ଭୁବନେଶ୍ବରରେ ଝୁଲାଧରି ବୁଲୁଛନ୍ତି ପୂର୍ବତନ ବିଧାୟକ || Former MLA Doctor Budhan Murmu || Odisha Reporter
HTML-код
- Опубликовано: 17 окт 2024
- ସୁଟବୁଟ୍ ପିନ୍ଧିଲେ କିମ୍ବା ଦାମୀ ଗାଡ଼ି ଚଢ଼ି ବୁଲିଲେ, କାହାର ବ୍ୟକ୍ତିତ୍ବ ବଦଳିଯାଏନି କି ଲୋକେ ତାଙ୍କୁ ପ୍ରଶଂସା କରନ୍ତି ନାହିଁ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବଡ଼ ଲୋକିଆ ଦେଖାଇ ହେବା ପାଇଁ ଗାଡ଼ି ଘୋଡ଼ା କେତେ କଣ ମେଣ୍ଟେନ କରୁଛନ୍ତି। କିନ୍ତୁ ରାଜଧାନୀର ରାଜ ରାସ୍ତାରେ ହାତରେ ଝୁଲାମୁଣି ଖଣ୍ଡେ ଧରି ବାଟ ଚାଲୁଥିବା ବ୍ୟକ୍ତି ଜଣକ କିଏ ଆପଣ ଜାଣିଲେ ହୁଏତ ମନେ ମନେ ଭାବିବେ, ଜଣେ ପୂର୍ବତନ ବିଧାୟକ ପୁଣି ଡାକ୍ତର ଚାକିରି କରିଥିଲେ, କଣ ତାଙ୍କ ପାଖରେ ଗାଡ଼ି ଖଣ୍ଡେ ନାହିଁ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #FormerMLA #BhudanMurmu #odisha #news #odishareporter
, ବୁଧନ ମହାଶୟ ଙ୍କୁ ହୃଦୟ ର ଶୁଭେ ଶ୍ଚା , ତାଙ୍କ ଯାତ୍ରା ପଥ କୁସୁମିତ ହେଉ, ଜୟ ଜଗନ୍ନାଥ
ସେ କିଛି କାମ କରି ନାହିଁ କେବଳ ମିଡିଆ ରେ ଲୋକ ପ୍ରିୟ ।
Eha eka preplan video........
Cameraman ku 1 din pain bhada Ani thile video recording pain 😂😂😂😂 sabu dina toh bulu nahanti kebe 😂😂😂
2 XD..@@Lily123-pXD❤ ❤😂🎉😢😮😅😊
Sundar ବ୍ୟକ୍ତିତ୍ଵ, ସରଳ ଓ ସାଧୁତା ର ପ୍ରତୀକ। ଧନ୍ୟବାଦ୍।
ଜଣେ ନେତା ମନ୍ତ୍ରୀ ରାଜନୀତିଆ ବ୍ୟକ୍ତି ଯେ ସବୁବେଳେ ଗୋଟେ ଚୋର ଖଣ୍ଟ ଦାଗୀ ସମ୍ବେଦନହୀନ ଲୋକ ହେବ ସେମିତି କିଛି ମାନେ ନାହିଁ.. thanks sir 🙏🏻🙏🏻❤️
ଏ ଦୁନିଆରେ ନିଆରା ବ୍ୟକ୍ତିତ୍ୱ ମଣିଷ ଅଛନ୍ତି, ଧନ୍ୟବାଦ ସାର୍
ଏଇଟା କେବଳ ମିଡିଆ ରେ ଲୋକପ୍ରିୟ ସାଧାରଣ ମୋ ଜେଜେମା ର ବାର୍ଦ୍ଧକ୍ୟ ଭତା କରିପାରିଲା ନାହିଁ । ଶେଷରେ ଫୋନ୍ ରିଶିଭ କରିଲା ନାହିଁ।
ସଚ୍ଚୋଟ ଓ ଶିକ୍ଷିତ ଲୋକଙ୍କ ଲକ୍ଷଣ🙏🙏🙏🙏
ସବୁ ନେତା ଶିଖନ୍ତୁ ମୁର୍ମୁ ସାର ଙ୍କ life style ରୁ କିଛି ❤
କେବଳ ମିଡିଆ ରେ ଲୋକପ୍ରିୟ । କିଛି କାମ କରି ନାହିଁ । ନହେଲେ ଏଥର ଟିକେଟ କଣ ପାଇଁ ପାଇଲା ନାହିଁ । ସାଧାରଣ ମା ଜେଜେମା ର ଭତ୍ତା କରି ପାରିଲା ନାହିଁ ।
ମହାଶୟଙ୍କୁ ଅନେକ ଅନେକ ସାଲ୍ୟୁଟ୍। May his tribe increase!
ଅନ୍ୟ ରାଜନେତାମାନେ ବୁଦ୍ଧନ ମୁର୍ମୁଙ୍କ ଠାରୁ କିଛି ଶିଖନ୍ତୁ.
ଜଣେ ନିଆରା ବ୍ୟକ୍ତି ତ୍ୱ ଜୟ ଜଗନ୍ନାଥ
ଏଭଳି ମାନବିକତାର ମଣିଷ ଖୁବ ବିରଳ ଦେଖିବାକୁ ମିଳିବେ. ଈଶ୍ୱର ତାଙ୍କର ମଙ୍ଗଳ କରନ୍ତୁ.
Sir ଙ୍କୁ ହୃଦୟରୁ ଶୁଭେଚ୍ଛା ଆପଣଙ୍କ ମହାନତା ପାଇଁ So thanks 👌🙏💐💐💐💐
ଏ ମାନେ ସବୁ ହେଲେ ଭଦ୍ର ଲୋକ
ଅନ୍ୟ ଜାତିର ହୋଇଥିଲେ ,ବହୁତ୍ ପଇସା ମାରି ଖାଇଲେ, ଏ ମାନେ ସବୁ ହେଲେ ଭଦ୍ର,ପ୍ରଣାମ ସାରେ,,
ପୁର୍ବତନ ବିଧାୟକ ଏବଂ ପେସାରେ ଡାକ୍ତର ବିଶ୍ବାସ ନହେଲେବି ବିଶ୍ବାସ କରିବାପାଇଁ ପଡିବ ଏ ବାବୁଙ୍କୁ 🙏🙏🙏🙏🙏🙏🙏🙏🙏🙏🙏
ଖୁସି ଲାଗିଲା ଏବେବି ଏପରି ସରଳ ଓ ଦୁର୍ନୀତିରେ ଲିପ୍ତ ନଥିବା ମଣିଷ ଅଛନ୍ତି l
Proud sir
Well come all Indian people
ଜୟ ଜଗନ୍ନାଥ
Great sir
ଏହିଭଳି ମଣିଷ 7ଜନ୍ମ ପାଉ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଜୟଶ୍ରୀ ରାମ
Salutes from the core of my heart.
great sir 👍👍 apanka katha suniki bahuta bhal lagila
Jay Mayurbhanj..... ମୟୁରଭଞ୍ଜୀଆ ଶାଲା ଦିଲଶେ ମୟୁରଭଞ୍ଜୀଆ...
ଆମେମାନେ ନିର୍ମାୟା ବୋଲି ହାରାମି କଟକିଆ ତଥା ଉପକୂଳ ଓଡ଼ିଶା ବାସୀ ଆମକୁ development ରୁ ସବୁବେଳେ ଦୂରେଇ ରଖୁଛନ୍ତି।
Simply Great. Both politicians & Doctors should learn from him the sanctity & dedication of their profession.
May God bless him.
🙏ଭଗବାନ ଆପଣଙ୍କ ସାଥ ଦିଅନ୍ତୁ
Heart ly❤ salute
Sir you are great
Jay jagannath
Good sir pranam
Thanks a lot.Go ahead
ତାଙ୍କର ମହାନତା ଆମେ ଆଗରୁ ସୁଣିଛୁ, ବହୁତ୍ ଭଲ ଲୋକ ସେ।
Bahut sundar prayash, thank you sar.
Bidhayak habata sikhantu sabu bidhayak.very very thankyou budhan sir,
Salute sir
You great sir. Salute to you🙏 sir. ❤.
Thanks doctor
you are great sar i salute jana niar manisa jana sarala 🙏🙏
Jay Jagannath 🙏🙏🙏
What a beautiful Personality ❤👍🏻👍🏻
Jay Jagannath
Very good sir
God bless you
Sir 🙏, you are great sir 🙏
Tq...Sir...🙏🙏🙏🙏
Very nice adibasi busha dada thanks
Jai jagannath
Jay,jagannatha
Congratulations sir
You are a great
jayjaganath sir
Respect you from my heart sir .
Sir thanks you
Dr Babu 🙏🙏🙏🙏🙏
ଏ ହେଉଛନ୍ତି ପ୍ରକୃତ ମଣିଷ।
I salute you thank you
Thanks sir u r the great person
Grt sir
Very nice sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Greatsir
Thank u Sir.Jay jagannath.
ହଁ ଯେ ଓଟିଭିକୁ କିଏ ଖବର ଦେଲା ଯେ ସେ କେତେବେଳେ କୋଉଠି କେଁଉ ବସରେ ଆସୁଛନ୍ତି..... ଲୋକେ ଏତେ ଚୁତିଆ ନୁହନ୍ତି
Jane Ex MLA nku sambadika chinhiparibeni?
Kede maghia bedha pila ta re. Bhala news tuma deha re jauni maghia. Aau kana toki peluthiba mla dekheile bhala lagiba
@@birakishoresahoo3080କିଛି କାମକୁ ନୁହଁ ଆଉ ଥରେ ଆସିଲେ ଆମେ ତାକୁ ଗ୍ରହଣ କରିବୁ ନାହିଁ କାରଣ ଆମେ ଜାଣି ସରିଲୁ । କାମରେ କେତେ ସକ୍ରିୟ । ଟଙ୍କା ପାଇଁ ଡ଼ାକ୍ତର ଛାଡି ରାଜନୀତି କରୁଛି।
@@SuryaNarayan_Sahu ଏଠିକାର ଲୋକେ ବହୁତ୍ ନିରୀହ ନିଷ୍କପଟ ଓ ସ୍ଵାଭିମାନୀ ଅଟନ୍ତି କିନ୍ତୁ ତାଙ୍କ ସହ ଥରେ ଲାଗିଲେ ନାମ ନେବ।
Jay Jagannath
Great sir
Excellent Sir to help poor people, Namaste 🙏
Jay Jagannath 🙏🙏🙏
Thanks sir
Great person
Great
Very.nice.sir
Salute sir ji❤
Many many thanks XMLA Budhan Murmu
Proud of u sir 🙏
JAY Radhe Krishna JAY Hind Sir
God bless you sir
God bless you sir
❤❤great i salute sir......
Sir🙏.Nice person.
God bless to u sir
May god bless you
Thank you Sir
Hats off 🎉
Bhagaban Sakti Samarthya Diantu Apananka Mangala Karantu Jay Jagarnath 🪷🪷🪷🪷🪷🪷🙏
Sir apananku pranam
Great Man
Very nice
Dhanyavad sir 🎉
You are great sir ❤❤❤
Dhanya bad sir🎉🎉🎉
Sir thank you very much. I like your life style and habit god bless you
Good Blles You
Jay jagannath namaste sir❤❤❤
God bless you🙏🙏
ରାଜନୀତି ପରି ଗୋଡ ଟଣା ପଥ କୁ କାହିଁକି ଚାହୁଁଛନ୍ତି... ଯାହା ଯେମିତି ଅଛନ୍ତି ଭଲ ଅଛନ୍ତି ଆପଣ... 👍
🎉 Jaya Jagannath Swami suprabhat
Good job
Great man❤❤❤❤❤❤
ଜୟ ହୋ ଭାଇ❤bjp
U r great sir 🙏🙏🙏
Gred man salute babahi
Grt personality ❤❤❤❤
Murmu sir dhanyabad