ଆଫ୍ରିକାର ସବୁଠୁ ଗରିବ ବସ୍ତି ରେ ମୁଁ // Africa biggest slum Odia vlog

Поделиться
HTML-код
  • Опубликовано: 8 фев 2025
  • ଆଫ୍ରିକାର ସବୁଠୁ ଗରିବ ବସ୍ତି ରେ ମୁଁ // Africa biggest slum Odia vlog
    My email address labahansda97@gmail.com
    #labahansda #travel #odiacomedy #odiashorts #odiasong #odiavlog #odianews

Комментарии • 1,6 тыс.

  • @gobindachandra2018
    @gobindachandra2018 Год назад +112

    ଓଡିଶାର ସବୁଠାରୁ ବଡବ୍ଲଗର ହେବ ଭାଇ ତମଭି ଓ ସବୁଠୁ ନିଆରା ଭଗବାନ୍‌ କରନ୍ତୁ ତମେ ବହୁତୁ ଆଗକୁ ଜାଅ ତମ ପାଇଁ ସାରା ଓଡ଼ିଶା ଗର୍ବିତ ଜୟ ଜଗନ୍ନାଥ

    • @trilochananayak2590
      @trilochananayak2590 Год назад +2

      🙏ଜୟ ଜଗନ୍ନାଥ 🙏
      ଆଜ୍ଞା ଆମେ ଏବେ TV ଦେଖା ବନ୍ଦ କରି ଏ ଭାଇର vlog ଦେଖୁଛୁ ❤️❤️❤️

  • @pratimabehera7830
    @pratimabehera7830 Год назад +15

    ପୁଅ ତୁମେ ବଡ ଭାଗ୍ୟବାନ ଏତେ ସୁନ୍ଦର ଭିଡ଼ିଓ କରି ଛାଡ଼ୁଛନ୍ତି ଆମ ଭାଗ୍ୟରେ ସେ ସବୁ ଜାଗା ଦେଖିବା ଅସମ୍ଭବ ହୋଇଯିବ ତୁମ ବାପ ମା କେତେ ଭାଗ୍ୟବାନ ତୁମକୁ ଜନ୍ମ ଦେଇଛନ୍ତି ତାଙ୍କୁ କୋଟି 🙏🙏

  • @YsPrabesh
    @YsPrabesh Год назад +107

    ଭାଇ ଆପଣ ଭାହାରେ ରହି କିବି ଆମ ଓଡିଶାର କଥା ସମସ୍ତ ଙ୍କୁ ସେଆର କରୁଛନ୍ତି l
    ଭହୁତ ଭହୁତ ଧନ୍ୟବାଦ ଭାଇ
    ଆମ ଓଡିଶା ଓଡ଼ିଆ ଭାଇଙ୍କ ପାଇଁ like 👍👍👍👍👍❤️❤️❤️

  • @biswabhusanpradhan47
    @biswabhusanpradhan47 Год назад +44

    ଏ ଭିଡିଓ ଦେଖିଲା ପରେ ଲାଗୁଛି, ଆମେ ଭାରତୀୟ ମାନେ ବହୁତ ଭଲରେ ଅଛୁ... ଭଗବାନ ସେମାନଙ୍କୁ ସହାୟ ହୁଅନ୍ତୁ ... God Bless you Laba

    • @Vlogger-mami
      @Vlogger-mami 2 месяца назад

      China au Japan ra vlog dekha😅

  • @mandalfamilykitchen
    @mandalfamilykitchen Год назад +168

    ଲବ ଭାଇ ଆମର ଗର୍ବ
    🙏 ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖିଥାଅ 🙏

  • @Nilanchal673
    @Nilanchal673 Год назад +19

    ଲବ ଭାଈ ତୁମ ପାଇଁ ସମସ୍ତଙ୍କୁ ବାହାର ଦୁନିଆ ବିଷୟରେ ସବୁ ଜାଣିବାକୁ ମିଳୁଛି dill ସେ ଭାଈ ଧନ୍ୟବାଦ ❤❤❤❤🙏🙏🙏🙏🙏 ଜୟ ଶ୍ରୀ ରାମ 🚩🚩🚩🚩🚩🚩🚩🚩🚩🚩

  • @officiallaxman4096
    @officiallaxman4096 Год назад +533

    ଲବ ଭାଇ କୁ କିଏ କିଏ ଭଲ ପାଉଛ ଗୋଟେ lik କର

  • @laxmanbehera6404
    @laxmanbehera6404 7 месяцев назад +7

    ,ଭାଈ ବହୁତ ସୁନ୍ଦର ପ୍ରୟାସ କରିଛନ୍ତି ଛୋଟ ପିଲାଙ୍କ ମୁଁହରେ ଟିକେ ହସ ଦେଖିବାକୁ ବହୁତ ଖୁସି ଲାଗିଲା ଏହି ଭିଡ଼ିଓ
    ଟି ମୋ ହୃଦୟକୁ ଛୁଇଁ ଗଲା

  • @pravashchandrapradhan5556
    @pravashchandrapradhan5556 Год назад +35

    ଆମ ଓଡ଼ିଶାରୁ ଯାଇ ଆଫ୍ରିକା ରୁ ଭିଡିଓ କରି ଥିବାରୁ ଆପଣ ଙ୍କୁ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କୁ ମଙ୍ଗଳ କରାନ୍ତୁ

  • @delighteddebadutta7987
    @delighteddebadutta7987 Год назад +36

    Your politeness and humbleness will help you to reach success.Always be like this. ବାହାର ଦୁନିଆ ବିଷୟ ରେ ଆମକୁ ଜଣେଇ ବହୁତ ଭଲ କରୁଛ।God bless you.Jai Jagannath

    • @trilochananayak2590
      @trilochananayak2590 Год назад

      🙏ଜୟ ଜଗନ୍ନାଥ 🙏
      ଲାବା ଭାଇ godbless you ❤️

  • @digantaodisha
    @digantaodisha Год назад +28

    ଓଡ଼ିଆ ଭାବରେ ଭାରି ଗର୍ବ ଅନୁଭବ ହେଉଛି ଭାଇ ତୁମକୁ ଦେଖି।ଜୟ ଜଗନ୍ନାଥ ଭାଇ ❤❤

  • @hemantaswain1421
    @hemantaswain1421 Год назад +12

    Actually Lava
    is doing great job , promoting Odisha and odiya language in Africa. We enjoy the content of video .kudos to Lava

  • @GuluSakti-qh2pt
    @GuluSakti-qh2pt Год назад +51

    ଜୟ ଜଗନ୍ନାଥ ମହା ପ୍ରଭୁ ଭାଇ ସତରେ ଯିଏ ଗରିବ ଗରିବ ଯିଏ ଧନି ଧନୀ ଭଗବାନ କୁର୍ପାରୁ ଆମେ ଆସିଛୁ ଦୁନିଆକୁ ସେଇ ଭଗବାନ ଙ୍କ ଇଚ୍ଛା ଭାଇ ଭଲ ରେ ରୁହନ୍ତୁ ଏମିତି ଭଲ ଭଲ ଭିଡିଓ ଆମମାନଙ୍କୁ ଦେଖାନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଜୟ ଜଗନ୍ନାଥ ମହା ପ୍ରଭୁ

  • @aksbs11
    @aksbs11 Год назад +19

    NO ONE CAN CHALENGE YOU BECAUSE YOU ARE GREAT AND EXPLORING HUMAN LIFE STATUS ALL OVER THE WORLD. GOD BLESS YOU MAN AND YOU ARE A REAL HERO OF ODISHA.

    • @trilochananayak2590
      @trilochananayak2590 Год назад

      🙏jay jagannath 🙏
      Laba bhai international vloger i am proud feel odia peaple in africa love you bro ❤️❤️❤️❤️

  • @tulasinghmajhi6466
    @tulasinghmajhi6466 Год назад +48

    ଆମ ପାଇଁ ଏତେ କଷ୍ଟ କରି ସବୁ ଜାଗା ଦେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କର ଭିଡିଓ ଦେଖିକରି ମୁଁ ସବୁ କିଛି ଜାଣି ପାରୁ ଛି

  • @RoutaHembram-
    @RoutaHembram- Год назад +6

    ଭାଇ ମୁଁ କେନ୍ଦୁଝର ଜିଲ୍ଲା ଘଟଗାଁ ଏରିଆ ରୁ କହୁଥିଲି,ଆମେ ତମ ଭିଡିଓ ସବୁ ଦେଖୁଛୁ ଭାଇ ଆଉ ଅନ୍ୟ ଦେଶକୁ ଯାଇ କି ଏମିତି ଭିଡ଼ିଓ କର। ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଭାଇ ଆମମାନଙ୍କୁ ଅନ୍ୟ ଦେଶ ଦେଖଉଥିବାରୁ। ମା ତାରିଣୀ ତମକୁ ମଂଘଳ କରନ୍ତୁ

  • @gugulsugulvlog123
    @gugulsugulvlog123 Год назад +7

    ଆପଣଙ୍କ video ଦେଖିଲେ ସକାଳୁ ସକାଳୁ fress ଲାଗେ thanks you bhai

  • @prasantakumarsingh9615
    @prasantakumarsingh9615 Год назад +11

    Satare emiti life achi ei ଦୁନିଆରେ । ମୁଁ ଭାବେ ଆମେ ମାନେ ବୋଧେ ସବୁଠୁ ତଳ ସ୍ତରରେ ଅଛୁ ,ବହୁତ୍ ଦୁଃଖ ଲାଗୁଚି ଯେ ଆମେ ଏତେ କଷ୍ଟ ରେ ଅଛୁ । ସେମାନେ କେତେ କଷ୍ଟ ରେ ଜୀବନ ଯାପନ କରୁଥିବେ😢😢 thanks 🙏 Bhai ......ଏସବୁ ଦେଖେଇ ଆମକୁ ଦୁନିଆରେ ବଞ୍ଚିବା ସିଖାଉଚ again thanks bro.

  • @tukunababy
    @tukunababy Год назад +15

    ଭାଇ ତମ ଭିଡ଼ିଓ ପୁରା ହୃଦୟ କୁ ଛୁଇଁ ଯାଉଛି।❤️❤️❤️

  • @dillipkumarsingh9665
    @dillipkumarsingh9665 2 месяца назад +2

    ପ୍ରଥମେ ଧନ୍ୟବାଦ ଭାଇ ତମକୁ ଯାହା ହେଉ ତମେ earth 🌎 ର ବିଭିନ୍ନ ଅଞ୍ଚଳ ଯାଇ ଲୋକଙ୍କ ଦୁଃଖ ସୁଖ ଭରା ସମୟ ଅତି ବାହିତ କରୁଛ❤❤❤❤❤❤❤

  • @pravakarsahooofficial9724
    @pravakarsahooofficial9724 Год назад +113

    You are representing (Odisha) India...we are Proud of you..
    It's not easy to survive and live in other countries..You made it simple..Keep it up. We are with you..God bless you ❤️🙏

  • @bijayalaxmibehera2997
    @bijayalaxmibehera2997 7 месяцев назад +2

    ଲଵ ଭାଈ ଏତେ ବଢ଼ିଆ ମେସେଜ ଦେଉଛନ୍ତି ଲୋକ ମାନଙ୍କୁ ଅସେସ ଧନ୍ୟବାଦ ଭଗବାନ ଭଲରେ ରଖନ୍ତୁ 🙏

  • @sibasankarmurmu5203
    @sibasankarmurmu5203 Год назад +65

    ଭଲ କାମ କୁ ପ୍ରଶଂସା କରିବା ଦରକାର। ଶିକ୍ଷା ହିଁ ସମାଜ। ଜୀବନ ରେ ଶିକ୍ଷା ନିହାତି ଜରୁରୀ ।take care bro.

    • @trilochananayak2590
      @trilochananayak2590 Год назад

      🙏ଜୟ ଜଗନ୍ନାଥ 🙏
      ଆପଣ ଠିକ କହିଛନ୍ତି 🙏

  • @dusmantanayak8304
    @dusmantanayak8304 Год назад +5

    ଆପଣ ଙ୍କ ମାଧ୍ୟମରେ ଆମେ ଓଡିଆ , ଆଜି ଘରେ ବସି ଦୁନିଆ କୁ ଦେଖୁଛୁ, ଆଉ ଲୋକ ମାନଙ୍କୁ ଜାଣିପାରୁଛୁ, ବହୁତ ଶିକ୍ଷା ପାଉଛନ୍ତି ଆଉ ଯୁବ ସମାଜ, ଧନ୍ଯବାଦ ଲବ୍ ଭାଇ, ମୁଁ ଦୁଷ୍ମନ୍ତ (ବାଲେଶ୍ୱର, ପଂଚଲିଂଗେଶ୍ୱର)

  • @LAXMAN865
    @LAXMAN865 Год назад +21

    Wow.... Cinematographer next level 🔥🔥🔥... And music also... 🔥🔥🔥.... ବହୁତ ଖୁସି lagila

  • @murmudukhabandhumajhi
    @murmudukhabandhumajhi Год назад +2

    ଜୟ ଜଗନ୍ନାଥ ;ଲବ ବାବୁ ଭଲ ଲାଗୁଛି vedio ଦଖିକି

  • @Thefoodiss
    @Thefoodiss Год назад +12

    LABA HASDA now you trend in odisha... Good Luck Brother... Have a Safe Journey

  • @rsvillagelife.6716
    @rsvillagelife.6716 Год назад +3

    Bahut confidence.God bless you.Tribal of odisha are great.

  • @kundeleshwarlokonatya9825
    @kundeleshwarlokonatya9825 Год назад +34

    ଜୟ ଜୟ ଭାରତୀୟ ଜନତା ଭାଈ ମୁଁ ବହୁତ ଖୁସି ହୋଇଗଲି ବହୁତ ଆମେ ତ ତମର ଭିଡିଓ ଦେଖିଲି 😭😭😭😭😭😭😭😭👌💯 love you ଭାଈ

  • @Travelvloggertapan
    @Travelvloggertapan Год назад +2

    ଭାଇ ତୁମେ ଜଣେ unique ମଣିଷ ବହୁତ ଜଲଦି ସମସ୍ତଙ୍କ ହୃଦୟରେ ଘର କରି ପରିଚ ।ମୁଁ ସବୁଦିନ youtube ଦେଖେ କିନ୍ତୁ ତୁମ ଭିଡିଓ କୁ ଅପେକ୍ଷା କରିଥାଏ ବହୁତ ଭଲ ଲାଗେ ତୁମ ଭିଡିଓ ତୁମ କଥା ଶୁଣୁ ଶୁଣୁ ଭିଡିଓ ସରିଯାଏ ଜଣା ପଡ଼େନି ଲୋଭ ୟୁ ଭାଇ ମାଡ଼ି ଚାଲ ଘରକୁ ଆସିଲେ ମୁଁ ତୁମକୁ ଟିକେ ଦେଖା କରିବି ଭାଇ ଦେଖା କରିବେତ ପୁଣି ଥରେ dil SE love you Bhai ❤️

  • @sundarmohanmarndi7979
    @sundarmohanmarndi7979 Год назад +53

    ବହୁତ ଦୁଃଖ ର କଥା ଲବ ଭାଇ ଏମାନଙ୍କର ଜୀବନ କଥା🎉🎉🎉🎉🎉

    • @trilochananayak2590
      @trilochananayak2590 Год назад

      🙏ଜୟ ଜଗନ୍ନାଥ 🙏
      ହଁ ବହୁତ ଦୁଃଖ ମୟ ଜୀବନ ଏମାନଙ୍କର ❤️❤️

    • @bhubanagouda9489
      @bhubanagouda9489 Год назад

      Gudha
      Bai

  • @ajayaedit5067
    @ajayaedit5067 Год назад +5

    ପିଲାମାନ ଙ୍କୁ ସାହାଯ୍ୟ କରିଥିବାରୁ thank you so much nice video❤❤❤ Jai Jagannath🙏🙏

  • @pradyumnakumarsahoo524
    @pradyumnakumarsahoo524 Год назад +16

    Everyday I am waiting for your new videos and it's very informative to know all about the world.. You are very courageous person.. Salute you Laba bhai...

  • @ସୁନାପିଲା
    @ସୁନାପିଲା Год назад +5

    ଭାଇ ଇତିହାସରେ ଆସିବ ତୁମର ନାଁ ଜୟ ଜଗନ୍ନାଥ 🙏🙏🙏

  • @cutex_raja___
    @cutex_raja___ Год назад +9

    ମୁଁ ବରଗଡ଼ ରୁ ଆପଣଙ୍କ ଭିଡ଼ିଓ ଦେଖୁଛି ବହୁତ୍ ସୁନ୍ଦର ଲବ ଭାଇ 😌♥️☺️

  • @abhisheknaik7679
    @abhisheknaik7679 5 месяцев назад

    ବହୁତ ଦୁଖଦାୟକ ଭିଡିଓ ଭାଇ ଭଗବାନ ଆଶୀର୍ବାଦ କରନ୍ତୁ ଅପ୍ରିକା ଲୋକ ମାନକୁ ❤

  • @nirmalnjnirmal
    @nirmalnjnirmal Год назад +17

    Jay Jagannath 🙏
    Laba Bhai ପ୍ରଭୁ ଜଗନ୍ନାଥ ଏମିତି ଆପଣ ଙ୍କୁ ଆଗକୁ ବଢେଇ ଚାଲନ୍ତୁ 🙏ତାଙ୍କ କୃପାରୁ ଭଲରେ ଥାଆନ୍ତୁ ସମସ୍ତେ

  • @digbijaydinda7602
    @digbijaydinda7602 Год назад +1

    Beautiful video amiti agaku bi sundar vlog Kari chara Jay Jagannath 🙏

  • @karunabariha2287
    @karunabariha2287 Год назад +385

    ବଲାଙ୍ଗୀର ହରିଶଙ୍କର ରୁ ମୁଁ ଦେଖୁଛି ଭାଇ ବହୁତ ବଢିୟା ଭାଇ ହେଇଛି

    • @manoranjansahoo7522
      @manoranjansahoo7522 Год назад +9

      Bhai harishankara temple jiba ku hele harishankara road station ru jibapaien bus system kemiti kn achi tike kahibe timing?

    • @rockvlog2936
      @rockvlog2936 Год назад +2

      Hi fd

    • @naimishpanda8899
      @naimishpanda8899 Год назад +2

      @@manoranjansahoo7522 apanku share bolero bi milijiba

    • @Cook._exped-ko1v
      @Cook._exped-ko1v Год назад +2

      Bus ra subidha nahi

    • @naimishpanda8899
      @naimishpanda8899 Год назад +2

      @@Cook._exped-ko1v bus bohut problem haba. Bus re gale khaprakhol ru puni auto karibaku haba.

  • @ashu3391
    @ashu3391 Год назад +8

    11:25 when he says, study continuously everyone, that brought me tears, thinking so privileged we are.🙏
    Jai jagannath
    Thank you Laba Bhai

  • @lizaranidas7842
    @lizaranidas7842 Год назад +14

    God bless you Bhai ଆପଣ ଆମ ଭଦ୍ରକ ଜିଲ୍ଲା pani ଗର୍ବ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ🙏

  • @DebaMari-p2e
    @DebaMari-p2e Год назад +1

    ଖୁବ୍ ସୁନ୍ଦର ଭାଇ 🙏 🙏 ମୁଁ ମାଲକାନଗିରିରୁ ।।।ସତରେ ଭାଇ 🙏 ମୁଁ ଆପଣଙ୍କ ଦ୍ବାରା ଏ ଦୃଶ୍ୟ ଦେଖି ପାରିଲି 🙏 ବହୁତ ବହୁତ ଧନ୍ୟବାଦ ଭାଇ🙏🙏🙏 ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣ ଯଉଠିଵି ଥାନ୍ତୁ ଭଲରେ ଆଉ ହସଖୁସିରେ ଥାନ୍ତୁ 🙏ଜୟ ଜଗନ୍ନାଥ 🙏🙏

  • @caryys9078
    @caryys9078 Год назад +5

    Best of luck ❤dil se bro bahute ଭଲ laguchi bro

  • @gunanidhidehury7944
    @gunanidhidehury7944 Год назад +2

    ବହୁତ ସୁନ୍ଦର

  • @AnkitaRaula
    @AnkitaRaula Год назад +12

    Your editing skills getting good day by day 👍 Keep it up bro and Thanks for sharing our ODISHA culture 😊

  • @prasantkumarmahapatra637
    @prasantkumarmahapatra637 Год назад +1

    It is my pleasure to see the real living scenario of Africa. Africa is a unique country for their unique features. Thanks, bro sharing such a useful video. I am very fond of knowing the culture and traditions particular in Africa.

  • @Adityacreator1
    @Adityacreator1 Год назад +7

    ଭାଇ ଆଜିର ଭିଡ଼ିଓ ଟି ବହୁତ ଦୁଃଖ ମୟଥିଲା 😔 ଆଫ୍ରିକା ର ଗରିବ ବସ୍ତି ର ଲୋକମାନେ ବହୁତ ଦୁଃଖରେ ଜୀବନ ଜାପନ କରନ୍ତି 🥺 ବହୁତ ବହୁତ ଧନ୍ୟବାଦ ଭାଇ ଛୋଟ ପିଲାଙ୍କ ମୁହଁରେ ହସ ଦେଖିକି ବହୁତ ଭଲ ଲାଗିଲା😘 ଆମେ ଓଡ଼ିଆ ଭାରି ବଢ଼ିଆ 😜 Jay Jagannath ମାଡିଚାଲ 🙏....

    • @jamesrinku6493
      @jamesrinku6493 Год назад

      Tanka too b ahuri gareeb rural area visit kariki dekha

    • @ankitasam2.0
      @ankitasam2.0 Год назад

      ruclips.net/video/i9fjxbOGeN0/видео.html

  • @RajeshmohapatraRajeshmohapatra

    ତୁମେ ହିଁ ଓଡିଶା ର ସବୁଠୁ ବଡ ୟୁଟୁବ ବ୍ଲଗର love you bhai biutyfull blog 🎉🎉🎉🎉🎉🎉🎉
    Jay jaganath 🙏🙏🙏🙏🙏

  • @tulasinghmajhi6466
    @tulasinghmajhi6466 Год назад +14

    ଭିଡିଓ ଭଲ ଲାଗିଲା ଭାଇ ଆଫ୍ରିକା ରେ ଥାଇ ଆପଣ ବି ଆଫ୍ରିକା ର ଲୋକ ଭଳି ଦେଖାଯାଉଛ

  • @RamchandraSoy-v8k
    @RamchandraSoy-v8k Год назад +25

    ମୁଁ ମୟୁରଭଞ୍ଜ କରଞ୍ଜିଆ ରୁ ଦେଖୁଚି ଲବ ଭାଇ ଭିଡ଼ିଓ ବହୁତ ବଢିଆ ଲାଗୁଚି..!

    • @tussarmohanta
      @tussarmohanta Год назад +1

      ମୁଁ ସାହାରପଡା ରୁ 😂😂😂

    • @TunaNag-zd3ux
      @TunaNag-zd3ux Месяц назад

      Bhai mayirbhanj karanjiaru bakala gan kete dura plz reply dia sethhi gote mora sanga thhila ta sahita abe mora contact nahi

    • @KrutibasNaik-q9u
      @KrutibasNaik-q9u 24 дня назад

      20 Km distance from Karanjia

    • @TunaNag-zd3ux
      @TunaNag-zd3ux 24 дня назад

      ବକଳା ଗାଁ ରେ କିଏ ଅଛନ୍ତି କି ଭାଇ ସେଠି ଗୋଟେ ମୋର ସାଙ୍ଗ ଅଛି ପ୍ଲିଜ଼ କୁହ

  • @DAYASAUNTA
    @DAYASAUNTA Год назад +2

    ଜୟ ଜଗନ୍ନାଥ ଭାଇ ସବୁବେଳେ ଏମିତିକା ଖୁସି ରୁହନ୍ତୁ ଧନ୍ୟବାଦ

  • @PitambarKisan-yp2dm
    @PitambarKisan-yp2dm Год назад +7

    KEEP support guys.Laba Bhai nku...Good job 😊😊😊

  • @rajatravels6215
    @rajatravels6215 Год назад +1

    I love you ଲବ ଭାଇ ମୁଁ ଓଡିଶା ରୁ ରାଜା

  • @rasikpradhan6338
    @rasikpradhan6338 Год назад +13

    Love you bro , God will help you in every situation , jay jagannath 🙏🙏🙏🙏❤️

  • @DSfoundation-jd4ve
    @DSfoundation-jd4ve Год назад

    ଯାହା ହେଉ ଭାଇ ଆପଣ ବହୁତ୍ ଭଲ ଭିଡ଼ିଓ ଦେଖାଇଲ ଇଣ୍ଡିଆ ରୁ ଯାଇ ଆଜି ଏମିତି ଜାଗା ରେ ପହଞ୍ଚି ଛନ୍ତି ଧନ୍ୟବାଦ୍ ।

  • @comedisana
    @comedisana Год назад +10

    ଭଈ ଆମର ଓଡଗାଁ ବାସିନ୍ଦା।କ ଆସରବାଦ ଆଛି🙏🙏🙏🙏

  • @pranatibarik6880
    @pranatibarik6880 Год назад +1

    ବହୁତ୍ ଭଲ ଲାଗିଲା ଭାଇ ❤

  • @Constitution-Br
    @Constitution-Br Год назад +23

    Education is the most powerful weapon which you can use to change the 🌎 world

  • @urbasisahoo9063
    @urbasisahoo9063 2 месяца назад

    ସୁପର ହିଟ୍ ଓ ଶୁଭକାମନା

  • @Odiainspirationhub
    @Odiainspirationhub Год назад +49

    Life is short and the world is wide ❤️
    If we were meant to stay
    in one place we'd have roots instead of feet🤦 Do not follow where the path may lead, Go instead where there is no path and leave a trail 💞
    Keep it up 👍
    We are with you🙋
    God bless you 🙏

  • @pitabaspradhan112
    @pitabaspradhan112 Месяц назад

    କଟକ ଜିଲ୍ଲା ବାଙ୍କୀ ରୁ ମୁଁ ଦେଖୁଛି ଭାଇ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ jay ଜଗନ୍ନାଥ

  • @mr.gaunlitoka
    @mr.gaunlitoka Год назад +9

    ମୁଁ ରାୟଗଡ଼ା ଜିଲ୍ଲାରେ ଦେଖୁଛି ଭାଇ।।ମାଁ ମାଝୀଗୈାରୀ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏

  • @basantakumar1986
    @basantakumar1986 Год назад

    ଲବ ତମେ ସତରେ ବହୁତ ଭଲ କାମ କରୁଛ , ତୁମକୁ ବହୁତ ବହୁତ ଧନ୍ୟବାଦ

  • @umakantsahoo313
    @umakantsahoo313 Год назад +20

    Resilience in the face of difficulty has made you what you are today.Nothing can stop you from achieving your dream.Challenging but amazing.Go ahead with your journey 👍👍

  • @kunakuna1130
    @kunakuna1130 Год назад +2

    ବହୁତ୍ ଦୁଃଖରେ ରହୁଛନ୍ତି ସେମାନେ thank you ଲବ ଭାଇ

  • @rakeshcreationhd5358
    @rakeshcreationhd5358 Год назад +15

    ଭାଇ ପାଇଁ ଗୋଟେ like 👍 ହେଉ ❤

  • @RoutaHembram-
    @RoutaHembram- Год назад

    ଭାଇ video ବହୁତ ଭଲ ଲାଗିଲା।

  • @sudhirmpm7488
    @sudhirmpm7488 Год назад +4

    Thank you so much Bhai tame life re jauta dekhi hebani seita dekhaucha taha puni risk neiki odisha ra legend boy ❤❤❤❤

  • @lokanathpadhan9775
    @lokanathpadhan9775 Месяц назад

    ବହୁତ ଧନ୍ୟବାଦ ଭାଇ ବହୁତ ସୁନ୍ଦର ହେଇଛି।

  • @NEETMedico4693
    @NEETMedico4693 Год назад +8

    Bhai editing skills and the content u provide in odia is just next level 🎚️✨

  • @badalmajhi3127
    @badalmajhi3127 Год назад +1

    Bohut bholo lagila bhai 🧡🤍💚

  • @nandanhikaka6529
    @nandanhikaka6529 Год назад +13

    ଭାଇ South Sudan ରୁ Kenya ରେ ଟିକେ ଭଲରେ ରହୁଛନ୍ତି ଲୋକ ମାନେ। ..😊😊😊😊 ଜୟ ଜଗନ୍ନାଥ।

  • @BenaMajhi-c8w
    @BenaMajhi-c8w 5 месяцев назад

    ଭାଇ ଭିଡିଓ ଦେଖିଲା ପରେ ଏତେ ଖୁସି ଲାଗିଲା ଭାଇ ସତ କହୁଚି ତମେ ହଉଚ ରିଏଲ୍ ହିରୋ ଭାଇ

  • @linkanvlogs21
    @linkanvlogs21 Год назад +6

    Love from Odisha Sundargarh ❤️ Jai jagannath 🙏

  • @Aditya.aditya.
    @Aditya.aditya. Год назад

    ❤❤❤ତୁମ୍ଭର ସମସ୍ତ ଭିଡିଓ ଦେଖିଲାଣି, କିଛି ବି କମେଟ ଦେଇ ନଥିଲି ,ବହୁତ ଅଧିକ କଷ୍ଟ କରୁଛ ,ବହୁତ ସୁନ୍ଦର ,ମାଡିଚାଲ ,ଜୟ ଜଗନ୍ନାଥ । flying toilet ନାଁ ଟି ଆଜି ନୂଆ ଶୁଣିଲି

  • @babajidayanandadas
    @babajidayanandadas Год назад +8

    ନମୋ ନାରାୟଣ ସ୍ବାମୀ ,ନବ କିଶ୍ୱୋର ହିଁ ପ୍ରକୃତ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟ ,ଶ୍ରେଷ୍ଟ ବିଶ୍ଵ ଗୁରୁ ,ସେବା ହିଁ ମହତ ପଣିଆ,ଧନ୍ୟବାଦ୍, ହରିବୋଲ

  • @bikash2061
    @bikash2061 Год назад

    Bahut khush laguche amar odisha ra lokh mane jai ki volg karuchan ... I am happy

  • @Muadivasibaloko
    @Muadivasibaloko Год назад +7

    ଜୟ ଜଗନ୍ନାଥ ❤❤ ଲବ ଭାଈ ଭଲରେ ରୁହନ୍ତି 🙏🙏❤❤❤

  • @sanjeebpanigrahi747
    @sanjeebpanigrahi747 Год назад

    ଲବ ଭାଇ ମୁ ତୁମକୁ ଏବେ ଜାଣିଲି, ପ୍ରକୃତରେ ତୁମ ନିଜ ଘର କେଉଁଠି, ଆଉ ଏବେ ତୁମେ ରହୁଛ କେଉଁଠି, ବାକି ଏବେ ତୁମ ଭିଡିଓ ଦେଖୁଛି ବହୁତ୍ ବଢିଆ ଲାଗୁଛି, ଭଗବାନ୍ ଆଶୀର୍ବାଦ କରନ୍ତୁ ବହୁତ୍ ଆଗକୁ ଯାଅ

  • @bibhutibhusansahoo9666
    @bibhutibhusansahoo9666 Год назад +5

    Literally You are doing a wonderful job over there 11:28 and I go through your videos and that are awesome brother 🌟 keep it up and stay blessed .
    Jai Jagannath 🙏

  • @munamohantyvlogs6459
    @munamohantyvlogs6459 Год назад

    ଜୟ ଜଗନ୍ନାଥ
    ବହୁତ ବଢିଆ ଲାଗିଲା

  • @himanshusekharnanda7331
    @himanshusekharnanda7331 Год назад +11

    ଆଜି କର୍ଗିଲ ବିଜୟ ଦିବସ,,,,😢 ଜୟ ହିନ୍ଦ୍ ❤😢

  • @mamatamohapatra8559
    @mamatamohapatra8559 2 дня назад

    Bahut bahut bhala lagila

  • @pinashgamango4642
    @pinashgamango4642 Год назад +5

    Always I am watching your videos , love ❤️from GAJAPATI district

  • @sumantanaik607
    @sumantanaik607 Год назад +1

    ଜୟ ମା ତାରିଣୀ ତୁମକୁ ମା ଭଲରେ ରଖିଥାନ୍ତୁ

  • @skingchhabinayak
    @skingchhabinayak Год назад +58

    🙏❣️ଜୟ ଜଗନ୍ନାଥ❣️🙏
    ଯଦି ଭାଇ video ଭଲ ଲାଗୁଛି ତା ହେଲେ ଗୋଟେ Like 👍 ହେଇଯାଉ......

  • @anuanuanuanu2190
    @anuanuanuanu2190 Год назад

    Bhai ati sundar video ti ae basti loka unku dekhi bohut dukha lagila au kosta modhya lagila jagannath thakure emanku bhalare rakhantu

  • @sureshchandradas88
    @sureshchandradas88 Год назад +9

    Very nice video dear Lav. If you ever visit those libraries again, give them books on the culture and traditions of india and places of interest and importance.

  • @jayvaidya5158
    @jayvaidya5158 Год назад

    Bhai Tamaku bahut bahut dhanyavaad.. Tama pain Ame different people nkara different cultures bisayare janibaku pauchu... Keep it on.. Thank you❤

  • @dineshbhoi6480
    @dineshbhoi6480 Год назад +7

    Everyday I am waiting for your new videos... Thank you so much chotu bhai.. jai hind jai bharat 🇮🇳🇮🇳🙏.. form odisha sundergarh

  • @das630jagannath2
    @das630jagannath2 Год назад

    Good job bhai bahut sundar laguchi video Dekhibaku

  • @panchusahu7778
    @panchusahu7778 Год назад +5

    ପ୍ରଭୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ଆପ୍ରିକା ଯାଇ ଆମକୁ ଭିଡ଼ିଓ ଦେକାଇବା ପାଇଁ.. ଭାଇ ଙ୍କ ପାଇଁ 👍👍କରନ୍ତୁ 🥰🥰

  • @alokstardilse2395
    @alokstardilse2395 Год назад

    Very good information of another country.

  • @debendrakumarswain8137
    @debendrakumarswain8137 Год назад +12

    ଆପଣଙ୍କ ଵ୍ୟକ୍ତିତ୍ଵ ଅତି ଆକର୍ଷଣିଅ ❤

  • @bighneshnayak1731
    @bighneshnayak1731 Год назад

    Bahut badhia lagila video 😮😊

  • @chandankumarbhoi4682
    @chandankumarbhoi4682 Год назад +6

    ଅତି ସୁନ୍ଦର ଭିଡ଼ିଓ ଭାଇ ...ମୁଁ ସବୁବେଳେ ଆପଣ ଙ୍କ ଭିଡ଼ିଓ କୁ wait କରିଥାଏ (କୋରାପୁଟ )

    • @ankitasam2.0
      @ankitasam2.0 Год назад

      ruclips.net/video/i9fjxbOGeN0/видео.html

  • @Suravi4u
    @Suravi4u Год назад +2

    Your presentation is awesome. ❤️

  • @trueindian4887
    @trueindian4887 Год назад +30

    Watching many of your videos I came to know that language can't be a barrier to travel the world ....your English is so funny bro....love from Angul😆😜🤣🤪😄

  • @KomlaBhatra-hu9np
    @KomlaBhatra-hu9np Год назад +1

    ଭାଇ ମୁଁ ନବରଙ୍ଗପୁର ଜିଲ୍ଲା ରୁ ଦେଖୁଛି ବଢିଆ ଲାଗୁଛି ଆପଣଙ୍କ ଭିଡିଓ ଜୟ ଜଗନ୍ନାଥ 🙏🙏🙏

  • @sudhirmpm7488
    @sudhirmpm7488 Год назад +6

    Jhadu maruthiba chhua ta bahut bhala lagila❤❤❤