New Chief Minister of Odisha | Mohan Charan Majhi | New CM odisha Mohan Majhi Biography Odia | BJP

Поделиться
HTML-код
  • Опубликовано: 10 сен 2024
  • ତାଙ୍କର ଦୁଇଟି ପୁଅ - ଭୁଲ ରେ ଭିଡ଼ିଓ ରେ ଗୋଟିଏ ପୁଅ ଗୋଟିଏ ଝିଅ ବୋଲି କହିଦେଇଛି - ଯାହା Wikipedia ରୁ Data ଆଣିଥିଲି । କିନ୍ତୁ ଏବେ ସେଠାରୁ ମଧ୍ୟ ଠିକ ହେଇଗଲା ଏବେ - ବଡ଼ ପଣ ରେ କ୍ଷାମା କରିବେ |
    New Chief Minister of Odisha | Mohan Charan Majhi | New CM odisha Mohan Majhi Biography Odia | BJP
    କେନ୍ଦୁଝର ସଦର ବିଧାୟକ " ମୋହନ ଚରଣ ମାଝୀ"।
    ୬.୧.୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗାଁରେ ଏକ ଗରିବ ପରିବାରରେ ମୋହନଙ୍କ ଜନ୍ମ ।
    #ତାଙ୍କ ପିତା ଗୁନାରାମ ମାଝୀ ନିଜ ଗାଁ ରାଇକଳା ବିଦ୍ୟାଳୟ ରେ ପିଅନ ରୂପେ କାର୍ଯ୍ୟରତ ଥିଲେ ।
    ପିଲାଟି ବେଳୁ ସେ ତାଙ୍କ ମା ବାଲେଶ୍ଵରୀ ମାଝୀ ଙ୍କୁ ହରାଇଥିଲେ ।
    ଘରର ବଡପୁଅ ଭାବେ ତାଙ୍କ ଉପରେ ପଡିଥିଲା ସମ୍ପୁର୍ଣ୍ଣ ପରିବାରର ଦାୟିତ୍ବ ।
    #ତାଙ୍କ ତଳେ ତାଙ୍କ ର ଜଣେ ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ଓ ଭଉଣୀ ରାସମଣୀ ମାଝୀ ଥିଲେ । କିଛି ବର୍ଷ ପୂର୍ବେ ଭାଇ ଓ ପିତା ମଧ୍ୟ ଇହଲୀଳା ତ୍ୟାଗକରି ଛନ୍ତି ।
    ନିଜ ଗାଁଠୁ ୫କିଲୋମିଟର ଦୂର ଝୁମ୍ପୁରାକୁ ସେ ଚାଲିଚାଲି ଯାଇ ଟିଉସନ୍ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ ।
    #ଗାଁ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପଢ଼ିବା ପରେ ସିଏ ଝୁମ୍ପୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଠ ପଢିଥିଲେ। ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିଲେ ।
    ଏହାପରେ ଆନନ୍ଦପୁର ସରକାରୀ ମହାବିଦ୍ୟାଳୟ ରେ ୧୯୯୦ ମସିହାରେ+୨ କଳା ରେ ପାସ୍ କରିଥିଲେ।
    #ଏହାପରେ ୧୯୯୩ ମସିହାରେ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ+୩ କଳା ପାସ୍ କରିଥିଲେ ।
    #୨୦୧୧ ମସିହାରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ରୁ LLB ପାସ୍ କରିଥିଲେ।
    କିଛିଦିନ ପାଇଁ ସିଏ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ।
    ପ୍ରଥମେ ନିଜଗ୍ରାମ ସମିତି ସଭ୍ୟ ରୂପେ ଠିଆହୋଇ ହାରିଥିଲେ ।
    ଏହାପରେ ୧୯୯୭ ମସିହାରେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଜିତି ସେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।
    ପ୍ର୧#mohanmajhi ଥମେ ୨୦୦୦ ମସିହା, ପରେ ୨୦୦୪ ଓ ୨୦୧୯ ମସିହା ଓ ଏବେ ୨୦୨୪ ମସିହାରେ ଚତୁର୍ଥ ଥର ପାଇଁ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
    ଏହାଛଡା ସିଏ ସରକାରୀ ଉପମୁଖ୍ୟ ସଚେତକ, ପବ୍ଲିକସ ଆକାଉଣ୍ଟ କମିଟି ର ଅଧ୍ୟକ୍ଷ ଓ ବିରୋଧୀ ଦଳ ର ମୂଖ୍ୟ ସଚେତକ ରୂପେ କାର୍ଯ୍ୟ ତୁଲାଇଥିଲେ।
    Mohan Charan Majhi
    mohan Majhi
    Odisha New CM
    Chief Minister of Odisha
    Odisha BJP New CM
    Keunjhar MLA 2024
    #mohan #gk
    #odishacm #bjp
    #NewCm
    #NewCMOdisha, #odisha_current_affairs

Комментарии • 13

  • @BanshidharaGiri
    @BanshidharaGiri 3 месяца назад +4

    Wel come mohan sir

  • @SaraswatiNayak-jr3vo
    @SaraswatiNayak-jr3vo 3 месяца назад +3

    Congratulation CMR

  • @SstarRajesh
    @SstarRajesh 3 месяца назад +3

    Mohon babu jindabad ❤❤❤

  • @user-qp7rl7ec6s
    @user-qp7rl7ec6s 3 месяца назад

    ❤❤ Good News ❤❤

  • @user-ub2ib1dm1w
    @user-ub2ib1dm1w 3 месяца назад

    Thanks🙏🌹

  • @sonusaraf9551
    @sonusaraf9551 3 месяца назад

    Ama man dukha lagu6i anya jati r lokanku mukshya manntri karajaithile ame khusi heithutu amar man dukha achhu

  • @DJLOVER-lj6yg
    @DJLOVER-lj6yg 3 месяца назад

    bret man

  • @munnadas9241
    @munnadas9241 3 месяца назад

    Ame bhabinathila

  • @RasmitaMohanty-dw3sy
    @RasmitaMohanty-dw3sy 3 месяца назад +1

    Nben bst

    • @-hp7et
      @-hp7et 3 месяца назад +3

      ମୋହନ ମାଝି ବହୁତ୍ ଷ୍ଟ୍ରଗଲ୍ କରି ମୁଖ୍ୟ ମନ୍ତ୍ରୀ ହେଇଛନ୍ତି ନବିନ୍ ତ ତା ବାପା ମଲା ବୋଲି ମୁଖ୍ୟ ମନ୍ତ୍ରୀ ହେଇ ଥିଲା

  • @kaberiswainluby7934
    @kaberiswainluby7934 3 месяца назад

    🎉🎉

  • @jatinpadhan2697
    @jatinpadhan2697 3 месяца назад

    bhul data, tankara 2ta pua, jhia nahi