ଆଜି(20-12-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код
  • Опубликовано: 23 дек 2024

Комментарии • 631

  • @somanathdas686
    @somanathdas686 4 дня назад +12

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @SumatiDalei-j2q
    @SumatiDalei-j2q 4 дня назад +5

    He Prabhu patitapaban subha sakala re tuma mangala alati ku sata Kati pranam mannima sara sansarara mangala karantu he manima 🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏

  • @arjunkhuntia8698
    @arjunkhuntia8698 4 дня назад +11

    ହେ କମଳନୟନ ତୁମ ମଙ୍ଗଳ ଆଳତିରେ ଆଜିର ଏ ଦିନଟି ମଙ୍ଗଳ ମୟହେଉହେ ମଣିମା ଏ ଅଧମର ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ ହେ ଜଗତର ପିତା ରାଧା ମାଧବ ପ୍ରଭୁ ବିଶ୍ୱବିଧାତା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️🙏🙏🙏🙏🙏🙏🙏🙏🙏

  • @rabindrapatro3569
    @rabindrapatro3569 4 дня назад +11

    ଜୟ ହୋ ଅନାଥ ର ନାଥ 🙏 ଶରଣାପନ୍ନ ପ୍ରଭୁ ତୁମ ଶ୍ରୀ ଚରଣ ରେ ଅନନ୍ତ କୋଟି ପ୍ରଣାମ ଦଣ୍ଡବତ ଜଣାଉଛି ଏ ଦାସ, ମୋର ସକଳ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରନ୍ତୁ ସାଆନ୍ତେ 🙏 କରି କରାଉଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ 🙏

  • @pabitrakumarpatra4347
    @pabitrakumarpatra4347 4 дня назад +7

    ଜୟ ଜୟ ଶ୍ରୀ ଜଗନ୍ନାଥ ପତିତପାବନ ମହାପ୍ରଭୁ ଙ୍କ ମଙ୍ଗଳ ଆଳତୀ କୁ ମୋର ଅନନ୍ତ କୋଟି ଦଣ୍ଡବତ ହେ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ 🙏🪷🙏🪔🪔🪔🪔🪔🪔

  • @MithunJagadala-sr8cd
    @MithunJagadala-sr8cd 4 дня назад +10

    ଜୟ ଜୟ ଶ୍ରୀ ଜଗନ୍ନାଥ ⭕‼️⭕🪔🪔🪔🪔🙏🏻🙏🏻🙏🏻🙏🏻🙏🏻ଜଗା ବାବା ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻

  • @diptimayebal7676
    @diptimayebal7676 4 дня назад +4

    ମହାବାହୁ🙏 ହେ ମୁଁ ଜାଣେନି ମୋ ପାଇଁ କଣ ଠିକ୍ ଭୁଲ୍ କଣ ବାଟ ଦେଖାଅ ମୋ କଳାଠାକୁର 🙏🏻⭕‼️⭕

  • @BhaskaraMohapatra
    @BhaskaraMohapatra 4 дня назад +3

    Jaya Jagannath 🙏🙏🙏🙏🙏🌹🌹🌹🌹🌹🌹🌻🌻🌻🏵️🌻🌻🌻🌻🌼🌼🌼🌼🌼🌼🏵️🏵️🏵️🏵️🌻🌻🌷🌷🌷🌷🌷🌷🌷🌷🌺🌺🌺🌺🌺🌺💐💐💐💐💐💐💐🚩🚩🚩🚩🚩🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🌹

  • @santoskumarpradhan9015
    @santoskumarpradhan9015 4 дня назад +4

    🙏🙏🙏ମଣିମା ମତେ ଟିକେ କୃପା କର ହେ ମହାପ୍ରଭୁ ହେ ଦୟାର ସାଗର କୃପା ସାଗର କ୍ଷମାର ସାଗର ମହାପ୍ରଭୁ 🙏🙏🙏

  • @ashokkumardas1181
    @ashokkumardas1181 4 дня назад +5

    ମହାପ୍ରଭୁ ପତିତପାବନଙ୍କୁ ମୋର ବିନମ୍ର ପ୍ରଣାମ ପ୍ରଭୁ ତବ ଚରଣେ ଶତ କୋଟି ପ୍ରଣାମ ପ୍ରଭୁ ମୁଁ ନିମିତ୍ତ ମାତ୍ର ପ୍ରଭୁ ମୋତେ ମୋ ହାତ ଧରି ଚଳାଇ ନିଅ ପ୍ରଭୁ ମୋତେ ଖମା କର ପ୍ରଭୁ ପ୍ରଣାମ

  • @rajendrasahu4199
    @rajendrasahu4199 4 дня назад +6

    ଜୟ ଶ୍ରୀ ଜଗନ୍ନାଥ 🙏ମୋ ଜଗନ୍ନାଥ ମହାପ୍ରଭୁ 🙏ଶୁଭ ସକାଳର ମଙ୍ଗଳ ଆଳତି ଦର୍ଶନ କୁ ଏ ଅଧମ ର ସତ ସତ କୋଟି ପ୍ରଣାମ ମଣିମା 🙏ହେ ମହାବାହୁ କୃପା କର ହେ ଚକାଆଖି ଚକାନୟନ 🙏ସଂସାର ସୁଖୀ ରଖ ହେ ମାଧବ 🙏ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଙ୍କ ଚରଣେ ଶରଣ 🙏ହରି ଶରଣ ହରି 🙏ହରି ହରି ବୋଲ 🙏

  • @surendranathnayak9319
    @surendranathnayak9319 4 дня назад +5

    ❤ ଆଜି 20-12-2024 ଜୟ ଜଗନ୍ନାଥ
    ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤

  • @Satyapriya.Das1
    @Satyapriya.Das1 4 дня назад +11

    ହେ ମଙ୍ଗଳମୟ କରୁଣାସାଗର ହରି ଏ ଦିନଦୁଖିନୀର ଆଖି ଲୁହରେ ଏ ଦିନ ବିତୁଛି ,, ନିଷ୍ଠୁର ହୁଅନି ହେ ଦୟାମୟ ,,ତୁମ ପାଦତଳେ ଟିକେ ଆଶ୍ରା ଖୋଜୁଛି ମଣିମା 🛐 ନିରାଶ କରିବନି ହେ ମହାବାହୁ,,, 🛐🛐🛐

    • @DeepakParida-sj7eo
      @DeepakParida-sj7eo 4 дня назад +1

      Jay Jagannath Swami 👏👏👏👏👏🌹♥️♥️♥️

  • @Sammon606
    @Sammon606 4 дня назад +5

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻

  • @1vedanta777
    @1vedanta777 4 дня назад +3

    Jaya Jaya shree jagannath prabhu pranam, jaya jaya maa maha laxmi pranam 🌿🌺🌹🪔🙏⭕❗⭕🙏🪔🌺🌹🌿

  • @satyaranjandas1253
    @satyaranjandas1253 4 дня назад +6

    || ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ||

  • @jyotsnamahapatra6349
    @jyotsnamahapatra6349 4 дня назад +1

    ଜଗାରେ ଫୁଲରେ ସଜେଇ ହୋଇ ବହୁତ ସୁନ୍ଦର ଦେଖା ଯାଉଛୁ ଧନରେ | ତୋ ଆଳତୀ ଦେଖି ଜୀବନ ଧନ୍ୟ ହୋଇଗଲା |⭕‼️⭕🙏🙏🙏🙏🙏🙏❤️

  • @Dwitikrishna.
    @Dwitikrishna. 4 дня назад +6

    🙏 Jai 🙏 shree 🙏 jagannath 🙏 Swami 🙏 Nayana 🙏 Patha 🙏 game 🙏 bhaba 🙏 tume 🙏

  • @nabaghankumar5065
    @nabaghankumar5065 4 дня назад +3

    Jay shree jagannath Swami Narayan Patha gami bhaba tume thank you so much prabhu 🙌🙌🙏🤎🪔🪔🪔

  • @kalpashreemishra7741
    @kalpashreemishra7741 4 дня назад +1

    JAY JAGANNATH SWIM NAYNA PATH GAMI BHAB TUME MAA LAXMI MATA KI JAY👏👏👏👏👏👏👏🙏🙏🙏🙏🙏🙏🙏KOTI KOTI PRANAAM

  • @rabinarayansahoo4515
    @rabinarayansahoo4515 4 дня назад +3

    ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାର ଵିଦରେ ଅନନ୍ତ କୋଟି କୋଟି ପ୍ରଣାମ

  • @niharikadas4451
    @niharikadas4451 4 дня назад +1

    Nilachala Nibasaya Nityaya Paramatmane Balabhadra shubhadrabyam Jagganathayate Namah 🙏🙏🙏🙏🙏 🙏🙏🌷🌷🌷🙏🌷🌷🙏🌷🙏🌷🙏🌷🙏🌷🙏🌷

  • @babitapanigrahi528
    @babitapanigrahi528 4 дня назад +6

    ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଭୁ। ସବୁ ବିପଦରୁ ରକ୍ଷା କର ପ୍ରଭୁ। ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Diptimayeemahanta-k4b
    @Diptimayeemahanta-k4b 4 дня назад +2

    jay balabhadra 🙏🙏🙏🙏 jay maa subhadra 🙏🙏🙏🙏 jay shree jagannath 🙏🙏🙏🙏 jay maa laxmi narayan 🙏🙏🙏🙏🪔🪔🪔🪔

  • @susantakumarsahoonice8313
    @susantakumarsahoonice8313 4 дня назад +5

    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏

  • @nabinbaisakha1454
    @nabinbaisakha1454 4 дня назад +3

    ଜୟ ଜଗନ୍ନାଥ, ଶୁଭ ସକାଳ ରେ ପତିତ ପାବନ ନାରାୟଣଙ୍କ ମଙ୍ଗଳ ଆଳତି ଦର୍ଶନ କରି ଭକ୍ତଙ୍କ ସମାବେଶ, ହେ ପ୍ରଭୁ ତୁମେ ମୋର ମୁ ତୁମର,ଆଜି ଦିନଟି ମଙ୍ଗଳ ମୟ ହେଉ

  • @gullu7961
    @gullu7961 4 дня назад +4

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @sabitasahu6378
    @sabitasahu6378 4 дня назад +1

    Jay Jagannathswami Nayanapathagami Bhabatume Prabhoo 🙏🙏🙏🙏🙏🪻🌻🌺🌷🥀💐🌸🌹⚘️🥥🥥🥥🥥

  • @madhusmita9265
    @madhusmita9265 4 дня назад +1

    Jagare to padapayare koti koti pranam manima mate Saha hua prabhu kemitt ae baki sujhibi prabhu 😭😭😭😭🙏🙏

  • @prakashchandrapanda3463
    @prakashchandrapanda3463 4 дня назад +1

    🙏🏼🙏🏼🙏🏼🌺🌺🌺🔔🔔🔔🪔🪔🪔 JAY JAGANNATH SWAMI NAYANA PATHA GAMI BHABA TUME KOTIYE PRANAMA SWAMI KHYAMA DIANTU PRAVU TUMA ICHHA PURNA HEU 🪔🪔🪔🔔🔔🔔🌺🌺🌺🙏🏼🙏🏼🙏🏼

  • @prasantbhoi116
    @prasantbhoi116 4 дня назад +6

    Jaya jagannatha swami nayan path gami bhaba tume 🙏

  • @sanjaykumarsahoo1896
    @sanjaykumarsahoo1896 4 дня назад +1

    Jay shree jagannath ❤️🪷❤️🪷❤️⭕‼️⭕💮💮⭕‼️⭕🏵️🌸 Jay shree jagannath 🌺🌿🌺🌿🌺🌿🌺🌿🌺🌿🌺🌿🌺🌺🌿 Jay shree jagannath 🌼🌺🌼🌺🌼🌺🌺🌺🌺🌺🌺🌸

  • @shainemohapstra9090
    @shainemohapstra9090 4 дня назад +3

    Madhaba mote rakhya karebe🪔🪔🪔🙏🙏😊

  • @rajubiswal8384
    @rajubiswal8384 4 дня назад +1

    Jay balabhadra jay subhadra jay jaganntha jay maa laxmi 🌿🌿🌿🌿🌼🌼🌼🌼🪔🪔🪔🪔🙌🙌🙌🙌⭕‼️⭕🥥🍌🍎🙏🙏🙏🙏

  • @bapibapipradhan8067
    @bapibapipradhan8067 4 дня назад +1

    He mahaprabhu kalia Santa tumaku more kotti kotti pranam tumehi saha tumehi bharasha sabu tume Jay jagannath🙏😂❄🌷🌸🌼🪔🙏

  • @lopamudramisha3202
    @lopamudramisha3202 4 дня назад +1

    Jay Shree jagannath Jay Jay Shree jagannath Jay Jay Shree jagannath Swami nayan Patha gami bhaba tu me 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Dayanidhi1Mohanta
    @Dayanidhi1Mohanta 4 дня назад +3

    Jay jagannath ⭕❗⭕🙌🌸🌸🌸

  • @dhuliabehera2779
    @dhuliabehera2779 4 дня назад +5

    🙏🙏🙏🙏🚩🪔🪔🪔🪔🪔🪔🪔 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ଼ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sangramparida1639
    @sangramparida1639 4 дня назад +1

    Jay jagannath swami Prabhu nayan patha gami vaba tume 🙏⭕‼️⭕🙏

  • @prabhanshubag6586
    @prabhanshubag6586 4 дня назад

    🙏🪔🦚🕉⭕❗⭕🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ🙏
    🙏ହେ ମହାବାହୁ🙏 ହେ କାଳିଆ ସାଆନ୍ତ🙏ହେ ଚକାଆଖି🙏 ହେ ଚକାଡୋଳା ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏 ⭕❗⭕🕉🦚🪔🙏

  • @jyotisinghbarik7725
    @jyotisinghbarik7725 4 дня назад +1

    Jay shree Mahaprabhu Jagannath swami 🙏🏻🙏🏻🙏🏻Jay shree Mahalaxmi Maa 🙏🏻🙏🏻🙏🏻

  • @sumitrarana1977
    @sumitrarana1977 4 дня назад +3

    ❤❤ ଜୟ ଜଗନ୍ନାଥ ପ୍ରଭୁ ଆପଣ ଭଲରେ ଥାଆନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ❤❤ ହେ ମଣିମା ମୋର ଏ ଆଣ୍ଠୁ ଗଣ୍ଠି ରୋଗ ରୁ ଆରୋଗ୍ୟ କର ହେ ବାସୁଦେବ ମୋର ବିଶ୍ୱାସ ଭରସକୁ ରଖ ମହାପ୍ରଭୂ ❤❤

    • @surendranathnayak9319
      @surendranathnayak9319 4 дня назад

      ବୟସ ହେଲେ ସବୁ ରୋଗ ହେବ❤ ଜଗନ୍ନାଥ ଙ୍କୁ ଜର ହେଇଗଲା ❤ ତୁମେ କିଏ ଆମେ କିଏ ❤❤

    • @harikrishnapati
      @harikrishnapati 4 дня назад

      Papa ra phala bhogiba ku padiba God kichi Kari pariba nahi .

  • @BishnuPrasadMohanty-vf9ci
    @BishnuPrasadMohanty-vf9ci 4 дня назад

    ହେ ମହା ପ୍ରଭୁ ହେ ପତିତପାବନ ହେ କାଳିଆ ଠାକୁର ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ କୋଟି ପ୍ରଣିପାତ 🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐⭕‼️⭕😭😭😭😭😭😭😭😭😭😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐 ହେ ଅନ୍ତର୍ଯ୍ୟାମୀ ହେ ଦୁଃଖ ହାରି ଦୁଃଖ ହରଣ କର ହେ ପତିତପାବନ ତୋ ଶ୍ରୀ ଚରଣ ତଳେ ଆଶ୍ରୟ ଦିଅ ମୋର ଏତିକି ପ୍ରାର୍ଥନା ରେ କାଳିଆ ଠାକୁର

  • @rosalinipradhan5302
    @rosalinipradhan5302 4 дня назад +2

    Jay Jay jagannath mo prabhu ❤⭕‼️⭕🌹🌹🌹🌹🌹🙏🙏🙏🙏🙏🙏🙏🙏🙏

  • @PinkiMahanty-so6yg
    @PinkiMahanty-so6yg 4 дня назад +1

    mo kalia nilachalia samastanku bhalare rakha mo garabhare baduthiba pilaku bhala re duniyaku ana saha hua rakhaya kara he mahabahu bhala tikia dia daya kara jay jagannath swami nayana pathagami bhabatume mo suna pua mo kalia

  • @VidyadharPradhan-r8r
    @VidyadharPradhan-r8r 4 дня назад +1

    Jay Jagannath Jay Jagannath Jay Jagannath Swami Nayan path Gami Jay Jagannath Swami Nayan path Gami Jay Jagannath Swami Nayan path Gami

  • @tapaswinidas5023
    @tapaswinidas5023 4 дня назад +2

    ❤🌻🌻🌷🌺🌸🌹🪔🙏🙏🙏🙏🙏👏ହେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ପତିତପାବନ ଶ୍ରୀହରି ଶ୍ରୀପଦେ ଶରଣ ଶ୍ରୀନାଥ💐🙏🙏🙏🙌

  • @JyoshnaDas-po6im
    @JyoshnaDas-po6im 4 дня назад +1

    He. Prananatha. He. Baliara. Bhuja. Tuma. Sri. Charanatale. Aadhamara. Aanantakoti. Pranaam. Manima

  • @pratimamohapatra1720
    @pratimamohapatra1720 4 дня назад

    ପୁଣ୍ୟ ପ୍ରଭାତ ର ମଙ୍ଗଳ ଆଳତି ଦରଶନେ ପୁରେ ମନ
    ଜୀବନର ଯେତେ ବିଷମ ଦୁଃସ୍ଥିତି
    ଭୁଲି ଯାଏ ସେହି କ୍ଷଣ।
    ସହସ୍ର ବେଦନା ତୋ ବନ୍ଦନା କାଳେ
    ଅନ୍ତରେ ଆଲୋକ ଜ।ଳେ
    ତୋର ଦୁଇ ଆଖି ମନ ପରଖୁଚି
    ହୃଦୟ ତ ତୋ ପୟରେ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🪔🪔🪔❤️❤️❤️

  • @pratapkumarsahoo5811
    @pratapkumarsahoo5811 4 дня назад

    ମୋ ପ୍ରଭୁ କାଳିଆ ସାଆନ୍ତ 🙏🏽ପ୍ରଶାନ୍ତ ସାଧୁ ତୁ ଠାକୁର 🙏🏽ତୋତେ ମୋହର ନମସ୍କାର ଋଷିର ବର ତୁ ଠାକୁର 🙏🏽ତୋତେ ମୋହର ନମସ୍କାର 🙏🏽ତୁ ସତ୍ୟ ବ୍ରହ୍ମ ଯେ ପୁରୁଷ 🙏🏽ସକଳ ଭୂତେ ତୋର ବାସ 🙏🏽ପ୍ରାଣୀର ଅନ୍ତରବାହାରେ 🙏🏽ତୁନାଥ ଥାଉ ନିରନ୍ତରେ 🙏🏽ସେ ବ୍ରହ୍ମରୂପୀ ଯେ ଠାକୁର 🙏🏽ନମଇଁ ତାହାଙ୍କ ପୟର 🙏🏽🙏🏽🙏🏽🙏🏽🙏🏽🙏🏽

  • @mkparida8488
    @mkparida8488 4 дня назад +3

    ଜୟ ଜୟ ଶ୍ରୀ ଜଗନ୍ନାଥ ❤❤❤

  • @priyabratanaik1336
    @priyabratanaik1336 4 дня назад +1

    କାୟ 🌼🌼🌼ପ୍ରଭୁ 🌷🌷ଜଗନ୍ନାଥ ସ୍ୱାମୀ 🙏🙏🙏🙏

  • @SubashBehera-c8e
    @SubashBehera-c8e 4 дня назад +1

    Jay Jagannath 🙏🙏🙏🌹🌹🌹🥥🥥🥥🌙🌙🌙‼️⭕‼️

  • @dkbchannel9992
    @dkbchannel9992 4 дня назад

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @TapasBehera-re5ty
    @TapasBehera-re5ty 4 дня назад

    Jay Jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bishnupriyachoudhury7796
    @bishnupriyachoudhury7796 4 дня назад +1

    Jya Patitapabana 🙏🌹🙏🙏🙏🙏🙏🙏🙏🙏🙏🙏🌹🙏🌹🙏

  • @surajwankhede3730
    @surajwankhede3730 4 дня назад

    जय श्री रणछोड़राय महाराज की जय🚩☺️🙏
    जय श्री द्वारकाधीश महाराज की जय🚩☺️🙏
    जय श्री जगन्नाथ महाराज की जय🚩☺️🙏
    हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो🚩☺️🙏

  • @SuvamsrikantaBehera
    @SuvamsrikantaBehera 4 дня назад +33

    ଆହାକି ସୁନ୍ଦର ମଙ୍ଗଳ ଆଳତି ଦେଖିଦେଲେ ତୋତେ ମନହୁଏ ତୃ ପ୍ତୀ ସତରେ ମହାପ୍ରଭୁ ମଙ୍ଗଳ ଆଳତି ରେ ତୁମେ କେଡ଼େ ସୁନ୍ଦର ତୁମକୁବେଖିଦେଲେ ମନ ଶାନ୍ତି ହୋଇ ଯା ଏ ଜୟ ଶ୍ରୀ ଜଗନ୍ନାଥ

  • @Ranjitjally-d4m
    @Ranjitjally-d4m 4 дня назад

    କି ସୁନ୍ଦର ଶ୍ଵରୁପ ମହାପ୍ରଭୁ ବ୍ରହ୍ମମୁହୁତ୍ତରେ ଥରଟିଏ ଦେଖିଦେଲେ ଜୀବନର ଦୁଃଖ ଦୁରହେଇଯାଉଛି ମଣିମା ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ⭕❗⭕🙏🙏🙏

  • @chakradharapati4080
    @chakradharapati4080 4 дня назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ

  • @narendramalikmalik9766
    @narendramalikmalik9766 4 дня назад +1

    Nila chalo nibasy nittye pormatane balovarda suvodravyyam jagannath yeate namo namo

  • @ReenaMohakud-b9u
    @ReenaMohakud-b9u 4 дня назад +1

    Jay Jagannath 🪔🪔🪔🪔🪔🪔🪔🪔🪔🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @sampathsahu4530
    @sampathsahu4530 4 дня назад +1

    Jai jai shree jagannath 🙏❤️ Hey kaalia

  • @NarendraDethi
    @NarendraDethi 4 дня назад

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ ଦେବ ନମ୍ଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହେ ମହା ବାହୁ ଶ୍ରୀ ହରି ଲକ୍ଷ୍ମୀ ନାରାୟଣ ନମ୍ଃ

  • @srideepakkumarojha6868
    @srideepakkumarojha6868 4 дня назад +5

    ଜୟ ଜଗନ୍ନାଥ ପ୍ରଭୁ

  • @prasanti1988
    @prasanti1988 4 дня назад

    ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.

  • @Dillip9853
    @Dillip9853 4 дня назад +1

    Prabhu 🙏 🙏 🙏

  • @AnjaliSethy-wr8jj
    @AnjaliSethy-wr8jj 4 дня назад +5

    Jay Jagannath🙏🪔🙏🪔🪔🙏🪔🪔🙏🪔🙏🪔🙏🪔🙏🪔🙏🙏🪔🙏🪔🙏🪔🙏🙏

  • @GopiRout-t9c
    @GopiRout-t9c 4 дня назад +1

    Jay shree Jagannath Swami Nayan path gami bhaba tume

  • @hemantaroul9419
    @hemantaroul9419 4 дня назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🎉❤ ମୋତେ ବଞ୍ଚିତ କରିଥିବାରୁ ଆପଣକୁ ବହୁତ ବହୁତ ଧନ୍ୟବାଦ ସାଆନ୍ତେ..... ଆପଣ ସିଂହ ଦୁଆରେ ଅତି ସୁନ୍ଦର ଦେଖା ଯାଉଛନ୍ତି ତାହାଲେ ରତ୍ନ ବେଦୀ ରେ କେତେ ସୁନ୍ଦର ଦେଖା ଯାଉଥିବେ...କାଳିଆ ଶାନ୍ତ ❤❤❤❤ ଜୟ ମହା ଲକ୍ଷ୍ମୀନାରାୟଣ...... କି ଜୟ...

  • @sadashivapati2989
    @sadashivapati2989 4 дня назад +4

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤ ଜୟ ଜଗନ୍ନାଥ ❤❤❤

  • @lovestoryforu9
    @lovestoryforu9 4 дня назад +1

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଜୟ ଜଗନ୍ନାଥ ❤❤❤❤

  • @bharatsahu8160
    @bharatsahu8160 4 дня назад +2

    Jay Jagannath 🙏🙏🙏

  • @KedarSethi-co6es
    @KedarSethi-co6es 4 дня назад +2

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @manjulapatro2183
    @manjulapatro2183 3 дня назад +1

    Jai shri jagannath Swami 🚩🙏 Hare krishna hare Rama 🚩🙏 Radhe Radhe 🍁🙏🥀🌎 Jai Giridhari ❤❤

  • @Krsna234
    @Krsna234 3 дня назад

    Jai Shree Jagannaatha Swami' Nayaana Pathe Ghami Bhavatumeh Meh 🔔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🌸🌺🌺💐💐🙏🙏🙏🙏🙏🙏🌿🌿🌿🌿🌿🌿🌿🌿🌿

  • @gitanjalimahakhuda6812
    @gitanjalimahakhuda6812 4 дня назад +1

    ହରେ ହ ରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 😂❤😂😅

  • @tusharranjannayak4002
    @tusharranjannayak4002 4 дня назад +1

    ହେ ପ୍ରଭୁ ପତିତପାବନ ❤️🙏❤️

  • @NiyatisahooNiyati
    @NiyatisahooNiyati 4 дня назад

    🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🪷🪷👏👏

  • @kalyanidas9487
    @kalyanidas9487 4 дня назад

    🕉️⭕‼️⭕🌹🌹🌹🩷🩷🩷💐💐💐🪷🪷🪷🪔🪔🪔🪔🍌🍌🍌❤️❤️🥭🥭🥭🥥🥥🥥🙏🙏🙏🙏🙏 he prabhu tumapadatale koti koti pranam jayjagannatha 🙏🙏🙏🙏🙏🙏❤❤❤❤❤❤❤❤

  • @krupasindhumishra3135
    @krupasindhumishra3135 4 дня назад

    ଶ୍ରୀ ଜୟ ଜୟ ଜଗନ୍ନାଥ ମୁଁ ତୁମ ଅନାଥ ଚରଣେ ଦିଆ ସଦା ଶରଣ।

  • @sabitamishra9972
    @sabitamishra9972 4 дня назад

    🙏🙏🙏❤️❤️❤️pita shree Jagannath koti brahmanda nayaka nku mora koti koti namañ he mahabahu mora hrudayara padmakalaku apananka charanara arpana karuchi pita sadare karantu grahana

  • @ratnakardas7475
    @ratnakardas7475 4 дня назад

    jai Jagannath swami nayan path gami bhaba tume Nilachala nivasaya Nitya paramataman Bala Bhadra subhadraya Jagannath tayaet namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo namo 🙏 🙏 🙏 🕉️ 🕉️ 🕉️

  • @diptiranirout2373
    @diptiranirout2373 4 дня назад +4

    ❤❤❤ ଜୟ ଶ୍ରୀ ଜଗନ୍ନାଥ ❤❤❤❤ ଜୟ ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦେବୀ କି ଜୟ 🪔🪔🪷🪷🪷🕉️🕉️🕉️🪷🪷🪷🪔🚩🙏🙏🚩🚩🙏🙏🙏🌹🙏

  • @sasmitabiswal3011
    @sasmitabiswal3011 4 дня назад

    Jai jai shree jagannath Jai Jai shree krishna jai jai shree ram jai jai shree radhe radhe jai jai shree sai baba jai jai shree Hanuman Maharaj Jai jai shree laxmi mata jai jai shree mahapravu koti koti pranam mahapravu help everyone always 🍎🍓❤️🌹🍒🌾🕉️🪔🤲👏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sjena9474
    @sjena9474 4 дня назад

    Jay Sri jagannatha mahapravhu nkara🙏🙏🏾🙏🏽⭕‼️⭕🌞🎇🌾✅🛕🩷🚩🪔🌱🌱🔯💯🥲🩶🩶🇮🇳💮🎉😆✡️✡️👌🏽😃🪷🕉️🕉️

  • @simajayasingh3128
    @simajayasingh3128 4 дня назад +1

    ଜୟ ଜଗନ୍ନାଥ ପ୍ରଭୁ 👏👏👏

  • @manasikhatua-ug6fb
    @manasikhatua-ug6fb 4 дня назад

    Jay jagannath prabhu mora pratiti muhurta tamaku lagila jay shree jagannath 🙏❤

  • @AshisKundu-xq7bp
    @AshisKundu-xq7bp 4 дня назад

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @sjena9474
    @sjena9474 4 дня назад

    Hari hari bollo🛕🌾🚩🩷👌🏽🪷🪷🇮🇳😆✅🪔✅🎇🌞🙏🏾🙏🏾🔯🏞️💐🪔⭕‼️⭕🇮🇳🎇🇮🇳🥲💯🪷

  • @renuka-e1n
    @renuka-e1n 4 дня назад +1

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🌹🌹🙏🙏

  • @pradeepbehera1827
    @pradeepbehera1827 4 дня назад +1

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ବଳଭଦ୍ର ଦେବ ଶୁଭଦ୍ରା ମା ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ କୋଟି କୋଟି ପ୍ରଣାମ ଜଗତଗୁରୁ ଜଗବନ୍ଧୁ ଜନାର୍ଦ୍ଦନ । ସବୁବେଳେ ଭଲରେ ଥାଅ ହେ ବାସୁଦେବ ଗୋପାଳ ନାରାୟଣ ମାଧବ। ଆପଣଙ୍କର ମଙ୍ଗଳ ହେଉ ଗୋବିନ୍ଦ ହରି ବଂଶୀଧର ମନମୋହନ ।🪷🪷🪷🪷⭕❗❗⭕🙏🙏🙏🙏❤️❤️❤️❤️

  • @Pinkybehera-u6d
    @Pinkybehera-u6d 4 дня назад +1

    ସକାଳ ପ୍ରଣାମ ଘେନ ହେ ଚକାନୟନ 🌺🙏🏻🚩🪔🪷⭕❗⭕🌹🏵️🙌🏻🌼🌸🌷

  • @Pinkybehera-u6d
    @Pinkybehera-u6d 4 дня назад +1

    Jay Shree Jagannatha Jay Shree Ram Jay Shree Krushna 🙏🏻🌷🌸🌼🙌🏻🏵️🌹⭕❗⭕🪷🪔🚩🌺

  • @SimranSingh-qe2iy
    @SimranSingh-qe2iy 4 дня назад +1

    Jai jagannath 🙂☺️🥰🥹😌🙌🤗🌙😊🙏😍🪷🌿♥️❤️🩷🫶✨🛐🌺

  • @pandapanda9987
    @pandapanda9987 4 дня назад +1

    Hari Hari bolo manimaa ❤❤❤❤

  • @Storyblock_officialstock
    @Storyblock_officialstock 4 дня назад

    He Prabhu patitapabana aijira subhasakalara pabitra mangala alatire apananku pranama karuchi narayana 🙏🙏🙏🙏🙏♥️🙏♥️♥️♥️♥️🙏🙏🙏🙏

  • @sukhmanianand1999
    @sukhmanianand1999 4 дня назад

    हरे कृष्ण हरे कृष्ण कृष्ण कृष्ण हरे हरे
    हरे राम हरे राम राम राम हरे हरे 🙇🏻‍♀️📿🌷🌹🌺🌸🍀🌼🌻🏵️🪔🦚🐂🐂🐂🐂🐂🐂🐂🐂🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️

  • @aishukanta4657
    @aishukanta4657 4 дня назад +1

    ଜୟ ଜଗନ୍ନାଥ ପ୍ରଭୁ। ‼️⭕‼️

  • @prabashkumargochhi7768
    @prabashkumargochhi7768 4 дня назад +1

    ଜୟ ଶ୍ରୀଜଗନ୍ନାଥ 🙏🙏🙏