Medical re au police station re dinorati kamo koribaku pode ,tenu medical au police station re bohut staff manonkoro abosyokta rohichhi . sorkar ethi proti drusti deba abosyokta.
@@bibhutisahu4204tate sethi pai khauchhanti Narendra khan ra chamcha......sala pakistani bhaduaa Narendra khan ra pela chata kuta....24 years shasan amiti haunathila...
DCP is directly responsible for the gross indiscipline of IIC ଦିନକୃଷ୍ଣ a blot for the men in khaki. This IIC must be dismissed from service to him to eat only with hard earned money. Nighty madam also to be dismissed from service without inquiry which would provide her ample time to be in nighty, ଶ୍ୱଶୁର ନା ବୋପା ଘର, ଥାନା ରେ ଅଛ ମାନେ ୟୁନିଫର୍ମ, ଆଉ କିଛି ନୁହେଁ, ସେଇଥି ପାଇଁ ଅଧେ ଦରମା, ବିଶୃଙ୍ଖଳିତ ଓ ଆତ୍ମଗର୍ବୀ ହେଲେ ସାଧାରଣ ଜନତା ମଧ୍ୟ ବିରୋଧ କରିବେ l ଆର୍ମି ର ମଜା ଏବେ ଦିନକୃଷ୍ଣ ଓ ଉପରପାହ୍ୟା ରେ ଥିବା ମିଥ୍ୟବାଚକ ଙ୍କ ର ସମୟ କଣ ଦେଖିବା ବାକି....... 😄
Bhubaneswar Loko soicho ki thana gherau karro na mu asibi Koraput ru lajya laguni ki tomo mananku nijo jhio Bahu epori abasta heba jain jogi rahiboki ????😢😢😢
I would like to pray before the India Govt. And state govt. , necessary bill may pass all the police constable to IIC should take training under Indian Army. And they should go for border duty at least 5 yrs of their service period. I am ready to go to the border duty.There will be a great transformation of Our police Brothers and Systers.
Ate news dekhila pare bi sarakar kichhi action nei paru nahin au tanka birodhare kichhi b karuni khali transfer...waha re govt of odisha 😂😂😂😂tike laja lagiba katha
ଅପରାଧ ପୋଲିସ ନୁହଁ , ଓଡିଶା ସରକାର ଓ ତାଙ୍କ ଗୃହ ବିଭାଗ କରିଛି .
ଓଡ଼ିଶାରେ ବିଜେପି ହୁଏତ ଉତ୍ତରପ୍ରଦେଶ ବିଜେପି ଭଳି ରାଜ୍ୟକୁ ବଦଳାଇପାରେ
ନିଶ୍ଚିତ ହେବ ଧୈର୍ଯ୍ୟ ଦରକାର ।@@kalingaranjan2074
Right
Law will take it own course.
Sehi toki ASI lady pidhi thila night geia khaibaku deuthila IIC DINA bandhu ku ratire. Sabu police station re ref heuchhanti lady police.
ସେପଟେ ମେଡିକାଲ ସୁରକ୍ଷିତ ନାହିଁ କି ଏପଟେ ପୋଲିସ ଷ୍ଟେସନ ବି ଲୋକ ଯାଇପାରିବେ ନାହିଁ।
ତାହେଲେ ସାଧାରଣ ଲୋକ ଯିବେ କୁଆଡେ।
ସେ ସରକାର ଯାହା ଥିଲା ଏ ସରକାର ବି ସେୟା।
Kn କରିବା ତାହେଲେ ଆମେ ମାନେ 😢😢😢😢😢
Right ✅️
ଆପଣ ଦେଖିବେ ଏ ବେଧଛୁଆ ପୋଲିସ୍ ପାଇଁ ଦିନେ ସାଧାରଣ ଗରିବ ଲୋକ ମାଓବାଦୀଙ୍କ ସହ ମିସିବେ ଆଜି ପ୍ରଥମ ଥର ମାଓବାଦୀ ଠିକ୍ ବୋଲି ମୋ ହୃଦୟ କହୁଛି
Medical re au police station re dinorati kamo koribaku pode ,tenu medical au police station re bohut staff manonkoro abosyokta rohichhi . sorkar ethi proti drusti deba abosyokta.
Right
ଭାରତୀୟ ସୈନିକ ଓ ସୈନିକ ଅଧିକାରୀ ମାନକଂ ପରିବାର ସହିତ ଯେପରି ଅମାନବିକ ବ୍ଯବହାର କରାଯାଉଛି, ତାହାର ନିଦ୍ଦା କୌଣସି ନେତା, ମନ୍ତ୍ରୀଗଣ, ସାଂସଦ, ଆଜି ପର୍ୟ୍ଯନ୍ତ ପଦେବି କହିବାକୁ ସାହାସ କରି ପାରୁ ନାହାଁନ୍ତି, ଏହା କଣ ଆଧୁନିକ ଓଡ଼ିଆ ଅସ୍ମିତା???
ପୋଲିସ ପାଇଁ ହlପ ପ୍ୟାଣ୍ଟ ଏବଂ ହlପ୍ ସାଟ ଅତି ଜରୁରୀ
😂😂
ଓଡ଼ିଶାରେ ବିଜେପି ହୁଏତ ଉତ୍ତରପ୍ରଦେଶ ବିଜେପି ଭଳି ରାଜ୍ୟକୁ ବଦଳାଇପାରେ
ଦୀର୍ଘ ପଚଶି ବର୍ଷ ହେଲା
ଯେମିତି ଶାସନ ଚାଲି ଆସୁଥିବାବେଳେ ଏବେ ତିନି ମାସରେ ସବୁ ଶାସନ ସଫା ହୋଇଜିବ ସମ୍ଭବ ନୁହେଁ ମୁଁ ନିଜେ ଭୁବନେଶ୍ୱର ରେ ଦିନ ବାରଟା ରେ ମଦ ପି ଯେଉଁ ଭଳି ଲଙ୍ଗଳା ଭାଷା ରେ ଗାଳି ଗୋଲଜ ଚାଲି ଥିବ ଯେ କୌଣସି ଭାଇ। ଭ ଉ ଣି
ମା ପୁଅ ଯଦି ସାଙ୍ଗରେ ଯାଉଥନ୍ତି ତାହା କାନରେ ଶୁଣି ହେବ ନାହିଁ ।ସେତେବେଳେ ଭୁବନେଶ୍ବର ର ସଭ୍ୟ ଲୋକଙ୍କୁ ଶରମ ଲାଗୁନଥିଲା
ଯେଉଁ ରାଜ୍ୟର ସରପଞ୍ଚ ପୋଲିସ ଥାନା ରେ ଯାଇ ନିଷ୍ପତ୍ତି କରନ୍ତି କାହାର ରିପୋର୍ଟ ଲେଖା ହେବ କାହାର ନାହିଁ ଏ ଅଧିକାର କିଏ ଦେଇଥିଲା ।ଏବେ ସମସ୍ତେ ଙ୍କୁ ନ୍ୟାୟ ଦରକାର
ସେତେବେଳେ ପାଟିରୁ କଥା ବାହାରୁ ନଥିଲା ।ଇଏ ରାଜ୍ୟର ପୋଲିସ ବ୍ୟବସ୍ଥା ସୁଧୁରିବା ପାଇଁ ଏକ ବର୍ଷ ଲାଗିବ ଯେଉଁ ମାନେ ଶାସନ ରେ ଥିଲାବେଳେ ଜେତେ ଚିତ୍କାର କଲେ ବି କାଲା ଙ୍କ ଭଳି ଶୁଣୁନଥିଲେ ମନେ ମନେ ହସୁଥିଲେ ସେମାନେ କହୁଛନ୍ତି ପୋଲିସ ଙ୍କୁ ଶୀଘ୍ର ସଜା ମିଳୁ ।
ଧନ୍ୟବାଦ ବି ଜେ ପି
ଖେଳ୍ ନାଗିଛି
ଆମର ୭୮ ଟା ଏମ୍ ଏଲ୍ ଏ
Night duty ରେ ପୋଲିସ ଆରାମ ରେ ଶୋଇ ଯାଅ ଆରେ ରାତିରେ ଟିକେ ଦେଖ night express ବସ୍ ଗାଡି ଯିଏ ଚଳାଉଛି,ରାତିରେ ଯିଏ ଟ୍ରେନ ଚଳାଉଛି ଓ ରାତିରେ ଯିଏ flight ଚଳାଉଛି ତୁମେ ଆରାମ ରେ nighti ଓ half ପେଣ୍ଟ ପିନ୍ଧି ଆରାମ ରେ ଶୋଇ ଯାଉଛ ଦିନ ଯାକର ପୁରା ପଇସା କମାଇ ସେମାନଙ୍କର କଣ ଉପୁରି ପଇସା ଅଛି ଛି ଛି ଛି ଧନ୍ୟ ରେ ତୁମକୁ କଣ କହିବି.............
Very Good 👍 sir koti pranam 🙏🙏🙏🙏🙏
ଥାନା କୁ ନିଜ ବେଡ୍ ରୁମ୍ କଲେଣି,,,, କିଛି ପୋଲିସ ମାନେ 😅😅😅
ତମେ ସବୁ 24 duty active ଥିଲେ ଜାଣନ୍ତ.. ତାଙ୍କର 8 hr duty timing nai.. ନିଦ ଆସିଲେ ରାସ୍ତା ରେ ବି ନିଦ ଆସି ଯାଏଁ.. Police kbe ବି step ନିଏନି ଆଗ ତା ହାତ party wala ବାନ୍ଧି ରଖନ୍ତି..
ପୋଲିସ୍ ଲାଞ୍ଚ ଖାଇ ଖାଇ ବହୁତ ବଳ ହୋଇଗଲାଣି ନା, ଆମ ମୁଖୟମନ୍ତ୍ରୀ ମଧ୍ୟ ବେଶ୍ ଭଲ ଭାବରେ ପରିଚିତ ଆମ ପୋଲିସ୍ ର ବ୍ୟବହାର ରେ😂😂😂
ଡିସିପି ଙ୍କୁ ଇନକ୍ୱାରୀ ରେ ଅନ୍ତର୍ଭୁକ୍ତ କରାଯାଉ, ଛୋଟ ମୂଷା ସ୍ୱୟଂ ବାହାରି ଆସିବେ l ହାଇକୋର୍ଟ ସଜ୍ଞାନ ରେ ଅନୁସନ୍ଧାନ ଚାଲୁ l AIIMS ଭୁବନେଶ୍ୱର ଡାକ୍ତର ଯେ ପରୀକ୍ଷା କରିଥିଲେ ତାଙ୍କୁ ମଧ୍ୟ
ଇନକ୍ୱାରୀ ରେ ପକ୍ଷଭୁକ୍ତ କରାଯାଉ l
ଏ ପୋଲିସ ହେଲା ନବୀନ ବାବୁଙ୍କ ହିରୋ no1 ପୋଲିସ, ପରୀ କେସ ରେ ଯେତେବେଳେ ତା ବାପା ମା ଅଭିଯୋଗ କଲେ ସେତେବେଳେ ପରୀ ର ନିରୀହ ବାପା.ମାଙ୍କୁ ବି ପୋଲିସ ଉଠେଇ ନେଇଥିଲା ଏବଂ ଅପବ୍ୟବହାର କରିଥିଲା, ସେତେବେଳେ ବି କେହି ସ୍ୱର ଉଠେଇଲେ ନାହିଁ.
Right sir, Jay jagannath 🙏🙏
You are speaking correct✅ sir
Right
Sir
ବିଜେପି ସରକାର ଦାଇ
ବିଜେପି ସରକାର ପଚିଶ ବର୍ଷ ହେଲା ଓଡିଶା ରେ ଥିଲା କି
ବିଜେଡି ଦାୟୀ, ପଚିଶ ବର୍ଷ ହେଲା ପୋଲିସ ର ମୁଁହ ବଢ଼ାଇଛି
@@bibhutisahu4204 ଆରେ ବୋକlଚଦା ଏବେ ବିଜେପି ସରକାର କରୁଛି ବିଜେପି ଆକ୍ସନ ନେଇପାରିବ
Kuade jaitile@@bibhutisahu4204
@@bibhutisahu4204tate sethi pai khauchhanti Narendra khan ra chamcha......sala pakistani bhaduaa Narendra khan ra pela chata kuta....24 years shasan amiti haunathila...
Justice for Ankita.
Right 👍🏾
Right
ଏଥି ରେ ସର କାର ଦାଇ ନୁହ ମା ଗିଆ ପୋଲିସ ବାଲେ କର ଭୁଲ
Bijay sir jay
Sir, your every question is valuable, and legitimate.
Thank you sir
କିଏ ଶେ❤❤❤ ତାଙ୍କ ଗୋଇଠାକୁ❤କଟାଜିବ❤❤❤❤❤
ଠିକ sir
I salute you Sir
ନିଶ୍ଚିନ୍ତ ରୁହନ୍ତୁ
କିଛି ହୁଏ ନାହିଁ
କିଛି ହେବ ନାହିଁ
କେବଳ ହାଲ୍ଲା ହୁଲ୍ଲା ହୁଏ
ଇଂରେଜ ଅମଳରୁ ଏପରି ଚାଲି ଆସିଛି !!
କେବଳ ବର୍ଦୀ ଟିକିଏ ବଦଳିଛି
Se road side romeo mananku aga dhara. Bahut katha jana padiba. Bhala treatment darakar tanku
night dress ପିନ୍ଧି,half pant ପିନ୍ଧି, ଥାନାରେ ନିଜକୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, କଣ ସେମାନେ ସାଧାରଣ ଲୋକକୁ ସୁରକ୍ଷା ଦେଇ ପାରିବେ ...?
👍👍👍👍👍👍👍👍👍 Right 👍 👍👍 sir😮😮
ସମସ୍ତଙ୍କୁ ପ୍ରଥମେ ଆରେଷ୍ଟ କରାଯାଉ । ତାପରେ ଚାକିରି ରୁ ବହିସ୍କାର କରାଯାଉ । ନହେଲେ ଆଗକୁ ସରକାର ବିପଦ ରେ ପଡ଼ିବେ।
Sidha katha sarkar dayi
Mohan Bhai CM ji sabu police staff ku saspend Karajau
CM ji I Request You...
ଡ୍ରେସ କୋଡ ର ପରିବର୍ତନ ହେଇଛି ଆପଣ ବୋଧେ ଜାଣିନାହାନ୍ତି
Hm haif pant pindhiba ku order asichi kii na sop asichi
Now odisha re madapana police station re karuchhanti.
It is right katha sir.
🙏🙏🙏🙏🙏🙏🙏🙏🙏🙏🙏
Right sir
First arrest police officer please take action immediately Odisha government
EX CS &କଂଗ୍ରେସ ର Defited MLA sir, ଜଣେ OAS ଅଫିସର ନିଜ seat ରେ Mobil ଦେଖି ଦେଖି,ବାଲି ଓ ପଥର ମାଫିଆ ସହ କଥା ହେଉ ଥିବେ, ସେହି ସମୟ ରେ ଜଣେ ଗରିବ, ଅଶିକ୍ଷିତ ଆଦିବାସୀ ଲୋକଟି ତାର ଗୁହାରି କରିବାକୁ 40 kM ଦୂର ରୁ ଆସି ଥିବା ବ୍ୟକ୍ତି ଙ୍କ ଉପରେ ଦୁର୍ବହାର କରି ଥିବା ଅଫିସ ର କୁ କଣ କହିବେ.
ଯଦି ଜଣେ ଶିକ୍ଷିତ ଲୋକଟି ଯାଇ ପଚାରି ଦେଲେ ତାକୁ ଧମକ ଦେଉ ଛନ୍ତି, ତୁମ ନାମ ର FIR କରାଯିବ, ପୋଲିସ case କରା ଯିବ. ଏହି ବିଷୟରେ ଆପଣ କଣ କରିବେ.
Apka,speech,Achha,hay,thanks,bijaya,sir.
କି ଯୁଗ ହେଲା
ପଲିସର ଏପରି କାମହେଉଛି ବିଗତ 24ବରଷର ଅଭିଞତା
Sir ଘରେ ଯୋଉ କାମ କରିବା କଥା କିନ୍ତୁ ନାଇଟ୍ ପିନ୍ଧି ପୋଲିସ ଷ୍ଟେସନ ରେ କଣ ହୁଏ
ଖାଲି ପୋଲିସ୍ ଅଫିସରଙ୍କ ଉପରେ ଆସ୍କନ ନେଲେ ହେବନାହିଁ।ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦୟୀ। ସେଥିପାଇଁ ମୁଖ୍ରମନ୍ତ୍ରୀଙ୍କ ଉପରେ ଆସ୍କନ ନେବା ଦରକାର।କାହିଁକିନା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ଵଭାଗ ଅଛି।
ମହନ ମାଝୀ ସରକାର ଆସିଲାପରେ
ଏ ସବୁ ଘଟଣା ଘଟୁଛି କଣ ପାଇଁ
Bjd govt re kete murder haichi janicha kete rape haichi janicha pratidina paper re dekhibaku miluthila.. Bjd ra chamcha ki.. Tame
ବିଜୟସାର ଆପଣଙ୍କ ବିଜେଡି ସରକାରରେ ଅଫିସର ମାନକୁଂ ସାହାସ ଦେଇଛନ୍ତି ବୋଲି ଆଜିଏଫଳ ଫଳୁଛି ଏତ ତିନିମାସର ସରକାର। ୨୪ ବର୍ଷ ଧରି ରଜନିତି କରିଲ ସୁଧାରି ପାରିଲନି। ହାଉଳିହେଲେକଣ ହେବ। ଅପେକ୍ଷା କର କଣହେଉଛି ଦେଖ
🎉. perfect ktha khuchanti..
Right 👍 sir
Suspend ନାଇ Dissmiss କର ଆଇନ୍ ମନ୍ତ୍ରୀଙ୍କ ପାଟି ଚୁପ୍ କାହିଁକି ❓ସସପେଣ୍ଡ୍ ସେଲେ ପୁଣି Join କରିବ Dissmiss କଲେ ମୂଳରୁ ଯିବ
ପୋଲସ କର୍ମ ଚାରୀଙ୍କୁ ଗିରଫ କରା ଯାଉ
Bijay babu is a good person
Bhubaneswar re maximum police officer are not properly trained.
5 ବର୍ଷରେ 50 ବର୍ଷର ବିକାଶ ହେବା ତ
ସୁଭଦ୍ରା ଟଙ୍କା ପାଇ ମହିଳା ମାନେ ବଜାର ନିଶା ପିଇ ଦିନ ରେ ବୁଲୁଛନ୍ତି ଏ ହିଁ ଓଡ଼ିଶାରେ ପରିବର୍ତନ ସରକାର
ରାସ୍ତା କଡ଼ରୁ ହେଞ୍ଜିଦା ମାନଙ୍କୁ 8ପରେ ଛିଡ଼ା ହେବାକୁ ମନା କରାଯାଉ।
right sir
ନିତ୍ୟ ନିରଞ୍ଜନ
DG must be dismissed.
Pura thik katha agyan 🙏 5 years re 50 years ra bikash ra nagna Chitra
Ok sir
ଆପଣ ଦେଖିଛନ୍ତି କି ସେ ମହିଳା ନାଇଟ ପିନ୍ଧିଥିଲେ
Ok
Thik achi sir
Police mane khali helmet cheking janichanti
Right utara dia mukhya mantri
ଲାଚ ଦବ ବିନା ଦୋଷୀ ବି ଦୋଷୀ
It is very sad news, Very body should know that Duty is our God.
Achhi achhi sabu achhi
Suficient karmachari diajau tapare alochona karajau
Amo Odisha 😡😡😡😡😡😡😡😡
ନାଇଟ ପିନ୍ଧା asi ର ଫଟୋ ଟିକେ ମିଡ଼ିଆ ଵାଲା ଦେଖା ନ୍ତୁ
Sir dwaropal ku rokhi raja polis h soibo na jonota ro rokhsya koriba ta adodosha half pant polish ro kartaby,,,?
Sir please apan tike enquiry karantu police station asiba purba ru major sir au tanka bandhabi kuade jaithile drink karithile ki nahin please
Bhsrstpur Nation News helani, Cm 100 day celebrating, wah Odisa sarkar
Full strength dea jau POLICE STATION re work load 8hrs kara jau
Sufficient police station re police dea jau
8 ghanta shift duty kari paribe ki sir
Chhadantu 12 ghanta hei pariba ki
Kari na parile resign karidia
Right katha sir...... Police choir 🤛
ଆପଣ ନିରପେକ୍ଷ ବିଚାର କରି କୁହନ୍ତୁ
👍💚
Au bijay sir nku anurodha tike police night pindhithiba photo ku public nka agare dekhantu
DCP is directly responsible for the gross indiscipline of IIC ଦିନକୃଷ୍ଣ a
blot for the men in khaki. This IIC must be dismissed from service to
him to eat only with hard earned money. Nighty madam also to be dismissed from service without inquiry which would provide her ample time to be in nighty, ଶ୍ୱଶୁର ନା ବୋପା ଘର, ଥାନା ରେ ଅଛ ମାନେ ୟୁନିଫର୍ମ, ଆଉ କିଛି ନୁହେଁ, ସେଇଥି ପାଇଁ ଅଧେ ଦରମା, ବିଶୃଙ୍ଖଳିତ ଓ ଆତ୍ମଗର୍ବୀ ହେଲେ ସାଧାରଣ ଜନତା ମଧ୍ୟ ବିରୋଧ କରିବେ l ଆର୍ମି ର ମଜା ଏବେ ଦିନକୃଷ୍ଣ ଓ ଉପରପାହ୍ୟା ରେ ଥିବା ମିଥ୍ୟବାଚକ ଙ୍କ ର ସମୟ କଣ ଦେଖିବା ବାକି....... 😄
to enable
Correct sir, every iic begger uniform duty, it's not rules for police department
ଯୋଗି ସରକାର ଓଡ଼ିଶା ରେ ଦରକାର
Police station re NIGHTY aau HALF PANT, GANJI pindhi rahiba NIRDESANAMA rahichhi ki tahara CLARIFICATION govt. deba uchitta. ❤❤❤❤❤
No cctv camera in police station. Great odisha police. Great odisha government.
Why so much media conference
Just go and arrest them..
If ankita would give some money to police then they can do some work ... police needs only money
South India film ରେ ପୋଲିସ ଦୃଶ୍ୟ ଓଡ଼ିଶାରେ ପ୍ରତିଫଳିତ।
Rite sir.
ବିଜୟ ପଟନାୟକ ମହୋଦୟ ନିଜର ବାର୍ଦ୍ଧକ୍ୟ କାରଣରୁ ସରକାରୀ ନିୟମ ଭୁଲିଗଲେଣି କାରଣ ତଦନ୍ତ ରିପୋର୍ଟର ଆସିବା ପୂର୍ବରୁ କାହାକୁ ଦୋଷୀ ବୋଲି କହିଦେବା ଟା ଉଚିତ ନୁହେଁ
Nighty pindhile Subidha hebaa😊😊😊😊😊
Police bala bedha chhua
Bhubaneswar Loko soicho ki thana gherau karro na mu asibi Koraput ru lajya laguni ki tomo mananku nijo jhio Bahu epori abasta heba jain jogi rahiboki ????😢😢😢
Jharapadajail
Odisha ra sabu police station re mada panakari Amiti heuchhi.
Sir a. Odisha ra asmita
Khali Photo shoot kariley hebani Media samna rey.....ROADS uparey every human beings protest kariba darakar for JUSTICE....
I would like to pray before the India Govt. And state govt. , necessary bill may pass all the police constable to IIC should take training under Indian Army. And they should go for border duty at least 5 yrs of their service period. I am ready to go to the border duty.There will be a great transformation of Our police Brothers and Systers.
Ate news dekhila pare bi sarakar kichhi action nei paru nahin au tanka birodhare kichhi b karuni khali transfer...waha re govt of odisha 😂😂😂😂tike laja lagiba katha
Nationwide demand for CBI inquiry and investigation because its a police case and crime branch is also is under Odisha Police Circle