Jagannathଙ୍କ Ratna Bhandar Rahasyaକୁ ନେଇ ବଡ଼ ଖବର, ରତ୍ନଭଣ୍ଡାର ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ | Srimandir

Поделиться
HTML-код
  • Опубликовано: 4 июл 2023
  • Jagannathଙ୍କ Ratna Bhandar Rahasyaକୁ ନେଇ ବଡ଼ ଖବର, ରତ୍ନଭଣ୍ଡାର ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ | Srimandir
    Ramakrishna Dasmahapatra, a two-time editor-in-chief, has a great story about the ratnabhandar of the Lord jagannath. He said now there is danger in the treasure. A terrible roar is heard from the treasure house. He said that there is danger in entering the gem. Now no one can enter the treasure.
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #highcourt #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm

Комментарии • 763

  • @santoshkumarmishra2620
    @santoshkumarmishra2620 Год назад +52

    ନିଶ୍ଚୟ କିଛି ସୁନା ଲୁଟ୍ କରିନେଇଛି.

    • @goldenodisha4193
      @goldenodisha4193 22 дня назад

      ତତେ ଗାଣ୍ଡି ମାରିଛି

  • @parsurambhoi8518
    @parsurambhoi8518 Год назад +28

    ଆରେ ସବୁ ଲୁଟି ସାରିଲେଣି ସେଥିପାଇଁ ବାହାନା କରିଶାନ୍ତି ସବୁ ଧରା ହେବେ 👍

  • @debasishdwibedy1291
    @debasishdwibedy1291 Год назад +29

    ନେଇଯାଇଛନ୍ତି ସବୁ ସେଥି ପାଇଁ ଏମତି କହୁଛନ୍ତି,,, ଏଥିରୁ ଜଣାପଡିଲା ଯେ କୋର୍ଟ କହିବେ କି ଖୋଲା ହେବନି,,,

  • @Gurubachan688
    @Gurubachan688 Год назад +199

    ଲୁଟି ନେଇଛନ୍ତି ସବୁ । ତେଣୁ ଖୋଲିବାକୁ ଡରୁଛନ୍ତି । ଭଗବାନ ଙ୍କୁ ବି ଏମାନେ ଛାଡନ୍ତି ନାହିଁ

  • @ranjanpanda8386
    @ranjanpanda8386 Год назад +66

    ଆରେ ଗର୍ଜନ ଶୁଭିଲେ କଣ ହେଲା, ଗୋଟେ ଟିମ ଗଠନ କରି ସାଧୁ ମାନେ ଯାଇପାରିବେ, ସବୁ ତ ଅସାଧୁ ଚୁରିକରିବାରେ ବ୍ୟସ୍ତ

  • @rinaraniroutaray7596
    @rinaraniroutaray7596 Год назад +20

    ଯାହା ହେବ ପ୍ରଭୁ ଜଗନ୍ନାଥଙ୍କ ଇଛା ରେ ହିଁ ହେବ .
    ତାଙ୍କର ଇଛା ବିନ ଗଛର ପତ୍ର ବି ହଲିବନାହିଁ

  • @papucreation859
    @papucreation859 Месяц назад +18

    ଏମାନେ ଏକା ରତ୍ନ ଭଣ୍ଡାର ଖାଲି କରିଦେଇଛନ୍ତି

  • @user-dz8rh3sd4n
    @user-dz8rh3sd4n Год назад +81

    ମୋର କୋଠ ଧନ ମୁକୁଳା ହୋଇବ
    ଅନ୍ଧ ପାଖେ ମୁଦି ରଖ।
    ମହାପୁରୁଷ ତ ଭବିଷ୍ୟ କୁ ଲେଖି ଯାଇଛନ୍ତି।
    ଠାକୁରଙ୍କ ଧନରତ୍ନ ସବୁ ଲୁଣ୍ଠନ ହୋଇ ସରିଛି। କଳି ଶେଷ କାଳ ରେ ଏହା ହୋଇଛି। ଚାବି ହଜିବା ଓ ନକଲି ଚାବି ମିଳିବା ହେଉଛି ଠାକୁରଙ୍କ ପ୍ରତି ଉପହାସ।
    ପ୍ରଳୟ ହେବ। ଓ ମନ୍ଦିର ବି ସ୍ଵାଧୀନ ହେବ।ଲୁଣ୍ଠନ କାରୀ ମାନଙ୍କ ବିନାଶ ହେବ। ଅଙ୍ଗ ମାନ ପଚି ଗଳି ପଡ଼ିବ। ଶରୀର ର ରଙ୍ଗ ବଦଳିଯିବା ଓ ଅକାଳ ମରଣ ହେବ। ସମୁଦ୍ର ମାଡ଼ିବ। ମହପାପି ମାନଙ୍କ ବିନାଶ ହେବ। ମଠ ମନ୍ଦିର ଲୁଟ୍ ଓ ଭଙ୍ଗା ଭଙ୍ଗୀ କରୁଥିବା ବିଧର୍ମୀ ମାନଙ୍କ ସମୟ ସରି ଆସୁଛି। ଅଳ୍ପ ଲୋକ ବଞ୍ଚିବେ। ଧନ ସମ୍ପଦ ତ ଠାକୁର ପାଇଁ ଗୋଡ଼ି ମାଟି ପରି। ସେ ସବୁ ଜାଣି କଳ୍କୀ ଅବତାର ହୋଇ ସାରିଛନ୍ତି। ଏବଂ ଦଣ୍ଡ ନିଶ୍ଚିତ ହେବ। ପାପ ଚରମ ସୀମାରେ ଅବସ୍ଥିତ। ଅତ୍ୟାଚାର ଚରମ ସୀମାରେ ଅବସ୍ଥିତ। ପ୍ରଳୟ ହେବ। ଗୋଟିଏ ବି ଅସୁର ରହିବେ ନାହିଁ। ସତ୍ୟ ଧର୍ମ ଆସିବ। ଲୁଣ୍ଠନ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ଧାରଣା କି ଆନ୍ଦୋଲନ ତ କରିବେ ନାହିଁ। ପ୍ରଳୟ କରିବେ। ନିଶ୍ଚିତ କରିବେ। କାରଣ ସତ୍ୟ କୁ ଜାଣିବା ପାଇଁ ଚେଷ୍ଟା କର ଅନ୍ତର କହିବ ହିଁ କହିବ । ଠାକୁର ରହିବେ ନାହିଁ। ଏହା ହୋଇଛି। ଏବଂ ନିଶ୍ଚିତ ଭାବେ ପ୍ରଳୟ ହିଁ ସବୁ ସମସ୍ୟା ର ସମାଧାନ କରିପାରିବ। ଆଉ ବାଟ ନାହିଁ।

    • @user-dc7pv6be8f
      @user-dc7pv6be8f Год назад +1

      Thik thik jagannath mandira ro sebayata mane kholo kari sarileni

    • @anu_radha_official
      @anu_radha_official Месяц назад

      🙏apana thik kahuchanti mu apanaka comment ti mo wp re status deichi🙏

    • @suchismitapattnaik8509
      @suchismitapattnaik8509 23 дня назад

      Jay Jagannath apana jiyebi huantu best msg karichanti yehahi heba yethi Amara bada neta modiji bada asura sehi sabu sikhauchi mu chahunchi jaganath Kalki abatara re asiki sabu marantu moro bhagaban ku moro prathana sunantu🙏🙏🙏🙏

  • @bibekanandamishra331
    @bibekanandamishra331 Месяц назад +37

    ଏମାନେ ସବୁ ବଡ ଚୋରଙ୍କ ମାଉସୀ ପୁଅ ଭାଇ ସବୁ ଲୁଟି ନେଇଛନ୍ତି ସେଥିପାଇଁ ଏଭଳି ଭାଷଣ ବାଜି। ଜୟ ଜଗନ୍ନାଥ

  • @prasantmanipriyansuvloge4531
    @prasantmanipriyansuvloge4531 Год назад +10

    ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ସହିତ
    ମନ୍ଦିର ପ୍ରଶାସନ ଅଡୁଆରେ ପଡିବେ ବୋଲି
    ଭିତର ରତ୍ନଭଣ୍ଡାର ଖୋଲା ଯାଉନାହିଁ 🙏ଜୟ ଜଗନ୍ନାଥ 🙏

    • @goldenodisha4193
      @goldenodisha4193 22 дня назад

      ତତେ ଗାଣ୍ଡି ମାରୁଥିଲା ନାଁ ସରକାର

  • @arabindamishra4045
    @arabindamishra4045 Месяц назад +6

    ଯଦି ଉଦ୍ଦେଶ୍ୟ ମହତ ତାହେଲେ ଶ୍ରୀ ଜଗନ୍ନାଥଙ୍କ ଅନୁମତି ନେଇ ରତ୍ନଭଣ୍ଡାର ଖୋଲାଯାଇ ପାରିବ, ଅଯଥା ରେ ଏ ମହାଶୟ ଭୟ ଭ୍ରାନ୍ତି ସୃଷ୍ଟି କରୁଥିବା ମନେ ହୁଏ।

  • @dr.pradeeptarai3422
    @dr.pradeeptarai3422 Год назад +17

    ସବୁ ଚୁନ ମାର ଦେଇ ଆଇମା କାହାଣୀ ଶୁଣାଇଛନ୍ତି 😮 ସାପ ଘ ଉଡାଇବା ପାଇଁ ବିଭିନ୍ନ କେମିକାଲ ରହିଛି।ତାକୁ ପ୍ରୟୋଗ କଲେ ସାପ ପଳେଇଛି

  • @susahantasatapathy9279
    @susahantasatapathy9279 Месяц назад +3

    ଯେଉଁମାନେ ଦେବସ୍ୱ ଲୁଟିଛନ୍ତି ସେମାନେ କେବଳ ନିଷ୍ଠାବାନ। ଅନ୍ୟ ସମସ୍ତେ ପାପୀ।ହେ ପ୍ରଭୁ ତୁମକୁ ତୁମେ ରକ୍ଷାକର। ଜୟ ଜଗନ୍ନାଥ।

  • @adityaswaingaming7803
    @adityaswaingaming7803 Год назад +40

    ଦଇତା ପତି ସବୁ ଖାଇ ଦେଇଛି ସବୁ ଆଉ ସବୁ ବ୍ରାହ୍ମଣ ବି 😊

  • @motilaldash4645
    @motilaldash4645 Год назад +42

    ଏଇ ଲୋକଟି ରତ୍ନ ଭଣ୍ଡାର ଲୁଟିଛି

  • @newmaatarinijhumarmelody1370
    @newmaatarinijhumarmelody1370 Год назад +7

    ରତ୍ନ ଭଣ୍ଡାର ଖାଲି ପଡ଼ିଛି ଏମାନଙ୍କ ର କଥାରେ ବୁଝା ଯାଉଛି ।

  • @surendehury6932
    @surendehury6932 Месяц назад +7

    ରତ୍ନ ଭଣ୍ଡାର ଖୋଲା ହେବା ଦରକାର ।
    ସୁନା ଅଳଙ୍କାର ସବୁ କିପରି ଅବସ୍ଥାରେ ଅଛି ତାହା କଣ ଜାଣିବା ଦରକାର ନାହିଁକି ?

  • @storywithabinash7300
    @storywithabinash7300 Год назад +11

    ଏମାନେ ସବୁ ଚଳୁ କରିଦେଇଛନ୍ତି ! ତେଣୁ ଏମିତି ଗପ କହିବାକୁ ପଡ଼ିବ ଭଗବାନଙ୍କ ଦ୍ୱାହିରେ l କାହିଁକିନା ଜଗନ୍ନାଥଙ୍କୁ ନେଇ ଓଡ଼ିଶାବାସୀ ଟିକେ ଅଧିକ ଭାବପ୍ରବଣ
    ତେଣୁ ତାଙ୍କରି ନା ନେଇ ଯାହା କହିଲେ ଏମାନେ ଅନ୍ଧ୍ଭ ଭଳି ବିଶ୍ୱାସ କରିଯିବେ
    ଆଉ ତମେ ସଳେ ଗା@ ମାରି ଚାଲିବ

  • @prakashanaik2080
    @prakashanaik2080 Год назад +28

    ସବୁ ପଣ୍ଡାମାନେ ଖାଇସାରିଲେଣି

  • @devbehera9506
    @devbehera9506 Год назад +19

    ଜଗନ୍ନାଥ ସମ୍ବାଳିବେ।ଖୋଲିବା ଦରକାର।

  • @rabinarayan3944
    @rabinarayan3944 Год назад +7

    ଆଜି ପରନ୍ତ ଶୁଣିପାରୁନଥିଲା ଆଜି ସୁଭିଲା ଅଗୁରୁ ସୁଭୁ ନଥିଲା ଆଜି କଣଜଗନ୍ନାଥ ଖେଳକଣ୍ଡେଈ ସବୁ ରାଣ୍ଡୀପୁଅ ଏକାକୀ?????

  • @gayadharsethy4817
    @gayadharsethy4817 Год назад +4

    ଭଗନ ଙ୍କ ନା ନେଇକି ଭକ୍ତଙ୍କୁ ଧମକ ଦଉଛନ୍ତି ନନା ଯାହାସହଉଚି ତାଙ୍କରି ଇସାରାରେ ହୋଉଛି
    ଜୟ ଜଗନ୍ନାଥ 🙏

  • @gayadharsethy4817
    @gayadharsethy4817 Год назад +3

    କେହି ପ୍ରବେଶ କରିପାରିବେ ନାହିଁ ନନା କହୁଚ ତାହାଲେ ଚାବି କିଏ କାହିଁକି ହଜେଇଲା ଆପଣ ଏକା ନୁହେଁ ଯିଏ ବି ଜଡିତ ସେମାନେ ବିରୋଧ ଆଉ ଭୟଭୀତ କରେଇବେ

  • @funnytravel1991
    @funnytravel1991 Месяц назад +1

    ମହାପ୍ରଭୁ ତୁମଉପରେ ଯାହାର ବିଶ୍ୱାସ ନାହିଁ ତାଙ୍କକଥା ତୁମେ ବୁଝ ପ୍ରଭୁ 🙏

  • @dipakbehera918
    @dipakbehera918 Год назад +12

    ଏ ସବୁ ଟାଉଟର ଚୋର ଏମାନେ ସବୁ ଖାଲି କରିଛନ୍ତି ଖୋଲା ହେଲେ କାଳେ ଧାରା ପ ଡି ଯିବା ସେଥିପାଇଁ ଏ ନାଟକ

  • @manojkumarmohapatra-oy1gc
    @manojkumarmohapatra-oy1gc Год назад +19

    ତମେ ସବୁ ନେଇଛ ତେଣୁ ଖୋଲିବାକୁ ମନା କରୁଛ

  • @krushnamohanprusty2728
    @krushnamohanprusty2728 Год назад +3

    ଦଇତାପତି ମହାଶୟ କ'ଣ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ନା ନବୀନ ସରକାରଙ୍କର ? ବିଜେଡି ସରକାରଙ୍କୁ ସୁହାଇଲା ଭଳି ମତାମତ ଦେବାରୁ ବିରତ ରହିଲେ ଜନତାଙ୍କ ନିକଟରେ ସମ୍ମାନ ବଢିବ !

  • @debrajsahoo3575
    @debrajsahoo3575 Год назад +29

    ସବୁ ହଡପ ହୋଇଯାଇଛି l

    • @user-kg3kn5hn1r
      @user-kg3kn5hn1r Год назад

      Daita pati mananka katha thik nahni Jane. Kahuchi. Khola. Au Jane kahuchanti Khola nahni

    • @bikramkumarkalia6522
      @bikramkumarkalia6522 Месяц назад

      Ehi lokaku dhara sabu bahariba

  • @pramodkumarmahapatra3746
    @pramodkumarmahapatra3746 12 дней назад

    Jay jagannath 🙏

  • @lizzadhira2124
    @lizzadhira2124 Год назад +4

    Jay jagnnath swami ❤

  • @armaan_bisimajhi.
    @armaan_bisimajhi. Год назад +2

    Jaya Jagannath.

  • @ChandramaniSahoo-ks6sc
    @ChandramaniSahoo-ks6sc Месяц назад

    Jay jagannatha mahaprabu ma bapa maa ku bhalare rakha ama paribara ku bhalare rakha ama chua jhia ku bhalare rakha

  • @tirupatikumardash3062
    @tirupatikumardash3062 Год назад +2

    Jai jagannath

  • @manasipanda5748
    @manasipanda5748 Год назад +1

    Sir, right kahile, thank you sir. Jay jagannath🙏🙏🙏

  • @Ajitpihgua
    @Ajitpihgua 9 дней назад

    Jagannath Aadesh.

  • @Kabirprasadtarai
    @Kabirprasadtarai 27 дней назад

    ରାଜାଙ୍କ ପରାମର୍ଶ ଅନୁସାରେ ସବୁକିଛି ହୋଇପାରିବ,ଆଉ କାହାର ବି ପରାମର୍ଶ ନେବା ଉଚିତ୍ ନୁହେଁ,,,,,,,,, ଠାକୁର ରାଜା ସର୍ବ ସର୍ବା

  • @PayalKB
    @PayalKB Год назад +2

    Jai jaganath

  • @dasharathbehera7891
    @dasharathbehera7891 Год назад +24

    ଖଲିଦେଲେ ସାପ ଗୁଡ଼ାକ ଓଡିସା ର ଲକମାନକୁଂ ଧସିଂବ ସଲା ମିଛୁଆ

  • @bitubitu941
    @bitubitu941 9 месяцев назад +1

    Thank you mam❤for asking good questions.

  • @nodout7059
    @nodout7059 Год назад +2

    Jay jaganath sabu apanka Daya.

  • @prafullasethi6092
    @prafullasethi6092 11 дней назад

    Jay jagannath ⭕❗⭕

  • @dr.surekhadas2004
    @dr.surekhadas2004 Год назад +1

    Jay Jagannath🙏🙏

  • @ganeshpanigrahi5258
    @ganeshpanigrahi5258 Год назад +4

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏...
    ବହୁ ପ୍ରତିକ୍ଷିତ ସମୟର କଥା, ଘଟଣା ପ୍ରବାହ, ବିଭିନ୍ନ ପ୍ରକାରର ସ୍ଥାଣୁତା, ପ୍ରଶାସନିକ ଅବ୍ୟବସ୍ଥା, ସାମ୍ପ୍ରତିକ ସ୍ଥିତି, ବିଶେଷ ସାକ୍ଷାତକାର, ପାରିପାର୍ଶ୍ବିକ ବିଭାଗୀୟ ପରିସ୍ଥିତି ଆଦିକୁ ତର୍ଜମା କରିବା ପ'ରେ ନିଶ୍ଚିତ ସୂଚିତ କରୁଅଛି ଯେ, ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପ୍ରଣାଳୀ ଅବଲମ୍ବନ ଦ୍ୱାରା ଶ୍ରୀମନ୍ଦିର 'ରତ୍ନ ଭଣ୍ଡାର' ଲୁଣ୍ଠନ ହୋଇଥିବା ସୁସ୍ପଷ୍ଟ ଜଣାଯାଏ...
    🇮🇳ବନ୍ଦେ ଉତ୍କଳ ଜନନୀ🚩💪❣️...

  • @TunaJena-pu8ll
    @TunaJena-pu8ll 11 дней назад

    Jay jajanath

  • @MithunJagadala-sr8cd
    @MithunJagadala-sr8cd 22 дня назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻

  • @narayandalai9799
    @narayandalai9799 Месяц назад

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @dibakarsa754
    @dibakarsa754 Год назад +18

    ସାପ ଯଦି ଅଛି ସାପ ଧରାଳି ର ଅଭାବ ନାହିଁ ।

  • @sanjibrout424
    @sanjibrout424 Год назад +1

    Yes yes yes why not 100 persent right Jay shree jagannath ❤️

  • @giridharibehera7793
    @giridharibehera7793 Год назад +2

    ଭିତରେ କିଛି ନଥିବା ହେତୁ ଗର୍ଜନ ଶୁଣାଯାଉଛି କି ?ସମସ୍ତଙ୍କୁ ଭୟଭୀତ କରିବାର କାରଣ ବୋଧେ ସମସ୍ତଙ୍କୁ ଜଣା ପଡିଗଲାଣି ।ଆଗରୁ ସାପ ନଥିଲେ ଏବେ ସବୁ ସାପ ଆସିଲେ କଣ ଭଣ୍ଡାର ନଷ୍ଟ ଭ୍ରଷ୍ଟ ହେବାରୁ ?
    ମୁଖ୍ୟ କଥା ଦୁଇଟି-ଭଣ୍ଡାର ଖାଲି କିମ୍ବା ବାହାର ଶତୃ ଆକ୍ରମଣ ଆଶଙ୍କା !

  • @sureshanmajhi352
    @sureshanmajhi352 Месяц назад

    ଜୟ ଜଗନ୍ନାଥ

  • @amitaacharya9342
    @amitaacharya9342 Год назад +6

    ଏମାର ମଠ ର କୋଟି, କୋଟି ଟଙ୍କା ର ଇଟା ଗଲା କୁଆଡେ?

  • @brajamohanmaharana6328
    @brajamohanmaharana6328 11 месяцев назад

    Jai jagannath. Ratna bhandar ki Jai Jai kar

  • @jagannathdas7714
    @jagannathdas7714 Год назад +4

    All comments are correct . Sevayatji may be evolved to do empty .

  • @nikunjabihariparida1038
    @nikunjabihariparida1038 20 дней назад

    ରତ୍ନଭଣ୍ଡାର ସୁରକ୍ଷା ପ୍ରଥମେ

  • @subhampradhan7288
    @subhampradhan7288 Месяц назад

    Jay Jagannath ❤

  • @brajarajbastia4124
    @brajarajbastia4124 Месяц назад

    Jay shree jagannath ❤️🙏❤️

  • @pramodkumarroutrout3824
    @pramodkumarroutrout3824 Месяц назад

    Jay Jagannath

  • @kuberkuber3890
    @kuberkuber3890 Месяц назад +1

    ଆରେସାବୁତନେଲ ଆଉକ୍ ନଅ ଛି ଯେ ଲୁଟିବା😮😮

  • @user-eu1ph6bo1d
    @user-eu1ph6bo1d Месяц назад

    ମହାପ୍ରଭୁ ଙ୍କ ର ଇଚ୍ଛା ରେ ହିଁ ସବୁ ହେଉଛି
    ତେଣୁ ବର୍ତମାନ ପ୍ରଭୁ ଙ୍କ ର ଇଚ୍ଛା ଯାହା ବର୍ତମାନ ପରିବର୍ତନ ହେଲା ସବୁ ତାଙ୍କରି ଇଚ୍ଛା ତେଣୁ ରତ୍ନ ଭଣ୍ଡାର ଖୋଲି ଦେଖିବା ଵି ପ୍ରଭୁ ଙ୍କ ର ଇଚ୍ଛା

  • @RohitKumar-jd8ok
    @RohitKumar-jd8ok Месяц назад +2

    Robert camera ku jibaku dio..
    Jay Jagannath..
    E loko darauchi...

  • @amarendrasharma27
    @amarendrasharma27 Месяц назад

    ସବୁ ହଡ଼ପ ହୋଇଛି ଏ ଲୋକ ଟି ସମ୍ପୂର୍ଣ ଭାବେ ଦାୟୀ

  • @user-kq6vy5gt6o
    @user-kq6vy5gt6o Месяц назад +1

    Radhe radhe

  • @balarampradhan8840
    @balarampradhan8840 Месяц назад

    କିଛ ନାହିଁ ଭିତରେ ତେଣୁ ଖୋଲିବା ଦରକାର ନାହିଁ।ଜୟ ଜଗନ୍ନାଥ

  • @ugreshantandi
    @ugreshantandi Месяц назад +1

    ନବୀନ‌‌ସାର ଐତିହାସିକ ରହସ୍ୟ କୁ ରହସ୍ୟ ରଖିଥିଲେ, କାରଣ ଏହା ଦ୍ବାରା ବିଶ୍ବ ରହସ୍ୟ ରେ ରହିଛି

  • @aloksahu4284
    @aloksahu4284 Месяц назад

    Jay jagannath🙏🙏

  • @hrushikeshbehera8780
    @hrushikeshbehera8780 15 дней назад

    Adya sebak Maharaja nije ehi Karan pain au Jagannataankar Anumati pain Dhyana re rahi prathana karantu. Jadi jagannatha anumati debe tebe khola heba . Jay sri jagannatha

  • @suryakantaPagada
    @suryakantaPagada Год назад +5

    ଇଏ ସବୁ ଡରେଇ ଡରେଇ , ସବୁ ଖୋଳ କରି ଦେବେନି ତ ?

  • @dr.somakasapu2735
    @dr.somakasapu2735 3 месяца назад

    Jay Jagannath.

  • @khantiodia1289
    @khantiodia1289 Год назад +1

    ସବୁ ଗୋଟିଏ ଚାଲ୍

  • @pradipmishra5627
    @pradipmishra5627 Месяц назад

    ସବୁ ମିଛ କଥା ରତ୍ନ ଭଣ୍ଡାର ଯାଞ୍ଚ ନିହାତି ଦରକାର ଯଦି ସେମିତି କଥା ମତେ ଅନୁମତି ଦିଆଯାଉ ମୁଁ ପ୍ରଥମେ ରତ୍ନ ଭଣ୍ଡାର କୁ ଯିବି

  • @manasmohapatra7874
    @manasmohapatra7874 Месяц назад

    ଯେତେବେଳେ ନିର୍ଦ୍ଦେଶ ଆସିବ ସେତେବେଳେ କିଛି ନ ଥିବ ସବୁ ଚୋରି କରି ସାରିଛନ୍ତି ତେଣୁ ଏମାନେ ଡରୁଛନ୍ତି ଓ ମିଛ ବାହନା କରୁଛନ୍ତି

  • @Rajesh-dash
    @Rajesh-dash Год назад +36

    ଯିଏ ପାପି ହୋଇଥିବ ତା ମନକୁ ନିଶ୍ଚିତ ପାପ ଛୁଇଁବ... ପାପି ମାନେ ରତ୍ନଭଣ୍ଡାର ଭିତରକୁ ଯାଇପାରିବନି ଏହା ନିଶ୍ଚିତ ସତ୍ୟ 🙏 ଜୟ ଜଗନ୍ନାଥ 🙏

  • @parsuramsahoo7509
    @parsuramsahoo7509 29 дней назад +2

    ଓଡ଼ିଶା ବାସୀଙ୍କୁ ଅପେକ୍ଷା କରାଉଛି କିଏ,, କିଛି କୁ ଚକ୍ରି,ରାଜନୈତିକ ଦଳ ,ଆଉ କିଛି ଚୋର ଚୁଟିଆ, ମିଡ଼ିଆ। ସେମାନେ ଚର୍ଚ୍ଚା ଆସିବା ପାଇଁ ଏ ସବୁ କରିଛନ୍ତି। ରତ୍ନ ଭଣ୍ଡାର ଖୋଲା ଗଲେ ସାଧାରଣ ଭକ୍ତ ଓ ଜନତାଙ୍କୁ ସେଥିରୁ ମିଳିବ କଣ , ସେ କାହିଁକି ଭାବିବ ଜଗନ୍ନାଥ କାଳେ କାଳେ ଜଗତର ନାଥ ,ତାଙ୍କର କଥା ସେ ସ୍ୱାୟୋମ ଚିନ୍ତା କରିବେ ,ତାଙ୍କ ଉଅପେରେ ଛାର ମଣିଷ କିଏ ,ନାସ୍ତିକ ମନେଶ୍ୱର୍ଥ କବଳିତ ହୋଇ ଅଧିକ କୂତ୍ରିମ ଚିନ୍ତା କରନ୍ତି😢,,ଛଳନା କରନ୍ତି। ତାର ଦଣ୍ଡ ଠାକୁର ଅବଶ୍ୟ ଦିଅନ୍ତି,ଏ ମୂର୍ଖ ମାନେ ମାନନ୍ତି ନାହିଁ,ଦେହ ଖରାପ ଭାଗ୍ୟ ଖରାପ କେହି ନାଲି ନେଲି ଖଇରିଆ ପଥର ହାତରେ ଲାଗନ୍ତି,,ମେଡିକାଲ ବେଡେ ରେ ପଡ଼ି ଲକ୍ଷ୍ୟ ଲକ୍ଷ୍ୟ ଖର୍ଚ୍ଚ କରି ପେଟ ଛାତି ମୁଣ୍ଡ ଆଦି କଟାନ୍ତି ,ଜୟ ଜଗନ୍ନାଥ❤🎉🎉🎉🎉🎉❤

  • @user-kr4gq4fe3b
    @user-kr4gq4fe3b 12 дней назад

    Right 👍

  • @SanjayKumar-cu8hg
    @SanjayKumar-cu8hg Год назад +1

    Ratna vandar kahiki kholajiba Jay Jagannath 🙏🙏🙏

  • @rohitcreativitykuna5672
    @rohitcreativitykuna5672 Месяц назад

    ବାଳ ନା
    ବ୍ରାହ୍ମଣ ଓ ପ୍ରଶାସନ ସବୁ ରତ୍ନ ସବୁ ନେଇ ଯାଇଛନ୍ତି

  • @prafullachandrasahoo9688
    @prafullachandrasahoo9688 Месяц назад

    ଆଗରୁ ଯେଉଁ ଖୋଲାହୋଇଥିଲା, କେମିତି ଖୋଲିଲା. ସେମାନେ କଣ ଗର୍ଜନ ଶୁଣିନଥିଲେ. ସବୁ ଖାଇଦେଇଛନ୍ତି, ତେଣୁ ଖୋଲିବାକୁ ଡରୁଛନ୍ତି.

  • @niranjanmohapatra7820
    @niranjanmohapatra7820 12 дней назад

    Jia kahuchi sia sabu bhagidari

  • @ugreshantandi
    @ugreshantandi Месяц назад

    You are great sir

  • @munabarik3702
    @munabarik3702 Месяц назад

    Jay Jagannatha Swami Nayana Patha gami please help me

  • @catmomjyotsnamaye1042
    @catmomjyotsnamaye1042 Месяц назад

    Ratna bhandara ru rasta achi lokanthanka mandira sethi parbhu lokanatha hi jagi hi chanti prabhu nka lila prabhu hi janati Jay jagarnath jay lokanatha

  • @user-pb7qv9mw7q
    @user-pb7qv9mw7q Месяц назад

    ଏହି ଲୋକ ପାଖରେ ପୁରା ଭାବ ଅଛି। ଭବ ଥିବା ଇଟରଭୁୟୁ ହେଉ।

  • @SuryaJena-t7n
    @SuryaJena-t7n Месяц назад

    Right ✅ your answers

  • @saisubhambholackg4783
    @saisubhambholackg4783 Месяц назад

    Right sir

  • @storywithabinash7300
    @storywithabinash7300 Год назад +1

    High court ରେ ଆଙ୍କର କେହି ଉଚ୍ଚ ସ୍ତରରେ ଅଛନ୍ତି ବୋଧେ! ସେଥି ପାଇଁ ଏତେ ଯୋର୍ ରେ କହୁଛି ଯେ ; କୋର୍ଟ ଆଦେଶ ଦେଲେ ହେବ !

  • @fitnessboi599
    @fitnessboi599 Месяц назад

    Jay shree Jagannath 🙏😢

  • @SahadevNag-oy3tt
    @SahadevNag-oy3tt 17 дней назад

    ରତ୍ନଭଣ୍ଡାର ସବୁ ଅଳଙ୍କାର ଲୁଟି ନେଲେଣି ଆଉ କଣ ଅଛି ଯେ ଖୋଲିବେ

  • @ranjanpanda8851
    @ranjanpanda8851 Год назад

    ଓଡ଼ିଶା ବାସି ନିଶ୍ଚିତ ହେଲେ ଜେ କମେ ଜଣେ
    BJD ଶରକାର ଚାମଚା
    କଣ କହିଲ ରତ୍ନ ଭଣ୍ଡାର ଭୀତରେ ସାପ ଅଛନ୍ତି ମିଛ କହନ୍ତୁ ନାହିଁ ସବୁ ତମେ ମାନେ
    ପ୍ରଭୁ ଜଗନ୍ନାଥଙ୍କ ଅଳଂକାର ଲୁଟିଚ କିଛି
    ସେହିପାଈ ଆମମାନଙ୍କୁ ଭୟଭୀତ କରୁଛ
    ଜୟ ଜଗନ୍ନାଥ 🙏🙏🙏🙏

  • @bipinprivatevideo
    @bipinprivatevideo Год назад +2

    ଜୟ ଜଗନ୍ନାଥ ❣️🙏❣️

  • @JayantaDigal-oj9ki
    @JayantaDigal-oj9ki Месяц назад

    Sampurna michha

  • @swadhinpradhan3723
    @swadhinpradhan3723 Месяц назад +1

    ଏଇ ରାମକୃଷ୍ଟଚୋରି କରିଛନ୍ତି ରତ୍ନ ଭଣ୍ଡାର

  • @manjulatapuhan3485
    @manjulatapuhan3485 Год назад

    Jayjagannath🙏🙏🙏🙏🙏🙏🙏tumesambhala

  • @umasankarsahu7974
    @umasankarsahu7974 Месяц назад

    ଆମେ ନିଜ ଘରକୁ କିଛି ବର୍ଷ ଛାଡିଦେଲାପରେ ପୁଣି ସେ ଘରକୁ ଆସିଲେ ଦେଖିବା ସାପ ଅଛି ତାକୁ ବାହାର କରିବାନିକି ନା ଭାବିବା ଯେ ଲୋକନାଥ ଯଗିଛନ୍ତି ବୋଲି, ତମ ଘରେ ସାପ ପଶିଲେ ବାହାର କରୁନ କି ନା ଘର ଛାଡିକି ପଳାଉଛ

  • @Prameshyoutuberilu
    @Prameshyoutuberilu 11 дней назад

    ଆପଣମାନେ କିଛି କରିପାରିବ ନାହିଁ,,,ଆମ ଆଦିବାସୀ ଲୋକ,,, ହେଲେ ବାହାର କରିବେ,,, କଥା ବଡ଼ ବଡ଼ କହିଲେ କ'ଣ ହେବ,,,

  • @BhagabanpatiPati
    @BhagabanpatiPati 28 дней назад

    ସମ୍ପାଦକ ମିଛ ଗପ , ଆଗରୁ ଚାଲିଆସିଥିବା ଜହ୍ନ ମାମୁଁ ଗପ କହୁଛନ୍ତି ,ଯେତେ ମନଗଢା କଥା ଏହି ପୁରୀରେ , ଆରେ ଖୋଲ କଣ ହବ ସାରା ପୃଥିବୀ ଜାଣିବ

  • @gopalmalana7504
    @gopalmalana7504 Месяц назад

    Jaygannatah swami

  • @sunildash2324
    @sunildash2324 Месяц назад

    JAY ❤JAY JAY SHREE ♥️ JAGANNATH SWAMI MAHAPRAVU BAGABAN MAHARAJ KI JAY JAY JAY JAY JAY JAY JAY JAY JAY JAY JAY JAY JAY ❤❤❤❤❤❤❤❤❤❤❤❤❤❤❤❤

  • @bhibutipanda3442
    @bhibutipanda3442 Месяц назад

    Jay jagganath

  • @narayanbishoyi1170
    @narayanbishoyi1170 Месяц назад

    ଯେତେ ସବୁ ବେକାର କଥା

  • @indranirajhans9876
    @indranirajhans9876 Год назад

    Ram ram 🙏🙏🙏ram ram🙏🙏🙏