Usha Mangeshkar and others sing ''Chupi Chupi Gori Kane....'in Odia Movie ''Abhimana'(1977)

Поделиться
HTML-код
  • Опубликовано: 6 сен 2024
  • Usha Mangeshkar and others sing ''Chupi Chupi Gori Kane....'in Odia Movie ''Abhimana'(1977)
    Lyrics : Jitendra Pattnaik
    Music : Radhakrushna Bhanja-Saroj Pattnaik

Комментарии • 392

  • @adityaprasadtripathy8812
    @adityaprasadtripathy8812 2 года назад +8

    ଏହି ସଙ୍ଗୀତ ରେ ନା ଅଛି ଉଦବେଗ , ନା ଉତ୍ତେଜନା,ନାହିଁ ଚିତ କୁ ଚଞ୍ଚଳ ରଖିବା ଭଳି କୌଣସି ବିଷୟ ।
    ଅନୁଭବ ର ଭାବ ଆସୁଛି ସେହି ପୂର୍ବ ପୁରୁଷ ଙ୍କ ଦିବ୍ୟ ବାଣୀ, ମିଠା ବଚନ,ଧିର ଗମ୍ଭୀର ସ୍ୱର, ସଂସ୍କାରିତ ,ନୀତି ନିୟମ ଦ୍ଵାରା ବନ୍ଧା, ସବୁ ପରି ନିଜ ମାତୃଭାଷାକୁ ସମ୍ମାନ ଦେବ ।
    ଗଙ୍ଗାଜଳ ସଦୃଶ ଏହି ବ୍ୟକ୍ତି ମାନଙ୍କ ନୀରବତା ଓ ଅନୁପସ୍ଥିତି ରୁ ବୁଝି ହେଉଛି ଆଜି ଏହି ଭାଷା ଓ ସଭ୍ୟତା କେତେ ବିକୃତ ହେବାକୁ ବସିଲାଣି ତାହା ଶବ୍ଦରେ ଲେଖିବାକୁ ଅକ୍ଷମ ।

  • @ramakantamallik6874
    @ramakantamallik6874 Год назад +7

    ଆକାଶବାଣୀ କଟକର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ କାର୍ଯ୍ୟକ୍ରମ ସକାଳ ୯ଟା ବେଳକୁ ସ୍କୁଲ ଯିବାକୁ ତରତର ହେଉଥିବା ବେଳର କଥା, ଏହି ସଙ୍ଗୀତ ଶୁଣିଲେ ମନେପଡେ ପିଲା ଦିନର କଥା । ବାସ୍ତବିକ୍ ୬୦ ବର୍ଷ ତଳକୁ ଫେରିଯିବାକୁ ମନେ ହୁଏ ।

  • @dandapanisatapathy11
    @dandapanisatapathy11 3 года назад +66

    ଏହି ଗୀତ ର ଗାୟକ ଗଣ -
    ୧.ଦା ରେ ନା ରେ ଦା ରେ ନା ରେ-- ଅକ୍ଷୟ ମହାନ୍ତି
    ୨.ଚୁପି ଚୁପି ଗୋରୀ କାନେ- ଉଷା ମଙ୍ଗେସ୍କର
    ୩. ବିଭୂଷଣ ପୁଷ୍ପେ - ଘନଶ୍ୟାମ ପଣ୍ଡା
    ୪. ଯା' ଲୋ ସଜନୀ ଘେନ ମେଲାଣି - ସ୍ୱରୂପା ଚକ୍ରବର୍ତ୍ତୀ

    • @odiamelody
      @odiamelody  3 года назад +1

      Thanks for the details

    • @theretro5653
      @theretro5653 3 года назад +4

      This song is an absolute gem and a classic.The portion sung by Swarupa Chakrabarty is especially wonderful and heart touching if you understand Odia-- literally chokes you while listening. I doubt if any non-Odia singer could have bought out these feeling to this part and done justice to it.
      Perfect harmony of lyrics, music, orchestration and voice.
      And the film- Uttam Mohanty could not have had a better debut. Worked with absolute freedom and like a pro.

    • @dandapanisatapathy11
      @dandapanisatapathy11 3 года назад +2

      @@theretro5653 absolutely

    • @user-db7uf5co6h
      @user-db7uf5co6h 3 года назад +2

      Jitendra patnaik lyricist who died after this movie and Radhakrushna bhanja the great music director who created modern odia songs whom peoples didn't know

    • @ambikaprasadbarik9580
      @ambikaprasadbarik9580 2 года назад +2

      Dandapani you are really fantastic.

  • @bhabanisankardas8641
    @bhabanisankardas8641 4 года назад +23

    ମୁଁ ଏବେ ବି ବଂଚିଛି, ଏବେ ମଧ୍ୟ ଏହିପରି ବହୁତ ପୁରୁଣା ଓଡ଼ିଆ ଚଳଚିତ୍ର ଗୀତ ଶୁଣି, ମୋର ଅତୀତ କେତେ ସୁନ୍ଦର ଥିଲା ତାକୁ ହିଁ ମନେ ପକାଉଚି ଆମ ଅତୀତ କେତେ ସୁନ୍ଦର ଧନ୍ୟବାଦ

    • @nitishdas2233
      @nitishdas2233 4 года назад +3

      kede sundar kathatiye kahele agyan mu ebe b banchechhi

    • @bhabanisankardas8641
      @bhabanisankardas8641 4 года назад

      @@nitishdas2233 ଧନ୍ୟବାଦ ଆପଣଙ୍କ ସୁନ୍ଦର ବାର୍ତା ପାଇଁ

  • @LOKANATAK
    @LOKANATAK 2 года назад +9

    ଏ ସବୁ ଗୀତ ଶୁଣିଲେ ବେଳେ ବେଳେ ଇଛା ହୁଏ ବର୍ତ୍ତମାନର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପଟିକୁ ଟେକିକି ବଙ୍ଗୋପସାଗର ରେ ଫିଙ୍ଗି ଦିଅନ୍ତି ।

  • @collectioncorner7679
    @collectioncorner7679 2 года назад +6

    ବ୍ୟାଗ୍ ଧରି ସ୍କୁଲ ଯିବା ବେଳେ ପ୍ରାୟତଃ ଏ ଗୀତ ଶୁଭୁଥିଲା...ଏବେ ବି ଏ ଗୀତ ସ୍ମୃତିରେ....

  • @nabindas284
    @nabindas284 Год назад +3

    ଏହି ଗୀତ ହୃଦୟର ଶୁଣିଲେ, କେତେବେଳେ ଯେ ହାର୍ଟ ଟି ବନ୍ଦ ନ ହୋଇଯିବ, ତାହା କହିହେଉନାହିଁ l ବହୁତ ମର୍ମାହତ ଲାଗୁଛି l

  • @binayakpadira5057
    @binayakpadira5057 2 года назад +5

    ବହୁତ ସୁନ୍ଦର ଗୀତ ଟିଏ ପିଲାଦିନ ମନେପଡ଼ିଯାଏ ଅଣଓଡ଼ିଆ କଳାକାରମାନେ ମଧ୍ଯ ଭଲ ଗାଇଛନ୍ତି

  • @gangadharbeura3159
    @gangadharbeura3159 4 года назад +88

    ଏ ଗୀତ ଶୁଣିଲେ ପିଲାଦିନ କଥା ବହୁତ ମନେପଡ଼େ। ପୁଣି ଫେରିଯିବାକୁ ଇଚ୍ଛା ହୁଏ ସେଇ ପିଲାଦିନକୁ, କିନ୍ତୁ ଦୁଃଖର ବିଷୟ ଯେ ସେ ଦିନ ଆଉ ଫେରିଵନ। କେବଳ ଆଖିବୁଜି ଏସବୁ ଅଭୁଲା ଗୀତକୁ ଶୁଣିଲେ ସେ ଦିନ ସବୁ ଅନୁଭବ କରି ହୁଏ। Many many thanks for uploading.

  • @loknathsatpathy7904
    @loknathsatpathy7904 2 года назад +7

    ଗୀତ କୁ ଶୁଣି ମୋର ପିଲା ବେଳ କଥା ଗୁଡାକ ମନେ ପଡିଯାଏ ଆଉ ସେହି ସମୟ କୁ ଫେରି ଯିବାକୁ ମନେ ହୁଏକିନ୍ତୁ ଯାଇହୁଏନି ବହୁତ ଭଲ ଗୀତଟିଏ କଳାକାର ମାନଙ୍କୁ ମୋର ଶତ ଶତ ନମସ୍କାର

  • @sudhanshushekhardas4973
    @sudhanshushekhardas4973 2 года назад +4

    ୧୯୭୬-୭୭ ମସିହାର ଓଡ଼ିଆ ଫିଲ୍ମ ଗୀତକୁ ଆଖି ବନ୍ଦକରି ଶୁଣିଲେ, ଏବେବି ପିଲାଦିନର ସେ ଅଫେରା ଦିନର ସ୍ମୃତିସବୁ ଲେଉଟି ଆସେ । ଦିନ ୧ଟା୧୫ମି. ରେଡ଼ିଓରେ ଏ ଗୀତସବୁ ଶୁଣି ସେତେବେଳେ ସତରେ କେତେ ଖୁସି ଲାଗୁଥିଲା ଓ ଗୀତର ତାଳେ ତାଳେ କାଳ୍ପନିକ ଛବି ସବୁ ବାସ୍ତବ ଭଳି ମନେ ହେଉଥିଲା । ସେ ସମୟର ସେଇ ଗୀତର ମିଠାପଣ ଆଜିକାଲିର କପିକରା ହେଇଥିବା ଗୀତରେ କାଇଁ ????

  • @sushreesangita4827
    @sushreesangita4827 2 года назад +12

    ❤️❤️❤️❤️❤️
    ରତ୍ନ ସବୁ ଏଇ ସଙ୍ଗୀତ ଓଡ଼ିଆ ସଙ୍ଗୀତ ପାଇଁ।

  • @bhabitmaandarshanam1271
    @bhabitmaandarshanam1271 4 года назад +23

    ଓଡି଼ଆ ପାରମ୍ପାରିକ ଗୀତ ଗୁଡି଼କ ର ମାଧୁର୍ଯ୍ୟ ଅତି ମନମୁଗ୍ଧକ ।

  • @rajendrarout6018
    @rajendrarout6018 2 года назад +3

    ଏ ଗୀତ ଅଭୁଲା ସ୍ମୁତି ରୋମାନ୍ଥନ କରେ

  • @durgaprasadhota678
    @durgaprasadhota678 2 года назад +3

    ସେ ନୀଳ ନୟନା ଖୋଜେ ମନର ମଣିଷ...
    ...... Gorgeous song

  • @sibaramdas1716
    @sibaramdas1716 2 года назад +18

    A marvelous song. So unique. Heart touching.
    ପିଲାବେଳେ ରେଡିଓ ରୁ ଶୁଣିବାର.
    କେତେ ସ୍ମୃତି ଭରା. ବହୁତ ଅମୁଲ୍ୟ ଗୀତ ଟିଏ

    • @samarendrasahoo5230
      @samarendrasahoo5230 Год назад +3

      ଏ ଗୀତ ରେ କେତେ କୋହ ଓ ଦରଦ ଅଛି ଗୋଟିଏ ଝିଅର। ବାପ ଘର ଛାଡ଼ି ଯାଉଛି ଗୋଟିଏ ନୂଆ ସଂସାର ଗଢ଼ିବାକୁ। ସେଥିରେ ଆନନ୍ଦ ମିଶା ରୋମାଞ୍ଚ ଯେମିତି ଅଛି ସେମିତି ଅଛି ନିଜର ସବୁ କିଛିକୁ ଛାଡ଼ି ଚାଲିଯିବା ର ଯନ୍ତ୍ରଣା।

  • @deepakkumarsahoo2653
    @deepakkumarsahoo2653 2 года назад +4

    ବହୁତ ସୁନ୍ଦର ଗୀତ, ହୃଦୟସ୍ପର୍ଶି ଭାବନା

  • @rkmahararana
    @rkmahararana 4 года назад +10

    ଚାଳିଶି ବର୍ଷ ପୁରୁଣା ଗୀତ ଶୁଣି ବହୁତ ଖୁସି ଲାଗୁଚି। ବହୁତ ବଢିଆ ଲାଗିଲା ।

  • @bijayalaxmiacharya1743
    @bijayalaxmiacharya1743 3 года назад +3

    ଏ ଅଭିମାନ ଓଡ଼ିଆ ଫିଲ୍ମ ଟି ଇଉଟିଉବ ରେ ଛାଡ଼ନ୍ତୁ।

  • @jitendriyasingh842
    @jitendriyasingh842 3 года назад +8

    ଓଡ଼ିଆ କଥାଚିତ୍ର ର ସଙ୍ଗୀତ କୁ ରାଧାକୃଷ୍ଣ ଭଞ୍ଜଙ୍କ ଏହା ଏକ ଅମୂଲ୍ୟ ଦାନ।

    • @subhendramohapatra1180
      @subhendramohapatra1180 Год назад +1

      @subhendra mohapatra.
      ଆମ ଓଡ଼ିଆ ସଂଗୀତ ଜଗତରେ ଏଭଳି ଯୁଗାନ୍ତକାରୀ ସଙ୍ଗୀତର ପଟାନ୍ତର ନାହି l ମୟୂରଭଜ ମାଟି ର ଗୌରବ ଏହି ମହାନ ସଙ୍ଗୀତ କାର ଙ୍କୁ ଶତ ଶତ ପ୍ରଣାମ l 🙏🙏🙏

  • @risetapan
    @risetapan 3 года назад +6

    ପିଲାଦିନ ମନେପଡେ, ସେତେବେଳେ ଯାହାର ବାହାଘର ହେଉଥିଲା, ଏହି ଗୀତକୁ ଯେଡିନାଗରା, ତେଲିଙ୍ଗି ବାଜା ବାଲା ବଜାଉଥିଲେ
    ଏ ଗୀତ ର starting ଟା ସେତେବେଳେ ଲୋକେ ଖୁସି ଗାଉଥିଲେ
    ଡାରେ ନାରେ ଡାରେ ନାରେ ଡାରେ ନାରେ ନରେନା
    ଡାରେ ନାରେ ନାରେ ନରେନା ନାରେ....
    80 ଦଶକର flavor 90ଦଶକରେ ନଥିଲା

    • @ramankumarmishra5346
      @ramankumarmishra5346 3 месяца назад

      ଆଜି ଚାଲିଛି ଲୁଙ୍ଗି ଡାନ୍ସ, କି କପାଳ ଓଡ଼ିଆ ବ।ଳ।ଙ୍କ!

  • @mr.kaalicharandas3312
    @mr.kaalicharandas3312 5 лет назад +26

    ସତ ରେ ସେତେ ବେଳେ ଲେଖକ ଓ ଗାୟକ, ଗାୟିକା ମାନଂକ ମନ କେତେ ଭଲ ଥିଲା ବୋଲି ଭଲ ଗୀତ ରଚନା କରୁ ଥିଲେ,, ଆଜିକା ଓଡ଼ିଆ ଙ୍କ ଭଳି ମନରେ ଏତେ କାମନା, ବାସନା ନ ଥିଲା

  • @purnachandraupadhyaya
    @purnachandraupadhyaya Год назад

    ଅତି ସୁନ୍ଦର ଏ ଗୀତ
    ଛୟାଳିଶି ବର୍ଷ ତଳର ଏଗୀତ ରେଡିଓରେ ଶୁଣିବାକୁ ପାଉଥିଲୁ

  • @minaketandharua2116
    @minaketandharua2116 Год назад +7

    What a sweet martial song I have ever heard.The feeling of bride at the time of marriage very nicely presented.Many many thanks to singers, music director and lyricist.Mind blowing.

  • @BimalOdisha
    @BimalOdisha 4 года назад +2

    ଚମତ୍କାର ସଂଗୀତ। ଅପୂର୍ବ ସଂଯୋଜନା। ଅଦ୍ବିତୀୟ ଗାୟନ!

  • @prasannabohidar8412
    @prasannabohidar8412 3 года назад +4

    ଏ ହୃଦୟ ସ୍ପର୍ଶୀ ଗୀତ ଟି ମୋ ପିଲାଦିନର ଏକ ମଧୁର ସ୍ମୃତି ।

  • @satyanarayanprasadnayak4505
    @satyanarayanprasadnayak4505 2 месяца назад

    ଭଲ ଥିଲା ଆମ ଅଭୁଲା ଅତୀତ
    ଭଲ ଥିଲା ଆମ ଗୀତ
    ସମୟ ସ୍ରୋତରେ ଭାସିଗଲା ଅବା
    କାହିଁ ଏହିପରି ଗୀତ !

  • @rudranarayanmohanty6129
    @rudranarayanmohanty6129 3 года назад +3

    ସ୍ୱର୍ଗତ ରାଧାକୃଷ୍ଣ ଭଞ୍ଜ ଙ୍କ ସଂଗୀତ ଆଜି କେତେ ମନଛୁଆଁ 🌹

  • @JyotiTripathy-ve9zx
    @JyotiTripathy-ve9zx Месяц назад

    ମୁଁ ଛୋଟ ବେଳୁ ଏ ଗୀତ ଶୁଣୁଚି ବହୁତ ଭଲ ଲାଗେ

  • @kashinathbehera393
    @kashinathbehera393 4 года назад +3

    ଅତି ସୁନ୍ଦର ଗୀତ, ଯାହାର ତୁଳନା ନାହିଁ ।

  • @kumaarkirttiranjantripathy2039
    @kumaarkirttiranjantripathy2039 4 года назад +10

    ଆଜି ର ଦିନ ରେ ବି ମୁଁ ଏଇ ଗୀତ କୁ ବାରମ୍ବାର ଶୁଣେ

  • @nirmala-giri123
    @nirmala-giri123 2 года назад +1

    ବହୁତ ସୁନ୍ଦର ସଙ୍ଗୀତ। ଛୋଟ ବେଳେ ରେଡିଓ ରେ ମୁଁ ବହୁତ ଶୁଣେ।

  • @pradyumnakumarrout
    @pradyumnakumarrout 3 года назад +26

    I have no words to express my feelings when listen this song now as I listened it first when I was 5 yrs old now I am 55 yrs old This song takes me back to 50 yrs back to my golden days

    • @ArunDas-jc4tj
      @ArunDas-jc4tj 2 года назад +1

      Exactly this is my feelings like urs.i m also in the age of 55yrs like u

    • @pradyumnakumarrout
      @pradyumnakumarrout 2 года назад +1

      @@ArunDas-jc4tj Thanks I am from Jagatsinghpur District request yours please if U dont mind

    • @Arun-mh7br
      @Arun-mh7br 2 года назад +1

      Half hour back the legendary singer no more. He will be always stay living with us in these songs!

    • @manaskhatua4332
      @manaskhatua4332 2 года назад +2

      This film released in 1977

  • @kunadharus2964
    @kunadharus2964 2 года назад +14

    Golden era of odia music great singer usha mageahkar ji

  • @narayanpattanayaknarayanpa7205
    @narayanpattanayaknarayanpa7205 2 года назад +1

    କେତେସୁନ୍ଦର ଏ ଗୀତ।କେତେମଜା ଲାଗୁଥାଏ,ଏବବି,ହେଲେ ସେଦିନଆଉଫେରିବ କି

  • @kshitidas
    @kshitidas 6 лет назад +36

    କି ସୁନ୍ଦର ଥିଲା ସେ ଯୁଗର ଗୀତ...
    ଇଚ୍ଛା ହୁଏ ମୁଁ ଆଉ ତିରିଶ ବର୍ଷ ତଳେ ଜନ୍ମ ହେଇଥାନ୍ତି କି !!!

  • @pkbisoi4221
    @pkbisoi4221 6 лет назад +25

    ଅତି ସୁନ୍ଦର ଗୀତ। ବାରମ୍ବାର ଶୁଣି ବାକୁ ଭଲ ଲାଗେ। ଏହି ଗୀତ ଶୁଣିବା ବେଳେ ପିଲା ଦିନର କଥା ମନେ ପଡ଼ିଲା।

  • @skd6475
    @skd6475 4 года назад +3

    ଅତି ସୁନ୍ଦର ୧୯୭୭ ଓଡ଼ିଆ ଅଭିମାନ

  • @prponline33
    @prponline33 3 года назад +18

    I feel like crying & nostalgic as such golden days of childhood are gone and would never come back. Hey Prabhu Jagannath mora sei puruna dina pherai dio puni.

  • @linaworl09
    @linaworl09 2 месяца назад

    ଏମିତି ଗୀତ ଆଉ ଶୁଣିବାକୁ ମିଳୁନି ✨❤

  • @sanjibtripathy2007
    @sanjibtripathy2007 6 лет назад +16

    ଅତି ସୁନ୍ଦର । ଆଜିକାଲିକା ସିନେମା ଗୀତ ଗୁଡିକରେ ଏହା ସାତସପନ ।

  • @partulu
    @partulu 7 лет назад +10

    Excellent composition by Radhakrushna Bhanja

  • @bipinbiharibehera368
    @bipinbiharibehera368 11 месяцев назад +3

    What a beautiful and memorable song from the sweet voice of Usha Mangeshkar Ji. Always love to listen this glorious song from my childhood of late Seventies. Such beautiful and thrilling music by the great Radhakrushna Bhanja and his team which is masterpiece in Odia music. Those were the golden days of Odia music which the present generation can not even dream.Salute to the entire team. ❤

  • @brahmanand7584
    @brahmanand7584 2 года назад +8

    What a beautiful melodious song. ?. This is a golden era Odia Film evergreen song which nobody can forget in mind.

  • @aswinisahoo1977
    @aswinisahoo1977 3 года назад +12

    A beautiful song based on raga Jhinjhoti. Old days, please come back. We miss you a lot.

  • @ajayadas7142
    @ajayadas7142 2 года назад +2

    କାଳଜୟୀ ରଚନା ଓ ଦିଗଜ ସଂଗୀତଜ୍ଞ।

    • @user-db7uf5co6h
      @user-db7uf5co6h 2 года назад +1

      Jitendra Patnaik lyricist and Radhakrushna bhanja music director both are from mayurbhanj

  • @hemantkumarsahoo9654
    @hemantkumarsahoo9654 Год назад

    ବେଶ୍ ମନଛୁଆଁ ହୃଦୟସ୍ପର୍ଶୀ❤❤❤

  • @Manasranjana
    @Manasranjana 2 года назад +6

    Radhakrushna Bhanja and Saroj Pattnaik were composer of different class. It is a composition which makes the duo unparalleled.

  • @manbodrana5313
    @manbodrana5313 Год назад

    ସତ କଥା ସେ ଯାହା କହିଛନ୍ତି ସବୁ ସତ କିନ୍ତୁ ତାହା ଆଉ ବାସ୍ତବ ନୁହେଁ ସ୍ବପ୍ନ ଲାଗୁଛି ।

  • @debaprasaddash3878
    @debaprasaddash3878 4 года назад +2

    'ଦାରେ ନାରେ ଦାରେ ନାରେ' ଗାଇଛନ୍ତି ଅକ୍ଷୟ ମହାନ୍ତି ଓ 'ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ' କୁ ଯାହା ମନେ ହୁଏ ଗାଇଛନ୍ତି ଘନଶ୍ୟାମ ପଣ୍ଡା।ଏମିତି କିଛି ଗୀତ ତିଆରି ହେଇଯାଏ ସ୍ୱର୍ଗୀୟ ମୁହୂର୍ତ୍ତ ରେ।

    • @user-db7uf5co6h
      @user-db7uf5co6h 4 года назад +3

      Bhai ama odia lokanka problem heuchi ki jau gita gauchanti kebala tanku hi sabu sreya deba, kintu jaumane eie gita tiari karichanti tanku kichibi credit na daba,ei gitara music director Radhakrushna bhanja and saroj pattnaik semananku kehi jananti, kebala emananka gita hin loka adhia sunanti kintu jananti nahi

    • @debaprasaddash3878
      @debaprasaddash3878 4 года назад +2

      @@user-db7uf5co6h ସମସ୍ତେ ନ ଜାଣିଲେ ମଧ୍ୟ ଅନେକ ଜାଣନ୍ତି,ରାଧାକୃଷ୍ଣ ଭଞ୍ଜ ଅଧିକାଂଶ ଓଡ଼ିଆ ଗାୟକଙ୍କ ଆକାଶବାଣୀ ଗୁରୁ।ତାଙ୍କ ଗୀତ ଗାଇ ସେମାନେ ପ୍ରଥମ ସ୍ୱୀକୃତି ପାଇଥିଲେ। ରାଧାକୃଷ୍ଣ ଭଞ୍ଜ 'ମାନିନୀ' ର ଓ ସରୋଜ ପଟନାୟକ 'ଫୁଲ ଚନ୍ଦନ' ର ସଙ୍ଗୀତ ନିର୍ଦେଶକ ଥିଲେ।ରାଧାକୃଷ୍ଣ ଭଞ୍ଜ ଝୁମର ଲୋକଗୀତକୁ ଲୋକପ୍ରିୟ କରେଇଥିଲେ।ଜାଣିବୁନି କେମିତି? ମୟୁରଭଞ୍ଜ ଓଡିଶାକୁ ଯେଉଁ ଶିଳ୍ପୀ ମାନଙ୍କୁ ଦେଇଛି ତା ଭିତରେ,ଉଭୟ ରାଧାକୃଷ୍ଣ ଭଞ୍ଜ ଓ ସରୋଜ ପଟନାୟକ ଅନ୍ୟତମ।ବାକି ଜୀବନାନନ୍ଦ ପାଣି,ଶାନ୍ତନୁ ମହାପାତ୍ର,ଦେବାଶିଷ ମହାପାତ୍ର,ଯତୀନ ଦାସ,ଉତ୍ତମ ମହାନ୍ତି,ଅସିତ ପତି,ଧୀର ବସା,ଗଡି-ଲମ୍ବା ତାଲିକା ରହିଛି।

    • @debaprasaddash3878
      @debaprasaddash3878 4 года назад +2

      @@user-db7uf5co6h ଏମିତି ବି ଗୀତ ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଛି,ସେଥିରେ ମଧ୍ୟ ସଙ୍ଗୀତ ନିର୍ଦେଶକ ଯୋଡ଼ିଙ୍କ ନାଁ ଲେଖା ଯାଇଛି।ଦୁଇ ଓଡ଼ିଆ ଗାୟକଙ୍କ ନାଁ ସ୍ଥାନରେ 'others' ଲେଖା ଯାଇଛି।ଉଷା ମଙ୍ଗେଷ୍କରଙ୍କ ବ୍ୟତୀତ ଦୁଇ କୃତବିଦ୍ୟ ଓଡ଼ିଆ ଗାୟକଙ୍କ ନାମ ଦିଆଯାଇନାହିଁ।

  • @s.bbahuk4865
    @s.bbahuk4865 4 месяца назад

    Kete sunder Sangita sabda sanjojanaa pila dina katha manepade Radio ru gita suniki salute .S.B.Bahuk Balangir

  • @labasahu2790
    @labasahu2790 2 года назад +1

    ପୁରୁଣା ସୃତି ପୁରୁଣାକଥା ଭାରିମ୍ନନ ପଦେ

  • @jogendraprasadpadhy8494
    @jogendraprasadpadhy8494 3 года назад +10

    Awesome..the lyrics is so beautiful and pure that creative can't be made by new generation nor will understand it's meaning.. very beautiful

  • @krushnamohanmisra6352
    @krushnamohanmisra6352 4 года назад +10

    What a song ,I cannot express in word

  • @ashokpradhan6245
    @ashokpradhan6245 10 месяцев назад

    କୁଆଡେ ହଜିଗଲା ସେ ସୂବର୍ଣ ଯୁଗ - ଆଜି କାଲିର କପି & ପେଷ୍ଟର ଯୁଗ - originality is lost!

  • @user-db7uf5co6h
    @user-db7uf5co6h 4 года назад +4

    Jitendra Patnaik the great lyricist from mayurbhanj abhiman movie pare akalare tankara death heijaithila nahele odisha ahuri sundar sundar geeta paiparithanta

  • @SujitKumar-tr1kz
    @SujitKumar-tr1kz 6 лет назад +37

    The passion, the lyrics and the quality of music 40 years ago in Odia cinema music touches the heart. You can see the effort put into the purity. But now, it's such a sorry state.

  • @subasbal2145
    @subasbal2145 4 года назад +9

    Memorable heart touching song music by Great Radhakrishna Bhanja .Great artist of old era.

  • @lawrencekaushiknayak689
    @lawrencekaushiknayak689 7 месяцев назад +1

    Who is listening this beautiful romantic song in 2024. I’m listening it now in Europe 😊

  • @drashokpatnaik6468
    @drashokpatnaik6468 2 года назад +2

    Superb song composed by the late maestro radha babu with Akshaya Mamu starting off the song. Sheer beauty

  • @priyabratasahoo7388
    @priyabratasahoo7388 Год назад +1

    Watched this in projector, upon white cloth screen, organised by Loka Sampark Bibhag, Orissa Govt. around 42 years ago. Bhawanipatna. The video print of this movie might be not available anywhere, not in Doordarshan also. Great movie by Sadhu Meher

  • @akshayajyotiroutrayyoutube6265
    @akshayajyotiroutrayyoutube6265 4 года назад +14

    WHEN EVER I LISTEN TO THIS SONG I FEEL ITS NEW AND HEART TOUCHING...

  • @sanjivakapingalaka7904
    @sanjivakapingalaka7904 10 лет назад +19

    While hearing the song, it feels like one is witnessing the entire odia marriage ceremony from 'anukula' ceremony to 'bidai'. Wonderful ! Thanks.

  • @premanandasatapathy6061
    @premanandasatapathy6061 3 года назад +6

    It's my pleasure to say that inspite of repeated listening I found it refreshing. Presently I am refreshing my isolation period of Corona.

  • @rrparida4018
    @rrparida4018 10 лет назад +35

    କେତେ ସୁଂଦର ଥିଲା ୪୦ ବର୍ଷ ତଳର ସିନେମା..

  • @badrikanathmahapatra4182
    @badrikanathmahapatra4182 4 года назад +2

    ହୃଦୟସ୍ପର୍ଶୀ ଓ କାଳଜୟୀ ସଙ୍ଗୀତ!

  • @sukantapradhan8183
    @sukantapradhan8183 3 года назад +3

    Uttam always magnificent super star
    No body can't place him

  • @satyanandanaik8787
    @satyanandanaik8787 6 лет назад +3

    70 dosokoro best family drama.almost all songs shoots in our village Haladia dam.when i was 10 years.todays all songs remain a great image in heart.where is radhakrushana bhanj a graet patronage of royal family of baripada.have world figure of chhou.in every film chhou style in music.hundred times namaskar to radhakrushana saroj pattnaik.

    • @sudhansusekharsethi2552
      @sudhansusekharsethi2552 4 года назад

      Where is it?

    • @user-db7uf5co6h
      @user-db7uf5co6h 4 года назад +2

      @@sudhansusekharsethi2552 Mayurbhanj baripada, music directors, lyricist and film producer, actor sabu mayurbhanj ru aau pura film ta mayurbhanj re shooting heithila aau abhiman Film sete bele odisha ra sabuthu bada hit movie heithila ,aau ei film ta uttam mohanty ra first movie and Taku bahut respect odia lokamananka thu milithila

    • @rudranarayanmohanty6129
      @rudranarayanmohanty6129 3 года назад +2

      @@user-db7uf5co6h 👍
      ଭାଈ ଏକଦମ ସୁପରହିଟ୍ ଫିଲ୍ମ
      ସ୍ୱର୍ଗତ ରାଧାକୃଷ୍ଣ ଭଞ୍ଜ ଙ୍କ ସଂଗୀତ ନିର୍ଦ୍ଦେଶନା ବି ଚମତ୍କାର ଯାହା ଆଜି ବି ଅତୁଳନୀୟ 🙏

    • @satyanandanaik8787
      @satyanandanaik8787 Год назад

      ବାରିପଦା -କୁଚେଇ - ହଳଦିଆ..
      ସୁବର୍ଣ୍ଣ ରେଖା project...

  • @gopinathdutta8603
    @gopinathdutta8603 Год назад +1

    At the age of 67 also this song brings me back to my 27 years age feelings.Great heart touching song and ever green.

  • @amarjyotidas7892
    @amarjyotidas7892 3 года назад +6

    Marvelous song, well composed, song by great artist,no comparison,incredible.

  • @RinseNDelete
    @RinseNDelete Год назад

    This is not just a song, it rather represents what odiya culture is all about. I was 7 years when it was created. But, it mesmerizes even after so many years. It is sad and shameful that today's stupid Olywood has forgotten yesterday's Odiya Cinema and it's grandeur and eventually has lost its identity.

  • @suvendunayak4202
    @suvendunayak4202 Год назад +1

    Mostly heart touching songs,I want to come back to my childhood stage 🎉 Namaskar to singers

  • @sanatansubudhi8099
    @sanatansubudhi8099 2 года назад +3

    Incredible golden song of childhood time,so sweet composition.

  • @dasharathamahanta474
    @dasharathamahanta474 4 года назад +3

    One of the favorite songs of mine

  • @ArunDas-jc4tj
    @ArunDas-jc4tj 2 года назад

    Mu jetebele 7th classre padhuthily school galabele radiore bajile ate khusi hue je Biswas kariheba nahin

  • @sailabalabarik2300
    @sailabalabarik2300 3 года назад +4

    This song is evergreen. So beautiful

  • @subratswain5929
    @subratswain5929 Год назад

    ମୁଁ ଓଡ଼ିଆ। ମୋ ଗୀତ ଓଡ଼ିଆ।

  • @gourishankarpati2120
    @gourishankarpati2120 3 года назад +3

    A historic song indeed from every angle...

  • @sasmitami1838
    @sasmitami1838 3 года назад +4

    Love to our odia classical music. Gratitude

  • @sridharmohapatrababulivai7501
    @sridharmohapatrababulivai7501 2 года назад +1

    Really nice song👌

  • @bijayramtripathy1106
    @bijayramtripathy1106 4 года назад +7

    Really legendary memorable & evergreen song....

  • @HemanginiMishra-if1ue
    @HemanginiMishra-if1ue Год назад +1

    I like old oriya song very much

  • @prasantadas76
    @prasantadas76 3 года назад +4

    This song brings back my childhood.

  • @madhusmitarout6753
    @madhusmitarout6753 2 года назад +1

    40 years ago look at the quality of odia music but now....??????.

    • @user-db7uf5co6h
      @user-db7uf5co6h 2 года назад

      40 barsa purbe mayurbhanjia mane music karithile aau kemane geeta karuchhanti,aji mayurbhanjia mane kanhiki music karunahanti , mayurbhanj jete gariba haba odisha bi sete gariba haba

  • @diptiranjannanda8225
    @diptiranjannanda8225 6 лет назад +6

    The story reflects the tradition of odiamarriage along with the feelings of parent.Very superb.

    • @abecedarian9188
      @abecedarian9188 Год назад

      Along with delicate yearning for love in wonderful privacy

  • @karunakarnayak9463
    @karunakarnayak9463 6 лет назад +7

    I belong to the Akashvani Kataka era. Just feel nostalgic! You know what? We had sparrows chirping all along in our yard while the radio played on. We lived in thatched house, in a pollution-free atmosphere and listened to music as pure as this!

    • @user-db7uf5co6h
      @user-db7uf5co6h 4 года назад +1

      Did you know Radhakrushna bhanja and shantunu mahapatra and saroj pattnaik greatest music director of odia industry all are from mayurbhanj who gave lots odia industry

    • @LOKANATAK
      @LOKANATAK 2 года назад

      ଆଧୁନିକତା ନାମରେ ସବୁ ହଜିଗଲା ଆଜ୍ଞା, ବିଜ୍ଞାନ ପ୍ରଗତି ଆଉ ସୃଜନର ମାଧ୍ୟମ ବଦଳରେ ଅହଂକାରର ପୃଷ୍ଠଭୂମୀ ପାଲଟିଛି ଆଉ ସେ ପୃଷ୍ଠଭୂମୀର ଅଜ୍ଞାନତାରେ କଳା ସଂସ୍କୃତି ଧରାଶାୟୀ ।

  • @deepakkumardas6041
    @deepakkumardas6041 2 года назад +1

    Oh....what a song jst remembering my childhood and i feel when my dad is crazr for this song

  • @ManasaBoutique1212
    @ManasaBoutique1212 2 года назад +1

    Heart tauch kala pare getate beautiful❤

  • @ashissahoo74
    @ashissahoo74 6 лет назад +3

    Such a very good song in that time. Not only this song but also every songs in that time was superhit. There is hail and heaven difference of old songs and new songs of this time. I (we) always prefer the old songs and film also.

  • @rabindrakumarmishra5446
    @rabindrakumarmishra5446 2 года назад

    Old odia songs had some magic.Even Usha Mangeshkar a non odia could do it.

  • @himansumishra5705
    @himansumishra5705 2 года назад +2

    Old is gold. Listening In radio was memorable.

  • @ranjankumardalai8521
    @ranjankumardalai8521 5 лет назад +7

    When I listen these melodious songs, I come back to my childhood.

  • @satyanandanaik8787
    @satyanandanaik8787 5 лет назад +10

    Radha Krishna Bhanu and Saroj pattnaik duo not are legends of mayurbhanj they are image of radio moscow.they are counting Nadeem shravan.they create a new phenomenon of chhou rthymes.lakhon salam. From haladia dam.a favourite shooting place for them

  • @santoshpallai9276
    @santoshpallai9276 4 года назад +1

    So beautiful composition of Radhakrishna Bhanja and Saroj Pattanayak.1977

  • @bhawaniprasadmisra1086
    @bhawaniprasadmisra1086 6 лет назад +6

    Surila surila geeta.sumadhara sangeeta. Very refreshing to mind indeed.

  • @satabdibehera4429
    @satabdibehera4429 3 года назад +3

    Great song, great lyric, great composition, feeling nostalgia 👌

  • @sasmitasahu4864
    @sasmitasahu4864 3 года назад +2

    Best composition

  • @rkbengali
    @rkbengali 6 лет назад +2

    Wonderful Odia song. The wordings, The Music, The lyrics all world class. Hats off.

  • @rajalaxmipatnaik613
    @rajalaxmipatnaik613 2 года назад +1

    Such.a.nice.song.rajalaxmi

  • @sridharmohapatrababulivai7501
    @sridharmohapatrababulivai7501 Год назад

    redio Ru Suni bahut khusi lage