@@Bargarh11Tama area re kouthi jungle achi bhai tame bhala se janithiba.Road badhiba Naa re gacha kati dia jauchi.Tenu sabu area re puruna road ku repair aau alpa bahut sei road ku expand karile bi bahut kama re lagiba.Adhika road hele maintenance thik se hebani.
Express way re speed limit 100 KMPH, Lane Driving (Left lane for Heavy vehicls, Right lane for Over Taking, and Center for others) Sabu thik j, hele Odisha re ଗାଈ ଗୋରୁ, କୁକୁର Tk adhika, ସେମାନଙ୍କୁ control Kemiti karibe, seita dekhiba baki rahila...
NH 16 city bhitro dei jaichi upgrade kole NH side re jete ghoro achi sobu bhanga jiba . Rasta upgrade kole rasta jam or bond hoipare , already bohut jam houchi
Nothing was happening at ground. We are hearing this study is carried out by NHAI more than 07 years.. But NHAI is having no completion date.... Take the example of Cuttack-Sambalpur road... More than 10 years it is under construction... So now you can imagine the trust we have on NHAI...
2028 re start haba and complete haba 2040 re, jaha hau kam se kam 16 re road complete hei jiba 😂😂😂 Jemiti Odisha Backward re thilla semiti rahiba. Kendra ra driusti kebe b padeni odisha ku, au same jinisha continue haba Jaha ta Railway service dauchhanti Centre Government odisha ku???
ନିର୍ମାଣ ହେଇସାରୁ, ଖାଲି ତ ହାଁ ହାଁ!
କଟକ ରୁ ରାୟପୁର ଭାୟା ଅନଗୁଳ-ସମ୍ବଲପୁର-ବଲାଙ୍ଗୀର-ନୂଆପଡା ହେଇକି ଗୋଟେ ଚାରି ଲେନ ବିଶିଷ୍ଟ ରାସ୍ତା ହେଲେ ଭଲ ହୁଅନ୍ତା ।
Heba bhai sabu heba.
ଅତ୍ୟାବଶ୍ୟକ ପ୍ରକଳ୍ପ
Bhai jungle kati kaunashi express way Kariba thik nuhen. Existing road upare focus kale bhala huanta.
@@abinashacharya4908 କୋଉଠି ଜଙ୍ଗଲ ପଡୁଛି ?
@@Bargarh11Tama area re kouthi jungle achi bhai tame bhala se janithiba.Road badhiba Naa re gacha kati dia jauchi.Tenu sabu area re puruna road ku repair aau alpa bahut sei road ku expand karile bi bahut kama re lagiba.Adhika road hele maintenance thik se hebani.
ଅତି ସୁନ୍ଦର କିନ୍ତୁ ଅନଗୁଳ ରୁ ଭୁବନେଶ୍ବର 4 ଘଣ୍ଟା ତମ ରେଳରେ
ପୂର୍ବରୁ ଯେଉଁ ରାସ୍ତା ଅଛି ତାହା ଖାଲ ଢେପ ତାହା ପ୍ରଥମେ ମରାମତି କରା ଯାଉ, କାହିଁକି ନା ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଛି ସରକାର ଦୃଷ୍ଟି ଦିଅନ୍ତୁ
khala dipa kaithi
Right kotha
Nice …. 👏👏👏
Western odisha belt re proper highway kebe heba
Grand Ring road tiari hebo bhai Malkangiri ru start heiki jeypore, Nanrangpur, Kalahandi, Nuapada, Jharsuguda, Rourkela, Keonjhar deiki Jaleswar ku jiba
Sabu Eastern Odisha re heba ho....Next election re dekha na BJP ra kana abastha hauchhe j....
Coastal Highway kuade gala,khali🎉 election asile manepadiba.
Coastal highway kama chalichi
Kauthi hauchhii@@newodisha1422
Already 6 Lane road has been completed from Khurda to Bhadrak Jamujhadi. So why second time???
ଅଯଥାରେ ରୋଡ ବନା ହେଉଛି ପରିବେଶ ପ୍ରଦୂଷଣ ବଢିବ
ବ୍ରହ୍ମପୁର ଠାରୁ ଭୁବନେଶ୍ବର ରାସ୍ତା ମୋଟେ ଠିକ ନାହିଁ, ଓସାରିଆ ମଧ୍ଯ ନାହି। କେତେ କେତେ ଯାଗାରେ ଏହି NH ରୋଡଟି ମାମୁଲି ଟାଉନର ରୋଡ ପରି ଅଣଓସାରିଆ ହୋଇଛି । ବର୍ଷା ହେଲେ ରୋଡ ଉପରକୁ ମାଟି ପଳାଇ ଆସୁଛି ଓ ଟ୍ରକ ଗଲେ କାଦୁଅମାଟି କାର ଉପରେ ପଡି କାରର ଗ୍ଲାସ ଓ ହେଡଲାଇଟ ପୁରାପୁରି କାଦୁଅରେ ପେଣ୍ଟ ହେଇଯାଉଛି । ବ୍ରିଜ କଲେ ଠିକ ହେବ।
Good news
aji b mayurbhanj pae kichi nhi
6yr hela Dhenkanal angul NH re bridge te bana heuchhi j saruni abhe Jaye...seta aga heu
୭୮୩ କିଲୋମିଟର ରାସ୍ତା କୁ ୮ ଘଣ୍ଟା ।୭୮୩ ÷୮ = ପ୍ରାୟ ୯୮ କିଲୋମିଟର ସ୍ପିଡ ହେହ ।ତା ପରେ ସ୍ପିଡ ଯୋଗୁ ଚାଲାଣ କଟାଯିହ ।
It's already implemented in Gujarat, Maharashtra, and Delhi mumbai express way work under progress, You have to knowledge about the road.
ତୁ ମୁର୍ଖଙ୍କ ମୁଖିଆ. ଧନ୍ୟବାଦ
ତୁ ମୁର୍ଖଙ୍କ ମୁଖିଆ. ଧନ୍ୟବାଦ
Express way speed limit 120 km/hr
Express way re speed limit 100 KMPH, Lane Driving (Left lane for Heavy vehicls, Right lane for Over Taking, and Center for others)
Sabu thik j, hele Odisha re ଗାଈ ଗୋରୁ, କୁକୁର Tk adhika, ସେମାନଙ୍କୁ control Kemiti karibe, seita dekhiba baki rahila...
Au coastal highway katha kn hela
Coastal High waye kanha gaya
କିଛି ହେବ ନାହିଁ
ଖାଲି କଥା
Eighty km limit hai.783 km gayi kaise eight hours me.Kitna fine diye?
Jou contract karuu… but NHAI shall be audited by CAG
Express Highway Jeypore ru Gopalpur kara.
Already NH 16 ochi, auu kon dorkar. Jodi dorkar, same road ku 8 lane koley bodia hebo.
NH 16 city bhitro dei jaichi upgrade kole NH side re jete ghoro achi sobu bhanga jiba . Rasta upgrade kole rasta jam or bond hoipare , already bohut jam houchi
Kama purbaru road size mapi trees 🌴 plantetion habadarkar
Nothing was happening at ground.
We are hearing this study is carried out by NHAI more than 07 years..
But NHAI is having no completion date....
Take the example of Cuttack-Sambalpur road... More than 10 years it is under construction...
So now you can imagine the trust we have on NHAI...
ଆପଣ ଥରେ ବ୍ରହ୍ମପୁର୍ ଭୁବନେଶ୍ବର ବାଲେଶ୍ବର nh ରେ ଯାଆନ୍ତୁ। ରାସ୍ତା ର ନିର୍ମାଣ ଶୈଳୀ, ତଥା ଗୁଣବତ୍ତା ରେ ପରିବର୍ତ୍ତନ ଜାଣି ପାରିବେ।
Nh 55 ଏତେ ଦିନ ପର୍ଯ୍ୟନ୍ତ ଶେଷ ନ ହେବା ମଧ୍ୟ ଦୁଖଃ ର ବିଷୟ
Nhai ସମଗ୍ର ଭାରତରେ ରାସ୍ତା କରୁଛି। କିଛି କ୍ଷେତ୍ର ରେ ଅର୍ଥ, କିଛି କ୍ଷେତ୍ର ରେ ଅଞ୍ଚଳ ବାସୀଙ୍କ ବିରୋଧ, କିଛି କ୍ଷେତ୍ର ରେ ନିର୍ମାଣ କାରୀ ସଂସ୍ଥା ର ବଦମାସି ପାଇଁ ନିର୍ମାଣରେ ବିଳମ୍ବ ହଉଛି। ଆଉ କିଛି କ୍ଷେତ୍ର ରେ ଜମି ଅଧିଗ୍ରହଣ ଗ୍ରହଣରେ ବିଳମ୍ବ। nh 55 ରେ ଜମି ଅଧିଗ୍ରହଣ ଜନିତ ସମସ୍ୟା ପାଇଁ ବିଳମ୍ବ ହଉଛି ବୋଧେ। ଯେତିକି ଖବର ପ୍ରିଣ୍ଟ ମିଡିଆ ରେ ପ୍ରସାରିତ ହେଇଛି।
କୌଣସି ଜିନିଷ କୁ ବିରୋଧ କରିବା ଆଗରୁ ତା ଉପରେ ଟିକେ ନଜର ପକେଇଲେ ଭଲ ହବ। ସବୁ କିଛି mobile re ମିଳିବ। ଖୋଜିଲେ ହେଲା
କିନ୍ତୁ ମୁଁ ground zero ରେ ପରିବର୍ତ୍ତନ ଦେଖି ପାରୁଛି। ଆଜିଠୁ 10 କି 12 ବର୍ଷ ତଳର ରାସ୍ତା ଆଉ ଆଜିର ରାସ୍ତା ରେ ଢେର ପରିବର୍ତନ ଆସିଛି। ଜୟ ଜଗନ୍ନାଥ 🙏
At least Nayagarh, phulbani double way rasta te kara, jeu area develop heini taku kara
ହବଇଁ କଇଁକି ଅରୁଁ ସାଂହୁ ଚାହୁଁନି
Why not new routes, there. all ready a six lane road
16ନୋ ଜାତୀୟ ରାଜପଥ ୟା ନାମ ଆଉ 2020 ମସିହାରେ 6 ଲାଇନ୍ ହେଲା 2003 ମସିହା ରୁ 4 ଲାଇନ୍ ଥିଲା ଆଉ ତା ଆଗରୁ ଗୋଟିଏ ରାସ୍ତା ଥିଲା ଆଉ ଏବେ କଣ ଅସୁବିଧା ହୋଇ ଗଲ ଯେ ବିଶ୍ଵ ବ୍ୟାଙ୍କ ରୁ ଋଣ ଅନି ପୁଣି କାମ ହେବ /ଓଡ଼ିଶାର ଯେଉଁ ଅଞ୍ଚଳ ରେ ରାସ୍ତା ନାହି ତା କଥା ବୁଝୁନ
Tangi jae 6 lane ta pare 4 lane
@bullymaguire7843 ମୋ ଘର ଟାଙ୍ଗୀ ଖୋର୍ଦ୍ଧା ମଝିରେ ଜଂକିଆ ଟାଙ୍ଗୀ ଆର୍ ପଟେ ବ୍ରହ୍ମପୁର ପର୍ଯ୍ୟନ୍ତ କଣ 4 ଲାଇନ୍ ରେ ଅଟକିଛି କାମ
@bullymaguire7843 କେଉଁ ଟାଙ୍ଗୀ କଥା ଲେଖି ଛନ୍ତି ଖୋର୍ଦ୍ଧା ଟାଙ୍ଗୀ ନା କଟକ ଟାଙ୍ଗୀ
To gyana to ghare rakhe
@@agriculturenaturevillager7531 ଗୋବର ଖିଆ ଅନ୍ଧ ଭକ୍ତ
Impossible kebe bi hoiparibani
Next election purbaru arambha heba kama sundar alauncement 😂😂😂
Dpr ପ୍ରସ୍ତୁତି ଆଉ କ୍ୟାବିନେଟ ମଞ୍ଜୁରି ପାଇଁ ସର୍ବନିମ୍ନ 3 ରୁ 4 ବର୍ଷ ଲାଗେ। ଦେଶ ର ବିକାଶ ହଉଛି। ସେଇଟା ନିର୍ବାଚନ ଆଗରୁ ହଉ ବା ପରେ ସେଥିରେ ଅସୁବିଧା କଣ।
କେବେ ହେବ ଟିକି କୁହନ୍ତୁ କହ ମାସ ଆରମ୍ଭ ହେବ
D B Lକୁ ନଦେଲେ ଭଲ ହେବ କାରଣ ସେ କାମ ଟିକ କରୁନାହି RANITAL TO CHADIKHALକରିଥୀଲା ସଵୁ ଖରପ ହେଇଗଲାଣୀ ?
2028 re start haba and complete haba 2040 re, jaha hau kam se kam 16 re road complete hei jiba 😂😂😂
Jemiti Odisha Backward re thilla semiti rahiba. Kendra ra driusti kebe b padeni odisha ku, au same jinisha continue haba
Jaha ta Railway service dauchhanti Centre Government odisha ku???
Coastal highway project semiti gote dhuan bana hoi rahichi eita b seia heba .katha besi na kahi kama re kale sina kochi development heba .
Dpr ସରିଲାଣି। ଆସନ୍ତା ବର୍ଷ ଟେଣ୍ଡର ଆସିଯିବ costal highway ra
କୌଣସି ରାସ୍ତା 1 ବର୍ଷ କି 2 ବର୍ଷ ରେ ତିଆରି ହବା ଜିନିଷ ନୁହଁ। ସମୟ ଲାଗେ।
ଆପଣଙ୍କ ଅ଼ଞ୍ଚଳରେ ଏଇ କିଛି ମାସ ଭିତରେ odr(ordinary district road) କି mdr(major district road) କି sh(state highway) ପାଇଁ tender ଆସିଥିବ ki ଆସିବ। tender ଖୋଜନ୍ତୁ ପାଇଯିବେ ଆପଣଙ୍କ ଅଞ୍ଚଳ ପାଇଁ ରୋଡ ର developement ପାଇଁ କେତେ ଟଙ୍କା ଆସିଛି। ମୋବାଇଲ ରେ search କରନ୍ତୁ ଜାଣିବେ କିଏ ରାସ୍ତା ପାଇଁ ଅଧିକ invest କରିଛି।
Berhampur re rod absta kichi bhala nahi
କଥା କହିବା ପାଇଁ bjp କିଛି ହେବ ନାହିଁ ଖାଲି କଥା କହିବା ମିଛ କଥା
2028 re start heba wahhhh.......😂😂😂😂
Khali toll collection hi priority 😂😂
Ex press way re kui bhi speed tax nehi lagta bhai . Express way only for speed hane keliye banate h
Sabu block re Reading room aau library kuade gala? 😒😒
Next election bele bill pass haba 😅
ରାସ୍ତା ଉପରେ କଣ ଆଉ ଗୋଟେ ରାସ୍ତା କରିବ ସେଇ ରାସ୍ତା ଉପରେ ପିଚୁ ପକାଇ ବା ବା ନେବ ଲୋକଙ୍କୁ ଭଲ ଭକୁଆ ବନାଉଚ୍ଚ..
ନୂଆ ଗ୍ରୀନ ଫିଲ୍ଡ ରାସ୍ତା ହବ
ବିକାଶ କୁ ଏତେ ବିରୋଧ କଣ ପାଇଁ
ଯେଉଁ ସରକାର ବିକାଶ କରିବ ତାକୁ ପ୍ରଶଂସା କରିବା କଥା। ସେ ଯେ କୌଣସି ସରକାର ହଉ ନା କାହିଁକି।
ମାନସିକ ବଦଳାନ୍ତୁ। ଦେଶ ପ୍ରଥମ ଚିନ୍ତାଧାରା କୁ ଆପଣନ୍ତୁ।
So what is nh 16 then 😅
Kete odia engineer e project re rahibe seita v pacharantu
ଓଡ଼ିଆ ଲୋକ ଯଦି ନିର୍ମାଣ କାରୀ ସଂସ୍ଥା ରେ ଚାକିରି କରିଥିବେ ତ ନିଶ୍ଚିତ କାମ କରିବେ।
Also pjp getout from odisha
😂😂😂😂😂😂
Bjp ❤
2028 ହହହହହ ଆରମ୍ଭ ହଵ
2029 ନିର୍ବାଚନ ଅଛି ନା, ମୋଦି ଶିଳାନ୍ୟାସ କରିବା ପାଇଁ
Dpr ପ୍ରସ୍ତୁତି ଆଉ କ୍ୟାବିନେଟ ମଞ୍ଜୁରି ପାଇଁ ସର୍ବନିମ୍ନ 3 ରୁ 4 ବର୍ଷ ଲାଗେ। ଦେଶ ର ବିକାଶ ହଉଛି। ସେଇଟା ନିର୍ବାଚନ ଆଗରୁ ହଉ ବା ପରେ ସେଥିରେ ଅସୁବିଧା କଣ।
RASTA UPARE RASTA KANA PANHI JUADE RASTA NAHI SIADE DEKO
Eita ନୂଆ ରାସ୍ତା ହବ। ରାସ୍ତା ଉପରେ ରାସ୍ତା ନୁହଁ। ବାକି ଏହି ରାସ୍ତା ରାଜ୍ୟ ର 40 ପ୍ରତିଶତ ପରିବହନ ର ଭାର ସମ୍ଭାଳିଛନ୍ତି
Tadi pakeibe ....jetiki rasta achi ta tara jaha abastha ..au ajatha swapna dekhaani nonsense talk
Jo road h usko repair karke express highway banega wo v election ka phele soro hoga. Fake news.
ଏଇଟା ଗ୍ରୀନ ଫିଲ୍ଡ ରାସ୍ତା। ନୂଆ ରାସ୍ତା ହବ୍।
ଟିକିଏ ହେଲେ ତା ଉପରେ ନଜର ପକେଇ ତାପରେ commnet କରନ୍ତୁ।
ODISHA KAHILE KEBALA BBSR CUTTACK BARHAMPUR. BAKISABU BANDRO BALA
😂
Aguda pagalami gapa.
Kati chal Gadkari sabu jungle....sabu sabujima,
3038 re arambha krithile auhri vollloo heithanta loooo maaa....😂😂😂😂😂