ଆଳୁ ପାଇଁ ମମତା ବାନାର୍ଜୀଙ୍କୁ ନବୀନ ଚିଠି ଲେଖିବା ପରେ ରାଗିକି ବହେ ଶୁଣାଇଦେଲେ ମନ୍ତ୍ରୀMinister Angry On Naveen

Поделиться
HTML-код
  • Опубликовано: 6 сен 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Комментарии • 221

  • @ଅଭୟ
    @ଅଭୟ Месяц назад +61

    Bjp ର କାମ କରିପାରୁନି ସେଥିପାଇଁ ନବୀନ ଲୋକ ଙ୍କ ସେବା କରୁଛନ୍ତି

    • @brajakishorepadhi4022
      @brajakishorepadhi4022 Месяц назад +3

      @@ଅଭୟ ହଁ ସେବା କରି କରି ଗୋଡ ହାତ ୟେମିତି ଘୋଳାବିନ୍ଧା କଲା ଯେ। ନିଜ ବୋପା ପର ଘରେ ପଡି ପଡି ମଲା। ଶେଷ ରେ ବିଜୁ ନାମ କୁ ଜପାମାଳି କରି ୟେମିତି ଓଡିଶା ବାସୀ କଂ ସେବା କଲା ରତ୍ନ ଭଣ୍ଡାର ଠୁ ଚିଟଫଣ୍ଡ ପଯ୍ର୍ୟନ୍ତ ଲୋକେ ଶେଷ ରେ ଅତିଷ୍ଠ ହୋଉ ଗୋଇଠା ମଳଦ୍ୱାର ରେ ମାରି ନବୀନ କୁ ବିଦା କଲେ। କଂଟାବାଞ୍ଜି ରୁ ଗୋଟେ ସାମାନ୍ଯ ଗୋରୁଗାଈ ଚରଉଥିବା ଗରିବ ଘରୁ ଆସିଥିବା ଖଟିଖିଆ ହୃଦୟବାନ ଯୁବକ ପାଖରୁ ମାଇ କୁତି ଭଳି ନବୀନ ପଟ୍ଟନାୟକ ହାରିଲେ। ( ନବୀନ କଣ ? ନବୀନ ଜଣେ ପ୍ରପଂଚ, ଛଳନା ମିଥ୍ଯା ବାଦୀ, ସେଲଫିସ୍, ସୁବିଧାବାଦୀ, ସେଛାଚାରି, ଅତିରିକ୍ତ କ୍ଷମତାଲିପ୍ସୁ, ସନାତନ, ଜଗନ୍ନାଥ ସଂସ୍କୃତିର ବିରୋଧୀ ବିଧର୍ମୀମା। ନବୀନ ଧ୍ବଂସ ହେଉ।

    • @tnanda1432
      @tnanda1432 Месяц назад +1

      ନା ନା ନବୀନ ଉପହାସ କରୁଚନ୍ତି, ଓଡିଶା ବାସିଙ୍କୁ

    • @ଅଭୟ
      @ଅଭୟ Месяц назад

      @@brajakishorepadhi4022 bjp ସରକାର ଓଡ଼ିଶା ରେ ଜିତିବା ପାଇଁ ପାଗଳ କକୁର ପରିହେଉଥିଲା ସେ ପାଇଁ ସାଧାରଣ ଜନତା ଦୁଃଖ ପ୍ରକାଶ କରି ଭୋଟ ଦେଲେ

    • @Mrddbaska7815
      @Mrddbaska7815 Месяц назад

      ​@@ଅଭୟ seithipain ta BJD chora neta kaula baula heuchhi harila pare 😅😅😅😅

    • @manasimohanty942
      @manasimohanty942 Месяц назад

      Bjp letter re, khada v sijibo nahi????Nabin pattanik 🙏 is N abin pattanik se konsi third paron politician nuchonti, 24 years sasonoro chip thile, tanko ro babhu prativa rahichi?????? Aau a khauti mantri deho re jaauni???????

  • @laxmidharsahoo2431
    @laxmidharsahoo2431 Месяц назад +56

    ଓଡିଶା ବାସୀ ଦେଖୁଛନ୍ତି ନବୀନଙ୍କ ମହାନତା କିନ୍ତୁ ଏ ଭାଡୁଆ ଅଯୋଗ୍ୟ ମନ୍ତ୍ରୀ ଗାଣ୍ଡି ଫାଟୁଚି,

    • @jangyeswarpanda5937
      @jangyeswarpanda5937 Месяц назад +2

      Thik kahila bhai

    • @tnanda1432
      @tnanda1432 Месяц назад +1

      ୨୫ ବର୍ଷ ର ଅପାରଗତା ଲୁଚେଇବା ପାଇଁ। ଚିଠିଲେଖି ଉପହାସ କରୁଚନ୍ତି

    • @BasantaBehera-gl3li
      @BasantaBehera-gl3li Месяц назад

      Right bro 👍👍👍

    • @SureshChandraSahoo-qs4bp
      @SureshChandraSahoo-qs4bp Месяц назад

      Tu. Salati magihata Bala mantri dekhauchi dhik jumula bjp🎉​@@tnanda1432

    • @manasimohanty942
      @manasimohanty942 Месяц назад

      Kanu guno re, nabin pattanik nka sari nuhe???

  • @rupa1073
    @rupa1073 Месяц назад +134

    ନବୀନ ବାବୁ ଫ୍ୟାନ୍ସ୍ କେତେଜଣ ଅଛନ୍ତି😅👍ଜୟ ଜଗନ୍ନାଥ🙏😊ଜୟ ନବୀନ ପଟ୍ଟନାୟକ🙌

    • @Mrddbaska7815
      @Mrddbaska7815 Месяц назад +1

      Bala naa Nabin 😅😅😅😅
      Chora Nabin patnayak 😅😅

    • @BasantaBehera-gl3li
      @BasantaBehera-gl3li Месяц назад +2

      ଜୟ ନବୀନ ପଟ୍ଟନାୟକ ସାର୍

    • @SureshMohanty-ez2us
      @SureshMohanty-ez2us Месяц назад

      ​@@Mrddbaska7815Au tu kn to dala kana bjp dalal party

    • @SureshMohanty-ez2us
      @SureshMohanty-ez2us Месяц назад

      ​@@Mrddbaska7815jayjagannath kahibaku dralaguchi

  • @NabakisshorMahakud-di3xn
    @NabakisshorMahakud-di3xn Месяц назад +40

    ଅପାରଗତ ମନ୍ତ୍ରୀ ପାତ୍ର ଖାଦ୍ୟ ମନ୍ତ୍ରୀ

  • @rupakkumar6712
    @rupakkumar6712 Месяц назад +52

    ତମେ ଚିଠି ଲେଖୁନ କିଏ ମନା କଲା ନବୀନ ବାବୁ ଠୁ ଶିଖ

  • @sujitgharai1819
    @sujitgharai1819 Месяц назад +24

    ଗାଁକୁ ଆସନ୍ତୁ ମନ୍ତ୍ରୀ,ମାଇପି ମାନେ ଫଛ ପଟେ ଆଳୁ,ପିଆଜ,ଆଉ ପରିଵା,ସଵୁ ମନ୍ତ୍ରୀ ଙର ପଛ ପଟେ ଵାହାର କରିଦେଵେ।

  • @Binodkumarpanigrahi2187
    @Binodkumarpanigrahi2187 Месяц назад +8

    ଯୋଗାଣ ମନ୍ତ୍ରୀଙ୍କ ଔ କାତ ନହିଁ, ନବୀନଙ୍କୁ କାହିଁକି ସମାଲୋଚନା କରୁଛନ୍ତି?

  • @fatefaith5147
    @fatefaith5147 Месяц назад +12

    ଗୋବର ଉଠେଇବା ଲୋକ ମନ୍ତ୍ରୀ ହେଲେ କଣ ହୁଏ।

  • @psmutiprabha
    @psmutiprabha Месяц назад +8

    ଏ ନୂଆଁ ମୁଖ୍ୟମନ୍ତ୍ରୀ ତ କିଛି ଜାଣିନି ,ସେଥି ପାଇଁ ଆମ ନବୀନ ବାବୁ ଶିଖାଉଛନ୍ତି। ସିଖରେ ମୂର୍ଖ ମାନେ ଫାଲତୁ ରେ ଡେଉଁଛ କଣ ପାଇଁ। କିଛି ତ କରିପାରୁନି କେହି କରିଦେଲେ ସହି ପାରୁନ।

  • @user-vd7rq5yp4l
    @user-vd7rq5yp4l Месяц назад +17

    ବିଜେପି ସରକାର କଥା ବଡ଼ବଡ କାମରେ ଜିର ମନ୍ତ୍ରୀ ମହାଶୟ ଦେଖୀବା ଆଗକୁ କଣକଣ ସବୁକରୁଛ ସବୁତ ରେଟ୍ ବଡେଇସାରିଲଣି ଗରୀବ ଲୋକମାନଙ୍କୁ ମାରୀଦେବାକୁ ବସିଛ ।ନବିନବାବୁ ଏକସରଳ ମଣୀଷ ଗରୀବମାନଙ୍କ ଦୁଖ ବୁଯୁଥିବା ମଣିଷ ଗରୀବମାନଙ୍କ ହକପାଇ କରିଛନ୍ତୀ କରୀବେ ଜୟଜଗନ୍ନାଥ ଜୟ ନଵିନ ଜୟ ଓଡିଶା❤❤❤❤ 5:00

  • @guneswarjagat6752
    @guneswarjagat6752 Месяц назад +8

    ବିଜେପି କାମ କରିପାରୁନି ବୋଲି ନବୀନ ଉପରେ ଚିଡୁଛ

  • @satyam6619
    @satyam6619 Месяц назад +9

    ତୁମେ ତ ବାଳ ରାଜନୀତି କରୁଛ. ଲୋକଙ୍କୁ election ପୂର୍ବରୁ ଗୋଟେ ପ୍ରତିଶୃତି ଦେଇଥିଲ ଏବେ ବଜେଟ ରେ ଅନ୍ୟ ଗୋଟେ result 😂😂😂
    ଶଳା ଏକ ନଂ ଟାଉଟର

  • @sujitgharai1819
    @sujitgharai1819 Месяц назад +31

    କୃଷ୍ଣ ଚନ୍ଦ୍ର ଙର,ଞାନ ପ୍ରବଳ କାମ ଦୂଵଳ,

  • @manasbeher7264
    @manasbeher7264 Месяц назад +25

    ନବିନି no1

  • @Chinapointbhubaneswar
    @Chinapointbhubaneswar Месяц назад +8

    ତୁମେ ଚିଠି ଲେଖିଲେ ଆଳୁ କଣ ଆଳୁ ଚୋପା ବି ଦେବନି ମମତା , 24 ବର୍ଷରେ 45 ଟଙ୍କା ହୋଇନଥିଲା

  • @shivaprasad7652
    @shivaprasad7652 Месяц назад +2

    ନିଜର ଦମ ତ ନାହିଁ ଜନତା ପାଇଁ ଯେ ଚିନ୍ତା କଲା ସେ ଖରାପ. ତମ ସରକାର କେବେବି ନବୁନି ଙ୍କ ସହ ସମାନ ହୋଇ ପରିବାନାହଁ.

  • @jagannathdas9959
    @jagannathdas9959 Месяц назад +6

    ତମେ ଶଳା ଈର୍ଷା କରୁଛ .... ନବୀନ craze dekhiparuna ,tame chithi ଲେଖିଲେ ମମତା ଆଳୁ କଣ ବାଳ ବି ଗୋଟେ ଦେବନି

  • @SIBAPRASADDASH-l7d
    @SIBAPRASADDASH-l7d Месяц назад +2

    ନବୀନ ବାବୁ ଙ୍କ ବାଳକୁ ସରି ନୁହଁ

  • @sibaramp789
    @sibaramp789 Месяц назад +2

    ଅତି ଗର୍ବେ ହତଲଙ୍କା | ନୂଆଁ ନୂଆଁ ସାଶନକୁ ଆସିଛ ଏତେ ଗର୍ବ ଦେଖାଅନି କୃଷ୍ଣଚନ୍ଦ୍ର ପାତ୍ରେ । କମ ଦିନରେ ତୁମ ଶାସନ ଜିବ। ନିଜେତ କରିପାରିବନି କରିବା ଲୋକ ନାମରେ ଏତେ ତର୍ଜମା କାହିଁକି? ବଜେଟରୁ ଲୋକ ଜାଣିଲେଣି Bjp କେମିତି ଶାସନ କରିବ।ଲଜ୍ୟା ରଖ |ନବୀନବାବୁ ବିରୋଧରେ କହିବା ପୂର୍ବରୁ ୧୦୦ ଥର ଭାବିବା ଉଚିତ । ବନ୍ଦେ ଉତ୍କଳ ଜନନୀ 🙏🙏🙏🙏

  • @sanghamitrapanda3809
    @sanghamitrapanda3809 Месяц назад +3

    ଅଯୋଗ୍ୟ ଯୋଗାଣ ମନ୍ତ୍ରୀ । ବେଶୀ ଭାଷଣ । ତୁମ ମାନଙ୍କ ଠୁ 100 ଗୁଣ ଆଗରେ ନବୀନ । ମମତା ଦିଦି ତମ ନିଦ ହଜେଇ ଦେଲେଣି ।

  • @budhiramnahak3209
    @budhiramnahak3209 Месяц назад +6

    କୃଷ୍ଣ ପତ୍ରେ ଆଳୁ ସମସ୍ୟା ଉକ୍ତର ହେଲାଣି .ତୁମେ ନାଭି ରେ ତେଲ ଦେଇ ସୋଇଛ .ତୁମକୁ ବିରୋଧ କରିବା ପାଇଁ ତୁମେ ଆହ୍ୱାନ ଦେଉଛ ..ତୁମେ କେମିତି ତଡିବା ଭବିଷ୍ୟତ କହିବ

  • @Mr24811
    @Mr24811 Месяц назад +2

    ଏ ମନ୍ତ୍ରୀ କେତେ ଦିନ ହେବ ରାଜନୀତି କୁ ଆସିଲେ ସେ ପୁଣି ଆମ ନବୀନ ବାବୁଙ୍କ ବିଷୟରେ କହିଵେ ନିଲଜ ମନ୍ତ୍ରୀ , ନବୀନ ଏବେ କ'ଣ ଅଛନ୍ତି ତୁମ ମୁରବି ମୋଦୀ ବାବୁଙ୍କୁ ପଚାର ???

  • @binodchhatria8105
    @binodchhatria8105 Месяц назад +5

    Banda krushna banda patra 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @brajakishorepadhi4022
    @brajakishorepadhi4022 Месяц назад +4

    ସବୁରି ମୂଳ ରେ ବୁଢା ନବୀନ।

    • @Devraj-ym3lp
      @Devraj-ym3lp Месяц назад

      ତୁ ଆଉ ବାଳ କଥା କହନା

  • @user-su9xl2jy4e
    @user-su9xl2jy4e Месяц назад +5

    Galua minister in mohan govt

  • @sudarsanmallick6250
    @sudarsanmallick6250 Месяц назад +1

    ବିଜେପି ସରକର କରି ନ ପାରିବାରୁ ନବୀନ୍‌ ବା ବୁ ଓଡିଶା ବାସୀଙ୍କ ସେବା କଲେ ତୋତେ ଲଜ୍ୟ ଲାଗୁନି ନବୀନ ବାବୁଙ୍କ ବିଷୟରେ କହିବାକୁ ଛି କି ଲାଜ଼୍ଯା😅😅😅😅😅😅

  • @prasantakumar2497
    @prasantakumar2497 Месяц назад +4

    Krushna Chandra tu gote Bala mantri

  • @manasranjan9579
    @manasranjan9579 Месяц назад +3

    To maa bia jogana mantry

  • @prabinsahu2614
    @prabinsahu2614 Месяц назад

    ଆଜ୍ଞା ଶସ୍ତା ରାଜନୀତି ଆପଣମାନେ କରୁଛନ୍ତି ଆଉ ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା।🙏🏻🙏🏻🙏🏻

  • @user-ve8cw8ty6f
    @user-ve8cw8ty6f Месяц назад +1

    ତୁ କିଏବେ ତତେ କିଏ ଜାଣିଚି ବା ତୁ କେଉ ବାଳ ଟା ଯେ ତୁ କହିବୁ

  • @yudhisthir123
    @yudhisthir123 Месяц назад +1

    Naveen NO l

  • @purnadash3291
    @purnadash3291 Месяц назад +1

    Old Nabin should put behind the bar, then only Odisha Govt can proceed for the development 👍

  • @pradeeppatra2655
    @pradeeppatra2655 Месяц назад

    ମମତା ଆଉ ନବୀନର ଇଏ ଚାଲ୍ ୟାକୁ ରାଜନୀତି କୁହାଯାଏ ।

  • @Minku990
    @Minku990 Месяц назад +3

    Ki bala mantri Kosta rogi agaru kb word member hei thilu na

  • @pradipbaral5841
    @pradipbaral5841 Месяц назад +1

    Tumara mantri habara jogyata nahi

  • @rashmiranjansethy5222
    @rashmiranjansethy5222 Месяц назад

    ଓଡ଼ିଶା ରାଜ୍ୟ ଚଳେଇବାକୁ ତମ ମାନଙ୍କର କୌଣସି ଦକ୍ଷତା ନାହିଁ।
    ଭୁଲ ବଶତଃ ରାଜ୍ୟ ବାସି ମାନେ ତମକୁ ଚୟନ କରିଛନ୍ତି।

  • @manasranjan9579
    @manasranjan9579 Месяц назад +1

    Tu bedha pila odisa lokanku maribu

  • @tnanda1432
    @tnanda1432 Месяц назад

    ୨୪ ବର୍ଷରେ ଆଳୁ ଗୋଦାମ ଟିଏ କରିପାରିଲେନି, ଚିଠି ଲେଖି ପାରିବେ, ଏହା ଅପରଗତା, ନା ଉପହାସ

  • @alokkumarsubudhi5783
    @alokkumarsubudhi5783 Месяц назад +4

    Kama karani minister naveen babu kama kale bhi apankar pblm, bhala heba public pain kama kara aau basic needs rate kom kar, oil rate kamiba kahuch kintu petrol pump re rate kom nahi eaita khali paban aau kichi nahi

  • @manojkumarmohanty1972
    @manojkumarmohanty1972 Месяц назад +2

    Naveen sir nkar Bala ku sari nuhe.

  • @govindbehera2763
    @govindbehera2763 Месяц назад

    Nabeen Patnaik was the Best CM of Odisha

  • @govindbehera2763
    @govindbehera2763 Месяц назад

    He was the Sustainable CM of Odisha

  • @amulyajena6027
    @amulyajena6027 Месяц назад +1

    ତୁମେତ ଦେଇପାରୁନ ବଡ ବଡ଼ କଥା କହୁଛ

  • @yudhisthir123
    @yudhisthir123 Месяц назад +1

    Tumar bala rajaniti 😊odisare. CM 👍👍AM. NAVEEN. BABU SUPAR MAN👍👍👍👍🥦🥦🥦🥦

  • @bikramrajbehera
    @bikramrajbehera Месяц назад

    ଛୋଡ଼ିପୁଅ ତମ ଘରେ ଗେହିଲା ମନ୍ତ୍ରୀ ନବୀନ ତୁ କୃଷ୍ଣ ପେଲେଇପୁଅ କୋଉଠି ଥିଲୁ 24ବର୍ଷ ହେଲାନି

  • @dillipkumarpanda825
    @dillipkumarpanda825 Месяц назад

    Naveen sir No1 CM

  • @BijayakumarNayak-pn7ge
    @BijayakumarNayak-pn7ge Месяц назад

    କାଢ଼ୁଆ ମନ୍ତ୍ରୀ, ଏବେ ଗୋଦାମ ଚଢ଼ାଉ କରିଲ ଆଗରୁ ବୁଦ୍ଧି ନ ଥିଲା

  • @soumyashreebiswalsaina3065
    @soumyashreebiswalsaina3065 Месяц назад

    ଏପର୍ଯ୍ୟନ୍ତ ତମେ କୋଉଠି ଥିଲ ମନ୍ତ୍ରୀ ମହୋଦୟ

  • @prakashchandramishraprakas5795
    @prakashchandramishraprakas5795 Месяц назад +2

    ଏଇଟା ଗୋଟିଏ ଅଯୋଗ୍ୟ ମନ୍ତ୍ରୀ।

  • @Ritesh_Bloges
    @Ritesh_Bloges Месяц назад

    ମନ୍ତ୍ରୀଙ୍କୁ କିଛି ଜଣା ନାହିଁ

  • @prasannapanda3863
    @prasannapanda3863 Месяц назад +1

    Nabin no 1

  • @jeetchefcooking
    @jeetchefcooking Месяц назад

    Good Naveen sir❤❤❤❤

  • @lpcreation937
    @lpcreation937 Месяц назад +1

    Pade katha kahiparu naha tume chithi kana lekhiba

  • @gitanjalibarik8184
    @gitanjalibarik8184 Месяц назад

    ନବୀନ patnaik ହାତ ହଲା ଟା ଭଲ ଜାଣିଛି କିନ୍ତୁ କାମ ରେ zero

  • @jyotiprakashmohanty4536
    @jyotiprakashmohanty4536 Месяц назад +1

    Novin hi verygood

  • @user-kq9yz1jx6s
    @user-kq9yz1jx6s Месяц назад

    ତମେ ଜଉ କାମ kariparil ନୀ ଆମ ନବୀନ ପଟ୍ଟନାୟକ ଶିର୍ କରିଲେ
    ତମ ଙ୍କୁ ଲାଜ ଲାଗିଲା କି ସେଥି ପାଇଁ ଆମ ଏତେ ରାଗ 😂

  • @pramodsahu4459
    @pramodsahu4459 Месяц назад

    ତମ ଦ୍ଵାରା କିଛି ହେବ ନାହିଁ ମନ୍ତ୍ରୀ

  • @kumarbabulstatus
    @kumarbabulstatus Месяц назад

    ସେ କରିପାରିଲେନି ତମେ b j p ଵାଲା ସବୁ କରି ଓଲଟେଇ ପକାଇଛ ଶଳା ତମ ମୁହଁ କୁ ଟିକେ ଲଜ୍ୟା ଲାଗୁନି

  • @pintu9967
    @pintu9967 Месяц назад

    ଏ ସରକାର କୂଳଙ୍ଗାର କିଛି କରିପାରିବେନି

  • @narendracreation5960
    @narendracreation5960 Месяц назад

    ତୁତୋ କିଛି କରିପାରୁନୁ😂😂😂😂😂

  • @mithunabhoi8732
    @mithunabhoi8732 Месяц назад

    ଭାସ୍କର ଦଲାଲ୍ ରିପୋର୍ଟ 🐕‍🦺 ତାପରେ କୃଷ୍ଣଚନ୍ଦ୍ର ଭଗବାନ ଙ୍କ ନାମ ପାଇଛି ମିଛ କହୁଚି
    ଦେଖ ଓଡ଼ିଶା ବାଶି ନିନ୍ଦା କରୁଛି
    ପରିବା ବଢୁଛି ଜିଏ ଭଳ କାମ କରୁଛି
    ତାକୁ ଏ 🐕‍🦺 ଖାଲି ଭୁକୁଚୀ
    5 ଦିନ ପରେ ଆସିଲେ kg 400 ଟଙ୍କା ଦେଇ ଆଲୁ ଖାଇବେ
    5 ଦିନର ପଇସା ତୁ ଦବୁ ଟାଉଟର୍😂😂😂

  • @raghuguru8584
    @raghuguru8584 Месяц назад

    ତମେ ଓଡ଼ିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ ମନ୍ତ୍ରୀ

  • @PradiptaDas-sy4jn
    @PradiptaDas-sy4jn Месяц назад

    Bjp ଜାହାବାଡ ଛୋଡିଵ ଆମେଶଵୁ ଜାଣିଲୁ ଖାଲି ନାଚେଚେ କଲରମରାକାମ ଆଉକିଛି ଛୋଡିପାରିବନି ନବୀନ no 1

  • @SamirSahu-rr5ff
    @SamirSahu-rr5ff Месяц назад +1

    Tu mo Banda mantri

  • @purnadash3291
    @purnadash3291 Месяц назад

    👍👍👍

  • @manojkumarmohanty1972
    @manojkumarmohanty1972 Месяц назад

    Naveen sir Jindabad.

  • @geetaranisamal6638
    @geetaranisamal6638 Месяц назад

    Thik katha kahichhanti

  • @suryakara6207
    @suryakara6207 Месяц назад

    ତମେ ତ କହୁଛ ଗୋଟେ କରୁଛ ଗୋଟେ ତମେ ଶସ୍ତା sir

  • @tankadharsa2056
    @tankadharsa2056 Месяц назад

    Navin Pattnaik jindabad Navin achhe odisha achhe

  • @govindbehera2763
    @govindbehera2763 Месяц назад

    Now Nabeen is the Opposition Leader of the house , and he has also rights and powers to write letters ok. As a minister you can also write ok.

  • @buludas-sm2ru
    @buludas-sm2ru Месяц назад

    ତମେ ଅପରାଗ ଯୋଗାଣ ମନ୍ତ୍ରୀ

  • @DhaneswarMajhi-oi5ud
    @DhaneswarMajhi-oi5ud Месяц назад

    ବାଣ୍ଡ ଏଥର ମହନ୍ ସରକାର କଣ କରୁଛି ଦେଖିବା ଏବେ ପର୍ଜନ୍ତ୍ ତ ଗୋଟେ ଯଜନା ବାହାର କରି ପାରିଲା ନାହିଁ ସବୁ ନବୀନ ସରକାର ର copy କରିଲ ଆଉ କହୁଛ କଣ ନାଁ ଶସ୍ତା ରାଜନୀତି ଦେଖିବା ଆଉ ଯଦି କେବେ ପାରିବା ରେଟ୍ ବଢିବ ନାଁ ମୁଁ ମହନ ମାଝୀ ନାମ ରେ ଗୋଟେ rost video content କରିବି

  • @user-mx1oi9gx4z
    @user-mx1oi9gx4z Месяц назад +2

    Kn hela ete ragucha amara Naveen sir darkar au kia ame jani nu

  • @sasadharnayak2413
    @sasadharnayak2413 Месяц назад

    ଏଇଟା ସବୁ କରିଦେବ

  • @jaypalthapa9444
    @jaypalthapa9444 Месяц назад

    Nabina sir is great 👍

  • @subashpradhan7566
    @subashpradhan7566 Месяц назад

    Krushn chandra patra କୋଉ କାମରେ ନୁହଁ

  • @Ambassador_Christ
    @Ambassador_Christ Месяц назад

    He is ppls leader. He is not rajneta n doing rajniti simply he never does.
    But we will see you coming days those you hv altered in your speech that Naveen Patnaik has failed in all let me see you developing...

  • @ChinuBehera-fe8jk
    @ChinuBehera-fe8jk Месяц назад

    ତୁମେ ମାନେ ତ କିଛି କରି ପାରୁନି ବେଶୀ ଗପୁଚୁ ଅଲଜ୍ୟା ଭଳିଆ

  • @NabaSahoo-qz5oh
    @NabaSahoo-qz5oh Месяц назад +1

    Kusia paruni😅

  • @dipakpradhan7996
    @dipakpradhan7996 Месяц назад +1

    24 barsa kan kala sabu bahar rajya upare nirbhaya kala

  • @GitanjaliDas-wq4kd
    @GitanjaliDas-wq4kd Месяц назад

    Tama Katha rew kie debe ni ama Naveen babu odisha rew ebeh bi cm ok Tama ama Bala cm ok

  • @madhusudanparida4161
    @madhusudanparida4161 Месяц назад

    Very unfortunate & useless comments by minister.

  • @muralidharmolik1325
    @muralidharmolik1325 Месяц назад

    ଏ ବାଳ ମନ୍ତ୍ରୀ

  • @user-sf3bk2ks3e
    @user-sf3bk2ks3e Месяц назад

    Kouthi marauchanti sabu situation ra solution bahara karunahanti

  • @birendrarudra4259
    @birendrarudra4259 Месяц назад

    Bjp କଣଟା ତାଢି ପକାଉଛି

  • @KailashPadhan-pk3vk
    @KailashPadhan-pk3vk Месяц назад

    Jay nabin sir

  • @ParmaLal-ok6wm
    @ParmaLal-ok6wm Месяц назад

    Good

  • @suryakantanayak4463
    @suryakantanayak4463 Месяц назад

    Nabin sir nka population dekhi mantri hinsa re jali jau chhanti...

  • @prakashkumarsethy886
    @prakashkumarsethy886 Месяц назад +1

    N̺a̺b̺i̺n̺i̺ g̺r̺a̺t̺e̺

  • @sarmisthadash4508
    @sarmisthadash4508 Месяц назад

    Dhana re sufficient heichi.

  • @parsuramjena7119
    @parsuramjena7119 Месяц назад

    It's right but u also come in one month thappad start what ur rajniti.

  • @biswambermohapatra3361
    @biswambermohapatra3361 Месяц назад

    Tamaku jemitika budget dehichanti..... Naveen babu nku semitiya dei thine Naveen babu Kan karibe

  • @kanhaguru7901
    @kanhaguru7901 Месяц назад

    Naveen Patnaik odishaku nijara boli bhabonti tome jitile nijara bhabo nohele paro

  • @kishorebehera8666
    @kishorebehera8666 Месяц назад

    Kichi ta kariparibani only naveen Pattnaik ku blame kariba

  • @riseojha5394
    @riseojha5394 Месяц назад

    Nabin no 1❤

  • @swagatikamohanty8943
    @swagatikamohanty8943 Месяц назад

    Name change aau color change govt
    Odisa r kichhi v problem thik kariparibani

  • @SoudaminiPanda-of2pn
    @SoudaminiPanda-of2pn Месяц назад +1

    Krushna chandra patra sor nabeena ra bujhi thik katha kahichhanti.

  • @BasantaBehera-gl3li
    @BasantaBehera-gl3li Месяц назад

    ତୁମେ ସବୁ ଛୋଡ଼ି ଦବ ଆମେ ଦେଖିଲୁ

  • @durlabhabehera9007
    @durlabhabehera9007 Месяц назад

    Krushna ch patra apan patiki lagam diantu. Odisa basi sabu dekhuchhanti

  • @debabratasarangi1355
    @debabratasarangi1355 Месяц назад

    thik kahichhanti e mantri ...24years sasanare dekhajau nathila ki e sabu