manoranjan mishra tame kahuchha rahuketuku kehi manunahanti puni chandra grhana re chunha achunha kanpain e kebala bepara.tame bi sethire achha.kanpain manibe manojji.tamara eta budhi na kan are hetubadi great.
WE WILL FOLLOW MEDICAL SCIENCE & INDIAN CONSTITUTION . WE WILL TAKE FOOD. AS PER VEDA FOOD (ANNA) IS BRAHMA. WE CAN NOT DISCARD BRAHMA FOR 9OR 12 HOURS FROM OUR BODY.
Manoranjan sir nku sata hajam hauni bodhe 😄. Ratha sir is telling truth and giving perfect reply. Ratha sir is a real Rock star Educated and very talented person , he is one man Army. se ama samastanku Andhaviswas ru durei karibaki chesta karuchhanti. Ratha sir nka katha suni opposition nka gaandi fati jauchhi.. We stand with Ratha sir...
@@Mansinag19 tame gudaka odisha pain kalank........ Science kahuchi.... Kii nija maa uuu bhauni saha sampark rakhi baku...... Tu toh bhai ku baha habu ??? Alajya 😡😏
It is directed by the doctor to maintain Fasting sometimes for the shake of good health,but it is not directed by the doctor to maintain fasting in eclipse.
@panigrahi : if science is still behind the sastra why are you still following science now. Why are you using the social media, why are you using the mobile, laptop and other equipments which is based on science. It's better you spread your sastra among people walking on your foot not by social media. Never use scientific instruments or anything based on scientific thoughts. Never go medical when you fall sick. Follow your sastra for its cure rather than using any medicine. Never do any X-ray if you have any injury relating the bone of your body parts. Follow your sastra leaving behind science.
ମନୋରଞ୍ଜନ ବାବୁ ତମେ କଣ ଠିକା ନେଇଚ ମିଡ଼ିଆ କୁ, ତୁମେ ଯୁକ୍ତି ଯୁକ୍ତ କଥା କୁହ, ଫାଲଟୁ ଭଳିଆ କଥା ବାର୍ତା କରୁଛ.
ମନୋରଞ୍ଜନ ବାବୁ ତୁମେ କଣ ଭାବୁଛ କି, ତୁମେ ଖାଲି ପ୍ରଶ୍ନ ପଚାରିବ..., ତୁମେ ବୋଧେ ପାଠ ପଢିନ ନା କଣ, ଅଯଥା କଥା କହୁଛ, ତୁମେ ଯେଉଁ ଯୁକ୍ତି କରୁଛ ଆମ ମାନଂକୁ ଭଲ ଲାଗୁନି, ଜଣେ ମିଡ଼ିଆ ହୋଇ ଏଭଳି କଥା କହିବା ବିଲକୁଲ ଠିକ ନୁହଁ, ଏଥିରୁ ଜଣା ପଡୁଛି ତୁମେ ଜଣେ ଶସ୍ତା ମିଡ଼ିଆ ଵାଲା.....
ମନୋରଞ୍ଜନ ମିଶ୍ରଙ୍କ ଦମ୍ ନାହିଁ ପ୍ରଦୀପ ରଥ ଆଜ୍ଞାଙ୍କ ଯୁକ୍ତିକୁ କାଟି ପାରିବେ । ରଥ ବାବୁ କୌଣସି ମିଡ଼ିଆ ନୁହଁନ୍ତି ଆଜି ଯଦି ସମସ୍ତ ଓଡ଼ିଆ ମିଡ଼ିଆ ବିଜ୍ଞାନକୁ ନେଇ ଯୁକ୍ତି କରି ଥାଆନ୍ତା, ସାରା ଓଡ଼ିଶା ଲୋକେ ବିଜ୍ଞାନକୁ ବିଶ୍ୱାସ କରିଥାନ୍ତେ । ବିଜ୍ଞାନ ବିଶ୍ବାସୀ ହୁଅନ୍ତେ ।
Now u see the dam of manoranjan babu.
@@udayasankarram4674ମହା ଗାଲୁଆ
ପ୍ରତାପ୍ ସାର୍ ଆପଣ Great.
Great. Rathababu
Only brahmins oppose hetubadi
Right you are
Ha ha...thik katha
ମନୋରଞ୍ଜନ ବାବୁ ମୂର୍ଖାମୀର ଗୋଟିଏ ସୀମା ଅଛି।ଆପଣ ତାହା ଟପିଗଲେଣୀ।
I like u man..Mr Ratha sir😍😍😍
Mahakal fruit ratha babu
manoranjan mishra tame kahuchha rahuketuku kehi manunahanti puni chandra grhana re chunha achunha kanpain e kebala bepara.tame bi sethire achha.kanpain manibe manojji.tamara eta budhi na kan are hetubadi great.
manoj mishra tamara ete khina nina budhi mu bhabuthili tame jane gyani mo bhabiba bhul.
@@bijayalaxminayak891 Hannnnnn
Renubala ,Bijayalaxmi, patap ratha pari tame sabu gote gote bada pagala
ଯାହା ଇଚ୍ଛା ହେଲା ତ ସେ ଖାଇଲା। ତୁମେ କାହିଁକି ତାଙ୍କୁ ବାଧ୍ୟ କରୁଚ ନଖାଇବା ପାଇଁ ସେଦିନ। ସେମାନେ କଣ ତୁମକୁ ବାଧ୍ୟ କରୁଛନ୍ତି ଖାଇବା ପାଇଁ । ତୁମର କାଇଁ ଏତେ ବିନ୍ଧୁଛି। ସ୍ୱାଧୀନ ଭାବେ ବଞ୍ଚିବା ପାଇଁ ସମସ୍ତଙ୍କର ଅଧିକାର ଅଛି ।
Jau mane khaile semane pura healthy achanti tankara kichi b loss heini then emane khnki pala karuchanti
Pala na pela
@@aswinikumar4689 behave yourself
@@aswinikumar4689 apana nka language ru jana paduchi apana nka personality
@@namitamajhi1777 ଯେଉଁମାନେ ଠିକ୍ ଭୁଲ ବିଚାର କରି ନପରାନ୍ତି ସେମାନେ ହିଁ ଏଇଭଳି ଅଭଦ୍ର ଭଳି ବ୍ୟବହାର କରନ୍ତି। ସେମାନଙ୍କ ସହିତ ଯୁକ୍ତି ନକରିବା ହିଁ ସବୁଠୁ ଭଲ ।
ମନୋରଞ୍ଜନ ମିଶ୍ର ସାମ୍ବାଦିକ ତା ଛାଡି ଦେବା ଭଲ ହବ 👍🏻
Se Mishra gote journalist seat re basi jane journalist bhabe question karuni, but se partilism kari abantara au amulaka katha kahuchi
Upabasa (fasting) mean as per Veda to sit near GOD. FOOD (Anna)IS BRAHAMA. How can we discard BRAHAMA for 9 or 12hrs?
OVER EATING IS BAD . BUT FASTING IS NOT GOOD . ONE CAN TAKE LIGHT FOOD TWICE ONLY. MEDICAL SCIENCE NEVER ADVOCATE TOTAL FASTING.
Right
ମନରଞ୍ଜନ ବାବୁ ଆପଣ ବ୍ରାହ୍ମଣ ବୋଲି ବ୍ରାହ୍ମଣ ବାଦ କୁ ସପୋର୍ଟ କରୁଛନ୍ତି
Right
ପୁରାସତ କଥା କହିଲ ହ
Ryttttttt
100% right
Right
ଅଜ୍ଞାନତା ଓ ଅନ୍ଧବିଶ୍ୱାସ ଦୂର କରାଯାଉ ଓ ଧର୍ମ କୁବି ରକ୍ଷା କରାଯାଉ ଜୟ ଓଡ଼ିଆ
ଭଗବାନ ଶ୍ରୀକୃଷ୍ଣ ସାକ୍ଷାତ ପରଂବ୍ରହ୍ମ ପୁରୁଷୋତ୍ତମ ସେ ହିଁ ସତ୍ୟ ସ୍ବରୂପ । ଏହା ବେଦ ଉପନିଷଦ ମହାଭାରତ ଏବଂ ଭାଗବତ ମହାପୁରାଣ ସବୁ ସନାତନ ଧର୍ମ ଶାସ୍ତ୍ରରେ ବର୍ଣିତ ହୋଇଛି । ଏଣୁ ଭଗବାନ ଙ୍କୁ ବିଶ୍ୱାସ ନ କରିବା ହେଉଛି ପ୍ରକୃତ ଅନ୍ଧବିଶ୍ୱାସ।
@@priyacharandas653 😂😂😂😂😂
Ratha sir ur great
Ratha sir 100 right
Ratha sir to maa ghaita bodhe... Madharii
To maa ku gheene
Monoranjan ପାଗଳ ଟା ଟିକେ ପୁର୍ବରୁ ନିଜେ କହିବା କଥା ଟା ମାନୁନି
100%right Hutubadi
Yes..thanks
Rath sir is great
ଜୟ ହେତୁବାଦୀ, ଜୟ ବିଜ୍ଞାନ।। ଆମେ ଖାଇବୁ
👍 Jai Ratha sir, jai Bigyaan, Jai Hetubadi
ସତକୁ ବାହାରକୁ ଆଣିବାକୁ ସବୁବେଳେ ଟିକେ ସଂଘର୍ଷ କରିବାକୁ ପଡେ। ବିଜ୍ଞାନର ବହୁଳ ବ୍ୟବହାର କରି ଧର୍ମ ନାରେ ଖାଲି ମିଛ ଦେଙ୍ଗୁରା ପିଟା ଚାଲିଛି।
Ratha sir 👍👍👍👍👍👍👍👍👍👍👍
Bala sir na...... Sabu mariba re ruha..... Tama time asuchi
Pratap Rath Budha ku MADA DARKAR 💪🤕🤕🤕🤕🤕🤕🥵
@@jitendramohanty3201 nihati darkar auu..... Future re bahut mada achii ta bhagya re khaiba
pratap sir is right
Rong
Ratha sir great
Ratha sir is right
ମନୋରଞ୍ଜନ ଭାଇ ପ୍ରସଙ୍ଗ କୁ ବୋଧହୁଏ ପୂର୍ବନିର୍ଦ୍ଧାରିତ ମନାସିକାତାରୁ ଆପଣ ଦିଗହରା କରୁଛନ୍ତି !
Se moranjon New kichi kohiparunanti
Tate maruthila
Tate kn writing asuni
Great person ratha sir....brave person to present truth before people
Mu janichhi apana jane baudha
Haire murali murkha
Badhua
Apana nka nija ghare baha ghara kari ba ku science mana kari chhi ki
ratha sir absolutely right. eta gote banijya matra
ମନୋରଞ୍ଜନ ବାବୁ ଆପଣଙ୍କ ଠିକ୍ ରାସ୍ତା ରେ କଥା ହୁଅନ୍ତୁ
Right ratha sir
ଆମେ ଖାଇବୁ।ଜୟ ହେତୁ ବାଦୀ।
Aji amara chiken biriyani karuchu. Agarubi khauthilu abe bi khaibu sethire kichi asubidha nai .Jay hetu badi .
Han
You are right Pratap sir
Manoranjon babu is the great
ଅନ୍ୟ ଧର୍ମ ବିଷୟରେ ରଥ ବୁଢା କହିକି ଦେଖାଉ....ସନାତନ ବିରୋଧୀ ହେତୁବାଦୀ
ସନାତନ ଧାର୍ମି ଆମିଷ ଖାଇବା ଉଚିତ୍ କି ???
@@LEGENDCRICKET123-45C bala khaunu.... Tate kia mana kala.... Taku kaha..... Muslim auu Christian nka upare bhi kahiba.... Ta gandi re pani achii tah
ଅନ୍ୟ ଧର୍ମରେ ଅନ୍ଦ ବିଶ୍ୱାସ ନାହିଁ ସେଥିପାଇଁ କହନ୍ତି ନାହିଁ
@@godislove4229 naa pa..... Tu kau dharm kahilu aga
ହିନ୍ଦୁ ଦର୍ଶନ ରେ ନାସ୍ତିକତା ଓ ହେତୁଵାଦ ନିମନ୍ତେ ଏକ ସମ୍ମାନଜନକ ସ୍ଥାନ ଥିବା ସତ୍ତ୍ୱେ ଆଧୁନିକ ଯୁଗ ର ଅନେକ ଅଜ୍ଞାନୀ ହିନ୍ଦୁ ମାନେ ନାସ୍ତିକ ଓ ହେତୁଵାଦି ଙ୍କ ପ୍ରତି ବହୁତ ବିଦ୍ବେଷ ରଖନ୍ତି , ସେମାନଙ୍କୁ ହିନ୍ଦୁ ବିରୋଧୀ ବୋଲି ଭାବନ୍ତି |
Pratap sir 100% right....👍👍👍
WE WILL FOLLOW MEDICAL SCIENCE & INDIAN CONSTITUTION . WE WILL TAKE FOOD. AS PER VEDA FOOD (ANNA) IS BRAHMA. WE CAN NOT DISCARD BRAHMA FOR 9OR 12 HOURS FROM OUR BODY.
I agree with Rath sir
ମନୋରଞ୍ଜନ ସାର କହିଲେ, ସପ୍ତାହରେ ଗୋଟେ ଦିନ ଉପବାସ ରହିବାକୁ ଠିକ ଅଛି, କିନ୍ତୁ ଚନ୍ଦ୍ର ଗ୍ରହଣ ଦିନ କାହିଁକି ଉପାବସ ରହିବେ, ଅନ୍ୟ କୌଣସି ଦିନ ବି ରହିପାରିବେ ଚନ୍ଦ୍ର ଗ୍ରହଣ ଦିନ କାହିଁକି ଲ
Rath sir is tellilg absolutely 100 % true. He is a right person .you are great sir .
ସାମ୍ବାଦିକ ହେବା ର କୌଣସି ଯୋଗ୍ୟତା ନାହି 😡😡
🤣
Kainki.
Right
Right
Right
Hetubada love live
Those who are working physically, they need food everyday.
Ratha sir i love you
ପ୍ରଥମ ଥର ପାଇଁ ମନୋରଞ୍ଜନ ମିଶ୍ର ବାଚାଳ ହୋଇଗଲେ ।
Always hetubadi support
ମନୋରଞ୍ଜନ ବାବୁ ନିଜକୁ ବେଶି ସ୍ମାର୍ଟ ଭାବୁଛନ୍ତି, ପୁରା କଥା ଶୁଣି କୁହ।
ମନୋରଞ୍ଜନ ବାବୁ ଆପଣ ଜଣେ ଭଲ ନ୍ୟୁଜ୍ ଆଙ୍କର୍, କିନ୍ତୁ ଆପଣଙ୍କର ଏପରି ଅବାନ୍ତର ଯୁକ୍ତି ଶୋଭା ପାଉନି
Hetubadi is Right
To bopa ku mausa
Tu kha, sie jadi thik
Tu pagal tu khaaa bujhilu
To bola bode
I am ex Hindu atheist
Rath sir...great
Rathasir. Correct
I like ratha sir ...I 👍👍👍👍👍
Ratha sir kn to maa ghaita ? Madharchod
ଗତ ପନ୍ଦର ଦିନ ହେବ , ସେଇ ଗୋଟିଏ କଥା ତର୍ଜମା ହେଉଛି । କିନ୍ତୁ ଆଜି ଯାଏଁ ତାର ସିଦ୍ଧାନ୍ତ ଟି ଜଣାପଡ଼ିଲା ନାହିଁ । ଓଡ଼ିଶାର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକୁ ବି ଅନ୍ୟ କିଛି ଶିକ୍ଷଣୀୟ ବିଷୟ କୁ ତର୍କ କରିବାକୁ ମିଳୁନି ।
ଏହି ପ୍ରକାର ନ୍ୟୁଜ୍ ବାରମ୍ବାର କାହିଁକି ଦେଉଛି କିଛି ଜଣା ପଡୁନି .....
ଅଲଗା ଦିନ ଉପବାସ ରହିବା ପାଇଁ କହୁନ ସୂର୍ଯ୍ୟ ପରାଗ ଆଉ ଚନ୍ଦ୍ର ଗ୍ରହଣ ଦିନ କାହିଁକି ଲୁକ କୁ ଧର୍ମ ନାରେ ଭୁଲ ବାଟ ଦେଖାଉଜ ଅନ୍ଧବିଶ୍ୱାସ କୁ ତୁମେ ଆଗେଇ ନେବାକୁ ଚାହୁଁଚ
Right
100%%%%ryt
India ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି ତମେ ହେତୁବଦୀ ମନେ ଆମ ଧର୍ମ ଉପରେ ଆଙ୍ଗୁଠି ଉଠେଇ ପରୁଛ
ଯଦି Muslim ଦେଶ ଦୁବାଇ ରେ ଯଦି ଏପରି କରି ଥନ୍ତ୍
ତାହାହେଲେ ତମ ମୁଣ୍ଡ ଗଣ୍ଡି ଠୁ ଅଲଗା ହୋଇ ସାରନ୍ତାଣି..
Bc ta kire samaste janichanti khaie kichi habani but hindu dharmara gote parampara but ghare khaiba not public
Muslim mane roja rakhuchanti one month semane kan andha bisyasa re achanti tanka dharma god mane jaha achi tanku jaiki hetubadi mane kahipariba
ଏଠି ମନୋରଞ୍ଜନ ସାର୍ ଭୁଲ କହୁଛନ୍ତି। ପ୍ରତାପ ସାର୍ ଠିକ୍ କହୁଛନ୍ତି। ପ୍ରତାପ ସାର୍ ଙ୍କ କଥା ପ୍ରଥମେ ଶୁଣନ୍ତୁ। ଖାଲି ପରମ୍ପରା ଅନୁଯାୟୀ ରହିଲେ ମୋତେ ଲାଗୁଛି 40% ଲୋକ ରୋଗୀ ସଂଖ୍ୟା ଅଧିକ। ଯଦି ରୋଗୀ ପାଇଁ ଏହି ପରମ୍ପରା ନାହିଁ ତେବେ ଅନ୍ୟ ଲୋକ ଭୋକରେ ରହିବେ କ'ଣ ପାଇଁ।
Manaranjan bro apana kana scince ku beelive karunahanti ki
ମନୋରଞ୍ଜନ ବାବୁ ଙ୍କୁ ମୋର salut💁💁💁
You are not journalists, I support Ratha sir
I support him
ମନୋରଞ୍ଜନ ବାବୁ କେବଳ ନିଜ କଥାକୁ ଅନ୍ୟ ଉପରେ ଲଦିଦେବା ପାଇଁ ଦୃଢ଼ ପରିକର ହୋଇ ଆସିଥିବା ପରି ଲାଗୁଛି।
Pratap ratha rocksss
ହଁ
Upabas rahile bahuta khyti heuchi Peta garam heuchi
Kauthi lekha heichi seita ??? Tah mana ku kahuchu ??
Au to pato gorom haiki to bijo bahari jauchi 🤭🤭🤭
pratap sir🙏
Ratha sir u r right
Ratha sir; Hetubadi absolutely right. You are great.
Manoranjan sir..apana katha apate sepeta kahuchanti...hetubati gote katha apana alaga katha pachauri chhanti
Pura pagala heigalani se report
Right
ଉପାସ ରହିବା ଭଲ କିନ୍ତୁ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ କାହିଁକି
Right man
Manoranjan sir right katha kahichanti 🔥🙏🏼
ତର୍କ ବିତର୍କ କରିସାରି ଯାହା ସବୁ କରିବା ନ କରିବା କଥା ତା'ର ସାରାଂଶ ବାହାର କରି ଆମକୁ ଜଣାନ୍ତୁ । ଆମକୁ ଆଉ ହଟହଟା ନ କରିବା ଭଲ । ଖାଇବା ନ ଖାଇବାକୁ ନେଇ ଆମ ଘରେ କଳି କଜିଆ । କିଏ ହାଣ୍ଡି ବାଡ଼େଇ ଚେପଟା କଲାଣି ତ କିଏ ବଡ଼ ଓଷା ମଣ୍ଡା ଯାହା ଗରମ କରି ରଖା ଯାଇଥିଲା ତାକୁ ଖତ ଗଦାକୁ ଫୋପାଡି ଦେଲାଣି । ଏଗୁରା ସବୁ ଆଡ଼ୁ ସ୍ୟାଡୁ କହି କହି ଖୋଇ ପେଇ ଦଉ ନାହାଁନ୍ତି !
😂😂😂😂true
😄😄😄😄
I have cooked chicken biryani and will take in today. I support Ratha Sir
ଗୋଟିଏ ଦିନ ଉପବାସ ରହିଲେ ଶରୀର ସୁସ୍ଥ ରହେ, ଏକଥା ଗାନ୍ଧିଜୀ କହିଥିଲେ। ଏହାର ସଠିକ୍ ସତ୍ୟତା ଗାନ୍ଧିଜୀଙ୍କର ମତ ନା science ବା ଡ଼ାକ୍ତରମାନଙ୍କ ମତ। ମୋ ମତରେ ଡାକ୍ତରଙ୍କ ମତ ଠିକ୍। କାରଣ ଶରୀରକୁ science ହିଁ reserch କରିଛି । ତେଣୁ ଉପବାସ ରହିଲେ ଶରୀର ପାଇଁ କ୍ଷତିକାରକ ନିଶ୍ଚୟ। ଜୟ ଜଗନ୍ନାଥ।
Hetubadi ratha sir love u
Monaranjan sir apan pura fuse
For first time manoranjan has to face a difficult situation in debate.
Ancer ମହୁଲି ମଦ ପିଇଛି ବୋଧେ ସେଥି ପାଇଁ ଗୋଟେ କଥା କୁ ବାରମ୍ବାର ପଚାରି ଚାଲି ଛ ନ୍ତି
Ratha Sir you are absolutely a great Rock Star really hero
ହେତୁବାଦୀ already ସୂର୍ଯ୍ୟ ପରାଗ ରେ ଖାଇକି ପ୍ରମାଣ କରି ସାରିଛନ୍ତି . ଆଉ ପୁଣି କି ଆଲୋଚନା. 😄
ଭାଇ ମାନେ କିଛି ଘଣ୍ଟାର ତ କଥା ସେତିକି ମଧ୍ୟ ଆମ ଦ୍ଵାରା ହୋଇ ପାରିବ ନାହିଁ?????
ମନୋରଞ୍ଜନ ବାବୁ 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
Hetubadi is right 🙏🏻
ହେତୁବାଦୀ ମାନେ ପରମ୍ପରା ବିରୋଧି ତାଙ୍କ ମନକୁ ଯାହା ଆସୁଛି ତାହା କହୁଛନ୍ତି
ଏହି ଲୀଳା ଟି ମୁଁ ଗୋ ମାତା ଙ୍କ ପାଦ ତଳେ ସମର୍ପଣ କରୁଛି।
ଈଶ୍ବର ବିଶ୍ୱାସ ରହୁ କିନ୍ତୁ ଅନ୍ଧ ବିଶ୍ୱାସ ନ ରହୁ।
Eswar biswas vi aka amulaka biswas
ଭଗବାନ ଙ୍କୁ ବିଶ୍ୱାସ ନ କରିବା ହେଉଛି ପ୍ରକୃତ ଅନ୍ଧବିଶ୍ୱାସ । ପୁରାଣ ଶାସ୍ତ୍ରରେ ବର୍ଣିତ ହୋଇଛି ଭଗବାନ ଶ୍ରୀକୃଷ୍ଣ ସାକ୍ଷାତ ଧର୍ମ ସ୍ଵରୁପ ସତ୍ୟ ସ୍ବରୂପ । ଏଣୁ ଭଗବାନ ଙ୍କ ଯେତେ ଅବତାର ସଵୁ ନିତ୍ୟ
@@priyacharandas653 ha ha ha... bhagwan kiye ??
U r correct ratha sir..
Ratha ra pachapota chato jaiki
@@bikashchinera4142 tor kana fatla tui chantibu ja. Murkha🤫
Wright sir👍
Manoranjan sir nku sata hajam hauni bodhe 😄. Ratha sir is telling truth and giving perfect reply. Ratha sir is a real Rock star Educated and very talented person , he is one man Army. se ama samastanku Andhaviswas ru durei karibaki chesta karuchhanti. Ratha sir nka katha suni opposition nka gaandi fati jauchhi.. We stand with Ratha sir...
Tm bapa nku tm mausa dakiba n hele mamu
Toh gandi achii na ??? Sasura pua tu kia beh ??? Tu ama dharm bisaya re kahi baku....... Chup heiki ghare base...... Besi ch*di hana na
@@Mansinag19 tame gudaka odisha pain kalank........ Science kahuchi.... Kii nija maa uuu bhauni saha sampark rakhi baku...... Tu toh bhai ku baha habu ??? Alajya 😡😏
@@sanidhyaart-shorts1127 wow bhai sata Katha kahicha manasi ta nija bhai ku Baha heba
Ratha sir good debate, I am appreciated with u
ମୁଁ ନିର୍ଜଳ ରହିଛି । କିନ୍ତୁ ଅନ୍ୟ କିଏ ନପାଳିଲା ତାଙ୍କ ସାଙ୍ଗରେ କୌଣସି ଝଗଡ଼ା କରିବାର ନାହିଁ ।
Right
Jay sri ram
ରଥବାବୁ ମାଡିଚାଲ
SC family re ବ୍ରାହ୍ମଣ ମାନେ ପୂଜା ଉଜା କଲେ କଣ କ୍ଷତି ହେବ,କଣ ପାଇଁ ଏ କୁସଂସ୍କାର ରହିଛି ,ମନୋରଞ୍ଜନ ବାବୁ କୁହନ୍ତୁ ତ
Mularu kebala Brahman kahinki puja karibe?
It is directed by the doctor to maintain Fasting sometimes for the shake of good health,but it is not directed by the doctor to maintain fasting in eclipse.
How much knowledge you have on science? Science is still way behind from sastra
@panigrahi : if science is still behind the sastra why are you still following science now. Why are you using the social media, why are you using the mobile, laptop and other equipments which is based on science. It's better you spread your sastra among people walking on your foot not by social media. Never use scientific instruments or anything based on scientific thoughts. Never go medical when you fall sick. Follow your sastra for its cure rather than using any medicine. Never do any X-ray if you have any injury relating the bone of your body parts. Follow your sastra leaving behind science.
U r a hetubadi?
ଭାଇ ଆଶ୍ୱିନ,ଧନ୍ୟବାଦ ତୁମକୁ ବୁଝିଗଲ ବୋଲି।😆
Prati din b non veg kahi khau nahi
Prarap sir right.....
ରଥ ବୁଢ଼ା ମଲା ବେଳ ପୋକ ସାଲୁଵାଲୁ ହେବ ଦେବେନ୍ଦ୍ର ସୁତାର ମଧ୍ୟ ଏ ଜଗତ ଦେଖଵ ଆଉ ଆମ ମିଡ଼ିଆରେ ସବୁ ଲୋକ ଦେଖିବେ
Tamr bee seaaa hab au mor be 😦
କାଳୀମରିବ
Tuke sabu dina Banchikiii rahiba
Tu amara hei ja
ମନୋବିଜ୍ଞାନୀମାନେ ନିଜକୁ ବୈଜ୍ଞାନିକ ବୋଲିଭାବିଲେଣି।
Ratha Babu iss right 👍👍👍 n I'm with you sir 🙏🙏🙏 don't worry kichhi hebani khaaile khaaichaala 🍗🍗🍗🍗🍗🍛🍛🍛🍛🍛🍛🥚🍗🍗🍗🍗🍗🍗🍗🍗🍗🍛🥚🥚🍗 don't worry 🍗🍗🍗🍗🍗🍗🍗🍗🍗🍗
ମନୋରଞ୍ଜନ ବାବୁ ଯାହା କହୁଛନ୍ତି ସେ ନିଜେ ବି ଜାଣିପାରୁନାହାନ୍ତି
ମନୋରଞ୍ଜନ ବାବୁ ହେତୁବାଦୀ ମାନେ ସୂର୍ଯ୍ୟ ପରାଗ ଦିନ ଚିକେନ ବିରିୟାନୀ ଖାଇଲେ ସେମାନଙ୍କର ବ୍ୟକ୍ତିଗତ ଅଧିକାର ଅଛି ସକାଳେ/ସନ୍ଧ୍ୟା ଖାଇବା ପାଇଁ ଆପଣ କିଏ ସେମାନଙ୍କୁ ନେଇ ପ୍ରତ୍ୟେକ ଦିନ ଶୁସିଆଲ ମିଡ଼ିଆରେ ବିବାଦ କରିବାକୁ, ଯଦି ତୁମ ମନକୁ ଆସୁଛି ସୂର୍ଯ୍ୟ ପରାଗ ଦିନ ଚିକେନ ବିରିୟାନୀ ଖାଇଲେ ଶରୀରକୁ କ୍ଷତି ପହଞ୍ଚାଇବ ତ ନିଜେ ଖାଇବା ପିଇବା ଛାଡି ଦିଅନ୍ତୁ ଅନ୍ୟକୁ କାହିଁ ବାଧ୍ୟ କରୁଛନ୍ତି ବିବାଦ କରିବା ଦ୍ୱାରା, ସେମାନେ ଖାଇଲେ ସେମାନଙ୍କ ଇଛା ଆପଣଙ୍କର କ'ଣ ଗଲା ନା ଆପଣଙ୍କ ଟଙ୍କାରେ ସେମାନେ ଖାଇଲେ, ମିଡ଼ିଆ ବାବୁ ଆସିଲେ ଏଠି ବିବାଦ ସୃଷ୍ଟି କରିବାକୁ। ଦେଶର ଉନ୍ନତି ଆଣିବା ପାଇଁ କାହିଁ ଏପରି ଆଲୋଚନା କରାଯାଉନି ତ।
Prasanth Mandal balunga gotia thila bele jadi na upada Jaye tebe se fasal ku nasta Kari Dena semiti hetubadi mane samaz ki nasta Kari debe,
ଉପବାସ ଦ୍ୱାରା କିପରି ଶରୀର ର ଲାଭ ହୁଏ ଏଇଟା ର ଠୋସ ପ୍ରମାଣ ଦିଅନ୍ତୁ ମନୋରଞ୍ଜନ sir?. 2ଟି doctor ଙ୍କୁ ଆଣି ପ୍ରମାଣ କରନ୍ତୁ.
ଗୁଗଲ କର , କିଛି ନଜାଣି ପାରିଲେ intermediate fasting ସର୍ଚ କର, ସବୁ ମୁର୍ଖ ଙ୍କୁ କେହି ବୁଝେଇ ବାର ଦାୟିତ୍ଵ ନେଇ ନାହାନ୍ତି, ନିଜେ ଖୋଜି ବୁଝ
@@kumkumdas9619 ଏକ ଚଟକଣା ଦେବୀ ତୋର ହିକାୟିତି ଛଡେଇ ଦେବୀ. ତୋତେ ବୁଝେଇବାକୁ କହିଲି କିରେ 😡
@@kumkumdas9619 google ରେ ସବୁ ସତ କଥା ମିଳିଯାଏ ବୋଲି ତୋତେ କହିଲା କିଏ ରେ ମୂର୍ଖ.
ଆମ ପୂର୍ବ ପୁରୁଷ ଯାହା ଆମକୁ ଶିଖେଇ ଛନ୍ତି ଆମେ ସେଇଥିରେ ଚାଲିବୁ
Puruba purusha katha manuchha agari dhoty pindhuthile tame ajithu pindha
Sata rastare chala,,,satare kana raahu giluchhi surya aau chandra ku,,,aapana janichhanti ki nahin
Science tiari karithiba smartphone tv internet kahinki use karuchanti ?
ଆମେ ଆମ ଭାରତ ରେ ଥମା ଦୁଆରା ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କଲୁ ଆପଣଙ୍କ ପରି ଉଛ ଯାତି ହିନ୍ଦୁ ଲୁକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ ପଲେ କେରଳ ରାଜ୍ୟରେ ବାକି ଲୁକ ହିନ୍ଦୁ ଲୁକମାନେ ହି ଥମା କୁ ମାରିଛନ୍ତି ମନ ପରିବର୍ତ୍ତନ କର ସ୍ବର୍ଗ ରାଜ୍ୟ ସନ୍ନିକଟ ହେଲାଣି
Brave man Pratap Sir.... Salute
Seita brave nuhe..... Gandi mastani....... Sei kahiba bahut mada.... Auu jia bhi sanatan dharm upare akhi uthei ba........ta ra kon haba...
To maa ku nahele to bhouni ku bodhe ratha ku bhada deichu tu madharii
First step already start for changing society.
କେତୁବାଦି ମାନଙ୍କ ବ୍ୟାପାର ରେ ବାଧା ସୃଷ୍ଟି କରୁଛନ୍ତି ହେତୁବାଦି, କେତୁବାଦି ମାନେ ସଦା ସର୍ବଦା ସମାଜକୁ ଭୟ ଭୀତକରି ରଖିଛନ୍ତି ଆଉ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ମିଡ଼ିଆ ସଦାବେଳେ ଅନ୍ଧ ବିଶ୍ବାସ କୁ ପ୍ରଚାର ପ୍ରସାର ନିମନ୍ତେ ସକାଳୁ ସକାଳୁ ଭଣ୍ଡ ବାବା ଙ୍କୁ ବସାଇ episode କରୁଛନ୍ତି। ଧର୍ମ କୁ ନେଇ ଖାଇବା ପିଇବା ସହ କୌଣସି ସମ୍ପର୍କ ନାହିଁ।
ତୁମେ କେମିତି ଜାଣିଲ
@@kumkumdas9619 Google search Kara Jani pariba..murkh nku bujheibar samay o dharjya samastanka pakhare nahin
ହେତୁବାଦୀ ମାନେ କାହାକୁ ବି ବାଧ୍ଯ କରୁନାହାନ୍ତି କି କୌଣସି ଧାର୍ମିକ ପ୍ରଥାକୁ ବିରୋଧ କରି ଖାଇବା ଭଲ ବୋଲି , ବରଂ ଆପଣମାନେ ବାରମ୍ବାର ବିଭିନ୍ନ ବାହାନାରେ ବାଧ୍ଯ କରାଉଛନ୍ତି ଯେ ସମସ୍ତେ ଆମ ଧାର୍ମିକ ଭାବନାକୁ ମାନିବା ବାଧ୍ଯ , ଯେଉଁ ଦେଶର ସମ୍ବିଧାନ ତା ନାଗରିକମାନଙ୍କୁ ଧର୍ମନିରପେକ୍ଷ ର ଅଧିକାର ଦେଉଛି । ଏଠାରେ ଆପଣ କାହିଁକି ନିଜର ଧାର୍ମିକ ଚିନ୍ତାଧାରା କୁ ଅନ୍ୟ ଉପରେ ବାଧ୍ୟତାମୁଳକ ନିୟମ ଲଗାଉଛନ୍ତି । ହିନ୍ଦୁ ଧର୍ମ ରେ ସମ୍ପୂର୍ଣ୍ଣ ସାକାହାର ଭୋଜନର ର କଡା ନିୟମ ରହିଚି ହେଲେ 90% ଲୋକମାନେ ଖାଉଛନ୍ତି । ଏହି ଉପରେ ଆପଣ ମାନଙ୍କ ର ହିନ୍ଦୁବାଦି କୋଉଠି ଲୁଚି ଯାଉଚି ? ଆପଣ କଣ ପାଇଁ ସମସ୍ତ ଙ୍କୁ ସାକାହାରୀ ହେବାପାଇଁ ବାଧ୍ଯ କରୁନାହାଁନ୍ତି । ନିଜ ସୁବିଧା ମୁତାବିକ ନିୟମ ଲଗେଇଲେ କେମିତି ଚାଲିବ ?
ତେଣୁ କିଏ ଖାଇବ କି ନଖାଇବ କାହାରିକୁ ବାଧ୍ଯତା ନ ରହିବା ଉଚିତ୍ । ଯିଏ ଧର୍ମିକ ବିଶ୍ବାସ ର ଲୋକଙ୍କ ସପକ୍ଷ ରେ ବିଶ୍ବାସ କରି ଭୋଜନ କରୁନି ତାହାଲେ ତାକୁ କାହାର ବିରୋଧ ନ ରହିବା ଆବଶ୍ଯକ, ଅନ୍ଯପକ୍ଷରେ ଯିଏ ବୈଜ୍ଞାନିକ କାରଣ କୁ ହେଉ କି ହେତୁବାଦୀ ଙ୍କୁ ବିଶ୍ବାସ କରେ ତାହାଲେ ଏଥିରେ କାହାର ବି ଆପତ୍ତି ରହିବା ଉଚିତ୍ ନୁହଁ ।
ଶେଷରେ ଗୋଟିଏ କଥା ଠିକ୍ ଯେ... ଯଦି ସମସ୍ତେ ଗୋଟିଏ ଚିନ୍ତାଧାରା କୁ ବିଶ୍ବାସ କରନ୍ତେ ତାହାଲେ ମାନବ ସମାଜରେ ଏତେ ଧାର୍ମିକ ଚିନ୍ତାଧାରା ରେ ବିଭାଜନ ହୋଇନଥାନ୍ତା ।
ଖାଲି ବେକାର ରେ ମନୋରଞ୍ଜନ ସାର୍ କହୁଛନ୍ତି। ପ୍ରତାପ ସାର୍ point କଥା କହୁଛନ୍ତି।
ମନ ପରିବର୍ତ୍ତନ କର ସ୍ବର୍ଗ ରାଜ୍ୟ ସନ୍ନିକଟ ହେଲାଣି ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କର ବାଇବଲ ପଡ଼ିଲେ ଯାଣିବେ ଯୀଶୁ ଖ୍ରୀଷ୍ଟ ଲୁକମାନଙ୍କୁ ଭାଷା କଣ ପାଇଁଁ ଛେଞ୍ଚ୍ କଥା