Politics heats up over Odisha govt’s new housing scheme ‘Mo Ghara’

Поделиться
HTML-код
  • Опубликовано: 20 ноя 2024

Комментарии •

  • @sankarhembram6150
    @sankarhembram6150 Год назад +62

    ବି,ଜେ,ଡି, ସତରେ ମହାନ୍ ଠକୁଆ ଗରିବ ଲକଙ୍କୁ ଅଧିକ ଗରିବ ବନେଇ ଦେଲେ,,,

  • @narendraprasadmoharana3075
    @narendraprasadmoharana3075 Год назад +91

    Loan ନେବାର ନାହିଁ କି ଘର କରିବାର ନାହିଁ ଛାଡ ବି ଦରକାର ନାହିଁ ଯଦି କେନ୍ଦ୍ର ଦେଉଥିବା ଘର ଦିଆଯାଏ ମାଗଣାରେ ଆମେ ଘର କରିବାକୁ ଚାହୁଁଛୁ ଦୟାକରି ଆମକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଦେଉଥିବା ଘର ଗରିବ ଲୋକଙ୍କୁ ଦେଇପରିବେକି ?

    • @niharikakorkora7088
      @niharikakorkora7088 Год назад +2

      Right right

    • @taylorsclasses1747
      @taylorsclasses1747 Год назад +1

      Abe kendra sasita anchala. Ku pala... Bhaka heba..

    • @St.talking
      @St.talking Год назад +1

      @@taylorsclasses1747 maagiha Naveen pelo chatua... Griba loko loan sujhiba kemiti.. Koho randi pua

    • @taylorsclasses1747
      @taylorsclasses1747 Год назад

      @@St.talking bhai bhasa kahi jadi khusi heucha hua. 2024 BJP OO

    • @St.talking
      @St.talking Год назад

      @@taylorsclasses1747 dekh central kiye basuchi 🤣🤣🤣

  • @rajeshchhatar3515
    @rajeshchhatar3515 Год назад +28

    କାଳିଆ ଯୋଜନା ପଇସା ଦେଇଛି ସେଇଥି ପାଇଁ ଘର ଲୋନ୍ ଦେଇ ଗରିବ ମାନଙ୍କ ଠାରୁ ପଇସା ଲୁଟିବା ପ୍ଲାନ୍ ଚଲେଇଛି ବିଜୁ ଜନତା ଦଳ ।

  • @pranmandal8325
    @pranmandal8325 Год назад +21

    ବିଜେଡି ସରକାର ଜଉ ପର୍ଯନ୍ତ ନ ହଟିବ ସେ ପର୍ଯନ୍ତ ଆମ ଓଡିଶା କେବେ ବି ଉନ୍ନତି ହବ ନି

    • @munabiswal8102
      @munabiswal8102 Год назад +2

      Aamara indirabasa re ghara karichu ,2022 re vaw,wordmember aasi Biju pakka ghara poster marichali gale gote Sig..ra nei...

    • @Asim-xz2hp
      @Asim-xz2hp Год назад +2

      Absolutely right 💯❌💯

  • @abyaktakumarrout9084
    @abyaktakumarrout9084 Год назад +60

    ଜଣେ ଗରିବ ଲୋକ ଟଙ୍କା ଦେଲାପରେ ଘର କରିପାରୁନାହିଁ ରୂଣ ନେଇ ସେ ଘର କରିବ କରିପାରିବତ 😂😂😂😂😂କି ବେପାର ନବୀନ ସରକାର 😂😂😂

    • @taylorsclasses1747
      @taylorsclasses1747 Год назад

      Hmm neiki kari pariba... Thik se dekha... Au padha.. Jadi patha padhinu.. Jai bdo pakhare pachara se kahi deba.. Jadi ta pare bi bujhi parunu mla pakhaku ja.

    • @Rohitsharma12389
      @Rohitsharma12389 Год назад +2

      ​@@taylorsclasses1747murkha kire tu

    • @dolarambag8085
      @dolarambag8085 Год назад +1

      Ethi lagi Nabin Pattnaik budha hela kintu baha helani apna hat Jagannath kahi nije nije halei khusi ହେଉଛି au apan mane khusi ତୋ କହୁଛି

    • @madhu7372
      @madhu7372 Год назад

      Magana khai khai sabu gariba heigaleni

    • @madhu7372
      @madhu7372 Год назад

      Free re khaiki sabu gariba heigaleni😅

  • @deepakswain3880
    @deepakswain3880 Год назад +12

    ଋଣ ଦେଲେ ଲୋକ ନେଇ ସୁଜିବେ କେମିତି
    ଲୋକ ଖାଇବାକୁ ପାଉନଥିବା ବେଳେ ଋଣ ସୁଝିବାକୁ ବିଫଳ ହେବେ

  • @girija9561
    @girija9561 Год назад +54

    ବିଜେଡି ହଟାଓ ଓଡିଶା ବଚାଓ 🙏🙏🙏

    • @taylorsclasses1747
      @taylorsclasses1747 Год назад +2

      Bjp hataa desha banchaa...

    • @kumabibekbibek-lu6bs
      @kumabibekbibek-lu6bs Год назад +3

      ତ ଗାଣ୍ଡି ବଞ୍ଚାଅ ମାଗିଆ

    • @girija9561
      @girija9561 Год назад +5

      @@kumabibekbibek-lu6bs ଆରେ ମାବିଆ ଗୋଟେ ଗରିବ ଲୋନ ନେଇ ଘର କରିପାରିବ?. ଯଉ ଗରିବ ଗୋଟେ ଦିନକୁ ଠିକ ସେ ଖାଇବା ପାଇଁ ପାଉନି ସେ କି ଲୋନ ଶୁଝିବ.ଧନୀ ଲୋକ ମାନେ ସେ ଟଙ୍କାର ଫାଇଦା ଉଠେଇବେ ନିଜ business ରେ ଲଗେଇ.

    • @SanjayNayak-tz8xs
      @SanjayNayak-tz8xs Год назад +1

      BJD, BJP congress ହଟାଓ ଓଡ଼ିଶା ବଞ୍ଚାଓ,

    • @mangulumunda96
      @mangulumunda96 Год назад

      ​@@kumabibekbibek-lu6bsତୋ ନିଜ କଥା ଚିନ୍ତା କର ବେ 😂

  • @pranmandal8325
    @pranmandal8325 Год назад +10

    ବିଜେଡି ହଟାଅ ଆମ ଓଡିଶା ବଞ୍ଚାଅ

  • @mohantavlog958
    @mohantavlog958 Год назад +19

    Free ରେ ଲୋକମାନେ ଘର କରି ପାରିନଥିବାବେଳେ ଋଣ କରି ଘର କରିବା ବା ରେ ସରକାର ବା, ଗରିବକୁ ଋଣ ମୁକ୍ତ କରିବା ବଦଳରେ ଋଣ ର ବୋଝ ମୁଣ୍ଡାଇ ଦେଉଛନ୍ତି । କଣ ନ କଲେ ମୋ ସରକାର 😂😂😂😂

  • @ମଧୁ..ମଧୁ
    @ମଧୁ..ମଧୁ Год назад +104

    ମୋ ଘର କେବଳ ସେଇ ମାନଙ୍କୁ ଦିଅ ହେବ ଯୋଉ ମାନେ ବିଜେଡ଼ ରେ କୁଜି ନେତା ଥିବେ ସେଇ ମାନେ ହିଁ ପାଇବେ... ଓଡିଶା କୋଣ ଅନୁକୋଣ କୁ ଖୋଳି ତାଡି ଖାଇ ଗଲେ...

  • @ummalitu147
    @ummalitu147 Год назад +44

    ଇନ୍ଦିରା ଆବାସ ରେ ଯୋଉ ଗାଣ୍ଡି ମାରିଲା ବିଜେଡି ପୁଣି ଏ ଯୋଜନା ଆସିଲା 🤣😂

  • @vakti4862
    @vakti4862 Год назад +16

    ଗରିବକୁ ଦଜାକରି ଦିଆଜାଉ ମାଁଗିହେ କେତେଦିନ ଲଗାବ ରେ ଆଉ

  • @pranmandal8325
    @pranmandal8325 Год назад +4

    ଲଜ୍ୟା ଲାଗୁନି ବିଜେଡି ସରକାର ନିଜ ନା ନେଇ କରୁଛି ଆବାସ ଘର

  • @angultokam.rkrishna5236
    @angultokam.rkrishna5236 Год назад +22

    ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପଇସା ରେ ମୋ ଘର ଯୋଜନା ଆରମ୍ଭ ହଉଚି ଯାହା ଲାଗୁଚି ତମ ମତରେ କଣ ଲାଗୁଚି କମେଣ୍ଟ କର

    • @taylorsclasses1747
      @taylorsclasses1747 Год назад +1

      Tu gote daha michua... Au to feku bi daha michua.. Bjp. Oo heba odisha re michua radhua dala

    • @kumabibekbibek-lu6bs
      @kumabibekbibek-lu6bs Год назад

      ବିଜେପି ହଟାଅ ଓଡ଼ିଶା ବଞ୍ଚାଅ

    • @dolarambag8085
      @dolarambag8085 Год назад +2

      BJD ra natak sabu

    • @St.talking
      @St.talking Год назад +2

      @@kumabibekbibek-lu6bs Naveen pelo chatua

    • @St.talking
      @St.talking Год назад

      @@taylorsclasses1747 Naveen pelo chatua

  • @ganeswar5187
    @ganeswar5187 Год назад +6

    କୋଉ ଗୋଟେ ଘର ମାଗଣା ରେ ହେଇଥିଲା ନା ହବ ମଝିରେ ସରକାରୀ ବାବୁ ଦଲାଲ ଖାଉଥିଲେ

  • @pabitrabijaghati.npatanakp3255
    @pabitrabijaghati.npatanakp3255 Год назад +3

    ମାଗଣାରେ ଦେଇପାରିବେ କି ଭିକାରି ସରକାର

  • @baruncreation8489
    @baruncreation8489 Год назад +6

    କେନ୍ଦ୍ର ସରକାର କଣ ପାଇଁ direct ଲୋକ ମାନଙ୍କ କୁ ନ ଦେଇ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି

  • @pranmandal8325
    @pranmandal8325 Год назад +4

    ନଦୀ.ନାଡ଼. ବାଲି. ପର୍ବତ. ପାହାଡ଼. ଗଛ ଲତା. ଗାଁ ଗହଡି. ସବୁ ବିକିଦେଇଛି ଶେଷରେ ଗରିବ ମାନଙ୍କ ର ନା ରେ ଆସିଥିବା ଆବାସ ଘର ବି ବିକି ଦେଉଛି ଆଉ ଏମିତି ସମୟ ଆସିବ ଯେ ବିଜେଡି ସରକାର ଆମ କୁ ବି ବିକ୍ରି କରି ଖାଇ ଦେବ

  • @anilkumarbhoi3967
    @anilkumarbhoi3967 Год назад +8

    ମଉସା ଠିକ୍ କଥା କହିଲେ।ସବୁ କୁଜି ନେତାମାନେ ଖାଇବେ।

  • @aairacreation6880
    @aairacreation6880 Год назад +3

    ସବୁ ଡ୍ରାମା ଚାଲିଛି.. ଆଗକୁ ଇଲେକ୍ସନ

  • @madhudeheria4186
    @madhudeheria4186 Год назад +4

    ଶବୁ ଚେଳା ଚାମ ଚା ଉପ କୃତ ହେବେ ଆଉ ହିରୀହ ଲୋକ ବାଦ ପଡିଦେ

  • @Sonaligaming66
    @Sonaligaming66 Год назад +2

    ଏଥିପାଇଁ ବଡ଼ ଆନ୍ଦୋଳନ ହେବା ଦରକାର

  • @lakshmanraita3504
    @lakshmanraita3504 Год назад +1

    ଏ ଲୋନ ନିଅନ୍ତୁ ନାହିଁ ନଚେତ ଘର କରିବ କଣ ଘର ଜମି ବନ୍ଧା ପଡିବ ପଛରେ

  • @deepakkumardas6607
    @deepakkumardas6607 Год назад +3

    ଯାହାର ଜାଗା ନାହିଁ ସେ ପୁଣି କଣ କରିବେ

  • @MADHUGUNTHAOFFICIAL9677
    @MADHUGUNTHAOFFICIAL9677 Год назад +2

    ବେଆଇନ କରିଛନ୍ତି ନବୀନ ସରକାର
    ଗରିବ ଲୋକଙ୍କ ପାଖରେ ପଇସା ନାହିଁ କେମିତି ଭାନ୍ଦିବେ ପାଇସା
    23 ବର୍ଷ ସାଶନ କଳେ କଣ ଦେଇଛନ୍ତି ଗରିବ ମାନଙ୍କୁ
    ମୋ ଘର ସ୍କିମ୍ ବନ୍ଦ କରାଯାଉ ଫ୍ରିରେ ଘର ଦିଆଯାଉ

  • @lambodarsahu9322
    @lambodarsahu9322 Год назад +3

    ଦେବାର ଅଛିତ ମାଗଣା ଦିଅ

  • @pranmandal8325
    @pranmandal8325 Год назад +1

    ଆବାସ ଘର ଦେଉଛି ପ୍ରଧାନ ମନ୍ତ୍ରୀ ଆମ ଓଡ଼ିଶାରେ ଆବାସ ବିକ୍ରି ଚାଲୁଚି ଏଇଟା କଣ ମୋ ଘର

  • @mr.hiranya47
    @mr.hiranya47 Год назад +1

    କାଇଁ କେନ୍ଦ୍ରସରକାର ମାଗଣା ଘର ଯୋଜନା ଦେଇଛନ୍ତି, ସେଗୁଡିକ ଲୋକ ଙ୍କୁ ଦିଆଯାଉନି,ଲୋନ କରି ଲୋକ ଘର କରିବେ ନା ?

  • @sarojkumarbehera8310
    @sarojkumarbehera8310 Год назад +1

    ବୌଦ୍ଧ ର ବଳଦ କି ବାଳ କଥା କହୁଚି ହୋ ଆଜି ପର୍ଯ୍ୟନ୍ତ ବୌଦ୍ଧ ପାଇଁ କିଛି କରି ପାରିଲା ନାହିଁ ନା ଗାଁ କୁ ରାସ୍ତା ନା ପାଣି

  • @bhismarjunkheti5119
    @bhismarjunkheti5119 Год назад +9

    E ସବୁ ମିଛ ପ୍ରତିଶ୍ରୁତି ଦେଇ ଲୋଙ୍କ ଙ୍କୁ ଭୂଆ ବୁଲାଉଛନ୍ତି Ellection time ହେଇଗଲା କିଣି ସେଥି ପାଇଁ😮😮
    ସମସ୍ତେ ସବୁ ଜlନୁଛନ୍ତି.....🙋
    ଲୋକ ମାନେ devlopment (ଉନ୍ନତି)କରୁଛନ୍ତି ଅବନତି କରୁ ନାହାଁନ୍ତି........🙋🙋😁😁

    • @nabinmeher1781
      @nabinmeher1781 Год назад

      R8

    • @taylorsclasses1747
      @taylorsclasses1747 Год назад

      Modi 2cr job au black money kahi ta ghata bancheichi... Sabu seiz

    • @St.talking
      @St.talking Год назад

      @@taylorsclasses1747 maagiha gariba loko loan sujhiba kemiti koho maagiha... Randi pua

    • @sunadhangond6007
      @sunadhangond6007 Год назад

      Eti samasta kna bhul achi bhai bjp bjd ra sabu bele gara deba bela ku jagada jagada ki danda chalicha je mg sale

  • @angadabaliarsingh4917
    @angadabaliarsingh4917 Год назад +1

    ଗରିବ ଲୋକ ମାନଙ୍କ ଠୁ ଏ ଭଳି loan scheme ଆଣି ବିଲକୁଲ ଠିକ କଲେ ନାହିଁ | ମାଗଣା ଘର ଦେବା ଉଚିତ

  • @umakantanaik19866
    @umakantanaik19866 Год назад +1

    E ସବୁ ଜୋ ତନା କରି ଲୋକ କୁଂ ଠକିିବା ପାଈଂ

  • @sanatannaik3990
    @sanatannaik3990 Год назад +1

    ମେରଘରନାହି କରାଜାଉସନାତନାୟକଘର

  • @Topu_yt
    @Topu_yt Год назад +4

    ମଉସା ମୋର ଠିକ କହିଛି ଯେ ନବୀନ ଭୂଟ ଆସିଲାଣି ସେଥୀ ପାଇଁ 😅😅😅

  • @KartiMalik-rq4mo
    @KartiMalik-rq4mo Год назад +1

    Thanks sir

  • @pitamberparida8762
    @pitamberparida8762 Год назад +3

    ଆଉ ଯେତେ ବର୍ଷ ପର୍ଯ୍ୟନ୍ତ ଓଡିଶାର ଲୋକ ଭିକ ମାଗି ନାହାଁନ୍ତି ସେତେ ବର୍ଷ ପର୍ଯ୍ୟନ୍ତ ନବୀନ ଏମିତି ଥୋପ ପକାଇ ପକାଇ ରାଜ୍ଯ ସାଶନ କରିବେ ହିଁ କରିବେ। ଲୋତକ ଭୋଟ ଦେଉଛନ୍ତି। ଲୋକବି ଜଗି ଛନ୍ତି ଥୋପ ଆସିଲେ ଗିଳି ଦେବାକୁ, ଏଠି କିଏ କିଛି କରିବାର ନାହିଁ। ଏମିତିହିଁ ଚାଲୁ। ମୋ ମତରେ ବିରୋଧି ବି ରହିବା ଅନୁଚିତ। ସମସ୍ତେ ମିଶିଯିବା ଉଚିତ୍।

  • @JayasankarMajhi-sz8vt
    @JayasankarMajhi-sz8vt Год назад +1

    ତତେ ଲାଜନାହିଁ ନବୀନ୍ ସରକାର୍

  • @dynamics143
    @dynamics143 Год назад +1

    Bhai mane suninia
    Nabeen sarakara ku change na kale Odisha ra kichhi development hebani

  • @ramakantaenterprises4240
    @ramakantaenterprises4240 Год назад +3

    ଲୋକ ଖାଇବାକୁ ପାଉନି ଋଣ ସୁଝିବ କିଏ ??????

  • @feelthesong2603
    @feelthesong2603 Год назад +1

    ମାଗଣା ରେ ଘର ଦିଆଯାଉ ଲୋନ ଘର ବଦଳାଯାଉ

  • @mixtuber9734
    @mixtuber9734 Год назад

    ନିର୍ବାଚନ ଆସିଗଲା ତ ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରହସନ ଚାଲିଛି

  • @lipasahoo2812
    @lipasahoo2812 Год назад +2

    ଇଏ ଶଳେ ମାଗଣା ଘର ନିର୍ମାଣ ନ କରେଇ ଲୋନରେ କରେଇ ଦେବେ ହେଲେ ଲୋକମାନେ ସେଇ ଟଙ୍କା ଜେମିତି ହେଲେ ବି ଶୁଝିବେ ,,ତା ହେଲେ ଏଥିରେ ଲାଭ କାହାର , ମାଗଣାରେ ଘର 🏠 ଆଣିକି ଲୋନରେ ଦବ, ସେଥିରୁ ୭୦ ହଜାର ଟଙ୍କା କାଟିଦେଲେ ଆଉ ବଳକା ଟଙ୍କା ସବୁ ରାଜ୍ୟ ସରକାରଙ୍କର

    • @tofansahoo7416
      @tofansahoo7416 Год назад

      Hii Lipa. THANK YOU. Mo Ghara Yojana ra any problem of online application & More details Reply me. Lipa Your District name plz.

  • @Mr.Pharmacistvlogs
    @Mr.Pharmacistvlogs Год назад +6

    Pandian sahita misiki e odisha taku biki debe laguchhi😅

  • @ମନୋଜବେହେରା-ବ5ଦ

    ହଁ ତ ଆମକୁ ଏମିତି କହିଥିଲେ ଶରପଚକ❤❤❤

  • @Allv-o1e
    @Allv-o1e Год назад

    ଯଦି ଗରିବ ଲୋକ ମାନଙ୍କୁ ଘର ଦବାର ଅଛି ଭୂମି ହୀନ ମାନଙ୍କୁ 😢😢😢 ଦିଅନ୍ତୁ ଗରିବ ଲୋକ ମାନେ ଉପକୃତ ହେବେ

  • @janmejaypatra1223
    @janmejaypatra1223 Год назад +1

    ବିଜେଡି ହଟା ଓ

  • @mithunabhoi8732
    @mithunabhoi8732 Год назад +1

    ଏଥର ଗରିବ ଠୁ ବିଜେଡି ସରକାର
    ଭୋଟ ପାଇବେ ଯା ହେଉ ଆଣିଛନ୍ତି
    ଲୋନ୍ ଯୋଯୋନା 😂😂😂😂😂😂🙃

  • @SudamMalik-h3z
    @SudamMalik-h3z Год назад

    ଆରେ ଭାଇ ମୋ ଘର ଯୋଜନା ଠିକ୍ ଅଛି ହେଲେ ଗରିବ ଲୋକଙ୍କ ପାଖରୁ ସୁଧ ନବା ଠିକ୍ ନୁହେଁ

  • @happynewyearentertainment224
    @happynewyearentertainment224 Год назад

    ଚାଷୀ ଚାଷ ୠଣ ଅଣି ସୁଝି ନପାରି ଆତ୍ମହତ୍ୟା ଏବେ ମୋ ଘର ଯୋଜନା ଋଣ ଆଣି ତାକୁ ସୁଝି ନ ପାରିଲେ ଆତ୍ମହତ୍ୟା କରିବା ଛଡା ଆଉ କିଛି ବାଟ ନାହିଁ । ଗରିବ ଖଟି ଖଟି ମରିବ ସେଇଟା ଲେଖାଅଛି। ଧନ୍ୟବାଦ ଆମ ଓଡ଼ିଶା ସରକାର

  • @jiban2031
    @jiban2031 Год назад +2

    B J D ku odisha ru bahara kara. 😡😡😡😑😡😡

  • @vakti4862
    @vakti4862 Год назад +4

    ମାଁଗିହେ ଗରିବକୁ ଘରଦିଅ ପହେଲା

    • @swarajpradhan1083
      @swarajpradhan1083 Год назад

      Amara western au southern Odisha ku bilkul ignore karsan ho e BJD waale Khali CTC bbsr arr Puri k develop karasan

  • @zeetechnicalodia9527
    @zeetechnicalodia9527 Год назад +1

    ଏମିତି ବି ଗରିବ ମାନେ ପଲଥୀନ ତଳେ ରହୁଛନ୍ତି ରୁଣ ନେଲା ପରେ ଗଛମୁଳେ ବି ଆଶ୍ରୟ ପାରିବେନି ରୂଣ ଦେଇ ଗରିବ କୁ ଆହୁରି ଲୁଟ ଗରିଵ କୁ ଲୁଟି ଧନୀକୁ ଦାନ କଲେକଲେ (2024)ରେ ବିଜେଡି ହବ ପ୍ରଧାନ ମନ୍ତ୍ରୀ

  • @surendridalei6321
    @surendridalei6321 Год назад

    ସବୁ ଠକ୍, ବର୍ତ୍ତମାନ ଇଲେକ୍ସନ ଆଉଛି,, ସବୁ ଯଜୋନା ହେବ,, ଲୋକ ଙ୍କୁ ମାଗଣା ରେ ଘର ମିଲି ନାହିଁ,,ତ ଲୋନ କଲେ କ'ଣ ସୁଝି ପାରିବେ,, ଖାଇବା କୁ ପାଉନି,, ରହିବା କୁ ଘର ନାହିଁ,ଏ ମିଛ ପ୍ରହସନ କାହିଁକି ଦେଉଛନ୍ତି,, ବହୁତ ଜଲଦି ସବ ମରବ,,ଆଉଛେ ସମୟ,,

  • @karandigital5936
    @karandigital5936 Год назад

    ଓଡିଶା ସରକାର ଦ୍ବାରା ଆଉ କିଛି ହେବ ନାହିଁ

  • @yudhisthirbhue2868
    @yudhisthirbhue2868 Год назад

    Thank you so much news laklochan ku anithibaru

  • @Believeyoujesus
    @Believeyoujesus Год назад

    ନେତା ଗିରି ବନ୍ଦ୍ କର
    ବନ୍ଦ୍ କର ବନ୍ଦ୍ କର
    ନେତା ଗିରି ବନ୍ଦ୍ କର
    ବନ୍ଦ୍ କର ବନ୍ଦ୍ କର ✊✊✊✊✊✊✊✊✊✊✊✊✊

  • @shrinibassutar7763
    @shrinibassutar7763 Год назад

    ଓଟିଭି ଓରଫ ବିଜେପି ଟିଭି ର ପ୍ରତ୍ୟେକ ଭଲ ଯୋଜନା ରେ କଳି ବାହାର କରିବ ।

  • @dillipbehera4215
    @dillipbehera4215 Год назад

    ମୋଦି ସରକାର ବଡ ଲୋକଙ୍କ ପାଇଁ ଗରିବ ଙ୍କ ପାଇଁ ନୁହଁ 2024 BJP O RESULT ପାଇବ

  • @Jagannath542
    @Jagannath542 Год назад

    ବିଜେଡି ଓଡ଼ିଶାବାସୀ ଙ୍କୁ ଠକୁଛି

  • @rasikabariha4597
    @rasikabariha4597 Год назад

    ଜୟ ମୋଦିଜୀ ଜୟ ହୋ

  • @KaluNayak-rf2el
    @KaluNayak-rf2el Год назад

    ତାଙ୍କରି ମନ୍ତ୍ରୀ ବିଧାୟକ ମାନେ ଜାଲିଆତି କରି ଖାଇଯିବେ

  • @libintete9635
    @libintete9635 Год назад

    ମାଗଣା ଘର ମିଲୁ ନହେଲେ ତମ ଘର ଯୋଜନା ଥାଉ

  • @nirmalamohanty1913
    @nirmalamohanty1913 5 месяцев назад

    ଆଜ୍ଞା. ଆମେଗରିବଲୋକ. ଘରଖଣ୍ଡେବି ଦେଲେନି ରାଜ୍ୟସରକାର. ଭଙ୍ଗାଆଜବେଷ୍ଟ ଘରେ ରହୁଥିଲି. ତା ପରେଏଇମୋଘର ଯୋଜନାକୁ ଆଣିଲେ. ସେଇଟାପୁଣି ଘରଜଗାର ପଟା ବନ୍ଧକ ରଖି ଦେଲେ. 10:5/ପରସେଣ୍ଟ ଶୁଦ୍ଧରେ.

  • @experimentallaunda9317
    @experimentallaunda9317 Год назад +6

    Advance RIP Naveen 😭😭

  • @motivationalabhi1843
    @motivationalabhi1843 Год назад +2

    ଏଠି ନା ବିଜେପି ଠିକ୍ ନା ବିଜେଡି ସମସ୍ତେ ନିଜେ ନିଜର କ୍ରେଡିଟ ଦେଖୋଉ ଛନ୍ତି ଯଦି ଘର ଦଉଚ ତା ହେଲେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଜି ଯାଏ ମିଳି ପାରୁନି କେମିତି ସରପଞ୍ଚ ଙ୍କୁ ପଚାରିଲେ କହୁଛନ୍ତି ସେଗୁଡା ଉପର ଅଫିସର ମାନେ ଦେବେ ଇ ଅ ଙ୍କୁ ପଚାରିଲେ କହୁଚନ୍ତି ସବୁ ଇଲେକ୍ସନ ପଖେଇଲେ ପରେ ଯାଇ ଯାହା ତମେ ମାନେ ସବୁ ଏମିତି ନାଟକ କରିବ ଆଉ ବିଚରା ଗରିବ ଲୋକ ମାନେ ହଇରାଣ ହେବେ ଧିକ ରେ ମୋ ଓଡ଼ିଶା ମୋ ଭାରତ ଧନ୍ୟ ମୁ ୱାର୍ଡ ମେମ୍ବର ହେଇ କେବଳ ମୋ ଗାଁ ଲୋକଙ୍କ ଥୁ ଗାଳି ସୁଣୁଚି କାହା ଘର କଟି ଗଲେ ୱାର୍ଡ ମେମ୍ବର କାଟି ଦେଇଛି ଅସଲ ଲକ ବ୍ଲକ ରେ ଘାଣ୍ଟୁ ଛନ୍ତି ହେ ଭଗବାନ କଣ କରିବା 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @ajaymandika98
    @ajaymandika98 Год назад +1

    It's right old father 🙏🏻🙏🏻🙏🏻

  • @Jagannath542
    @Jagannath542 Год назад

    ମୋ ଘର ଯୋଜନା ମଧ୍ୟ ମାଗଣା ଦିଆ ଯାଉ ଯଦି କେନ୍ଦ୍ରସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ପ୍ରତିଯୁଦ୍ଧ କରିବା ପାଇଁ ଚାହୁଛ ...

  • @laganapriyadarshinisahoo4313
    @laganapriyadarshinisahoo4313 Год назад

    ନବୀନ ବାବୁ ସବୁବେଳେ ତ କହିଲେ କହିଲେ ମୁଁ ତୁମ ଦୁଃଖରେ ସୁଖରେ ଅଛି ସେ କଣ ଜାଣି ପାରୁନାହଁନ୍ତି ତାଙ୍କ ରାଜ୍ୟ ର ଲୋକ ମାନେ କେତେ ସକ୍ଷମ 9/ସୁଧରେ ଘର କରିବାକୁ ଯେଉଁଠି 2 ଓଳିର ଖାଇବା ଯୋଗାଡ଼ କାଷ୍ଠ ସେଠି ସୁଧ ଦେବେ କୋଉଠୁ

  • @rabinayak7585
    @rabinayak7585 Год назад +2

    ନବୀନ right 👍👍👍👍

  • @krpdesiavideoaju6977
    @krpdesiavideoaju6977 Год назад

    ମୁଁ ଜଣେ ସାଧାରଣ ମଣିଷ କା ଵିରଧରେ କଉ ନାହିଁ
    ଦୟା କରି ଆମ ସରକାର ରେ ଥିବା କର୍ମ ଚାରି ମାନଙ୍କୂ ଅନୁରୋଧ ଘରେ ଘରେ ଵୂଲି ଘର ସେଳେଟ୍ଟ କରିବାକୁ ଅନୂରଧ। ଥିବା ଵାଳା କୂ ଘର ନ ଥିବା ବାଳା କୂ ନାହିଁ

  • @bhanudehurivaba2875
    @bhanudehurivaba2875 Год назад

    Dhanya bade ❤

  • @jaiho620
    @jaiho620 Год назад +10

    ମୋ ଘର ଯୁଜନାରୁ loan ଆଣନ୍ତୁ ନାହିଁ, ତା guide line ପଢିଲେ ଭିକାରି ହୋଇ ଯିବେ. କମି ବନ୍ଧା ପକେଇ ଆଣିଲେ ଦିନେ ନା ଦିନେ କାଙ୍ଗାଳି ହୋଇ ଯିବେ. ବ୍ୟାଙ୍କ ସୁଧ ନେବ.

  • @SantoshNag-is4cu
    @SantoshNag-is4cu 5 месяцев назад

    Thik katha

  • @bhagirathimallik3938
    @bhagirathimallik3938 Год назад +2

    Right

  • @Radhesyam8663
    @Radhesyam8663 Год назад +1

    ମରଣ ବେଳେ ବିପରିତ ବୁଧି

  • @gouttamchaulia9279
    @gouttamchaulia9279 Год назад

    ବିଜେଡ଼ି ହଟାଓ ଓଡ଼ିଶା ବଚାଓ କେନ୍ଦ୍ର ଦଉଥିବା ଘର ଏ ବେପାର କରୁ ଛନ୍ତି

  • @kushmalsingh3177
    @kushmalsingh3177 Год назад +2

    B J D business karu6e

  • @Riyanshiseth
    @Riyanshiseth Год назад

    Right khata

  • @naransethe
    @naransethe Год назад

    Asami jay jagannath

  • @PrasantaMalick-tl7xb
    @PrasantaMalick-tl7xb Год назад +1

    ଆମର ମାଟି ଘର ଆମେ ପକ୍କାଘର ପାଇ ପାରିନୁ ତେଣୁ ଆମକୁ ପକା ଘରର ସାହାଯ୍ୟ ଦରକାର

  • @SMallick-ff6fp
    @SMallick-ff6fp Год назад

    Right sir 🙏🙏🙏🙏🙏

  • @amulyanayak5608
    @amulyanayak5608 Год назад

    ଗରିବଙ୍କ ପାଇଁ ଏତେ ଦରଦ ଅଛି ଯଦି ମାଗଣାରେ ଘର ଦିଅନ୍ତୁ , ମୋ ଘର ଯୋଜନା ଜରିଆରେ ପୁଣି ଥରେ ଗରିବ ଙ୍କ ଘର ଲୁଟିବାର ନୁଆ ଯୋଜନା ।

  • @m.rtarundampada3159
    @m.rtarundampada3159 Год назад

    ଆଜି ପର୍ଯ୍ୟନ୍ତ ପୋଟାଲ ଖୋଲୁନି

  • @pitambarbanchhor1164
    @pitambarbanchhor1164 Год назад

    ପ୍ରଧାମନ୍ତ୍ରୀଙ୍କ ଘର ଖାଲି close

  • @depanjali123
    @depanjali123 Год назад

    Thanks

  • @kamallochanrout
    @kamallochanrout Год назад

    Jay jaganntha

  • @SumanJayasingh-ve5ju
    @SumanJayasingh-ve5ju Год назад

    😢😢nice

  • @biswagemel8703
    @biswagemel8703 Год назад

    ଚର ବିଜେଡି ବିଜେଡି ହଟାଅ ଦେଶ ବଞ୍ଚାଅ ପାଲତୂ ବିଜେଡି ଲେକକୁ ବକା ବନାଉ ଛି

  • @kailashseth2376
    @kailashseth2376 Год назад

    ଛି ଛି ଛି ଉଭୟ ସରକାର ତମେ ମାନେ 5 star ⭐ ରୁହ କାହିଁକି ଏତେ ଗୁଲଗୁଲା କରୁଛ

  • @yudhisthirbhue2868
    @yudhisthirbhue2868 Год назад

    ଓଡ଼ିଶାର ରକ୍ତ ପିଇଜାଉଛନ୍ତି BJD ନେତା ମାନେ

  • @parameswarmuduli9288
    @parameswarmuduli9288 Год назад

    ବିଜେପି ବାଟରେ ହଗିଲେ ଦୋଷ ନାହିଁ ବିଜେଡି ବାଟରେ ବସିଲେ ଦୋଷ ଇଏତ ଓଟିଭି ନିୟୁଜ ମୂଳରୁ ଏମିତି

    • @St.talking
      @St.talking Год назад

      Tu guho chati sofa kribu

  • @mr.papunpradhan1544
    @mr.papunpradhan1544 Год назад

    ଯାହା ଲାଗୁଚି ରାଜ୍ୟ ସରକାର ଠିକ୍ କରୁ ନାହାନ୍ତି ।ଯଦି କେନ୍ଦ୍ର ସରକାର ଓଡ଼ିଶା ପାଇଁ ମାଗଣାରେ ଘର ଦେଉଛନ୍ତି ।ତାହାଲେ ରାଜ୍ୟ ସରକାର କାହିଁ ଏହା ନିଜର ଗୋଟେ ଯୋଜନା ବୋଲି କହି ପୁଣି ରୁଣରେ ଦେଉଛନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଗରିବ ଲୋକଙ୍କୁ ଆହୁରି ଗରିବ କରୁଛନ୍ତି ।
    ରାଜ୍ୟ ସରକାର ଯଦି ନିଜର ଦଳକୁ ଆଘକୁ ବଢେଇବାର ଅଛି ଆଉ ଗରିବ ଲୋକଙ୍କ ଦୁଃଖ ଦୂର କରିବାର ଅଛି ତାହେଲେ ଏମିତି କିଛି କାଯ୍ୟ କରନ୍ତୁ ଯୋଥି ପାଇଁ ଲୋକଙ୍କ ମନରେ ଖୁସି ଅନି ଦବ। ଯଦି ଗୋଟେ ଗରିବ ଲୋକ ଆଘରୁ ଋଣ ରେ ଥିବା ସେ କେବେ ଚାହିଁବନି ଯେ ପୁଣି ରୁଣି ହେବାକୁ । ବାରେ ରାଜ୍ୟ ସରକାର ଆଉ କିଛିଟା କର ଯୁବକ ମାନେ ଯୋ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଏହାକୁ ବନ୍ଦ କରି ନିଜ ରାଜ୍ୟରେ ସେମାନଙ୍କୁ କିଛି ଚାକିରିର ସୁଜଗ ତ ଦିଅ ।
    କାରଣ ମୁଁ ମୋ ଭାଇ ମିଥୁନ ପ୍ରଧାନ ସେ ଭଲ ପାଠ ପଢୁଥିଲେ 10th class ପଯ୍ୟନ୍ତ ପଢ଼ିଛନ୍ତି , ଆଘକୁ ଆଉ ପଢ଼ିବା ପାଇଁ ଆର୍ଥିକ ସଙ୍କଟ ଦେଖା ଗଲା ବୋଲି ସେ ଏବେ ବାହାର ରାଜ୍ୟରେ ଦାଦନ ଖଟୁଚି ବହୁତ୍ କଷ୍ଟରେ ସେ ଏବେ ମୋତେ ପଢ଼ାଉଛନ୍ତି ।ବାସ ଏହା କହିବା ପୂର୍ବରୁ ବୁଝି ପରୁ ଥିବେ ମୋର ସମସ୍ୟା କଣ,ଖାଲି ମୋର ବୋଲି ନାହିଁ ବହୁତ୍ ପରିବାର ରେ ବି ଏମିତି ସମସ୍ୟା ଅଛି ,ଏହା ଉପରେ ଦୃଷ୍ଟି ପକାନ୍ତୁ।

  • @PradeepkuJena-mc8xl
    @PradeepkuJena-mc8xl Год назад

    Pura thik

  • @BatakrishnaPaik-py6vx
    @BatakrishnaPaik-py6vx Год назад

    ମାଗଣାରେ ଘର ମିଳୁ ଋଣ ଘର ଚଳିଵ ନାହିଁ

  • @jagansvlog
    @jagansvlog Год назад +1

    Bjp ku athara sarkar gadhiba darkar joumane Bjp support like kara

  • @pradiptaparida404
    @pradiptaparida404 Год назад +1

    2024 ଇଲେକ୍ସନ ଆସିଗଲା ସେଥିପାଇଁ ମୋଘର
    ଯୋଜନା ଆସିଗଲା. ଆପଣ ମାନେ ଖୁସିତ. 😄😄😄

  • @CaptainMithun10
    @CaptainMithun10 Год назад +2

    Good scheme

  • @ashoksahu5989
    @ashoksahu5989 Год назад

    କେନ୍ଦ୍ର ସରକାର ଲୋକ ମାନଙ୍କୁ ନଦେଇ ସେ ଚୋର ମଦୂୟା ନବୀନ ବୁଢ଼ା ଶଳା କୁ କାହିଁ ଦେହୁଚ ମୁଦି ସାର୍ ଆମ ଗରିବ ମାନଙ୍କୁ ଦୀୟନ୍ତୁ ଭାଗ ନବୁ ଜୟ ଗରିବ ଜୟ BJP 🙏🙏🇮🇳🇮🇳🙏🙏

  • @mithunnahak2321
    @mithunnahak2321 Год назад

    ବିଜେଡି ହଟାଅ ଓଡ଼ିଶାର ଖୁଶିଈ ଆଣ

  • @pradyumnasidarjaihindjaibh3198

    କେନ୍ଦ୍ର ସରକାରଙ୍କ ଘର କୁ ନିଜ ଯୋଜନା କରି ଦେବେ ରାଜ୍ୟ ସରକାର ଚୋର