କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- "ଛ" ଚମ୍ପୂ। Kishore chandrananda champu - Chha champu.

Поделиться
HTML-код
  • Опубликовано: 28 дек 2024

Комментарии • 147

  • @maminadash7761
    @maminadash7761 2 года назад +6

    ସାର୍ ବିଦଗ୍ଧ ଚିନ୍ତାମଣି ବିଷୟ ରେ ଆଲୋଚନା କରିବାକୁ ମୋର ଅନୁରୋଧ 🙏🙏🙏

  • @ajaykumarrout8488
    @ajaykumarrout8488 2 года назад +7

    ଧାରାବାହିକ ଭାବରେ କ୍ଷ ଗୀତ ପର୍ୟ୍ଯନ୍ତ ଅର୍ଥ କଲେ ବହୁତ ଉପକ୍ରୁତ ହେବୁ।

  • @Pd69944
    @Pd69944 2 года назад +2

    ସାର୍ ପ୍ରଣାମ ଓ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ..
    ଏତେ ସୁନ୍ଦର ଭାବରେ କେବେ କେହି ବୁଝାଇ ନାହାଁନ୍ତି ଏ ପର୍ଯ୍ୟନ୍ତ... ସାର୍ ଦୟାକରି ଯଦି ଅନ୍ୟ ଛାନ୍ଦ ସବୁ ଟିକେ ବୁଝାଇ ଦିଅନ୍ତେ ତାହେଲେ ଆମେ ଆପଣଙ୍କ ପାଖରେ ଚିର କୃତଜ୍ଞ ରହିବୁ 🙏💐

  • @anjali...8138
    @anjali...8138 2 года назад +3

    ଅନେକ ଅନେକ ଧନ୍ୟବାଦ ଆଜ୍ଞା 🙏... ଖୁବ ମର୍ମସ୍ପର୍ଶୀ ଆପଣଙ୍କର ଆଲୋଚନା 🙏

  • @madhumitakarna9093
    @madhumitakarna9093 2 года назад +1

    ପ୍ରଣାମ ସାର୍ ।ବାସ୍ତବିକ ସୁନ୍ଦର ଉପସ୍ଥାପନା ସାର୍ l

  • @gitanjalibiswal5237
    @gitanjalibiswal5237 2 года назад +1

    ସାର୍ ପ୍ରଣାମ। ଅତି ଚମତ୍କାର ହୋଇଛି ଉପସ୍ଥାପନା ।

  • @pmparbati5965
    @pmparbati5965 2 года назад +2

    ବହୁତ ସୁନ୍ଦର ଆଲୋଚନା ସାର୍

  • @BIJAYAKUMAR-em2io
    @BIJAYAKUMAR-em2io 2 года назад +1

    ବହୁତ ସୁନ୍ଦର ଆଲୋଚନା

  • @Chalasikhibaa
    @Chalasikhibaa 2 года назад +1

    ଜ,ଡ଼,ଶ ଚମ୍ପୂ ଆଲୋଚନା କରନ୍ତୁ ସାର୍।

  • @rashmirekhasamantaray2725
    @rashmirekhasamantaray2725 2 года назад +1

    ଖୁବ୍ ଚିତ୍ତାକର୍ଷକ ଆଲୋଚନା 💐💐

    • @VirKalinga
      @VirKalinga  2 года назад +1

      ଧନ୍ୟବାଦ

    • @rashmirekhasamantaray2725
      @rashmirekhasamantaray2725 2 года назад

      ମହାଶୟ, ଦୟାକରି "କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ"ର ' ଜ'ଏବଂ ' ଶ' ଚମ୍ପୁ ଆଲୋଚନା କରନ୍ତୁ।

  • @subhaparida5814
    @subhaparida5814 2 года назад +1

    ଜ, ଡ଼ ଶ ଚମ୍ପୁ ଆଲୋଚନା କରନ୍ତୁ sir ଅନୁରୋଧ 🙏🙏

  • @akhilbiswal4371
    @akhilbiswal4371 2 года назад +1

    ବିଦ୍ୟାର୍ଥୀଙ୍କ ପାଇଁ ଏକାନ୍ତ ଉପାଦେୟ ହୋଇଛି।

  • @saiandhistricks1484
    @saiandhistricks1484 2 года назад +1

    ଖୁବ୍ ସୁନ୍ଦର ବ୍ୟାଖ୍ୟା ଅତି ସ୍ପଷ୍ଟ ଏବଂ ସରଳ ଭାବେ ଆପଣ ଯେଉଁ ବ୍ୟାଖ୍ୟା କରିଛନ୍ତି ଛାତ୍ର ଛାତ୍ରୀଙ୍କ ନିମନ୍ତେ ଅତ୍ୟନ୍ତ ବୋଧଗମ୍ୟ ଏବଂ ଉପାଦେୟ
    ଏପରି ବ୍ୟାଖ୍ୟାନ ସମ୍ପ୍ରତି ଦୁର୍ଲଭ🙏🙏🙏🙏
    ନିବେଦନ ରୀତି ଯୁଗୀୟ ଅନ୍ୟାନ୍ୟ କାବ୍ୟର ବ୍ୟାଖ୍ୟା କଲେ ଆମେ ଉପକୃତ ହେବୁ🙏🙏🙏

    • @VirKalinga
      @VirKalinga  2 года назад +1

      ନିଶ୍ଚୟ କରିବୁ।

  • @rajalaxmimohapatra5995
    @rajalaxmimohapatra5995 Год назад

    ବହୁତ୍ ସୁନ୍ଦର ଆଲୋଚନା ସାର୍ ହୃଦୟର ନିବୃତ୍ତ କୋଣରୁ ଧନ୍ୟବାଦ୍,,🙏🙏🙏

  • @Jyoti-ln8ct
    @Jyoti-ln8ct 2 года назад +2

    🙏ପ୍ରଣାମ ସାର
    ଆପଣଙ୍କ ପଢାଇବା ଶୈଳୀ ଆମ ପାଇଁ ଅତ୍ୟନ୍ତ ଉପାଦେୟ |
    ମଥୁରା ମଙ୍ଗଳ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ସ୍ତୁତି ଚିନ୍ତାମଣି ପରି ପ୍ରାଚୀନ ସାହିତ୍ୟ ର ଆଲୋଚନା କରିଲେ ଉପକୃତ ହେବୁ |

    • @VirKalinga
      @VirKalinga  2 года назад +2

      ନିଶ୍ଚୟ କରିବୁ

    • @Jyoti-ln8ct
      @Jyoti-ln8ct 2 года назад

      @@VirKalinga ଧନ୍ୟବାଦ ସାର

    • @prasantsinghdeo9717
      @prasantsinghdeo9717 2 года назад

      Dear Jyoti କୋଉ କୋଉ ଛାନ୍ଦ ଦରକାର କହିଲନି
      Sir 🙏
      କୋଟିବରୋହ୍ମଣ୍ଡ ସୁନ୍ଦରୀ ୧,୬,୧୧,୨୫ ଛାନ୍ଦ
      ମଥୁରା ମଗଂଳ ୫,୬୧୮,୨୯ ଛାନ୍ଦ
      ସ୍ତୁତି ଚିନ୍ତାମଣି
      ଆଲୋଚନା କଲେ ଭଲ ହେଇ ଥାଆନ୍ତା
      ଉପୋର ଆଲୋଚିତ ବିଷୟ ଗୁଡ଼ିକ ଗୁରୁତ୍ୱ ପୂର୍ଣ୍ଣ ବିଷୟ sir ଅହି ବିଷୟରେ ଆଲୋଚନା କରନ୍ତୁ ।

  • @rubystudyroom3847
    @rubystudyroom3847 2 года назад +1

    ସାର୍ ଜ ଚମ୍ପୁ , ଡ ଚମ୍ପୂ , ଢ଼ ଚମ୍ପୂ ବୁଝାଇ ଦେବେ

    • @VirKalinga
      @VirKalinga  2 года назад +1

      ଠିକ୍ ଅଛି

  • @ajitpadhan1155
    @ajitpadhan1155 3 года назад +2

    ଅନେକ ଅନେକ ଧନ୍ୟବାଦ sir🙏

  • @tukunaful
    @tukunaful 3 года назад +1

    ସୁନ୍ଦର ଓ ଅ।ନନ୍ଦପ୍ରଦ ।

  • @pragyankumar0759
    @pragyankumar0759 2 года назад +1

    ବହୁତ ସୁନ୍ଦର ଆଲୋଚନା 🙏🙏

  • @AbhiramNayak-p6q
    @AbhiramNayak-p6q 2 месяца назад

    Sir. We are highly thankful to you

  • @basumati8055
    @basumati8055 3 года назад +3

    ଧନ୍ୟବାଦ ସାର୍

  • @geetanjalinayak9806
    @geetanjalinayak9806 2 года назад +4

    ପରବର୍ତ୍ତୀ ରାଗ ଗୁଡ଼ିକ ବିଷୟରେ ଆଲୋଚନା କରନ୍ତୁ 🙏🙏🙏🙏🙏 ଜ, ଡ, ଶ

  • @kunajena1572
    @kunajena1572 2 года назад +2

    ଜ,ଡ,ଶ ଚମ୍ପୂ ଆଲୋଚନା କରନ୍ତୁ

    • @VirKalinga
      @VirKalinga  2 года назад +1

      ଠିକ୍ ଅଛି

  • @bijaymahapatra1125
    @bijaymahapatra1125 3 года назад +2

    ଧନ୍ୟବାଦ

  • @sujatasa7192
    @sujatasa7192 2 года назад +1

    Sir ଜ, ଡ ଓ ଶ ଚମ୍ପୂ ଟିକିଏ ଆଲୋଚନା କରିଦେବେ ଅନୁରୋଧ ରଖିଲା ..... ଆଲୋଚନା ବହୁତ୍ ଭଲ ଲାଗୁଛି sir 🙏

    • @VirKalinga
      @VirKalinga  2 года назад +2

      ନିଶ୍ଚୟ କରିବୁ, କିନ୍ତୁ କିଛି ସମୟ ଲାଗିବ।

  • @manasbarik5313
    @manasbarik5313 2 года назад +1

    bahut sundar sir pranam

  • @BagInformationWorld
    @BagInformationWorld 2 года назад +1

    Bahut sundar alochana sir

  • @diptimayeemahapatra2329
    @diptimayeemahapatra2329 2 года назад +1

    Apananka padeiba style bahut badhia 🙏🙏

  • @gajanannial7539
    @gajanannial7539 3 года назад +1

    Bahut sundar

  • @mayank-w9f
    @mayank-w9f Год назад +1

    Fantastic,sir

  • @suchismitamohapatra5172
    @suchismitamohapatra5172 3 года назад +4

    Thank you sir🙏🙏🙏🙏🌹🌹🌹🌹👍👍👍

  • @itishreeroutray5371
    @itishreeroutray5371 2 года назад +1

    ଜ ଚମ୍ପୂ କୁ ଆଲୋଚନା କରିଲେ ଆମେ ଉପକୃତ ହୁଅନ୍ତୁ।

    • @VirKalinga
      @VirKalinga  2 года назад +1

      ଠିକ୍ ଅଛି

  • @Sashmita96
    @Sashmita96 2 года назад +1

    ଜ, ଡ, ଶ ଚମ୍ପୁ ଉପରେ ଆଲୋଚନା କରନ୍ତୁ ସାର୍ 🙏

  • @Hemrajsahu
    @Hemrajsahu 2 года назад +1

    Dhanyavad sir

  • @tapaswinimaharana432
    @tapaswinimaharana432 2 года назад +1

    Sir kotibramhanda sundari alochana karantu

    • @VirKalinga
      @VirKalinga  2 года назад +1

      କରିବୁ ହେ

  • @SS-ODIA-ACADEMY1987
    @SS-ODIA-ACADEMY1987 Год назад +1

    ଦୂର୍ଗେଶ ମାନେ ,ଆଉ ବିଚେତନା ମାନେ sir

  • @blus1525
    @blus1525 2 года назад +1

    Pranam sir 🙏🏼ati sundar barnona ja champu ra barnona
    Karibaku anurodha

  • @odiaeducation6786
    @odiaeducation6786 2 года назад +1

    Tq sir ପରବର୍ତ୍ତୀ ଚମ୍ପୁ ଗୁଡିକୁ ଆଲୋଚନା କରନ୍ତୁ

  • @sumitharpal3863
    @sumitharpal3863 2 года назад +1

    dhanyavaad sir 🙏

  • @diptimayeemahapatra2329
    @diptimayeemahapatra2329 2 года назад +1

    Pranam sir 🙏

  • @sifali96
    @sifali96 2 года назад +4

    Sir🙏
    ଡ, ଝ, ଶ ଚମ୍ପୂ ଦୟାକରି ଭିଡ଼ିଓ କରନ୍ତୁ । ବହୁତ ଆବଶ୍ୟକ ଅଛି ଆଜ୍ଞା ।

    • @VirKalinga
      @VirKalinga  2 года назад +2

      ନିଶ୍ଚୟ କରିବୁ।

    • @MANOJBEHERA-cx2mw
      @MANOJBEHERA-cx2mw 2 года назад +1

      Sir tk jaldi aalochana kale aame upakruta huantu

  • @triplehiodia.1714
    @triplehiodia.1714 3 года назад +1

    All the best sir.

  • @pkg6208
    @pkg6208 2 года назад +1

    ଜ, ଡ , ଶ

  • @SS-ODIA-ACADEMY1987
    @SS-ODIA-ACADEMY1987 Год назад +1

    ୪ ଓ ୬ ଧାଡ଼ି sir ବୁଝେଇଲେନି

  • @sunitarautaray3381
    @sunitarautaray3381 2 года назад +1

    Thank you so much sir

  • @prakashpradhan2386
    @prakashpradhan2386 2 года назад +2

    Nice 👍👍👍

  • @rashmitapatra2037
    @rashmitapatra2037 2 года назад +1

    ଚମକ୍ତାର

  • @priyapriya-ts2eq
    @priyapriya-ts2eq 2 года назад +2

    ଭକ୍ତ ଚରଣ ଦାସ -ମଥୁରା ମଙ୍ଗଳ 5,6,18,29 ଛାନ୍ଦ ଉପରେ ଆଲୋଚନା କରନ୍ତୁ 🙏

    • @VirKalinga
      @VirKalinga  2 года назад +2

      ଖୁବ ଶିଘ୍ର ଆସୁଛି।
      ଆମ ସହିତ ଯୋଡି ହୋଇ ରହି ଥାଆନ୍ତୁ

    • @prasantsinghdeo9717
      @prasantsinghdeo9717 2 года назад

      Sir 🙏 ମଥୁରା ମଗଂଳ ର ୫,୬,୧୮,୨୯ ଚାନ୍ଦ ଆଲୋଚନା ପରିସର କୁ ଆଣନ୍ତୁ।

  • @Monali25----AR
    @Monali25----AR 2 года назад +4

    Sir, ଜ, ଡ଼ ଆଉ ଶ ଚମ୍ପୂର ଆଲୋଚନା ମଧ୍ୟ କରନ୍ତୁ, ବହୁତ ସୁନ୍ଦର ଭାବେ ବୁଝିହଉଚି 🙏🏻

    • @VirKalinga
      @VirKalinga  2 года назад +3

      କରିବୁ

    • @prasantsinghdeo9717
      @prasantsinghdeo9717 2 года назад +1

      ହଁ sir ମୁଁ ବି ସହ ମତ ଜ, ଡ, ଶ ଚମ୍ପୂ ର ବି ଆଲୋଚନା କରନ୍ତୁ

    • @TwistwithViral
      @TwistwithViral 2 года назад

      ସାର୍ ଅତି ଶୀଘ୍ର କରନ୍ତୁ 🙏

  • @sataydas9550
    @sataydas9550 2 года назад +1

    Ja champu

  • @umakantabagh8270
    @umakantabagh8270 2 года назад +1

    thank you Sir

  • @maminadash7761
    @maminadash7761 2 года назад +2

    Thank you sir🙏🙏🙏

  • @sumitramahapatra8907
    @sumitramahapatra8907 3 года назад +3

    Nice

  • @Myhome-e9e
    @Myhome-e9e 7 месяцев назад

    🙏

  • @srustipradhan7237
    @srustipradhan7237 2 года назад +1

    🙏🙏🙏🙏🙏🙏

  • @supriyahorror9628
    @supriyahorror9628 2 года назад +1

    Nice sir

  • @BIJAYAKUMAR-em2io
    @BIJAYAKUMAR-em2io 2 года назад +1

    Sir ଆପଣ ପଢ଼ାଉଥିବା ବହିର ନାମ କଣ

  • @TGMusical-mp3
    @TGMusical-mp3 2 года назад +1

    Sir "ଜ " ଗୀତ ଆଲୋଚନା କରନ୍ତୁ 🙏🙏

  • @muktikantanayak8972
    @muktikantanayak8972 2 года назад +2

    Thepoetisworthyofhistitle

  • @namitachand7578
    @namitachand7578 2 года назад +3

    ଛ,ଜ,ଡ,ଶ ଚମ୍ପୁ SSB ପାଇଁ Sir Please Guide Us🙏🙏🙏

    • @VirKalinga
      @VirKalinga  2 года назад +2

      ଆମେ SSB ପାଠ୍ୟକ୍ରମ ଅନୁସାରେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଭିଡିଓ ପ୍ରସ୍ତୁତ କରୁଅଛୁ। ଖୁବ ଶୀଘ୍ର ଆପଣଙ୍କ ଦରକାରୀ ଭିଡିଓ ଆମେ ପ୍ରସ୍ତୁତ କରିବୁ। ଧନ୍ୟବାଦ।

    • @namitachand7578
      @namitachand7578 2 года назад +1

      ଅଶେଷ ଅଶେଷ ଧନ୍ୟବାଦ ସାର୍🙏🙏

    • @TwistwithViral
      @TwistwithViral 2 года назад

      ମୁଁ ବି ଅପେକ୍ଷା ରେ ଅଛି ଯଦି କେଉଁଠି upload କରିଛନ୍ତି ତେବେ link ଟିକିଏ ଦିଅନ୍ତୁ 🙏

  • @haraprasanmishra8947
    @haraprasanmishra8947 2 года назад +1

    ୟାର ପରବର୍ତ୍ତୀ ଭିଡିଓ ଅପଲୋଡ କରନ୍ତୁ, Many many thanks in advance.

  • @diptimayeemahapatra2329
    @diptimayeemahapatra2329 2 года назад +1

    Sir ssb pai class karantu anurodha 🙏🙏

  • @susanthkumar5768
    @susanthkumar5768 2 месяца назад

    Sir sarala mahabharata ra musaliparba alochana karantu

  • @amareshchandranayak9533
    @amareshchandranayak9533 2 года назад +1

    Sir ପ୍ରଣାମ,... ଜ, ଡ, ଶ ଚମ୍ପୁ ବୁଝାଇ ଦିଅନ୍ତୁ

  • @shankarprasadtripathy7779
    @shankarprasadtripathy7779 2 года назад +1

    Sir🙏 Stuti Chintamani Ra MCQ alochana kale bhalahuanta

  • @cutymama2572
    @cutymama2572 Год назад +1

    Sir pranam 🙏 Aapana nka tharu kehibi vala alochona karijanunahanti RUclips re jete users video karuchhanti..tenu apana ssb related topic gudiku alochona karantu please

  • @ajaykumarrout8488
    @ajaykumarrout8488 2 года назад +1

    'ଙ' ଅନୁପ୍ରାସ ଗୀତଟି ଆଲୋଚନା ଦୟାକରି କରନ୍ତୁ ।

  • @malayabhukta972
    @malayabhukta972 3 года назад +1

    ଆଜ୍ଞା 🙏
    ଆପଣ ଯେଉଁ ପୁସ୍ତକ ପଢ଼ାଉଛନ୍ତି ସେହି ବହି ର ନାମ କ'ଣ?

  • @manasbarik5313
    @manasbarik5313 2 года назад +1

    dura re rahile bi ame sisya hoi jaichu

  • @sataydas9550
    @sataydas9550 2 года назад +1

    Da, sa champu Ssb exam pain darakar

  • @balabhadramohanty370
    @balabhadramohanty370 Год назад +1

    Sir SSB PGT Syllabus sabu chapter discuss karantu please

  • @gyanaranjantripathy270
    @gyanaranjantripathy270 2 года назад +1

    ଅତି ସୁନ୍ଦର ଆଲୋଚନା ସାର୍

  • @pragyankumar0759
    @pragyankumar0759 2 года назад +1

    Nice Sir

  • @maminadash7761
    @maminadash7761 2 года назад +1

    Thank you sir🙏🙏🙏