Khyama_kara_prabhu_କ୍ଷମା_କର_ପ୍ରଭୁ___Fr.RAPHSON PETER || SANTI MATA UPASANA MANDIR NUAGADA ||

Поделиться
HTML-код
  • Опубликовано: 10 ноя 2024

Комментарии • 36

  • @abhikimbaka3021
    @abhikimbaka3021 2 месяца назад +2

    ହେଁ ପ୍ରଭୂ ମୋର ପାପ କ୍ଷମା କର ❤❤

  • @niranjanmajhi-sg2im
    @niranjanmajhi-sg2im Месяц назад +2

    Niranjan ❤❤❤❤❤❤

  • @rajkumariranajit2054
    @rajkumariranajit2054 2 месяца назад +1

    ❤❤❤❤🎉🎉😢😢😢😢my favourite song

  • @KinnuNayak
    @KinnuNayak 7 месяцев назад +2

    ଅମେନ 🙏🙏🙏🙏🙏🙏

  • @anantadalai6404
    @anantadalai6404 2 месяца назад +2

  • @KindalaSunamajhi
    @KindalaSunamajhi Месяц назад +1

    ମୋ ମନ କୁ ଛୁଇଗଲା ଏହି ଗୀତ ଧନ୍ୟବାଦ ଏହି ଗୀତ ପାଇଁ

  • @NehaNeha-hh2zv
    @NehaNeha-hh2zv 6 месяцев назад +2

    Praise tha lord

  • @JhunuUthansing
    @JhunuUthansing Месяц назад +1

    Press the lord 🙏🙏🙏🙏🙏🙏💪💪💪💪💪💪🙏🙏

  • @Eliaah254
    @Eliaah254 8 месяцев назад +3

    ବହୁତ ଭଲ ଲାଗୁଚି ପ୍ରଭୁ ଆପଣକୁ ଆଶ୍ରିବାଦ କରନ୍ତ ଆମେନ 🙏🙏🙏

  • @rabimajhi9180
    @rabimajhi9180 8 месяцев назад +2

    , good bless you father 🙏🏻🙏🏻🙏🏻🙏🏻🙏🏻

  • @LaxmanPurti-vf2fs
    @LaxmanPurti-vf2fs 7 месяцев назад +3

    🙏🙏🙏

  • @SumatiGomango-qu1ve
    @SumatiGomango-qu1ve 8 месяцев назад +3

    Good bless you father ⛪⛪⛪🙏🙏🙏

  • @KinnuNayak
    @KinnuNayak 7 месяцев назад +3

    ପାପ ପାଇଁ ନିଜେ ଅନୁତାପ କରିବା ଆବଶ୍ୟକ 🥺🥺🥺🥺🥺🥺😐🙏🙏🙏🙏

  • @GiniBastaray
    @GiniBastaray 8 месяцев назад +2

    God bless you father

  • @GiniBastaray
    @GiniBastaray 8 месяцев назад +1

    Praise the Lord

  • @MiliNayak-hm5dg
    @MiliNayak-hm5dg 7 месяцев назад +1

    Good bleas you ⛪⛪⛪⛪

  • @biswanathkimbaka6510
    @biswanathkimbaka6510 8 месяцев назад +1

    God bless you ❤️❤️❤️❤️

  • @Milinayak-m4d
    @Milinayak-m4d 7 месяцев назад +2

    Mili 🙏🙏🙏🙏🙏🙏🙏🙏🙏

  • @rahul.ippu34
    @rahul.ippu34 7 дней назад

    God bless you and your family members

  • @user-gv5fobishes
    @user-gv5fobishes 7 месяцев назад +2

    🌾ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ। 20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ।
    Glory to God

  • @rahulkudangri1064
    @rahulkudangri1064 7 месяцев назад +1

    Amen🙏🙏

  • @ayatt5888
    @ayatt5888 7 месяцев назад +2

    😔😔😔🙏🙏🙏

  • @user-gv5fobishes
    @user-gv5fobishes 7 месяцев назад +2

    ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ। 20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।🌾
    Be careful all Christians

  • @NaranHasdha
    @NaranHasdha 7 месяцев назад +1

    ✝️✝️🙏🙏❤️❤️❤️❤️

  • @user-gv5fobishes
    @user-gv5fobishes 7 месяцев назад +2

    🌾ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। 22 ସେ ଦିନ ଅନେକେ ମୋତେ କହିବେ, ‘ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ?’ ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ? 23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ‘ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ
    Be careful all Christians

  • @NiklashSabar58
    @NiklashSabar58 Год назад +2

    Nice ❤❤❤❤

  • @AbrahamaRanjit
    @AbrahamaRanjit 8 месяцев назад +1

    🎉🎉🎉🎉🎉🎉🎉

  • @user-gv5fobishes
    @user-gv5fobishes 7 месяцев назад +3

    🌾ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। 11 ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।🌾

  • @SheenaEldho-jj2tg
    @SheenaEldho-jj2tg 7 месяцев назад +2

    Amen

  • @GiniBastaray
    @GiniBastaray 8 месяцев назад +3

    God bless you father