Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅତି ସୁନ୍ଦର ଭାବରେ ପରିବେଷଣ କରିବା ସହ ଚମତ୍କାର ଓଡ଼ିଶୀ ଗୀତି କବିତା ରଚନା କରିଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଣାମ🙏🙏💐♥️
ସମ୍ମାନନୀୟ ସାର୍ ଆପଣଙ୍କ ବୃତ୍ତିଗତ ଓ ପାରିବାରିକ,ସାମାଜିକ ଜୀବନର ବ୍ଯସ୍ତତା ମଧ୍ଯରୁ ସମୟ ବାହାରକରି ସୋସିଆଲ୍ ମିଡ଼ିଆରେ ଏତେ ସୁନ୍ଦର ଭାବେ ମଧ୍ଯଯୁଗୀୟ ବିଶିଷ୍ଟ କବି ମାନଙ୍କ କାଳଜୟୀ କାବ୍ଯ ଆଲୋଚନା କରୁଛନ୍ତି ଏଥିରୁ ଆପଣଙ୍କଦକ୍ଷ ସାହିତ୍ଯାନୁରାଗ ପ୍ରତିଫଳିତ ହେଉଛି। ଆପଣ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରିବା ଠାରୁ ଏଥିରେ ଅଧିକ ଦାୟିତ୍ବବାନର ସହ ଅତ୍ଯନ୍ତ ବୋଧଗମ୍ଯ ହେଲାପରି ସରଳ ଭାଷାରେ ବୁଝାଉଛନ୍ତି।
ଆପଣଙ୍କ ରଚନା କବିତା ମଧ୍ୟ ଅତି ଚମତ୍କାର sir🙏🏽🙏🏽sir
ଧନ୍ୟବାଦ
ସାର୍ ପ୍ରଣାମ । ଆପଣଙ୍କ ଉପସ୍ଥାପନା ରସପୂର୍ଣ୍ଣ ହୋଇ ପଡିଛି ।
ସାର୍ ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସୁନ୍ଦର ଅଟେ ।
ସାର୍ ଆପଣଙ୍କ ଉପସ୍ଥାପନା ଅତି ଚମତ୍କାର 👌👌👌
🙏🙏🙏🙏
🙏🙏ରାଧେ ରାଧେ 🙏🙏
ସାର୍ ଆପଣଙ୍କ ଉପସ୍ଥାପନା ଅତି ଚମତ୍କାର
Bahut sundar prastuti.
Bahut bahat sundar
Thank you
ଅଶେଷ ଧନ୍ୟବାଦ ଆଜ୍ଞା ଆପଣଙ୍କୁ
ସାର୍ ଆପଣ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି
ସାର୍ ପ୍ରଣାମ। ପ୍ରାଧ୍ୟାପକ ବୋଧହୁଏ ଠିକ୍ ହେବ।
Sir apana ati sarala sulalita bhabare bujhouchhanti apana nku aneka aneka dhanyabad mo bhumistha pranam grahan karibe sir 🙏🏿
Thank you.
Dhanyabad mo matira sahitikara nku mo bhasa ku ,, Madhya namaskar
Sir apan bahut bholo bujhauchhantiThank you sir
Sir namaskar 🙏. Bohut sundar
ଵହୁତ୍ ସୁନ୍ଦର ଉପସ୍ଥାପନା ଶୈଳୀ
ସୁନ୍ଦର ବର୍ଣ୍ଣନା କରିଛନ୍ତି।ସାର
Sir koti brahmanda sundari aalochana karantu 🙏
ଅତୀବ ରମଣୀୟ l ଆପଣଙ୍କର ସ୍ୱର ସଂଯୋଜନା ସହ ପ୍ରାଞ୍ଜଳ ଅଭିବ୍ୟକ୍ତି ରସାଳ କରିଦେଉଛି ପ୍ରସଙ୍ଗ କୁ l ନମସ୍କାର
ଅତି ସୁନ୍ଦର
ସା୍ର 🙏ଅନନ୍ତ ପଟ୍ଟନାୟକଙ୍କ ଝରରେ ରୁଧିର କବିତା ଟିର ଉପସ୍ଥାପନା କରନ୍ତୁ 🙏🙏
ଜୟ ଜଗନ୍ନାଥ
ଅତି ସୁନ୍ଦର ଓ ଭାବମୟ ।
ସାର୍ ପ୍ରଣାମ🙏୬ଛାନ୍ଦ ଆଲୋଚନା କରନ୍ତୁ ସାର୍
Ok
Pranam sir 🙏
ପ୍ରଣାମ
Thanku sir 🙏🙏
🙏
Sir ur explain style is excellentPlz sir koti bramhanda sundari kabya Ra 6,11&25 chhand Ra explain vedio chhadantu
Thank u very much sir
🙏🙏
Nice sir ahuri b padhantu
ଚଉତିଶା କେତେ ପଦ ବିଶିଷ୍ଟ କବିତା ?
ଅତି ସୁନ୍ଦର ଉପସ୍ଥାପନା 🙏
Please mention which raga
🙏🙏🙏🙏🙏
ସାର କଙ୍କଣ ଭୁଜର ଆଭୂଷଣ, ତାହା ବଳl ବାଜୁ ବନ୍ଧ ନୁହେଁ, ଆପଣ ନିଜେ କହୁଛନ୍ତି କର ପଲ୍ଲଵ ର କନିଷ୍ଟ ଆଙ୍ଗୁଳି (ମୁଦ୍ରିକା ) କଙ୍କଣ ହୋଇଲା ଭୁଜକୁ,କିନ୍ତୁ ଆପଣ କହୁଛନ୍ତି କଙ୍କଣ ବଳl ଆଉ କେୟୁର ବାଜୁ ରେ ମାନେ କଙ୍କଣ ପାଇଁ ଉଦ୍ଧିଷ୍ଟ ସ୍ଥାନରେ କେୟୁର ପିନ୍ଧୁଛି, ସାର ଏହା ପରସ୍ପର ବିରୁଧ କଥା, ଟିକେ ପ୍ରାଞ୍ଜଳ ଭାବରେ ବୁଝାଇ ଦେବେକି
Sir SSB PGT syllabus pai class karantu please🙏🙏🙏
ଆଉ ଯଦି କିଛି ରସମୟ ଅଭିବ୍ୟକ୍ତି ରହିଛି ଛାଡ଼ନ୍ତୁ
ନିଶ୍ଚୟ
Sir ୩୩ ଛାନ୍ଦ please
ଅତି ସୁନ୍ଦର ଭାବରେ ପରିବେଷଣ କରିବା ସହ ଚମତ୍କାର ଓଡ଼ିଶୀ ଗୀତି କବିତା ରଚନା କରିଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଣାମ🙏🙏💐♥️
ସମ୍ମାନନୀୟ ସାର୍ ଆପଣଙ୍କ ବୃତ୍ତିଗତ ଓ ପାରିବାରିକ,ସାମାଜିକ ଜୀବନର ବ୍ଯସ୍ତତା ମଧ୍ଯରୁ ସମୟ ବାହାରକରି ସୋସିଆଲ୍ ମିଡ଼ିଆରେ ଏତେ ସୁନ୍ଦର ଭାବେ ମଧ୍ଯଯୁଗୀୟ ବିଶିଷ୍ଟ କବି ମାନଙ୍କ କାଳଜୟୀ କାବ୍ଯ ଆଲୋଚନା କରୁଛନ୍ତି ଏଥିରୁ ଆପଣଙ୍କଦକ୍ଷ ସାହିତ୍ଯାନୁରାଗ ପ୍ରତିଫଳିତ ହେଉଛି। ଆପଣ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରିବା ଠାରୁ ଏଥିରେ ଅଧିକ ଦାୟିତ୍ବବାନର ସହ ଅତ୍ଯନ୍ତ ବୋଧଗମ୍ଯ ହେଲାପରି ସରଳ ଭାଷାରେ ବୁଝାଉଛନ୍ତି।
ଆପଣଙ୍କ ରଚନା କବିତା ମଧ୍ୟ ଅତି ଚମତ୍କାର sir🙏🏽🙏🏽sir
ଧନ୍ୟବାଦ
ସାର୍ ପ୍ରଣାମ । ଆପଣଙ୍କ ଉପସ୍ଥାପନା ରସପୂର୍ଣ୍ଣ ହୋଇ ପଡିଛି ।
ଧନ୍ୟବାଦ
ସାର୍ ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସୁନ୍ଦର ଅଟେ ।
ଧନ୍ୟବାଦ
ସାର୍ ଆପଣଙ୍କ ଉପସ୍ଥାପନା ଅତି ଚମତ୍କାର 👌👌👌
ଧନ୍ୟବାଦ
🙏🙏🙏🙏
🙏🙏ରାଧେ ରାଧେ 🙏🙏
ସାର୍ ଆପଣଙ୍କ ଉପସ୍ଥାପନା ଅତି ଚମତ୍କାର
ଧନ୍ୟବାଦ
Bahut sundar prastuti.
Bahut bahat sundar
Thank you
ଅଶେଷ ଧନ୍ୟବାଦ ଆଜ୍ଞା ଆପଣଙ୍କୁ
ଧନ୍ୟବାଦ
ସାର୍ ଆପଣ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି
ଧନ୍ୟବାଦ
ସାର୍ ପ୍ରଣାମ। ପ୍ରାଧ୍ୟାପକ ବୋଧହୁଏ ଠିକ୍ ହେବ।
ଧନ୍ୟବାଦ
Sir apana ati sarala sulalita bhabare bujhouchhanti apana nku aneka aneka dhanyabad mo bhumistha pranam grahan karibe sir 🙏🏿
Thank you.
Dhanyabad mo matira sahitikara nku mo bhasa ku ,, Madhya namaskar
ଧନ୍ୟବାଦ
Sir apan bahut bholo bujhauchhanti
Thank you sir
Thank you
Sir namaskar 🙏. Bohut sundar
Thank you.
ଵହୁତ୍ ସୁନ୍ଦର ଉପସ୍ଥାପନା ଶୈଳୀ
ଧନ୍ୟବାଦ
ସୁନ୍ଦର ବର୍ଣ୍ଣନା କରିଛନ୍ତି।ସାର
ଧନ୍ୟବାଦ
Sir koti brahmanda sundari aalochana karantu 🙏
ଅତୀବ ରମଣୀୟ l ଆପଣଙ୍କର ସ୍ୱର ସଂଯୋଜନା ସହ ପ୍ରାଞ୍ଜଳ ଅଭିବ୍ୟକ୍ତି ରସାଳ କରିଦେଉଛି ପ୍ରସଙ୍ଗ କୁ l ନମସ୍କାର
ଧନ୍ୟବାଦ
ଅତି ସୁନ୍ଦର
ସା୍ର 🙏ଅନନ୍ତ ପଟ୍ଟନାୟକଙ୍କ ଝରରେ ରୁଧିର କବିତା ଟିର ଉପସ୍ଥାପନା କରନ୍ତୁ 🙏🙏
ଜୟ ଜଗନ୍ନାଥ
ଅତି ସୁନ୍ଦର ଓ ଭାବମୟ ।
ଧନ୍ୟବାଦ
ସାର୍ ପ୍ରଣାମ🙏
୬ଛାନ୍ଦ ଆଲୋଚନା କରନ୍ତୁ ସାର୍
Ok
Pranam sir 🙏
ପ୍ରଣାମ
Thanku sir 🙏🙏
Thank you
🙏
Sir ur explain style is excellent
Plz sir koti bramhanda sundari kabya Ra 6,11&25 chhand Ra explain vedio chhadantu