ଶ୍ରୀମନ୍ଦିରରେ ମା' ମହାଲକ୍ଷ୍ମୀଙ୍କ ଅଲୌକିକ ଲୀଳା | Jagannath Mahima | Shakti Shankar Mishra | Odisha 365

Поделиться
HTML-код
  • Опубликовано: 29 сен 2024
  • #odisha365

Комментарии • 363

  • @godabarimangaraj5027
    @godabarimangaraj5027 11 месяцев назад +3

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଜୟ ମା💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @biswajitswain4079
    @biswajitswain4079 11 месяцев назад +60

    ମିଛ କଥା ନୁହେଁ🙏🙏🙏ଏମିତି କିଛି ଅନୁଭୂତି ମୋ ସହ ବି ହେଇଛି ....ମା ମତେ ମଧ୍ୟ ଏମିତି କିଛି ଭାବରେ ଖାଇବାକୁ ଦେଇଥିଲା ଯେବେ ମୁଁ ଶ୍ରୀମନ୍ଦିରରେ ଖାଇବାକୁ ନପାଇକି କାନ୍ଦିଥିଲି 🥺🥺🥺ଜୟ ମା 🙏

    • @pmsahoo2928
      @pmsahoo2928 11 месяцев назад +5

      ଦୟା କରି କୁହନ୍ତୁ, ଶୁଣିବା

    • @mangulipradhan7997
      @mangulipradhan7997 11 месяцев назад +2

      Tame kana bhabucha jaha kuha jauchi tumaku michha lage ki?

    • @pmsahoo2928
      @pmsahoo2928 11 месяцев назад +4

      ମୁଁ ଅନୁଭୂତି ସବୁ ଶୁଣେ। ମୋ କଥାଟାକୁ negative ଭାବିଲେ କାହିଁକି? ମୁଁ ଶୁଣିବା ପାଇଁ ବ୍ୟଗ୍ର। ଆପଣଙ୍କ ନିଷ୍ପତି। ଜୟ ଜଗନ୍ନାଥ 🙏

    • @biswajitswain4079
      @biswajitswain4079 11 месяцев назад

      @@pmsahoo2928 ଦେଖନ୍ତୁ ସବୁ କଥା ଏଇଠି ଏମିତି ଟାଇପ୍ କରି କହିବା ସମ୍ଭବ ନୁହେଁ ... ଜୟ ଜଗନ୍ନାଥ 🙏

    • @biswajitswain4079
      @biswajitswain4079 11 месяцев назад

      @@mangulipradhan7997 କ୍ଷମା କରିବେ ଭାଇ .....ମୁଁ ଏକାବେଳେ ଆସ୍ତିକ ଆଉ ନାସ୍ତିକ ମଧ୍ୟ....ସବୁ ଘଟଣା ଯେ ଦୈବକୃତ ସେଇଟି ମୁଁ ମାନିବାକୁ ବାଧ୍ୟ ନୁହେଁ ....କିଛି ଘଟଣା ଦୈବସଂଯୋଗ ହେଇପାରେ । ମୋ ପାଇଁ ମୋ କାଳିଆ ଏକାବେଳେ ଇଷ୍ଟ ଆଉ କାଷ୍ଠ ମଧ୍ୟ , ସୁତରାଂ ମୁଁ ସବୁକଥା କୁ ହିଁ ବୋଲି କହିପାରିବିନି । ଧନ୍ୟବାଦ ..... ଜୟ ଜଗନ୍ନାଥ 🙏

  • @saudaminitripathy4572
    @saudaminitripathy4572 6 месяцев назад +1

    Joy jagannath Joy Maha laxmi

  • @abhirammallik8940
    @abhirammallik8940 2 месяца назад

    Jaya Jaganath, Jaya Jaganath, Jaya Jaganath.

  • @sreejagannatha3588
    @sreejagannatha3588 11 месяцев назад

    Jaya ShreeJagannatha

  • @jayjagannathjayjagannath7121
    @jayjagannathjayjagannath7121 11 месяцев назад +1

    ମଣିମା ଙ୍କର ଜୟ ହେଉ 🙏🏻 ମାଲୋ ଟେରି ତତୋ ଦଣ୍ଡବତ 🙏🏻

  • @prakashchandrarath2175
    @prakashchandrarath2175 8 месяцев назад

    Jay jagannath Swami 🙏🙏🙏

  • @poorvidasb2913
    @poorvidasb2913 9 месяцев назад

    Shakti babu apana emiti sabubele Jagara katha kahuthantu. Bahut badhia laguchhi.

  • @Litu905
    @Litu905 11 месяцев назад +1

    Jay shree Jagannath mahaprabhu 🙏🙏🙏

  • @bijayapanda1625
    @bijayapanda1625 10 месяцев назад

    Jai shree Jagannath 🙏🕉️❤️

  • @sanjibpuja210
    @sanjibpuja210 11 месяцев назад

    Thanks to 365 chennal

  • @rohanbhoi632
    @rohanbhoi632 10 месяцев назад

    Jai jagannath 🙏🙏🙏

  • @sunayanadash8445
    @sunayanadash8445 11 месяцев назад

    Jay jaganath..

  • @RinkuNayagarha
    @RinkuNayagarha 11 месяцев назад

    Vala gapa......
    Ahu ri emti gapa upload hau..........
    Vala lagichi

  • @jyotsnamahapatra6349
    @jyotsnamahapatra6349 11 месяцев назад +11

    ଜଗତର ମାତା ମା'ଲକ୍ଷ୍ମୀ ସାରା ଜଗତକୁ ଯିଏ ଅନ୍ନ ପ୍ରସାଦ ହେଉଛନ୍ତି। ସେ ନିଜ ସେବକର ପେଟର ଭୋକ ତାଙ୍କୁ କିପରି ଅଛପା ରହିଥାନ୍ତା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏🙏

  • @priyankamohapatra1647
    @priyankamohapatra1647 11 месяцев назад +10

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @sunilnath3572
    @sunilnath3572 11 месяцев назад +6

    💐🙏❤️🙏💐 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଠାକୁରାଣୀ ଙ୍କର ଜୟ ହେଉ 💐🙏❤️🙏💐

  • @anilkusahoo33539
    @anilkusahoo33539 11 месяцев назад +6

    ଜୟ ଜଗନ୍ନାଥ ସ୍ବାମୀ⭕‼️⭕ ନୟନ ପଥ ଗାମୀ ଭବ ତୁମେ
    ମା ମହାଲକ୍ଷ୍ମୀ ତୋର ପଣତ କାନି ରେ ସାରା ସଂସାର କୁ ଗଣ୍ଟ ଗୋଡେଇ ରଖିଥା ମା 🙏🙏🙏🙏🙏

  • @lopamudrasamantaray3481
    @lopamudrasamantaray3481 11 месяцев назад +14

    ମା ସାଆନ୍ତାଣୀ ଙ୍କର ଜୟ ହେଉ🙏🙏🙏🙏🙏

    • @TheUnknown79
      @TheUnknown79 11 месяцев назад +1

      Adrushya shakti Wuhan ru Sare jahan vanka muhan ru

  • @meenakshikar6351
    @meenakshikar6351 11 месяцев назад +5

    ଜୟ ଜଗନ୍ନାଥ 🙏🌷🌻🌷🙏 ଆପଣ ଆମକୁ ଏହି ଭଳି ସୁନ୍ଦର ଅମୃତମୟ କଥା ଗୁଡିକ ଶୁଣାଉଥାନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା।

  • @fellingsomethingsomething7399
    @fellingsomethingsomething7399 11 месяцев назад +4

    ଜୟ ଜଗନ୍ନାଥ ମୋ ମହାପ୍ରଭୁ
    ଜୟ ମା ମହା ଲକ୍ଷ୍ମୀ ମା

  • @sandhyapattnaik2817
    @sandhyapattnaik2817 11 месяцев назад +5

    ଜୟ ମୋ ମଣିମା ଙ୍କର ଜୟ ହେଉ 🙏💐

  • @mamatadas7018
    @mamatadas7018 11 месяцев назад +9

    ଜୟ ଶ୍ରୀ ମା ମହାଲକ୍ଷ୍ମୀ ❤🙏🏾

  • @pramilabarik3626
    @pramilabarik3626 11 месяцев назад +2

    Jay shree Jagannath baba maa jagjani marina may I🙏🙏🙏🙏🙏🌑❗🌑🙏🙏🙏🌺🌺❤ pranama maushabhalare thantu❤❤

  • @jayjagannathbhajan5819
    @jayjagannathbhajan5819 11 месяцев назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରସା ମାଆ ଜଗତର ସାହା

  • @sagarikapriyadarshinimishr5810
    @sagarikapriyadarshinimishr5810 11 месяцев назад +5

    Jay jagannath mahaprabhunka padatale ananta kotibar pranam 🙏. Jay maa mahalakhmi🙏

  • @matruashishpatra3550
    @matruashishpatra3550 11 месяцев назад +3

    🙏🙏🙏....Maa Jaya Jaya Shree Jagannath Mahaprabhu 🙏🙏🙏.......Maa...... 🙏🙏🙏...

  • @skrushnareddy6796
    @skrushnareddy6796 8 месяцев назад +2

    ଜୟ ଶ୍ରୀ ମା ଲକ୍ଷ୍ମୀ ସାହାନ୍ତଣି 🙏🕉️🙏🕉️🙏🌷🌺😍🌹🌼🚩🏳️🥥🪔🌻🥥🪔🪔🪔🪔🪔🚩🚩🏳️🏳️🌻🌻🌻🥀🥀🏵️🏵️🌷🌷🌺🌺🌺🌺😍🌹🌹🚩🚩

  • @chandankumarjena9286
    @chandankumarjena9286 11 месяцев назад +6

    ଜୟ ଜଗନ୍ନାଥ ମହାପ୍ରଭୁ
    🙏🏻⚫️‼️⚫️🙏🏻
    ଜୟ ମା ମହାଲକ୍ଷ୍ମୀ
    🙏🏻🪷🪷🪷🙏🏻

  • @menakajena5249
    @menakajena5249 10 месяцев назад +1

    ମାଆ ସାଆନ୍ତାଣୀ ଙ୍କ ସବୁବେଳେ ତୋ ପଣତ କାନି ରେ ପିଲା ମାନଙ୍କୁ ଘୋଡାଇ ରଖେଥିବୁ

  • @pratimaray6080
    @pratimaray6080 11 месяцев назад +5

    ଜୟ ଶ୍ରୀ ଜଗନ୍ନାଥ🙏ଜୟ ମା ମହାଲକ୍ଷ୍ମି🙏🌼🌼

  • @swapnamohanty7027
    @swapnamohanty7027 11 месяцев назад +1

    ଜୟ ଜୟ ଶ୍ରୀ ଜଗନ୍ନାଥ ସେ ପରାଆମ କୋଟି ଓଡିଆଙ୍କ ମଉଡମଣୀ ମାଁ ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧର୍ମ ପତ୍ନୀ ତାଙ୍କ ର ମହିମା କିପରି କମ୍ ହେବ🙏🙏🌹🙏🙏

  • @sanjayasahoo7677
    @sanjayasahoo7677 11 месяцев назад +7

    ମା ସିନ୍ଧୁସୂତା ରାଜଜେମାଙ୍କ ର ଜୟ

  • @agneyasahoo8697
    @agneyasahoo8697 11 месяцев назад +1

    ⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @lilubehera1292
    @lilubehera1292 11 месяцев назад +3

    Jay Jagannath maha prubu maa maha Laxmi Narayani 🙏🙏🌺🌺

  • @anupamasahoo5519
    @anupamasahoo5519 11 месяцев назад +2

    Jay maa sindhuraj nandini Jay sri jagannath swami 🙏

  • @sarojinidas7614
    @sarojinidas7614 11 месяцев назад +2

    Jai Maa Mahalaxmi
    Jagat Janani maankara
    Jai heu....🙏🙏🙏

  • @birakishoresahoo3080
    @birakishoresahoo3080 11 месяцев назад +3

    Jay jagannath.jay jagannath.jay jagannath.

  • @henaranibehera4658
    @henaranibehera4658 11 месяцев назад +1

    ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ ସିନ୍ଧୁ ରାଜ ଜେମା ଗର୍ବ ଗଞନ କାଳିଆ ସାଆନ୍ତ ଙ୍କ ଘରଣୀ ଙ୍କର ଜୟ ହେଉ❤❤😂❤❤

  • @menakajena5249
    @menakajena5249 11 месяцев назад +1

    Maa ଲୋ ସବୁ ବେଳେ ଏମିତି ମୋ ପିଲାମାନଙ୍କୁ ତୋ ପଣ ତ କାନିକୁ ଘୋଡାଇ ରଖି ଥିବୁ

  • @nareshdash3796
    @nareshdash3796 11 месяцев назад +2

    ଜୟ ମା ମହାଲକ୍ଷ୍ମୀ ।।

  • @akshyayakumardas8997
    @akshyayakumardas8997 9 часов назад

    ପ୍ରଭୁ ବିଶ୍ବାସ ଭିତରେ ଥିଲେ ଆମେ ବାରମ୍ବାର ଖୋଜୁଥିବା।
    ଜୟ ଶ୍ରୀଜଗନ୍ନାଥ ।
    ଜୟ ମା ଜଗତର ଜନନୀ।

  • @arta196
    @arta196 11 месяцев назад +2

    ଜୟ ମା ମହାଲଷ୍ମୀ ଜୟ ଜଗନ୍ନାଥ

  • @bkbarik2322
    @bkbarik2322 11 месяцев назад +1

    ମା ଲୋ କରୁଣାମୟୀ ଏମିତି ଚାହିଁ ଥାଅ ଭକ୍ତ ଜନଙ୍କୁ 👏👏😭😭

  • @srabindrareddy2950
    @srabindrareddy2950 11 месяцев назад +1

    🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ Jay mata di 🌺🌺🌺🌺🙏🙏🙏🙏

  • @tapandalbehera2871
    @tapandalbehera2871 11 месяцев назад +3

    Jay Jagannath

  • @mitanjalidas
    @mitanjalidas 11 месяцев назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🌷🌷🌷🪷🪷🪷🙏🙏🙏🙏🙏🪔🪔🪔🪔🪔🙏🙏🙏🙏🙏🙏🙏

  • @priyankamohapatra1647
    @priyankamohapatra1647 11 месяцев назад +1

    ମୋ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @madhusmitamohanty8320
    @madhusmitamohanty8320 11 месяцев назад +1

    ଜୟ ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ ସାହା ହେବୁ ଲୋ ମାଆ 🪔🏵🙏

  • @rasmitamaharathy6734
    @rasmitamaharathy6734 11 месяцев назад +4

    ଜୟ ମହାପ୍ରଭୁ କି ଜୟ, ଜୟ ମାତା ରାଣୀ କି ଜୟ 🙏❤️🙏

  • @akashbarik8387
    @akashbarik8387 11 месяцев назад +1

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @kaliprasannapattnaik5191
    @kaliprasannapattnaik5191 20 дней назад

    ଲୀଳାମୟ ଙ୍କର କରୁଣା ଅପାର 🙏⭕❗⭕🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନପଥଗାମୀ ଭବତୁମେ 🙏❤

  • @ashalatasahani6692
    @ashalatasahani6692 22 дня назад

    Maa Mo ପାଈଁ ଟିକେ କୃପାହେଉ ମା ସାଆନ୍ତାଣୀ ପ୍ରଭୁ କାଳିଆସାଆନ୍ତେ କେବେ ତୁମ କୃପା ହେବା

  • @skrushnareddy6796
    @skrushnareddy6796 2 дня назад

    ଓଁ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🌺🌺💐🌿🪷🍁🪔🌸🏵️🫒🫒🍌🍂💮🌼🌻🥀🥀🌷🌷🔱🪻🌹🌾🚩🙌⭕‼️⭕

  • @sunilnath3572
    @sunilnath3572 11 месяцев назад

    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷
    🙏 ଜୟ ଜୟ 🙏
    💕💕💕💕💕💕💕💕💕💕💕💕💕💕
    🙏 ଶ୍ରୀ ଜଗନ୍ନାଥ 🙏
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    🙏ଜୟ🙏
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ହେଉ 🙏
    💕💕💕💕💕💕💕💕💕💕💕💕💕💕
    🙏🙏🙏
    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷🪷

  • @RanajitSahoo
    @RanajitSahoo 11 месяцев назад +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏 ଜୟ ମା ମହାଲକ୍ଷ୍ମୀ 🙏

  • @premanandaswain5388
    @premanandaswain5388 11 месяцев назад +1

    jai jai sri jaganath ,jai jai sri jaganath, jai jai sri jaganath.

  • @asitrout7659
    @asitrout7659 11 месяцев назад +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @rajyabardhan1017
    @rajyabardhan1017 11 месяцев назад +1

    ହେ ମା ଦର୍ଶନ ଦିୟ କରୁଣାମଇ କୃପା କର 🙏

  • @ranjitbehera4815
    @ranjitbehera4815 11 месяцев назад

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏼🪔🙌🙏🏼🪔🙏🏼

  • @lokeshswain9606
    @lokeshswain9606 10 месяцев назад

    ହେ ମହାବାହୁ, ତୁମ ଦୟା ମୁଁ ପାଇଥିବାରୁ କୃତଜ୍ଞ। Hostel ରେ ଥିବା ବେଳେ ରଥଯାତ୍ରା ପୂର୍ବ ରାତିରେ କେତେ ବିନୟ କରିଥିଲି ତୁମ ରଥ ଟାଣିବାକୁ, ତୁମେ ରଥଯାତ୍ରା ଦିନ ପାହାନ୍ତି ପହରରେ ମୋତେ ଡ଼ାକିନେଇ ଗଲ ମଣିମା, ତୁମକୁ କୋଟି ନମସ୍କାର। ଜୟ ଜଗନ୍ନାଥ

  • @rahulmohanty7297
    @rahulmohanty7297 10 месяцев назад +1

    ଭାବର ଅଧୀନ ଜଗତ ମାତା
    ଜୟ ମା ଲକ୍ଷ୍ମୀ

  • @birakishorenayak1690
    @birakishorenayak1690 3 месяца назад

    ମା'ଲୋ ତୁ ସତେ କେତେ ଦୟାମୟୀ,ତୋତେ
    ଅନନ୍ତକୋଟି ପ୍ରଣାମ ମାଆ🙏

  • @krupasindhumishra3135
    @krupasindhumishra3135 Месяц назад

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ କୃପାଳୁଜି ନମୋ ନମୋ

  • @upperprimaryodisha3797
    @upperprimaryodisha3797 11 месяцев назад +1

    Jay Guru Jay Jagannath Jay Maa Laxmi Thakurani

  • @pradeshkumarsahoo1877
    @pradeshkumarsahoo1877 9 месяцев назад

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏

  • @manojkumarmohanty7394
    @manojkumarmohanty7394 11 месяцев назад +1

    Maa 🙏🙏🙏

  • @skrushnareddy6796
    @skrushnareddy6796 2 дня назад

    ଓଁ ନମଃ ଶ୍ରୀ ମହା ପ୍ରସାଦ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌺💐🌿🪷🍁🪔🥀🌻🌼💮🍂🍌🫒🏵️🌸🌷🔱🪻🌹🌾🙌⭕‼️⭕😢

  • @SwatiSucharita-w1m
    @SwatiSucharita-w1m 11 месяцев назад +1

    Jay Ma Laxmi Narayani Saha hua Ma JagatJanani 🙏🙏🙏❤️♥️❤️

  • @Prdhanpuspanjali600
    @Prdhanpuspanjali600 11 месяцев назад +1

    ଜୟ ମା ମହାଲଷ୍ମୀ

  • @Abinaschannel
    @Abinaschannel 10 месяцев назад +1

    Jay Shree Jagannath Mahaprabhu

  • @kishorkumarsahootubula7572
    @kishorkumarsahootubula7572 11 месяцев назад

    🙏🙏🌹ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🌹

  • @SwatiSucharita-w1m
    @SwatiSucharita-w1m 11 месяцев назад +1

    Jay Mahaprabhu Jay Jay Mahaprabhu 🙏🙏🙏❤️♥️♥️

  • @princearyan3657
    @princearyan3657 4 месяца назад

    କରି କରାଉ ଥାଅ ତୁମେ ତୁମ ବିନୁ ଅନ୍ୟ ଗତି ନାହିଁ ଜୟ ମା ଲକ୍ଷ୍ମୀ ମା

  • @piyushranjanmeher4181
    @piyushranjanmeher4181 4 месяца назад +1

    Jay Jagannath 🙏🙏🙏

  • @archanasamanta2402
    @archanasamanta2402 11 месяцев назад

    👁️🙏🏻👁️ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏🏻👁️

  • @purusottamswain3188
    @purusottamswain3188 11 месяцев назад +2

    ଜୟ ମା ଲକ୍ଷ୍ମୀ 🙏🏻

  • @RajaKhan-ci6dk
    @RajaKhan-ci6dk 10 месяцев назад +1

    Jay maa Laxmi 🙏🙏🙏

  • @FunnyVideos-td1ug
    @FunnyVideos-td1ug 11 месяцев назад +1

    Jaya Jagannath......🙏🙏🙏🙏🙏🙏🙏🙏🙏🙏

  • @prasantabehura9071
    @prasantabehura9071 4 месяца назад

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ପ୍ରଭୁ 🙏

  • @golakhamajhi9844
    @golakhamajhi9844 11 месяцев назад +1

    Jay Jagannath Swami

  • @hifystore4553
    @hifystore4553 11 месяцев назад +1

    Jai Shree Jagannath🙏🙏🙏 Jai Maa laxmi 🙏🙏🙏

  • @runubishoyi2372
    @runubishoyi2372 11 месяцев назад +1

    Jay jagannath Jay maa mahalaxmi 🙏🙏🙏

  • @Manvik830
    @Manvik830 11 месяцев назад +2

    ମଣିମା ସାଆନ୍ତାଣି ଙ୍କର ଜୟ ହେଉ 🙏

  • @sasmitadatta8819
    @sasmitadatta8819 11 месяцев назад

    ଜୟ ମା ଲକ୍ଷ୍ମୀ 🙏🙏 ଜୟ ଜଗନ୍ନାଥ 🙏🙏🙏

  • @ashutoshpanda4982
    @ashutoshpanda4982 10 месяцев назад

    ଜୟ ଜଗନ୍ନାଥ
    ଜୟ ମା ଲକ୍ଷ୍ମୀ 🙏🏻🙏🏻

  • @bipinamallik2803
    @bipinamallik2803 11 месяцев назад

    Sakti Sankar Sir Aji 365Chanelre Anuvutire Maa Laxmi Debinka Bisayare Satya Bhabapurna Ghatana Sunni Mo Manaprana Pulakita Hoegala Appanaku Bahuta Bahuta Dhanyabad

  • @ashwanipradhan3397
    @ashwanipradhan3397 11 месяцев назад +1

    Jay Jagannath Jay anata Jay ho 🙏🙏🚩

  • @Sai-iy8gw
    @Sai-iy8gw 4 месяца назад

    ମୁଁ ସେ ମହାତ୍ମା ଙ୍କୁ ଥରେ ଦର୍ଶନ କରନ୍ତି କି

  • @namitapati9307
    @namitapati9307 11 месяцев назад

    ଲକ୍ଷ୍ମୀ ନାରାୟଣ ନମୋ ନମୋ 🙏🙏🙏🙏🙏

  • @adityadr9982
    @adityadr9982 11 месяцев назад +1

    Jai maa jagata janani🙏🙏🙏

  • @santoshkumarmishra9922
    @santoshkumarmishra9922 11 месяцев назад

    ଜୟ ଶ୍ରୀ ଲକ୍ଷ୍ମୀ ଜଗନ୍ନାଥ 🎉🎉🎉

  • @girijapattnaik3533
    @girijapattnaik3533 11 месяцев назад +1

    He Mahaprabhu 🙏🙏🙏🙏🙏🙏🙏

  • @Ansita282
    @Ansita282 11 месяцев назад

    ⚫‼️⚫ ଜୟ ଜଗନ୍ନାଥ 🙏🏻⚫‼️⚫ଜୟ ଜଗନ୍ନାଥ 🙏🏻⚫‼️⚫ଜୟ ଜଗନ୍ନାଥ 🙏🏻🌼

  • @simapatnaik8813
    @simapatnaik8813 11 месяцев назад +1

    Jaya Jagannath
    Jaya Maa Laxmi 🙏🙏🙏🙏

  • @SairendriSingh
    @SairendriSingh 11 месяцев назад +1

    Jay Jagannath Jay maa Mahalaxmi,🙏🙏🙏

  • @smitamahalik9180
    @smitamahalik9180 11 месяцев назад

    ଶ୍ରୀ ରାଧା. ଶ୍ରୀ ରାଧା. ଶ୍ରୀ ରାଧା

  • @sarojkumarmohanty7730
    @sarojkumarmohanty7730 11 месяцев назад +1

    Jay jagannath 🙏🙏🙏🙏🙏

  • @menakajena5249
    @menakajena5249 10 месяцев назад

    Jay ଜୟ ଜୟ mahalakshmi mamo ନମଃ

  • @puspanjalibehera9591
    @puspanjalibehera9591 11 месяцев назад +1

    ଜୟ ମା ଲଷ୍ମୀ 🙏🙏🙏🙏ଜୟ ଜଗନ୍ନାଥ ,🙏🙏🙏🙏