Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Verry good tips
Thank you
Thank you sir for sharing this valuable information on rice cultivation.🙏
Most welcome
ବହୁତ ବଢିଆ
Very nice video 😊👍
nice video sir
Good video for former
Good morning. Best Wishes. So Thanks.
ଧାନ୍ୟବାଦ sir
Very good information
ଧନ୍ୟବାଦ
Good video
ବୁଣା ଧାନ ରେ ପିଳ କେତେ ଦିନ ପରେ ଦେବା ଆରମ୍ଭ କରିଥାଏ?
Very Good
Thank u sir 👍👍👍
Sir aame jauta coment karucha tar riplay kichi miluni kan karibu
Thank you Sir
Very good. Sir bihan kemiti pai paribu janantu.
🙏🙏🙏
Very good 👍👍👍
ଆପଣଙ୍କ ନମ୍ବର ଦିଅନ୍ତୁ ସାର,ବହୁତ ଭଲ ଭିଡ଼ିଓ ହେଇଚି ସାର
Adhiko Dina tali hale kou saro dele Pila asiba
ଅଧିକ ଦିନ ତଳିରେ ପିଲ ସଂଖ୍ୟା କମି ଯିବ।ସାର କାମ ଦେବ ନାହିଁ
DAP sangare zinc ruaa samayare nadei ,3 dina pare sathi sangere zinc ku prayouga kale haba ki
Zinc ସହିତ କୌଣସି ସାର କୁ ମିଶାନ୍ତୁ ନାହିଁ
Thanks
Welcome
ସାର mahendra r rice transplanting macine success ki sir
Sir bhala khata ko company ra vala
Sir dhana roibara ketedina pare jibamruta sprey Kariba?
ଧାନ ରୋଇବା ପୂର୍ବରୁ ବା ପରେ ଜୀବମୃତ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ଥର ପ୍ରାୟୋଗ କରନ୍ତୁ।
Mula sir deinathile rua hela pare ki ki fertilizer daba
ମୂଳ ସାର ଦେଇ ନଥିଲେ ପିଲ ସାର ଦେବା ସମୟ ରେ ଏକର ପ୍ରତି DAP 25Kg potash 15kg urea 25kg ଦିଅନ୍ତୁ।
Sir dap + zink misile Marita khyati hoithae
SirMuKhataDaeniKnKaribiKesaraKamiteDabe
Sir dhana gochare majhi patra marichi. Or stymar laguchi. Tara pratikar
ଧାନ ଫସଲ ରେ କାଣ୍ଡ ବିନ୍ଧା ପୋକ ଲାଗିଛି ।ଏହା କୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି 1ଟି ଆଲୋକ ଯନ୍ତା ଓ 8 ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।Cartap hydrochloride 50%SP lit ପ୍ରତି 2gm ବାFlubendiamide 20%SG drum ପ୍ରତି 5gm ବାChlorontraniliprole 18.5%SC drum ପ୍ରତି 6ml ବାMonocrotophos 36 %SL lit ପ୍ରତି 2ml ବାLambda cyhalothrin 4.9%SC lit ପ୍ରତି 1ml ବାCarbosulfan 25%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଏକର ପ୍ରତି 150-200lit ପାଣି ବା 15lit drum ପାଣି ସର୍ବାଧିକ 2.5ଗୁଣ୍ଠ ଜମିରେ ସ୍ପ୍ରେ କରନ୍ତୁ।
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଚିହ୍ନିବା କିପରି ?
ଧାନରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର 2ଧାର ହଳଦିଆ ହୋଇଯାଏ ଓ ମଝି ଅଂଶ ସବୁଜ ଥାଏ।ପରବର୍ତ୍ତୀ ସମୟରେ ପତ୍ର ଅଗଆଡୁ ସୁଖୀ ଯାଇଥାଏ।
Sir zinc, borax,dap, potash aka sangre misikeki pakeba ki?
Zinc କୁ କୌଣସି ସାର ସହିତ ମିସାଇବେ ନାହିଁ ।ଏହା ପାଣି କରି ଦେବି।Zinc କୁ ଅଲଗା ପ୍ରାୟୋଗ କରନ୍ତୁ।
Sir video ti ama upare Bahut pravaba pakaiba
ଧନ୍ୟବାଦ sir
ମୋବାଇଲ ନମ୍ବର ଦିଅନ୍ତୁ
Roga niyantrana paen k u medicin de ba khata, e be dhana gacha sustha achi.
ଧାନ ରୋପଣ କରିବା ର କେତେ ଦିନ ପରେ ପିଲ ଅବସ୍ଥା ଆସେ। ଏବଂ ପିଲ ଅବସ୍ଥା ର ଅବଧି କେତେ ଦିନ
ଧାନ ରୋଇବାର 15-18ଦିନରେ ପିଲ ଆରମ୍ଭ ହୋଇଥାଏ।ଏହି ପିଲ ଅବସ୍ଥା ଧାନ ରୋଇବାର 15-42 ଦିନ ଯାଏ ରହିଥାଏ।ଏହି ସମୟରେ urea ସାର ଏକର ପ୍ରତି 30-35kg ପ୍ରୟୋଗ କରନ୍ତୁ।
Sir spank phone number.diuntu
apan jemti kahuchanti...dhana chasa re labha habani
ଧାନ ପତ୍ର ଧଲା ହେଇକି ସଢୀ ଯାଏ ତାହେଲେ କୋଉ ଏକ ଔଶଧ ଦେବା ଦରକାର Sir
Bahut sundar sir please mobile number diantu
Sir apananka contact number diyantu Sir Krusi biswayare bahutu kichhi janibar achhi mor
ମୋର contact number 7008498896
Thank you sir
Sir number debeki
7008498896
Dhanara.cakada.pakara.kaumadisin
Verry good tips
Thank you
Thank you sir for sharing this valuable information on rice cultivation.🙏
Most welcome
ବହୁତ ବଢିଆ
Very nice video 😊👍
nice video sir
Good video for former
Good morning. Best Wishes. So Thanks.
ଧାନ୍ୟବାଦ sir
Very good information
ଧନ୍ୟବାଦ
Good video
ବୁଣା ଧାନ ରେ ପିଳ କେତେ ଦିନ ପରେ ଦେବା ଆରମ୍ଭ କରିଥାଏ?
Very Good
Thank u sir 👍👍👍
Sir aame jauta coment karucha tar riplay kichi miluni kan karibu
Thank you Sir
Very good. Sir bihan kemiti pai paribu janantu.
🙏🙏🙏
Very good 👍👍👍
ଆପଣଙ୍କ ନମ୍ବର ଦିଅନ୍ତୁ ସାର,ବହୁତ ଭଲ ଭିଡ଼ିଓ ହେଇଚି ସାର
Adhiko Dina tali hale kou saro dele Pila asiba
ଅଧିକ ଦିନ ତଳିରେ ପିଲ ସଂଖ୍ୟା କମି ଯିବ।ସାର କାମ ଦେବ ନାହିଁ
DAP sangare zinc ruaa samayare nadei ,3 dina pare sathi sangere zinc ku prayouga kale haba ki
Zinc ସହିତ କୌଣସି ସାର କୁ ମିଶାନ୍ତୁ ନାହିଁ
Thanks
Welcome
ସାର mahendra r rice transplanting macine success ki sir
Sir bhala khata ko company ra vala
Sir dhana roibara ketedina pare jibamruta sprey Kariba?
ଧାନ ରୋଇବା ପୂର୍ବରୁ ବା ପରେ ଜୀବମୃତ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ଥର ପ୍ରାୟୋଗ କରନ୍ତୁ।
Mula sir deinathile rua hela pare ki ki fertilizer daba
ମୂଳ ସାର ଦେଇ ନଥିଲେ ପିଲ ସାର ଦେବା ସମୟ ରେ ଏକର ପ୍ରତି DAP 25Kg potash 15kg urea 25kg ଦିଅନ୍ତୁ।
Sir dap + zink misile Marita khyati hoithae
SirMuKhataDaeniKnKaribiKesaraKamiteDabe
Sir dhana gochare majhi patra marichi. Or stymar laguchi. Tara pratikar
ଧାନ ଫସଲ ରେ କାଣ୍ଡ ବିନ୍ଧା ପୋକ ଲାଗିଛି ।ଏହା କୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି 1ଟି ଆଲୋକ ଯନ୍ତା ଓ 8 ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।
Cartap hydrochloride 50%SP lit ପ୍ରତି 2gm ବା
Flubendiamide 20%SG drum ପ୍ରତି 5gm ବା
Chlorontraniliprole 18.5%SC drum ପ୍ରତି 6ml ବା
Monocrotophos 36 %SL lit ପ୍ରତି 2ml ବା
Lambda cyhalothrin 4.9%SC lit ପ୍ରତି 1ml ବା
Carbosulfan 25%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଏକର ପ୍ରତି 150-200lit ପାଣି ବା 15lit drum ପାଣି ସର୍ବାଧିକ 2.5ଗୁଣ୍ଠ ଜମିରେ ସ୍ପ୍ରେ କରନ୍ତୁ।
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଚିହ୍ନିବା କିପରି ?
ଧାନରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର 2ଧାର ହଳଦିଆ ହୋଇଯାଏ ଓ ମଝି ଅଂଶ ସବୁଜ ଥାଏ।ପରବର୍ତ୍ତୀ ସମୟରେ ପତ୍ର ଅଗଆଡୁ ସୁଖୀ ଯାଇଥାଏ।
Sir zinc, borax,dap, potash aka sangre misikeki pakeba ki?
Zinc କୁ କୌଣସି ସାର ସହିତ ମିସାଇବେ ନାହିଁ ।ଏହା ପାଣି କରି ଦେବି।Zinc କୁ ଅଲଗା ପ୍ରାୟୋଗ କରନ୍ତୁ।
Sir video ti ama upare Bahut pravaba pakaiba
ଧନ୍ୟବାଦ sir
ମୋବାଇଲ ନମ୍ବର ଦିଅନ୍ତୁ
Roga niyantrana paen k u medicin de ba khata, e be dhana gacha sustha achi.
ଧାନ ରୋପଣ କରିବା ର କେତେ ଦିନ ପରେ ପିଲ ଅବସ୍ଥା ଆସେ।
ଏବଂ ପିଲ ଅବସ୍ଥା ର ଅବଧି କେତେ ଦିନ
ଧାନ ରୋଇବାର 15-18ଦିନରେ ପିଲ ଆରମ୍ଭ ହୋଇଥାଏ।ଏହି ପିଲ ଅବସ୍ଥା ଧାନ ରୋଇବାର 15-42 ଦିନ ଯାଏ ରହିଥାଏ।ଏହି ସମୟରେ urea ସାର ଏକର ପ୍ରତି 30-35kg ପ୍ରୟୋଗ କରନ୍ତୁ।
Sir spank phone number.diuntu
apan jemti kahuchanti...dhana chasa re labha habani
ଧାନ ପତ୍ର ଧଲା ହେଇକି ସଢୀ ଯାଏ ତାହେଲେ କୋଉ ଏକ ଔଶଧ ଦେବା ଦରକାର Sir
Bahut sundar sir please mobile number diantu
Sir apananka contact number diyantu
Sir Krusi biswayare bahutu kichhi janibar achhi mor
ମୋର contact number 7008498896
Thank you sir
Sir number debeki
7008498896
Dhanara.cakada.pakara.kaumadisin