କୁବେର ବାବୁଙ୍କ ସୁରକ୍ଷାରେ ଥିଲା ତୃତୀୟ ମହଲା ! || Vigilance Raid

Поделиться
HTML-код
  • Опубликовано: 16 сен 2024
  • #କୁବେର_ବାବୁଙ୍କ_ସୁରକ୍ଷାରେ_ଥିଲା_ତୃତୀୟ_ମହଲା !
    ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ । ଟଏଲେଟ୍ ଫ୍ଲସରେ ଲୁଚାଇ ରଖିଥିଲେ ବିଡା ବିଡା ଟଙ୍କା ।
    #ArgusNews #dhenkanal #VigilanceRaid #toiletflush #moneyseized #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Комментарии • 127

  • @KandarpakumarsahuSahu
    @KandarpakumarsahuSahu 26 дней назад +32

    ଜୟ ବିଜେପି 🙏 ସରକାର 🙏 ଆଗକୁ ମାଡି ଚାଲ

  • @sewanayak945
    @sewanayak945 26 дней назад +26

    ୟେ ମାଗିହାଙ୍କ ସମ୍ପତ୍ତିକୁ ନିଲାମ କରାଯାଉ ୟେ ମୋର ଅନୁରୋଧ ମୋହନ ସରକାରଙ୍କୁ 🙏🙏

  • @rabindrarathor1013
    @rabindrarathor1013 26 дней назад +19

    ଜୟ ବିଜେପି ଜୟ ମୋହନ ସରକାର। ସବୁ ରେଞ୍ଜର , ଫରେଷ୍ଟର, ବିଡିଓ, ଇଞ୍ଜିନିୟର, ଏସ ପି ,।ଦି।ଏସପି ଙ୍କୁ ଭିଜିଲାନ୍ସ ରେଡ୍ କରନ୍ତୁ।

  • @gourcharanmahapatra295
    @gourcharanmahapatra295 26 дней назад +13

    ତା ମାନେ ସରକାର ବଦଳି ନଥିଲେ, ଏଇ ଖାଉ ନିର୍ଲଜ ମାନେ କେବେବି ଧରା ପଡିଥାନ୍ତେ। ଆଉ ଆମ clean administration ସରକାର ଗତ ୨୦ ବର୍ଷ ହେଲା କଣ କରୁଥିଲେ।

  • @khirodkumarpanda4763
    @khirodkumarpanda4763 26 дней назад +17

    ଆହୁରି ବଡ଼ ବଡ଼ ଜଙ୍ଗଲ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ ଲୁଚି କି ଅଛନ୍ତି ଯାହା ଉପରେ ହାତ ଵୁଲାଇ ଦେବେ ଜଙ୍ଗଲ ବିଭାଗର ଅଧିକାରୀମାନେ ଦୁର୍ନୀତି ରେ ଲିପ୍ତ ଅଛନ୍ତି ମୋହନ ସରକାର ତୁରନ୍ତ ସେମାନଙ୍କ ଉପରେ ଚଢାଉ କରନ୍ତୁ

  • @bichitranandabehera6164
    @bichitranandabehera6164 26 дней назад +5

    Thank mohan sir. Spread this message all over Odisha through all channels of news for people

  • @kalucharannayak4152
    @kalucharannayak4152 26 дней назад +5

    ବାବୁଙ୍କୁ କେଉଁ ସବୁ ଦିଗରୁ ଆଦାୟ କରିଛନ୍ତି ତାହା ତଦନ୍ତ ଆବଶ୍ୟକ ବାବୁ ଏମିତି କି ସାହାଯ୍ୟ କଲେ ଯେ ଏତେ ଟଙ୍କା ପାଇଲେ ତଦନ୍ତ ଆବଶ୍ୟକ ଜୟ ଓଡିଶା ଭିଜିଲାନ୍ସ 🙏🙏 ଜୟ B J B

  • @sukantiSahoo-rl1mx
    @sukantiSahoo-rl1mx 26 дней назад +2

    Thank you mohan sir Jay sree ram

  • @amitakar948
    @amitakar948 26 дней назад +11

    ସମସ୍ତି ଙ୍କୁ ଧର

  • @sasanksekharaswain9208
    @sasanksekharaswain9208 26 дней назад +3

    ରାମ ରାଜ୍ୟ ପ୍ରତିଷ୍ଠା ହେବ

  • @ghanasyambehera4098
    @ghanasyambehera4098 26 дней назад +2

    Thanks to Mohan Sarkar ❤❤❤

  • @smrutiranjandas5857
    @smrutiranjandas5857 26 дней назад +4

    ସରକାର ଙ୍କୁ କୁହନ୍ତୁ କଳା ଧନରେ ତିଆରି ହୋଇଥିବା ଅଟାଳିକା କୁ ବୁଲ୍ଲଡୋଜର ଚଢ଼ାନ୍ତୁ

  • @BikashkumarPradhan-y9u
    @BikashkumarPradhan-y9u 26 дней назад +4

    ବିଜେପି ଏ ଛୋଟ ମାଛ ସହିତ ବଡ ମାଛକୁ
    ଧରିବା ଆବଶ୍ୟକ।

  • @rabindraswain4141
    @rabindraswain4141 26 дней назад +3

    ଜୟ ଵି‌ଜେପି

  • @munasahu7041
    @munasahu7041 26 дней назад +2

    Thnx mohan sarkar

  • @chittaranjanojha9439
    @chittaranjanojha9439 26 дней назад +2

    ଏ ଶଳା ନବୀନ ପଟ୍ଟନାୟକ କୁ ଗିରଫ କରାଯାଉ
    ତାକୁ ଧରିଲେ ସେ ସମସ୍ତଙ୍କ ନାଁ କହିବ କିଏ କେତେ ଖାଇଛନ୍ତି
    ବିଜେଡି ଵାଲା ସବୁ

  • @gouriprasadpatra6208
    @gouriprasadpatra6208 26 дней назад +3

    Hats off to Vigilance sleuths. Their endeavour will certainly impact the corrupts.

  • @prasantkudas3438
    @prasantkudas3438 26 дней назад +2

    ନବୀନ ମାଇଚିଆ ଯୋଗୁଁ ଏସବୁ ଘଟଣା

  • @saumyaranjanpradhan4489
    @saumyaranjanpradhan4489 26 дней назад +2

    5T ର ଅବଦାନ। ବଡ଼ ମାଛଙ୍କୁ ଧରା ଯାଉ

  • @mrmilanbehera2807
    @mrmilanbehera2807 26 дней назад +4

    ସବୁ ବାବୁ କୋଟି ପତି

  • @crazyyyy-cp5ih
    @crazyyyy-cp5ih 26 дней назад +2

    25yrs ପରେ ଭିଜିଲାନ୍ସ ବିଭାଗ ନିଦ ଭାଙ୍ଗିଲା,thanks BJP

  • @akashkumar-dj6hu
    @akashkumar-dj6hu 26 дней назад +2

    5 year re pura durnati hatajaau
    Thank u vigilance team

  • @biswajitsethi7008
    @biswajitsethi7008 26 дней назад +3

    ସବୁ ଡକାୟତ ମାନଙ୍କୁ ବାନ୍ଧି ଜେଲରେ ପୁରାଅ

  • @rabindrarathor1013
    @rabindrarathor1013 26 дней назад +12

    କେବଳ ଅଫିସର।ମନକୁ ଧରିବା କି ବଡ଼ ବଡ଼ ନେତା ବି ଭିଜିଲାନ୍ସ ଧରିବା।

  • @basudevprusty9741
    @basudevprusty9741 26 дней назад +2

    Jai hind

  • @basantibasanti3547
    @basantibasanti3547 26 дней назад +2

    Right

  • @kishanhembram1300
    @kishanhembram1300 26 дней назад +3

    Pandian 1000 cr

  • @a.r.sgamer4051
    @a.r.sgamer4051 25 дней назад

    ଆପଣମାନେ ନବୀନ କୁ କାହିଁକି ଦୋଷୀ କହୁନାହାନ୍ତି, ଭିଜିଲାନ୍ସକୁ ଧନ୍ୟବାଦ ନୁହଁ BJP ସରକାରକୁ କାରଣ ଭିଜିଲାନ୍ସ ଆଗରୁ ମଧ୍ୟ ଆମ ରାଜ୍ୟରେ ଥିଲେ ଏହା ଜଗନ୍ନାଥ କୃପା ଜୟ ଶ୍ରୀରାମ

  • @munichhatoi483
    @munichhatoi483 25 дней назад +1

    ମୁଁ ଓଡ଼ିଶା ର ସରକାର ଙ୍କୁ ଗୁହାରି କରୁଛି ଯେତେ ସବୁ ଭିଜିଲାନ୍ସ ଜାଲରେ କୋଟିପତି ଅଧିକାରୀ ମାନେ ପଡୁଛନ୍ତି ତାଙ୍କର ସବୁ ସମ୍ପତି କୁ ସରକାର ଅଧିନରେ ରଖି ନିଲାମ ପ୍ରକ୍ରିୟା କରି ଓଡ଼ିଶାର ଯେତେ ବୁଢ଼ା ଓ ବୁଢି 3000 ହଜାର ଟଙ୍କା ଲେଖାଏଁ ଭତା ପ୍ରଦାନ କରାଯାଉ ଓଡ଼ିଶା ବାସି ଖିସି ହେବେ ଜୟ ଜଗନ୍ନାଥ ଜୟ ଶ୍ରୀରାମ

  • @arupbehera555
    @arupbehera555 26 дней назад

    Wel come sir

  • @Nimaicharansethy
    @Nimaicharansethy 26 дней назад

    Thanks

  • @ishwardishri7473
    @ishwardishri7473 25 дней назад

    Very good sir,🙏🙏🙏

  • @Rkd6122
    @Rkd6122 26 дней назад +2

    In 24 years how many corrupt govt officials have created previous govt. 😮

  • @srikantakumarhota6134
    @srikantakumarhota6134 25 дней назад

    100 % right

  • @RajeshBehera-wj3sj
    @RajeshBehera-wj3sj 12 дней назад

    Mohan. Sir. Good👍

  • @Sub....141
    @Sub....141 25 дней назад

    ମାଗିଆ ରେଞ୍ଜର BJD ଲୋକଟା BJD କୁ ଟଙ୍କା ଦେବନା ଆଉ କଣ କଂଗ୍ରେସ କୁ ଦେବ

  • @goutamsahoo6252
    @goutamsahoo6252 25 дней назад

    Thanks,b,j,p

  • @panchanannayakpanchanannay7944
    @panchanannayakpanchanannay7944 26 дней назад

    ମୋହନ ସରକାର ଜିନ୍ଦାବାଦ ❤❤❤

  • @haraprasadbarik2396
    @haraprasadbarik2396 26 дней назад

    Mohan govt ,nice step by step

  • @kailashmohanta6476
    @kailashmohanta6476 25 дней назад

    ନବୀନ ପଟ୍ଟନାୟକ ଙ୍କ ଗେହ୍ଲା ଅଫିସର।

  • @priyadamishra2639
    @priyadamishra2639 25 дней назад

    ନବୀନ ପଟ୍ଟନାୟକଙ୍କ ଜାଣତରେ ପଣ୍ଡିଆନର ନିର୍ଦ୍ଦେଶରେ ଏହି ଭଳି କାରବାର ଚାଲିଥିଲା । ବହୁତ ସଚ୍ଚୋଟ ଅଫିସର ,ସାଧାରଣ ଲୋକ ମିଡିଆ,ଜାଣିଥିଲେ ମଧ୍ୟ ତାମିଲ ଚୋର ପଣ୍ଡିଆନ ଭୟରେ ମୁଁହ ଖୋଲୁ ନ ଥିଲେ ।ଯାହାହେଉ ମୋହନ ସରକାର ସେହିସବୁ corrupted ଅଫିସର ମାନଙ୍କର ମୁଖା ଖୋଲିଛନ୍ତି । ସେଥିପାଇଁ ମୋହନ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।

  • @ManojKumar-c2d
    @ManojKumar-c2d 26 дней назад

    Good

  • @azubizu2534
    @azubizu2534 24 дня назад

    ସମ୍ବଲପୁର ରେ ଅଙ୍ଗନବାଡି ମାଷ୍ଟର କୋଟିପତି

  • @sukantakumarsahoo9340
    @sukantakumarsahoo9340 26 дней назад +1

    Pandian kebe arrest heba????

  • @CHHABIPRADHAN-cf8ce
    @CHHABIPRADHAN-cf8ce 25 дней назад

    ମୋହନ ସାର ଆପଣ କେବଳ କଥା ରେ ନୁହେଁ କାମରେ କରି ଦେଖନ୍ତୁ

  • @santoshpradhan2509
    @santoshpradhan2509 26 дней назад

    ଭିଜିଲାନ୍ସ ବିଭାଗର ସେ ଚୋର ଅରୁଣ ବୋଥ୍ରା କୁଆଡେ ଗଲା ? ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ଦରକାର ।

  • @skaifoundation8120
    @skaifoundation8120 26 дней назад

    🙏👍❤

  • @bhibutipanda3442
    @bhibutipanda3442 26 дней назад

    C.m.Mohan majhi should be taken action against illegal officers

  • @NilakanthBhuyan
    @NilakanthBhuyan 26 дней назад

    How unfortunate

  • @bijayramsenapati
    @bijayramsenapati 25 дней назад

    ଜେଲ ଆକାର ବଢେଇବାକୁ ପଡିବ.......ଏଠି 100 ରୁ 90 ଅଫିସର ବେଇମାନ ଚୋର ....

  • @bikashsethi7178
    @bikashsethi7178 26 дней назад

    ବିକ୍ରମ ଆରୁଖ ଘରେ raid ହଉ

  • @rabindrananda943
    @rabindrananda943 24 дня назад

    Babu Bhari Budhiman .Babu Brhaman Jatira Kalanka .

  • @raghuguru8584
    @raghuguru8584 26 дней назад

    ସେଥିପାଇଁ ମିଡ଼ିଆ ଙ୍କୁ ମାଡ଼ ମାରିବେ

  • @snehalatarath6659
    @snehalatarath6659 24 дня назад

    YE MANAK PAINEE ODISHA GARIBA PROPERTY ACTION SALE HEAU GARIBON ,OLD AGE,DISABILITY NKA PAINEE ASHRAM EVERY DIST RE HEAU 🙏🏻🙏🏻🙏🏻🙏🏻🙏🏻🙏🏻

  • @raghuguru8584
    @raghuguru8584 26 дней назад

    ତମ ମିଡ଼ିଆ ବନ୍ଦ୍ କରିଦିଅ ପୁଣି ବିଜେପି ଦଳ ର କୁକୁର ଆଉ ନୂଆ କିଛି ନାହିଁ

  • @laxmidharmirror5500
    @laxmidharmirror5500 25 дней назад

    All are so called highly intelligent from high birth caste

  • @prafullakumarpradhan8129
    @prafullakumarpradhan8129 26 дней назад

    କ୍ରୀତଦାସ ଗୁରାକ କେତେ ବିକାଶ କରାଉଉଥିଲେ l ଆପଣମାନେ ଖୁସିତ ?

  • @sukantakumarsahoo9340
    @sukantakumarsahoo9340 26 дней назад

    ❤👌

  • @susantakumar2876
    @susantakumar2876 22 дня назад

    ସବୁ ଚୋର ବିଜେପି bi ଖାଇବ ଏଥର

  • @As-uu8ph
    @As-uu8ph 25 дней назад

    Eita kichhi nuhe, vigilance kichhi karibani

  • @dayanidhipanigrahi5136
    @dayanidhipanigrahi5136 26 дней назад

    Dismiss from service and to sent jharpada

  • @ramachandrapanigrahy8319
    @ramachandrapanigrahy8319 25 дней назад

    It shows the real picture of Nabin Govt’s so called clean and zero tolerance administration. Odisha’s resources and exchequer has been looted beyond one’s imagination.

  • @gabinnaik5985
    @gabinnaik5985 25 дней назад

    Every A or B class employees should be check 😅

  • @dilipkumarsinha780
    @dilipkumarsinha780 25 дней назад

    Samastanku godai, godai Dhara jau. Jemiti net ru 9 Bahari paribe. Ledis fish B Achanti.

  • @narayanprasadsahoo7056
    @narayanprasadsahoo7056 25 дней назад

    Mohan sarkar jindabad. Sarkar thik bata re gale prasasan size hoijiba o loot paisa band hoi rajaswa brudhi heba.

  • @maushumisoy904
    @maushumisoy904 26 дней назад

    ଏ ବି ଗୋଟାଏ ବ୍ରାହ୍ମଣ ଅଫିସର୍, ଏବେ ଜାଣିଲେ, କେମିତି ସରକାରୀ ଟଙ୍କା ଚୋରି କରୁଥିଲେ, ଓଡ଼ିଶାକୁ ଲୁଣ୍ଠନ କରୁଥିଲେ, ଇହେ ଜଣେ ଭୟଙ୍କର ଲୁଟେରା, ଲାଗୁଛି, ଓଡ଼ିଶାର ଜଣେ ବିରାପ୍ପାନ,

    • @stutikerketta2168
      @stutikerketta2168 26 дней назад

      Sethipain sc/st reservation ku birodh karuchhanti general loka mane.jadi sc/st chakiri re na rahibe e general caste ra loka mane odisha ku gili debe😢😢

    • @sunilratha1532
      @sunilratha1532 25 дней назад

      ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତିଷ୍ଠିତ ପଦବୀ ପାଇବା ପରେ ନିଜ ମୁଖା ଦେଖାନ୍ତି। ଆମ ଅଞ୍ଚଳର ତହସିଲଦାର SC, କେତେ ଭଦ୍ର ଆମେ ଜାଣିଛୁ। Excise department ର officer ST, କେତେ ସୋଚ୍ଚୋଟ ଆମେ ଦେଖୁଛୁ। ସେହିଭଳି RI ଜଣକ OBC, ଲାଞ୍ଚ କଣ ସେ କଥା ଜୀବନରେ କେବେ ଜାଣି ନାହାନ୍ତି। Doctor ଜଣକ UR, ନିଜର ବନ୍ଧୁ ପରିଜନ ଠାରୁ ମଧ୍ୟ fees ନେବା ଭୁଲନ୍ତି ନାହିଁ। ତେଣୁ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା, ତାହା ହେଉଛି ଆଲୋ କିଆ କେତକୀ ତୁ ଯେତିକି କୁ ମୁଁ ସେତିକି। ମୁଁ ଭାବୁଥିଲି sc/st ଲୋକ ନିରୀହ କିନ୍ତୁ ସେମାନେ କେଉଁ ଗୁଣରେ କମ୍ ନୁହନ୍ତି। ଜଣେ CDPO, SC ହୋଇ ପଦୋନ୍ନତି ପାଇଥିବା mini Anganwadi କର୍ମୀଙ୍କ ଠାରୁ ଜଣକ ପିଛା 10,000 ନେଉଛନ୍ତି। ଆଉ କାହାକୁ ନିନ୍ଦା କରିବା? ଏଠି ତ ସମସ୍ତେ ଗେଣ୍ଡାରୁ ବାହାରି ଶଙ୍ଖ ପାଲଟି ଯାଉଛନ୍ତି।

  • @lkjena4407
    @lkjena4407 25 дней назад

    Khai khai to khola Kari deichhanti... Pion to mantri sabu luti chalichhanti 20 barsa hela... Emanku immediate jail patha na gale emiti pidhi pare pidhi luti chali thibe

  • @rashmiranjanjena5929
    @rashmiranjanjena5929 26 дней назад

    Sabu pandian khela Bhai

  • @hurshikeshmathan9565
    @hurshikeshmathan9565 25 дней назад

    Action Buldozer re niyantu Mohan ji nka government.

  • @santoshjena3232
    @santoshjena3232 26 дней назад

    cAii kara

  • @bijayapanda1625
    @bijayapanda1625 25 дней назад

    BJD government means corporation government,

  • @nagenbehera978
    @nagenbehera978 26 дней назад

    Sar Barto man bi pici kar bar chali chi

  • @surenmagar9736
    @surenmagar9736 25 дней назад

    ପିଟ ମାଗିହା କେ

  • @debendranayak5858
    @debendranayak5858 26 дней назад

    Nabinasaramkar

  • @shinquanone8714
    @shinquanone8714 25 дней назад

    ବଟି ଦଉଥିବ bjd ଆଉ ପାର୍ଟି ନେତାଙ୍କୁ।😅😅😅😅😅😅

  • @suchonatvbyrashmiranjan8675
    @suchonatvbyrashmiranjan8675 26 дней назад +1

    Choro ku dekhao

  • @Nimaicharansethy
    @Nimaicharansethy 26 дней назад

    Amnakudahrrijalabdarakar

  • @YoutubeShorts-pf1tx
    @YoutubeShorts-pf1tx 26 дней назад

    Nabin durniti Samrajya re babu mane xhhi chhi chora dala

  • @444bharat
    @444bharat 26 дней назад

    OMG people tax Paisa khigal

  • @TukuNaik-hj6cf
    @TukuNaik-hj6cf 25 дней назад

    Argus chanel ku kharap comment karibare lagi padanti bjd argus gotie emiti chanel bjd ra sabu dirniti parda phass❤❤❤❤

  • @sureshdash8597
    @sureshdash8597 25 дней назад

    Abhali lokaku sida phasi dia

  • @ksheerodmishra8544
    @ksheerodmishra8544 26 дней назад

    We are pained when our. GOD of wealth KUBER is made to stand in line with the dishonest officers. KUBER is one of the DASADIGPAL who is worshipped along with BRAHMA ANANTAand others KUBER is also worshipped to make one richer. When we say that the dishonest officers are KUBERwe either vilify KUBERor glorify the dishonest officers

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 26 дней назад

    PJD, BJD pachhare hata, 2024 re khaile nata. Agaku rahiba emiti bata.

  • @anamchandrabai7249
    @anamchandrabai7249 26 дней назад

    Nadighosha chanel kuade gala

  • @FREEDOM-PEACE
    @FREEDOM-PEACE 21 день назад

    BJP ra channel aeta ki..BJD re jau corruption thila..seita safa kari..nua au adbhuta khela arambha kariba BJP

  • @gajendramalik1909
    @gajendramalik1909 26 дней назад

    Sarakar eamanknu gulikariba darakar

  • @suchonatvbyrashmiranjan8675
    @suchonatvbyrashmiranjan8675 26 дней назад

    Ranger choro ku dekhao

  • @PinkyDas-n1g
    @PinkyDas-n1g 25 дней назад

    Kuade odia asmita kahiba loka mane a paisa kahara ai janta manakara,

  • @baralsubash7787
    @baralsubash7787 26 дней назад

    Bala Kariba. Tama bhalia telamara channel Odisha re kehi nahanti. Tama channel ku chikiti case dekha jauni. Balangir case dekhajauni. Rathajatr aghatanna dekhagalani. Mahanga case dekha jauni. Khali ei case dekhajauchi.

  • @subhampandia655
    @subhampandia655 24 дня назад

    Sabu Bjd Kukura

  • @manasranjanpanda5918
    @manasranjanpanda5918 25 дней назад

    Rajypala pua ra kan hela

  • @sayedakanizfatma380
    @sayedakanizfatma380 26 дней назад

    ye radi chaduni,arga😂

  • @HemantaPadhan-sw1jn
    @HemantaPadhan-sw1jn 26 дней назад

    yah sab bjd Amal ki chor hai

  • @akashkumarrout674
    @akashkumarrout674 25 дней назад

    Sabu chora dalal tautor dakayat Neta officer jail jibe ta ??? Bjp severe action kebe neba ?😅

  • @debendranayak5858
    @debendranayak5858 26 дней назад

    Nabinabadasachutdekhauchi

  • @natabarmalliknatabarmallik9143
    @natabarmalliknatabarmallik9143 26 дней назад

    Saburi mulare nabin odisalu lutile

  • @debendranayak5858
    @debendranayak5858 26 дней назад

    Bjdrasatkhunmaf

  • @binodjena870
    @binodjena870 25 дней назад

    Godi media.murdabad

  • @Xyz1998-si7mu
    @Xyz1998-si7mu 26 дней назад

    Aeta bjd balanku badhiva

  • @BhagirathisethyBhai
    @BhagirathisethyBhai 26 дней назад

    Bjd chora