Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଜୟ ଜଗନ୍ନାଥଲାଇକ ଓ ସେୟାର କରିବାକୁ ଭୁଲିବେନି
ଆଃ କି ଅମୃତ କଣ୍ଠ ସ୍ବର।
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏... ବାଃ , କି ଅମୃତଝରା ମନମୁଗ୍ଧ କରା ସୁମଧୁର କଣ୍ଠ ରେ ମହାପ୍ରଭୁ ଙ୍କର ଦରଦୀ ଭରା ଭଜନ, ତା ପରେ ବିଶ୍ୱଚିତ୍ର କର ଙ୍କୁ ରଙ୍ଗତୁଳୀ ରେ ସ୍ୱହସ୍ତ ରଙ୍ଗଦେବା ଇଏ କିଛି କମ କଥା ନୁହେଁ.. ଡ଼ଃ.ଆଶୁତୋଷ ବି ଜଣେ ଡାକ୍ତର ହୋଇ ମହାପ୍ରଭୁଙ୍କ ମଂହିମା କୁ ଅତି ଚମତ୍କାର ଭାବର ଭାବରେ ପରିବେଷଣ କରନ୍ତି , ଏ ମହାନ ଜଗନ୍ନାଥ ପ୍ରେମୀ ଙ୍କୁ ବହୁତ ସାରା ଶୁଭେଚ୍ଛା... ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️
ଜୟ ଜଗନ୍ନାଥ,ଆହାଃ କି ସୁନ୍ଦର ଅମୃତବର୍ଷୀ ସ୍ୱର,ଭାବ।ଦୁନିଆର ସର୍ବଶ୍ରେଷ୍ଠ ଚିତ୍ରକରଙ୍କୁ ସ୍ୱହସ୍ତରେ ଚିତ୍ରଣ କରୁଥିବା ସେ ପୁଣ୍ୟାତ୍ମା ଭକ୍ତଙ୍କୁ ଶତ ଶତ ପ୍ରଣାମ।ଅଶେଷ ଧନ୍ୟବାଦ ଓଡିଶା 365 ଓ ଡ଼. ଆଶୁତୋଷଙ୍କୁ🙏🌹🙏
Jay Jagannath ❤❤
ଏଭଳି ଜଣେ ମହାନ ଭକ୍ତ, ଶିଳ୍ପୀ ଙ୍କୁ ଓଡିଶା 365 ଦର୍ଶନ କରାଇ ଆମ ଆଖି କୁ ପବିତ୍ର କରିବା ସଙ୍ଗେ ସଙ୍ଗେ ତାଙ୍କ କଣ୍ଠର ମଧୁର ମୁର୍ଛନା ରେ ଆମ କର୍ଣ ଯୁଗଳ ମଧ୍ୟ ପବିତ୍ର ହୋଇଛି। ମହା ପ୍ରଭୁ ତାଙ୍କୁ ସୁସ୍ଥ ରଖି ତାଙ୍କ ସେବା ପାଉ ଥାଆନ୍ତୁ।
Jay jagannath jay jagannath jay jagannath
Jay sri mahaprabhu kara Jay hou
ବାଃ କେତେ ସୁନ୍ଦର କଣ୍ଠ ଓ ସଂଗୀତ। ଆପଣ ପୁଣି ଥରେ ମହାପ୍ରଭୁ ଙ୍କ ଭଜନ,ଜଣାଣ ନେଇ ଆସିବେ ଆପଣଙ୍କୁ ଅନୁରୋଧ 🙏🏼 ଜୟ ଜଗନ୍ନାଥ 🙏🏼❤️🙏🏼
Jay Jagannath 🙏🏻🚩🙏🪔
ହୃଦୟରେ ସ୍ୱତପ୍ରବୃତ୍ତ ଭକ୍ତି ଥିଲେ ଏଇମିତି ଭଜନ ବୋଲି ହୋଇ ଥାଏ।ବହୁତ୍ ସୁନ୍ଦର୍ କଣ୍ଠ।ମୋର ଧନ୍ୟବାଦ୍ ଏବଂ ନମସ୍କାର।
⭕❗⭕କୋଟି ଓଡିଆର ମଉଡ ମଣି ମହାପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା ମୋର 🙏🙏🙏🙏🙏🙏🙏🙏🙏🙏
ମଣିମା 🙏🙏🙏ମଣିମା ଙ୍କ ଭାବ ସତରେ କେଡେ ବିଚିତ୍ରଦୟାକରି ସେ ଗୀତ ଟି ସମ୍ପୂର୍ଣ ଭାବରେ ଶୁଣା ନ୍ତୁକେତେ ସୁନ୍ଦର ଗୀତଟି ସତରେ ଯେମିତି ଆଖି ବୁଜିଲେ ମଣିମା ଙ୍କ ଜଣାଣ ଶୁଣିଲା ଭଳି ଜଣାପଡୁଛି 🙏🙏🙏ଧନ୍ୟବାଦ ଓଡିଶା 365 ଚ୍ୟାନେଲ କେତେ ସୁନ୍ଦର କଥା ଆମମାନଙ୍କୁ ଶୁଣାଉଥିବାରୁ ଆମମାନଙ୍କ ପାଖରେ ମଣିମା ଙ୍କ କଥା ଶୁଣାଉଥିବାରୁ ଆପଣଙ୍କ ପାଖରେ ଆମେ ଅଶେଷ କୃତଜ୍ଞତା ପ୍ରଦାନ କରୁଛୁ ଆପଣ ଙ୍କ ଉପରେ ମଣିମା ଙ୍କ ଆଶ୍ରିବାଦ ଥାଉ ସର୍ବଦା,ଜୟ ମଣିମା ମୋ ମହାପ୍ରଭୁ 🙏🙏🙏
ପ୍ରଣାମ ଆଶୁତୋଷ।ପ୍ରଣାମ ଫକୀର ସାମନ୍ତ ମହୋଦୟ।ପ୍ରଣାମ ବିଚ଼ିତ୍ରକର୍ମା ଶ୍ରୀଜଗନ୍ନାଥ।🙏🙏🙏
କୋଟି କୋଟି ପ୍ରଣାମ ଭକ୍ତଙ୍କୁ ଓ ତାର ଭଗବାନଙ୍କୁ
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କ କରୁଣା ଅପାର 🙏🙏🙏 ପୁରା ଗୀତ ଟି ସୁଣି ବାର ଅଭିଳାଷ ରହିଲା
ଦୁନିଆ ର ବଡ଼ ଚିତ୍ରକର ଙ୍କ ପାଦ ପଙ୍କଜ ରେ କୋଟି କୋଟି ପ୍ରଣାମ 🙏🕉️🕉️🕉️🙏
ଆତ୍ମା ତୃପ୍ତି ହୋଇ ଯାଉଛି, ଆପଣଙ୍କ ଭଜନ ଶୁଣି ଆପଣଙ୍କ କଳାକୁ ଦେଖି ....ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏.......ଆହା କି ଭାବପୂର୍ଣ୍ଣ ଭଜନ। ସେ କାଳିଆ କେତେବେଳେ କାହାକୁ କେଉଁ ଭାବରେ ବାନ୍ଧିକି ରଖୁଛି , ତାହା କେବଳ ତାକୁ ହିଁ ଜଣା। ସେ କାଳିଆ ସାଆନ୍ତ ଆଗରେ ଆମେ ସମସ୍ତେ ତ ଫକୀର ଅଟନ୍ତି। ତୋ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏...........
ଧନ୍ୟ ମହାଶୟ,ମହାପ୍ରଭୁଙ୍କ କୃପା ଆପଣଙ୍କ ସେବାରୁ ସହଜରେ ବାରି ହେଉଛି ।ଜୟ ମହାପ୍ରଭୁ ।
ସେତ ଭକତ ଭାବେ ବନ୍ଧା।ସେ ପାଦେ ଜଗତ ବନ୍ଧା ।ଜୟ ଜଗନ୍ନାଥ ।
ଏହି ଭକତ ଙ୍କୁ ଆରାଧନା କରାଯାଏଆଉ ଭାଷା ନାହିଁ ଜୟ ଜଗନ୍ନାଥ,⚫❗⚫
..🙏🙏🙏 Jay Jagannatha Mahaprabhu..mo Mahaprabhu nka SHREE CHARANA re koti koti Pranam 🙏🙏🙏.. Guruji apanku madhya pranam 🙏🙏🙏. Mahaprabhu nka Krupa ru suniparili.bahut Sundar hrudaya ku chhuieba Bhajan.. pranam 🙏🙏🙏 Odisha 365..
Guruji Bhagaban Parshuram nka Katha kichhi kuhantu..🙏🙏
ଜୟ ଜଗନ୍ନାଥ, ଜଗନ୍ନାଥ ଙ୍କ କୃପା ନ ଥିଲେ ଏମିତିଆ ଜଣାଣ ଲେଖି ହବନି ।
Jay Jagannathswamy ❤❤, Jay Balabhadraswamy❤❤, Jay Subhadra Maa ❤❤
MooMahaprabhu. He a🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ
🙏 Jay shree Jagannath Swami 🙏 Jay shree Jagannath Mahaprabhu 🙏
ଧନ୍ୟ ଭକ୍ତ ଧନ୍ଯ ଭାଗବାନ 🙏🙏🙏🙏🙏ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁମେ ଭବତୁମେ ଭବତୁମେ 🙏🙏🙏🙏🙏
ହେ ମଣିମା ମହାପ୍ରଭୂ
Manima tuma padapadmare mora koti koti pranaam❤
Hay shree Jagannath baba 🙏🙏🙏thanks sir🙏🙏🙏🙏🙏
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏🙏
Ati sundar swara🙏🙏🙏🙏. Jay Jagannath swami🙏🙏🙏🙏
ମତେ ବି ତୁମ କୋତର ରଖ ମୋ କାଳିଆ!🙏🙏🙏
Jai shree Mahaprabhu jagganath 🙏🙏🌹. Bahut sundar Bhajan.
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
⚫❗⚫🙏ଜୟ ଜଗନ୍ନାଥ ⚫❗⚫🙏
🙏🙏🙏🙏🙏🙏 Jay Jagannath 🙏🙏🙏🙏🙏🙏🙏🙏
🙏🌹ଓଁ ଜୟ ଜଗନ୍ନାଥ 🌹🙏
Jay Jaganntha Jay Jaganntha Jay Jaganntha
ଜୟ ଜଗନ୍ନାଥ ମହାପ୍ରଭୁ
Jay jagannath swami nayan patha gami bhaba tume haribola
ଜୟ ଜଗନ୍ନାଥ 😭😭😭😭😭🙏🙏🙏🙏
ହେ ମଣିମା.... 🙏🙌
ବହୁତ ସୁନ୍ଦର କଣ୍ଠ । ଆପଣଙ୍କୁ ମୋର କୋଟି ପ୍ରଣାମ ।
Jai jagannath mahapravu krupa karantu pravu
Baa ki Sunder bhajan. Ki sundar kantha.
Jai Nirakar Param BrahmaJai MahakaalJai MahakaaliMaryada Purushottam Ram Teri Sada Jai Ho BhagwanRam Lakshman Janki Jai Bolo Mahakaal ki
Jai jagannath Swami Nayana patha gami bhaba tume maha prabhu 🙏🌻🌻🙏🌻🙏🙏🌻🙏
Jay Jagannatha 🙏⭕️❗️⭕️🙏
Jay shri jagannath mahaprabhu 🙏
Koti koibalyanatha mo mahaprabhu🙏🙏🙏🙏🙏
Bahut sundar. ...chamatkar. .JAI JAGANNATH
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ମାଳିକା ରେଏ ମହାବ୍ୟକ୍ତିଙ୍କ ନାମ ଅଛି
ଆଉ ସେ ପୁଅ କରିଥିବେ ଗାଣ୍ଡିମାରା ମିଥୁନ ବରାଳ ଅନାଦି ବାବା କୁ... ସେ ପୁଣି କଳ୍କୀ ରାମ..
He Manima 🙏🙏🙏🙏🙏🙏🙏🙏
Jay jagannath sir🙏🙏🙏🙏🙏🙏🙏🙏🙏🙏.......
❤️dhaya toh vakata au dhanya#drashutoshprasadmishra tume amaku ama jibana saha jodeidauchanti janeidauchanti 🙏dhanya tu jagannatha
Jaganath apanku bhalare rakhantuEmiti bhala bhala bhajan sunantu 🙏 Jai Jaganath 🙏
Jay Mahaprabhu Jay jay Mahaprabhu 🙏🙏🌹 Bhai apanku pranam 🙏🌹🌹
Jai jagannath jai mohaprovu
Ame wait karichu apanankara se sundara lekha tiku suniba pain.. Jay Jagannatha
Jai Mahaprabhu Shree JagannathJete dekhile mana bujhuni...
Atiba sundara bhaba purna swara
Jay jagannath prabhu
ସାଧୁବାଦ୍ ୩୬୫ ।ସତରେ ମହାନ୍ ଆତ୍ମା ଙ୍କ ଦେହରେ ଜଗନ୍ନାଥ , କଣ୍ଠରେ ସରସ୍ଵତୀ ।ବହୁତ୍ ଖୁସି ଲାଗୁଛି।🙏🙏🙏🙏🙏
Mu fakir Samant karma mu samasta darshaka nku mora hrudaya ru gaviratama Pradesha ru annant koti pranam
Agnya apana nka sange Katha hei paribi ki....
Jai Jagannath
Dhanyase bhakti apanku bhakriputa pranam Jay jagganath 🙏🙏🙏🙏🌺
Khub sundar. Swar, bhaba ,samarpana sabu kichhi🙏
Jay. Jagannath. Swami
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻😭😭🙇🏻🙇🏻🙇🏻 ମହାପ୍ରଭୁ ମଙ୍ଗଳ କରନ୍ତୁ
amrut kebal amrut mahabahu🙏🙏🙏Mahabahu sreecharanre saran dia bhrutya matthapaati janauchhi tumari paadpadmreaetiki bhikhya maguchhi saante moar Tum bhe mahabahu bhabjale bhasi jautthili muhni uddhaar karil kalagosain janmjanmantar tumari paadpadmre bhrutyaku dasanudasr das kari rakhitthaa bhabgarahi🙏🙏🙏
Jay Jagannath 🙏🏻🙏🏻🙏🏻🙏🏻🙏🏻 bhaba dora loga bhaba grahi mate to pakhu
Fakir mausanku koti pranam 🙏🙏🌹
Sir jay jagarnnath kibhabar swara
Jay Jagannath
🙏🌹ଓଁ ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🌹🙏
🙏🙏🙏mahaprabhu
Jay jagannath, apan bi namasya, je prabhunkar a alouikika jibanta gata ku sunai mahaprabhunka bhabare bihyalita karichanti. Apankanka eihipari sundar bhakti maya rasamaya katha sunauthantu ebym amaku kutartha karantu
Jagannath Swami nayan patha gami bhaba tume 🙏🙏🙏🙏
jai jagannath..
ଜୟ ଜଗନ୍ନାଥ।ବହୁତ ସୁନ୍ଦର।
Jay jagannath swami 🚩🙏🙏🥀🌍💓💓💓💓💓🍀
Very beautiful song
Jay Jagannath swamy 🙏🙏🙏🙏🙏
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏
Mu kalithu apekhya kalini. Jay Jagannath Jay ho ho........🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷
Thanks share with your family & friends
Samant Karma belongs to Mahapravu Jaganath
Jay sri jagannath swami 🙏
JAI JAGANNATH 🙏. MAHAPRABHU SAMSTANKAR MANGAL KARANTU.🙏
LORD OF LORD "LORD JAGANNATH" MAY BLESS YOU ODISHA 365 FAMILY....
Maha prabhu nka lekhati samburna gaiba heu gosain.
ହେ ମୋ ମହାବାହୁ ❤❤🙏
Jay jaggarnath namaskar sir🙏🙏🙏🌺
Jay Jagannath mahaprabhu 🙏🙏🙏🙏🙏
Se bhainaka sangita besi ru besi upload kara.... I hope sabu jagannath premi bahut khusi hebe... Jay Mahaprabhu... 😘
Jay Jagannath 🙏🙏🙏.sir daya kari sampurna Bhajan diyantu .
Thanks for your effort on Mahaprabhu Jagannath .
Jai Jagannath 🙏🙏🙏
Jai Jagannath 🙏❤️⚫❗⚫
ଜୟ ଜଗନ୍ନାଥ
ଲାଇକ ଓ ସେୟାର କରିବାକୁ ଭୁଲିବେନି
ଆଃ କି ଅମୃତ କଣ୍ଠ ସ୍ବର।
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏...
ବାଃ , କି ଅମୃତଝରା ମନମୁଗ୍ଧ କରା ସୁମଧୁର କଣ୍ଠ ରେ ମହାପ୍ରଭୁ ଙ୍କର ଦରଦୀ ଭରା ଭଜନ, ତା ପରେ ବିଶ୍ୱଚିତ୍ର କର ଙ୍କୁ ରଙ୍ଗତୁଳୀ ରେ ସ୍ୱହସ୍ତ ରଙ୍ଗଦେବା ଇଏ କିଛି କମ କଥା ନୁହେଁ.. ଡ଼ଃ.ଆଶୁତୋଷ ବି ଜଣେ ଡାକ୍ତର ହୋଇ ମହାପ୍ରଭୁଙ୍କ ମଂହିମା କୁ ଅତି ଚମତ୍କାର ଭାବର ଭାବରେ ପରିବେଷଣ କରନ୍ତି , ଏ ମହାନ ଜଗନ୍ନାଥ ପ୍ରେମୀ ଙ୍କୁ ବହୁତ ସାରା ଶୁଭେଚ୍ଛା...
ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️
ଜୟ ଜଗନ୍ନାଥ,ଆହାଃ କି ସୁନ୍ଦର ଅମୃତବର୍ଷୀ ସ୍ୱର,ଭାବ।ଦୁନିଆର ସର୍ବଶ୍ରେଷ୍ଠ ଚିତ୍ରକରଙ୍କୁ ସ୍ୱହସ୍ତରେ ଚିତ୍ରଣ କରୁଥିବା ସେ ପୁଣ୍ୟାତ୍ମା ଭକ୍ତଙ୍କୁ ଶତ ଶତ ପ୍ରଣାମ।ଅଶେଷ ଧନ୍ୟବାଦ ଓଡିଶା 365 ଓ ଡ଼. ଆଶୁତୋଷଙ୍କୁ🙏🌹🙏
Jay Jagannath ❤❤
ଏଭଳି ଜଣେ ମହାନ ଭକ୍ତ, ଶିଳ୍ପୀ ଙ୍କୁ ଓଡିଶା 365 ଦର୍ଶନ କରାଇ ଆମ ଆଖି କୁ ପବିତ୍ର କରିବା ସଙ୍ଗେ ସଙ୍ଗେ ତାଙ୍କ କଣ୍ଠର ମଧୁର ମୁର୍ଛନା ରେ ଆମ କର୍ଣ ଯୁଗଳ ମଧ୍ୟ ପବିତ୍ର ହୋଇଛି। ମହା ପ୍ରଭୁ ତାଙ୍କୁ ସୁସ୍ଥ ରଖି ତାଙ୍କ ସେବା ପାଉ ଥାଆନ୍ତୁ।
Jay jagannath jay jagannath jay jagannath
Jay sri mahaprabhu kara Jay hou
ବାଃ କେତେ ସୁନ୍ଦର କଣ୍ଠ ଓ ସଂଗୀତ। ଆପଣ ପୁଣି ଥରେ ମହାପ୍ରଭୁ ଙ୍କ ଭଜନ,ଜଣାଣ ନେଇ ଆସିବେ ଆପଣଙ୍କୁ ଅନୁରୋଧ 🙏🏼 ଜୟ ଜଗନ୍ନାଥ 🙏🏼❤️🙏🏼
Jay Jagannath 🙏🏻🚩🙏🪔
ହୃଦୟରେ ସ୍ୱତପ୍ରବୃତ୍ତ ଭକ୍ତି ଥିଲେ ଏଇମିତି ଭଜନ ବୋଲି ହୋଇ ଥାଏ।ବହୁତ୍ ସୁନ୍ଦର୍ କଣ୍ଠ।ମୋର ଧନ୍ୟବାଦ୍ ଏବଂ ନମସ୍କାର।
⭕❗⭕କୋଟି ଓଡିଆର ମଉଡ ମଣି ମହାପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା ମୋର 🙏🙏🙏🙏🙏🙏🙏🙏🙏🙏
ମଣିମା 🙏🙏🙏
ମଣିମା ଙ୍କ ଭାବ ସତରେ କେଡେ ବିଚିତ୍ର
ଦୟାକରି ସେ ଗୀତ ଟି ସମ୍ପୂର୍ଣ ଭାବରେ ଶୁଣା ନ୍ତୁ
କେତେ ସୁନ୍ଦର ଗୀତଟି ସତରେ ଯେମିତି ଆଖି ବୁଜିଲେ ମଣିମା ଙ୍କ ଜଣାଣ ଶୁଣିଲା ଭଳି ଜଣାପଡୁଛି 🙏🙏🙏ଧନ୍ୟବାଦ ଓଡିଶା 365 ଚ୍ୟାନେଲ କେତେ ସୁନ୍ଦର କଥା ଆମମାନଙ୍କୁ ଶୁଣାଉଥିବାରୁ ଆମମାନଙ୍କ ପାଖରେ ମଣିମା ଙ୍କ କଥା ଶୁଣାଉଥିବାରୁ ଆପଣଙ୍କ ପାଖରେ ଆମେ ଅଶେଷ କୃତଜ୍ଞତା ପ୍ରଦାନ କରୁଛୁ ଆପଣ ଙ୍କ ଉପରେ ମଣିମା ଙ୍କ ଆଶ୍ରିବାଦ ଥାଉ ସର୍ବଦା,
ଜୟ ମଣିମା ମୋ ମହାପ୍ରଭୁ 🙏🙏🙏
Jay Jagannath ❤❤
ପ୍ରଣାମ ଆଶୁତୋଷ।ପ୍ରଣାମ ଫକୀର ସାମନ୍ତ ମହୋଦୟ।ପ୍ରଣାମ ବିଚ଼ିତ୍ରକର୍ମା ଶ୍ରୀଜଗନ୍ନାଥ।🙏🙏🙏
କୋଟି କୋଟି ପ୍ରଣାମ ଭକ୍ତଙ୍କୁ ଓ ତାର ଭଗବାନଙ୍କୁ
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କ କରୁଣା ଅପାର 🙏🙏🙏 ପୁରା ଗୀତ ଟି ସୁଣି ବାର ଅଭିଳାଷ ରହିଲା
ଦୁନିଆ ର ବଡ଼ ଚିତ୍ରକର ଙ୍କ ପାଦ ପଙ୍କଜ ରେ କୋଟି କୋଟି ପ୍ରଣାମ 🙏🕉️🕉️🕉️🙏
ଆତ୍ମା ତୃପ୍ତି ହୋଇ ଯାଉଛି, ଆପଣଙ୍କ ଭଜନ ଶୁଣି ଆପଣଙ୍କ କଳାକୁ ଦେଖି ....ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏.......
ଆହା କି ଭାବପୂର୍ଣ୍ଣ ଭଜନ। ସେ କାଳିଆ କେତେବେଳେ କାହାକୁ କେଉଁ ଭାବରେ ବାନ୍ଧିକି ରଖୁଛି , ତାହା କେବଳ ତାକୁ ହିଁ ଜଣା। ସେ କାଳିଆ ସାଆନ୍ତ ଆଗରେ ଆମେ ସମସ୍ତେ ତ ଫକୀର ଅଟନ୍ତି। ତୋ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏...........
ଧନ୍ୟ ମହାଶୟ,ମହାପ୍ରଭୁଙ୍କ କୃପା ଆପଣଙ୍କ ସେବାରୁ ସହଜରେ ବାରି ହେଉଛି ।ଜୟ ମହାପ୍ରଭୁ ।
ସେତ ଭକତ ଭାବେ ବନ୍ଧା।ସେ ପାଦେ ଜଗତ ବନ୍ଧା ।ଜୟ ଜଗନ୍ନାଥ ।
ଏହି ଭକତ ଙ୍କୁ ଆରାଧନା କରାଯାଏ
ଆଉ ଭାଷା ନାହିଁ ଜୟ ଜଗନ୍ନାଥ,⚫❗⚫
..🙏🙏🙏 Jay Jagannatha Mahaprabhu..mo Mahaprabhu nka SHREE CHARANA re koti koti Pranam 🙏🙏🙏.. Guruji apanku madhya pranam 🙏🙏🙏. Mahaprabhu nka Krupa ru suniparili.bahut Sundar hrudaya ku chhuieba Bhajan.. pranam 🙏🙏🙏 Odisha 365..
Guruji Bhagaban Parshuram nka Katha kichhi kuhantu..🙏🙏
ଜୟ ଜଗନ୍ନାଥ, ଜଗନ୍ନାଥ ଙ୍କ କୃପା ନ ଥିଲେ ଏମିତିଆ ଜଣାଣ ଲେଖି ହବନି ।
Jay Jagannathswamy ❤❤, Jay Balabhadraswamy❤❤, Jay Subhadra Maa ❤❤
MooMahaprabhu. He a🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ
🙏 Jay shree Jagannath Swami 🙏 Jay shree Jagannath Mahaprabhu 🙏
ଧନ୍ୟ ଭକ୍ତ ଧନ୍ଯ ଭାଗବାନ 🙏🙏🙏🙏🙏ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁମେ ଭବତୁମେ ଭବତୁମେ 🙏🙏🙏🙏🙏
ହେ ମଣିମା ମହାପ୍ରଭୂ
Manima tuma padapadmare mora koti koti pranaam❤
Hay shree Jagannath baba 🙏🙏🙏thanks sir🙏🙏🙏🙏🙏
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏🙏
Ati sundar swara🙏🙏🙏🙏. Jay Jagannath swami🙏🙏🙏🙏
ମତେ ବି ତୁମ କୋତର ରଖ ମୋ କାଳିଆ!🙏🙏🙏
Jai shree Mahaprabhu jagganath 🙏🙏🌹. Bahut sundar Bhajan.
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
⚫❗⚫🙏ଜୟ ଜଗନ୍ନାଥ ⚫❗⚫🙏
🙏🙏🙏🙏🙏🙏 Jay Jagannath 🙏🙏🙏🙏🙏🙏🙏🙏
🙏🌹ଓଁ ଜୟ ଜଗନ୍ନାଥ 🌹🙏
Jay Jaganntha Jay Jaganntha Jay Jaganntha
ଜୟ ଜଗନ୍ନାଥ ମହାପ୍ରଭୁ
Jay jagannath swami nayan patha gami bhaba tume haribola
ଜୟ ଜଗନ୍ନାଥ 😭😭😭😭😭🙏🙏🙏🙏
ହେ ମଣିମା.... 🙏🙌
ବହୁତ ସୁନ୍ଦର କଣ୍ଠ । ଆପଣଙ୍କୁ ମୋର କୋଟି ପ୍ରଣାମ ।
Jai jagannath mahapravu krupa karantu pravu
Baa ki Sunder bhajan. Ki sundar kantha.
Jai Nirakar Param Brahma
Jai Mahakaal
Jai Mahakaali
Maryada Purushottam Ram Teri Sada Jai Ho Bhagwan
Ram Lakshman Janki Jai Bolo Mahakaal ki
Jai jagannath Swami Nayana patha gami bhaba tume maha prabhu 🙏🌻🌻🙏🌻🙏🙏🌻🙏
Jay Jagannatha 🙏⭕️❗️⭕️🙏
Jay shri jagannath mahaprabhu 🙏
Koti koibalyanatha mo mahaprabhu🙏🙏🙏🙏🙏
Bahut sundar. ...chamatkar. .JAI JAGANNATH
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ମାଳିକା ରେ
ଏ ମହାବ୍ୟକ୍ତିଙ୍କ ନାମ ଅଛି
ଆଉ ସେ ପୁଅ କରିଥିବେ ଗାଣ୍ଡିମାରା ମିଥୁନ ବରାଳ ଅନାଦି ବାବା କୁ... ସେ ପୁଣି କଳ୍କୀ ରାମ..
He Manima 🙏🙏🙏🙏🙏🙏🙏🙏
Jay jagannath sir🙏🙏🙏🙏🙏🙏🙏🙏🙏🙏.......
❤️dhaya toh vakata au dhanya#drashutoshprasadmishra tume amaku ama jibana saha jodeidauchanti janeidauchanti 🙏dhanya tu jagannatha
Jaganath apanku bhalare rakhantu
Emiti bhala bhala bhajan sunantu
🙏 Jai Jaganath 🙏
Jay Mahaprabhu Jay jay Mahaprabhu 🙏🙏🌹 Bhai apanku pranam 🙏🌹🌹
Jai jagannath jai mohaprovu
Ame wait karichu apanankara se sundara lekha tiku suniba pain..
Jay Jagannatha
Jai Mahaprabhu Shree Jagannath
Jete dekhile mana bujhuni...
Atiba sundara bhaba purna swara
Jay jagannath prabhu
ସାଧୁବାଦ୍ ୩୬୫ ।ସତରେ ମହାନ୍ ଆତ୍ମା ଙ୍କ ଦେହରେ ଜଗନ୍ନାଥ , କଣ୍ଠରେ ସରସ୍ଵତୀ ।ବହୁତ୍ ଖୁସି ଲାଗୁଛି।🙏🙏🙏🙏🙏
Mu fakir Samant karma mu samasta darshaka nku mora hrudaya ru gaviratama Pradesha ru annant koti pranam
Agnya apana nka sange Katha hei paribi ki....
Jai Jagannath
Dhanyase bhakti apanku bhakriputa pranam Jay jagganath 🙏🙏🙏🙏🌺
Khub sundar. Swar, bhaba ,samarpana sabu kichhi🙏
Jay. Jagannath. Swami
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻😭😭🙇🏻🙇🏻🙇🏻 ମହାପ୍ରଭୁ ମଙ୍ଗଳ କରନ୍ତୁ
amrut kebal amrut mahabahu🙏🙏🙏
Mahabahu sreecharanre saran dia bhrutya matthapaati janauchhi tumari paadpadmre
aetiki bhikhya maguchhi saante moar Tum bhe mahabahu bhabjale bhasi jautthili muhni uddhaar karil kalagosain janmjanmantar tumari paadpadmre bhrutyaku dasanudasr das kari rakhitthaa bhabgarahi🙏🙏🙏