ Japani Bhai ର ପ୍ରଣାମ. 4 କୋଟି ଓଡିଆଙ୍କ ମଉଡ଼ମଣି ଧନ ସଙ୍ଖାଳୀ ଜଗତର ନାଥ ଜଗନ୍ନାଥ ପାଇଁ ହୃଦୟରୁ ଗୀତ ଟିଏ. ଆପଣକୁ ଅନୁରୋଧ Share କରିବାକୁ ଭୁଲିବେ ନାହିଁ. ଆଉ ଆମେ ଗର୍ବ ରେ କହିବା ଜୟ ଜଗନ୍ନାଥ.
Jay jagannath 🙏💐🌺❤️
ଜୟ ଜଗନ୍ନାଥ ଭାଇ. 🙏🏽🙏🏽. ମମୋ ଚାନେଲ ର କମ୍ୟୁନିଟି ପୋଷ୍ଟ ରେ ଆଜିର ଏ ଭିଡ଼ିଓ ପକେଇ ଦେଇଛି ମୁଁ ଜାପାନୀ ଭାଇ 🙏🏽🙏🏽🙏🏽. ଜଗନ୍ନାଥ ସଂସ୍କୃତି ରେ ଆମେ ବଢିଛୁ ଯେତେବେଳେ ଜଗନ୍ନାଥ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ଆମର ଦାୟିତ୍ୱ.. ଗିତ ଟି ବହୁତ ମନ ଛୁଆଁ ହୋଇଚି ଭାଇ 🙏🏽🙏🏽🙏🏽.
🙏🙏jay jagannath🙏🙏
Prabhu Jagannath nka kruparu aagaku madi chala
Jay shree Jagannath 🙏
@@laxmypirya5446 🙏🏽🙏🏽🙏🏽
ଓଡ଼ିଶା ବାସୀ ଙ୍କ ଭାବ ର ଠାକୁର କାଳିଆ ଠାକୁର 🙏🏻🙏🏻
ନିଜକୁ ଗର୍ବ ଅନୁଭବ ହେଉଛି ଆମେ ଓଡ଼ିଆ
ସବୁଠାରୁ ବଡ଼ ଗର୍ବ ପ୍ରଭୁ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ
Hi
Hello
❤❤❤❤❤
😅😅😅😅😅😅😅😅😅😅😅😅😅😅
🙏
କାଳିଆ ସାଆନ୍ତ ଙ୍କ ପାଇଁ ଗୋଟିଏ ଲାଇକ ହେଇଯାଉ
Jay Jagannath
Ch ch. @@asitkumarsahoo2605
ସତରେ କେତେ ସୁନ୍ଦର୍ ଲେଖା ଆଉ ସେ ପୁଣି କ୍ରିଷ୍ଣା ବେଉରା ସାରଙ୍କ କଣ୍ଠରେ। ବହୁତ୍ ଭାବର ଗୀତ ❤❤❤
Most important song in odia song
I am very proud of all Odisha people
Gaganath our lord song ❤❤
ଜୟ ଜଗନ୍ନାଥ ସେତ ଆମ କୋଟି ଓଡ଼ିଆ ଙ୍କ maudamani ସେ ଆମ କାଳିଆ ରାଜା 🙏🙏
Jay jagannath ❤❤😢ଏହି ଗୀତ କୁ ସୁଣିସାରିଲା ପରେ ମୋ ଆଖି ରୁ ଲୁହ ବାହାରିଆସେ
ଜୟ ଜଗନ୍ନାଥ ⭕‼️⭕...🙏🙌
ସତରେ ଆମେ ଓଡ଼ିଆ ବହୁତ ଭାଗ୍ୟବାନ ଯେ ଆମ ମାଲିକେ ହେଉଛନ୍ତି ଆମ କାଳିଆ ସାଆନ୍ତ...
ସବୁବେଳେ ସୁଣି ଶୁଣି ଆଜି କମେଣ୍ଟ କରୁଛି ଏମିତି ଗୀତ ଆଉ କେବେ କେହି କରି ପାରିବେନି ଓଡ଼ିଶା ରେ ଜୟ ଜଗନ୍ନାଥ ❤❤❤❤
ମୋତେ ସବୁବେଳେ ଏଇ ଭଜନ ଶୁଣି ବାକୁ ଭଲ ଲାଗୁଚି ଯିଏ ଏଇ ଭଜନ ଲେଖିଛନ୍ତି ସେ ସବୁ ବେଳେ ଖୁସି ରେ ରୁହନ୍ତୁ ଜୟ ଜଗନ୍ନାଥ🙏🙏🙏🙏❤️❤️
Bhai kebala gotejana nuhe bhagaban jagarara natha jagannath ସାଢ଼େ 4କୋଟି odia nku sabudina ghanta ghudei rakantu au sabudina hasa khusi ra lahari madi asu
Emiti voice au emiti music au ae song sata re sariara ruma tankuri uthuchi. Jai jaganath🙏
ଜୟ ଜଗନ୍ନାଥ ସ୍ୱାମୀ, ଏତେ ଭଲ ଭଜନ କୁ ଏତେ ସୁନ୍ଦର ଭାବରେ ଗାଇଛନ୍ତି ଯେ ମୋ ପାଖରେ ଭାଷା ନାହିଁ ପ୍ରଶଂସା କରିବାକୁ❤❤❤❤❤
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ସୁନ୍ଦର ଭକ୍ତିଭରା ଗୀତଟିଏ ଜାପାନୀ ଭାଇ ଅଗଣିତ ଭକ୍ତମାନଙ୍କ ପାଇଁ ବନେଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।। ଜୟ ଜଗନ୍ନାଥ।। 🚩🕉️💐🙏
Hii
Jay jagannath.. thanks to japani bhai and Krishna sir...
😢ହେ ମୋହା ପ୍ରଭୁ ତୁମକୁ ମୋର😢 ଚାଳ🏡 କୁଡିଆ ରୁ କୋଟି କୋଟି ପ୍ରଣାମ🙏 କରୁଛୁ ମୋ ଦୁଃଖ ଦୂର କର 🙏
Jay Jay jagannath🙏🙏
କାଳିଆ ସାଆନ୍ତ 🙌❤️🙏🏻
ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏
ଜୟ ଜଗନ୍ନାଥ ⭕‼️⭕ 🙏🏻
ଧନ୍ୟବାଦ ଜାପାନୀ ଭାଇ ସୁନ୍ଦର ସ୍ୱର ସଂଯୋଜନା
କ୍ରୀଷ୍ଣା sir u r great 🎶🎶🎶
Tnkx to all of you frm this project
Call 😢
Mane
ଜୟ ଜଗନ୍ନାଥ ଏ ଗୀତ ଶୁଣିଲେ ରୁମ ଟାଙ୍କୁରି ଉଠୁଛି, ମାଡ଼ିଚାଲ... ସୁର ଜେଜେ ❤❤❤❤❤❤
Word nahi mo pakhare ... Jay jagannath . .. . Dil se. Mind blowing song osm
ଆମେ ଓଡ଼ିଆ ଭାରି ବଢିଆ ଆଉ ଆମ ପ୍ରଭୁ କାଳିଆ❤❤ ତମ ପାଦ ତଳେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଥରେ ହଉ ପଛେ ତମେ ତମ ଦୁଆର କୁ ଡକିଲ ସେ ପୁଣି ମୋ ଭଲ ପାଇବା ସହ । ତମ ଧାମ କୁ ଯିବା ପାଇଁ ବହୁତ ଇଚ୍ଛା ଥିଲା ଆଉ ସେ ଇଚ୍ଛା ତମେ ପୂରଣ କରିଦେଲା । ତମକୁ କୋଟି ପ୍ରଣାମ ପ୍ରଭୁ । ଜୟ ଜଗନ୍ନାଥ ❤❤❤❤❤❤😊😊😊
Hi
Jay jagannath ❤
Jay jagannath ⭕ ‼️ ⭕ @@SUMITRASoni-fh6gq
ଜୟ ଜଗନ୍ନାଥ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଏ ଗୀତ ଖୁବ୍ ସୁନ୍ଦର
ଏ ଭଜନ ବିଷୟରେ କିଛି କହିବାପାଇଁ ଭାଷା ପାଉନି
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏❣️ ତମକୁ କୋଟି କୋଟି ପ୍ରଣାମ 🙏
ଏହି ଗୀତ କୁ ଶୁଣିଲି ମୋ ଲୋମ ତାଙ୍କୁଡ଼ି ଉଠିଲା ଏତେ. ଏତେ ଭାବମୟ ଭଂଜନ ଟିଏ ❣️❣️
Bhala hai chhi , Jay Jaganna❤❤❤❤
Jay Jagannath Swami Nayan Patha Gami Bhaba Tume.
😅.bhhR
ମୋତେ ସବୁବେଳେ ଏଇ ଭଜନ ଶୁଣିବାକୁ ଭଲ ଲାଗୁଚି 🙏☺️
ଯିଏ ଏଇ ଭଜନ ଲେଖିଛନ୍ତି ସେ ସବୁବେଳେ ଖୁସି ରେ ରୁହନ୍ତୁ 🙏
ଜୟ ଜଗନ୍ନାଥ 🙏🙏🙏
Ki mitha sura❤😊. Jay jagannath prabhu❤
Jay Jagannath🙏 maha prabhu samastanku vala re rakhantu.. Satare bahut sundar bhajan tie.. Jie b lekhichanti. Bahut sundar. Au ama krishna bhai taku bahut bhaba ra saha gaichanti. Thanku you all.. Jeun mane e song saha jadita achhanti... Amiti bahut vajana kara.. Jay shree Jagannath🙏🙏🙏🙏🙏
ହେ ପ୍ରଭୁ ମତେ ଟିକେ ତମ ଧାମ କୁ ନେଇଯାଅ ମୋ ଡୋରି ଲଗାଇଦିଏ
ସତରେ ଭାଇ ଏ ଗୀତ ଶୁଣିେଲ ଲୋମ ଟାଙ୍କୁରି ଉଠୁଅଛି❤❤❤❤ଜୟ ଜଗନ୍ନାଥ❤❤❤❤
Satare sir ei song ta sunila belaku akhiri nuha bahari asuchi
Nice song 👍👍👍👍👍👍👍👍👍👍👍👍👍👍
ସତରେ ଭଲ
ଲାଗିଲା❤❤❤❤❤ ଜୟ ଜଗନ୍ନାଥ ❤❤
Krishna Beura Most Underrated Singer Of all Time ❤❤
Think you Krishna sir apana eai Gita ta gaithibaru
❤
ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା ସମସ୍ତଙ୍କୁ ଖୁସିରେ ରଖନ୍ତୁ 🥺🥺🥺
Jay jagannath ଏହି ଭଳି ଭଜନ ଶୁଣି ବାକୁ ଦେଇଥିବାରୁ ବହୁତ ଧନ୍ୟବାଦ
ବୋହୁତ ଭଲ ହୋଇଛି ..❤ ଜୟ ଜଗନ୍ନାଥ ❤ ଏମିତି ଭଜନ ଆସିବା ଦରକାର. ଜୟ ଜଗନ୍ନାଥ ❤
ବହୁତ ବହୁତ ଧନ୍ୟବାଦ ଜଣାଉଛି ତୁମ ଦୁଇ ଜଣଙ୍କୁ, ଆମ ସୁରଭାଇ ଏଭର୍ ଗ୍ରୀନି ଜୟ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ❤❤❤
ଜୟ ଜଗନ୍ନାଥ। ଧନ୍ୟବାଦ ଜାପାନୀ ଭାଇ, ବହୁତ ଦିନ ପରେ ଏତେ ସୁନ୍ଦର ଭଜନଟିଏ ସୁଣିବାକୁ ମିଳିଲା
Very nice Vai ସୁନ୍ଦର ଗୀତ ହୃଦୟ ଥରୁଛି
ଏହି ଗୀତ ଟିରେ କି ଯାଦୁ ଅଛି କେଜାଣି ଯେତେଥର ଶୁଣିଲେ ଆହୁରି ଶୁଣିବାକୁ ଇଛା ହଉଚି ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤ ବହୁତ୍ ସୁନ୍ଦର ଲେଖା ବହୁତ ସୁନ୍ଦର
Suna❤😂❤
Right bro
Satare authare suni baku ichha hauchhi
A song re sura uncle achhanti Sethi pain
@@sunitasahoo-g3m hele song ta bahut bhala laguchi
ଥରଟିଏ ସୁନିଦାଦଳ ଆଉଥର ଶୁଣିବାକୁ ଇଚ୍ଛା ହଉଚି❤❤❤❤❤❤❤
ଧନ୍ୟବାଦ ଜାପାନୀ ବାବୁ, ଏମିତି ସୁନ୍ଦର ସଙ୍ଗୀତ ପାଇଁ,
ପ୍ରଭୁ ଜଗନ୍ନାଥଙ୍କ ଙ୍କ ଠାରେ ପ୍ରାର୍ଥନା ଏବଂ ଜାପାନୀ ଭାଇ ଙ୍କୁ ଅନୁରୋଧ ଯେ ପ୍ରତି ମାସରେ ଗୋଟିଏ ରୁ ଅଧିକ ଏମିତି ସୁନ୍ଦର ଗୀତ ଆମପାଇଁ ଦେଉ ଥାନ୍ତୁ,
ବହୁତ ଦିନପରେ ଏହି ଚେନେଲ ରେ ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ମିଳିଲା, ଜୟ ଜଗନ୍ନାଥ😎🙏
❤❤❤❤
ହେ ମହାପ୍ରଭୁ ମୋ ବାପା ଙ୍କୁ ସବୁବେଳେ ଭଲରେ ରଖ 🥹🙏ମୋ ଆୟୁଷ ତାଙ୍କୁ ଲଗିଯାଉ 🙏🥹❤🙇🏻
ଜୟ ଜଗନ୍ନାଥ ପ୍ରଭୁ, ସତରେ ଏ ସଙ୍ଗୀତ ଶୁଣିଲେ ମୋ ଲୋମ ତାଙ୍କୁରି ଉଠୁଥିଲା, ସତରେ ଯିଏ ଲେଖକ ତାଙ୍କୁ ଯିଏ ଏ ସଙ୍ଗୀତ କୁ ସ୍ୱର ଦେଇଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ। ପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାର କୁ ହସ ଖୁସି ରେ ଭରି ଦିଅନ୍ତୁ m
ଜୟ ଜଗନ୍ନାଥ 🙏🙏🙏
😊😊😊
😊
Ppp😊
🙏🙏🙏🙏🙏🙏🙏🙏🙏
🙏🏻🙏🏻🙏🏻
❤❤
He mbhabahu kalia. sangit kalakar mndali tumamananku koti koti dhanyabad apan ebhali chamtakar bhajan anithibaru.jay jagannatha .
Bhalahai chhi , Jay Jagannath ❤❤
ଜୟ ଜଗନ୍ନାଥ ଭାଇ ଏଇଭଳି ଭଜନ ଶୁଣି ବାକୁ ଦେଇ ଥିବାରୁ ବହୁତ ଧନ୍ୟବାଦ ଆମେ ଓଡ଼ିଆ ବୋଲି ଗର୍ବିତ
Jay Jagannath ❤❤❤❤
ଜୟ ଜଗନ୍ନାଥ 🙏🙏🙏🙏🙏
Ami bangali. Ami last dui bocchor dhore jagannath prabhur choron e nijere samarthan korechi. Onek shanti peychhe. Ononto koti brahmanda nayok jagannath kalia re prenam
ଭାଇ ଏ ଗୀତ ଶୁଣିଲେ ମୋ ଆଖିରୁ 👀 ପାଣି 💧ଭାରି ଆସୁଚି
ଜୟ जगन्नाथ ⭕❕⭕
Suna❤
ଓଡ଼ିଆ ଭାଇ ଭଉଣୀ ମାନକୁ ମୋର ଅନୁରଦ୍ଧ ଏଇ ଭଜନକୁ ଗାଁ ଗଳି ସବୁଠୁ ବାଜିବ ଜୟ ଜଗନ୍ନାଥ🙏🙏
Yes bhai😅
Jayanti
ଠାକୁରତମମାନକୁଖୁବଦଣ୍ଡ
ଦେବେ
ଜୟ ଜଗନ୍ନାଥ ସେତ ଆମ କୋଟି ଓଡ଼ିଆ ଙ୍କ ସେ ଆମ କାଳିଆ ରାଜା🙏🙏🙏🙏🙏🙏
ସତରେ ଏଇ ଭଜନ ଶୁଣିକି ମତେ ବହୁତ୍ ଭଲ ଲାଗିଲା so beautifull
CHARI DHAMA BHITARE GOTIA DHAMA SE MO KALIA RA SRIKHETRA DRAMA 🙏❤🌸🚩🙏🌸🙏🌸🧡🙏🌸🙏🙏
ବହୁତ ସୁନ୍ଦର ସୁର ଅଜା ଜୟ ଜଗନ୍ନାଥ ❤⭕❗⭕🚩
This song is mindblowing...
Love this song...
Miss u God ..
ଜାପାନୀ ଭାଇ ଆଖିରୁ ଲୁହ ଝରି ଗଲା 😭😭😭କି ଗୀତ ଭାଇ କି ସ୍ୱର କି ଶବ୍ଦ ବ୍ୟବହାର କରିଛ ସାଲୁଟ କରୁଛି ଜାପାନୀ ଭାଇ 🙏🙏🙏👌👌👌ଜୟ ଜଗନ୍ନାଥ ଓଡିଶା ବସି 🙏🙏🙏
Thanks for you
Hi😊
😂1😅😊😊
🤣🤣🤣
Jay shree jagannath
ଭିଡିଓ ବହୁତ୍ ଭଲ ଲାଗୁଚି ଆମ ସମସ୍ତଙ୍କ ର ପ୍ରିୟ ସୁର ଭାଈ ଅଛନ୍ତି ❤❤❤
After A long time.. dill khus... Ho Gaya... Beautiful... Song🙏🙏🙏🙏🙏🙏
ବହୁତ ସୁନ୍ଦର ଗୀତ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🙏 ଧନ୍ୟବାଦ ଜାପାନୀ ଭାଇ ଆମକୁ ଏମିତି ସୁନ୍ଦର ଭଜନ ଭେଟିଦେଇଥିବାରୁ 🙏🙏🙏
🙏🙏🙏
Suna❤
ବହୁତ୍ ସୁନ୍ଦର ଗୀତ 👌 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏
Hii
Jay Jagannath Swami, bahut badhia bhajan
ଜୟ ଜଗନ୍ନାଥ ❤❤❤❤❤
ମହାପ୍ରଭୁଙ୍କ ଉପରେ ନିର୍ମିତ ଭଜନଟି ଉତ୍ୟକ୍ତ ଉଚ୍ଚକୋଟୀର ହୋଇଛି...♥️🙏
ବହୁତ ଭଲ ହେଇଚି ଗୀତ ସୁପର ଜାପାନୀ ଭାଇ👌👌👌👌👌👌👌 ଜୟ ଜଗନ୍ନାଥ🙏🙏🙏🙏🙏
ବହୁତ ସୁନ୍ଦର ଗୀତ ହେଇଛି ❤ ଜୟ ଜଗନ୍ନାଥ 🙏
Gita gailabelaku ape ape akhiru luha jhari jauchi 🙏🙏
Se mo kaliara kaliara🙏🙏 srikhetra dhama🙏🙏 jaya jagannatha 🙏🙏
ସୁର ଅଜା ବହୁତ୍ ଭଲ ହୃଦୟ ଖୋଲା ମଣିଷ ଟିଏ ମଧ୍ୟ।
A bhajan sunila pare mana prana deha re gote nua siharana kheligala Atma pura santi Jay Jagannath🙌🙌🙌🙌 really heart touching song
ବହୁତ ସୁନ୍ଦର ହେଇଚି ଗୀତ, ମନକୁ ପୁରା ଛୁଇଁଲା ଭଳି. ଆଉ ଜାପାନୀ ଭାଇ ଙ୍କ ଲୂ୍କ ପୁରା ଅଲଗା, ଆଉ ତା ସାଙ୍ଗ କୁ ସୁର ଭାଇ...ଓ ସଞ୍ଜୟ ସହିତ ଅନିଲ ବହୁତ ସୁନ୍ଦର ଲାଗୁଚି.
Superb song ❤ Jay Jagananth Swami 🙏
ଜୟ ଜଗନ୍ନାଥ 🙏🙏🙏❤️❤️
ଗୀତଟି ବହୁତ ସୁନ୍ଦର ହୋଇଛି
Thank you japani bhai
Jay Jagannath 🙏
ଜୟ ଶ୍ରୀ ପ୍ରଭୁ ଜଗନ୍ନାଥ....🚩🚩🚩ଦୃଶ୍ୟ ଅତି ଆକର୍ଷଣୀୟ ଅନୁଭୂତ ହେଉଛି.. ସେଥିରେ ପୁଣି ଆମ ଶଗଡ଼ ଆଉ ସୁର ମଉସା...❤❤
Jay jagannath❤❤❤
Heart touching Bhajan . Thanks to Japani bhai many many congratulations to all co-stars . Jay jaganath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ମୁଁ ଯେତେ ଥର ଏ ଗୀତ ଶୁଣୁଚି . ସେତେ ମୋତେ ଥର ଭଲ ଲାଗୁଚି ଶୁଣିବାକୁ, ଜୟ ଜଗନ୍ନାଥ
Jay Jagannath 🙏🚩 ki sundara aei gita sabu sei thakuranka eicha,🚩🙏🚩🚩 Jay Jagannath 🙏🚩
ଏତେ ସୁନ୍ଦର ହେଇଛି ଜଗନ୍ନାଥଙ୍କ ଭଜନ ଆଖିର ଲୁହ ଆସିଗଲା 🙏 Jay Jaganathan
Gita ti bohut sundar heichi... Congratulations to all of u... Jay jagannath🙏🙏🙏
❤
Jay Jagannath ❤
Heart touching bhajan. Thanks to japani bhai . Many many congratulations to all co-stars. Jay jagannath.❤❤❤❤❤❤❤
ଓଡ଼ିଶା ହେଉଛି ଏକ ଜଗନ୍ନାଥ ସଂସ୍କୃତିର ରାଜ୍ୟ ଯାହା ଓଡ଼ିଶାବାସୀଙ୍କ ହୃଦୟରେ ରହିଥାନ୍ତି ,ଜୟ ଜଗନ୍ନାଥ ଜୟ ଓଡ଼ିଶା
ଯେତେ ବହୁତ ସୁନ୍ଦର ହେଇଛି କହିଲେ ଏ ଗୀତ ପାଇଁ ସବୁ କମ୍ ପଡ଼ିବ ଗୀତ ତ ଏତେ ସୁନ୍ଦର ହେଇଛି ଯେ
ଅତି ସୁନ୍ଦର ହୋଇଛି ଏହି ଜଗନ୍ନାଥଙ୍କ ଭଜନ ଟି । ସମସ୍ତଙ୍କୁ ଧନ୍ୟବାଦ୍ ଏହି ଜଗନ୍ନାଥଙ୍କ ପାଇଁ ଗୀତ ରଚନା କରିଥିବାରୁ
ଜୟ ଜଗନ୍ନାଥ 😍🙏🙏🙏🙏
Nice song ❤ jaha lokamananka hrudaya khusi karideichi 🥰👍
Jay jaganath, he Prabhu Tamara a Gita manaku chhuin jauchi,thhare sunile barbar sunibaku echh heuchi,dhanya ama odiasha, dhaya ama singer, dhanya ama musician, dhanya ama Gita lekhaka,sabu Prabhu jaganath Echha❤❤❤❤❤
ଜୟ ଜଗନ୍ନାଥ ଆଖିରୁ ଲୁହ ଆସିଗଲା ଗୀତ ଶୁଣିକି ଏମିତି ଗୀତ ସବୁବେଳେ ହଉଥାଉ ଜୟ ଜଗନ୍ନାଥ 🙏
Suna❤
ବହୁତ ସୁନ୍ଦର ଗୀତ 👌 ଜୟ ଜଗନ୍ନାଥ 🙏
Jay Jagannath ,,,,,,,ati uchokotira lekhao Sangeet ,,abhinaya b sundar ,,,,,,,❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
I'am so proud of you and so happy this song love you Krishna sir ❤️❤️🙏🙏🙏Jay Jagannath 🙏🙏🙏🥰🥰
ସୁର ଅଜା ପାଇଁ ଗୋଟିଏ ଲାଇନ୍
ଏଇ ଭଜନ ମୁଁ ଦିନୁକୁ ଦସ ଥର ଶୁଣେ ଏ ଗୀତ ଶୁଣି ମୁଁ ଭାରି ଖୁସି ଏତେ ଖୁସି ଜେ କହିବା ହିସାବ ବାହାରେ ଭେରି ଭେରି ସୁପର ଲାଗିଲା ଇଆଠୁ ମୁଁ ଅଧିକା କିଛି କହି ପାରିବି ନାହିଁ ମୋତେ ଏଥର ଏହି ଭଜନ ଶୁଣି ବହୁତ୍ ଖୁସି ଲାଗିଲା,,,,,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jai jagannath,⭕‼️⭕♥️♥️👌👌👌
ବହୁତ ସୁନ୍ଦର ଗୀତ ଧନ୍ୟବାଦ ଜାପାନୀ ଭାଇ 👍👍
Jay Jagannath 🙏🏻❤️❤❤❤