Bhagaban apana nku drighayu karantu taki apana Odisha Ra Kala sanskruti Ku loka mana nka pakhare pahancheiparibe.. aji Ka Dina re ea Sangita birala.. loka puran Ku bhuli galeni...🙏🙏🙏
Maa hi maa.. mui maa kana januchi.... Hele... Mo bharija 😢😢😢😢 Mo pua maa kana janini maa sneha kana boli... Jetiki hart sparse hetki dukha bi laguchi 😢😢😢😢😢😢 kandi paruni ki kichhi kahibaku bhasa b nai 😢😢😢
ଖୁବ୍ ସୁନ୍ଦର, ସୁମଧୁର ସ୍ୱରର ଗାୟନରେ ଦର୍ଶକ ଵିମୋହିତ, ଜାରି ରହୁ ଜୟ ଜଗନ୍ନାଥ 🙏
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
ଆପଣଙ୍କ ମନ୍ତବ୍ୟକୁ ବହୁତ ବହୁତ ଧନ୍ୟବାଦ
D@@barsacartoon5705 tb eccentric exfoliated V
@@purnabasipalo5148 🙏🙏🙏
❤❤@@purnabasipalo5148
ସତରେ ଆପଣ ଙ୍କ ଭାବନା ଓ ଲେଖନୀ ଏବଂ କଣ୍ଠ, କେନ୍ଦରା ର ସୁର ବହୁତ ଉଚ୍ଚକୋଟୀର, ଯେତେ ପ୍ରଂଶସା କଲେ କମ୍ ହେବ 🙏🙏🙏🙏
ବହୁତ ବହୁତ ଧନ୍ୟବାଦ ଅନେକ ଅନେକ ଶୁଭ କାମନା
ଆପଣଙ୍କୁ ଅନନ୍ତ କୋଟି ଦଣ୍ଡବତ ଆଜ୍ଞା। ଧନ୍ୟ ସେ ଗର୍ଭଧାରି ଜନନୀ। କିନ୍ତୁ ଏଯୁଗର ମଣିଷ ସ୍ତ୍ରୀ ମାୟାରେ ମୋହିତ ହୋଇ ନିଜ ମାଆକୁ ହତାଦର କରୁଛି। ଆପଣଙ୍କର ମଙ୍ଗଳ ହେଉ। ଜୟ ଜଗନ୍ନାଥ🙏🙏🙏🌹🌹🌹🙏🙏🙏
ମୋ ତରଫରୁ ସମାନ ପରିଭାଷା ସହିତ , ବହୁମୂଲ୍ୟ ମତାମତ ପାଇଁ କୃତଜ୍ଞତା ଜ୍ଞାପନ କରୁଛି , ଜୟ ଜଗନ୍ନାଥ l
Namaste🙏... Guru... Mun..Chhanhe... Apari... Kendara.... & Song... Jai...Jagarnnath Namaste
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Fst class,super 👌👌👌 excellent
ଧନ୍ୟବାଦ ଜୟ ଜଗନ୍ନାଥ 🙏
Excellent voice
and
Excellent song
Jay Jagannath
Thanks jay jagannath
Bahut sundar kahibaku bhasa nahi♥️
ଧନ୍ୟବାଦ
❤❤❤❤❤❤❤❤❤❤❤❤❤❤
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Satya katha apanaku dhanabada 👌👌👌💯🙏🏼🙏🏼
ମତାମତ ପାଇଁ ସାଧୁବାଦ ଜଣାଉଛି 🙏
ପ୍ରଣାମ ଆଜ୍ଞା।
ବହୁତ ସୁନ୍ଦର କଣ୍ଠଦାନ ସହିତ ପରିବେଷଣ।
ଜୟ ଜଗନ୍ନାଥ।
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
ଚମତ୍କାର କଣ୍ଠରେ ବାସ୍ତବ ଘଟଣାବଳୀର ବର୍ଣ୍ଣନା ମହାଶୟଙ୍କୁ ଆନ୍ତରିକ ଧନ୍ଯବାଦ ଜୟ ଜଗନ୍ନାଥ I
ମତାମତ ପାଇଁ ଆନ୍ତରିକ ଧନ୍ୟବାଦ , ଜୟ ଜଗନ୍ନାଥ
Bahut Sundar Heichhi sir
ଧନ୍ୟବାଦ, ଜୟ ଜଗନ୍ନାଥ
Oho beautiful,, touched directly to heart..
Thanks
ବହୁତ ସୁନ୍ଦର ଓ ହୃଦସ୍ପର୍ଶୀ ଗୀତ
Bahuta Sundar kendara Gita heichi, pra am gayak bandhu
ବହୁତ ବହୁତ ଧନ୍ୟବାଦ ଆଜ୍ଞା , ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ୍ ଗାୟକ ମହାଶୟ ଓ ଲେଖିଥିବା କୀର୍ତ୍ତନ ଗଣେଶ ଜି।
ଧନ୍ୟବାଦ
Bahut sundar gaaichhanti apana
Dhanyabaad
Aauri epari continue karantu.
ନିଶ୍ଚିତ ଆଜ୍ଞା... ଧନ୍ୟବାଦ 🙏🙏🙏
Mother's service is irrevocable. My best Pranam to my loving mother.
Usi d thi oh dtu
@@bbishalpatro999 l
ଭାଇ ବାହାଘର ହେବନାହିଁ
My heart touching kendara music and songs with so much thanks 🙏🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
Bahut sundar sir...maa nka pari kiye heba..love u maa
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଅନେକ ଅନେକ ଶୁଭ କାମନା 🙏
Mind blowing
Atisunder upasthapana sirji
ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା
ସୁପର୍ ଶୈଳୀରେ ଗାଇଛ ବନ୍ଧୁ
ଧନ୍ୟବାଦ... 🙏
Chamatkar sir Namaskar
ବହୁତ ବହୁତ ଧନ୍ୟବାଦ ,, 🙏🙏🙏
Beautiful Voice, Mother is allowes Great.
ଧନ୍ୟବାଦ ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର 🙏🙏🙏
ନିରାଟ ସତ କଥା .....
ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ 🙏
Bahuta bahuta dhanybad guruji ehi parapmarika kendera Gita madhyamare bujhaidele maa au bharija vitare taphatata kan jai kala jai jagannath.
ମତାମତ ପାଇଁ ସାଧୁବାଦ ଜ୍ଞାପନ କରୁଛି , ଜୟ ଜଗନ୍ନାଥ 🙏
ନିରାଟ ସତ୍ୟ ଅଟେ କଥା.... ସବୁ ବୋହୂ ଯଦି ନିଜର କର୍ତ୍ତବ୍ୟ ଠିକ କରିବେ ସେମାନେ ମା ହେଲା ସମୟରେ ଉପଯୁକ୍ତ ସେବା ପାଇବେ
ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ ସହ ଅନେକ ଅନେକ ଶୁଭ କାମନା l
ଲେଖକଙ୍କୁ ମୋର ଆନ୍ତରିକ🙏🙏🙏🙏🙏
Maa pari kie Hebe.Jaha sahit jete tulana kelebi sabu kam heba maa pakhare. Maa maa
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
ବହୁତ ସୁନ୍ଦର ଓଡ଼ିଆ କେନ୍ଦରା ଗୀତ... ଜୟ ଜଗନ୍ନାଥ 🙏🙏
ବହୁତ ବହୁତ ଧନ୍ୟବାଦ ,, ଜୟ ଜଗନ୍ନାଥ
Bahuta sundar Jay jagannath🙏🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Bahut sundar gaichhanti.
ଧନ୍ୟବାଦ ଜୟ ଜଗନ୍ନାଥ 🙏
🙏ବହୁତ ସୁନ୍ଦର ପ୍ରସ୍ତୁତି👌
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
You are the great to remember our tradition song.
Thanks
I'm so happy & mind blow nice song rally thank u sir...
Thanks 🙏
ବହୁତ ସୁନ୍ଦର ଲାଗିଲା ସାର୍
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
VV Important kendara gita for our society revolutionaries
Thank u sir 🙏🙏
Thanks
Praiseworthy.sweat melodious voice.
ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ 🙏
Ati sundar sir
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ବାବା ଅଶେଷ ଅଶେଷ ଶୁଭ କାମନା l
ଭାଇ ଗୀତ ସ୍ୱର୍ ସବୁ ଭଲ କିନ୍ତୁ ମାଆ ତା ଯାଗାରେ ଠିକ୍ ସ୍ତ୍ରୀ ତା ଯାଗାରେ ଠିକ୍ ସବୁ ମାଆ ଭଲ ନୁହନ୍ତି କି ସବୁ ସ୍ତ୍ରୀ ଭଲ ନୁହଁନ୍ତି ଗୋଟେ ପୁରୁଷ ପାଇଁ ମାଆ , ସ୍ତ୍ରୀ ଝିଅ ସମସ୍ତେ ସମାନ ( ଗତ , ବର୍ତ୍ତମାନ, ଭବିଷ୍ୟତ) କ୍ଷମା ଦେବେ ( ମାଆ ପୁଅକୁ ଶିଖେଇ ବୋହୂକୁ ମାଡ଼ ମାରାଏ , ଗୋଟେ ଗୀତ ଗାଇବେ
ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଅନେକ ଅନେକ ଶୁଭ କାମନା 🙏
ତୁ ସ୍ତ୍ରୀ lalua ta.. Bhag sala.. Tou ମା ଙ୍କୁ tou ସ୍ତ୍ରୀ କଥାରେ torture କରୁଥିବୁ sure
ବହୁତସୁଦରଗୀତଭାଇ
ମତାମତ ପାଇଁ ଧନ୍ୟବାଦ ଅନେକ ଅନେକ ଶୁଭ କାମନା 🙏
ନିରାଟ ସତ କଥା. ଗୀତ ରେ କହିଛନ୍ତି. ଧନ୍ୟବାଦ. ବହୁତ ସୁନ୍ଦର. ଗାଇଲେ
ମୂଲ୍ୟବାନ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭ କାମନା
good
0}
Good
ଧନ୍ୟବାଦ,ଗାୟକ ମହାଶୟ,ସତକଥାଟାହିକହିଛନ୍
Om Sai Ram jay Jagannath Swami mo nayana patha gami bhaba tume mahaprabhu.🙏🌹🙏🌹🙏🌹🙏🌹🙏👌👌👌👌👌👌👌👌👌👌👌👌👌
ଜୟ ସାଇ ରାମ
Apriyasatyakatha kendara madhyamare upasthapana karithibaru ashesh ashesh dhanyabad. Jay Jagannath
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
ଅଶେଷ ଅଶେଷ ଧନ୍ୟବାଦ ସାର୍🙏🙏
ଏହି କେନ୍ଦେରା ଗୀତ ମାଧ୍ୟମରେ ଆପଣ ଏ ଦୁନିଆର ବିରାଟ ସତ୍ୟକୁ ପ୍ରକାଶିତ କରିଛନ୍ତି🙏🙏
ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ,, ଅନେକ ଅନେକ ଶୁଭ କାମନା
Very nice kendara sir 🙏🙏
Bahut sundara
ଧନ୍ୟବାଦ ଜୟ ଜଗନ୍ନାଥ 🙏
Bahuta sundr
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ସୁନ୍ଦର୍ ଶିକ୍ଷ୍ୟା,ସମାଜକୁ
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Really heart touching 💕💕
Thanks
@@LokakalaSourabha 💕
Bhagaban apana nku drighayu karantu taki apana Odisha Ra Kala sanskruti Ku loka mana nka pakhare pahancheiparibe.. aji Ka Dina re ea Sangita birala.. loka puran Ku bhuli galeni...🙏🙏🙏
ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ଅଶେଷ ଅଶେଷ ଶୁଭ କାମନା , ଜୟ ଜଗନ୍ନାଥ
ଭଲ ଲାଗୁଚି ତୁମର ଏ ଗୀତ ଟି ନନା 🙏🙏🙏🙏ଜୟ ଜଗନ୍ନାଥ
ବହୁତ ବହୁତ ଧନ୍ୟବାଦ ,, ଜୟ ଜଗନ୍ନାଥ
Vary Hart teaching sang
ଧନ୍ୟବାଦ ଆଜ୍ଞା 🙏
ଜୟ ଜଗନ୍ନାଥ ଅତି ସୁନ୍ଦର
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Excellent performance. 👍
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Heart touching kahani kendara sir🙏🏼🙏🏼🙏🏼
ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ 🙏
Very nice kendera gita
ଧନ୍ୟବାଦ, ଜୟ ଜଗନ୍ନାଥ 🙏
guruji nku koti koti pranam Jay jagannath guruji Jay jagannath Jay jagannath Jay jagannath
ଜୟ ଜଗନ୍ନାଥ 🙏🙏🙏
Jay Jagannath Jay Jagannath Jay Jagannath
ଏମିତି ସତ୍ ଘଟଣାକୁ ନେଇ ଯଦି ଆଉ କିଛି ଗୀତ suneile ଭଲ lagantaa।ବହୁତ୍ ଭଲ ଲାଗୁଛି। ଜୟ ଜଗନ୍ନାଥ
ମତାମତପାଇଁ ବହୁତ ବହୁତ ଧନ୍ୟବାଦ ,, ଜୟ ଜଗନ୍ନାଥ
True
True
Jau mane true kahucha,semanaka maa bi Kaha bharija na,bhulijaicha kahiniki,bharija Ku dosa daucha na prokhya re maa Ku apaman karucha
PRANAM GURU DEV bhalalagila
Thanks 🙏
ଅତି ସୁନ୍ଦର
ଧନ୍ୟବାଦ , ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଲେଖା ଅସମ୍ପୂର୍ଣ୍ଣ ଅଟେ ଆପଣ ଏହାକୁ ଜାରୀ ରଖନ୍ତୁ
ଅସମ୍ପୂର୍ଣ ନୁହେଁ ଏ କବିଙ୍କର ସମ୍ପୂର୍ଣ ଲେଖା , ଧନ୍ୟବାଦ
କହିବାର କଥା ହେଲା ଦୁଃଖ ଅନେକ, ଯେତେ କହିଲେ ବି ସରିବନି । ତା ମାନେ ନୁହଁ ଯେ ଲେଖା ଅସମ୍ପୂର୍ଣ୍ଣ
@@sushanta87 ଠିକ ଅଛି ମୋ ବୁଝିବା ଟିକେ ଅନ୍ୟ ପ୍ରକାରର ଥିଲା ସେଥିପାଇଁ ମୁଁ ଦୁଃଖିତ , ଧନ୍ୟବାଦ
Hrudayara.ghita.jay.janmadata.maa.janani.koti.koti.pranam.tou.padatale.
ଭାବ ବିହ୍ଵଳିତ ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା
🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ
Bahut bhal thiki katha
ମତାମତ ପାଇଁ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🙏🙏
ଅତି ସୁନ୍ଦର
ଧନ୍ୟବାଦ , ଜୟ ଜଗନ୍ନାଥ 🙏
ati sundara
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Ati Sundar kathabastu
ଧନ୍ୟବାଦ , ଜୟ ଜଗନ୍ନାଥ 🙏
DHANYABAD, BAHUT SUNDAR KATHA
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏🙏🙏
ମାର ମମତା ଅତ୍ଯନ୍ତ ଆନନ୍ଦଦାୟକ
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ
👋
👌👌👏👏💘👍⭐ 🙏dhanyvad 🙏
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Maa sabu bele bada vaina
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Bahuta badhia
ବହୁତ ବହୁତ ଧନ୍ୟବାଦ ,, ଜୟ ଜଗନ୍ନାଥ
ମା ପରି ଆଉ କେହି ଦିନିଆ ରେ ନାହାଁନ୍ତି,
Supar song 🎉🎉🎉
ଧନ୍ୟବାଦ ଜୟ ଜଗନ୍ନାଥ 🙏
Nirat sata katha nice song
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Jaya shree sita ram bujhi jao bhauni bhai
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ
Bhuta bhalla lagila 🙏🏾🙏🏾
ଆପଣଙ୍କର ଏହିପରି ଭଲପାଇବା ଥାଉ | ଆଗକୁ ଆହୁରି ସୁନ୍ଦର ସୁନ୍ଦର ଗୀତ ଆସୁଛି
ସବୁ ମିଛ କଥା ଗାଇଲେ ।।
ନିଯାଯ ସତ ଅଟେ ଧନ୍ଯାବାଦ
ବହୁତ ବହୁତ ଧନ୍ୟବାଦ ସହ ଅନେକ ଅନେକ ଶୁଭ କାମନା , ଜୟ ଜଗନ୍ନାଥ
Niarat sata katha 🙏🏾🙏🏾
Thanks
Sabu karana ra karana hele sarba Shakti man vasudev Krishna , Harekrishna
ହରେକୃଷ୍ଣ 🙏 ଧନ୍ୟବାଦ
Sata Katha 100%right Sir, Bahut Sundar Laguchhi Sir,Good Post,Good Massage Sir,So Nice Voice Sir, God bless you Sir
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ଅନେକ ଅନେକ ଶୁଭ କାମନା 🙏
ATI sundar God bless you
Bahut sundar gita
ଧନ୍ୟବାଦ ଠାକୁରେ ଆପଣଙ୍କର ମଙ୍ଗଳ କରନ୍ତୁ , ଜୟ ଜଗନ୍ନାଥ
Sata katha sir
ଧନ୍ୟବାଦ , ଜୟ ଜଗନ୍ନାଥ
ନିରାଟ ସତ ବଚନ ଆପଣଙକୁ 🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ହୃଦୟ ସ୍ପର୍ଶ କରି ଦେଇ ଥିବାରୁ ବହୁତ ଧନ୍ୟବାଦ
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏🙏🙏
Maa🙏❤sabu bharija samana nuhanti purusa mana bujhanti 🙏❤
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଅନେକ ଅନେକ ଶୁଭ କାମନା 🙏🙏🙏ଜୟ ଜଗନ୍ନାଥ
OK, It is a true song of our society.
Thanks
Apnanka pari gurunku koti koti pranam
ସେ ମାଆଙ୍କ ପାଦତଳେ ମୋରମଧ୍ୟ କୋଟି ପ୍ରଣାମ ,, ଧନ୍ୟବାଦ
ଆଜି କାଲି ଆଉ କେନ୍ଦର ଗିତ ଵିଲୁପ୍ତ ହେବଆକୁ ଲାଗିଲାଣି।
ବିଲୁପ୍ତ ହୋଇଯାଉଥିବା ଲୋକ କଳାକୁ ଜାଗ୍ରତ କରାଇବା ଏ ମୋର ଛୋଟ ପ୍ରୟାସଟିଏ ମାତ୍ର , ଧନ୍ୟବାଦ ଜୟ ଜଗନ୍ନାଥ 🙏
ବହୁତ ଭଲ ଗୀତ
ଧନ୍ୟବାଦ ଜୟ ଜଗନ୍ନାଥ
ବହୁତ ବହୁତ ସୁନ୍ଦର
ଧନ୍ୟବାଦ ଜୟ ଜଗନ୍ନାଥ 🙏
Satare sata katha
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Bohut Sundar,heart toching gito
ବହୁତ ବହୁତ ଧନ୍ୟବାଦ , ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
Very nice. ...BEAUTIFUL. JAI JAGANNATH
ବହୁତ ବହୁତ ଧନ୍ୟବାଦ ଆଜ୍ଞା , ଜୟ ଜଗନ୍ନାଥ
Maa hi maa.. mui maa kana januchi.... Hele... Mo bharija 😢😢😢😢
Mo pua maa kana janini maa sneha kana boli...
Jetiki hart sparse hetki dukha bi laguchi 😢😢😢😢😢😢 kandi paruni ki kichhi kahibaku bhasa b nai 😢😢😢
ଗୀତଟିର ମର୍ମକୁ ବୁଝି ପାରିଛନ୍ତି ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଅନେକ ଅନେକ ଶୁଭ କାମନା , ଜଗନ୍ନାଥ ଆପଣଙ୍କର ସର୍ବଦା ମଙ୍ଗଳ କରନ୍ତୁ l
So many thanks one of the song to youth group
Thanks
Apananku Mora koti parnam.
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର ସ୍ବର ଓ ଶବ୍ଦ
ଧନ୍ୟବାଦ
ଜୀବନର ନିରାଟ ସତ୍ୟକଥା .. ଯାହାକି ଆପଣ ହୃଦୟସ୍ପର୍ଶୀ ସଂଙ୍ଗୀତ ମାଧ୍ୟମରେ ଗାନ କଲେ ।
ଜୟ ଜଗନ୍ନାଥ
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଆଜ୍ଞା , ଜୟ ଜଗନ୍ନାଥ
Bahut sundar
Thanks
Very nice 👍. heart touching.
Thanks