ଜୀବନର ଗୁରୁ ମନ୍ତ୍ର : ମଧୁରବାଣୀ

Поделиться
HTML-код
  • Опубликовано: 11 окт 2024
  • ‪@Ommtvindia‬ ଜୀବନର ଗୁରୁ ମନ୍ତ୍ର : ମଧୁରବାଣୀ #Motivationalspeaker #BidyadharBarik #Madhurabani #Motivational #Ommtv #Ommtvindia #Ommtvodisha #Viralvideo #Trendingvideo
    OmmTV channel is a digital channel. Which is available exclusively on digital social media platforms including OmmTV Portal, Omm TV, Omm Radio and E-Paper. It is a digital media house. It is affiliated with New Bhubaneswar Press Club along with Ommtv Media Private Limited Company. its entertainment programs are managed by Kalinga Cine Arts Foundation. this media house is a registered organization of the state, it has representatives in every district and block. However, it promotes the Art of Giving while serving only positive news. With the blessings and inspiration of educationist and social worker Achyuta Samanta, this organization has been and will continue to serve people from all walks of life in the state and outside the state through media. Since its founder Bidyadhar Barik (Madhu) is a renowned motivational speaker and journalist, he has been managing it himself since 2020.
    ଓମଟିଭି ଚ୍ୟାନେଲ୍ ଏକ ଡ଼ିଜିଟାଲ ଚ୍ୟାନେଲ ଅଟେ । ଯାହା କେବଳ ଡ଼ିଜିଟାଲ ସୋସିଆଲ ମିଡ଼ିଆର ଓମଟିଭି ପୋଟାଲ , ଓମ ଟିଭି , ଓମ ରେଡ଼ିଓ ଏବଂ ଇ ପେପର ସହିତ ସ୍ବତନ୍ତ୍ର ଆପରେ ଉପଲବ୍ଧ ଅଟେ। ଏହା ଏକ ଡ଼ିଜିଟାଲ ମିଡ଼ିଆ ହାଉସ୍ ଅଟେ। ଓମଟିଭି ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ସହିତ ଏହା ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ସହିତ ଅନୁବନ୍ଧିତ ହୋଇଛି। ଏହାର ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ଅଟେ। ଏହି ମିଡ଼ିଆ ହାଉସ୍ ରାଜ୍ୟର ଏକ ପଞ୍ଜିକରଣ ସଂସ୍ଥା ହୋଇଥିବାରୁ ଏହାର ପ୍ରତିନିଧିମାନେ ପ୍ର‌ତ୍ୟେକ ଜିଲ୍ଲା ଓ ବ୍ଲକରେ ଅଛନ୍ତି। ତେବେ କେବଳ ସକରାତ୍ମ ସମ୍ବାଦ ଏଥିରେ ପ୍ରସାରଣ କରାଯିବା ସହିତ ଲୋକଙ୍କ ସେବା ଆର୍ଟ ଅଫ୍ ଗିଭିଂ କୁ ଏହା ପ୍ରମୋଟ କରିଥାଏ। ଶିକ୍ଷାବିତ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଆର୍ଶୀବାଦ ଓ ପ୍ରେରଣାରେ ଏହି ସଂସ୍ଥା ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ବର୍ଗର ଲୋକଙ୍କ ସେବା ଗଣମାଧ୍ୟମ ଦ୍ବାରା କରିଆସୁଛି ଏବଂ ଆସୁଥିବ। ଏହାର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ( ମଧୁ ) ଜଣେ ପ୍ରତିଷ୍ଠିତ ମୋଟିଭେସନାଲ ସ୍ପିକର ଓ ସାମ୍ବାଦିକ ହୋଇଥିବାରୁ ଏହାକୁ ସେ ୨୦୨୦ ମସିହାରୁ ନିଜେ ପରିଚାଳନା କରି ଆସୁଛନ୍ତି।
    Our Website : www.ommtv.in
    Facebook : www.facebook.c...
    RUclips: youtube.com/@o...
    Twitter: x.com/journali...
    Instagram: www.instagram....
    linkedin link : www.linkedin.c...
    Sharechat: sharechat.com/...
    This is the Copyright content of OmmTv Media Pvt. Ltd. / Kalinga Cine Arts and New Bhubaneswar Press Club Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !

Комментарии • 1

  • @sureshDanimatior
    @sureshDanimatior 3 дня назад +1

    sundar smruti ra bhabapurna upasthapana... ❤