Tu jou bhalia bekar tate sei bhalia bekar lagila tu sast thu nast tenu tate prbhu nk ra bhajn nast bhali lagila kouthu sabu palei aucha be 😡😡😡😡tu garbi tenu tate samste garbi bhali lagibe
Aapan Brahman ghare kemti janma hele !!!! Aare yaku garba kuha jae nahin.Bhakta tie kebala ta Prabhu nku,ta malika pakhare abhijoga karuchi,nija ra bhabi ali karuchi,kandi kandi abhiman karuchi,aau se sabu kariba pain gote bhakta ra pura adhikara achhi.Dhanya aapan nka Brahmana pania.Garbi ta aapan.Aau Kalia garba saheni. Mane rakhithibe.....
ଏ ଜନ୍ମ ମୋ କାଳିଆ ସାଆନ୍ତ ମଣିମା ଙ୍କ ପାଇଁ ସମର୍ପିତ । ଆର ଜନ୍ମ ମଧ୍ୟ ମୋ ପ୍ରଭୁଙ୍କ ନିର୍ଦ୍ଦେଶରେ । ଜୟ ଜଗନ୍ନାଥ 🙏🙏🙇🙇
ସତ କୁହଛି ତୁମର ସବୁ ଗୀତ ଶୁଣି ଆଖି ଓଦା ଓଦା ହେଇ ଯାଉଛି ମହାପ୍ରଭୁ ତମକୁ ଭଲ ରଖନ୍ତୁ ଆଉ ଏମିତି ସୁନ୍ଦର ସୁନ୍ଦର ଭଜନ ଆମ ମାନଙ୍କ ପାଖରେ ପହଞ୍ଚାଉ ଥାଅ🙏
ଆଖିରେ ଆଖି ଏ ଲୁହ ଭରିଗଲା ⭕⭕🙏🙏
ଜଗା କାଳିଆ ପାଦେ ଗଲି ଶରଣ !!
Bahut bhabapurna katha❤
ଜୟ ଜଗନ୍ନାଥ 🙏🏻
ପତିତପାବନ ଭାଇନା ଙ୍କ କଣ୍ଠରେ ବହୁତ ସୁନ୍ଦର ହୋଇଛି 👌🏻👌🏻👌🏻🙏🏻🙏🏻🙏🏻
Omm namo bhagabata vasudevay namah
ଭାଇ ପତିତପାବନ ଭାଇନା🙏 ବହୁତ ସୁନ୍ଦର 🙏🙏🙏ଜୟ ଜଗନ୍ନାଥ ସ୍ବାମୀ ସାରା ବିଶ୍ବର ମଙ୍ଗଳ ହେଉ ଆହେ ମଣିମା 🙏
ନନା ତମ ଭଜନ ଶୁଣିଲେ ହୃଦୟ ନିର୍ମଳ ହୋଇ ଯାଉଛି ଭଗବାନ ପ୍ରତି ଅଧିକ ଭଲପାଇବା ବଡ଼ି ଯାଉଛି ଜୟ ଜଗନ୍ନାଥ 😂😂😂
ହେ ମହାପ୍ରଭୁ 😢🙏
ପୂଜ୍ୟ ପତିତପାବନ ଭାଇନା 🙏
@ଆନନ୍ଦ 😊
Patitaaban bhainanku mora prannam
ପତିତପାବନ ଭାଇନାଙ୍କ ଭଜନ ମୁଁ ନୂଆ ଶୁଣୁଛି , ବହୁତ ଭଲ ଲାଗୁଛି , ସିଦ୍ଧାର୍ଥ ଚ୍ୟାନେଲ୍ ଏହି ଭଳି ନୂଆ ପ୍ରତିଭାଙ୍କୁ ସୁଯୋଗ ଦେଇଥିବାରୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି 💐💐👍❤
🎉
😊😊
Goodbhajan.thankusir😊
ଏହା ଆପଣଙ୍କ ସ୍ଵରରେ ସୁନ୍ଦର ହେଇଛି, କିନ୍ତୁ ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ ଆହା ଶୁଣିଲେ ଆଖିରୁ ଲୁହ ଆସି ଯାଏ...
Jay jagannath 🙏🙏 ati sundra
Jay jagannath
ଜୟ ଜଗନ୍ନାଥ ମହାପ୍ରଭୁ ଭାଇନା 🙏🏻👏🏻 ଅପୁର୍ବ ସୁନ୍ଦର ଭାବ ଭକ୍ତି ଭରା ଭଜନ 🙏🏻 ମହାପ୍ରଭୁ ଙ୍କୁ ଦୁଃଖ କହି କହି ଆପଣ ଆମର ଆଖି କୁ ଓଦା କରିଦେଲେ ଭାଇନା ଆପଣ ଙ୍କୁ ମୋର ପ୍ରଣାମ 👏🏻🙏🏻😭🙇🏻🙏
ଯେତେ ଶୁଣିଲେ ବି ମନ ବୁଝୁନି 😢
Mu kebe suni na thili amitika Gita jay Jagannath 🙏🙏🙏
Jay Jagannath Swami 🙏
Aha ki sundar mo jaganath pravu nka katha kete sunda.mana.purijauchi.jay jaganath
h
ମୋ କାଳିଆ ଦୁଃଖ ନାଶନ ମହାପ୍ରଭୁ ସବୁ ତୁମ ଲୀଳା 😭😭😭😭😭🙏🙏
ଜୟ ଜଗନ୍ନାଥ
Very nice singing
Nana apanku bhaut bhaut dhanyawad.mo.pravu.nka katha.kahi.mo atma.santi.hoigala.
ବହୁତ ଭଲ ଲାଗିଲା ଯେତେବେଳେ ସେ ଅରବିନ୍ଦ ମୁଦୁଲି ଙ୍କ ନାମ କହି ଥିଲେ
Jay jagannath 🙏🙏🙏🙏🙏
Nana bahut sundar
Vaba aau voice apanankara
ବୋହୁତ ସୁନ୍ଦର୍ ❤
ଜୟ ଜଗନ୍ନାଥ ନନା .ମହାପ୍ରଭୁ ଆପଣ କୁଂ ବହୁତ ଆୟୁଷ ଦିଅନ୍ତୁ ଏ ଭଳି ଭଜନ ଏ ଜଗନ୍ନାଥ ପ୍ରେମି ସୁଣନ୍ତୁ .🙏🙏🙏🙏 .ଜୟ ଜୟ ଶ୍ରୀ ଜଗନ୍ନାଥ .🙏🙏🙏
Mo jaga kalia ❤
ଏହି ନିଆଁ ଲଗା ଲୁହ କୋଉଠି ଥାଉଛି କେଜାଣି ଏହି ଭଳି ଭଜନ ପତିତପାବନ ନନାଙ୍କ ମୁଖରୁ ଶୁଣିଲା କ୍ଷଣି ଆଖିରେ ଲୁହ ଝରି ଯାଉଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ
❤️❤️❤️ଜୟ ❤️❤️❤️ଜଗନ୍ନାଥ
Mahaprabhu a dukhira guhari tk sunantu manima.. 😢
ସତରେ ପ୍ରଭୁ ଆଖି ରେ ଲୁହ asijauchi
ମଣିମା ମୁଁ ଜାଣିନି ମୋ ପାଇଁ କଣ ଭଲ ଆଉ କଣ ମନ୍ଦ😢 କେବଳ ଗୋଟିଏ ଭରସା ଗୋଟିଏ ବିଶ୍ୱାସ ରେ ଆଶା ବାନ୍ଧିଛି କି ମୋ ପାଇଁ ତ ମୋ ମହାପ୍ରଭୁ ତ ଅଛନ୍ତି ନା🙏
❤❤❤
ଆକର୍ଷଣୀୟ ସ୍ୱର ବାଃ ଵଃ
Jay Jagannath 🙏⭕‼️⭕🙏
Jaga re Miss u dhana 😔😔🙏😔🙏🌑🌑😔🙏
🙏
Jay Jagannath Prabhu tame 😂😂
Ati chamtkar janana bhabapurna.
Dayakari kuhantu
Beautiful very Very nice best voice thanks from RUKMINI PRODUCTION jai jagannath jai 🕉 🙏
Nirata sata Katha .
He Manima,He Odia nka Murabi,Dekhantu aama Bhakti kou bhalia.Aau sethi pain aapan bi nispati karichanti ki,aapan kebe Odisha ku aau Odia nku kebe bi chhadi ki jibe nahin.😂🥲🥲
ଆପଣଙ୍କ ନମ୍ବର ଦିଅ plz 🙏ଏମିତି କୋଉ ସିଙ୍ଗର ଏମିତି ଲୁହ କେହିବି ଦେଇ ନାହାନ୍ତି 🙏ପ୍ରଭୁ କୋଟି ଦଣ୍ଡ ବତ
😢😭🙏🙏
🙏⭕‼️⭕🙏⚫‼️⚫🙏
Tunu babu Tulsipur
ବେକାର କରିଦେଲେ ଏଡ଼େ ସୁନ୍ଦର ଗୀତକୁ ନିଜର ଆତ୍ମ ଗର୍ବରେ 😄😄😄ଅତି ଗର୍ବେ ଗୀତଟି ସମ୍ପୂର୍ଣ୍ଣ ନଷ୍ଟ ହେଇ ଗଲା 😄😄ଭକ୍ତି ଉଦୟ ହେବନି ହୃଦୟରେ କେବଳ ଦୁଃଖ ଉଦୟ ହେବ ଏହି ଭାବରେ ଗାଇଲେ ଏବଂ ଶୁଣିଲେ
Tu jou bhalia bekar tate sei bhalia bekar lagila tu sast thu nast tenu tate prbhu nk ra bhajn nast bhali lagila kouthu sabu palei aucha be 😡😡😡😡tu garbi tenu tate samste garbi bhali lagibe
Aapan Brahman ghare kemti janma hele !!!! Aare yaku garba kuha jae nahin.Bhakta tie kebala ta Prabhu nku,ta malika pakhare abhijoga karuchi,nija ra bhabi ali karuchi,kandi kandi abhiman karuchi,aau se sabu kariba pain gote bhakta ra pura adhikara achhi.Dhanya aapan nka Brahmana pania.Garbi ta aapan.Aau Kalia garba saheni. Mane rakhithibe.....
ଏ ଭାବ ବୁଝିବା ଲାଗି ତୋତେ କେତେ ଜନ୍ମ ଲାଗିବ
Tu pandit ta ମୂର୍ଖ କୋଉଠି କାର
Really mesmorizing
ଗପ କମ କର
ତମକୁ ପ୍ରଭୁଙ୍କ କଥା ଗପ ଲାଗୁଛି
ଦେଖନି ପ୍ରଭୁଙ୍କୁ ଦୁଃଖ ଲାଗିବ
ପ୍ରଭୁଙ୍କ କଥା ତୁମକୁ ଗପ ଲାଗୁଚି??? ସତରେ କଳିଯୁଗ ଚାଲି ଆସିଲା ଭାଇରେ ପୁରା ଅଖାଦ୍ୟ ତମେ ବାବା ସାରଥୀ ଭକ୍ତ ଜଣାପଡୁଛି ସୁଧୁରି ଯା ରେ ଭାଈ ହରି କଥା ହିଁ କଥା ଆଉ ସବୁ ଅନ୍ୟଥା
ଗପ କମ କଲେ ଭଜନ ରେ ଭାବ ଆସିବ କେମିତି ...?
ଆମ କାଳିଆ ପା ଭାବ ର ଠାକୁର..
ସେ ମୋ କାଳିଆ ସାଆନ୍ତ ଭାବ କୁ ନିକଟ ଅଭାବ କୁ ଦୂର..
❤ରାଧେ ରାଧେ ❤
@@subhasmitaswain1997 ଭଜନ କାନକୁ ଶୁଣିବାକୁ ଭଲ ଲାଗିଲେ ଶ୍ରୋତାର ବି ଭାବ ଆସିବ
ଭାବ ନଥାଇ ଭଜନ ପ୍ରଭୁ ଙ୍କୁ ନିନ୍ଦା
ବାସ ନଥାଇ ଚନ୍ଦନ ବନକୁ ନିନ୍ଦା
ସ୍ବର୍ଗତ ମୁଦୁଲି ଏତେ ଗପୁ ନଥିଲେ
ସେ ପଦେ ପଦେ କଥାରେ ଠଉରାଇ ଦେଉଥିଲେ
ଯିଏ ମୁଦୁଲିଙ୍କ ଭଜନ ବାରମ୍ବାର ଶୁଣିଛି ଏମିତି ଏତେ ଗପ କେମିତି ଭଲ ଲାଗିବ
@@subhasmitaswain1997
ଭାବକୁ ନିକଟ ଅଭାବକୁ ଦୁର
ଭାବବିନୋଦିଆ କାଳିଆ ଠାକୁର
Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏 subscribe done
Jay Jagannath 💕💕💕💕💕💕
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ମଣିମା 🙏🙏🙏🙏🙏
Jay Jagannath 🙏 🙏 🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
Jay Jagannath
ଜୟ ଜଗନ୍ନାଥ
Jay Jagannath 🙏🙏
Jay jagannath 🙏
Jay Jagannath 🙏🏾🙏🏾🙏🏾
He prabhu Jay Jagannath 🙏🙏🙏
Jay jagannath
Jay Jagannath Swami
Jay jagannath
Jay Jagannath 🙏🙏🙏
Jay Jagannath