News Desk Interview With Pratap Rath Live: ହେତୁବାଦୀଙ୍କ ବିସ୍ଫୋରକ ବୟାନ | Manas Dash | Odia News

Поделиться
HTML-код
  • Опубликовано: 20 ноя 2024

Комментарии • 88

  • @NirakarSamantarai-db2mr
    @NirakarSamantarai-db2mr 2 дня назад +4

    ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମ ବିଷୟରେ ପଚାରନ୍ତୁ. କଣ କହୁଚ୍ଛି ଏ ପାଣ୍ଡିତତା.

  • @prabinakumaracharya7842
    @prabinakumaracharya7842 11 часов назад +1

    Mr Rath, you are great

  • @rasmiparida3838
    @rasmiparida3838 3 дня назад +17

    ଏଭଳି ଲୋକ ମାନଙ୍କୁ ଡାକି ସଂସ୍କୃତି କୁ ଖରାପ କରନ୍ତୁ ନାହିଁ

  • @jagadishdash2679
    @jagadishdash2679 3 дня назад +4

    ପ୍ରତାପ ବାବୁ ଜଣେ ତାର୍କିକ ବାଦୀ, ଏବଂ ଖୁବ ସୁନ୍ଦର କହୁଛନ୍ତି, ଗ୍ରହଣୀୟ
    ଅନ୍ଧ ଶ୍ରଦ୍ଧାଳୁ ବୁଝିବେନି କେବେ

  • @janakiballavdash73
    @janakiballavdash73 3 дня назад +6

    ଏ ଜାରଜ ମାନଙ୍କୁ ନେଇ ଏତେ ଆଲୋଚନା କରନ୍ତୁ ତ। ଇଏ ବହୁତ କହୁଛି। ମୁସଲମାନ ଧର୍ମ ଉପରେ ପାଟି ଖୋଲି ଦେଖଉନୁ ଵେ। ଆଗ ମୁସଲମାନ ଧର୍ମ ବିରୁଦ୍ଧରେ କହୁନୁ

  • @gyanabratamohanty4219
    @gyanabratamohanty4219 2 дня назад +1

    ପ୍ରଭୁ ମଧ୍ୟ ଭାବୁଥିବେ - ଭାରତ ପରି ମହାନ ଦେଶରେ ଏପରି ବଦମାସ ମାନଙ୍କୁ ମଣିଷ ଜନ୍ମ ଦେବା ଉଚିତ ନଥିଲା | ଏମାନେ ମନେ ମନେ ମହାଜ୍ଞାନୀ | ଏମାନେ ତାଙ୍କ ବାପା, ଅଜା, ଅଣଅଜା, ମାମୁଁ ମାଇଁ, ପୁଅ ଝିଅଙ୍କ DNA ଟେଷ୍ଟ ନ କରିଥିବାରୁ ସେମାନଙ୍କ ସହିତ ସମ୍ପର୍କକୁ ବୋଧେ ମାନନ୍ତି ନାହିଁ | ଏମାନେ ବିଦେଶୀଙ୍କ ମଇଳା ଚାଟିବେ କିନ୍ତୁ ଆମ ଠାକୁର,ଧର୍ମ, ସଂସ୍କୃତି ମାନିବେ ନାହିଁ | ଏମାନଙ୍କୁ ଆପଣ ଆଉ ଚ୍ୟାନେଲକୁ ଡାକିଲେ, ଆପଣଙ୍କ ଚ୍ୟାନେଲ ଆଗରେ ଅନଶନ କରାଯିବ | ଜୟ ଜଗନ୍ନାଥ, ଏ ମୁର୍ଖମାନଙ୍କୁ କ୍ଷମା କର ପ୍ରଭୁ 🙏🙏🙏

  • @atithimediacreations7791
    @atithimediacreations7791 2 дня назад

    ଏଭଳି ଲୋକଙ୍କୁ କାହିଁକି ଡାକୁଛନ୍ତି?

  • @BrahmacharanDash
    @BrahmacharanDash 3 часа назад

    ଆପଣ ଯଦି ଏତେ ଜ୍ଞ୍ୟାନି ନିଜଭିତରେ ଭଗବାନ ଙ୍କୁ ଅନୁଭବ କରିଛନ୍ତି କି ଯଦି କରିନାହାନ୍ତି ତା ହେଲେ ଆପଣ ମହାମୂର୍ଖ

  • @sangrammohanty4026
    @sangrammohanty4026 3 дня назад +5

    ପ୍ରତାପ ରଥ ଏକ ଗଲୁଆ ଲୋକ ତାଙ୍କୁ ବୁଝାଇବା ଅର୍ଥ ଷଣ୍ଢକୁ ପ୍ରବଚନ ଦେବା। ତାଙ୍କୁ ପାଗଲଖନାକୁ ପଠାଥିଲେ ଭଲ ହେବ।

    • @jagadishdash2679
      @jagadishdash2679 3 дня назад +1

      ଏୟା ତୁମ ପାଖେ ମଧ୍ୟ ଲାଗୁ ହେବ

  • @SkKajal-f9b
    @SkKajal-f9b День назад

    Pratap sir zindabad

  • @pratapkumarnayak9677
    @pratapkumarnayak9677 День назад

    ଯୋଉ ଶ୍ଳୋକ ପଢିଲେ ସେ ବୁଝିବା ଉଚିତ ଯେ ତାହା ମଧ୍ୟ ଆମ ସଂସ୍କୃତି କଥା କୁହେ l

  • @niranjansamal2583
    @niranjansamal2583 2 дня назад +2

    ଯାହା ଭଲ ଲୋକେ ତାହା ଗ୍ରହଣ କରିବେ । ଏ ଲୋକ କଥା ମୂଲ୍ୟହୀନ । କହୁଛି ଏମିତି ଯେପରିକି ବିଶ୍ଵ ବ୍ରହ୍ମାଣ୍ଡ ବୁଲି ଆସିଛି । କଥା ଏପାଖ ସେପାଖ କରୁଛି। Baseless ଯୁକ୍ତି କରୁଛି।

  • @gyandrapatra7719
    @gyandrapatra7719 3 дня назад +6

    ଆପଣଙ୍କ ଚ୍ୟାନେଲକୁ ଲୋକ ଘୃଣାକରିବେ।

  • @kaliprasannapattnaik5191
    @kaliprasannapattnaik5191 2 дня назад

    ଭାଇ ପ୍ରତାପ ବାବୁ ଙ୍କୁ ଯୁକ୍ତିତର୍କ ରେ ପାରିବେ ନି। ଜୟ ଶ୍ରୀ ଜଗନ୍ନାଥ ⭕❗⭕🙏

  • @pranatimohapatra136
    @pranatimohapatra136 3 дня назад +2

    Jai Jagannath 🙏

  • @babumb260
    @babumb260 День назад

    Pratap Sir, what is your opinion regarding Jehadi . If you have courage please explain.

  • @jyotirmayadas4981
    @jyotirmayadas4981 2 дня назад +1

    ଅଲେଖ ଧର୍ମାବଲମ୍ବୀ ନୀରିଶ୍ଵରବାଦୀ ନୁହନ୍ତି,ଏକେଶ୍ଵରବାଦୀ।ଅଲେଖ ପରଂବ୍ରହ୍ମ ବା ମହିମା ଅଲେଖ।ମାତ୍ର ହିନ୍ଦୁଧର୍ମରେ ଷଡଦର୍ଶନରୁ ଗୋଟିଏ ଦର୍ଶନ ବା ପ୍ରଥମ ଓ ସର୍ବପୁରାତନ ଦର୍ଶନ ହେଉଛି ସାଂଖ୍ୟ ଦର୍ଶନ।ତାହା ନିରୀଶ୍ଵର।ମାତ୍ର ସେଥିରେ ପ୍ରକୃତି ଓ ପୁରୁଷ ଶବ୍ଦ ଅଧ୍ୟାରୋପ କରାଯାଇଛି।ଯାହାକୁ ଉତ୍ତର ମୀମାଂସା ବା ବେଦାନ୍ତ ଦର୍ଶନରେ ବ୍ରହ୍ମ ଓ ଶକ୍ତି ବୋଲି କୁହାଯାଇଛି।ତାକୁ ଭାଗବତର କପିଳ ଦେବହୁତି ସମ୍ବାଦ ମାଧ୍ୟମରେ ସେଶ୍ଵର ସାଂଖ୍ୟ ଦର୍ଶନ ଭାବେ ବର୍ଣ୍ଣନା କରାଯାଇଛି।
    ଯୋଗ ଦର୍ଶନ ନୀରିଶ୍ଵର ବୋଲି କେତେକ ମନିଷୀ କହିଥାନ୍ତି।ମାତ୍ର ଅଷ୍ଟାଙ୍ଗ ଯୋଗର ଯମ ପରେ ଯେଉଁ ନିୟମ ଶବ୍ଦଟି ଆସେ ତାର ପାଞ୍ଚଟି ଶବ୍ଦ ମଧ୍ୟରୁ ଶେଷ ଶବ୍ଦଟି ହେଲା ଈଶ୍ଵର ପ୍ରଣିଧାନ।
    ଗୀତାରେ ନୀରିଶ୍ଵରବାଦୀଙ୍କ କଥା ଭଗବାନ କହିଥିବା ବେଳେ ଉପନିଷଦ କହିଲେ "ଅସୂର୍ଯ୍ୟ ନାମ ତେ ଲୋକା ଅନ୍ଧେନ ତମସାବୃତା"।ତେଣୁ ନୀରିଶ୍ଵରବାଦୀ ବା ଯାହାଙ୍କୁ ହେତୁବାଦୀ କୁହାଯାଏ।

  • @Tukunisahu-y7p
    @Tukunisahu-y7p 3 дня назад +7

    ଯଦି କିଛି ନାହିଁ ଦୁନିଆରେ,ନିଜ ଝିଅ କୁ ଗେହୁଁ,ସମସ୍ତ ଙ୍କ ଆଗରେ

  • @hemantamishra7087
    @hemantamishra7087 День назад

    ଏ ଟିଭି ବାଲା ଙ୍କର କିଛି କାମ ନାହିଁ ବୋଧେ। ପାଗଳ ଗୁଡାକୁ ଡାକି ଆମ ସଂସ୍କୃତି ବିଷୟ କଥା ହେଉଛନ୍ତି। ପୁରାଣ ରେ ଲେଖାଅଛି ଯେତେ ଅସୁର ଥିଲେ ଭଗବାନ ଙ୍କୁ ମାନୁ ନଥିଲେ । ଏମାନେ ଭଗବାନ ଙ୍କ ହାତରେ ବଧ ହେବେ।

  • @arunkumarnayak3028
    @arunkumarnayak3028 2 дня назад +2

    ପ୍ରତାପ ମହୋଦୟ ଙ୍କୁ ମୋର ଶୁଭେଚ୍ଛା ଓ ପ୍ରଣାମ।

  • @JituSenapati-js2gh
    @JituSenapati-js2gh Час назад

    Jay❤shree❤radhe ❤krushna

  • @BhakatahariSethi
    @BhakatahariSethi 3 дня назад +1

    Right.100

  • @barunsunani9474
    @barunsunani9474 День назад

    ପ୍ରତାପ ରଥ ତର୍କ କରି ଯାହା ନିଷ୍କର୍ଷ ବାହାରେ ତାକୁ ସତ୍ୟ ବୋଲି କହନ୍ତି ।

  • @jagadishdash2679
    @jagadishdash2679 3 дня назад +2

    ହେତୁ ବାଦୀ ଙ୍କର ପ୍ରକୃତ ମାନବିକତା ଥାଏ ଦୟାଳୁ ହେଇ ଥାନ୍ତି

  • @janakiballavdash73
    @janakiballavdash73 3 дня назад +6

    ଏଇଟା ଜାରଜ ସନ୍ତାନ ଟାଏ

  • @subasnayak1510
    @subasnayak1510 3 дня назад +1

    Right sir

  • @bfwcrafts1112
    @bfwcrafts1112 3 дня назад +1

    Very good pratap sir

  • @pseries4255
    @pseries4255 5 часов назад

    ଏପୃଥିବିରେ ଯେଉଁ ଧର୍ମ କଥା ଆଲୋଚନା ହେଉଛି ତାହା ଧର୍ମ ନୂହେ ଧର୍ମ ହେଉଛି ଏକ ଈଶୋର ଏକ ତାକର ଜନମ ନାହିଁ କି ମରଣ ନାହିଁ ରୂପ ନାହିଁ କି ଭେକ ନାହିଁ କିନ୍ତୁ ସେ ଏପରି ବିରାଟ ବୈଗ୍ୟାନିକଯେଏବିଶଶୋକକୁ ନିର୍ମାଣ କଲାବେଳେ ସବୁକିଛି କରିଛନ୍ତି।ଯାହାକି ଆପଣା ଛାଏଁ ସବୁ ହୁଏ ଈଶୋର ଏକ ତାକବ୍ୟତିତ ଆଉ ସବୁ ମିଛ ବାଛିବାର ବ୍ୟବସ୍ଥା

  •  3 дня назад +1

    Right statement ❤

  • @GobindaChandraSahoo-bn7gx
    @GobindaChandraSahoo-bn7gx 2 дня назад

    La nyc sc chal

  • @kshyamasagardash2188
    @kshyamasagardash2188 3 дня назад

    Nice argument

  • @gopabandhumahapatra6722
    @gopabandhumahapatra6722 2 дня назад

    Very very interesting discussion.

  • @natabarmalliknatabarmallik9143
    @natabarmalliknatabarmallik9143 2 дня назад

    Pratap babu great a samajar ku sankari mane joumane a samajare loka nku ghrinakaranti semane jane jane andha kusasnkari

  • @pratapkumarnayak9677
    @pratapkumarnayak9677 День назад

    ଶହେ ମୂର୍ଖ ଙ୍କୁ ବୁଝେଇବା ସହଜ କିନ୍ତୁ ଗୋଟା ତଥା କଥିତ ଶିକ୍ଷିତ କୁ ବୁଝେଇବା କଷ୍ଟ l ଚଷମା ଖୋଲି ଯୁକ୍ତି କଲେ ତାଙ୍କ ଆକ୍ଷିରୁ କିଛି ବୁଝି ହୁଅନ୍ତା l କାହିଁକି ଆପଣମାନେ ଏମିତି ବିତଣ୍ଡା ଙ୍କ ସହିତ ଯୁକ୍ତି କରୁଛନ୍ତି l ସମ୍ବିଧାନ କେବଳ ଏହି ଲୋକ ପଢ଼ିଛନ୍ତି ବୁଝିଛନ୍ତି l ସମ୍ବିଧାନ ର ଆଉ କଣ ସବୁ ଅଛି ଜଣା ଅଛି ତ?

  • @Goslow3037
    @Goslow3037 3 дня назад +1

    ଯୁକ୍ତି ସଂଗତ କଥା ?
    He is talking about bidya marga...

  • @santoshkumarray1581
    @santoshkumarray1581 2 дня назад

    ଏ ଲୋକଟି ବ୍ରାହ୍ମଣ ଜାତିର କଳଙ୍କ

  • @Bluestone-y4h
    @Bluestone-y4h 5 часов назад

    ଚଣ୍ଡାଲ ଘର କୁ ଗଲେ ବୋଲି ଲକ୍ଷ୍ମୀ ଙ୍କୁ ଜଗନ୍ନାଥ ଶ୍ରୀମନ୍ଦିର ରୁ ତଦି ଦେଲେ। କିନ୍ତୁ ଯେତେବେଳେ ଲକ୍ଷ୍ମୀ ଙ୍କୁ ଶ୍ରୀମନ୍ଦିର କୁ ଫେରିବାକୁ ଅନୁରୋଧ କଲେ ଲକ୍ଷ୍ମୀ ସର୍ତ ରଖିଲେ ଯେ ଶ୍ରୀମନ୍ଦିର ରେ ଜାତିଭେଦ ନ ରହିଲେ ଫେରିବେ । ସେ ଯଦି ଜାତିବାଦୀ ଦେବୀ ନୁହନ୍ତି ଏବଂ ଜାତିବାଦ କୁ ନେଇ ଶ୍ରୀମନ୍ଦିର ରୁ ତଡା ଖାଇଥିଲେ ତେବେ ଭାରତରେ ଛାଡ ଓଡ଼ିଶାରେ ଜାତିବାଦ ନ ରହୁ ବୋଲି କହି ପାରିଥାନ୍ତେ। କେବଳ ମନ୍ଦିର ରେ ଜାତିବାଦ ନ ରହୁ କହିବା ପଛରେ ବ୍ରାହ୍ମଣ ସ୍ବାର୍ଥ କୁ ଜଗି ନାହାନ୍ତି ତ?

  • @himansupatra9717
    @himansupatra9717 3 дня назад

    Babington Mackley ସିନା ଭାରତ ଛାଡ଼ି ପଳେଇଲା, କିନ୍ତୁ ଏମିତି କେତେଟା ଛୁଆ କୁ ଛାଡି ଦେଲା ଯିଏ ପରବର୍ତ୍ତୀ ସମୟରେ ରହି ତାର ଦୋକାନ କୁ ଚଳେଇ ଛନ୍ତି l autophagy ତତ୍ତ୍ଵ କୁ ନେଇ ଜାପାନୀ ବୈଜ୍ଞାନିକ. ohsimi ନୋବେଲ ପୁରସ୍କାର ପାଇଲେ l ଉପବାସ ଦ୍ଵାରା ଶରୀର ରୁ କର୍କଟ କୋଶ ମରିବା ପ୍ରକ୍ରିୟା କୁ autophagy କୁହାଯାଏ l ଏଟା ତ ଅଧା ବୈଜ୍ଞାନିକ ହେଇକି ରହିଗଲା ବୁଝିବ କଣ l

  • @SatrughnaMohanty-tf6od
    @SatrughnaMohanty-tf6od 2 дня назад

    Pratap Babu galu maruchanti.....media ku dakile tankara mana pura khusiachhi..auu nijaku Jane mahan byakti boli vabuchhanti....

  • @sukadevajena8643
    @sukadevajena8643 2 дня назад

    Concept related to work and imagination is athik only

  • @kshyamasagardash2188
    @kshyamasagardash2188 3 дня назад +1

    Perfect person

  • @haraprasadmohapatra9268
    @haraprasadmohapatra9268 2 дня назад

    When persons with half read and half knowledgeable are dangerous for any faith and belief. Such persons are not for any improvement for any society but are to make confusion in a society. Long back Charvak was of this group who was given the status of Rishi but society hardly recognised him. Sanskaar 5:43 5:43

  • @BanditaPatra-m9v
    @BanditaPatra-m9v 3 дня назад

    ସାର୍ କିଛି ଟା କଥା ଠିକ୍ ଅଛି ଆଉ ଭଗବାନ୍ ବି ଅଛନ୍ତି ସେଇତାବି ଠିକ୍

  • @sulekhamohanta7358
    @sulekhamohanta7358 2 дня назад

    It is his policy to break Hindu

  • @jitendramallik2076
    @jitendramallik2076 3 дня назад

    E mane epori kahibe boli, 1000 , 1000 barsha purbaru, Malika re ullekh achhi.

  • @AnantaKishoreDas-yf8lh
    @AnantaKishoreDas-yf8lh 3 дня назад +2

    Why you are so interested to interview him. Very bad.

  • @hurshikeshmathan9565
    @hurshikeshmathan9565 2 дня назад

    Pratap babu apana kahaku god manantu nechet nhi, kintu hindu dharm ku kichhi kahibara kana darkar?

  • @ganeswarpuhan639
    @ganeswarpuhan639 3 дня назад +1

    Pratap ratha gate galua

  • @BalaramSahoo-jr9xg
    @BalaramSahoo-jr9xg 3 дня назад

    Santunu archajya tanku utara deipareba

  • @SubashSahoo-i4r
    @SubashSahoo-i4r 23 часа назад

    Mora kahibaa katha tuma baapa gariba tume kahiba mu dhani sambha bhabanuhe

  • @somanathmohanty3755
    @somanathmohanty3755 3 часа назад

    Daka bhala pa Hindu ba sanatan dharma bisayare pacharana kahi bramhan jatire kalanka pari

  • @barunsunani9474
    @barunsunani9474 День назад

    Pratap ratha nka phone No athare ଦିଅନ୍ତୁ

  • @harikrushnapradhan4667
    @harikrushnapradhan4667 2 дня назад +1

    ETA GOTE PAGAL

  • @GsDas-d8j
    @GsDas-d8j 3 дня назад

    Suprime court kn god nka thu bada

  • @LalmohanMohapatra
    @LalmohanMohapatra 5 часов назад

    Ashalkukhntukytabdaharame

  • @ganeswarmohanta3509
    @ganeswarmohanta3509 3 дня назад +2

    Pratap ratha ku mara

  • @swarnapravagiri6953
    @swarnapravagiri6953 2 дня назад

    Atakuchinaptau

  • @Mrsuresh791
    @Mrsuresh791 2 дня назад

    😂😂😂😂

  • @pradeeppanda-gi7cd
    @pradeeppanda-gi7cd 3 дня назад

    Pratap Ratha is a nonsense person.

  • @rupanandachand5494
    @rupanandachand5494 3 дня назад

    Ye budha parama chandala hoithiba, dhani hoipare, gyani hoipare kintuadhytmikats Jana nahin , alpa bidya bhayankari, bhogibaku heba nija phala samaya asile , (365 dinaru 360 dina khusi baki 5 dina khusi ta,)

  • @BhakatahariSethi
    @BhakatahariSethi 3 дня назад

    Anker..nkara.gyan.nahi

  • @janmejayabagarti3294
    @janmejayabagarti3294 3 дня назад +1

    Kahar religion achhi re magia budha Pratap

  • @SreePali
    @SreePali 3 дня назад

    Apana mane kichi bhala katha ku nei news karantu agya। A bhali faltu katha kahuthiba bujhuthiba lokanku nei news karantu nahni।

  • @pramodmania263
    @pramodmania263 2 дня назад

    Ta bapa maa kahaku puja karu thile