FULL VIDEO ll କ୍ଷମା ମୁଁ ମାଗୁଛି ll KHYAMA MU MAGUCHI ll ODIA CHRISTIAN COVER SONG ll Salem Lima

Поделиться
HTML-код
  • Опубликовано: 12 дек 2024

Комментарии • 528

  • @salomankumar8812
    @salomankumar8812 9 месяцев назад +8

    ଅନୁତାପ ର ଏକ ସୁନ୍ଦର ଗୀତ। ଏହିପ୍ରକାର ଆହୁରି ଗୀତ ହେଲେ ଭଲ ହୁଅନ୍ତା। ଏ ଭଉଣୀ ଆହୁରି ଏ ପ୍ରକାର ଗୀତ ଗାଇ ଆଶୀର୍ବାଦ ର କାରଣ ହୁଅନ୍ତୁ।

  • @UpendraSikoka
    @UpendraSikoka 18 дней назад +1

    Haalleluyaa praise the lord ଯୀଶୁଙ୍କ ନାମରେ ଆପଣଙ୍କର ସ୍ୱର୍ ଏବଂ ଗାଇବା ପ୍ରଭୁ ଆଶ୍ରିବାଦ କରନ୍ତୁ ଧନ୍ୟବାଦ ଆହୁରି ଭଲ ହେଉ amen 🙏

  • @pitamsikha
    @pitamsikha 9 месяцев назад +5

    ବହୁତ ସୁନ୍ଦର ଗୀତ ଗାଉଛ ଦିଦି ପ୍ରଭୁ ତୁମକୁ ଆଉ ଆଗକୁ ବଢ଼ାଇବା ପାଇଁ ମୁଁ ପ୍ରଭୁ ପାଖେ ନିବେଦନ କରୁଛି, Amen

  • @praisethelordamen2580
    @praisethelordamen2580 26 дней назад +1

    ଅସୀମା madam ଠାରୁ ମଧ୍ୟ ଏଥି ସୁନ୍ଦର ସଙ୍ଗୀତ ଗାଇଛନ୍ତି

  • @ThabiraSunani-j8p
    @ThabiraSunani-j8p Месяц назад +1

    ବହୁତ ସୁନ୍ଦର ପାଇଲା ଭଉଣୀ ତୁମକୁ ପ୍ରଭୁଙ୍କ ନାମରେ ଧନ୍ୟବାହ।

  • @manohar9445
    @manohar9445 15 дней назад +1

    ସିନେମା ଗୀତ ଗାଉଥିବା singer ମାନଙ୍କୁ ସୁଯୋଗ ଦେଉଥିବା ବଦଳରେ ଏହି ବୋଲି ପ୍ରଭୁଙ୍କ ଲୋକମାନଙ୍କୁ ସୁଯୋଗ ମିଳିଲେ ବହୁତ ଭଲ ହୁଅନ୍ତା
    god bless you

  • @jilendradigal7374
    @jilendradigal7374 11 месяцев назад +34

    ବାଃ କି ଚମତ୍କାର ସ୍ୱର ପ୍ରଭୁଙ୍କର ଏ ଦାନ ତୁମ ପାଇଁ କେବଳ ତାଙ୍କର ଉପାଶନା କରିବାନିମନ୍ତେ ବ୍ୟବହାର ହୁଅନ୍ତ ପ୍ରଭୁ ଖୁସି ହେବେ. ଆମେନ

  • @budhunipurti1790
    @budhunipurti1790 9 месяцев назад +14

    ବହୁତ ଭଲ ଗୀତ ଗାଇଛନ୍ତି ଦିଦି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ❤❤❤

  • @GopalSing-h2l
    @GopalSing-h2l 2 месяца назад +1

    ବହୁତ ଭଲ ଲାଗୁଛି

  • @AnilNayak-g1w
    @AnilNayak-g1w 10 месяцев назад +3

    ଅତି ସୁନ୍ଦର ଭାବରେ ଗାଇଛନ୍ତି ଦିଦି ପ୍ରଭୁ ଆଶୀର୍ବାଦ କରନ୍ତୁpraise the lord

  • @DasGageranga
    @DasGageranga 6 месяцев назад +15

    ବହୁତ ଭଲ କଣ୍ଠଦାନ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ

  • @tukula123
    @tukula123 2 месяца назад +1

    bhala gaucha didi

  • @Suroj-q2q
    @Suroj-q2q 9 месяцев назад +2

    Praise the lord sister

  • @SarojKumar-xu7dw
    @SarojKumar-xu7dw 9 месяцев назад +10

    ବହୁତ ସୁନ୍ଦର ଗାଇଛ ଦିଦି ପ୍ରଭୁ ତମକୁ ଆଶୀର୍ବାଦ କରନ୍ତୁ

  • @malonbhuyan8235
    @malonbhuyan8235 Месяц назад +3

    ପ୍ରଭୁ ଆପଣ ମାନେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ଆମେନ

  • @LaxmanDuburuka
    @LaxmanDuburuka Месяц назад +1

    ଦିଦି ଆପଣଙ୍କ କଣ୍ଠ ବହୁ ତ ସୁନ୍ଦର ହେଇଛି ଈଶ୍ୱର ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆମେତ

  • @rajendrapalaka2024
    @rajendrapalaka2024 10 месяцев назад +68

    ସିନେମା ଗୀତ ଗାଉଥିବା singer ମାନଙ୍କୁ ସୁଯୋଗ ଦେଉଥିବା ବଦଳରେ ଏହି ବୋଲି ପ୍ରଭୁଙ୍କ ଲୋକମାନଙ୍କୁ ସୁଯୋଗ ମିଳିଲେ ବହୁତ ଭଲ ହୁଅନ୍ତା

    • @pinkyyoutubechannel5502
      @pinkyyoutubechannel5502 8 месяцев назад

      Right kebala Odisha re hin film singer mananku Pabhunka Geeta gaibaku dia jauchhi baki sabu dekhiba worshiper mane hin gauchanti

    • @pinkyyoutubechannel5502
      @pinkyyoutubechannel5502 8 месяцев назад

      Prayer ra saha jete bhala lyrics lekhile bhi God kebe accept karibeni semane film song ,bhajana bhi sometime gauchanti so worshiper mananku gaibaku dia definitely God se song re asibe kahiki na semane holy Spirit re bharijai gaithanti

    • @amulyaprince9494
      @amulyaprince9494 8 месяцев назад

      Hm

    • @Khirodnial-u4v
      @Khirodnial-u4v 7 месяцев назад

      Right kahile brother

    • @ElisebaMMajhi
      @ElisebaMMajhi 6 месяцев назад

      À​@@pinkyyoutubechannel5502

  • @sankarpradhan4156
    @sankarpradhan4156 2 месяца назад

    Khyama kara jaichi,papa ନିମନ୍ତେ ଆଉ ବଳି ଅନା ବସ୍ୟକ୍,

  • @AbedanPadagandakhilundi
    @AbedanPadagandakhilundi Месяц назад +3

    ବହୁତ ବହୁତ ଧନ୍ୟବାଦ ବାଦ୍ ପ୍ରଭୁଙ୍କ ଗୀତର ମନ ଛୁଆ ଗୋଟିଏ ନମସ୍କାର ❤🎉😮😮❤❤🎉

  • @BasantaBarla
    @BasantaBarla 9 месяцев назад +1

    ମୁ ମଧ୍ୟ ଦୁନିଆର ହସ ଖୁସିରେ ହଜିଯାଇଛି ଖ୍ୟମା ମୁଁ ସଦା ମାଗୁଛି ଯୀଶୁ ଖ୍ରୀଷ୍ଟ ମୋତେ ଖ୍ୟମା କର God bless All of YOU

  • @josephbagh730
    @josephbagh730 2 месяца назад +5

    ଭଲ ଗାଉଛନ୍ତି ଦିଦି ଯୀଶୁ ବାପା ତୁମକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ

  • @chakitagarada5949
    @chakitagarada5949 Месяц назад +1

    Bohut bohut Sundar hoichhi didi God bless you 💕💕

  • @kainapradhan123
    @kainapradhan123 4 месяца назад +1

    ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ପ୍ରଭୁଙ୍କ ପାଇଁ ବ୍ୟବହାର ହୁଅ

  • @TramaraDimbutika
    @TramaraDimbutika 11 месяцев назад +12

    ଅସୀମା ପଣ୍ଡା କୁ ପଛରେ ପକାଇତେଉଚ ଦିଦି supar song 👌

  • @RameshMajhi-q2c
    @RameshMajhi-q2c 2 месяца назад +2

    ବହୁତ ସୁନ୍ଦର କଣ୍ଠ ପ୍ରଭୁ ଆପଣଂକୁ ଆଶୀର୍ବାଦ କରନ୍ତୁ 🙏❤️ଦିଦି

  • @pardannaik141
    @pardannaik141 4 месяца назад +2

    ପ୍ରଭୁ‌‌ଙ୍କ ପ୍ରଶଂସା ହେଉ

  • @DharmajilakaraDharmajilakara
    @DharmajilakaraDharmajilakara 6 месяцев назад +1

    ବହୁତ ବଢିଆ ଗୀତ

  • @radhakantadiga3294
    @radhakantadiga3294 2 месяца назад +1

    Nice song
    Your voice ve r y nice

  • @sadanandmallik914
    @sadanandmallik914 11 месяцев назад +62

    ବଢିଆ ଗାଇଛନ୍ତି... ପ୍ରଭୁଙ୍କର ଗୌରବ ହେଉ... ଗାୟିକା ଝିଅକୁ ପ୍ରଭୁ ଆଶୀର୍ବାଦ କରନ୍ତୁ ... ପ୍ରତ୍ୟେକ ମଣ୍ଡଳୀରେ ପ୍ରତ୍ୟେକେ ଅନୁତପ୍ତ ହୃଦୟରେ ଏହି ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବା ଉଚିତ..

  • @satyajyotidongri101
    @satyajyotidongri101 2 месяца назад +2

    ବହୁତ୍ ସୁନ୍ଦର

  • @PrabhatiBehera-m1l
    @PrabhatiBehera-m1l Месяц назад +1

    Bahut sundar gaichha didi God bless you aagoku bada prabhu tuma saha achanti❤❤❤❤❤❤❤❤❤

  • @pitaramajhi7640
    @pitaramajhi7640 2 месяца назад +1

    ଗୀତ ଓ ସ୍ୱର ବହୁତ ଭଲ ଲାଗିଲା

  • @Emanual890
    @Emanual890 2 месяца назад +1

    Verry sad song but nice

  • @sanapradhan2300
    @sanapradhan2300 11 месяцев назад +7

    ଅତି ସୁନ୍ଦର ଗୀତ ଗାଇଛନ୍ତି ଦିଦି ଏମିତି ଲାଗୁଛି ଯେ ଏହା studio re record କରି ଛାଡ଼ିଥିବା ପରି ଲାଗିଲା... God bless u didi

  • @DilipTirkey-z7q
    @DilipTirkey-z7q 27 дней назад +1

    Nice song repented

  • @MasaGamanga
    @MasaGamanga 10 месяцев назад +1

    ବହୁତ ବଢ଼ିଆ ଗୀତ ଗାଇଲ ଦିଦି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

  • @salimapradhan-ke4ne
    @salimapradhan-ke4ne 3 месяца назад +1

    ପ୍ରଭୁଙ୍କର ଆଶୀର୍ବାଦ ତୁମୋଠାରେ ସବୁବେଳେ ରହୁ

  • @sundarblp-hp8807
    @sundarblp-hp8807 10 месяцев назад +1

    ବହୁତ୍ ବହତ୍ ଖୁଶି ବଢ଼ିଆ ହେଇଛି। ପ୍ରଭୁ ଭଉଣୀଙ୍କୁ ତଙ୍କମହିମା ନିମନ୍ତେ ଆହୁରି ବ୍ୟବହାର କରନ୍ତ୍ 👌🙌💐💐

  • @rajibkumutimajhi
    @rajibkumutimajhi 9 месяцев назад +1

    ବହୁତ୍ ସୁନ୍ଦର୍ ଭାବରେ ଦିଦି ସଙ୍ଗୀତ ଗାଇଛନ୍ତି ⛪🙏

  • @papuna5273
    @papuna5273 7 месяцев назад +6

    ବହୁତ ଭଲ ଗିତ ଗାଇଲେେ

  • @namitaminz7015
    @namitaminz7015 2 месяца назад +1

    Wow bhut bhut badiya ❤❤❤Jesus bless you 😊

  • @sanjaymukhemajhi5356
    @sanjaymukhemajhi5356 10 месяцев назад +1

    ଅତି ସୁନ୍ଦର ଇଶ୍ୱର ଆଶୀର୍ବାଦ କରନ୍ତୁ

  • @Narendrasabar7849
    @Narendrasabar7849 2 месяца назад +1

    ଅଶେଷ ଅଶେଷ ଧନ୍ୟବାଦ୍ ଭଉଣୀ 🎉🎉....

  • @ArchitaDalabehera
    @ArchitaDalabehera 6 месяцев назад +1

    Very nice song mote bahut bhala lagila ❤❤❤

  • @bhismabhatra86
    @bhismabhatra86 6 месяцев назад +4

    ବହୁତ ସୁନ୍ଦର କଣ୍ଟ ତୁମକୁ ଆଗକୁ ବଢ଼ିବାରେ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @RohanParichha-y5m
    @RohanParichha-y5m 25 дней назад +1

    Wha Bahut sundar didi

  • @alzarbabu751
    @alzarbabu751 11 месяцев назад +22

    ହୃଦୟକୁ ଛୁଇଁଲା ଗୀତ Amen
    Nice voice

  • @adityapattnaik8638
    @adityapattnaik8638 11 месяцев назад +1

    ବା ବହୁତ୍ ସୁନ୍ଦର ଭାବେ ଗାଇଲେ ଦିଦି ଆପଣ ମନକୁ ଛୁଇଁ ଗଲା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

  • @Sanjeeb_Kumar
    @Sanjeeb_Kumar 11 месяцев назад +7

    ଅତି ସୁନ୍ଦର କଣ୍ଠ ଈଶ୍ବରଙ୍କ ଗୌରବ ହେଉ

  • @BimbaBibhar
    @BimbaBibhar 3 месяца назад +1

    Very nice voice song

  • @LipsaHarijan
    @LipsaHarijan 10 месяцев назад +1

    ବହୁତ ସୁନ୍ଦର ଗୀତ

  • @sankarpradhan4156
    @sankarpradhan4156 2 месяца назад

    କ୍ଷମା ମାଗିବା ଦ୍ଵାରା ପାପ କ୍ଷମା ହୁଏ ନାହିଁ, ଯେହେତୁ ଯୀଶୁଙ୍କ ରକ୍ତ ଦ୍ଵାରା କ୍ଷମା କରାଯାଇଛି ବିଶ୍ୱାସ କଲେ ଯଥେଷ୍ଟ,

  • @rajantapradhan4859
    @rajantapradhan4859 3 месяца назад +1

    ବହୁତଭଲଲାଗି ପାଳକ ସାର୍

  • @GeetaXalxo-c8f
    @GeetaXalxo-c8f 4 месяца назад +1

    Ye song mere heart ❤️ me touch karti hai ..... Mein bar bar soonti hun ... Nice song di

  • @SumitPradhan-c3d
    @SumitPradhan-c3d 11 месяцев назад +54

    ସତ କହୁଛି ଦି ଅଶିମା ପଣ୍ଡା ପଛକୁ ରହିଲା ବହୁତ ଭଲ ଗାଇଲ ବହୁତ ଖୁସି ଲାଗିଲା

    • @sahajanmali5671
      @sahajanmali5671 11 месяцев назад +2

      ❤😊

    • @pratyushlohara514
      @pratyushlohara514 11 месяцев назад +4

      Hmmm ଏ ଦିଦି ଭଲ ଗାଉଛନ୍ତି। କିନ୍ତୁ ଅଶିମା ପଣ୍ଡା। Orginal ଆକା କେବେ କାହାକୁ ତୁଳନା କରିବା କଥା ନୁହଁ।

    • @ajit_kumar_29
      @ajit_kumar_29 11 месяцев назад

      ଆମ ଲକ କେବଳ ବଲିଉଡ୍ ସିଙ୍ଗର କୁ ଧନୀ କରିବାକୁ ଇଛା ଗୋଟେ ବିଶ୍ୱାସି କୁ ଏମିତି ସୁଯୋଗ ଦିଆ ଯାଉ, ବିଶ୍ୱାସୀ ପାଖେ ସବୁ ସମ୍ଭବ।

    • @maleshhuikaofficial40
      @maleshhuikaofficial40 11 месяцев назад +5

      ଦିଦିଙ୍କୁ ସୁଯୋଗ ଦିୟା ଜାବୁ ସ୍ଟୁଡ଼ିଓ ରେ ଗୀତ ଗାଇଭେ
      God bless you Didi

    • @MamasriHembram
      @MamasriHembram 10 месяцев назад

      Emiti kahiba bhala nuhe 2 didi bhala gauchhanti

  • @lukashdigal425
    @lukashdigal425 24 дня назад +1

    Very nice 👍

  • @ParbatiKdaiska
    @ParbatiKdaiska 5 месяцев назад +1

    Very nice

  • @JacobJD95
    @JacobJD95 10 месяцев назад +2

    ବହୁତ ଭଲ ସ୍ୱର ଆଉ ଗୀତ ମଧ୍ୟ ଆତ୍ମିକତା ଅର୍ଥ ପୂରଣ ଗୀତ।

  • @BadasethBaratie
    @BadasethBaratie Месяц назад +1

    So nice song 😊

  • @kunitapradhanp1586
    @kunitapradhanp1586 Месяц назад +1

    ❤❤❤Nice song didi

  • @ISWARIBHUYAN-u5d
    @ISWARIBHUYAN-u5d 7 месяцев назад +6

    Geeta ra bhaba ta b bahut bhal .but bahut bhal Geeta heichi didi Prabhu tumaku aashirwad karanthu didi.

  • @Hares33Hares
    @Hares33Hares 2 месяца назад +1

    Very nice voice god bless you sisters

  • @AjayaPradhan-x8g
    @AjayaPradhan-x8g 2 месяца назад +3

    Really amazing so suit.

  • @DilipTirkey-z7q
    @DilipTirkey-z7q 27 дней назад +1

    Repent song so heart' touching praise the lord

  • @ajitpaniofficial5379
    @ajitpaniofficial5379 4 месяца назад +1

    The song is very sweetful and meaningful keep it up

  • @mahijagaranga6908
    @mahijagaranga6908 6 месяцев назад +5

    Satare didi bahuth badia gaila

  • @ajaysagaria5056
    @ajaysagaria5056 7 месяцев назад +4

    Praise the Lord,,, ବହୁତ ସୁନ୍ଦର ଗାଇଛ ଭଉଣି,, ଏମାନେ ତ ସିନେମା ଗୀତ ଗାଇବା ଲୋକ ମାନଙ୍କୁ ଗାଇବାକୁ ଦେଉଛନ୍ତି ଭଉଣି ପୋଇସା ଲୋଭ ରେ,, ଅପୋଣ ପୋରି ଗାଇବା ଲୋକଙ୍କୁ ଗାଇବାକୁ ଦେବେନି । (ହ୍ୟୁମାନ ସାଗର,,, ଅସୀମା ପଣ୍ଡା,, ଶଶାଙ୍କ ଶେଖର ଭଳି ସିନେମା ଗାୟକ ମାନଙ୍କୁ ଦେଉଛନ୍ତି ଆମେ ଶୁଣୁନୁ। ତମେ ଗାଇଥିବାରୁ ଶୁଣିଲୁ ଦିଦି।

  • @JusayaSabar-w3z
    @JusayaSabar-w3z Месяц назад +1

    God bless mam for so imotional sog

  • @jemssingh7901
    @jemssingh7901 10 месяцев назад +2

    👌👌didi bhala gaucha

  • @ranjan_guru0350
    @ranjan_guru0350 2 месяца назад +1

    Blessings for GOD 🎉🎉🎉 Ati sundar

  • @SonaMajhi-w1f
    @SonaMajhi-w1f 2 месяца назад +1

    Prabhu asribad karantu

  • @Shamirkantnayak
    @Shamirkantnayak 10 месяцев назад +1

    Bahut bhala lagila didi

  • @saemangagerangavideosmusic7209
    @saemangagerangavideosmusic7209 10 месяцев назад +1

    ବହୁତ ବଲରେ ଗାଇଛନ୍ତି ଦିଦି ପ୍ରଭୁତମକୁ ଆଶ୍ରିବାଦ କରନ୍ତୁ ଆମେନେ ❤️❤️❤️🌹👍👌🙏🙏🙏🎉

  • @SubhadraNaik-x2v
    @SubhadraNaik-x2v 3 месяца назад +1

    Thank you sister prabhu anugraha karantu

  • @sunilsunamajhi
    @sunilsunamajhi 7 месяцев назад +1

    So nice didi you are songs

  • @bibekofficial5423
    @bibekofficial5423 11 месяцев назад +17

    ବହୁତ ସୁନ୍ଦର ଗାଇଲେ ଦିଦି ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ

  • @abrahammallick5699
    @abrahammallick5699 9 месяцев назад +1

    Oo bahut bhala lagila asima panda thu bhala gaila didi

  • @ruralsupportcollectionodis5279
    @ruralsupportcollectionodis5279 10 месяцев назад +1

    Very nice song &singer ❤🙏 ପ୍ରଭୁଙ୍କର ଗୌରବ ହେଉ। ଭଗବାନ ତୁମ କଣ୍ଠରେ ବିରାଜମାନ ହୁଅନ୍ତୁ।🙏

  • @jsjs5178
    @jsjs5178 11 месяцев назад +2

    ସତରେ ବହୁତ୍ ସୁଦର ଗୀତ ସହିତ ସୁଦର୍ ରେ ଗାଇଲେ god blees you

  • @radhakantadiga3294
    @radhakantadiga3294 2 месяца назад +1

    Jesus Christ blessing to you

  • @aliyasabar6493
    @aliyasabar6493 9 месяцев назад +1

    So nice beautiful song didhi ❤❤❤❤

  • @gajapatibaburoast
    @gajapatibaburoast 4 месяца назад +1

    Wow nice 👍👍 Voice

  • @rajibkumutimajhi
    @rajibkumutimajhi 9 месяцев назад +1

    ଦିଦି ଙ୍କୁ ପ୍ରଭୁ ନିଶ୍ଚୟ ମଙ୍ଗଳ କରିବେ

  • @amoshmajhi531
    @amoshmajhi531 11 месяцев назад +1

    ଅତି ସୁନ୍ଦର ସ୍ୱର ପ୍ରଭୁ ଆପଣଙ୍କୁ ଦାନ କରିଛନ୍ତି Di /so nice god bless you

  • @lotaraika9807
    @lotaraika9807 11 месяцев назад +7

    ସୁନ୍ଦର ଗୀତ

  • @AnospaniPani-rj4kb
    @AnospaniPani-rj4kb 9 месяцев назад +4

    God bless you sister

  • @banchhanayak7452
    @banchhanayak7452 9 месяцев назад +1

    Bohuta bholo heichi sister

  • @rajkapurboliarsingh
    @rajkapurboliarsingh 4 месяца назад +1

    Nice combination with a wonderful voice.thank to God and everyone

  • @purnochandrbabonga7230
    @purnochandrbabonga7230 3 месяца назад +1

    Super songs Jesus ❤ good sister

  • @DaniMallick
    @DaniMallick 11 месяцев назад +4

    Thanq you for a song🎵🎵🎵
    Nice maa bohut bhlo gaichonti
    Probhu apananku asribada korontu...

  • @AnweshaPanda-j1w
    @AnweshaPanda-j1w 5 месяцев назад +2

    Nice 👍 god bless you 🎉💝

  • @SabestiyanSeven
    @SabestiyanSeven 9 месяцев назад +1

    Very very nice👍👍👍❤❤songs

  • @Biswanathsabar-gj6tn
    @Biswanathsabar-gj6tn 2 месяца назад +1

    Nice voice sister

  • @chrukmani3011
    @chrukmani3011 5 месяцев назад

    Bahut sundar Geeta hoichi

  • @Dhanymanta1995
    @Dhanymanta1995 9 месяцев назад +2

    ❤❤❤❤❤❤❤❤❤❤bahut bhala lagila

  • @ChristKingdom-c1g
    @ChristKingdom-c1g 10 месяцев назад +1

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ର ଧନ୍ଯବାଦ୍ ହେଉ 🙏🙏🙏

  • @goodnews.come123
    @goodnews.come123 8 месяцев назад +2

    ବହୁତ୍ ଭଲ ଗାଇଛ ଦିଦି ପ୍ରଭୁ ତୁମ କୁ ଆର୍ଶୀବାଦ କରନ୍ତୁ

  • @aswasinikaradaaswa8071
    @aswasinikaradaaswa8071 10 месяцев назад +1

    ବହୁତ ସୁନ୍ଦର ଗାଈଲ ରାଣି ଦିଦି

  • @DuniPurty
    @DuniPurty 9 месяцев назад +2

    God bless you sister 🙏🙏✝️✝️

  • @Amrita-cx1vs
    @Amrita-cx1vs 4 месяца назад +1

    Nice song maa god bless you ❤