ସିଦ୍ଧାନ୍ତ ମହାପାତ୍ର ପୁରୁଣା ସ୍ମୃତି ମନେ ପକେଇ କାନ୍ଦିଲେ | Tribute To The Legend | Mihir Das | TCP

Поделиться
HTML-код
  • Опубликовано: 15 окт 2024
  • In The Memory Of Mihir Das | Tribute To The Legend | Tarang Cine Productions
    #InTheMemoryOfMihirDas #RestInPeace #MihirDas
    _
    SUBSCRIBE to TarangCineProductions channel for Latest Music and movie videos
    goo.gl/Qd9Dv9
    Like us on Facebook
    / tarangcineproductions
    Circle on G+
    goo.gl/ArUUGw
    Follow us on Twitter
    / tarangtvodisha
    Follow us on Instagram
    / tarangtv
    Visit our website for further details: www.tarangtv.in

Комментарии • 3,2 тыс.

  • @Burty_YT
    @Burty_YT 2 года назад +110

    ସିଦ୍ଧାନ୍ତ ମହାପାତ୍ର ଓ ମିହିର ଦାସ କୋହିନୁର ଅଫ ଓଡ଼ିଶା 🙏🙏🙏🙏

  • @laxmikantasabar8425
    @laxmikantasabar8425 Год назад +223

    ବାସ୍ତବିକ୍ ସିଦ୍ଧାନ୍ତ ସାର୍ ଆଉ ମିହିର ଦାସ ସାର୍ ଓଡ଼ିଆ ସିନେମା ଜଗତର କୋହିନୂର୍ ହୀରା। ସିଦ୍ଧାନ୍ତ ସାର୍ ଆପଣଂକ ଏହି କଥା ମୋ ହୃଦୟକୁ ଛୁଇଁ ଗଲା ଏବଂ ହଠାତ୍ ମୋ ଆଖିରୁ ଲୁହ ଝରି ଆସିଲା କାହିଁକି କେଜାଣି?? ବୋଧହୁଏ ଆପଣ ଦୁଇଜଣଙ୍କ ପ୍ରତି ମୋର ଆନ୍ତରିକ ପ୍ରେମ, ସ୍ନେହ ଓ ଭଲ ପାଇବା ଭାବନାକୁ ନେଇ। ଓଡ଼ିଆ ସିନେମା ଜଗତ ଆପଣଙ୍କ ବିନା ଅଧୁରା ଅଧୁରା ଲାଗୁଛି ମିହିର୍ ସାର୍🙏😭😭🤔 ମିହିର ସାର୍ ଆପଣଙ୍କ ବିନା ସିଦ୍ଧାନ୍ତ ସାର୍ ଙ୍କ ପାଇଁ ଗୋଟିଏ ପକ୍ଷୀ ର ଦୁଇଟି ଢେଣା ବଦଳରେ ଗୋଟିଏ ଢେଣା ସଦୃଶ୍ୟ 😭ଆପଣଙ୍କ ଭଳି ଓଡ଼ିଆ ସିନେମା ଜଗତରେ ହିରୋ,ଖଳନାୟକ,ବାପା, ଶିକ୍ଷକ, କମେଡିଆନ୍ ଅଭିନୟ କେହି କରିପାରିବେନି ଏବଂ ଆପଣଙ୍କ ଭଳି ସମସ୍ତ ଚରିତ୍ର ପାଇଁ ନୁଫୁଣ ଅଭିନୟ କରିବା ଭଳି ସମସ୍ତ ଚରିତ୍ରଧାରୀ ବିଶିଷ୍ଟ କଳାକାର ଆଗକୁ କେହି ବାହାରିବେ କି ନାହିଁ ସନ୍ଦେହ,ତଥାପି ଆପଣଙ୍କୁ ବହୁତ୍ ସମ୍ମାନ ଏବଂ ଭଲ ପାଏ ମିହିର ସାର୍ 🙏❤️❤️❤️ଆପଣ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ସଦାବେଳେ ଖୁସିରେ ଥାନ୍ତୁ, ଭଗବାନ ଆପଣଙ୍କ ଆତ୍ମା ଶାନ୍ତି ଦିଅନ୍ତୁ।Love you so much sir ❤️❤️❤️❤️❤️❤️ ଭଗବାନଙ୍କୁ ଏତିକି ପ୍ରାର୍ଥନା କରେ ଯେ, ଆପଣଙ୍କୁ ପୁନର ଜନ୍ମ ଦିଅନ୍ତୁ ଏହି ଆମ ଓଡ଼ିଆ ସିନେମା ଜଗତ ପାଇଁ।ଜୟ ଜଗନ୍ନାଥ 🙏🙏🙏🙏 ସିଦ୍ଧାନ୍ତ ସାର୍ ଆଉ ମିହିର ସାର୍ ଆପଣଙ୍କ ଦୁଇଜଣଙ୍କୁ ମୋର ବହୁତ୍ ବହୁତ୍ ସମ୍ମାନ ଏବଂ ଭଲ ପାଇବା ସଦାବେଳେ ରହିଥିଲା,ରହିଛି ଆଉ ଆଗକୁ ଜାରି ରହିବ ମଧ୍ୟ❤️❤️❤️❤️❤️❤️❤️❤️🙏🙏🙏🙏🙏

  • @Prasant216
    @Prasant216 2 года назад +537

    ମୁଁ ବି କାନ୍ଦି ପକେଇଲି ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ।miss you mihir sir 🙏🙏🙏

  • @subashnayak4611
    @subashnayak4611 2 года назад +186

    ସିଦ୍ଧାନ୍ତ
    ମିହିର
    & ବିଜୟ sir legend of ଓଡ଼ିଆ Industry 🙏🙏

  • @nilakanthadalai3458
    @nilakanthadalai3458 2 года назад +167

    ଓଡ଼ିଶା ଆଜି ଜଣେ ମହାନାୟକ ଙ୍କୁ ହରାଇ ଗୁଣୁ ଗୁଣୁ ହୋଇ କାନ୍ଦୁଛି.......ଜୟ ଜଗନ୍ନାଥ ,ପ୍ରଭୁ ଜଗନ୍ନାଥ ତୁମ ଆତ୍ମାକୁ ସଦ୍ଗତି ଦିଅନ୍ତୁ

  • @babulnayak6040
    @babulnayak6040 Год назад +23

    ସିଦ୍ଧାନ୍ତ ଭାଇ u are real hero

  • @bharatmeher9598
    @bharatmeher9598 2 года назад +845

    ଗୋଟିଏ ମରଣେ କୋଟିଏ ଆଖିରୁ
    ଝରିଯାଏ ଯଦି ଲୁହ,
    ତେବେ ତ ଜାଣିବ ଜୀବନ ସାର୍ଥକ
    ମ୍ରୁତ୍ୟୁ ବି ଅମ୍ରୁତମୟ । ❤🙏🙏😭😭😭

  • @goodartitude.9917
    @goodartitude.9917 2 года назад +526

    ପ୍ରକୃତ କାକା ଆମ ସମସ୍ତ ଙ୍କୁ ଛାଡି ଚାଲିଗଲେ. ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ଆଶା 🙏ସେ ଆଉ ଥରେ ଏ ଧରା ପୃଷ୍ଠ ରେ ଜନ୍ମ ନିଅନ୍ତୁ 😭😭

  • @spvlogs3650
    @spvlogs3650 2 года назад +65

    ମିହିର ଦାସ ଓ ସିଦ୍ଧାନ୍ତ ମହାପାତ୍ର ଏ ହେଉଛନ୍ତି ଓଡିଶା ର ମାଇଲ ଖୁଣ୍ଟ
    Ever green song 🎵
    Odia industry ଏ ଭଲିଆ ଗୀତ ଆଉ ହେଇ ପାରିବ କି ତାହା ଏ ପଯ୍ର୍ୟନ୍ତ କିଛି ଯଣା ପଡୁନି

  • @sunianaik6760
    @sunianaik6760 2 года назад +2382

    ରବିବାର ଠିକ ସମୟ 4 pm ରେ ବସିଯାଉଥିଲୁ ଟିଭି ସାମ୍ନାରେ, ମିହିର ଦାସ ଅଛନ୍ତି, ବିଜୟ ମହାନ୍ତି ଅଛନ୍ତି, ସିଧ୍ୟାନ୍ତ ଅଛନ୍ତି,ରଚନା ଅଛନ୍ତି,ଜୟୀ ରାମ ସାମଲ ଅଛନ୍ତି, ହର ପଟ୍ଟନାୟକ ଅଛନ୍ତି, ସେ ସମୟ ଚାଲିଗଲା, ସତେ ଯେମିତି ଲାଗୁଥିଲା ଏମାନେ ସମସ୍ତେ ଗୋଟିଏ ମାଆ ପେଟର,ସେମିତିକା ସିନେମା ଆଉନାହିଁ, ମିହିର sir ଆପଣ ଓଡିଶା ବାସୀଙ୍କ ହୃଦୟ ରେ ସବୁବେଳେ ରହିଛନ୍ତି ଏବଂ ରହିବେ,

  • @jeetnjeetcreations4767
    @jeetnjeetcreations4767 2 года назад +151

    ଏମାନଙ୍କ ବିନା ସିନେମା ଅଧା...... 🙏ସେ ଦିନ ଆଉ କାଇଁ ?????? ସେମାନଙ୍କ କଥା ଶୁଣିଲେ ପେଟ ପୁରି ଯାଏ.... miss u...

  • @onlinemntr27
    @onlinemntr27 2 года назад +28

    ଓଡ଼ିଆ ସିନେମା ଜଗତର superstar sidhant sir and mihir sir ସବୁ ବେଳେ ହୃଦୟ ଭିତରେ ରହିବେ ❤️

  • @soumyaranjan8176
    @soumyaranjan8176 2 года назад +1381

    ଏ ଶବ୍ଦ
    ଏ ମଣିଷ
    ଆଉ ନାହିଁ
    କେବଳ ରହିଗଲା ତାଙ୍କ ସ୍ମୃତି
    ଯାହାକୁ ଆମେ କେବେ ଭୁଲି
    ପାରିବାନି
    🙏🏻🙏🏻🙏🏻😢😢😢😢😢🙏🏻🙏🏻🙏🏻🙏🏻🙏🏻♥️♥️♥️♥️♥️♥️♥️♥️

  • @par2love496
    @par2love496 2 года назад +313

    ଏ ଲୁହ ଅଭିନୟ ନୁହଁ ଏ ଅନୁଭବର ଲୁହ , ଏ ଲୁହ ଦେଖି ମୁ ମଧ୍ୟ କାନ୍ଦିଗଲି ,, ବହୁତ ବହୁତ ଧନ୍ୟବାଦ୍ ତରଗଂ ଚେନାଲ୍ କୁ ,,

  • @byasdevmohanty7281
    @byasdevmohanty7281 2 года назад +42

    ମିହିର ଦାସଙ୍କ ଭଳି ମହାନ ବ୍ୟକ୍ତି ଓ ମହାନ କଳାକାର ଚିରଦିନ ପାଇଁ ଅମର ରହିବେ ଆମ ହୃଦୟରେ । ଆପଣ ଏମିତି ଶିଘ୍ର ଚାଲିଯିବା ଟା ସହି ହେଉନି ମିହିର ସାର 🙏🙏😭 🙏🙏 ମହାପ୍ରଭୁ ଆପଣ ଙ୍କ ଅମର ଆତ୍ମା କୁ ସଦଗତି ଦିଅନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏

  • @allrounderbiju8221
    @allrounderbiju8221 2 года назад +68

    ଯେମିତି ଜହ୍ନ ବିନା ପୃଥିବୀ ଅନ୍ଧକାର
    ସେମିତି ମିହିର ଦାସ ଙ୍କ ବିନା ଓଡ଼ିଆ ଚଳଚ୍ଚିତ୍ର ବେକାର😙
    ସବୁ କ୍ଷେତ୍ରରେ ଅଭିନୟ କରୁଥିବା ବ୍ୟକ୍ତି କୁ ବୋଧେ
    ଆଉ ପାଇବୁନି😢 we will miss you everytime sir 🙏🙏😭😭

  • @badrinathbiswal1854
    @badrinathbiswal1854 2 года назад +182

    ମିହିର ଆଉ ସିଦ୍ଧାନ୍ତ ଙ୍କ ଆଖିରେ ଲୁହ ଦେଖି ଲେ ମୋ ଆଖି ରୁ ରକ୍ତ ସ୍ରାବ ହୁଏ,,,,,miss you sir

  • @PNMoon
    @PNMoon Год назад +47

    ୭ ଟଙ୍କା ଦେଇ ଫିଲ୍ମ ହଲ ରେ ଟିକେଟ କାଟି ଘରୁ ଲୁଚି ଲୁଚି ଯାଇ ସିନେମା ଦେଖିବା, ଏତେ ଆନନ୍ଦ ଭରିଦିଏ ତାହା ଏମିତି ପରିବର୍ତ୍ତନ ହେଇଯିବ, ସତରେ ସମୟ ବହୁତ ବଲବାନ, ବହୁତ କାନ୍ଦ ଲାଗୁଛି, ବେଶୀ କଷ୍ଟ ହେଉଛି ଏମାନେ ଆମ ପାଖରେ ଆଉ ନାହାନ୍ତି ।

  • @niharbapi
    @niharbapi 2 года назад +448

    ମନେ ରହିବେ ଆପଣ ମିହିର୍ ଭାଇ , ଛୋଟ ବେଳେ ରବିବାର ଦିନ ଆପଣଙ୍କ ଚଳଚ୍ଚିତ୍ର ସବୁ ଘର ଲୋକ ବସି ଦେଖିବା କେତେ ମଜା , ସତରେ ସେ ଦିନ ନାହିଁ କି ସେଦିନ ହିରୋ ଆଉ ଆଜିର କାକା ମିହିର ଭାଇ ବି ଆଜି ନାହିଁ , ଖାଲି ପୁରୁଣା ଦିନର ସ୍ମୃତି ରହି ଯାଇଛି ।ଶେଷରେ ଏତିକି କହିବି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପବିତ୍ର ଆତ୍ମ କୁ ସଦ୍ଗତି ପ୍ରଦାନ କରନ୍ତୁ , ଓମ୍ ଶାନ୍ତି 🙏🏻🙏🏻

  • @prasankumarofficial
    @prasankumarofficial 2 года назад +430

    ସେ ପୁରୁଣା ଯୋଡି ସେ ଯୁଗ ସରିଗଲା କିନ୍ତୁ ଆମେ ଭାଗ୍ୟବାନ ଆମ ପିଲାଦିନ smurti ହୋଇ ସବୁଦିନ ରହିଗଲା ❤️❤️❤️❤️❤️❤️❤️❤️❤️❤️❤️❤️❤️☺️☺️😞

  • @sunilmahapatra7453
    @sunilmahapatra7453 2 года назад +21

    Sidhant ...Mega Star of Ollywood....Mihir Sir Evergreen Legend

  • @subhasisop2788
    @subhasisop2788 2 года назад +256

    Mihir sir au thare ama odisha re janma nei ama odia film industry ku agei nia bhagwan nka ନିକଟରେ ମୋର ଏଇ prarthana 🙏🙏🙏🙏😭😭 miss u sir every time every moment

  • @vikramaditya1929
    @vikramaditya1929 Год назад +62

    Jete ଥର ଏହି video dekhe sete ଥର ଆଖିରୁ ଲୁହ ଝରିଯାଏ 😥😢😢 miss u mihir, rai, hara sir

    • @RajaExpressVlogs
      @RajaExpressVlogs Месяц назад

      😭😭😭😮‍💨😮‍💨😮‍💨😮‍💨

  • @spandancreationodisha4533
    @spandancreationodisha4533 2 года назад +72

    ଓଁ ଶାନ୍ତି 😭ମିହିର ଦାସ🙏 ଙ୍କର ଅଭିନୀତ 1996 ମସିହା ର ଚଳଚ୍ଚିତ୍ର ପୁଅ ମୋର ଭୋଳା ଶଙ୍କର ଲକ୍ଷ୍ମୀ ଟକିଜ,ପୁରୀ ର ସ୍ମୃତି ଆଜି ବି ଜୀବନ୍ତ ହୋଇ ମନ ରେ ନାଚି ଉଠୁଛି ତାଙ୍କର ଅକାଳ ବିୟୋଗ ଆଜି ଚଳଚ୍ଚିତ୍ର ଜଗତ ରେ ବିରାଟ ବଡ଼ ଶୂନ୍ୟ ସ୍ଥାନ ଗଠନ କରି ଚାଲି ଯାଇଛନ୍ତି ,ଯାହା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଏକ ଅପୂରଣୀୟ କ୍ଷତି🙏

  • @koushiklenka6634
    @koushiklenka6634 2 года назад +60

    ଜୀବନ ଏମିତି ଜିଇଁବା ଗଲାବେଳେ ସମସ୍ତେ ଝୁରିବେ।
    ଓଁ ଶାନ୍ତିଃ

  • @comedymix4150
    @comedymix4150 2 года назад +4

    Legend ମିହିର ଭାଇ mega ଷ୍ଟାର

  • @kumarshree3949
    @kumarshree3949 2 года назад +68

    ମିହିର ସାର୍ ଙ୍କ ଖବର ଶୁଣିଲା ପରଠୁ ମୁ ଯେତେ ଚେଷ୍ଟା କରୁଛି ନ କାନ୍ଦିବା ପାଇଁ ହେଲେ ନିଜକୁ ଯେତେ ଭୁଲିବାକୁ ଚେଷ୍ଟା କଲେବି ପାରୁନି😭😭😭
    ଆପଣଙ୍କ ପରି ଜଣେ ବରିଷ୍ଠ ଅଭିନେତା ତଥା ହୃଦୟ ବାନ୍ ବ୍ୟକ୍ତି ର ଅପୂରଣୀୟ ସ୍ଥାନ କେହି ପୂରଣ କରିପାରିବେ ନାହିଁ😭😭
    ଗୋଟେ ଯୁଗର ଶେଷ ହେଇଯାଇଛି😭😭😭
    I miss you sir😭😭😭

  • @fakirmohansahoo2079
    @fakirmohansahoo2079 2 года назад +380

    ଓଡ଼ିଶା ଆଜି ମହା ନାୟକ ଙ୍କୁ ହରାଇ ଗୁଣୁଗୁଣୁ ହୋଇ କାନ୍ଦୁଛି, ଜୟ ଜଗନ୍ନାଥ 🙏🙏🙏

  • @Appubhaiofficial
    @Appubhaiofficial Год назад +8

    miss u ମିହିର sir😭 ଜୀବନରେ ଗୋଟେ ବଡ ଅବଶୋଷ ରହିଗଲା ମୋର ଆପଣଙ୍କ ସହ ଦେଖା ହେଇପାରିଲାନି im form #youtubepagalo ବାଲେଶ୍ୱର

  • @LevelUp.in7
    @LevelUp.in7 2 года назад +430

    Mihir Das, Siddhant Mohapatra, Hara Pattnaik, Bijoy Mohanty..(jwels of Odisha)....no one can take their place....They are legends... And legend borns once...R.I.P. Mihir sir...May Mahaprabhu Jagannath bless him with infinite numbers of Blessings and happiness..🙏🙏🙏Jay Jagannath🙏🙏🙏

  • @sunilkumarpradhan6183
    @sunilkumarpradhan6183 2 года назад +46

    Rip Mihir bhai,, sidhanr Mihir Jodi hin odia industry ku aga ku neichi....
    Sidhanta bhai ra dialogue aji bi heart ku chhuinchi,,
    କେତେ ହିରୋ ଆସିଲେଣି କିନ୍ତୁ ସିଦ୍ଧାନ୍ତ ଙ୍କ ର ସଂଳାପ ସବୁଠୁ ନିଆରା....

  • @amitkumarrout3523
    @amitkumarrout3523 2 года назад +36

    Sidhant Mohapatra & Mihir Das Are My Childhood Hero's, i Grew up Watching their movies, I miss those good old days. I miss you mihir sir!!!

  • @sarojsahoo2039
    @sarojsahoo2039 2 года назад +45

    ମିହିର ସିଦ୍ଧାନ୍ତ ଙ୍କ ଭାଇ ଭାଇ ସମ୍ପର୍କ ଯୁଗେ ଯୁଗେ ରହିବ ।

  • @kanhadalei5571
    @kanhadalei5571 2 года назад +60

    ସତରେ ଭାଇ ମହାନ ତମେ, ଭଗବାନଙ୍କୁ ବି ମୋର କୋଟି ପ୍ରଣାମ, ଯେ ମିହିର ଦାସ ଭାଇ କୁ ଆଉ ଥରେ ଏ ପୃଥିବୀରେ ଜନ୍ମ ଦିଅନ୍ତୁ,ବେଶି ପରିଚିତ ମନେପଡେ ଆଉ ସେ ପୁଅ ମୋର ଭୋଲା ଶଙ୍କର ଆଉ ଫେରିଆ ମୋ ସୁନା ଭଉଣୀ ଫିଲ୍ମ, ମୁଁ ମୋ ଜୀବନ ଥିବା ପର୍ଯ୍ୟନ୍ତ ମିହିର ଭାଇ କୁ ଭୁଲି ପାରିବି ନାହିଁ,

  • @jeevanshpradhan8113
    @jeevanshpradhan8113 2 года назад +3

    Sidhanta sir nka Katha suni akhiru Luha jharigala..

  • @sr-pt1ge
    @sr-pt1ge 2 года назад +82

    Pila bele Ame bhabuthilu Bijay-Uttam au Mihir-Sidhant satasatika Bhai bhai

    • @subhasishsahooOdisha
      @subhasishsahooOdisha 2 года назад +3

      Sata katha

    • @sujatabishoyi9192
      @sujatabishoyi9192 2 года назад +1

      Mu b bhabuthili

    • @bookpowerofworld6194
      @bookpowerofworld6194 2 года назад +1

      Mu Bhi Bhabuthili Je Mihir Das, Siddhanth Mohapatra,Uttam Mohanty,Vijay Mohanty Hauchanti Sata Satika Bhai Bhai.Nija Rakta Ra Bhai Aaji Paaigali Khusi Re
      But Miss Karuchi.🙁🙁🙁🙁🙁

    • @biswanathswain1234
      @biswanathswain1234 Год назад

      Sata katha😊

  • @subhashree9725
    @subhashree9725 2 года назад +50

    ହଠାତ୍ ସେ ଜ୍ୱଳନ୍ତ ସୂର୍ଯ୍ୟ ଯେ ଦିନେ ଅସ୍ତ ହୋଇଯିବେ 🌅🌇😭😭😭 କେହି ଜାଣିନଥିଲେ

  • @Odia.love_status143
    @Odia.love_status143 Год назад +4

    ସିଦ୍ଧାର୍ଥ ଭାଇ ଆପଣଙ୍କ କଥା ରେ ଦମ ଅଛି......
    ଆପଣଙ୍କୁ ଆଉ ମିହିର sir ଙ୍କୁ ଦେଖିଲେ ପିଲାବେଳ ଟି ମନେପଡ଼ିଯାଏ.... ବହୁତ miss କରୁଛେ ମିହିର sir....... ଛଟବେଳେ ଆପଣଙ୍କ film ଆମ ପରିବାର ସବୁ ଲୋକଙ୍କୁ ଯୋଡି ରଖୁଥିଲା.....
    ଆପଣଙ୍କ film ପାଇଁ ପରିବାର କଣ... ଆଉ ପରିବାର ର Importanc କେତେ ଆମେ ଜାଣିପାରୁଥିଲେ..... ଏଇଟା ମୋ ଦୃଷ୍ଟିକୋଣ....... But we love both of you.... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    Thank you.... ଆପଣଙ୍କ ଭଳି କଳାକାର ଆମ ଓଡ଼ିଆ film ଇଣ୍ଡଷ୍ଟ୍ରି ରେ ଥିବାରୁ........

  • @CaptainMithun10
    @CaptainMithun10 2 года назад +23

    ଏହି ଭିଡିଓ ଟି ଏତେ ହୃଦୟ ସ୍ପର୍ଶୀ । ଏହି ଦୁଇ legend ଓଡ଼ିଶାର ହୀରା

  • @munadalei6268
    @munadalei6268 2 года назад +30

    Bijay Mohanty
    Uttam Mohanty
    Mihir Das
    Sidhant Mohapatra
    ♥️♥️♥️♥️♥️♥️♥️♥️

  • @abinashjena8000
    @abinashjena8000 2 года назад +1

    Miss you ମିହିର ଦାଦା ରାଇ ଦାଦା miss you

  • @pksonu6333
    @pksonu6333 2 года назад +32

    ଓଡିଶା ମାଟି ଆପଣଙ୍କୁ ସବୁବେଳେ ମନେ ରଖିବ ମିହିରି ବାବୁ । ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆପଭ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ। 😭😭😭

  • @harekrushnadhal2579
    @harekrushnadhal2579 2 года назад +65

    ମିହିର ସାର, ଆପଣ ସାରା ଦେଶବାସୀ ଙ୍କ ହୃଦୟରେ ଚିରଦିନ ରହିବେ, I MISS YOU SIR

  • @LiveEntertainmentMedia
    @LiveEntertainmentMedia Год назад +1

    Sata sata Naman sidhant bhai aau Mihir Bhai nku ..... Tanka dui Jana acting best

  • @dharmjagaran0555
    @dharmjagaran0555 2 года назад +87

    😢😢 ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମିହିର ଦାସ Sir, ଆପଣଙ୍କୁ ପ୍ରଣାମ, ଜୟ ଜଗନ୍ନାଥ

  • @mamamantulifestyle
    @mamamantulifestyle 2 года назад +39

    ମୁଁ ସବୁ ବେଳେ ଆପଣଙ୍କ କଥା ଭାବି କାନ୍ଦୁଚି ମିହିର ସାର୍ 🙏😭😭😭😭😭

  • @RatanKuRout
    @RatanKuRout 2 года назад +19

    Two diamond 💎 of odia film industry in one frame

  • @mr.sanjayinformationdiscov3282
    @mr.sanjayinformationdiscov3282 2 года назад +35

    ମୋ ପିଲା ବେଳ କଟିଛି ମିହିର ଦାସ ଜି ଓ ସିଂଦ୍ଧାନ୍ତ ଜି ଙ୍କ ଫିଲ୍ମ ଦେଖି ଦେଖି, ମିହିର ସାର ଙ୍କ ଆତ୍ମା କୁ ଶାନ୍ତି ମିଳୁ।।।।।

  • @RkLifestyle-bb6eg
    @RkLifestyle-bb6eg 2 года назад +60

    ମୁଁ ବହୁତ ଗର୍ବିତ ମିହିର ଦାସ ଜଣେ ଓଡ଼ିଆ ନାଟ୍ୟକାର ନୁହଁନ୍ତି।। ସେ ଜଣେ ଆଦର୍ଶ ମଣିଷ ଟେ ଥିଲେ।।

  • @PrakashKumarE10
    @PrakashKumarE10 Год назад +1

    A video mu Bahut thara dekhilini.... Au sabu thara mo akhi dhala dhala hei jae.... My all Time Favourite actor kahiba bi chhoto padiba Sir nka pain... Se Jane emiti kalakar.. jahanku describe kariba asambhab... My Inspiration... The Legend Mihir Das Sir 🙇🏻🥺 Apananku real re dekhiba swpna swpna re rahigala.... Hele mu banchithiba jaen kahuthibi Apana nka pari kehi janmi nahanti au janma hebebi nahin... You are the Great Of All Time 🙌❤️

  • @AnkitaMohanty760
    @AnkitaMohanty760 2 года назад +131

    Such a great person... odia film industry loss a legend... and one think legends are never die 🙇‍♀️🙇‍♀️🙇‍♀️🙇‍♀️🙇‍♀️ u'r all ways stay in our heart sir........🖤

  • @armanjena1423
    @armanjena1423 2 года назад +68

    It's emotional moment when you see one actor appreciates another artist. Like shidhant said there was no insecurity when they work together. I think that's the best thing in the world. Love always wins. This video shows a lot.❤️

  • @mrpratap9621
    @mrpratap9621 2 года назад +4

    Sidhant ଆଉ mihir das ଓଡିଆ industry ରେ dimond kahile bi kam haba

  • @jibanjyotijena6026
    @jibanjyotijena6026 2 года назад +7

    ଗୋଟେ ବଡ ଖାଲି ଜାଗା ରହିଗଲା ରେ 🥺🥺🥺... ଜଣା ନାହିଁ କିଏ ପୂରଣ କରି ପାରିବ କି ନାହିଁ 🙏🙏🙏🙏.... ଭଗବାନ ଙ୍କୁ ପାର୍ଥନା ଆଉ ଥରେ ଏଇ ଓଡିଶା ମାଟିରେ ଆପଣ ଜନ୍ମ ନିଅନ୍ତୁ...

  • @adityakumarparamgurumahapa3719
    @adityakumarparamgurumahapa3719 2 года назад +79

    My all time favourite actor :- Sidhant sir & Mihir Sir 🎉🎉🙏🏻... 😍😍🔥
    Mihir sir chaligale Sina sabudina pain ama mana re rahigale....Omm Shanti 🙏🏻🎉

  • @ashissamal3616
    @ashissamal3616 25 дней назад +1

    Odisha ra gote hero siddhant Mohapatra ❤

  • @bolojaijagannath1995
    @bolojaijagannath1995 2 года назад +21

    ଏ video ଦେଖିବା ପରେ ମନରେ ବହୁତ୍ କିଛି ପୁରୁଣା ସ୍ମୃତି ମନେପଡ଼ିଗଲା

  • @pabitrakumardasexpress4378
    @pabitrakumardasexpress4378 2 года назад +26

    Ollywood industry re aau kahaku b hele Life time achievement award na diajau.
    Jaha ku b achievement award diajauchhi se legendary hin jaldi amaku chhadiki chalijauchhanti ,,RIP MIHIR SIR

  • @sekharalways
    @sekharalways 2 года назад +75

    I am a 90's kid
    You both are legends even if I say I am grateful that's only a sentence
    I know what was my Raja my Dussehra and new year celebration when I was a kid.
    Odia movie + Paana+ taali = total entertainment

    • @santoshsahoo839
      @santoshsahoo839 2 года назад +1

      Mihir Bhai miss you 😭😭😭😭😭🙏🙏🙏

  • @KulamaniMuduli
    @KulamaniMuduli 2 года назад +86

    Can't hold my tears watching this.. An actor par excellence.. Have always admired this man.. Words will fall short describing his stature. Revisiting those times now is really painful for me. Nevertheless, the show must go on. RIP Mihir Sir. 🙏

  • @sunilmahapatra7453
    @sunilmahapatra7453 2 года назад +62

    RIP Legend... & Thanks for making our Childhood Grand..Thank u Sir Thank u So much #Om Shanti🙏🙏🙏🙏🙏

  • @sunitsubhamsahoo5445
    @sunitsubhamsahoo5445 2 года назад +1

    Siddhant mahapatra the backbone

  • @pritimitrarath7073
    @pritimitrarath7073 2 года назад +53

    Really Mihir sir is a mild stone of odia film industry . No one can replace his position. Everyone miss him notonly for his acting butalso for his mesmerizing personality. ❤️❤️

  • @jyotiranjanghadai17
    @jyotiranjanghadai17 2 года назад +63

    Two legends of ollywood movie industry,,,, Mihir das sir🙏🏻.,and Sidharth mohapatra sir🙏🏻

  • @tusarsenapati1248
    @tusarsenapati1248 Год назад +1

    All things are passed away
    ସମୟ ସିନା ଚାଲିଯାଏ ସ୍ମୃତି ରହିଯାଏ

  • @sarojkantamohanty6041
    @sarojkantamohanty6041 2 года назад +148

    RIP Mihir Das. We really miss you. A legend never dies just disappeared. I hope you will be in better place. Thank you entertained us.

  • @brundabanajena5094
    @brundabanajena5094 2 года назад +30

    ବହୁତ କଷ୍ଟ ଅନୁଭବ ମନ କଲା

  • @brahmanchhaivillagefastiva1093
    @brahmanchhaivillagefastiva1093 2 года назад +12

    ଦୁଇ ଜଣଙ୍କ ଅଭୂଲା ଶ୍ର୍ମୃତି ଭୂଲି ହେବ ନାହିଁ🙏
    ବହୁତ ମନେ ପଢୁଛି ମିହିର ସାର 🙏
    ତୁମର ଅବଦାନ ପାଇ ଓଡିଆ ଚଳଚିତ୍ର ଆଗକୁ ଆସିଛି 🙏
    ତୁମର ଆତ୍ମାକୁ ସଦଗତି ଦିଅନ୍ତୁ ଜୟ ଜଗନ୍ନାଥ🙏

  • @jagamohanjena2314
    @jagamohanjena2314 2 года назад +5

    ସବୁବେଳେ ଦେଖୁଛି କିନ୍ତୁ ନୂଆ ଲାଗୁଚି

  • @balangiryoddhaff
    @balangiryoddhaff 2 года назад +416

    💐R. I. P💐 .. We miss u Mihir Sir. 😥😥

  • @susanta8320
    @susanta8320 Год назад +6

    When I saw this video automatically my tears falls down really miss that golden time and best actor Mihir das , Sidhhanta , Hara bhai ,Raimohan, Vijaya mahanty, Rachana , Jayeeram samal and many more actor. miss u Odisha .

  • @chinmayjena3788
    @chinmayjena3788 2 года назад +22

    ଆମେ ଦିନେ ସମସ୍ତଙ୍କୁ ହରେଇବା କିଏ ଜାଣେ କାଲି କଣ ହେବ ଆଜିକା ପାଇଁ ବଞ୍ଚିଯିବା ପ୍ଲିଜ଼ 🙏😭😭😭😭😭

  • @dibyaranjansahoo3581
    @dibyaranjansahoo3581 2 года назад +46

    Mihir Sir u r such a legendary actor who never set from our Heart 😭😭😭😭😭😭😭😭😭😭😭😭😭Jay Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pratikshyatripathy4147
    @pratikshyatripathy4147 2 года назад +10

    Mihir das sir was very good actor, god bless u siddhant sir❤

  • @tapasentertainment9135
    @tapasentertainment9135 2 года назад +14

    Absolutely right words of Mr. Munnabhai. Both are Superstars of Ollywood industry. See the feelings of Munnabhai. Jay Jagannath

  • @laxmidharpradhanvlogs9044
    @laxmidharpradhanvlogs9044 2 года назад +21

    ଜୟ ଜଗନ୍ନାଥ ଆଊ ଥରେ ଆମ ଓଡ଼ିଶାରେ ଜନ୍ମ ନିଅନ୍ତୁ ଏତିକି ଠାକୁର ପାଖରେ ପାର୍ଥନା

  • @jajpuriasandha7100
    @jajpuriasandha7100 2 года назад +4

    Siddhant Mohapatra And Mihir Das,,,,, KING 👑 OF OLLYWOOD

  • @dharitridalei195
    @dharitridalei195 2 года назад +23

    A mane ହେଉଛନ୍ତି real hero 🙏🙏 aau aji kali ra jou hero heroine chi chi 😡 miss you 😭

  • @goutambiswal
    @goutambiswal 2 года назад +12

    *ମିହିର ସାର ଆଉ ସିଦ୍ଧାନ୍ତ ସାରଙ୍କର Film ଦେଖି ଦେଖି ଆମେ ବଡ଼ ହେଇଛୁ । ଏବେକାର Film ଯଦି ଥରେ ଦେଖୁଚେ ଦ୍ୱିତୀୟଥର ଦେଖିବା ପାଇଁ ଇଛା ହେଉନି କିନ୍ତୁ ସେତେବେଳର ଫିଲ୍ମ ଏବେବି Tv ରେ ଦେଲେ ଆମେ ସପରିବାର ଦେଖୁ । ଏବେବି ମିହିର ସାରଙ୍କ "ପୁଅ ମୋର ଭୋଳାଶଙ୍କର" film ଦେଖନ୍ତୁ ,ଆଖିରେ ଲୁହ ନଆସିବ ଯଦି କହିବେ 🙂 ଆପଣ ସବୁଦିନ ପାଇଁ ମନେ ରହିବେ ମିହିର ସାର 🙏*

  • @sudharanjanbiswal143
    @sudharanjanbiswal143 Год назад +7

    Govinda ji is not understanding odia much more but he is cooperating with the entire audience and artists with smile and laughing. great sir ♥️👍

  • @mrganulolodia1491
    @mrganulolodia1491 2 года назад +6

    ଆଜି ମିହିର sir ଙ୍କ ପରି ଓଡ଼ିଆ film ବି ଶେଷ ନିଶ୍ୱାସ... ତ୍ୟାଗ କରିଦେଇଛି 🙏🏻... 😭😭

  • @arnendupradhan.6321
    @arnendupradhan.6321 2 года назад +6

    ଓଡ଼ିଆ ସିନେମା ଜଗତର ଦୁଇଜଣ all time fev. Hero, A good human being.... ମିହିର sir, ସିଦ୍ଧାନ୍ତ sir 🙏🙏

  • @debasishsahoo314
    @debasishsahoo314 2 года назад +7

    Mihir sir is a allrounder of acting🙌🏻💫✨...he justiced with every character he played...in every role he characterizes himself perfectly💖🙏..he will be always admired in our hearts 🙏❤️🥺

  • @asishkumar5959
    @asishkumar5959 2 года назад +29

    Miss you Legend of Ollywood...
    Jagannath Mihir Sirnku kolei niantu..
    He is not only an actor but also...an inspiration for all..OM SHANTI

  • @abhijitforu980
    @abhijitforu980 2 года назад +55

    Rip Legend🙏 Irreplaceable loss for odia film Industry 💔 miss u .....😭💔💔

  • @sisiraenterprisers6384
    @sisiraenterprisers6384 2 года назад +1

    Satare Jane Tara chaligala.miss u Mihir sir

  • @akashsahu5651
    @akashsahu5651 2 года назад +35

    I really miss you aji bahut dukha laguchhi apana nku harei everytime miss you sir 🙏🙏😭😭😭😭😭😭😭😭😭😭😭😭😭😭

  • @sangitadora9926
    @sangitadora9926 2 года назад +25

    Miss u....Sir really u r legend of ollywood film industry 😍😍😍

  • @rahuldigal7493
    @rahuldigal7493 2 года назад +3

    ଆପଣମାନଙ୍କ ଯୋଡ଼ି ସବୁବେଳେ ଦର୍ଶକ ମାନଙ୍କ ହୃଦୟରେ ରହିବେ ।

  • @anu8635
    @anu8635 2 года назад +43

    You will be missed ... 🙏🏻
    ଅପୂରଣୀୟ କ୍ଷତି 😢😢

  • @Subinspectorsandhya1995
    @Subinspectorsandhya1995 2 года назад +37

    Real actor of Odisha...no one defeat his 😭

  • @sudamamaharana5593
    @sudamamaharana5593 2 года назад +18

    Mihir das and siddhant mahapatra both are legends, my childhood and an era ended here.. Only memories ❤

  • @gurujaga_jg
    @gurujaga_jg 2 года назад +6

    Very emotional video ♥️♥️♥️ Jay Jagannath🙏🙏 ସମସ୍ତଙ୍କୁ ଭଲରେ ରଖି। ଥାଅ

  • @chinmayeesahoo1824
    @chinmayeesahoo1824 2 года назад +10

    Emiti manisa actor au odia industry paiba nahi. Really miss u mihir Sr. Val artist sabu chalijauchanti.

  • @msaritadevi5297
    @msaritadevi5297 2 года назад

    Ama odisha ra legend person bht kichhi sikhibaku milichi apnka pakhee sir thank you so much sir lots of love ❤️❤️❤️❤️❤️❤️ 🙏🙏🙏🙏🙏🙏🙏🙏

  • @entertainmentpakka475
    @entertainmentpakka475 2 года назад +22

    Legendary actor mihir sir, and siddhant mahapatra. Really sir you are pride of odisha apananka stana au kehibhi neiparibeni i miss you sir mihir das.
    I love from berhampur

  • @dashingdebasish3312
    @dashingdebasish3312 2 года назад +8

    Tarang cine production nku etiki anurodh ki life time achievement award au kahaku diantuni... Bcz apana debu bosh nku dele... Kichhi din jaichi se chaligale... Apana bijay mohanty nku dele semti hin alpa din bhitare se chaligale... Au ebe mihir das nka khyatrare hin seya ghatila... Please emti au diantuni life time achievement award

  • @aakashkuanr8887
    @aakashkuanr8887 Год назад +10

    Mihir Das is a gem 💎 of ollywood industry.He has played all the roles efficiently that he got. ❤️❤️❤️

  • @Debasish_the_Philomath
    @Debasish_the_Philomath 2 года назад +46

    RIP Mihir Das, the Kohinoor of Ollywood. May God his soul rest in peace 🙏🙏

  • @suniljena4158
    @suniljena4158 2 года назад +36

    Rest in peace legendary Versatile Actor Mihir Das. Best human being... Deep Homage... End of an are... Huge loss... Miss you....🥺🥺🥺🥺