Jagruti cultural Academy Presents PARAMPARA AN EVENING OF ODISHI MUSIC ..2023

Поделиться
HTML-код
  • Опубликовано: 25 апр 2024
  • Odishi Resital by...
    Guru.. Rabindra Natha Mishra
    Raga..Kousiki
    Tala..Jati
    Accompanied by..
    Mardala.. Guru Budhanatha Swain
    Flute..Guru Jabahar Mishra
    Harmonium..Muralidhara Swain

Комментарии • 10

  • @SWARAJHANKAR
    @SWARAJHANKAR Месяц назад +1

    ଭାଇନା ଙ୍କ ର ଗାୟନ ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ,,, ମଞ୍ଚାସୀନ ସମସ୍ତ କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ,,ଜୟ ଜଗନ୍ନାଥ,,,,🙏

  • @BalaramRoutehatesthereBa-tz3ml
    @BalaramRoutehatesthereBa-tz3ml 20 дней назад

    Very good performance Jay jagannath

  • @lokanathmohanty9816
    @lokanathmohanty9816 2 месяца назад +1

    କବିରବି ରାୟଗୁରୁ ମହାପାତ୍ର ବଳଦେବ ରଥଙ୍କ ରଚନା ରୁ ଚଉପଦୀଟିର ଗାୟନ ଶୈଳୀ ଅତି ସୁନ୍ଦର ।

  • @prafullasahoo1199
    @prafullasahoo1199 18 дней назад

    Very nice.

  • @ajaykumarsutar9171
    @ajaykumarsutar9171 Месяц назад

    Very nice singing top 1

  • @RabindraKumarDash-rm2iv
    @RabindraKumarDash-rm2iv 2 месяца назад

    ଗାୟନଶୈଳୀ ଅତି ସୁନ୍ଦର ହୃଦୟସ୍ପର୍ଶୀ ରବୀନ୍ଦ୍ର ଭାଇନା

  • @kalashreea6031
    @kalashreea6031 Месяц назад

    ଅତି ସୁନ୍ଦର ପ୍ରସ୍ତୁତି
    ଜୟ ଜଗନ୍ନାଥ

  • @raghunathpradhan9370
    @raghunathpradhan9370 2 месяца назад

    👏🙏🏻🌹

  • @pattaprateek
    @pattaprateek Месяц назад

    ଓଡ଼ିଶୀ ସଙ୍ଗୀତ
    (କବିସୂର୍ଯ୍ୟ- ରାଗ କୌଶିକୀ, ତାଳ ଯତି)
    ପଙ୍କରୁହ ଦୃଶା ମୋର ଅଙ୍କେ ବସ ଆସି ରେ
    ଗୁମାନ ମନେ ନ ଧର ତୁ ମାନ ମୋହର ଗିର
    ପ୍ରେମାନନ୍ଦେ ଚାହଁ ବାରେ ମନ୍ଦେ ମନ୍ଦେ ହସି ରେ । ଘୋଷା ।
    ଗୋରୀ ରେ ପରାଣେଶ୍ୱରୀ ପରିରମ୍ଭେ ପ୍ରୀତି କରି
    ଜରିଅଙ୍ଗୀ ପରି ଯାଅ ମୋ ଅଙ୍ଗେ ମିଶିରେ ।
    (ପଡ଼ି)
    ଭାଷିଲେ ଶ୍ରୀ ଜଗଦ୍ଦେବ ରେ
    ନାଶି ନିଶ୍ଚେ କାମଦେବ ରେ
    ରସିକା ତୁ ଥାଉ ଥାଉ ରେ
    ଯିବି ସିନା ମୁଁ ଭାସି ରେ । ୧ ।

  • @ashoksamal1431
    @ashoksamal1431 2 месяца назад

    Stating besura