Very nice presentation and nicely discussed. We praise and appropriate your views and presentation of true material facts before the public through your media channel
Jie jete social media re noise create kari parila, taa ku sete sympathy milila. Political party mane kebala noise ku react karanti. It is our duty to create noise when the victims are poor and weak.
Very well explained ❤❤❤❤
ଗରିବ ମାନେ କେବଳ ଇଲେକ୍ସନ ସମୟରେ ମନେ ପଡନ୍ତି...
ଗରିବ ଙ୍କୁ ପଚାରେ କିଏ ଯେତେବେଳେ ଇଲେକ୍ସନ ଆସେ ଏମାନେ ମନେ ପଡନ୍ତି 😡😡😡😡
Thiki katha sir
You are very right.
ଆପଣ ହେଉଛନ୍ତି, ଗରିବଙ୍କ, ଦଳିତଙ୍କ, ଅସହାୟଙ୍କ, ଓଡ଼ିଶାର ସ୍ଵର , ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା ଆପଣଙ୍କୁ ଆଶିର୍ବାଦ କରନ୍ତୁ। ସମତା ର ଦୀର୍ଘ ଯାତ୍ରା ପାଇଁ ପ୍ରାର୍ଥନା, ଆପଣଙ୍କ ସ୍ଵର ଆହୁରି ଶାଣିତ ଓ ଶକ୍ତିଶାଳୀ ହେଉ।,
ଓଡ଼ିଶାରେ ବିଜେଡିର ସରକାର ଥିଲେ ଆଂଦୋଳନ ହେଇଥାନ୍ତା ।ଓଡ଼ିଶାରେ ଡବଲ ଇଂଜିନ ଚାଲୁଛି ।
ଏବେ କର ଆନ୍ଦୋଳନ ଭାଇ,
କୁଆଡେ ମରିଗଲା ତୁମ ଭଲ ପାଇବା।
ନା, ତୁମେ ହେଉଛ ପୁଲିସ, ତୁମେ ହେଉଛ ଶିକ୍ଷିତ ନାଗରିକ କାହା ପାଇଁ....
ସତ କଥା କହିଲେ କେଦାର ବାବୁ ଯେତେବେଳେ ସମ୍ଭ୍ରାନ୍ତ ଶ୍ରେଣୀର କୈାଣସି ନାରୀ ନିର୍ଯ୍ୟାତନା ଘଟୁଛି ସେତେବେଳେ ଜୋରଦାର ବିରୋଧ ହେଉଛି କିନ୍ତୁ ଗରିବ ନାବାଳକ ଝିଅ ଗଣ ଧର୍ଷଣ ହେଲା କିନ୍ତୁ ନା ପୋଲିସ କିଛି କଲା ନାଁ କୈାଣସି ଜନ ସମାଜ ବିଦ୍ରୋହ କରୁଛନ୍ତି ପ୍ରତିଦିନ ଶହ ଶହ ଘଟଣା ଘଟୁଛି କିନ୍ତୁ ସରକାର ଓ ଜନତା ଚୁପ
ସାର୍ ନମସ୍କାର 🙏 ଗରିବ ହେବା କଣ ପାପ କି ?
Thanks
ସ୍ମାର୍ଟ୍ ସିଟି ରେ ସ୍ମାର୍ଟ ଚର୍ଚ୍ଚା କିଛି ନାହିଁ l ଭଗବାନ ହିଁ ଭରଷା l
ସରକାର ଶୋଇଚି
Right sir 🙏❤️💐
If you have money justice will be at your door step, Thanks,
❤right❤
ଅପାରକ ସରକାର ଦେଶକୁ ଖାଇ ଗଲା ପରେ ଏବେ ଓଡ଼ିଶା ଉପରେ
Right speech sir
ମଣିଷ ପଶୁ ପାଲଟି ଗଲେଣି
sir this is quite unfortunate to not raising any voice against the gang rape committed with two minor girls 😢
Sir କେହି ନ କହିଲେ ନାହିଁ କିନ୍ତୁ ସେଠିକାର ଜନପ୍ରତିନିଧି ତ ଏ ବିଷୟକୁ ନେଇ କିଛି କହିବା କଥା ନା l ଆଉ ଆମ tv media ବାଲା ମାନେ ତ ଯୋଉଠିି ବିବାଦର ସୂତ୍ର ପାତ ହବ ସେମାନେ ସେଇଠି l ବିବାଦର ସୂତ୍ର ଧର ହିଁ ସେମାନେ ଆଉ ବିବାଦ ଅଧିକ ବଢାନ୍ତି କିନ୍ତୁ ପୂର୍ବ ଘଟଣାର ନିଆଁ ଟା ଲଗେଇ ଦେଇ ଟିକେ ହାଲ୍କା କିରି ବିରତି ନେଇକି ସୋଇଛନ୍ତି ଅପେକ୍ଷା କରିଛନ୍ତି ନିଆଁ ଟା କେତଲ ହୁତ୍ ହୂତ୍ ହେଇ ଜଳିବ ଆମେ ଟିକେ ଘିଅ ଢ଼ାଳିବୁ l
Very nice presentation and nicely discussed. We praise and appropriate your views and presentation of true material facts before the public through your media channel
Gariba nku kebala vota maganti
Jie jete social media re noise create kari parila, taa ku sete sympathy milila. Political party mane kebala noise ku react karanti. It is our duty to create noise when the victims are poor and weak.
Se para sir garib jhiea. Garibara Saha bhagaban.
Well presented facts 😢😢😢😢😢🙏🙏🙏
Good Morning Sir 🙏
Our bibeka is noot for poor only for rich, Nothing more to say, Thanks,
Bada chinta janak bishay
Saman nyay miliba uchit
K.pattanaik.rightsir.🎉😢😮
People can't react to every incident, unless until police or justice system do their job properly
KEDAR sir many promoted ADARSHA THANA activity like BHARTAPUR ADARSHA THANA
It is good you stopped premiering this video which has many disadvantages...
Sambalpur case re bi kichi helani.
Bjp sarkar hatao desh bachao
Pl discuss about Archana Nag and her associates 😢😢😢
Right garib loko ra kia nai a duniyare
Sabu bjp Alia..Alia hatao desh bachao abhiyaan Kariba katha..pratham Modi then dharma then auasabu mane..mohan mahuli kana Kariba rubber stamp se
Apana news kahuchanti na rachana lekhuchanti.
Sir, Belajya, Alajya, behiya tautoria , unvigya, Galua, michhua, tautoria BJP party samparkare BJP promoted media channel pura chup. Sambadikanka mukhare pala binda marichhi 3:32