kendara gita|| Laba kusa ||କେନ୍ଦରା ଗୀତ ଲବକୁଶଙ୍କୁ କୋଳରେ ଧରି ସୀତାଙ୍କ ଶୋକ by Lokakala Sourabha
HTML-код
- Опубликовано: 8 сен 2024
- ପ୍ରିୟ ଦର୍ଶକ ବନ୍ଧୁ ପୁଣିଥରେ ଆପଣମାନଙ୍କ ପାଇଁ ନେଇ ଆସିଛି ଏକ ସୁନ୍ଦର କେନ୍ଦରା ଗୀତ ଲବକୁଶଙ୍କୁ କୋଳରେ ଧରି ସୀତାଙ୍କ ଶୋକ ..ଜଦି ଭିଡ଼ିଓ ଟି ଆପଣ ମାନଙ୍କୁ ଭଲଲାଗେ ତେବେ ଭିଡ଼ିଓ ଟିକୁ like, share କରନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚାନେଲ କୁ subscribe କରନ୍ତୁ... 🙏🙏🙏
#lokakalasourabha #kendaragita #tripurakumarjena #labakusajanma
କଣ୍ଠ ଓ କେନ୍ଦରା :-ଲୋକକଳା ସୌରଭ ତ୍ରିପୁର କୁମାର ଜେନା
kendaragita || Labakusa || କେନ୍ଦରା ଗୀତ ଲବକୁଶଙ୍କୁ କୋଳରେ ଘେନି ସୀତାଙ୍କ ଶୋକ by Lokakala Sourabha Tripura Kumar Jena
Song: Laba Kusa part-2
Singer: Tripura Kunar Jena
Music Director: Tripura Kunar Jena
Lyrics:Kabi Bakara
Music Lable: Lokakala Sourabha
ବହୁତ ସୁନ୍ଦର ଆପଣଙ୍କ କେନ୍ଦରା ପରିବେଷଣ ଜୟ ଜଗନ୍ନାଥ
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
ଗୀତ ଟା ଅତି ସୁନ୍ଦର ଲାଗିଲା l ଆଜ୍ଞା ଏହି କଣ୍ଠରେ ସମ୍ପୂର୍ଣ ରାମାୟଣ ରଚନା ହେଲେ ଶୁଣିବାକୁ ଆନନ୍ଦ ଲାଗିବ l ଆପଣଙ୍କ କଣ୍ଠ ସାଙ୍ଗକୁ ବାଦ୍ୟ ଯନ୍ତ୍ର ର ଶବ୍ଦ ଅତ୍ୟନ୍ତ ମନଲୋଭା l ଆପଣଙ୍କୁ ମୋ ହୃଦୟରୁ ନମସ୍କାର l 🙏🙏🙏
ମତାମତ ପାଇଁ ସାଧୁବାଦ ଜ୍ଞାପନ କରୁଛି , ଜୟ ସୀତାରାମ 🙏
ବହୁତ ସୁନ୍ଦର ହେଇଛି। ଧନ୍ୟବାଦ
ମତାମତ ପାଇଁ ସାଧୁବାଦ ଜ୍ଞାପନ କରୁଛି , ଜୟ ସୀତାରାମ 🙏
ଆଜ୍ଞା!ଏତେ ସ୍କେଲ୍ ମିଶେଇ ଦେଇଛନ୍ତି ଯାହା ଅନ୍ୟ କେଉଁ ବାଦ୍ୟଯନ୍ତ୍ରରେ ଏତେ ସ୍ପଷ୍ଟ ନ ହୋଇପାରେ!ଭଗବାନ ଆପଣଙ୍କୁ ଅାଶୀର୍ବାଦ ଢେର୍ ଦେଇଛନ୍ତି.ଆହୁରି ଦିଅନ୍ତୁ.ଅତ୍ୟୁତ୍ତମ!
ଅତି ଉତ୍ତମ ଭାବରେ ଏ ଅଧମର କଳାକୁ ବିସ୍ଲେସଣ କରି ମତାମତ ପ୍ରଦାନ କରିଥିବାରୁ , ଆପଣଙ୍କ ନିକଟରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି , ଜୟ ସୀତାରାମ 🙏🙏🙏
@@LokakalaSourabhaTV😢
ବହୁତ୍ ସୁନ୍ଦର।ପ୍ରଭୁ ଆପଣଙ୍କ କଣ୍ଠକୁ ଏହି ପରି ରଖିଥାନ୍ତୁ ସାରାଜୀବନ।
ବହୁତ ବହୁତ ଧନ୍ୟବାଦ ଆଜ୍ଞା , ଜୟ ସୀତାରାମ 🙏
Bohut Sundar
ଧନ୍ୟବାଦ , ଜୟ ସୀତାରାମ 🙏
Ati sundar lekha aau kantha re maa saraswati basa karichhanti boli mu aasa karuachhi. 🙏🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ ଜୟ ସୀତାରାମ 🙏🙏🙏
Luchijauthiba Kala ku apana banchei rakhichhanti Sethi Paine apananku koti koti parnam.Anek anek dhanyabad.
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ସୀତାପତି ଶ୍ରୀରାମ ଭଗବାନ ତୁମର ସର୍ବଦା ମଙ୍ଗଳ କରନ୍ତୁ 🙏
ମୋ ପାଖରେ ଏ ଗୀତ ବହି ଅଛି, ଅତି ସୁନ୍ଦର ଆପଣଙ୍କ ସ୍ବର।ଆମ ଗାଁ କୁ ଆପଣ ଆସିଛନ୍ତି।
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
@@LokakalaSourabha ଏହି ବହିର ଅନ୍ୟ ଗୀତ ଗୁଡ଼ିକ ଛାଡିଲେ ଭଲ ହୁଅନ୍ତା। ତ୍ରିପୁର ସାର୍ ଅନନ୍ୟ ପ୍ରତିଭାର ଅଧିକାରୀ। ତାଙ୍କ ର ଦଣ୍ଡନାଚ ମୁଁ ଆମ ଗାଁ ରେ ୩ଥର ଦେଖିଛି। ଅଶେଷ ଗ୍ୟାନ
Keun gramara Apanna district pls
@@shesadev7431 ଢେଙ୍କାନାଳ,ପର୍ଜଙ୍ଗ, କୁଆଳୋର ପାଖ ଗାଁ। ଚନ୍ଦନ ପୂର୍ଣ୍ଣିମାରେ
@@shesadev7431 ମୋ ଗାଁ , ମହୀଧରପୁର , ଜିଲ୍ଲା ଅନୁଗୋଳ
ଏମାନେ ଗୀତ କଳାକାର ନୁହନ୍ତି ଭଗବାନ ର ଗୋଟେ ଗୋଟେ ପ୍ରତିରୂପ ଅଟନ୍ତି ଧନ୍ୟବାଦ୍ ଆଜ୍ଞା
ମତାମତ ପାଇଁ କୃତଜ୍ଞତା ଜଣାଉଛି ଆଜ୍ଞା 🙏
Super sang
ଧନ୍ୟବାଦ , ଜୟ ସୀତାରାମ 🙏
Super song 🎵👌👌👌🙏
ଧନ୍ୟବାଦ , ଜୟ ସୀତାରାମ 🙏
❤❤❤❤❤❤
ଧନ୍ୟବାଦ , ଜୟ ସୀତାରାମ 🙏
Heart touching song beautifull
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଜୀବନ କାଳେ ଶୁଣିନଥିଲେ wow
ଧନ୍ୟବାଦ, ଜୟ ସୀତାରାମ 🙏
ସୁନ୍ଦର ଆମ ସଂସ୍କୃତି
Jay shree Ram
ଧନ୍ୟବାଦ ଜୟ ସୀତାରାମ 🙏
ଅତି ସୁନ୍ଦର ❤️ଜୟ ଶ୍ରୀରାମ 🙏
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଅତି ସୁନ୍ଦର ଚମତ୍କାର ପରିବେଷଣ 🙏🙏❤️❤️
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
Aapana ka geeta bahut sundar lagla angya.. jai shree ram🙏🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ଶ୍ରୀରାମ 🙏
Ati sunder agya apanaku mora koti koti namaskar jay jagannath pravu kala thakura
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Jay Jagannath 🙏
ଜୟ ଜଗନ୍ନାଥ , ଜୟ ସୀତାରାମ , ଧନ୍ୟବାଦ 🙏
Agyan Namaskar your voice is so sweet apanaka jogu odia culture life long banchichhi
ମତାମତ ପାଇଁ ସାଧୁବାଦ ସହିତ କୃତଜ୍ଞତା ଜଣାଉଛି 🙏
Bahuta sundara hoechi sara mora apanaku koti 🙏 🙏 🙏 ❤❤❤Jay Sri ram
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଜୟ ଜଗନ୍ନାଥ ସ୍ଵାମୀ
ଧନ୍ୟବାଦ , ଜୟ ସୀତାରାମ 🙏
Ati sundar heichi agayan
ବହୁତ ବହୁତ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା , ଜୟ ସୀତାରାମ 🙏
Old is gold. Good Performance.
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଅଶେଷ ଅଶେଷ ଶୁଭ କାମନା , ଜୟ ସୀତାରାମ 🙏
So sweet voice
ଧନ୍ୟବାଦ , ଜୟ ସୀତାରାମ 🙏🙏🙏
Jay jagannath
Bhala lagila sir nice voice
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର ଏହି ପରି ସବୁ ଦିନ ପାଇଁ ଗୀତ ପରିବେଷଣ କରନ୍ତୁ
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
Ati sundara 🙏🙏
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଅଶେଷ ଅଶେଷ ଶୁଭ କାମନା , ଜୟ ସୀତାରାମ 🙏
ଏମିତି ସଂସ୍କୃତି ମାଡିଯାଉ ସବୁଆଡେ କରନା ରୋଗ ପରି
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
jay sri ram very nice voice ❤❤❤❤❤ song ta tikia bad haba katha
ଧନ୍ୟବାଦ , ଜୟ ସୀତାରାମ 🙏
Nice song good very good so beautiful congratulations
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଅତି ସୁନ୍ଦର
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
Very 👍
God gifted voice namaskar
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Our culture is grt......
ନିଶ୍ଚିତ ଆଜ୍ଞା
Heart touching.
ଧନ୍ୟବାଦ , ଜୟ ସୀତାରାମ 🙏
ଏମିତି ପ୍ରତିଭା ବହୁତ କମ୍ ଦେଖାଯାଏ।
ମତାମତ ପାଇଁ ସାଧୁବାଦ ଜଣାଉଛି , ଜୟ ସୀତାରାମ 🙏
❤କହିବାକୁ ଭାଷା ନାହିଁ👍👍👍👍👍🌹
ଏତେ ଭଲପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ , ମୋ ନାମମଧ୍ୟ ତ୍ରିପୁର କୁମାର ଜେନା , ଜୟ ଜଗନ୍ନାଥ 🙏
Your music brought so many happiness in my mind.
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Welcome
Thank you for remembering and playing this old culture
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
@@LokakalaSourabha 1❤😊
Ete sundar swara apana nkara.
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Radhe radhe radhe
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଅତ୍ୟନ୍ତ ମର୍ମସ୍ପର୍ଶୀ ଗାନ,,,,,,,
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
🙏🏽🙏🏽🙏🏽🙏🏽🙏🏽🙏🏽🙏🏽pranam
ଧନ୍ୟବାଦ , ଜୟ ସୀତାରାମ 🙏
Very nice pathetic and hearttouching song
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
125xsq, to 8
ଆପଣଙ୍କ କେନ୍ଦରା ଗୀତ ଉଚ କୋଟିର ଆଜ୍ଞା ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ। ନାରାୟଣ ସ୍ୱାମୀ,ଜୟ ଶ୍ରୀ ରାମ
ବହୁତ ବହୁତ ଧନ୍ୟବାଦ ବାବା , ଜୟ ନାରାୟଣ ସ୍ୱାମୀ , ଜୟ ସୀତାରାମ l
@@LokakalaSourabha 🦗🐙🦂🐳🐌
@@LokakalaSourabha q1q111q1qq
À
@@pranabandhusahu5836'
Very nice voice. Thank you so much
ବହୁତ ବହୁତ ଧନ୍ୟବାଦ... 🙏
Super
Thanks 🙏
Jay Sri ram 🙏 Mata sita
Atisundra houchi mu Bhuta khusiheali agitasuni
ଧନ୍ୟବାଦ , ଜୟ ସୀତାରାମ 🙏
Very nice
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Wow🥰🥰try kara bhai bahot aga ku jiba
Thanks..♥️
Super voice 🙏🙏🙏
ମତାମତ ପାଇଁ ସାଧୁବାଦ ଜ୍ଞାପନ କରୁଛି , ଜୟ ସୀତାରାମ 🙏
Nice 👍👍👍
ଧନ୍ୟବାଦ , ଜୟ ସୀତାରାମ 🙏
Jay sriram
ଧନ୍ୟବାଦ , ଜୟ ସୀତାରାମ 🙏🙏🙏
Jaya sriram
ଜୟ ସୀତାରାମ 🙏
Aajiki35barsa hela mote 7srenire apanak gitasunithili
କିଏତ ମୁଁ ଜାଣିପାରୁନି ତଥାପି ମୋତେ ମନେ ରଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ , ଜୟ ସୀତାରାମ 🙏
Aapana makripada ga janithibe😂
ଜୟ ଜଗନ୍ନାଥ
ଧନ୍ୟବାଦ , ଜୟ ସୀତାରାମ 🙏
Very nice song and kendera music
ଧନ୍ୟବାଦ , ଜୟ ସୀତାରାମ 🙏
M
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Good singer
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Very nice God bless you.
ଧନ୍ୟବାଦ , ଜୟ ସୀତାରାମ 🙏
Super sir
ଧନ୍ୟବାଦ , ଜୟ ସୀତାରାମ 🙏
ruclips.net/user/shorts_RjsAIrAVyI?feature=share
Very nice voice
ଧନ୍ୟବାଦ ଜୟ ସୀତାରାମ 🙏🙏🙏🙏
Nice
Thanks 🙏
Super ❤️❤️💕💕😘😘🔥🔥
ଧନ୍ୟବାଦ ବାବା, ଜୟ ସୀତାରାମ l
So nice song and m
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Sitaya Ashoka bana Gita ti plz gai suna ntu
ଆପଣଙ୍କ ଅନୁରୋଧ ରଖିବାପାଇଁ ଆପ୍ରାଣ ଚେଷ୍ଟା କରିବି, ଧନ୍ୟବାଦ ଜୟ ସୀତାରାମ 🙏
ଅଜ୍ଞା କଣ୍ଠ ମୋ ହୃଦୟ କୁ ଛୁଇଁ ଗଲା ନମସ୍କାର ସାର ଆପଣଙ୍କୁ ଭଗବାନ ଦୀର୍ଘାୟୁ ଜିବନ ଦିଅନ୍ତୁ
ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି , ଜୟ ସୀତାରାମ 🙏
Jay Sri Ram 🙏🌹🙏🌹🙏🌹🙏🌹🙏🌹
ଧନ୍ୟବାଦ , ଜୟ ସୀତାରାମ 🙏
Thanks a lot for keeping our culture in tact.
ଧନ୍ୟବାଦ , ଜୟ ସୀତାରାମ 🙏
Z
Lq
ଧନ୍ୟବାଦ , ଜୟ ସୀତାରାମ 🙏
Heart touching song very nice
ଧନ୍ୟବାଦ , ଜୟ ସୀତାରାମ 🙏
Thanks Jaya jagannath
Super voice
ଧନ୍ୟବାଦ , ଜୟ ସୀତାରାମ 🙏
Beautiful performance super prayer best lyrics best music best voice thanks to all jai jagannath jai sreeRam subscribe done
ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଅଶେଷ ଅଶେଷ ଶୁଭକାମନା , ଜୟ ସୀତାରାମ 🙏
ସୁପର୍ ସାର୍🙏🙏🙏🙏🙏
ଧନ୍ୟବାଦ , ଜୟ ସୀତାରାମ 🙏
Very. Nice. Sir
Kt
ଧନ୍ୟବାଦ , ଜୟ ସୀତାରାମ 🙏
😅
ଧନ୍ୟବାଦ ଜୟ ସୀତାରାମ 🙏
Thanks
ଧନ୍ୟବାଦ , ଜୟ ସୀତାରାମ 🙏
Beautiful song sir apanaka phone nabar chahuche
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ , ଆପଣଙ୍କ ହ୍ଵାଟ୍ସଆପ ନମ୍ବର ଦିଅନ୍ତୁ ,
Ma.ma.bhalabudhi.dia.bhala.ganadia
ଧନ୍ୟବାଦ , ଜୟ ସୀତାରାମ 🙏
କୋ ଟି ପ୍ରଣ ମ
ମୋ ତରଫରୁ ମଧ୍ୟ 🙏
Thank u
ଧନ୍ୟବାଦ , ଜୟ ସୀତାରାମ 🙏
Pura.jackash. song.
କୋଟି ଧନ୍ୟବାଦ ଆଜ୍ଞା , ଜୟ ସୀତାରାମ 🙏
Very very sweetheart Song, more more videos uploaded, thank you
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଅତିସୁନ୍ଦର
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ 🙏
Jay sri Ram
ଧନ୍ୟବାଦ ଜୟ ସୀତାରାମ 🙏
Very nice
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
Jai shree ram
ଜୟ ସୀତାରାମ 🙏
Very nice voice
ଧନ୍ୟବାଦ , ଜୟ ସୀତାରାମ 🙏