Very good liku Bhai jindabad tame bhagaban antarjaami nka srusti sarjana ku rakhya karuchha dharamsala ku sundar surakhita karuchha thanks ame samaste tama sangare achhu dusta sakti ku binasha karantu thanks god bless you and your lovely family members ❤️❤️🙏🙏
ଭାଇ ଯାହା କରୁଛନ୍ତି ଵହୁତ ଭଲ । ଏହିପରି କଲେ ଖାଲି ଖଣି ମାଫିଆ ନୁହେଁ ଵାଲି ମାଫିଆମାନେ ମଧ୍ୟ ସାଵଧାନ ହୋଇଯିଵେ।
ବିଧାୟକଙ୍କର ସୁନ୍ଦର ଚିନ୍ତାଧାରା
ବିଧାୟକ ଙ୍କୁ ଅନେକ ଧନ୍ୟବାଦ ।ଅନ୍ତତଃ ପାଞ୍ଚ ବର୍ଷ ହେଉ।
ବହୁତ, ବହୁତ , ବହୁତ ଭଲ ଶଳାଙ୍କୁ ଧରି ସେଇ ଖଣିରେ ପୋତି ଦିଆଯାଉ ବାହାରି ପାରିବେନି କି ଖଣି ଲୁଟ କରିପାରିବେ ନାହିଁ ଲିକୁ ଭାଇ କି ଜୟ🎉🎉🎉🎉
ଧନ୍ୟବାଦ ଆପଣଙ୍କୁ ଭଗବାନ ସାହାଯ୍ଯ କରନ୍ତୁ।
ବିଧାୟକ ଙ୍କ କାର୍ଯ୍ଯାନୁଷ୍ଠାନ ପାଇଁ ଧନ୍ଯବାଦ।
ଏଗୁଡିକ ପୁରୁଣା ଅଭ୍ୟାସ ନୁଆ ନୁଆ ଧମକ ଦିଆଗଲା କିଛି ହବନି,କମିସନ୍ ମିଳିଲା ପରେ ଆଉ ଏପରି ହବନି। ସବୁ ଠିକ୍ ଅଛି ବୋଲି ବିଧାୟକ କହିବେ, ଅବଶ୍ୟ ଏଗୁଡିକ ସାଧାରଣ ଲୋକ ଜାଣିବେନି।
We Welcome. Pls ଚଢ଼ାଉ କରି ସମସ୍ତ ଙ୍କୁ ଧରନ୍ତୁ. We support Mohan sir our CM
ବହୁତ ବଢିଆଁ
ଯଦି ଆଘରୁ ଥିବା ସରକାର ଏମିତି ଚଢ଼ାଉ ହୋଇଥାନ୍ତା ଓଡିଶା ରେ ଏମିତି ଅପରାଧି ଙ୍କ ଗୋଡ଼ ଭାଙ୍ଗି ଯାଆନ୍ତାଣୀ
ଜୟ ଜଗନ୍ନାଥ ⭕❗⭕🙏🚩🙏🚩🙏🚩🙏🚩🙏🚩
Dhanyawad MLA Sir. Aponko pari sabu MLA heba darkar
ବିଧାୟକ ସାର ପ୍ରଥମ ଖଣି ବିଭାଗ ର ଅଫିସର ଘରେ ଭିଜିଲାନ୍ସ ରେଡ଼ ହଉ ।ଯିଏ ଜାଜପୁର ଜିଲ୍ଲାର ଦାୟିତ୍ୱ ଥିଲେ ।
ବହୁତ ଭଲ ଡିସିସନ, ବାକିରହିଲା ମାଫିଆ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର
Hi 6
Hmm
😢😢😢😢ବହୁତ ଖୁସି ଲାଗୁଛି
Bahut badhiya 👍🏾
ଖଣି ଖନନ କାର୍ଯ୍ୟ ରାଜ୍ୟ ରେ ସୋଭାପାଉନାହିଁ *****ବନ୍ଦ କରିବା ଉଚିତ୍ ******🌾🇮🇳✔️⌚
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଦୁଃଖିତ। ଦୁଃଖିତ। ଦୁଃଖିତ।
ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ।
ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ।
ନଚେତ୍ ଆମେ ଭାବିବୁ ଯେ ଆମେ ଆମର
ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ।
BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ,
କିନ୍ତୁ ବର୍ତ୍ତମାନ 40ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ତାହାର 1 ପ୍ରତିଶତ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଆମ୍ଭେ ନିଶ୍ଚିତ।
କାରଣ ବର୍ତ୍ତମାନ ସୁଦ୍ଧା ଖଣି ମାଫିଆ, ବାଲି ମାଫିଆ, ପାଣି ମାଫିଆ, ଚମଡା ରାକ୍ଷସ ମାଫିଆ, ଜମି ମାଫିଆ, ଜଙ୍ଗଳ ମାଫିଆ, ମନ୍ଦିର ଲୁଟେରା ମାଫିଆ, ପାହାଡ ମାଫିଆ ବଡ ବଡ ଡକାୟତ ଇତ୍ୟାଦି ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ଥିଲେ/ଅଛନ୍ତି ଏବଂ ରହିଛନ୍ତି ମଧ୍ଯ। ଯେ ପର୍ଯ୍ୟନ୍ତ ସେମାନେ ନିଶ୍ଚିହ୍ନ ନ ହେବେ ସେ ପର୍ଯ୍ୟନ୍ତ ଆମ୍ଭେମାନେ କହିପାରିବୁ ନାହିଁ
BJP GOVERNMENT କିଛି କାର୍ଯ୍ୟ କରିଲାବୋଲି!!!
ଦୁଃଖିତ। ଦୁଃଖିତ। ଦୁଃଖିତ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
Veri good dicision. 🙏🙏🙏immidiet actaion. No compramise.
Very good step sir keep it up
Welcome ❤
ଯେତେ ଖାଇ ଛନ୍ତି ସେତେ ବାନ୍ତିକରାଇ ବାକୁ ପଡିବ ଜୟ ବିଜେପି
Very good 👍
Congratulations
ଜମା ଛାଡିବାର ନାହିଁ ଧର ଶଳା ମାନଙ୍କୁ
25 ବର୍ଷ ହେଲା ଏତେ ଖଣି ପଇସା କାହା କାହା ପାଖକୁ ଯାଉଥିଲା
👍
ଯେଉଁ ମାନଙ୍କୁ କିଛି ମିଳୁ ନ ଥିଲା ସେମାନେ ରାଗିବା ସ୍ବଭାବିକ
ବିଧାୟକ ହେବ ତ ଏମିତି ?
ଭାଗ ପାଇଲେ ବିଧାୟକ ପୋଲିସ ପାଟି ଚୁପ 😂😂😂😂
@@bhagabatsoren249 tu kn bhabilu sie kn bjd pranab
@@bhagabatsoren249tu bhabuchu ki bjd neta Paisa khai loka nku hairan kariba
@@BISWARANJANMALLIK-mr8jd ରାଜନିତି ଚୁରନିତି । ତୁ ଜାଣିଛୁ ଭଲ କିଏ ଖରାପ କିଏ । ମୁଁ ଜାଣିଛି ରାଜନିତିୟା ଜେତେ ସବୁ ଚୁର ।
@@Odiaranjan848 ଚୋର ଦୋଳ ବିଜେପି ଜିନ୍ଦାବାଦ୍
Thank you Himanshu Bhai Jindabad
ବିଧାୟକ ହବତ ଏମିତି
ଯାହା ହଉ ବିଜେଡି ସରକାର ନବିନ ପଟନାୟକ ଯାହା ଚବିଶ ବରଷ କରିପାରି ନଥିଲା ତାହା ବିଜେପି ସରକାର ମୋହନ ଚରଣ ମାଝି ସମୟ ହେଉଛି ଜଗନାଥ 🙏🙏🙏🙏🙏
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରାଣିଗୁଡା ଠାରେ ସବୁଠାରୁ ବଡ଼ ପଥର ଖଣି ଅଛି ଆଉ ପାଖରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଓଉଛି ମାତ୍ର ୧୦୦ ଦୁରରେ ରହିଛି ବ୍ଲାସଟିଙ୍ଗ ଏବା ଦ୍ଵାରା ଏକଲବ୍ୟ school ପାଟ ସୃଷ୍ଟି ଓଉଚି ସାର୍ ଆପଣ ତର୍ଜମା କରନ୍ତୁ please
Arrest karajau
Good working
Good work Himanshu. Let him be given Ministry for Mines
Very very good habo
Liku bhai zabardast action nia salanku suspend kara khani bibhaga durniti officer ku
Bidhayanku sadhubada sradha purna naman.
Bahut bhalo karuchhanti
Thank you sir
ଆକ୍ସନ ମୋଡ଼ ମାଫିଆ ଘାଇଲା😂
Jai himanshu vai
Joda, badbil,keonjhar ,Talcher,Laxnpur,coal mines main
Bahut jaruri
Himanshu Bhai God bless you, you are great
ହେଡିଂ ଗୋଟେ....ରିପୋର୍ଟ ଆଉ ଗୋଟେ....
ଭାଇ କରୁଛ ତ ଭଳକରିକର ଏକଡିସମିଳ ବି ଛାଡତୁନୀ ନହେଳେ ତତେଚଢେଦେମି
Bhai kichi Paisa maguthile mililani boli ete raga
Vheri nace sar odisha sundargarh rajgangpur jaraikela bahiam hindustan jindabad JAEHINDEH
Love u brother... ❤❤❤❤❤
100. %. Right
ସେଠିକାର ତହସିଲଦାର, collector କଣ କିଛି ଜାଣି ନ ଥିଲେ? ଏହା କଣ ସମ୍ଭବ ? ସେମାନଙ୍କ ସମ୍ପୃକ୍ତି ନାହିଁ କହିଲେ ବିଶ୍ବାସ କରି ହେବ ନାହିଁ!
Ok. 100/100
ଖଣି ମାଫିଆ ଚାନ୍ଦା ନ ଦେବାରୁ ଚଢଉ😂 ଭାଗ ପାଇଲେ ବିଧାୟକ ପୋଲିସ ଚୁପ ହେଇଯିବେ 😂😂ଏଇ କୁଂଥେଇ କରି କହୁଥିବା ନିୟୂଜ ବାଲା ବି ଆଗାମି ଦିନରେ କମ୍ବଲ ଘୋଡେଇ ଘୋର୍ ନିନ୍ଦ୍ରାରେ ସୁଇ ଯିବ 😂😂😂
ତୁମ ବିଜେଡି mla ଭାବିଲୁ କି
@@pranabmohanty4400 ଏ ବାଳ,,,ଚୋର କହିଲେ କୁକୁର କୁ ବାଧୁଛି।
@@pranabmohanty4400 ନା ମୁଁ ବିଜେପି ଭାବିଛି
@@pranabmohanty4400 ନା ମୁଁ ବିଜେପି କୁ ଭାବୁଛି
100 percent ✅ katha
Mafianku encounter
Excellent work. Carry-on. God bless you.
Bahut badhia liku bhai good job
M L A Jee God bless you
Ashok ku.Bhoi Bord kld.
Very very nice.
Perfect MLA God bless You .❤
Right
very good thank u MLA mahodaya and entire Administration,Police
Very 👍👍👍👍👍👍👍
Khali Jajpurinku dharile kn heba
ବିଧାୟକ ଠିକ୍ କରିଛନ୍ତି।
Save Odisha, save its natural resources.
ଆଗରୁ ପ୍ରଶାସନିକ ଅଧିକାରୀ କୁଆଡେ ଗଲେ ଆଗ ପ୍ରଶାସନିକ ଅଧିକାରୀ ତାଗିଦ୍ କରାଯାଉ ଯେଉଁ ଅଧିକାରୀ ମାନେ ସାମିଲ ଥିଲେ ତଦନ୍ତ ଅନ୍ତର୍ଭୁକ୍ତ କରାଯାଉ ଏଠାରେ ଖଣି ମାଫିଆ ନାହିଁ ଏଠାରେ ପ୍ରଶାସନିକ ଅଧିକାରୀ ଖଣି ମାଫିଆଙ୍କ ସହ ମିଶି ସମସ୍ତ ପ୍ରକୃତି ସଂଶୋଧନ ଲୁଟ କରୁଥିଲେ ବିନା ପ୍ରଶାସନିକ ଅଧିକାରୀ ନହେଲେ ଖଣି କେମିତି ଲୁଟ ହେବ
Very good
The real hero himansu ଭାଇ
Good Sir 🙏🙏🙏🙏👌👌💕💕💕 Emitika Dhariba Katha Chora Magia ku
Jai ho bjp MLA for saving odisha
ଭାଈ ମାଡି ଚାଲ
Atiranjanjit khabar
ଉଚିତ୍ ପଦକ୍ଷେପ ନେଇଛନ୍ତି
Bhai. Good
Sabu tahasildar mananku jana
bjd sasan time re tahasildar kn koruthile
Nice sir
More than one most
Mohan sarkar jindabad 🎉evali padakhiyapa swagatjogiya🎉
ବେକାର ଡ୍ରାମା କରୋନି ଯାଓ କାମ କରିବ ଏହି ଖାଦାନ ବହୁତ୍ ଦିନରୁ ଜେଇ ସାରିଲେ ତାପରେ ତୁମେ କଲେ କଣ ହେବ
ବିଜେପି ଯିବ
Dhenkanal re kebe hab,,chadhao
❤❤❤❤❤❤❤❤
ସୋର ଥାନା ଅନ୍ତର୍ଗତ ବାଗୁଡ଼ି ପାହାଡ ଉପରେ କେବେ ତଦନ୍ତ ଆରମ୍ଭ ହୋଇଛି,
ଜବାବ ଦିଅନ୍ତୁ ନବୀନ ପାଣ୍ଡୁ ବିଜେଡ଼ି ସରକାର କେତେ ଲୁଟି ଅଛନ୍ତି।
Himanshu bhai congratulations.
Collector/tashildar upare najar rakhithiba.adeta bada maphia
ଭତା,ସୁଭଦ୍ରା ଯୋଜନା ରେ ସବୁ ବିକି ଖାଇବା
ନିଜେ ବିଧାୟକ ତ ଜଣେ ମାଫିଆ ଓ ପ୍ରବଳ କଳା ଧନ ର ଅଧିକାରୀ
Kou bidhayak purba t
😮nabarangapur, re kebe
Ati sighra Sabu ade
Only Liku Sahoo ❤❤❤❤❤❤
Koraput re kebe heba
Kandhamala re madhya chadhau karajau
ଏଥି ପାଇଁ BJD ବାଲା ଲୋକଙ୍କ ଫାଟୁ6i
Jay bjp
Kenjhar Patna Tahasil. Adhhina Badadhanurjaypur
Ahesan industries 😢😢
Lokal hudi sabu sarilani Aha tadanta hehu Malika staff salari deunahi kahile staff ku
Michha bahana dekhei out karuchi
Aharatadanta karajau
Bastad chora Non-Sense Navin pattanaik, PANDIAN KU arrest karantu
khordha re kebe heba ?
Biçhakhandi re kebe heba
Very good liku Bhai jindabad tame bhagaban antarjaami nka srusti sarjana ku rakhya karuchha dharamsala ku sundar surakhita karuchha thanks ame samaste tama sangare achhu dusta sakti ku binasha karantu thanks god bless you and your lovely family members ❤️❤️🙏🙏