ବୁଡ଼ିଲା ସ୍ମାର୍ଟସିଟି | Odisha Reporter

Поделиться
HTML-код
  • Опубликовано: 25 дек 2024

Комментарии • 362

  • @jaysrilaprabhupadhekrushna4722
    @jaysrilaprabhupadhekrushna4722 3 года назад +98

    ବଢିଆ ହୋଇଛି
    ଏମାନେ ଗାଁ କୁ ନୀଦ୍ଧା କରନ୍ତୀ

  • @RameshYadav-nd5te
    @RameshYadav-nd5te 3 года назад +66

    ବର୍ଷା ହେଲେ ମନେପଡେ ବର୍ଷା ଛାଡ଼ି ଗଲେ ପୁଣି ସମସ୍ତେ ଭୁଲି ଯିବେ। ରାଜଧାନୀ ବାସୀଙ୍କର ଦେହ ସୁହା ହେଇଗଲାଣି

  • @c14.mahaprasadmurlimanohar13
    @c14.mahaprasadmurlimanohar13 3 года назад +22

    ହଁ,ଇଏ ହେଉଛି ଏସ୍ମାର୍ଟ ସିଟି,ଲୋକେ ବୁଝୁନାହାନ୍ତି।ବାହାର ଦେଶ ତ ସ୍ମାର୍ଟ ସିଟି ବୋଲି ଆବାର୍ଡ ଦେଉଛି।ମୁଁ ଖୁସି ଆପଣମାନେ ଖୁସି ତ।ନବୀନ ପଟ୍ଟନାୟକଙ୍କ ର ଜୟ ହେଉ ।

  • @AsishKumar-qw2xu
    @AsishKumar-qw2xu 3 года назад +36

    ସବୁ ବର୍ଷ ତ ଏମିତି ପାଣି ହଉଛି ଏଇଟା କୋଉ ନୁଆ କଥାକି

    • @sridharpradhan8241
      @sridharpradhan8241 3 года назад

      Muu jagannath ku dakuchhi auu 8 din lagatar aehipari bharssa hou smarat City ku jayjagannath

  • @amareshamohanty69
    @amareshamohanty69 3 года назад +34

    ଲୋକମାନେ ହିଁ ଦାୟୀ ।

  • @trilochanpatnaik6321
    @trilochanpatnaik6321 3 года назад +32

    ଏହାକୁ ନବୀନ ବାବୁ ଓ ପାଣ୍ଡିଆନ ଙ୍କୁ ଦେଖା. ସେମାନେ ନୁମ୍ବର one ହେଇଛନ୍ତି ତ ତାଙ୍କ ସ୍ମାର୍ଟ ସିଟି ମଧ୍ୟ ନୁମ୍ବର one.

    • @kuninath9253
      @kuninath9253 3 года назад

      Right but aama comments ra kichhi lava achhi vali mote lageni😭😭😭😭

    • @trilochanpatnaik6321
      @trilochanpatnaik6321 3 года назад

      @@kuninath9253 ସବୁ ଶୁଣି ଯେଉଁ ସରକାର ବଧିର ପରି ବ୍ୟବହାର କରିବ ତାଙ୍କୁ କିଛି କହିବାକୁ ଅଭିଧାନ ରେ ଭାଷା ବୋଧେ ନାହିଁ। ତଥାପି ସ୍ଵାଧୀନ ନାଗରିକ ଭାବେ କହିବାକୁ ଓ comment କରିବାକୁ ପଡ଼ିବ।

  • @explorationnwallah
    @explorationnwallah 3 года назад +7

    ଆପଣ ମାନେ ଖୁସିତ😉😉😉

  • @shibashiskanungo2489
    @shibashiskanungo2489 3 года назад +24

    ଏମିତି ଆଗ ରୁ ନ ଥିଲା । ଲୋକେ ନିୟମ ନ ମାନି, ଏପଟେ ସେପଟେ ପାଣି ନିସ୍କାସନ ପାଇଁ ଜାଗା ନ ରଖି, ଘର ତିଆରି କରିଛନ୍ତି । ଏବେ ସମସ୍ୟା ହେଲା ବେଳକୁ ମୁଣ୍ଡ ବଥାଇବ ନିଶ୍ଚୟ । ଏ ଅସୁବିଧା ପାଇଁ ଲୋକେ ଦାୟୀ ।

  • @bababanagadi1133
    @bababanagadi1133 Год назад +1

    ଆରେ ଭୁବନେଶ୍ବର ବଡ଼ ବଡ଼ ଘର କରିବ ପାଣି ଯିବା ରାସ୍ତା ବନ୍ଦ କରିବା ଆଉ ପାଣି ତମ ଘରେ ପଶିବନିତ ଆଉ କଣ ଆମ ଘରେ ପଶିବ କି କଥା। ଛି ଥୁ ଲଜ୍ୟ

  • @nabakishoreojha6508
    @nabakishoreojha6508 3 года назад +12

    ଘର କରିବା ପୁର୍ବରୁ ପାଣି ଯିବାର ବାଟ କେହି ଭାବନ୍ତି ନାହିଁ। ପାଣି ଅଟକିଲେ ଭାଳେଣି ପଡ଼େ। ଘର କରିବା ପୁର୍ବରୁ ସରକାର ଙ୍କୁ ଜଣାନ୍ତୁ ପାଣି କିପରି ନିଷ୍କାସନ ହେବ ତାପରେ ଘରକରିବେ।

  • @ramakantarout2211
    @ramakantarout2211 3 года назад +21

    ପାରାଦ୍ୱୀପ ଜାଗାରେ ଭୁବନେଶ୍ୱର ରେ ବନ୍ଦର କଲେ ଭଲ ହୁଅନ୍ତା 😁😁😁

  • @jitendraswainodishaindia415
    @jitendraswainodishaindia415 3 года назад +2

    good ନବୀନ କୁ vote କର

  • @prakashnayak2548
    @prakashnayak2548 3 года назад +4

    ଆପଣ ମାନେ ଖୁସି ତ। ୨୦ ବର୍ଷ ଗୋଟିଏ ସରକାର କୁ ଶାସନ (ଭୋଟ) ଦବା ଉଚିତ୍ ନୁହେଁ। ଏ ସବୁ ପାଇଁ ଓଡ଼ିଶା ର ନିରୀହ ଜନତା ଦାଇ ! ଖଣି ଦୁର୍ନୀତି ୧ ନ ବର୍,?, ସଡ଼କ ଦୁର୍ନୀତି ୧ ନ ବର୍,?, ନାରୀ ନିର୍ଯାତନା ୧ ନ ବର୍,?, ଆଇନ ଶୃଙ୍ଖଳା ୧ ନ ବର୍,?, ବସ୍ତି ଉଚ୍ଛେଦ ଘର ଭାଙ୍ଗି ହଇରାଣ କରିବା ୧ ନ ବର୍,?, ବିଦୁ୍ୟତ୍ ଉନ୍ନତି ୧ ନ ବର୍,?, ଦାଦନ ଶ୍ରମିକ (କର୍ମ ନିଯୁ୍ତି ରେ ୧ ନ ବର୍,?, ମଦୁଆ ସରକାର (ମଦ ଦୋକାନ ଖୋଲିବା ,ବିକିବା ରେ ଏ ସରକାର ନବର୍ ୧!!!!!??? ଆଉ ରହିଲା ସ୍ମାର୍ଟ୍ ସିଟି ୧ ନ ବର୍।

    • @loveislifecreation1491
      @loveislifecreation1491 3 года назад

      ଆପଣ ମାନେ ଖୁସିତ
      ହଁ ଆମେ ମାନେ ବହୁତ ଖୁସି
      ଆମ ଭୁବନେଶ୍ବର ନଂ -୧ ସ୍ମାଟ ସିଟି

  • @birendrahaiburu7052
    @birendrahaiburu7052 3 года назад +16

    Naveen ku vote dele emiti ଅବସ୍ଥା ଭୋଗିବାକୁ ପଡ଼ିବ

  • @dhaneswarmallik8150
    @dhaneswarmallik8150 3 года назад +35

    ଘର ମାଳ ମାଳ ଆଗରୁ ସବୁ ଗଳିରେ ପାଣି ଯିବା ପାଇଁ ସୁବିଧା କଲେନୀ ସରକାର ଡଙ୍ଗା, ଚାଲୁ ନହେଲେ ପାଣି ଜାହାଜ ଚାଲୁ ଆମ ରାଜଧାନୀ

  • @chittaranjansahoo4381
    @chittaranjansahoo4381 3 года назад +5

    ମାେ ଡଙ୍ଗା ଯୋଜନା ହବା ପାଇଁ ନବୀନ ବାବୁ ଚିନ୍ତା କର

  • @milisahoo4195
    @milisahoo4195 3 года назад +8

    ନବୀନ ପଟନାୟକ ଜିନ୍ଦାବାଦ

  • @satyabhau69
    @satyabhau69 3 года назад +6

    B M C ଟା ବୁଡ଼ି ଯାଆନ୍ତା କି 🙏

  • @SKR_Babu
    @SKR_Babu 3 года назад +63

    20 years of development. No 1 nkara

    • @sutanu0000
      @sutanu0000 3 года назад +2

      🤣👌💯

    • @rameshbehera9917
      @rameshbehera9917 3 года назад +2

      SATARE vai. 5T RA KAMAL

    • @ramakantabiswal901
      @ramakantabiswal901 3 года назад

      Delhi aau mumbai budi jauchi new katha kn

    • @SKR_Babu
      @SKR_Babu 3 года назад +5

      @@ramakantabiswal901 ଆମେ ଓଡ଼ିଶାର ତେଣୁ ଓଡ଼ିଶାର ଚିନ୍ତା କରୁ। Delhi ମୁମ୍ବାଇ କଥା ନୁହେଁ

    • @ramakantabiswal901
      @ramakantabiswal901 3 года назад

      @@SKR_Babu Jadi record Barsha heba sabu ade pani heba only Odisha nuhen bhai particular 20 year sahita bjp bi kichi dina sathire thila setebele bmc commissioner kie thile

  • @diteekdeb769
    @diteekdeb769 3 года назад +4

    ଓଡ଼ିଶାର no 1 ମୁଖ୍ୟମନ୍ତ୍ରୀ ଙ୍କ ସବୁ ଯୋଜନା ବିଶ୍ଵ ସ୍ତରିୟ ଏଥିରେ ସନ୍ଦେହ ନାହିଁ,, ସ୍ମାର୍ଟ୍ ସିଟି ରେ ସ୍ମାର୍ଟ୍ ଡଙ୍ଗା ଯାଜନା କଲେ ଏହା ବି ବିଶ୍ବସ୍ତରୀୟ ହୋଇପାରନ୍ତା 😂😁😁

  • @jhasaketanbarik1494
    @jhasaketanbarik1494 3 года назад +6

    ଆପଣ ମାନେ ଖୁସି ତ।।।।।।ବି ଜେ ଡି କୁ ଭୋଟ ଦେବା ଆମେ ସମସ୍ତେ ଖୁସି ରେ ରହିବା

  • @tusharakantaparida851
    @tusharakantaparida851 3 года назад +6

    Smart 🤓 City ra smart ମନ୍ତ୍ରୀ , ଯନ୍ତ୍ରୀ, ଙ୍କ କାର୍ଯ୍ୟକଳାପ ବି 🤓 ସ୍ମାର୍ଟ ।

  • @subhransumaharana3691
    @subhransumaharana3691 3 года назад +6

    World Class Smart City
    BBSR
    Odisha ।

  • @fakirmohanpradhan6081
    @fakirmohanpradhan6081 3 года назад +10

    ଏଥିରେ ପୁଣି କେଉଁ କେଉଁ ତୋଷାମଦିଆ ମୂର୍ଖ ମିଡିଆ ମାନେ ନବୀନ ବୁଢ଼ା କୁ ନମ୍ବର ଏକ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶଂସାରେ ପୋତି ପକାନ୍ତି।

  • @gagankumar764
    @gagankumar764 3 года назад +3

    ଘର କୁଆଡେ ଭାସି ଯାଉଛି ରେ ଭାଇ

  • @ramanayak7620
    @ramanayak7620 3 года назад +14

    BJD କୁ ଆଉ ଥରେ ଭୋଟ ଦିଅନ୍ତୁ....
    ଆଉ ଥରେ ୨୦ ବର୍ଷ ଧରି ଶାସନ କରୁ....
    ତେବେ ଉନ୍ନତି ହେବ ଓଡ଼ିଶା....
    ଓଡ଼ିଶାବାସୀ ଙ୍କୁ ଲଜ୍ଜା ଲାଗିବାକଥା ......

  • @kanheicharanabehera3938
    @kanheicharanabehera3938 3 года назад +2

    Smart City super 👌
    BMC fantastic 👌

  • @saratbehera9269
    @saratbehera9269 3 года назад +6

    Smart City ରେ ରହିବାକୁ ହେଲେ କିଛିଟା smart ମୁଲ୍ୟ ତ ଦେବାକୁ ପଡ଼ିବ। ଏଇଟା ଆମେ କହୁନୁ ଆମର smart ସରକାର କହୁଛନ୍ତି । ମୁଁହରେ ନକହିଲେ କ'ଣ ହେଲା ପ୍ରକାରାନ୍ତରେ ବୁଝେଇ ଦେଉଛନ୍ତି।

  • @janakidash6833
    @janakidash6833 3 года назад +4

    ତଥାପି ଫୁଟାଣି ବହୁତ

  • @BharatKumar-vj5yy
    @BharatKumar-vj5yy 3 года назад +9

    Best water management award go to BMC.

  • @MonTtravel
    @MonTtravel 3 года назад +3

    ଆମ ମାନଙ୍କୁ ଏମିତି ଦରକାର ,ମାଗଣା ଲୋଭ ରେ ଭୋଟ ଦେଲେ ଏମିତି ହବ।

  • @nityanandapatra4735
    @nityanandapatra4735 3 года назад

    Bahut vala heichi

  • @namitajena1536
    @namitajena1536 3 года назад +1

    Smart city....... Salute u and ur government

  • @alphahoodkalingatoday5927
    @alphahoodkalingatoday5927 3 года назад +2

    vala hoichi jauthi seithi ghara karidebe

  • @RakeshDas-rb1pp
    @RakeshDas-rb1pp 3 года назад +10

    ଚାଲୁ ଡଙ୍ଗା ଅସୁବିଧା କଣ ହେଲା କି

  • @officiallynaren770
    @officiallynaren770 3 года назад +1

    ଏଥର ସବୁ ବାହାର ଲୋକ ଆଊ ଚିଲିକା ବୁଲି ଯିବେନୀ ଭୂବନେଶ୍ୱର ରେ ମେସିନ୍ ଡଙ୍ଗା ରେ ବୁଲି ବେ 😁😁

  • @mkbcreation7872
    @mkbcreation7872 3 года назад

    ଓଡିଶା ସରକାର ଭଙ୍ଗା ମାଠିଆ ସରକାର,ନବୀନ ବାବୁ ଙ୍କର ଜୟ ହଉ ଜୟ ଓଡିଶା, ଜୟ ଗେଣ୍ଡା ଚିନ୍ନ, ଓଡିଶା ସରକାର ଲାଞ୍ଚୁଆ ସରକାର ଆମ ଓଡିଶା No1 ଓଡିଶା ଆପନ ମାନେ ଖୁସିତ... 😀😀😀😀

  • @mitubhatta7269
    @mitubhatta7269 3 года назад +2

    ସବୁ ବିଶ୍ଵସ୍ତରୀୟ

  • @narottamkanungo8935
    @narottamkanungo8935 3 года назад +3

    ବର୍ଷାରେ ଡଙ୍ଗା ନ ଚାଲି ଆଉକଣ ଉଡାଜାହାଜ ଚାଲନ୍ତା ??

  • @sasmitasahu4537
    @sasmitasahu4537 3 года назад +4

    Smart City ra smart nazara 😀😀. Ethara Odisha basi pura khusiiii..... 😀😂😂😂

  • @rajkishor3217
    @rajkishor3217 3 года назад +1

    Nabin babu super

  • @Umadbehera
    @Umadbehera 3 года назад

    SMART city ନୁହେଁ, SMASH city
    ଛୋଟ ମୋର ଗାଁଟି...କେତେ ସୁନ୍ଦର ...
    👍🥰🥰🥰🥰🥰🥰🥰..

  • @dharanidharmohanta7179
    @dharanidharmohanta7179 3 года назад

    Budiba darkar...👏👏👏👏
    Nice...good
    Ahuri barsa asu
    Jai jagannath 🙏🙏🙏🙏

  • @crazy.television.
    @crazy.television. 3 года назад

    ଭଲ ହେଇଛି ଯେ ପର୍ଯ୍ୟନ୍ତ ନବୀନ ର ରାଜ୍ ଚାଲିବ ସେ ପର୍ଯ୍ୟନ୍ତ ଲୁକ ମାନେ ହଇରାଣ ହେବେ

  • @villagecookingindia7651
    @villagecookingindia7651 3 года назад +2

    ମରି ବରେ ଓଡିଶା ବାସି
    ଆପଣମାନେ ଖୁସିତ

  • @suriyajena4444
    @suriyajena4444 3 года назад

    AAU thare navin Babu Jay ho...

  • @rajeshkumarrintu5012
    @rajeshkumarrintu5012 3 года назад +8

    'MO DANGA' jojana tebe hau 'MO CYCLE ' jojanara smart cityre kichi darkaar nhi🙏

  • @bibhuduttabishoyi8615
    @bibhuduttabishoyi8615 3 года назад +2

    smart city my a@@, just bring new scheme before election and enjoy upcoming five years. new aim of our Yuva bahini and leaders.

  • @trilochanpatnaik6321
    @trilochanpatnaik6321 3 года назад +1

    Bbsr କୁ ବିଶ୍ଵାସ୍ତରୀୟ ସ୍ମାର୍ଟ ସିଟି ଗତ ବାଇଶି ବର୍ଷରେ ବିଜେଡି ସରକାର ଏତିକି କରିଛନ୍ତି. ଏଥର 1924 election ଜିତିଲେ complete କରିବେ. ନଚେତ whole smart city ku ଖୋଳି ଗଭୀର under ground କରିଦେବେ.

  • @sibujena1
    @sibujena1 3 года назад

    Dhanya tumei odissa basi . Dhanya tuma pratinidhi .

  • @tusharakantaparida851
    @tusharakantaparida851 3 года назад +1

    ଯେତେ କହିଲେ ବି କେହି ଶୁଣିବେ ନାହିଁ ।ଖାଲି ମିଡ଼ିଆ ବାଲା ଦେଖେଇ ଚାଲିବେ । ଦେଖନ୍ତୁ କିଛି ହେବନି । ସ ଙ୍କୁ ଖାଲି ମାଡ଼ ଦରକାର

  • @sairamsadangi3368
    @sairamsadangi3368 3 года назад +1

    Smart city saram lagiba katha

  • @tusharakantaparida851
    @tusharakantaparida851 3 года назад +1

    ଏଠି 5T କଣ କାମ କରୁନି । ଲାଜ ଲାଗିବା କଥା ,6T କରାଯାଉ ଯେଉଁ T ରେ touter ଙ୍କୁ ଦମନ କରାଯିବ

  • @luskusoren5078
    @luskusoren5078 3 года назад

    No1Smart city

  • @aksamal9391
    @aksamal9391 3 года назад

    ବିଚାର ନବୀନ ପଟ୍ଟନାୟକ କଣ କରିବ

  • @am9519
    @am9519 3 года назад +1

    ସ୍ମାର୍ଟ city ନା ଦଲାଲ.. ଟାଉଟର..city 👎

  • @manoranjanmajhi9324
    @manoranjanmajhi9324 3 года назад

    Emane gan Ku nindakaranti. Sabas

  • @sandipsahoo862
    @sandipsahoo862 3 года назад

    Vl heichi bhashi jau sabu kie kahuthila ki village chhadiki jibaku mara sabu

  • @somnathmohanty3557
    @somnathmohanty3557 3 года назад +2

    Rajdhani au kau jila ku kari diya.... 🤭... Khali na ta ku smart city... na loke smart na jaga smart ... Bekar re jae Bhubaneswar re rahiba..

  • @babachandrasekhar158
    @babachandrasekhar158 3 года назад

    ନବୀନ ନିବାସ ଦେଖାନ୍ତୁ ଆମେ ଟିକେ ଦେଖିବୁ ନବୀନ ପଟ୍ଟନାୟକ କେତେ ପାଣିରେ ରହିଛନ୍ତି। ସାଧାରଣ ଜନତା ବେହିଆ ମଦ ପିଇ ନବୀନ ପଟ୍ଟନାୟକ ସରକାର କରି ହଇରାଣ ହେଉଛନ୍ତି।

  • @pareshkumarpradhan639
    @pareshkumarpradhan639 3 года назад +2

    😁😂😁 aama gaon re jete barsha hele bi ki6i hauni aau smart city re smart water sie amti hin haba bahut samaya rahiba😂😁😂

  • @sibasankarsamal3514
    @sibasankarsamal3514 3 года назад +2

    21 year ra government
    Jay ho

  • @ranjitkumar992
    @ranjitkumar992 3 года назад +1

    ଇଆଠୁ ତ ଆମ ଗାଁ ଗୁଡିକ ଭଲ, ଗାଁ ରେ ରହି ମୁ ଗର୍ବିତ ଆଉ ଆମେ ସବୁ ଗାଁଉଲି ଟୋକା ଜିନ୍ଦାବାଦ ବର୍ଷା ଟିକେ ହୋଉଛି ବୋଲି ବିଲକ୍ଷେତ ରେ ପାଣି ମୁନ୍ଦେ ହେଲାଠୁ ଧାନ ଗଣ୍ଡେ ଭଲରେ ଅମଳ ହେଇପାରୁଛି........ଚାଲରେ ଶାଗ ପଖାଳ ଖାଇ freefiar ଖେଳିବା 😄

  • @ashortstar4628
    @ashortstar4628 3 года назад

    Bhala lagila Odisha sarakar

  • @lalatmisra4832
    @lalatmisra4832 3 года назад +8

    During heavy rain the reporters will report, public will state their problems and BMC will be in their office with no reaction.

  • @ashoknanda1170
    @ashoknanda1170 3 года назад +5

    Thanks BMC BDA TAMARA
    KAMARA FINAL RESULT ASIGALA😂😂😂😂😂😂😂😂😄😄😄😄😄😄😄😄😄😄😄😄😄

  • @kamallochannayak9660
    @kamallochannayak9660 3 года назад

    Thanks CM Good Smart City

  • @sushantakumarpradhan490
    @sushantakumarpradhan490 3 года назад +2

    Ama gan sabuthu best smart city drkar ni

  • @ajaynanda598
    @ajaynanda598 3 года назад +1

    Aahuri vote diantu nibin ku
    Dekhibe Bhubaneswar kete aagaku jiba

  • @rabindrakumarmohanty9415
    @rabindrakumarmohanty9415 3 года назад

    ଭୁବନେଶ୍ବର ରେ ଲୋକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହା କୁ କଣ୍ଟ୍ରୋଲ କରିବା ସରକାରଙ୍କ ପାଖରେ ଚାଲେଞ୍ଜ ହୋଇଯାଇଛି।। ଡ୍ରେନ ଗୁଡିକ ପୋତି ହୋଇ ଯାଉଛି ବର୍ଷା ଦିନ ପୂର୍ବରୁ ସଫା କରା ଯାଉନାହିଁ। ତାପରେ ଏ ଭଳି ବର୍ଷା କେବେ ବି ହୋଇ ନ ଥିଲା ଯାହା ହେଉଛି।

  • @dollybehera8467
    @dollybehera8467 3 года назад

    Vl heichi

  • @lombodharpradhan9465
    @lombodharpradhan9465 3 года назад +1

    Yaa too aama Cuttack bhala
    Cuttack basi bhari sahasi😊💪

  • @biswajitnayak5018
    @biswajitnayak5018 3 года назад

    Smart danga chalajau .jay jaganath 🙏🙏🙏🙏

  • @rajkishoresahoo1019
    @rajkishoresahoo1019 3 года назад +1

    Jaha haychi vala haychi Jay jagarnath

  • @santoshkumarsahu8748
    @santoshkumarsahu8748 3 года назад +2

    BMC ku mora nibedana Bhubaneswar rey water boat chalantu bhala heba. Hii rey No.1 smart city.

  • @nityanandabehera1566
    @nityanandabehera1566 3 года назад

    Bhina helmant pindh surkhy milab

  • @VinayKumar-wp8dm
    @VinayKumar-wp8dm 3 года назад +2

    Smart city ra smart drainage system

  • @BIKIKUMAR99
    @BIKIKUMAR99 3 года назад

    Smart lokanka smart pasand

  • @odiacomedysamirsubscribe3736
    @odiacomedysamirsubscribe3736 3 года назад

    Sarakar daiy

  • @dandadharachand2822
    @dandadharachand2822 3 года назад +1

    Vhala haeci

  • @kanhabhai1929
    @kanhabhai1929 3 года назад +1

    Jala niskasan pai byabasta kariba darkar

  • @abhimanyusahoo6542
    @abhimanyusahoo6542 3 года назад

    Vhala heichi, BJD government ku vote debe, 22 term Hela ni

  • @bikashnayak6637
    @bikashnayak6637 3 года назад

    ଭଲ ହେଲା ଆହୁରି ଘର ବନାଅ

  • @chhayakanta7328
    @chhayakanta7328 3 года назад

    Rajdhani ra jadi a abasta ta hele choto gaon manakara abasta kemiti thiba

  • @swatipatraswati9023
    @swatipatraswati9023 3 года назад

    OMG🙏 jai jagannath 🙏

  • @sarbeswardash2
    @sarbeswardash2 3 года назад

    ୫ ଥର cm ...nabin patnaik ...bbsr ku sajadi parilani....kahuchi kan na smart city...

  • @jitendrakumarpattanaik6230
    @jitendrakumarpattanaik6230 3 года назад

    Naveen babu no 1

  • @Bk-tw3nq
    @Bk-tw3nq 3 года назад +4

    Ei panchayat election re BJD ku haraooo.... Paruchho jadi independent candidate nku vote Dio jadi local area ro kau party pasand nahi

  • @bhaktikantasahoo3080
    @bhaktikantasahoo3080 3 года назад +1

    Smart City 🤣🤣🤣🤣🤣👏👏👏

  • @pramilsahu4068
    @pramilsahu4068 3 года назад

    NAVEEN PATNAIK JINDABAD

  • @debiprasadmishra2699
    @debiprasadmishra2699 3 года назад +13

    Population explosion...everyone wants a house in Bhubaneswar...Once had so many natural drains...all rain water drained out in one or two hours after rain...all the low lands are filled up for building construction..who to blame.

  • @niranjannayak5969
    @niranjannayak5969 3 года назад

    ତଥାପି ଆମ୍ଭମାନଙ୍କୁ BJD ଦରକାର ।

  • @kumars_creation7064
    @kumars_creation7064 3 года назад +1

    Ooh my god

  • @saratpradhan5425
    @saratpradhan5425 3 года назад +1

    ବିଜୁ ପୋଖରୀ ଯୋଜନା,

  • @rajivbiswal4678
    @rajivbiswal4678 3 года назад +4

    Smart City re danga paka a

  • @aghnubarwa7234
    @aghnubarwa7234 3 года назад

    Good GOVT

  • @kuniacharya7989
    @kuniacharya7989 3 года назад +2

    Vote dia bjd ku aahuri bhala subidha paiieba

  • @sonalpadhi6518
    @sonalpadhi6518 3 года назад

    Ama smart loka polythine jebe Jain use karibe setebele Jain aha hiin heba

  • @rajeshkumarrintu5012
    @rajeshkumarrintu5012 3 года назад +1

    Drain subidha karajau au lokamananku anurodh jetiki subidha achi sethire garbage pakei blockage karantu nhi,sarkaarnku dosa daba agaru nije sachetan rahibabi darkaar🙏🙏

  • @dhanumunda2025
    @dhanumunda2025 3 года назад

    Volo heichi 🖒🖒🖒🖒🖒🖒🖒🖒