Letter Politics... || Editorial Show(EP-253) || ODISHA PULSE

Поделиться
HTML-код
  • Опубликовано: 11 июл 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #mohancharanmajhi

Комментарии • 47

  • @sangramkishoredasdas2424
    @sangramkishoredasdas2424 26 дней назад +8

    ମହାପ୍ରଭୁ ଙ୍କୁ ନେଇ ନବିନ ବାବୁ ପୁଣି ରାଜନୀତି ଆରମ୍ଭ କରିଦେଲେ ।

  • @harishmallck2
    @harishmallck2 26 дней назад +10

    ନବୀନ ବାବୁ ଏବଂ ତାଙ୍କର ମେଡ଼ିଆ ପ୍ରବକ୍ତା ମାନେ ବୋଧହୁଏ ଭୁଲିଗଲେ ତାଙ୍କ ଶାସନ ସମୟରେ ପୁରୀ ଶ୍ରୀ ମନ୍ଦିରରେ ଯେତିକି ଅବବ୍ୟସ୍ଥା. ଅନିୟମତା ହେଇଛି ଏହା କେବେ ବି ଇତିହାସରେ ହେଇନଥିବ. ମନେ ପକାନ୍ତୁ ଆପଣଙ୍କ ଶାସନ ସମୟରେ ଯେତେବେଳେ ନବ କଳେବର ସମୟରେ ଘଟ ପରିବର୍ତନ ହେଇଥିଲା

  • @thirdeye9492
    @thirdeye9492 26 дней назад +6

    ଜଗାକୁ ନେଇକି ମଗାଏ ଭିକ 😢
    ଏବେ ତା ଅସ୍ମିତା ଓଡ଼ିଆ ଦେଖ
    ନବ କଳେବର ର କେଳେଙ୍କାରୀ
    ଓଡ଼ିଆ ଅସ୍ମିତା ଦେଇଛି ସାରି
    ବଡ଼ ଦାଣ୍ଡ ପରିକ୍ରମା ଭେଳିକି
    ଛାମୁଙ୍କ ମୁହଁରେ ଚୂନ କାଳିକି
    😢😄😄

  • @khirodhota1440
    @khirodhota1440 26 дней назад +5

    ନବୀନ ନିଜ ନାଁ ଓଡ଼ିଆରେ ଲେଖି ପାରିବେକି?

  • @harishmallck2
    @harishmallck2 26 дней назад +10

    ମୁଖ୍ୟ ମନ୍ତ୍ତୀ ମୋହନ ମାଝୀ କଣ ମଙ୍ଗଳ ଗ୍ରହରେ ରହୁଛନ୍ତି କି ଯେଉଁଠାରେ moble communication /network ନାହିଁ? ଯଦି ମବ୍ୟବର ନବୀନ ବାବୁ ଯଦି ଏତେ ମର୍ମାହାତ ହେଇଥିଲେ ସେ ସିଧା ମୋହନ ମାଝୀଙ୍କୁ ସିଧା ଫୋନ୍ କରି ପାରିଥାନ୍ତେ? ଏହା ଆଶ୍ଚର୍ଯ୍ୟ ଲାଗୁଛି ଯେଉଁ ନବୀନ ବାବୁ ଭଲକି ପଡେ ଓଡ଼ିଆ କହିପାରୁନାହାନ୍ତି ସେ ଓଡ଼ିଆରେ ଚିଠି କିପରି ଲେଖିଲେ?

  • @ParabirPanda-to3rh
    @ParabirPanda-to3rh 26 дней назад +3

    NP is silent on SMP,which cost over 4000 crores.He must reply to it

  • @binodsahoo3374
    @binodsahoo3374 26 дней назад +3

    Befitting reply. Ex CM perhaps didn't reply to any letter of opposition during his long incumbency and perhaps forgotten the repeated dislocations during his incumbency despite public demand.

  • @SrinibashJagaddev-fr4gm
    @SrinibashJagaddev-fr4gm 26 дней назад +3

    Naveen pattanaik sasan samay kete aghan hoithila odisha basi janichhanti

  • @purnachandradakua8265
    @purnachandradakua8265 26 дней назад +1

    କମିୟା ଯାନୀ ପ୍ରସଙ୍ଗ ରେ ଇଏ କୁଆଡେ ଯାଇଥିଲା

  • @user-jo8fr3mc7r
    @user-jo8fr3mc7r 25 дней назад +1

    ନବୀନଲେଖିଚିନା ପାଣ୍ଡିଆନ ଲେଖିଛି

  • @rkbehera1241
    @rkbehera1241 26 дней назад +1

    Good news

  • @SudhansuSwain-cm4gi
    @SudhansuSwain-cm4gi 26 дней назад +2

    24ବର୍ଷ ଶାସନ କାଳ ରେ ଗୋଟେ ଓଡ଼ିଆ ଅକ୍ଷର ଶିଖିନଥିବା ବେଳେ ଆଜି ଶାସନ ରୁ ମାସେ ହେବ ଯାଇ ନାହାନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ରେ ଚିଠି ଲେଖିଦେଲେ 😁😁ଏଇଟା ବି 24ବର୍ଷ ଶାସନ ର କପି ପରି ଲାଗୁଚି, ଆଉ ଗୋଟେ କଥା ଯାହାଙ୍କ ବିନା ଇଙ୍ଗିତ ରେ ଗଛ ରୁ ପତ୍ର ଟିଏ ହଲୁ ନଥିବା ବେଳେ ସେ କେମିତି ପଡିଗଲେ ସେଇଟା ସେ ଜାଣିଥିବେ !ବିଜେଡି ଯେତେବେଳେ ଶ୍ରୀମନ୍ଦିର ପରିକଳ୍ପନା ଆଳ ରେ ଟ୍ରଲି ରେ ଜଗନ୍ନାଥ ଙ୍କୁ ଭିକ ମଗେଇ ଦଳୀୟ ପାଣ୍ଠି ଯୋଗାଡ଼ କୁ ଲୁଚେଇବା ପାଇଁ ଏମିତି ଚିଠି ଲେଖାଯାଇନି ତ ? ନବୀନ ଠିକ ଜାଣିଛନ୍ତି ଓଡ଼ିଆ ଅସ୍ମିତା କଣ ?? ସେଥିପାଇଁ ତରବରିଆ ଭାବେ ଏ ଓଡ଼ିଆ ଟ୍ରାନ୍ସଫରମିସନନୁହଁ ତ ??

  • @mitusahoo5641
    @mitusahoo5641 26 дней назад +1

    Jahabighatichi sarakar kankaribe aha rajaniti nuy

  • @trilochanpatnaik6321
    @trilochanpatnaik6321 26 дней назад

    ନବୀନ ବାବୁ ଙ୍କ ଚିଠି ସେ ନିଜ ହାତରେ ଲେଖି ଥିଲେ ପ୍ରଶଂସା ପାଇଥାନ୍ତେ। ଜଣଙ୍କର ବୋଧେ Pandian ଦ୍ଵାରା ଟାଇପ ହୋଇଥିବା ଚିଠି ଦେଇ ନବୀନ ବାବୁ ପ୍ରଶଂସା ସାଉଁଟି ବା ପାଇଁ ଚେଷ୍ଟା କରିବା ହାସ୍ୟାସ୍ପଦ ଲାଗୁଛି।

  • @user-xb5js1lj2r
    @user-xb5js1lj2r 26 дней назад

    ନବୀନ ଯେଉଁ ଚିଠି ଲେଖିଛି ତାହା ସିଏ ନିଜେ ପଢିପାରିବ କି ?କିମ୍ଵା ଅନ୍ୟ କେହି ପଡିଲେ ସିଏ ବୁଝିପାରିବ କି ?

  • @KIRANMOHANTAJHUMARSONG
    @KIRANMOHANTAJHUMARSONG 26 дней назад +1

    A drama ro director kia ?

  • @suryadas1087
    @suryadas1087 26 дней назад +2

    Naveen can go to any extended for power. Odiya letter is nothing ,but he can kneeling down before ED or CBI ,even Pandian.

  • @KedarJena-ki9el
    @KedarJena-ki9el 18 дней назад

    ଓଡ଼ିଆ 24 ବର୍ଷ ରେ କହିଲେ ନାହିଁ କି ବୁଝିଲେ ନାହିଁ,ଏବେ powerless ରେ ମୁଣ୍ଡ କାମ କରୁନାହିଁ

  • @birakishoresahoo3080
    @birakishoresahoo3080 26 дней назад +1

    NabinPattnaik nka letter ra uttar debara nathila katan Nabin babu kebebi jagannath nka issue re uttar karanti nahin.

  • @trilochanpatnaik6321
    @trilochanpatnaik6321 26 дней назад

    ନବୀନ ବାବୁ ଙ୍କ ଚିଠି ନ କହି ପାଣ୍ଡିଆ ଲିଖିତ ଚିଠି କହିଲେ ଭଲ ହୁଅନ୍ତା। ବିଧାନ ସଭାରେ ବସି ଏହିପରି ଓଡିଆ ରେ ପ୍ରଶ୍ନ ପଚାରି ଓଡ଼ିଆରେ ଆଲୋଚନାରେ ଭାଗ ନେଲେ ଜାଣିବା ଯାହାହେଉ ପଚିଶ ବର୍ଷର ଶାସନ କାଳରେ ଯିଏ ଓଡିଆ ପଦେ ଠିକ୍ ରେ କହି ପାରୁ ନ ଥିଲେ ନିର୍ବାଚନ ରେ ଦଳ ହାରିବା ପରେ ଓଡ଼ିଆର ମହତ୍ତ୍ଵ ସେ ବୁଝୁଛନ୍ତି।

  • @nakuldhal1007
    @nakuldhal1007 26 дней назад

    ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଡାଲା ଅଟୋ ରେ ବସାଇ ନବୀନ ବାବୁଙ୍କୁ ଫଟୋ ଲଗାଇ ଉଷୁନା ଚାଉଳ ମାଗଣ କରି ସେ ମୂର୍ତ୍ତି କୁ ଏଠି ସେଥି ପଲିଥିନ ଭଳି ଫୋପାଡି ଦେଉଥିଲେ । ମୂର୍ଜ ପକାଇ ତିଆରି କରାଯାଇଥିବା ମହାପ୍ରଭୁଙ୍କ ଚିତ୍ର ଉପରେ ଜୋତା ମାଡ଼ି ଚଢ଼ୁଥିବା ବିଶୃଙ୍ଖଳିତ ବିଜେଡି ସମର୍ଥକଙ୍କ କାଣ୍ଡ କଣ ପାଇଁ ନବୀନ ବାବୁଙ୍କୁ ମର୍ମାହତ କରି ନ ଥିଲା ? ଜଗନ୍ନାଥଙ୍କ ପରିକ୍ରମା ନାମରେ ତାଙ୍କ ସରକାର ପୁରୀରେ ୪୦୦୦ କୋଟି ଟଙ୍କା ଲୁଟି ନେଲାବେଳେ ଲୋକଙ୍କ ପ୍ରତିବାଦ ତାଙ୍କୁ କାହିଁକି ମର୍ମାହତ କରି ନ ଥିଲା । ଜଣେ ଗୋମାଂସ ଭକ୍ଷଣ କରି ମହିଳାଙ୍କୁ ବିଜେଡି ରଙ୍ଗର ପୋଷାକ ପିନ୍ଧାଇ ଟଙ୍କା ଦେଇ ମନ୍ଦିର ଭିତରେ ବୁଲାଇଲା ବେଳେ ମର୍ମାହତ ହୋଇ ନବୀନ ବାବୁ କାହିଁକି ଟୁଇଟ କଲେ ନାହିଁ ? ଯେତେବେଳେ ବିଜେଡିର ଜଣେ ମନ୍ତ୍ରୀ କହିଲେ ଆଗେ ଓଡ଼ିଶା କହିଲେ ବାହାରେ ଜଗନ୍ନାଥଙ୍କୁ ବୁଝାଯାଉଥିଲା ଓ ଏବେ ଓଡ଼ିଶା କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝା ଯାଉଛି ସେତେବେଳେ ସେ ତେଲିଆ ମନ୍ତ୍ରୀଙ୍କ କଥାରେ ନବୀନବାବୁ ମର୍ମାହତ ହୋଇ ଟୁଇଟ୍ କଲେ ନାହିଁ କାହିଁକି ? ଓଡ଼ିଶାକୁ ତମିଲମୟ କଲାବେଳେ ଓଡ଼ିଆ ଅସ୍ମିତା କଥା ବୁଝି ପାରିଲେ ନାହି । ପାରାଦୀପ ରାସ୍ତାରେ ଡାହାଣ ପଟରେ ନିର୍ଦ୍ଦିଷ୍ଟ ତାମିଲ କମ୍ପାନୀର ଗାଡ଼ି ସବୁ ଟ୍ରାଫିକ ରୁଲକୁ ଲାତ ମାରି ପୋଲିସ ସୁରକ୍ଷାରେ ଯାଉଥିଲା ବେଳେ ଓଡ଼ିଆ ଅସ୍ମିତା ଜ୍ଞାନ ଥିଲା କେଉଁଠି ?
    ଦୀର୍ଘ ବର୍ଷ କ୍ଷମତାର ସ୍ଵାଦ ନେଉ ଥିବା ନବୀନ ବାବୁଙ୍କୁ କ୍ଷମତା ବିନା ରହିବା ସହଜ ନ ହେବା ସ୍ବାଭାବିକ । ମେଞ୍ଚା ମେଞ୍ଚା ପୋଲିସ, ଆଗରେ ପଛରେ ପୋଲିସ , ବିନା ରେଡ ଲାଇଟରେ ଯାତ୍ରା ଭୁଲିବା ଏତେ ସହଜ ନୁହେଁ । ନିଜ ମୁଖ ନିସୃତ ବାଣୀ ନିୟମ ଥିଲା , କିନ୍ତୁ ଏବେ ନିୟମ ଅନୁସାରେ ଚାଲିବାର ପ୍ରାର୍ଥକ୍ୟ ର ଅନୁଭୂତି ଏପରି ଚିଠିର ମୁଖ୍ୟ କାରଣ ।

  • @hemantkumarsingh1387
    @hemantkumarsingh1387 26 дней назад +1

    It is doubt, wheather Naveen Patnaik can read his odia letter.When a CM couldn't speak and write after 25 years,how he can write a odia letter.

  • @jayhind6187
    @jayhind6187 26 дней назад

    ଓଡ଼ିଆ ଢ ନବୀନଙ୍କୁ ଜଣା ନାହିଁ ସେ ଲେଖିଲେ କେମିତି ? ଓଡିଶାରେ ଜନ୍ମ ହେଲେ ମଧ୍ୟ ନବୀନ ପଟ୍ଟନାୟକ ଜଣେ ଅଣ ଓଡିଆ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସଂପର୍କରେ ସମ୍ପୁର୍ଣ୍ଣ ଅନଭିଜ୍ଞ । ଏତେ ଜ୍ଞାନ ତାଙ୍କର ମୁଖ୍ୟ ମନ୍ତ୍ରୀ ପଦ ଗଲା ପରେ ଜ୍ଞାନ ଉଦୟ ହେଉଛି ?

  • @dwarikanathmohanty179
    @dwarikanathmohanty179 25 дней назад

    Naveen babu more worried to comeback to power than his devotion to the Lord.

  • @SwarnaprabhaDas-mu1nx
    @SwarnaprabhaDas-mu1nx 26 дней назад +1

    Nabin Babu chithi odiare lekhi chanti biswasa heunahi Nabin babura dekhei heba guna

  • @santoshkumarsahoo8671
    @santoshkumarsahoo8671 25 дней назад

    ବ୍ରହ୍ମ ବିଭ୍ରାଟ ବିଜେଡି ସମୟରେ ହୋଇଥିଲା, କାଇଁ କେଉଁ ବିଜେଡି ନେତାଙ୍କର ପାଟି ଖୋଲିଲା ନାହିଁ, ଏବେ ହାରିଗଲା ପରେ ମନେପଡ଼ିଲା 😅

  • @rajanikantachoudhury2343
    @rajanikantachoudhury2343 25 дней назад

    ହନୁ ମଲାବେଳେ ସତ କହୁଛି ଗୋଡ଼ରିଲ ତୋ ଗୋଡ଼କୁ ଅ ନା.

  • @santoshpal1595
    @santoshpal1595 25 дней назад

    Good morning.jeun chithi nabin pattanaik sei chithiti nabin babunku kuhantu sambadik samilini re sei chithi time thare padhantu ame janibu se odia janichhanti boli.

  • @mitusahoo5641
    @mitusahoo5641 26 дней назад

    Nabeen babu odia kahunahaty hele tanka bhabartha odiare lekhiheba

  • @gokulendumishra1281
    @gokulendumishra1281 25 дней назад

    Bhai e chiti Nabina lekhini Pandu lekhi Nabina signature paste kari deichi

  • @arunkumarbehera9271
    @arunkumarbehera9271 26 дней назад +1

    Dobing. Chithi. Nobinro

  • @dillipkumarswain5649
    @dillipkumarswain5649 26 дней назад

    Jaha kuhantu Nabin Babu nka letter ra reply Mohan Babu deichhanti taha chapal madaru Kam nuha

  • @mitusahoo5641
    @mitusahoo5641 26 дней назад

    Agya sabu. magdia rajaniti karichanty B J D .... B J P

  • @aksahoo346
    @aksahoo346 26 дней назад

    Jetebele brahma bivrata hoithila setebele nabinbabu kichi kahinathile pati pura chup rakhithile hele odisara loka bahut kasta paithile. Abe dekheiheuchanti kintu paramarsa swagata jogya

  • @dillipkumarswain5649
    @dillipkumarswain5649 26 дней назад

    Nabin Babu chithi rajniti karuchhanti

  • @kamallochannayak9660
    @kamallochannayak9660 23 дня назад

    Odia Asmita Agaru Rakshya Karuthile BJD Harinothanta,Nobin Sir nku Pare Budhi Puruchhi

  • @gokulendumishra1281
    @gokulendumishra1281 25 дней назад

    Pandu sabu lekhi Nabina ra signature thoi deuchi. Sala jail jiba darkar

  • @aprameya6623
    @aprameya6623 25 дней назад

    Naveen Pattnaik setiki thau ame janichu tama bhakti

  • @gokulendumishra1281
    @gokulendumishra1281 25 дней назад

    Chiti nabina lekhi nathiba. E sabu Pandu ra khela

  • @user-es3fn9dc5u
    @user-es3fn9dc5u 26 дней назад +1

    ନବିନ୍ ର ପୁଣି ଆବେଗ ଆଉ ଓଡ଼ିଆ ଅସ୍ମିତା ର ଭାବ, କାହିଁ ପଚିଶ୍ ବର୍ଷ ଶାସନ କାଳରେ ତ ଏ ସବୁ ନ ଥିଲା। ଓହୋ ସେତେବେଳେ କ୍ଷମତା ଥିଲା ଆଉ ଏବେ ହାରିଗଲା ପରେ ସବୁ ବାହାରୁଛି। କାହିଁ ବ୍ରହ୍ମ ବିଭ୍ରାଟ ଘଟଣା, ଗୋ ମାଂସ ଭକ୍ଷଣକାରି କାମିଆ ଜାନି ଶ୍ରୀ ମନ୍ଦିର ପ୍ରବେଶ କରିବା ଘଟଣା ଆଉ ଜଗନ୍ନାଥଙ୍କୁ ଅଟୋ ଡାଲାରେ ବସେଇ ଭିକ ମଗେଇବା ଘଟଣା ତ ନବିନ୍ ର ଭାବାବେଗକୁ ତ କୌଣସି ଆଘାତ ଦେଇ ନ ଥିଲା କି ସେତେବେଳେ ଓଡ଼ିଆ ଅସ୍ମିତା କଥା ମନେ ପଡି ନ ଥିଲା। ଆରେ ଭଣ୍ଡ ବିଜେଡି ଵାଲେ ଜଗନ୍ନାଥଙ୍କୁ ଯେଉଁ ଭଳି ଅପମାନିତ କରିଥିଲ ତାରି ଫଳ ଆଜି ଭୋଗୁଛ, ଦଳ ର ଯେପରି ବିପର୍ଯୟ ଘଟିଛି ଏଥିରୁ ତ କିଛି ଶିଖ। ପର ଆଖିରେ ପର ବୁଦ୍ଧିରେ ଆଉ ବାଟ ଚାଲ ନି, ଏବେ ଯଦି ନ ସୁଧୁର ଆଗକୁ ଆଉ କିଛି ନ ଥିବ।