First Kahile ki 15 dt bhita re jou mane apply karichanti samasta nku miliba hele kain samasta nku mililani kn pain?jadi deithanta samasta nku eka thare dei thanta emt kichhi loka nku daba au anya mana nku na debaa,kn janauchanti anya mana nku milibani boli ?
Sir mu date 11.09.2024 re panjikaran karichi,matra credit hei nahin.,..kana miliba ki nahin,govt declare karichanti 15.09.24 sudha jahara panjikaran karichanti semane 1st installment grahan rcv karibe,, mora kahinki aasinahi ,mu too 11.09.2024 re panjikaran karichi.... solution kana sir...
Jau mane paisa pai nahanti doubt re achhanti semanakara form reject heijai nahi ta ,,, se pain,Kichhi loka kahuchhanti 2nd Time apply karibaku jauchhanti..... Kn au thare apply kariba uchit... Na wait karibe?????
କୋଉ ମାନଙ୍କୁ ଆଜି ସୁଭଦ୍ରା ଟଙ୍କା ମିଳିନାହିଁ😢👍
Mote
Me
Mota
Mate bi milini
Mate
ପ୍ରଭାତୀ ପରିଡ଼ାଙ୍କ ପ୍ରଥମ ମିଛ 15 ତାରିଖ ସୁଦ୍ଧା ରେଜିଷ୍ଟ୍ରେସନ ହୋଇଥୀଵା ଲୋକଙ୍କୁ ମିଳିବ ଟଙ୍କା
କିଛି ଦେଲେ ନାହିଁ
ତମେ ପୁଅ ପିଲାମାନେ ସୁଭଦ୍ରା ଟଙ୍କା କୁ ଚାହିଁ ଥାଉ @@Bhagi-s7s
Bhai bank jaiki check kara kali asithiba massage asuni phone ku amara bi asichi 13 re abedana karithilu ame
Mote ta milichi
10tarikh jae
କଥା ରଖି ପାରିଲେନି ସରକାର, କାହିଁ କି ନା କହି ଥିଲେ ଯିଏ 15 ତାରିଖ ଭିତରେ ଆବେଦନ କରି ଥିବେ 17 ରେ ପାଇବ ତେବେ କାଇଁ, ଜଣଙ୍କ ମୁହଁ ରେ ହସ ଦଉଚ ଆଉ ଜଣକୁ ଦୁଃଖ ଇଏ କେମିତି ଆପଣ କହୁ ଛନ୍ତି ଗୋଟେ ଆଉ କରୁଛନ୍ତି ଗୋଟେ ଯଦି ଦେବାର ଅଛି ଯିଏ ଯୋଗ୍ୟ ସମସ୍ତ ଙ୍କୁ ଦିଅ ନା ହେଲେ ଏଇ ମିଛ ଆଶା ଦିଅନ୍ତୁ ନି🙏🙏
ପୁରା ସତ କଥା କହିଲ ଭାଇ
Thik pura
Thik katha
Thik kahile
😢😢😢😢
ଏମିତି ଠକନ୍ତୁ ନାହିଁ ,କି ଲୋକ ଙ୍କୁ ହଇରାଣ କରନ୍ତୁ ନାହିଁ
ଫାଲତୁ ସରକାର next 5year ପରେ change ହୋବା ଦୋରକାର୍
Hmm 😡
15 tarikha bhitare jou mane ଆବେଦନ କରିଛନ୍ତି ସେମାନଙ୍କୁ ମିଳିବ 17 ତାରିଖରେ ଦେବେ ବୋଲି ମିଛ କଥା
Michhua Government
Mo Banda mili ba kalpana
Bekar scheme
10ତାରିଖ କରିଥିଲି ଆସିଲା ନାହିଁ
Ashini moura v
ଆମେ ଗରିବ ମହିଳା ମାନକୁ ବହୁତ ହଇରାଣ କଲ ୫ବରଷ ପରେ ଏହାରଜବାବ ଦେବା
katha re nuha kamare kara better heba chako 1st support mu karuchi tumaku bhai midia bhali tume v bikri haijiba
୨୫ ବର୍ଷ ବିଜେଡି ଶାସନ କଳା ତୁମେ ଧନୀ ଥିଲ ବିଜେପି ଆସିଲା ବେଳେ ତୁମେ ଗରିବ ହେଇଗଲ ହଇରାଣ ହେଉଛ ବିଜେପି କୁ କେବଳ ୧୦୦ ଦିନ ହେଇଛି ବିଜେଡି ର ଦୁର୍ନିତି କୁ ସୁଧାରି ଲୋକଙ୍କୁ ସୁବିଧା ସୁଯୋଗ ଦବା ଲାଗି ଚେଷ୍ଟା କରୁଛି ତୁମେ ପୁଣି ତାକୁ ଜବାବ ଦବ ବିଜେଡି ର ଚାମଚା ତୁମେ ସେତିକିରେ ରୁହ
ଗାଁ ଗହଳିରେ ସମସ୍ତ ମା ମାନେ ଖୁସି ଅଛନ୍ତି କିଛି BJD କୁକୁର ଭୁକୀ ହଉଛନ୍ତି
@@ShyamaghanaBhoi banda Kariba sabu ta biki delani au tela mg 180 helaani gandi mareibu age tu ra
Aame debaa voters samaste vot dei ki
Samasta nku aka sangare miliba darakar
ସୁଭଦ୍ରା ଟଙ୍କା ନ ପାଇଲେ ଭଦ୍ରକାଳୀ ରୂପ ଦେଖିବ।।।।
😅😅
@@ahalyapanigrahi7770 🥳🥳
😂😂😂
Thik katha... Mu b paenahi... Mo munda kharap hoegalani
@@surekhabarik4881 ଅପେକ୍ଷା କରନ୍ତୁ କିଛି ଦିନ, ନ ଆସିଲେ ବିନା ସର୍ପ୍ ସାବୁନ ରେ ଧୋଇ ଦେବା 😁
କଣ ଏକାବେଳେକେ ଦେଇପାରିଲେନିନା ଟଙ୍କାସରି ଗଲା
ଆମେ 12 ତାରିଖରେ ଆବେଦନ କରିଥିଲୁ କଣ ପାଇଁ ଆମକୁ ପଇସା ମିଳିଲାନି ଆମର ଆଧାର ସହିତ ବ୍ଯାଙ୍କ ବି ଲିଙ୍କ୍ଅଛି
Mu bi 12 tarikhare korithili,sabu thik ochi,kintu aasinahi
1:28 @@TanujaSinha-j9w
ଏ bjp ସରକାର ଲୋକଙ୍କୁ bhautu ଲୋକଙ୍କୁ ଠକୁଛନ୍ତି କିଛି ଲୋକଙ୍କୁ ସୁଭଦ୍ରା ଟଙ୍କା ଦେଇଛନ୍ତି ଆଉ ବାକି ଲୋକଙ୍କୁ କେବେ ଦେବେ କିଛି କହୁନାହାନ୍ତି
First Kahile ki 15 dt bhita re jou mane apply karichanti samasta nku miliba hele kain samasta nku mililani kn pain?jadi deithanta samasta nku eka thare dei thanta emt kichhi loka nku daba au anya mana nku na debaa,kn janauchanti anya mana nku milibani boli ?
Mor b asini😢
Miliba
Besta huo ni
11 re heichi but Paisa nahi
Jadi debe ta samasta nku same dia emt kn paine
କେବେ ମିଳିବ ଧନୀ ମାନକୁଂ ମିଳିଛି ଖାଲି
ସମସ୍ତ ମାଆ ମାନେ ଏକାସଙ୍ଗରେ ମିଳିବା କତା
ଆଉ ତେଲ ଦର ଯେତେବେଳେ ଲିଟର ପିଛା 20ଟଙ୍କା ବଢିଲା ସେତେବେଳେ କାଇଁ କୁନ୍ଥେଇ ହେଉଛ ମାଗଣା ଖାଇବା ପରା ଖାଅ ରାଜ୍ୟ ବୁଡି ଯାଉ କଣ ହେଇ ଯାଉଛି ଯେ
Magana tanka paile Odisha loka sabu badhei Debe...
ଯାହାର ଗାଡି ଅଛି ତାହାକୁ ମିଳିଛି
Sats Katha jetika Bada loka ku milichi tanka
Correct bhai bapa pauchi 40,000 darama jhiea ku subhadra benifits ae t ama sarakar
Very good news
ନାମ ବେସ୍ତ ହବୁ କାଇଁ ବାଣ ଫୁଟେଇବୁ କେକ୍ କାଟିବୁ କୁହନ୍ତୁ ଏ ସୁଭଦ୍ରା ଆସିକି ବହୁତ ଟେନସନ ଦେଲାଣି ଆଗ ଡକୁମେଣ୍ଟ ଠିକ କର ତା ପରେ ରାତି ଅନିଦ୍ରା ହେଇକି 4ଦିନି ଧାଇଁ ଧାଇଁ ପଞ୍ଜିକରଣ କରିବା ଆମେ ଅନେଇକି ବସିଚୁ 17ରେ ଆସିବ ଦେଖିଲା ବସିକି ଫୁସ
ଆସି ନାହିଁ ସୁଭଦ୍ରା ଟଙ୍କା 11ତାରି କରେ apply kortilu bina OTP ra
Bhai sm Bina otp re karithilu
Same bhai
Sam
Same
Ame 13 karethilu amaku milechhi.
ସେପ୍ଟେମ୍ୱର ୧୦ ତାରିଖରେ ଆବେଦନ, ମାତ୍ର ଟଙ୍କା ଆସିଲା ନାହିଁ ।
ଖାଲି ଗପ ମାରୁଛ।।। ଯେଉଁ ମାନେ ପାଇ ପାରି ନାହାନ୍ତି ସେମାନେ କେତେ ତାରିଖ ରେ ପାଇବେ।।।Date ??
Samane next year paibe
ପ୍ରଥମ କିସ୍ତି ଯଦି ମାର୍ଚ୍ଚ 8 ସୁଧା ମିଳିବ ,ମାର୍ଚ୍ଚ 8ରେ ଯେଉଁ ଦ୍ୱିତୀୟ କିସ୍ତି ମିଳିବ କଥା 6ମାସ ପରେ ମିଳିବ ଏହା କଣ ଠିକ୍ ?ସରକାର ନିୟମ ରେ କିଛି ତ୍ରୁଟି ଅଛି
Mam khaithile 15 date vitare jou mane apply karithile semanku miliba, but 15 vitare 50 lakhs apply karithile 25 lakhs kan painn dele
Eka sangare samasta nku milithile khusi lagithanta mora asini mu11tarikharu pakeithili,
10ତାରିଖ ଦିନ ଆମେ ଆପଲିୟେ କରିଥିଲୁ କାଇ ପଇସା ଆଶିନି
Sem 😢
Same
@@olivasahu268 tmara Podila ki 😁
Same mu 5 re apply karithili but asini
@@sasmitamaharana4022 hela auu 😁
Thanks sir pranam thanks kanak news channel.💐🙏🙏
Ame kn dosa karichuki ama ku nain
15 ତାରିଖ ଭିତରେ ଯେଉ ମହିଳା ମାନେ apply କରିଥିଲେ ସମସ୍ତ ଙ୍କୁ ପଇସା ମିଳିବ କହି ଥିଲେ ହେଲେ କଣ ହେଲା ପଇସା ଦେଇ ନି ପାରିଲେ କହୁ ଥିଲେ କାହିଁକି ଲାଜ ଲାଗିବା କଥା
Pahela fast kisti dia tar pare second kisti deba sir
ଆଉ ମିଳିବ ଡବାଧରିକି ବସିଧାଅ ପ୍ରଭାତି ପରିଡ଼ା କହିଲେ
1tanka asithila au 4999 asinahi
Asiba wait kara
@@SanghamitraMaharana-zb6dd asi jiba wait
😂😂😂
😂😂😂😂😂
ଜଣଙ୍କ ମୁହଁରେ ହସ ଆଉ ଜଣଙ୍କ ଆଖିରେ ଲୁହ
March ରେ ସମସ୍ତଙ୍କୁ ଦେବା କଥା ଅଧା ହିତାଧିକାରି ପାଇଲେ ଆଉ ବାକି କାହିଁକି ପରେ ଦେବେ
Mo baanda niyama karuchu bjpmaaghiaa aau band khaibu 09 re raha
Balabhadra yojana Kara jau samasta 18+pua manku bi subhdra yojana pari dia jau❤❤
Jay jagannath
Sir mu date 11.09.2024 re panjikaran karichi,matra credit hei nahin.,..kana miliba ki nahin,govt declare karichanti 15.09.24 sudha jahara panjikaran karichanti semane 1st installment grahan rcv karibe,, mora kahinki aasinahi ,mu too 11.09.2024 re panjikaran karichi.... solution kana sir...
ସେମାନେ ସମସ୍ତେ ପାଇବେ ଆଜି ଆଉ ଆମେ ମାର୍ଚ୍ଚ , ଯଦି ଦେବାର ନ ଥିଲା ସମସ୍ତ ଙ୍କୁ ଏକା ସାଙ୍ଗରେ ଆବେଦନ କାହିଁ କି କରିବାକୁ କହିଲେ ଯିଏ ଯିଏ 15 ତାରିଖ ପୂର୍ବ ରୁ ଆବେଦନ କରି ଛନ୍ତି ତାଙ୍କୁ ଆଗ ପ୍ରଥମ କିସ୍ତି ଦିଅନ୍ତୁ ତାପରେ ମାର୍ଚ୍ଚ ରେ ଦ୍ୱିତୀୟ କିସ୍ତି ଦେବେ, ଆଶା ଦେଇ ଅଧାଙ୍କୁ ଖାଇ ବାକୁ ଦେବେ ଆଉ ଅଧାକୁ ଭୋକିଲା ରଖିଲା ପରି କାମ କଲେ
ମୋଦୀ ପାଗଳ ମlଇପ ଛଡ଼ା ନେତା । ଦୁଇ ବର୍ଷରେ ଦେବା ପାଇଁ ଇସ୍ତାହାର ରେ ଲେଖିଥିଲେ ।କଣ କହୁଛି ନିଜେ ଜାଣି ପାରୁ ନାହାଁନ୍ତି
Kebe miliba kuha
Aadhar ra sasala padma
Bank account ra padma sasala hebo ki please reply me
Jay Jagannath
Pending problem ra kn solution
Mu 11 tarikhare pakeithili hele mora ashi 😭😭😭😭
Tamara jou bank re account achi sabu bank ku jaiki check kara asithiba
Bina otp re apply karithili 10 date re asichi ₹4999
Mora 1 tanka asichhi kintu 4999 tanka asinahi 9 tarikhare abedana karajaithila
ରତ୍ନ ଭଣ୍ଡାର ଚୋରି କଲେ ସେଇଥିରେ ସୁଭଦ୍ରା ଯୋଜନା
Mu 12 tarikha re apply karichi kintu mora asini
Postal card number ku Paisa asiba ki
15 tarik ra milinahi sir ae kana hauchhi janaku khusi au janaku dukha
March month ku waiting karibu na kn
ଶୁଭେଛା
Samastanku ekabelake debar thila paisa
I have apply in 13 September subhadra yojana. But no coming money in my accounts
Modi jee good evening bohut badea jojana bahar ki ya how sab ko mil na bohut badea bath hoga pati pawer rahagi jai jagannath
Thaka sarkar. Lokanku bhua bulauchi.
Pending thiba beneficiary kebe paibe
Pradhanmantri Abasha yogana kbe miliba...
ଏପଟେ କିଛି ଜଣଙ୍କୁ ପାଞ୍ଚ ହଜାର ଦେଇ ସମସ୍ତ ଙ୍କ ଠୁ ଲୁଟି ନେବା ପାଇଁ ବସିଛନ୍ତି ଏ ସରକାର ଏବେ ତେଲ ଦର ଏକା ଥରକେ 20 ଟଙ୍କା ବଢ଼େଇ ଦେଇଛନ୍ତି ଆମରି ଟଙ୍କା ଆମଠୁ ନେଇ ଅଧା ରଖି ଅଧା ଦେଉଛନ୍ତି
Mu v 15date before applying karichi bt mora asini
300 unit electric keba miliba
To maa maikia jebe bia bepara karibe setebele ree maganaa khia magiaa
BJD ଚିଟ୍ ଫଣ୍ଡ ଟଙ୍କା କେବେ ଫେରେଇବ
@@khatuasambit1832ବିଜେପି ଇଲେକ୍ସନ ଆଗରୁ କହୁଥିଲା ଫେରେଇବ ବିଜେପି କୁ କହ 😂😂😂😢😢😮
ଚିଟଫଣ୍ଡ ଟଙ୍କା ପରା ବିଜେପି ଆଠଦିନରେ ଫେରେଇଲେ।
@@Anjalimurmu116 ତୁ ଆଗ ପାଇଛୁ ଚିଟ୍ ଫଣ୍ଡ ଟଙ୍କା BJD ଖାଇଚି BJP କଣ ପାଇଁ ଦବ BJD ବାଲା ହିଁ ଦେବେ
OTP re apply b karichhi
ବେକାର କଥା ମିନ ପ୍ରଚାର ପ୍ରସାର ଅଧିକ ହେଉଛି
Pending thile kana karibe....
Tame kahucha 15 sudha apply karithile milib hele 11 re apply kari milila nahi kahibe ki kanpain?
Mu 9re apply karichi sucess b heichi but milini
ଏତେଦିନ କଣ ପାଇଁ ସରକାର କହିଥିଲେ 15 ତାରିଖ ଭିତରେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ 17 ତାରିଖରେ ମିଳିବ କିନ୍ତୁ ଏତ ପ୍ରତାରଣା.
I have apply in12 sept. But no money
କିଛି ଖୁସି କିଛି ଗମ
13 ତାରିଖ ରେ ଅନଲାଇନ ହେଇଛି ପଇସା ଆସିନାହିଁ
Nahi 15 Tarikha bhitare jia apply karichhanti samastanku milini
Khali paibae but kebe deba date kuha
ଯେଉଁମାନେ ପ୍ରଥମ କିସ୍ତି ଯଦି march 8ରେ ପାଇବେ... ଆଜି ପାଇଥିବା ଲୋକ ମାର୍ଚ୍ଚ 8ରେ ତାଙ୍କର ତ ଦ୍ୱିତୀୟ କିସ୍ତି ହେଇଯିବ ନାଁ... ସୁଭଦ୍ରା ର guideline ରେ ତ ମାର୍ଚ୍ଚ 8ରେ ଗୋଟେ କିସ୍ତି ଆଉ ରାଖୀ ପୂର୍ଣ୍ଣମୀ ରେ ଗୋଟେ କିସ୍ତି...ମାନେ ଓଡିଶା ସରକାରଙ୍କ ବ୍ୟବସ୍ତା ରେ ତ୍ରୁଟି ଅଛି
ମୋର ଆସିନି
କୋଉ ମାନେ ବିନା ଫିଙ୍ଗରଫ୍ରିଣ୍ଡ ଅନଲାଇନ କରିଛନ୍ତି ସେ ମାନେ ପଇସା ପାଇବେ କି ନହିଁ
Sir 15 tarikha apply karichi subhadra yojana kn pain mililani piliz kuha
ସମସ୍ତ ଙ୍କୁ ଦେଲନି
ଟଙ୍କା ସରିଗଲା ଦେଇପାରିନାଁହାନ୍ତି ବୋଧେ..
ଆଉ ମିଳିବନି, ଔଷଧ ବିକଳରେ ତାଟିଆ କାମୁଡିବା ସହ ସମାନ ହେଇଗଲା, ବଳକା ଥିବା ସ୍ତ୍ରୀ ଲୋକ ଅଯୋଗ୍ୟ ଘୋଷିତ ହେଇଯିବେ, ଏହା ମୋଦୀ ସରକାର ଙ୍କ ପୁରୁଣା ସ୍ବପ୍ନ 😅😅😅😅
Subhadra portla ku open portal karajau
Sir mora kn pain asilani mu 5 tarikha re abedana.karithili😢
M
Bajya sarakar
Tautar sarakara khali advhais karichi❤❤❤❤
ଯି ମାରିବା ଆରମ୍ଭ କଲେନି ଗାଁ ରେ କେତେ ମା କେତେ ଭଉଣୀ କଷ୍ଟ ରେ ସୁଭଦ୍ରା ଯୋଜନା ପକେଇ ଥିଲେ ହେଲେ ଏ ସରକାର ଛି
Pending bale kia kia paichha ki
Samasya dharya kara sarkar na hele like mari jibe gariba lookamane sabu
Ame bi 7re karithilu amar bi asini
Jau mane paisa pai nahanti doubt re achhanti semanakara form reject heijai nahi ta ,,, se pain,Kichhi loka kahuchhanti 2nd Time apply karibaku jauchhanti..... Kn au thare apply kariba uchit... Na wait karibe?????
ଆମେ 7ତାରିଖରେ ଆପ୍ଲାଇ କରିଥିଲୁ ଆସିନି
ମୁଁ 13 ରେ apply କରିଥିଲି ହେଲେ ଶୂନ ଆସିଲା
March 8 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ
ଲୋକ ଙ୍କ ସ ବୁ ଥା କି ସେ ଯୋଜନା ପାଉଛନ୍ତ ଯେଉ ମାନଙ୍କର କିଛ ନହିଁ ସେମାନେ ଙ୍କ ର କିଛି ନହିଁ
ପ୍ରଥମ କଥା ୧୫ ଶୁଦ୍ଧ୍ୟା apply କରିଥିବା ସବୁ ଲୋକ ଟଙ୍କା ପାଇଁନାହି l ଯେତିକି ଲୋକ ଆବେଦନ କଲେ ୪୦%ଲୋକ ପାଇଲେ l ବାକି ଲୋକ ହତାଶ ହେବାକୁ ଯାଉଛି ଆମେ ଜlନିସlରିଛୁ, ମିଛ କଥା କହିବାର ବି ଗୋଟେ ସିମା ରୁହେ ସେତେବେଳେ କହିଲ ଗୋଟେ କରିଲ ଗୋଟେ,
Gote family re maa jhia paichhanti kintu ame pailuni aita kn thik
ସେପ୍ଟେମ୍ବର 11 ତାରିଖ ରେ ଆବେଦନ କରିଥିଲେ କିନ୍ତୁ ଆସିଲା ନାହିଁ ପ୍ରଥମ କିସ୍ତି
Ame 11 Tarik dino apply korithilu hele asini
Good 👍
Amar 4999 tanka asichi
Kete din paryanta aabedan hei pariba
Prabhati madam kahithile je 15tarikha parjanta jie apply karithibe semane 17tarikha re paibe boli ta .... Kahin... Michha...
Mun apply karithile 4 September re kan painn mililani, application checking kan 15 ru 4 hauchi na 4 ru 15 hauchi , news re Khali gapa jore ,mam ku pacharu nahanti 15 vitare 50 lakh apply karithile ,Aji 25 kan gala,jemiti VTTA katha kahithie 3500 debe boli,news Khali gotie katha upload karuchi
Mu 6tarikh re apply karithili mora asini