When Will The Odisha Hockey World Cup Scam Be Investigated ? | Nirbhay Gumara Katha

Поделиться
HTML-код
  • Опубликовано: 29 сен 2024
  • When Will The Odisha Hockey World Cup Scam Be Investigated ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 292

  • @padmacharandash8249
    @padmacharandash8249 3 месяца назад +14

    ଆଜ୍ଞା ନମସ୍କାର, ଗାଁ ନିର୍ମଳ ଧୋବାତୁଠରୁ ଜଣାପଡିଲା ଭଳି ବୋଧ ହୁଏ Bjd-Bjp ସରକାର ମୁଦ୍ରାର ଦୁଇପାର୍ଶ୍ବ ଭଳି । ଲାଗିଲାଣି ମୋହନ ସରକାର ମଧ୍ଯ ନବୀନ ଙ୍କ ଭଳି ଅତି ସ୍ବଛ ଶାସନ ଦେବେ ।

  • @dr.purnendutripathy5263
    @dr.purnendutripathy5263 3 месяца назад +29

    ଏକ ନୂତନ ସରକାର ଆସିଲାଣି ବୋଲି ଅନୁଭବ ହେଉନାହିଁ।ଭାଷଣ ରେ ହିଁ ସୀମିତ ସବୁ। ପରିବର୍ତ୍ତନ ଆଭାସ ହିଁ ନାହିଁ।ବବି ଦାସ ର ଘର ଭଙ୍ଗାରୁଜା ବନ୍ଦ କରାଯିବାକୁ କାହିଁକି ଭୟ କଲେ ସରକାର?

    • @ranginodia
      @ranginodia 3 месяца назад +1

      Kemiti heba bhai Remote ba delhi re achi

    • @chandrakantsutar2922
      @chandrakantsutar2922 3 месяца назад

      Bobby should be arrested immediately for the lapses on his part

  • @ajitkumarpanda6388
    @ajitkumarpanda6388 3 месяца назад +2

    ୨୦୩୩ ତ ଆହୁରି ୮ ବର୍ଷ ବାକି ଅଛି,,,,,,,ତୁରନ୍ତ ନିଷ୍ପତି ପଛରେ କିଛି ତ ଅଛି,,,,,,,ଏ ଓଡ଼ିଶା କୁ ପ୍ରଭୁ ଜଗନ୍ନାଥ ହିଁ ଭରଷା,,,,,,,

  • @padmanayak9883
    @padmanayak9883 3 месяца назад

    ଜୟ ଜଗନ୍ନାଥ
    ନବିନ ବାବୁ ଆପଣ ସଠିକ୍ ବିଶ୍ଲେଷଣ କରି ସରକାର ଙ୍କୁ ଚେତାଉଥାନ୍ତୁ

  • @successodisha2581
    @successodisha2581 3 месяца назад +18

    କିଛି ବି ତଦନ୍ତ ହେବନି । ନା ରଥ ଯାତ୍ରା ପୂର୍ବ ରୁ ନା ପରେ। ଆପଣ ଲେଖିକି ରଖନ୍ତୁ। ସବୁ ମିଳି ମିଶି ଚଳାଉଛନ୍ତି। ନା ଆପଣ ମାନେ କଣ କହୁଛନ୍ତି।😅😅😅😅

  • @Sahityapanda
    @Sahityapanda 3 месяца назад

    ଆଜ୍ଞା.... ନମସ୍କାର୍,........ କହିଲେ... କହିବ..... କହୁଚି। ମୋହନ ମାଝି ଯେବେ ତଦନ୍ତ ଆରମ୍ଭ କରିବେ 😂😂

  • @RadhakantaKar
    @RadhakantaKar 3 месяца назад

    ନୂଆ ସରକାର ର ମନ୍ତ୍ରୀମଣ୍ଡଳ ରେ କେବଳ ୩-୪ ଜଣଙ୍କୁ ଛାଡିଦେଲେ ବାକି ସମସ୍ତେ ଅଯୋଗ୍ୟ.. ମନ୍ତ୍ରୀପଦ ସମ୍ଭାଳିବା ର ଯୋଗ୍ୟତା ନାହିଁ କିନ୍ତୁ ନିଜକୁ ମୁଖ୍ୟମନ୍ତ୍ରୀ ଭଳିଆ ଭାବି ଖାଲି ମିଡିଆ ରେ ଭାଷଣ ମରୁଛନ୍ତି..

  • @umeshchandradash2881
    @umeshchandradash2881 3 месяца назад

    ନମସ୍କାର ଆଜ୍ଞା।ଏ ମୋହନ ସରକାର କିଛି କାମକୁ ନୁହେଁ। ଲୋକ ମାନେ ଯେଉଁ ଥି ପାଇଁ ଭୋଟ ଦେଲେ ସେ କାମ କିଛି କରୁ ନାହାନ୍ତି।ବଡ଼ ଦୁଃଖର ବିଷୟ

    • @lalitranjangaon4015
      @lalitranjangaon4015 3 месяца назад

      ଭାଇ sir, BJD ଯାହା କରିଛନ୍ତି ସେୟା କହୁଛନ୍ତି।bjp abe ଯାହା କରୁଛି ସେୟାକୁ ବି କହୁଛନ୍ତି। ରାମ ମନ୍ଦିରରେ ପାଣି galuni news ଭଲରେ ଦେଖ।

    • @lalitranjangaon4015
      @lalitranjangaon4015 3 месяца назад

      Sir,nku ନିନ୍ଦା କରିବା ପୂର୍ବରୁ ଭାବେ

    • @sandhyaranimahanta8018
      @sandhyaranimahanta8018 3 месяца назад

      ସତ କଥା

  • @pradoshnayak999
    @pradoshnayak999 3 месяца назад

    Sasare colour b anaodia dela pandu He prabhu taku E.D hatare dharapakao🙏

  • @dpmishra2850
    @dpmishra2850 3 месяца назад

    Corruption is soul of india , can body exist without soul......let us look at development that they may do.....

  • @haraprasadBal
    @haraprasadBal 3 месяца назад +54

    ଆମେ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛୁ. ମୋହନ ସରକାର ସବୁ ଦୁର୍ନୀତି ର ତଦନ୍ତ କରନ୍ତୁ.।

  • @PrasantaKumarSahoo-65
    @PrasantaKumarSahoo-65 3 месяца назад +29

    ଆଜ୍ଞା ନମସ୍କାର, ମତେ ଲାଗୁଛି ଯେ ଏ ନୂଆ ସରକାର ଆଉ ଭାଷଣ ପ୍ରିୟ ସରକାର ନୁହେଁ ତ...? ଯଦି ହଁ...ତେବେ ସେ ଭାଷଣ ର ଜବାବ ଜନତା ନିଶ୍ଚୟ ଦେବେ। ସେମାନେ ବହୁତ ଆଶା ନେଇ ବିଜେପି କୁ କ୍ଷମତା କୁ ଆଣିଛନ୍ତି।

    • @SidharthMishra99
      @SidharthMishra99 3 месяца назад

      Odisha Bhagya re bhala Sashana bhala CM nahanti

    • @PrasantaKumarSahoo-65
      @PrasantaKumarSahoo-65 3 месяца назад

      @@SidharthMishra99 ତଥାପି ଆଗାମୀ ଦିନକୁ ଆଶା ରଖିବା positively, ଦେଖିବା କଣ କଣ ହେଉଛି.....?

    • @SidharthMishra99
      @SidharthMishra99 3 месяца назад

      @@PrasantaKumarSahoo-65 taha ta thik

  • @girdharsahu3663
    @girdharsahu3663 3 месяца назад +17

    କାହିଁ କିଛି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନି

  • @gokulchandradas2507
    @gokulchandradas2507 3 месяца назад +6

    ଆପଣଙ୍କ ଜରିଆରେ ନିବେଦନ କରୁଛିକି ନୂଆ cm ଙ୍କ କାନରେ ପକାନ୍ତେ କି ରାଜ୍ୟର ଉପାସନା ସ୍ଥଳ ମାନଙ୍କରେ ଉଚ୍ଚ ସ୍ବରରେ ବାଜୁ ଥିବା ଡାକବାଜୀ ଯନ୍ତ୍ର କୁ ନିଷିଦ୍ଧ କରାନ୍ତୁ,

  • @brajakishorepadhi4022
    @brajakishorepadhi4022 3 месяца назад +7

    ହକି ନାମରେ ଅର୍ଥ ହରିଲୁଟ କଲା ନବୀନ ପଟ୍ଟନାୟକ।

  • @laxmidharabarik2952
    @laxmidharabarik2952 3 месяца назад +4

    ସାର୍ 🙏 ସମସ୍ତଙ୍କ ମତାମତ ପଢିବାକୁ ଅନୁରୋଧ କରୁଛି। କ୍ରୀଡା ଦୁର୍ନୀତିର ସିବିଆଇ ତଦନ୍ତ ହେବା ଦରକାର।

  • @Manoranjansahoo34680
    @Manoranjansahoo34680 3 месяца назад +7

    ଆଜ୍ଞା ନମସ୍କାର, ଆପଣଙ୍କର ଉପସ୍ଥାପନା ଖୁବ ମୂଲ୍ୟବାନ, ବର୍ତମାନ 2024 ଅଧା ହୋଇଛି ଏବଂ ମୋହନ ମାଝିଙ୍କ ସରକାରର ଆରମ୍ଭ, ଭାରତୀୟ ହକି ଫେଡେରେସନ ସହିତ ଅନୁବନ୍ଧ 2033 ପର୍ଯ୍ୟନ୍ତ ଥାଇ ସୁଦ୍ଧା ଖୁବ ତରବରିଆ ଭାବରେ ତାକୁ 2036 ପର୍ଯ୍ୟନ୍ତ ବଢାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଆପଣଙ୍କ ସହିତ ମୁଁ ଏକମତ, ଧନ୍ୟବାଦ 👌👌👌

  • @kamarajjena5461
    @kamarajjena5461 3 месяца назад +4

    👍ନବୀନ sir, ମୋହନ ସରକାର ଙ୍କ ପଦକ୍ଷେପ ଭୁଲ. ଆପଣ ଠିକ କହିଛନ୍ତି

  • @BishnucharanRay-xy5ox
    @BishnucharanRay-xy5ox 3 месяца назад +64

    ନିର୍ଭୟ ଶନିବାର ଓ ରବିବାର ପ୍ରଚାର ହେବାକୁ ଓଡିଶା ବାସି ଚାହାଁନ୍ତି

  • @prafullamohanty5557
    @prafullamohanty5557 3 месяца назад +2

    Sir
    ଲାଗୁନି ଏ ସରକାର କିଛି କରି ପାରିବ। ଓଡ଼ିଆ ଲୋକ ମାନେ ଭକୁଆ ବନିଗଲେ।୫ ବର୍ଷ ବରବା ଦ୍ ହେଇଗଲା। ମହରଗ ରୁ ଯାଇ କନ୍ତର ରେ ପଡିଗଲେ। ଧନ୍ୟ ରେ ରାଜନେତା। ଧନ୍ୟ ତୁମର ସ୍ୱାଭିମାନ। ଛି ଛି।

  • @indiradutta5837
    @indiradutta5837 3 месяца назад +2

    ମୋହନ ସରକାରଙ୍କ ଘରେ ନ ପଶୁଣୁ ଚାଳ ବାଜିଲାଣି ।ହେ କାଳିଆ ସାଆନ୍ତ ତାଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।

  • @mituprdhan2020
    @mituprdhan2020 3 месяца назад +8

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @surendranarayanpanda8021
    @surendranarayanpanda8021 3 месяца назад +3

    ବର୍ତ୍ତମାନ ଓଡ଼ିଶାରେ ବିଜୁଜନତାଦଳ ବିରୁଦ୍ଧ ରେ ଓଡ଼ିଶାବାସୀଙ୍କ ଏତେ ପରିମାଣର ଅସନ୍ତୋଷ ଆଗରୁ କେବେ ଦେଖିନଥିଲୁ.

  • @bulusethy9220
    @bulusethy9220 3 месяца назад +8

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤

  • @Ajitpanda2739
    @Ajitpanda2739 3 месяца назад +8

    ସାର ନମସ୍କାର ଦୟାକରି ଗୋଟିଏ ଟପିକ ରେ ନିୟୁଜ ପରିବେଷଣ ନ କରି କିଛି ରାଜ୍ୟ ର କିଛି ଦେଶର ଏବଂ ଓଡିଶା ର ବିଭିନ୍ନ ଜିଲ୍ଲା ର ଖବର ପରିବେଷଣ କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି 🙏

    • @situn4377
      @situn4377 3 месяца назад

      Sir nka problem hela ki se khali anti-BJD agenda topic upare charchaa karuchanti sabubele. Most of the "Gumara Katha" is either totally false or unproven

  • @TirtharajPanda
    @TirtharajPanda 3 месяца назад +6

    Jai Jagannath
    Very true and eye opening analysis
    Proud of U sir for showing mirror to the Government and Common people.

  • @biswanathpadhy8371
    @biswanathpadhy8371 3 месяца назад +2

    ଜୟ ନାରାୟଣ ମିଶ୍ର ଂକୁ home minister କରାଗଲେ ସବୁ investigation ହେବ।

  • @saratmishra7100
    @saratmishra7100 3 месяца назад +3

    Well said and perfect analysis.
    ଯେମିତି ଜଣେ ମନ୍ତ୍ରୀ ଅବକାରୀ ସେବା ବନ୍ଦ ହେବ ବୋଲି ସର୍ବ ସାଧାରଣ ରେ କହିଲେ, ବିନା କ୍ୟାବିନେଟ୍ ନିଷ୍ପତି ରେ।
    ଖାଲି ଭାଷଣ ଜୋର ରେ ଚାଲିଛି।
    କାମ କାମ, ଯେତିକି ଭି ହେଉଛି, ପୁରୁଣା ecosystem ରେ।

  • @sureshchandradash6900
    @sureshchandradash6900 3 месяца назад +2

    5 ବର୍ଷ ମଧ୍ୟରେ କିଛି ଦେଖିପାରିବେ ନାହିଁ, ରାଧେ ରାଧେ ତୁମର ଅଧେ କୁ ଆମର ଅଧେ

  • @sushildash1265
    @sushildash1265 3 месяца назад +9

    ବିଗତ ସରକାର ରେ ହକି ଖେଳ କୁ ନେଇ ଯେଉଁ ଦୁର୍ନୀତି ହୋଇଛି ତାହା ଉପରେ ଯଦି ବର୍ତ୍ତମାନର ମୋହନ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସେ ରାଜ୍ୟବାସୀଙ୍କ ଆସ୍ଥା ହରେଇବା ସୁନିଶ୍ଚିତ ତଥା ଭୀଷଣ ଭାବେ ବଦନାମ୍ ହୋଇ କଳଙ୍କିତ ହେବେ,ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।

  • @thirdeye9492
    @thirdeye9492 3 месяца назад +1

    ବିଜେପି ହେଉ କି ବିଜେଡି
    ଧାନ ନୁହଁ ସବୁ ଅଗାଡି 😄
    ଗତାନୁ ଗତିକ ଧାରାରେ
    ଚାଲଇ ଶାସନ ପରାରେ
    ଧଣ୍ଡିଆ ହେଉ କି ତମ୍ପ
    ସମସ୍ତେ ଗିଳନ୍ତି ଥୋପ
    ବୃଥା ନ କରିବା ରୋଷ
    ସବୁ ସେ ଗାତର ଦୋଷ
    😢😢😢

  • @ramachandrasahoo1921
    @ramachandrasahoo1921 3 месяца назад +1

    ବହୁତ ସୁନ୍ଦର କଥା ଜୟ ଶ୍ରୀରାମ 🙏🚩🚩🚩

  • @pramodkumarrout7641
    @pramodkumarrout7641 3 месяца назад +2

    I request to Hon'ble Chief Minister,Odisha to watch every day the episode of Nirvaya Gumar Katha in the interest of the people of Odisha.

  • @ashishbehera76
    @ashishbehera76 3 месяца назад +2

    🙏Sir dayakari kahibeki kn pain jaynarayan mishra nku mantri karagala nahi

  • @sandhyaranimahanta8018
    @sandhyaranimahanta8018 3 месяца назад +1

    Fantastic , Excellent, Beautifully, Super , Amazing analysts

  • @trilochanpatnaik6321
    @trilochanpatnaik6321 3 месяца назад +1

    ବିର୍ସା ମୁଣ୍ଡା hockey stadium ଯେପରି ଗିନିସ ବୁକ୍ ରେ ସ୍ଥାନ ପାଇଲା ଏ stadium ରେ ଯେତିକି ଦୁର୍ନୀତି ହେଲା ତାହା ମଧ୍ୟ ଗିନିସ ବୁକ୍ ରେ ସ୍ଥାନ ପାଇଥିବା କଥା।

  • @deepanjalimohanty9756
    @deepanjalimohanty9756 3 месяца назад +2

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @manjupravamishra8000
    @manjupravamishra8000 3 месяца назад +4

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @amitakar948
    @amitakar948 3 месяца назад +4

    ଜୟ ଜଗନ୍ନାଥ 🙏🏿

  • @MrPpcops
    @MrPpcops 3 месяца назад +1

    ଏ ସରକାର ନୁଆ ପାଣି ରେ କେଞ୍ଚୁଆ। ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ସରକାର ଙ୍କ Rule of Business ବୁଝିଲେଣି କି ? ଏହି ଅନଭିଜ୍ଞ ମନ୍ତ୍ରୀ ମାନଙ୍କୁ ବିଭାଗୀୟ ସଚିବ ମାନେ କେତେ ବତେଇବେ ଓ କେତେ ଭୁତେଇବେ ତାହା ଅନୁମାନ କରାଯାଇପାରେ।
    ଯଦି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜଣେ କି ଦୁଇଜଣ ଉପଯୁକ୍ତ ସରକାରଙ୍କ ପରାମର୍ଶ ଦାତା ପଠେଇ ରାଜ୍ୟ ଶାସନ କରିବେ ଓ ମାନ୍ୟବର ରାଜ୍ୟପାଳ ଙ୍କ ମାର୍ଗ ଦର୍ଶନ ରେ ଏହା ଚାଲିଲେ ଠିକ୍ ହେବ । ନଚେତ୍ ରାଜ୍ୟ ସହ ରାଜ୍ୟବାସୀ ଭାସିବେ ଓ ତ୍ରାହି ଜଗନ୍ନାଥ ଡାକିବେ । 🙏 ଶାସନ କରିବା ସହଜ ନୁହେଁ । ଏକଥା ସରକାର ବୁଝିବା ଆବଶ୍ୟକ।

  • @manoranjanmalla1349
    @manoranjanmalla1349 3 месяца назад +1

    ଜୟ ଶ୍ରୀ ଜଗନ୍ନାଥ 🙏
    Sir, ଖାଲି ଚଉକି ରେ ବସି ଗଲେ ପରିବର୍ତ୍ତନ ହବ ନାହିଁ। ଗୁରୁ ଦାୟିତ୍ଵ ନେଇ ଛ ବୋଲି କହୁଛ କିନ୍ତୁ ମୂଳ କାରଣ ଯାହା ପାଇଁ ଲୋକେ ଭୋଟ ଦେଇଥିଲେ ତାହା ଭୁଲି ଯିବା କଥା ନାହିଁ। ଯାହା ସବୁ ଦୁର୍ନୀତି ହେଇଚି ତାକୁ ସବୁ ଲୋକ ଙ୍କ ସମ୍ମାନ ଙ୍କୁ ଆଣିବା କଥା। ନ ହେଲେ 5 ବର୍ଷ ବେଶି ଦିନ ନୁହେଁ।
    ଜୟ ଶ୍ରୀ ରାମ 🙏

  • @parthapatnaik
    @parthapatnaik 3 месяца назад +1

    BJP Government may not be bad like BJD but it's just average...

  • @ChoudhuridalaBehera
    @ChoudhuridalaBehera 3 месяца назад +2

    ଜୟ ଶ୍ରୀ ଜଗନ୍ନାଥ

  • @KushaRaut-eg1yr
    @KushaRaut-eg1yr 3 месяца назад

    ମୋର ଚାଲେଞ୍ଜ ରହିଲା BJP ଓଡ଼ିଶା ରେ 5 ବର୍ଷ ପୂର୍ଣ୍ଣ ଦରକାର୍ ହବ ନାହିଁ 😂😂😂😂😂

  • @BHARATSAGAROFFICIAL
    @BHARATSAGAROFFICIAL 3 месяца назад +1

    ହକି ନାରେ କୋଟି କୋଟି ଟଙ୍କା ଲୁଟ ହେଇଛି

  • @LokanathBehera-ip3ll
    @LokanathBehera-ip3ll 2 месяца назад

    ଦୁର୍ନୀତି ଦୁର୍ନୀତି। ଦୁର୍ନୀତି। ଆଜ୍ଞା। ଯାତ୍ରା। ପାର୍ଟି। କିମ୍ବା। ସିନେମାରେ। ଭିଲିଆନ ବାହୁବଳ ରେ। କିମ୍ବା। ଧନ ବଳରେ ଯେତେବେଳେ। ଅତ୍ୟାଚାର। କରିଚାଲେ। ଦର୍ଶକ। ମାନେ ଆତୁର ଆବେଗରେ। ଚାହିଁ। ରୁହନ୍ତି। Hero କୁ। ବାସ। ହିରୋ। ଆସିଗଲେ। ଦର୍ଶକ। ଆନନ୍ଦରେ। କରତାଳି ମାରି। ଉଲ୍ଲସିତ। ହୋଇପଡ଼ନ୍ତି କାରଣ। ହିରୋ। ଜଣଙ୍କ। ଦେବଦୂତ। ଭଳି। ଆସି ଯାହା କରେ। ଛାଡ। ଏଠି। ବିଜେଡି। ସରକାର ର। ଅତ୍ୟାଚାରରେ। ଅତିଷ୍ଟ। ହୋଇ। ବିଜେପି କୁ। ହିରୋ। ରୂପେ। ଦେଖିଲେ। କିନ୍ତୁ। ଏଠି। ହିରୋ। ଯଦି। ତା। କାର୍ଯ୍ୟ। ପରାକ୍ରମ। ନା। ଦେଖାଇଲା। ତେବେ। ତାଙ୍କୁ। କି। ପରିଚୟ। ମିଳିବ। ଜଗନ୍ନାଥ। ଭରସା

  • @minatimishra-v6l
    @minatimishra-v6l 3 месяца назад +1

    Birds of same feathers (Nabin & Mohan) flock together.

  • @rajalaxmimohanty1356
    @rajalaxmimohanty1356 3 месяца назад

    ଓଡ଼ିଶା ରୁ କେତେ ଟଙ୍କା ଦିଆଯିବ 2033 ସୁଦ୍ଧା ଜଣାଇଲେ ଉପକୃତ ହେବୁ।

  • @quoteoftheday2357
    @quoteoftheday2357 3 месяца назад +1

    Pratidina BJD ra Drunit Gumara kholantu Mohan Sarakar Action niantu😂😂😂

  • @anshumanbehera1593
    @anshumanbehera1593 3 месяца назад +1

    Correct analysis. Write question must be questioned.

  • @ashokkumarsahoo7041
    @ashokkumarsahoo7041 2 месяца назад

    ଆଜ୍ଞ୍ୟା କହିବା କାହାକୁ ଶୁଣିବ କିଏ? ସମସ୍ତଙ୍କର ଜାତୀୟ ଚରିତ୍ର ପ୍ରାୟତଃ ସମାନ 😊

  • @ghanashyamswain4941
    @ghanashyamswain4941 3 месяца назад

    Neet UG ଦୁର୍ନୀତି ବିଷୟରେ ଜଣାନ୍ତୁ

  • @PradiptaRout-qh2ze
    @PradiptaRout-qh2ze 3 месяца назад

    Sir କଟକ CDA ଦୁର୍ନୀତି ବିଷୟ ରେ ଭିଡ଼ିଓ ଆଣନ୍ତୁ

  • @rabindrarath9474
    @rabindrarath9474 3 месяца назад

    ସାର ଆମେ ଆପଣଙ୍କ ଉପସ୍ଥାପନାରେ ସତପ୍ରତିଶତ ଏକମତ ପ୍ରଥମେ ମୁଖ୍ୟମନ୍ତ୍ରୀ 24ବର୍ଷର ଦୁର୍ନୀତିର ପେଡି ଖୋଲନ୍ତୁ ସିବିଆଇ ଇଡି ସମସ୍ତ ଦୁର୍ନୀତିର ତଦନ୍ତ କଲେ ଏ ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ

  • @netajidash9367
    @netajidash9367 3 месяца назад +1

    ଏହିଭଳି ଚାଲିଲେ ଏ ସରକାର ଏକ ନିକମ୍ମା ସରକାର ବୋଲି ବାର୍ତ୍ତା ଯିବ।

  • @gitanjalinath3030
    @gitanjalinath3030 3 месяца назад

    l ହକିପାଇଁ କିଛି ଭିତ୍ତିଭୂମି ନଥାଇ ପ୍ରାୟୋଜକ ହେବା କେତେଦୂର ଠିକ.ଖେଳାଳି ବି ଜଣେ. ଆପଣ ଏମିତି କହୁଥିବେ ମୋତେ ଲାଗୁନି ଏଠି କିଛି ପରିବର୍ତ୍ତନ ହେବ

  • @prakashpanigrahi6393
    @prakashpanigrahi6393 3 месяца назад

    ବିଜେଡି ସରକାରଙ୍କ ସବୁ କାର୍ଯ୍ୟ ବିଶ୍ବ ସ୍ତରୀୟ ହୋଇଛି ବୋଲି ଦଳ ଘୋଷଣା କରିଆସୁଥିଲା। ଦୁର୍ନୀତି କେମିତି ପଛରେ ପଡ଼ିଥାନ୍ତା। କିନ୍ତୁ ଏହା ମଧ୍ୟ ବିଶ୍ଵ ସ୍ଥରୀୟ।ଅବଶ୍ୟ ଏହା ଅଘୋଷିତ !

  • @rabinarayanpradahan9380
    @rabinarayanpradahan9380 3 месяца назад

    ଦଳ ଭର୍ତ୍ତି ପୋଖରୀ ରେ ପହଁରିଲା ଭଳି ମତେ ଲାଗୁଚି,,,,,😅

  • @pratapchandrasamal2396
    @pratapchandrasamal2396 3 месяца назад

    ସାର୍, ଦୟାକରି NEET ଦୁର୍ନୀତି ଉପରେ କିଛି କହିବେ କି। ଏଥିରେ ଓଡ଼ିଶା ସମେତ ପ୍ରାୟ 25 ଲକ୍ଷ ପିଲାଙ୍କର ଭବିଷ୍ୟତ ବନ୍ଧା ପଡ଼ିଗଲା। ସବୁ ଦୁର୍ନୀତି ଠାରୁ ମାରାତ୍ମକ ହେଉଛି ଶିକ୍ଷା ଆଉ ସ୍ବାସ୍ଥ୍ୟ ଦୁର୍ନୀତି।

  • @surendranathlenka3599
    @surendranathlenka3599 3 месяца назад

    ଆଜିର ବିଶ୍ଳେଷଣ ରୁ ମୋହନ ସରକାର କିଛି ଶିଖିବା ଉଚିତ। ପୂର୍ବ ସରକାରଙ୍କ ସମୟର ନିଷ୍ପତ୍ତି ର ସମୀକ୍ଷା କରି ଓଡ଼ିଶାର ସ୍ୱାର୍ଥରେ ହୋଇଥିବା ନିଷ୍ପତ୍ତି ବ୍ୟତୀତ ଅନ୍ୟ ନିଷ୍ପତ୍ତି ବାତିଲ ହେବା ଆବଶ୍ୟକ।

  • @mahapatra787
    @mahapatra787 3 месяца назад

    ନବୀନ ବାବୁ
    ଆପଣଙ୍କର ସମସ୍ତ episode ର ସମୀକ୍ଷା ଅତ୍ୟନ୍ତ databased। ଧନ୍ୟବାଦ ଆପଣ ଙ୍କୁ। ମୁଁ ଆପଣ ଙ୍କ ସମସ୍ତ episode ଦେଖେ।
    ହକି ପାଇଁ ଯାହା କଲେ ଯେମିତି ତରବରିଆ ଭାବେ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। BJD ସହ ଭିତିରିଆ ସମ୍ପର୍କ ଆଉ ନାହିଁ ତ।
    ନୀଳାଦ୍ରି ମହାପାତ୍ର

  • @ranjanjyotipattnaik8403
    @ranjanjyotipattnaik8403 3 месяца назад

    2036 ବହୁ ଦୂରରେ, 🤣 ଏତେ ପ୍ରେମ କୁଆଡୁ ଆସିଲା ହକି ପାଇଁ... ମାତ୍ର୍ 7 ଦିନ ଭିତରେ? ନିଶ୍ଚିତ ପକେଟ matter ହେଇଥିବ 😮

  • @dinabandhuprusty3568
    @dinabandhuprusty3568 3 месяца назад

    ନବୀନ ପଟନାୟକ ଙ୍କ ପାଖରେ bjpର କିଛି ଦ୍ରୁବଳତା ଅଛି ବୋଧେ, ଇଲେକ୍ସନ ପୂର୍ବର ଭାଷଣ ସରକାର ଗଠନପର ର କାଯ୍ୟକ୍ରମ ଭିତରେ ବହୁତ ଫରକ ଲାଗୁଛି, ସେଥିପାଇଁ bjd ନବୀନ ଙ୍କୁ ବିରୋଧୀ ଦଳ ନେତା ବାଛିଛନ୍ତି ବୋଧେ,

  • @rabindarnathdash2512
    @rabindarnathdash2512 3 месяца назад +1

    ସବୁ ଏକା ଭାଡିର ପାରା । କହିବା କାହାକୁ,କପାଳରେ ହାତ ମାରିବା ସାର ।

  • @arunkumarprusty1968
    @arunkumarprusty1968 3 месяца назад

    ମହାଶୟ, ନବୀନ ସରକାର ହୁଅନ୍ତୁ କି ମୋହନ ସରକାର, ବିଜେଡି ସରକାର ହୁଅନ୍ତୁ କି ବିଜେପି ସରକାର, ସେମାନେ ଜାଣି ରଖିବା ଦରକାର ଏକା ମାଘରେ ଶୀତ ଯାଏ ନାହିଁ।ଭୋଟରମାନଙ୍କ ପାଖରେ କମ୍ବଳ ସବୁବେଳେ ସୁରକ୍ଷିତ ଅଛି।ଯେତେବେଳେ ଶୀତ ଆସିବ ଭୋଟରମାନେ କମ୍ବଳକୁ ପାଣିରେ ଓଦା କରି ଧରାଇଦେବେ।

  • @umakantaswain8290
    @umakantaswain8290 3 месяца назад

    ଭାଇରେ ବିଜେଡି ସରକାରରେ ଯେଡ଼େବଡ଼ ଯୋଜନା ସେତେବଡ ଘୋଟଲା. ଦୁର୍ନୀତି ଉତ୍ପାଦନ, ବିତରଣ ଓ ରୂପାନ୍ତରିକରଣ ର ପେଣ୍ଠସ୍ଥଳୀ ଓଡିଶା. ପାଣ୍ଡିଆନ ଙ୍କ ରାଜୁତି ସମୟରେ ଦୁର୍ନୀତି ର ଭଲ ରୂପାନ୍ତରିକରଣ ଦେଖିବାକୁ ମିଳୁଛି ଓଡ଼ିଶାରେ. ଯେଉଁ ନେତାମାନେ ଦୁର୍ନୀତି ଉପରେ ଜ୍ଞାନ ଆହାରଣ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ଓଡିଶା ଠାରୁ ଭଲ ରାଜ୍ୟ ପାଇବେନାହିଁ.

  • @sureshchandradash6900
    @sureshchandradash6900 3 месяца назад

    ଏମାନେ କଂସାରୀ ଘରର ପାରା, ଢୋଲ ଶବ୍ଦ କିଛି ଶୁଭିବ ନାହିଁ

  • @trilochanpatnaik6321
    @trilochanpatnaik6321 3 месяца назад

    ମୋହନ ସରକାର ନିର୍ଭୟ ର ନବୀନ ଦାସ ବାବୁ ଙ୍କ ସନ୍ଦେହ ନିଶ୍ଚୟ ଦୂର କରିବେ ବୋଲି ଆଶା। ତେବେ ନବୀନ ଦାସ ବାବୁ ନବୀନ Pandian ଯୋଡିଙ୍କ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ଲାନ କୁଆଡେ ଅଛି ସେ ବିଷୟରେ କିଛି କହିବେ ବୋଲି ଆଶା।

  • @sureshpatel1309
    @sureshpatel1309 3 месяца назад

    ଦୁର୍ନୀତି କୁ ବାହାର ନ କଲେ, ଏ ସରକାର କୁ ଦୁର୍ନୀତି ର ସମର୍ଥକ କୁହାଯିବ। ଏମାନଙ୍କୁ ମଧ୍ଯ ବାଟ ଦେଖାଇ ଦିଆଯିବ।

  • @jayshreeramharharmahadev1108
    @jayshreeramharharmahadev1108 3 месяца назад

    ଟିକେ ଟାଇମ ଲାଗିବ ଏବେ ମନ୍ତ୍ରୀ ମାନେ ନୂଆ ନୂଆ ମଲାଇ ଖାଉଚୋନ୍ତି ନା ବେଶୀ ଉତୁରି ପଡୁଚି ସେମାନେ ଆଉ କରିବେ କଣ୍ ବାକି ସରକାର ଚାହିଁଲେ ସବୁ ଚୁପ୍ ହେଇଯିବ

  • @KushaRaut-eg1yr
    @KushaRaut-eg1yr 3 месяца назад

    ଚିପାଙ୍ଗି ମାନେ ଘର ଦେଶ ଚଳେଇବେ କିଛି ଅସୁବିଧା ନାହିଁ ହେଲେ ସହରୀ ଲୋକ ର ବିଚାର ବିମର୍ଶ କରିବା ଜରୁରୀ

  • @gurumohanty8208
    @gurumohanty8208 3 месяца назад

    କେନ୍ଦୁଝରିଆ ମୋହନ କଣ ମୋଦି ଘରେ??? ଜମା ସପ୍ତାହେ ହେଇନି, କାଇଁ ଅଦାନୀ ଅମ୍ବାନୀ ଆଉ ଖଣି ରେ ପଶୁ ନାହାନ୍ତି ତ??? ସେ ଯୋଉଠି ରହିଲେ କାହାର କିଛି ଆପତ୍ତି ନାହିଁ ହେଲେ ଗୁଜରାଟ ମାଫିଆ ଖଣି ରେ ଯେମିତି ନ ପଶନ୍ତି 😂😅😊😢

  • @ManojNayak-vw9bq
    @ManojNayak-vw9bq 3 месяца назад

    ଓଡିଶା ଲୋକ ବିଜେପି କୁ କଣ ପାଈଁ ଆଣିଲେ କ୍ଷମତା କୁ??? କଣ ଏମିତି ଚୁପ ରହିବା ପାଈଁ ନା ବିଜେଡି ର ଦୁର୍ନୀତି କୁ ଲୁଚେଇବା ପାଈଁ ଖାଇବା ପିଇବା ଆଗରୁ ବିଜେଡି ବି ଦଉଥିଲା ତମେ ଦେଲେ କିଛି ନୂଆ କଥା ନୁହଁ ବିଜେପି ସରକାର କୁ ଦୁର୍ନୀତି ଆଉ ଗୁଣ୍ଡା ଅଫିସର ରାଜ ସମାପ୍ତ କରିବା ଦରକାର ନହେଲେ ବିଜେପି କୁ ଲୋକ ଫୋପାଡ଼ି ଦେବେ

  • @bijaymohanty2248
    @bijaymohanty2248 3 месяца назад

    ସ୍ପଷ୍ଟ ଦିବାଲୋକରେ ବି ସର୍ବଶ୍ରେଷ୍ଠ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀ ମାନେ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଭାଷଣ ପ୍ରସଙ୍ଗରେ କଠୋର ପ୍ରତିଶ୍ରୁତି ଦିଅନ୍ତି । ମାତ୍ର ଅନ୍ଧାର ରାତିର ସାମାନ୍ୟ ସ୍ପର୍ଶ ଉପଲବ୍ଧି କରିବା ମାତ୍ରେ , ମନ ଭିତରର ସୁପ୍ତ ସ୍ୱଚ୍ଛ ବିଶୁଦ୍ଧ ପ୍ରକାଶ୍ୟ ଚିନ୍ତାଧାରା ର ଖୋଳପା ଭିତରୁ ବାହାରି ନିଜ ପ୍ରକୃତ କଳେବର କୁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କରିନିଏ ।
    ରାଜ୍ୟ ସାରାର ଦୁର୍ନୀତି ଅଭିଯୋଗ ପାହାଡ ସଦୃଶ୍ୟ ଠିଆ ରହିଛି । ଅପରାଧୀ ଜାଣେ ଅପରାଧର ପରିମାଣ ଓ ପରିଣାମ ଠାରୁ ବହୁତ୍ ଅଧିକ । ତଥ୍ୟ ସଂଗ୍ରହ କରୁ କରୁ ସମୟ ସରିଯିବା ହିଁ ସାରହେବ ।
    ସରକାରୀ କାର୍ଯ୍ୟାନୁଷ୍ଠାନ ଏତେ ଶୀଘ୍ର ହୋଇ ପାରେନି, ଦୁର୍ନୀତିଗ୍ରସ୍ତ ମାନେ ବେଶ୍ ଅଭିଜ୍ଞ !
    ଭାରତ ସରକାର କାହାରିକୁ ଦଣ୍ଡିତ କରିପାରନ୍ତି ନାହିଁ । ଅଦାଲତ ତାକୁ ୨୫ ରୁ ୪୦ ବର୍ଷ ସମୟ ନିଏ । କାଳ କ୍ଷେପଣ ହିଁ ମୁକ୍ତି ପାଇଁ ଏକ ମାତ୍ର ମାର୍ଗ ।
    ଏୟା ହୁଏ ସରକାର ଦ୍ଵାରା ଧରା ପଡିଗଲେ ଲୋକ ଲୋଚନ ରେ ଚହଳ ପଡ଼ିଯାଏ କିନ୍ତୁ, ଆଇନ୍ ଆଉ କାଗଜ ତାର ସ୍ଵତନ୍ତ୍ର ରାସ୍ତା ରେ ନିଜ ସୂତ୍ର ବାଟଖୋଜି ମୁକ୍ତ ହୋଇଯାଏ । ତଦନ୍ତର ମୂଲ୍ୟ ଅଥବା ମାନେ କିଛି ହିଁ ନଥାଏ ।
    ଶେଷରେ ଫଳାଫଳ ଶୂନ !!!!!!

  • @Jagannath-oc9ht
    @Jagannath-oc9ht 3 месяца назад

    ନିଷ୍ପତ୍ତି ନେବାରେ ଅର୍ଥ ଲାଗିବ ନାହିଁ । ହେଲେ ତରବରିଆ ନିଷ୍ପତ୍ତି ଦେଖେଇହେବାବାକୁ ଲାଗି ଛନ୍ତି । ଏହା ପୂର୍ବରୁ ଦୁର୍ନୀତି ର ଗନ୍ତାଘର ର ଚାବି ଖୋଲି ବା ଥିଲା । ଲୋକ ଏହି ସରାକାର ପ୍ରତି ଚାହିଁ ରହିଛନ୍ତି । ଲାଗୁଛି କିଛି ଦୁର୍ନୀତି ବିରୁଦ୍ଧରେ ସେମିତି କିଛି ବଡ ପଦକ୍ଷେପ ନେଇ ପାରିବେ ନାହିଁ । . 2 .cocerned ଅଫିସର ମାନେ ସେହି ସେହି ଯିଗାରେ ଯଦି ଅଛନ୍ତି ସରକାରଙ୍କୁ ଠିକ୍ କେମିତି ଖାଇଲେ ହେବ ରାସ୍ତା ଦେଖେଇଦେବେ। ନିଜେ ମାଲାମାଲ୍ ମନ୍ତ୍ରୀ ଙ୍କୁ ହାତଗୁଞା। ଜୟ ଜଗନ୍ନାଥ । ଲେଖା ଛିଣ୍ଡି ଜିବତ ଆଉ?

  • @SusantaBarik-ki2wz
    @SusantaBarik-ki2wz 3 месяца назад

    ସାର ମୋହନ ସରକାର ଖେଳକୁଦରେ ମନ ନଦେଇ କାମଖେତ୍ରରେ ଅଧିକ ସହଯୋଗ ଦରକାର ଜୁଵ ପିଲା ମାନେ ଵହୁତ ‌ଅସିଵିଦାରେ ଅଛନ୍ତି

  • @sarojpradhan830
    @sarojpradhan830 3 месяца назад +3

    Jay Sri Rama Jay jay ❤❤❤❤❤❤❤

  • @janardanpanda5378
    @janardanpanda5378 3 месяца назад

    ମତେ ଯେତେ ମାଠୁଛୁ ମାଠ୍ ମୁଁ ସେହି ଦର ପୋଡା କାଠ ସବୁ ଗୋଟିଏ ଲାଉର ମଞ୍ଜି

  • @pratappadhi8400
    @pratappadhi8400 3 месяца назад

    ଶେଷରେ କ'ଣ ହେଲା, ଖାଅ ପିଅ ଆଉ ଯାହାକୁ ଦେବା କଥା ଦିଅ ନୀତି ଆପଣେଇନେଲେ ପରା😆

  • @pro10classes
    @pro10classes 3 месяца назад

    "ମୁଁ ନବୀନ ଦାସ ରୋକଠକ" ରେ କିଏ ମନେରଖିଛନ୍ତି??

  • @santoshbiswal6256
    @santoshbiswal6256 3 месяца назад +1

    Sir namaskar.mohan sarkar kanpain 3years haki chukti ku badhaile. Kaha nirdesare...odisha ra ki lava heba. Eha thick nuha

  • @padarbindasamal4365
    @padarbindasamal4365 3 месяца назад

    କେଉଁଠାରୁ ପାଣ୍ଠିର ବ୍ୟବସ୍ଥା କରାଯିବ

  • @PuneshSenapati
    @PuneshSenapati 3 месяца назад +4

    ପରଦା ପଛରେ ବହୁତ କିଛି ଚାଲିଛି। ତିନି ମୁଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀ ଓ କିଛି ବରିଷ୍ଠ ନେତୃତ୍ବ ଦିଲ୍ଲୀ ଯିବା ପଛରେ ବହୁତ ରହସ୍ୟ ରହିଛି।

  • @sureshchandradash6900
    @sureshchandradash6900 3 месяца назад

    ଆଜ୍ଞା ଆପେକ୍ଷ କରନ୍ତୁ ହାତି ପାଡିବ ପାଡିବ ଫୁସ

  • @durgaprasadsamantaray7084
    @durgaprasadsamantaray7084 3 месяца назад

    ଘୋଡ଼ା ତର ତର ବିକାଯାଏ,ମଣିଷ ତର ତର ବିକାଯାଏନି।

  • @Ajitpanda2739
    @Ajitpanda2739 3 месяца назад

    ସାମ୍ବାଦିକତା ରୁ ମୋର ମୋହ ଭଙ୍ଗ ହେଲା ଏବେ ମୁଁ ବେକାର

  • @Dr.HrudanandaMishra
    @Dr.HrudanandaMishra 3 месяца назад +1

    Vineel Krisna is key officer who has done all corruption in hockey Cup match.

  • @YTpro2003
    @YTpro2003 3 месяца назад

    କି ବାବୁ ତମେ ତ ଖାଲି ସୁରଟ ଆଉ 😂 ତାମିଲ୍ କହିକି କେବେ ଯେ ସୁରଟ ର କ୍ରୀତ ଦାସ ତମେ ଆମେ ଜାଣିଲୁ 😂

  • @chakradharmohanta8751
    @chakradharmohanta8751 3 месяца назад

    ମୁନ୍ନାଭାଇ ଏମ୍.ବି.ବି.ଏସ୍ ର ମୁନ୍ନାଭାଇ ଭଳି ରୋଗୀ ସେବା କର। ମାତ୍ର ମୁନ୍ନାଭାଇ ଡାକ୍ତରୀ ପାଠ ପଢି ନ ଥିଲେ। ଏଣୁ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତ୍ତିର ମୂଲ୍ୟ କ'ଣ ରହିଲା ??

  • @bijayakumarchoudhury959
    @bijayakumarchoudhury959 3 месяца назад

    ମୋହନ ବୋକା ନୁଁ ହ।କିଛି ସମୟ ପରେ ସେ ଯିବ, କିଛି କମାଇ କରି ପାରିବେନି।

  • @sanjayapanda8176
    @sanjayapanda8176 3 месяца назад

    ବେଶୀ କଥା କହୁଛୁ ରାମ ମନ୍ଦିର କଥା କହୁନାହାନ୍ତି କାହିଁକି.. ୱାଟର ଲିକେଜ ହୋଉଛି..

  • @manojpanda2956
    @manojpanda2956 3 месяца назад

    ସାର୍ ଆପଣଙ୍କୁ ଧନ୍ୟବାଦ, ଯେତେ ଗୁମର କହିଲେ ବି ସରକାର ଙ୍କ ପରିଚୟ ଗୋଟିଏ, ମୋହନ ସରକାର ନିରବ କାହିଁକି କିଛି ବୁଝି ହେଉନି

  • @BasudevMohapatra-be5mf
    @BasudevMohapatra-be5mf 3 месяца назад

    ଭାଲୁ ଆଖୁ କିଆରୀ ରେ ପଶିଲେ ଯାହା ହୁଏ

  • @Ffffffeecvbutreerfhyhuj
    @Ffffffeecvbutreerfhyhuj 3 месяца назад

    ଆପଣ ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ.
    ଲଙ୍କା କୁ ଯିବେ ଯୋଉ ଜନ,
    ସେସବୁ ରାବଣ ସମାନ.

  • @VoyageDays
    @VoyageDays 3 месяца назад

    Laguchi Mohan Majhi sarkar...soichi...Alarm bajeibaku padiba...next panchayat raj election re

  • @sridhardas8509
    @sridhardas8509 3 месяца назад

    ତୁମେ ‌କିଛି କରିପାରିଵନି ।ମୋହନ ସରକାର ଏକ ଵାହାପିଆ ସରକାର ‌। ଏବେଠାରୁ ଜଣାପଡି ଗଲାଣି

  • @sukantmahapatra8043
    @sukantmahapatra8043 3 месяца назад

    ମଦ ମୁକ୍ତ ଓଡ଼ିଶା ଉପରେ episode କରନ୍ତୁ sir

  • @namitanayak8331
    @namitanayak8331 3 месяца назад

    Kambala Sara....... Mohan sarakar bachhu bachhu tanka term puri jiba.

  • @UttamKumar-lv2vv
    @UttamKumar-lv2vv 3 месяца назад

    ଓଡ଼ିଶା 2 ଭାଗ ହେବା ଥୟ

  • @biswajitsethi7008
    @biswajitsethi7008 3 месяца назад

    ବହୁତ୍ ସୁନ୍ଦର ଏବଂ ତଥ୍ୟ ଭିତ୍ତିକ ବିଶ୍ଳେଷଣ କରିଛନ୍ତି ସାର୍.... ମୋହନ ସରକାର୍ ଆଗକୁ ଏହାର କଣ ତଦନ୍ତ କରୁଛନ୍ତି ଅପେକ୍ଷାରେ ରହିଲୁ