Satyapatha: Is BJD’s Shadow Cabinet a reflection of Naveen’s serious politics or just a media stunt?

Поделиться
HTML-код
  • Опубликовано: 20 окт 2024

Комментарии • 209

  • @moviemasti8719
    @moviemasti8719 3 месяца назад +28

    ନିରପେକ୍ଷ ସମ୍ବାଦ ପରିବେଷଣ ସମସ୍ତେ କରିପାରନ୍ତିନାହିଁ। ଆପଣ କୁ ସଲାମ୍ sir

  • @iamrohitbarik
    @iamrohitbarik 3 месяца назад +34

    Naveen activated again...ବିଜେପି ଛାତିରୁ ପାଣି ଶୁଖିଗଲାଣି...

    • @bijaykumarrout4161
      @bijaykumarrout4161 3 месяца назад +3

      Shame

    • @manasimohanty942
      @manasimohanty942 3 месяца назад

      Ofcourse

    • @jagannathpatnaik8409
      @jagannathpatnaik8409 3 месяца назад

      ବିଜେପି ଡରି hangover କଥା କହୁଛି।

    • @prakashkumar1695
      @prakashkumar1695 3 месяца назад +2

      Next time BJP mukta bharat heba nd also odisha ru b safa haba 😂😂 Naveen always great playing new game nobody understand his game

    • @manasimohanty942
      @manasimohanty942 3 месяца назад +1

      @@prakashkumar1695 absolutely 💯

  • @Raisevoice..8679
    @Raisevoice..8679 3 месяца назад +12

    Good step....all India ra amiti heba Katha ..

  • @PrafullaNaik-z2o
    @PrafullaNaik-z2o 2 месяца назад +1

    ବହୁତ ସୁନ୍ଦର ବାର୍ତା

  • @sarbeswarmohapatra3708
    @sarbeswarmohapatra3708 3 месяца назад +19

    ନବିନ ବାବୁ ସରକାର ବେଳେ ମନ୍ତ୍ରୀ ମେଣ୍ଢା ଭଳି ପାଣ୍ଡିୟାନ ପାଖରେ କାମ କରୁଥିଲେ**ମୁଖିଆ ଦିନେ ଜନତାଙ୍କ ଆଗରେ ଦେଖା ଦେଲେ ନାହିଁ ଲଜ୍ୟା ହୀନ ଭାବରେ ଏବେ ପୁଣି ପାଣ୍ଡିୟାନ ବୁଦ୍ଧି ରେ ନୂଆ ଫର୍ମଲା ଆରମ୍ଭ ହୋଇଛି 🙏🙏 (ମାନବାଧିକାର କର୍ମୀ ମୟୁରଭଞ୍ଜ ଜିଲ୍ଲା+ସାମ୍ବାଦିକ)

    • @Hrudanandah
      @Hrudanandah 3 месяца назад +2

      A mohana Gujurati katare aouna

    • @SsSwain-wx9ww
      @SsSwain-wx9ww 3 месяца назад +3

      Apn nku laguchi odia asmita banchichi....kahiba ag ru bhabantu kaha ku support n kari

    • @sriballavmohanty4822
      @sriballavmohanty4822 3 месяца назад +1

      Manoj Ahuja kie ?

    • @sriballavmohanty4822
      @sriballavmohanty4822 3 месяца назад +2

      Odia asmita kuade gala?

    • @jagannathpatnaik8409
      @jagannathpatnaik8409 3 месяца назад +3

      ପାଣ୍ଡିଆ ନ ର ବୁଦ୍ଧି ବୋଲି ପ୍ରମାଣ କର, କେବଳ କହିଲେ ହେବନି। ସେ ଯାହା କହିଥିଲେ ତାହା କରିଛନ୍ତି ଏଇ ଯେମିତି ରାଜନୀତି ରୁ ସନ୍ୟାସ। ଏବେ ପ୍ରମାଣ କରନ୍ତୁ।

  • @BHADRAK-odisha
    @BHADRAK-odisha 3 месяца назад +12

    ନବୀନ cm ଥିଲେ ଯେମିତି ଚର୍ଚ୍ଚା ଥିଲା cm ନ ହେଇକି ତା ଠୁ ଅଧିକା ଚର୍ଚ୍ଚା ଆମକୁ ଆଉ କଣ ଦରକାର ❤

  • @sibaranjanmahanty3443
    @sibaranjanmahanty3443 3 месяца назад +8

    ଆରେ ଭାଇ ନଈ ନ ଦେଖି ଲଙ୍ଗଳା ହୁଏ ନାହିଁ

  • @KumudaNaik-i9q
    @KumudaNaik-i9q 3 месяца назад

    Good analysis sir.

  • @trilochanpatnaik6321
    @trilochanpatnaik6321 3 месяца назад +1

    ଧନ୍ୟବାଦ୍ ସତ୍ୟପ୍ରକାଶ ବାବୁ। ସୁନ୍ଦର ଆଲୋଚନା ପାଇଁ।

  • @prabhat.mohantymohanty.pra5881
    @prabhat.mohantymohanty.pra5881 3 месяца назад +1

    Good advice NEWS

  • @rkbehera1241
    @rkbehera1241 3 месяца назад +3

    Right good news ❤

  • @sadanandasahoo3707
    @sadanandasahoo3707 3 месяца назад +1

    This is a good steps. At least deficiencies can be pointed and coreected. Another benefit , MLAs particularly new/inexperienced MLA will learn in this process. They can be efficient leaders in future

  • @pratapjena1193
    @pratapjena1193 3 месяца назад +6

    ଲଲୀପପ୍ ଦେଲା ପାଣ୍ଡୁ, ଖୁସି😢 ହେଲେ ଗାଣ୍ଡୁ

    • @sriballavmohanty4822
      @sriballavmohanty4822 3 месяца назад

      Gujarati feku ra chata . Odia asmita dharei dela Manoj Ahuja. Jhadkandi tharu Odia pua mada khaiba. Wow Odia asmita.

    • @sriballavmohanty4822
      @sriballavmohanty4822 3 месяца назад

      Murkha loli pop kie khauchi jani parunu ? Na pura andha bhakta ?

    • @satyaandtulasimama6083
      @satyaandtulasimama6083 2 месяца назад

      BJP gandi re Pani sukhei galani.dadan khatiba ku jibu kebe

  • @bibutibehera117
    @bibutibehera117 3 месяца назад +9

    ଆମେ ଜାଣିଛୁ ଆପଣ ନବୀନ ବାବୁଙ୍କ ବିରୋଧ ରେ ନକହି ଲେ ଆପଣକଂ ଦୋକାନ ଚାଲିବ ନାହିଁ

    • @prakashkumar1695
      @prakashkumar1695 3 месяца назад

      Samalochana, birodh, ninda hauch mane bujhijao k Naveen sir bahut aagare tankar development, tankar mehnat, dedication bahut
      Jay Naveen Babu 🙏❤

    • @prasantaswain6919
      @prasantaswain6919 3 месяца назад

      Wright

  • @bijayamahanta9373
    @bijayamahanta9373 2 месяца назад

    100 right

  • @ashokkumarpanda5127
    @ashokkumarpanda5127 3 месяца назад +1

    Excellent Analysis.

  • @soumyaranjanroutray9084
    @soumyaranjanroutray9084 3 месяца назад +1

    This is a much needed innovative step

  • @AshokkumarNaik-hh5tm
    @AshokkumarNaik-hh5tm 3 месяца назад

    BJP Kan karu6i ,sabu jane6anti, BJP party ru kata mi6i😂😂

  • @laxminarayanbehera2467
    @laxminarayanbehera2467 3 месяца назад

    True presentation.Sradhapurn naman.

  • @Nibedita-f7t
    @Nibedita-f7t 3 месяца назад

    Satyababu future CM

  • @Ambassador_Christ
    @Ambassador_Christ 3 месяца назад

    Naveen Patnaik is enough.. King for a reason ❤..

  • @CreationOdia1234
    @CreationOdia1234 3 месяца назад +1

    ସ୍ତ୍ରୀ ଲୋକ ତ ଛାୟା ପିନ୍ଧନ୍ତି ପୁଣି ନବୀନ କେବେ ଛାୟା ପିନ୍ଧିଲେ😂😂😂😂😂😂😂😂

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 3 месяца назад +1

    Right

  • @srikantarath3580
    @srikantarath3580 3 месяца назад +1

    Good

  • @BiduutaravaSahoo
    @BiduutaravaSahoo 3 месяца назад +2

    This is reason for a investigation of CBI investigation

  • @satyanarayanbehera2683
    @satyanarayanbehera2683 3 месяца назад

    Nice stape 🎉🎉

  • @basudevbehera5154
    @basudevbehera5154 3 месяца назад +3

    ଏହା ଭାରତ ର ଏକ ନୁଆ ରାଜନୀତିର ଆଗମନ। ଦିନ ଆସିବ ସମେସ୍ତ ଏହାକୁ ଗ୍ରହଣ କରିବେ। ଯଦି ସମାଜର ଉନ୍ନତି ଚାହୁଁଛ?

  • @prakashnayak5902
    @prakashnayak5902 3 месяца назад +2

    BJD ର ଏହା ନୂଆଁ 5:05 5t ଯୋଜନା ବୋଧେ

    • @jagannathpatnaik8409
      @jagannathpatnaik8409 3 месяца назад

      ବିଜେଡି ଏବେ ଯାହା କରିବ ସମସ୍ତଙ୍କୁ ବାଧିବ।

  • @sewanayak945
    @sewanayak945 3 месяца назад +3

    ଓଡିଶାର ଜନତା ତାଙ୍କ ଚେର ଉପାଡିଦେଲେ ସେ କଣ ବିରୋଧ କରିବେ ଆଗକୁ ଜନତା ରାଜରାସ୍ତାରେ ପିଟିବେ 😜

    • @sriballavmohanty4822
      @sriballavmohanty4822 3 месяца назад

      Murkha Jharkhandi Odia nku badeileni janiparunu. Andha bhakta

  • @msamalsirsphysics
    @msamalsirsphysics 3 месяца назад +1

    ସତ୍ୟ ଭାଈ,ନମସ୍କାର🙏🙏🙏ଓଡ଼ିଶାର ଶାସକ ପାଖରେ ସେହି ଦକ୍ଷ ନେତା ବା ଦକ୍ଷ ମନ୍ତ୍ରୀ ନାହାଁନ୍ତି ଯାହାଙ୍କ ପାଖେ ମଧ୍ୟ ଅଭିଜ୍ଞତା ନାହିଁ ।ନବୀନ ବାବୁଙ୍କର ବିରୋଧୀ ରଣନୀତି ଅତି ସୁନ୍ଦରତରେ ସହ ନେଇଛନ୍ତି ଯାହାକି ଭାରତର ରାଜନୀତି ପ୍ରଥମ ଅଟେ।ପ୍ରଶ୍ନ ଉଠେ ସେ ଛାୟା କ୍ୟାବିନେଟର ମୁଖ୍ୟ ଅଟନ୍ତି। ଅନଭିଜ୍ଞ ଅଭିଜ୍ଞ କରିବାରେ ସହାୟକ ହେବେ।

  • @rajatkumarsahoo3050
    @rajatkumarsahoo3050 3 месяца назад

    Right decision in right time.
    Jayajagannath.

  • @arupdas120
    @arupdas120 3 месяца назад

    It is called parallel cabinet.it is not new. British like democracy practice this type of system. It is constitutional there. I think it should be implemented india.

  • @pabitrapattanaik1864
    @pabitrapattanaik1864 3 месяца назад

    ୟାଙ୍କର ମୁଖ୍ୟ ମନ୍ତ୍ରୀ ଓ 5 ଟି କିଏ ?

  • @pravashmishra1178
    @pravashmishra1178 3 месяца назад

    ଆପଣଙ୍କ ଭଳି ସମାଲୋଚକ ମାନେ ବି ଆଗକୁ କହିବ ବିଜେଡ଼ି ସଙ୍ଗଠିତ

  • @shreenibashkuanr6598
    @shreenibashkuanr6598 3 месяца назад

    ନବୀନଙ୍କ ଛାୟା,pandiyan କାୟା, ବିଧାୟକ ହେଲେଣି ବାୟ, ଏ ସବୁ ତାଙ୍କର ମିଛ ମାୟା,ଓଡ଼ିଶାକୁ ଖୋଳ କରିଦେଇ ଗୟା,ଜନତା ବୁଝି ପାରୁ ନାହାଁନ୍ତି ତୁମ ମାନଙ୍କର ମାୟା

  • @bijaymohanty2248
    @bijaymohanty2248 3 месяца назад

    ପ୍ରତି ବିଭାଗର ଦାଇତ୍ୱ ତାଙ୍କ ଶାସନ ଥିଲାବେଳେ , ସଚିବ ମାନେ ବୁଝୁଥିଲେ । ମନ୍ତ୍ରୀ ମାନଙ୍କୁ ଅନ୍ୟକାମ ରେ ୫ଟି ସଚିବ ବିନିଯୋଗ କରୁଥିଲେ । ତେଣୁ ପୂର୍ବତନ ସରକାରରେ ସଚିବ ମାନେ ସବୁକିଛି ବୁଝୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେବି ବଦଳି ଯାଇଛନ୍ତି !!! ସେହିଁ ପୂର୍ବତନ ମନ୍ତ୍ରୀ ମାନଙ୍କର କୌଣସି ବିଭାଗ ବିଷୟରେ ସମ୍ୟକ୍ ଜ୍ଞାନ ରହିଛି ତ ?
    ନୂଆ ସରକାରଙ୍କର ନୂଆ ଅଭିଜ୍ଞତା , ପୁରୁଣା ସରକାରଙ୍କର ସମ୍ପୁର୍ଣ୍ଣ ଆଦେଶପୂର୍ଣ୍ଣ ନିର୍ଭରଶୀଳତାର ଅଭିଜ୍ଞତା ଉଭୟ ସରକାର ଓ ବିରୋଧୀ ଦଳପ୍ରତି ନିଶ୍ଚୟ ଅଡ଼ୁଆ ସୃଷ୍ଠି କରିବ ।
    ଉଭୟ ସରକାର ମଧ୍ୟରେ ଯେଉଁ ସନ୍ଧି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇ ଚାଲିଛି , କାହିଁ ମୋହନ ସରକାର ନବୀନଙ୍କର ଛାୟା ସରକାରରେ ରୂପାନ୍ତରିତ ହେବ ନାହିଁତ??

  • @searchin2122
    @searchin2122 3 месяца назад

    Chhaya ki maya....tuma manka bheja re jibani...ea ta naveen strategy... Naveen wnts always new❤😂

  • @pradeepdas8221
    @pradeepdas8221 3 месяца назад

    Thanks

  • @SWAINSAMIRRANJAN
    @SWAINSAMIRRANJAN 3 месяца назад

    ବେଲଜ୍ୟା ମାନଙ୍କର ଆଉ କଣ ଅଛିବା ସେ ଆଉ ଅଧିକ କିଛି କରିପାରିବେ। ରାଜ୍ୟକୁ ୨୪ ବର୍ଷ ଲୁଟିବା ପରେ ଇଏ ହେଉଛି ଆଉ ଏକ ନୂଆ ପ୍ରୟାସ ଲୋକମାନଙ୍କୁ ଭୁଆଁ ବୁଲେଇବା ପାଇଁ। ହେଲେ ଆଉ କଣ ହେବ, ଅଛି ବାଉଁଶ ନା ବାଜିବ ବଇଁଶୀ।

  • @niranjannayakgreatodisha2342
    @niranjannayakgreatodisha2342 2 месяца назад

    👌👌👌👌👌👌ନବୀନ 👍👍👍👍👍👍

  • @biranchisrichandan8411
    @biranchisrichandan8411 3 месяца назад

    ବିଜେଡି ଦଳର ବିଧାୟକମାନେ ଯେଉଁ ବିଭାଗ ଦାୟିତ୍ୱରେ ରହିବେ ଓ ନଜର ରଖିବେ।ଠିକ୍ ଅଛି, ବିଜେଡି ବିଧାୟକ ମାନଙ୍କ ବିରୁଦ୍ଧରେ ଅଭିଯୋଗ ନାହିଁ ତ ?

  • @arabindamishra4045
    @arabindamishra4045 3 месяца назад

    ଏଇଟା ନିହାତି ଗୋଟାଏ ହାସ୍ୟାସ୍ପଦ ଓ ଲଜ୍ଜାକର କାମ ନବୀନଙ୍କର। ନିଜେ ନିଜକୁ ଠକିବାର ଅପଚେଷ୍ଟା। ଓଡିଶା ଲୋକେ ହସୁଛନ୍ତି। ଭାରତରେ ଅନ୍ୟତ୍ର କେବେ ଏମିତି ଡ୍ରାମାବାଜ଼ୀ କେବେ ଘଟିଛି କିମ୍ବା କେହି କେଉଁଥି ଦେଖିଛନ୍ତି ଯେ ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଗୋଟାଏ ରାଜନୈତିକ ଦଳ ନିଜର ଗୋଟାଏ କାଳ୍ପନିକ ମନ୍ତ୍ରୀମଣ୍ଡଳ ଗଢି ନିଜ ଭିତରେ ପ୍ରଶାସନିକ ବିଭାଗ ବାଣ୍ଟି ଆତ୍ମସନ୍ତୋଷ ଲାଭ କରିବାର। ଏହାକୁ କହନ୍ତି ବେହିଆ ଙ୍କ ବାରବାଟୀ ଚାଷ। ହଉ, ମାଡିଚାଲ।

  • @trilochanpatnaik6321
    @trilochanpatnaik6321 3 месяца назад

    ଜଣା ପଡ଼ୁଛି ନବୀନ ବାବୁ ପାଣ୍ଡିଆ direction ରେ dance କରୁଛନ୍ତି। ପାଣ୍ଡିଆ ର ଅନ୍ତ ହେଲେ ନବୀନ ଙ୍କ ଅନ୍ତ ହେଇଯିବ ବୋଲି ଆଶା।

  • @ashokguru7111
    @ashokguru7111 3 месяца назад

    ମୋହନ ମାଝି bjd ର ସବୁ mla କୁ power ଦେବା ନା ନବୀନ ଦେବା bjd mla banda ଧରି ବସିବେ

  • @jamanakarreyya5212
    @jamanakarreyya5212 3 месяца назад

    Very good video 📹/information

  • @debadattapattanaik2427
    @debadattapattanaik2427 3 месяца назад

    ଏବେ ନବୀନ ବାବୁ କରିବେ କ'ଣ ସେ କେଉଁ ବିଭାଗର ଦାୟିତ୍ବ ନେବା କଥା କିଛି କହିଲେନି ତ ?

  • @mrsahuhk1972
    @mrsahuhk1972 3 месяца назад

    ସତ୍ୟ ବଚନ । ଓଡ଼ିଶାର ମହାନ ନାୟକ ନବିନ ପଟ୍ଟନାୟକଙ୍କୁ କୋଟି ପ୍ରଣାମ ।

  • @sambitsourabhgamerz1405
    @sambitsourabhgamerz1405 3 месяца назад +3

    Pachhare pandian e natak pain CBI ghantiba

    • @prakashkumar1695
      @prakashkumar1695 3 месяца назад

      Kchh kariparibani pandian ra 😂😂
      Khali election pae ete natak thila

  • @skpattanaik9684
    @skpattanaik9684 3 месяца назад

    Good step taken by bjd i appreciate

  • @sreekannta
    @sreekannta 3 месяца назад

    ନାନା ମୁନିଙ୍କ ନାନା ମତ , କେଉଁ ମତ ନୁହଇ ଭାଗବତ , ଭାଗବତ ପଢି ଜ୍ଞାନୀ ହୁଅ କିନ୍ତୁ ଭାଗବତ ପଢ଼ାଇ ଜ୍ଞାନୀ ନ ବୋଲା ଅ

  • @nirmalabehera4724
    @nirmalabehera4724 3 месяца назад

    ଯଦି ଏହା ପ୍ରକୃତରେ ନବୀନ ବାବୁଙ୍କ ଫର୍ମୁଲା ତାହା ହେଲେ ବିଜେଡି ପୁଣି ସକ୍ରିୟ ହେବ। କିନ୍ତୁ ଏସବୁ ପାଇଁ ପାଣ୍ଡୁ ବାବୁ ଓଡ଼ିଶା ଛାଡ଼ିବା ଦରକାର। ପାଣ୍ଡୁ ବାବୁ ଯେତେ ଅଧିକ ଦିନ ଓଡ଼ିଶାରେ ରହିବେ ବିଜେଡି ଧିରେ ଧିରେ ଓଡ଼ିଶାରୁ ସମ୍ପୁର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇଥିବାର ସମ୍ଭାବନା ଅଧିକ।

  • @dillippradhan996
    @dillippradhan996 3 месяца назад +1

    Nabin Babu pura team ku monitoring karibe

  • @jagannathpatnaik8409
    @jagannathpatnaik8409 3 месяца назад

    ସତ୍ୟବାବୁ ବିରୋଧୀ କୁ ଛାଡି ଶାସକ କୁ ସମାଲୋଚନା କରନ୍ତୁ। ଆପଣ ଶାସକ ଙ୍କୁ ସହଯୋଗ କରୁଛନ୍ତି।

    • @Satyapatha
      @Satyapatha  3 месяца назад

      ruclips.net/video/DOvr48-2eR8/видео.htmlsi=JoZJpNW4Wony3P3J
      - Team Satyapatha

  • @HimansuSahu-n5n
    @HimansuSahu-n5n 3 месяца назад

    ପେଳ ଖାଇବ ଥିବ ଯେ, BJD ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ

  • @jayakrushnachoudhury1624
    @jayakrushnachoudhury1624 3 месяца назад

    This is stupid argument. In the UK the opposition always has a cabinet too.

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 3 месяца назад

    ବି ଜେ ଡି ଏବେ ଆରମ୍ଭ କରିବ ତାର ମିଶନ ,ଏହା ଦେଖି ବିଜେପି ଛାନିଆ 🤑🤑🤑

  • @padmalayaprusty4526
    @padmalayaprusty4526 3 месяца назад

    ଭଲ । ଯଦି ଏମାନେ ଏଇଠି ତାଙ୍କର ନିଜସ୍ବ ପ୍ରତିଭା ଦେଖାଇ ପାରନ୍ତି

  • @bijayakumarsahu4945
    @bijayakumarsahu4945 3 месяца назад

    ନବୀନ କଣ ଜାଣିଛି ଯେ ଏ ବୁଦ୍ଧି ଦେବ

  • @arjunpradhan5615
    @arjunpradhan5615 3 месяца назад +4

    ନବୀନ ବାବୁ ଙ୍କ ସତ ସାହସ ନାହିଁ ସରକାର ଙ୍କୁ ବିରୋଧୀ ଦଳ ହିସାବରେ ମୁକାବିଲା କରିବାକୁ।

    • @shivaprasadsamal8665
      @shivaprasadsamal8665 3 месяца назад

      Nabin can't work, function as Opposition leader in Assembly house. This shadow cabinet is responsibility shifting and communicate the pseudo message to odia people.

  • @bimalagrawal9314
    @bimalagrawal9314 3 месяца назад

    ସତ୍ୟବାବୁ ! କୁହାଯାଏ ମଣିଷ ଠିକିଲେ ଶିଖେ । ଯଦି ସରକାରରେ ଥିବାବେଳର ଭୁଲରୁ ଶିଖି ନବୀନବାବୁ ତାନ୍କର ରାଜନୈତିକ ସହଯୋଗୀମାନନ୍କୁ ବିରୋଧିଦଳର କର୍ତ୍ତବ୍ୟ କରିବାର ପ୍ରୟାସ କରୁଛନ୍ତି ତେବେ ଏହିକାର୍ଯ୍ୟର କ୍ରିୟାନ୍ବୟନ ଦେଖାଯାଉ ଏବଂ ପରେ ପରଖାଯାଉ। ଦୈନିକ ମଜୁରୀ ବୃଦ୍ଧି, ଆଡଭୋକେଟ ଜେନେରାଲନ୍କର ନିଯୁକ୍ତି,ରଥଯାତ୍ରା ପରିଚାଳନା ଏବଂ ରାଜ୍ୟପାଳନ୍କ ପୁଅର କୁକର୍ମ ପରେ ମଧ୍ୟ ନୁଆ ବାହାନାରେ ସରକାରନ୍କର ପାରିବାପଣିଆ ପରଖିବାକୁ ସମୟ ନିଆଯାଉଛି। ତେଣୁ ଦୀର୍ଘ ତିନି ଦଶନ୍ଧି କ୍ଷମତାର କେନ୍ଦ୍ରବିନ୍ଦୁରେ ରହିବାପରେ ନୁଆକରି ବିରୋଧିଦଳର ଭୁମିକା କିପରି ତୁଲାଇବେ ତାହାର ସମୀକ୍ଷା ପାଇଁ ମଧ୍ୟ ନବୀନବାବୁନ୍କୁ କିଛି ସମୟ ଦିଆଯାଉ। ଗାଁ ଗହଳୀରେ ରାଜନୈତିକ ଭାବେ ସକ୍ରିୟ ଲୋକେ କିନ୍ତୁ ଚର୍ଚ୍ଚାରେ ଏହି ପ୍ରସନ୍ଗକୁ ପସନ୍ଦ କରୁଛନ୍ତି।

  • @manasimohanty942
    @manasimohanty942 3 месяца назад +1

    Manyabar nabin pattanik 🙏jaha kuhonti,taha kamore parinta karontu

  • @rameshchandranayak575
    @rameshchandranayak575 3 месяца назад

    ପାଣ୍ଡିଆନ ଏବେବି ସକ୍ରିୟ। ନବୀନବାବୁ ଦାୟିତ୍ୱ ନେବାକୁ ଚାହାଁନ୍ତି ନାହିଁ। ପାଣ୍ଡିଆନ ଦାୟିତ୍ୱ ଛାଡିବା ପାଇଁ ଚାହାଁନ୍ତି ନାହିଁ। 100% ଏହା ପାଣ୍ଡିଆନର ମୁଣ୍ଡ। ପାଣ୍ଡିଆନ ବିନା ନବୀନ, ନବୀନ ବିନା ଦଳ ଓ ଦଳ ବିନା ବିଜେଡି ନେତାଙ୍କ ସ୍ଥିତି ନାହିଁ।

  • @dillipkumarswain5649
    @dillipkumarswain5649 3 месяца назад

    Nabin Babu nka formula - Shifting of responsibility to others

  • @niharranjanparida3612
    @niharranjanparida3612 3 месяца назад

    It's not Nabin pattnaik plan or program, it's actually Pandian makes fit into his own politics through Nabin pattnaik as we know very well that Nabin pattnaik is fully unfit and uncapable to handle his party affair, it's the brain of Pandian behind the scenes

  • @pradeepdas8221
    @pradeepdas8221 3 месяца назад

    It is not called shadow govt but it is like a parallel govt.It is best for the people for result oriented governance from BJP. See the future of result/output.Perhaps we presume that the govt take check & balance balance method, there is no strength of BJP at Rajya Sabha Sabha & BJD should vuluntarily support the BJP & at the same time hide there doing.

  • @babanathasahu1029
    @babanathasahu1029 3 месяца назад

    ଏକଦମ ଠିକ୍ କଥା ।ଏଥର ଛାୟା କ୍ରୀତଦାସ ପ୍ର୍ରଥା ଚାଲିବ ।

  • @chakradharsahoo3684
    @chakradharsahoo3684 3 месяца назад

    When these people were in power they are not opening their mouth. What they will do.Nothing.A drama will not effective. There were so many experts on deputation.Let us first assess their role on Odisha development.

  • @bikramkumarbal8059
    @bikramkumarbal8059 3 месяца назад

    Naveen pattanaik jindabad

  • @NimaiLenka
    @NimaiLenka 3 месяца назад

    ତମ କହିବା କଥା ଜିତିକି ଘରେ ବସିବେ ବିଜେପି ସବୁ ଲୁଟିବେ

  • @prasantakumarswain3419
    @prasantakumarswain3419 3 месяца назад

    କିଛି କାମ ଦେବ ନାହିଁ, ଯଦି ଏକାଠି ରୁହନ୍ତି ସେତିକି ଯଥେଷ୍ଟ।

  • @laxmidhartripathy9687
    @laxmidhartripathy9687 3 месяца назад

    ନବୀନ ବାବୁ ବୋଧେ କ୍ଷମତା ପାଗଳ ହୋଇଗଲେଣି ।
    ଚବିଶ ବର୍ଷ କ୍ଷମତାରେ ରହି ଓଡିଶାକୁ ବାପ ଜାଗୀର ଭାବିଛନ୍ତି ।
    ଚୋରମାନଙ୍କୁ ବିଭାଗ ବଣ୍ଟନ କରି ମନର ଗଲୁ ମାରିବା ପାଇଁ ଭାବିଛନ୍ତି ।
    ଏମାନେ ଓଡିଶାକୁ ରାଜ୍ଯ ବାହାର ଲୋକଙ୍କୁ ବିକ୍ରିକରି ଶହ ଶହ କଳାଟଙ୍କା ଜମା କରିଛନ୍ତି ।
    ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଓଡିଶାର ଜନସାଧାରଣ ଏମାନଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ।

  • @ballavcharanpradhan3532
    @ballavcharanpradhan3532 3 месяца назад

    Only Nabin sir 🙏

  • @prasantapanda1703
    @prasantapanda1703 3 месяца назад

    ଯେତେବେଳେ ବିଜେଡିର ନେତା ଯୋଉ ବିଭାଗରେ ଥିଲେ ସେତେବେଳେ ତ କିଛି କରି ପାରିଲେ ନାହିଁ କହିଲେ ସାର ଯାହା କହିବେ ଅର୍ଥାତ ପାଣ୍ଡୁ ଯାହା କହିବେ କିନ୍ତୁ ଏବେ ଭାବୁଛନ୍ତି ଆମେ ଶାସକ ଦଳର ମନ୍ତ୍ରୀ, ସେତେବେଳେ ମନ୍ତ୍ରୀମାନେ ଟେଣ୍ଡ ବନ୍ଧୁଥିଲେ ଟ୍ରାଫିକ ପୋଲିସ କାମ କରୁଥିଲେ ଚେୟାର ପକାଉଥିଲେ କ୍ରୀତଦାସ ହେଉଥିଲେ, ଆଉ ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ଖାଲି କହୁଥିଲା ଆଇନ ତା ବାଟରେ ଯିବ ହେଲେ ସବୁ ଆଇନକୁ ସେଇ ହାରାମି ନବୀନ ପଟନାୟକ ଅବାଟକୁ ନେଉଥିଲା, ଖାଲି କହୁଥିଲା ଆପନ ମାନେ ଖୁସି ତ

  • @lunapattanayak3283
    @lunapattanayak3283 3 месяца назад

    ସେସବୁକୁ ତୁମକୁ କହିବା କଣ ଜରୁରୀ ସମୟ ଆସିଲେ ଜାଣିବ

  • @prasantakumarbhanja9290
    @prasantakumarbhanja9290 3 месяца назад

    ହଇରେ ଶ , ଓଡ଼ିଶାର ମନ୍ତ୍ରୀ ସବୁ ଯଦି ମେଣ୍ଢା ,ତେବେ "ମୋହନ ସରକାର "ସରକାର ମନ୍ତ୍ରୀ ସବୁ କଣ ? ତମେ ନ କହିଲେ ମୁଁ କହିବି କି ? ଗଣ୍ଡ

  • @SujnanThatoi
    @SujnanThatoi 2 месяца назад

    Baala naaaa.......😊

  • @leninmishra1173
    @leninmishra1173 3 месяца назад +3

    Nabin is not son of Biju pattanaik

  • @srikantsahoo6563
    @srikantsahoo6563 3 месяца назад

    ଏଗୁଡ଼ା ବଳି ପଡ଼ିବାକୁ ବାଟ ଖୋଲୁଛି।

  • @narayanparida5469
    @narayanparida5469 3 месяца назад

    Shadow cabinet in democratic form of govt.

    • @ମୋହନ_ମାଝୀ
      @ମୋହନ_ମାଝୀ 3 месяца назад

      😂😂😂 ତୋ ମୋ ଜ୍ଞାନ କୁ ମୋରୋ ନମସ୍କାର

  • @NimaiLenka
    @NimaiLenka 3 месяца назад

    ମିଥ୍ୟା ପାଠକୁ ସ୍ୱାଗତ

  • @laxmansahoo4681
    @laxmansahoo4681 2 месяца назад

    ଛାଗଳ 🎉

  • @bhagirathimangaraj7313
    @bhagirathimangaraj7313 3 месяца назад

    Now Nabin patanaik is as like as baya santrupta Mishra is Chhaya, Gotha Sambhal

  • @trilochanpatnaik6321
    @trilochanpatnaik6321 3 месяца назад

    ନବୀନ ବାବୁ Power ରେ ଥିବା ବେଳେ ତାଙ୍କ ବିଧାୟକ ମାନଙ୍କୁ କେବେ କିଛି ପାୱାର ଦେଇଥିଲେ କି? ସେତେବେଳେ ତ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ Pandian ର କ୍ରୀତଦାସ ପଦରେ ନିଯୁକ୍ତି ଦେଇଥିଲେ। ଖାଲି କ୍ରୀତଦାସ ନୁହଁ ଘରୋଇ ଚାକର କରିଥିଲେ। ଏବେ ନୂଆ ପ୍ଲାନ ପାଣ୍ଡିଆ ବୁଦ୍ଧିରେ ସୃଷ୍ଟି ହେଇଛି। ଲଜ୍ୟା ନାହିଁ BJD ମୁଖିଆ ଙ୍କୁ।

  • @abhayakumardash9736
    @abhayakumardash9736 3 месяца назад

    This innovative ideas was not effective during their long region.

  • @gandharbbaral
    @gandharbbaral 3 месяца назад

    ଚୁତିଆ ର ଏବେ ଠାରୁ ଫାଟିଲାଣି

  • @purnasingh7201
    @purnasingh7201 3 месяца назад

    BJD going to be mixed with BJP

  • @bidhubhusansamantasinghar4792
    @bidhubhusansamantasinghar4792 3 месяца назад +2

    BJD gote histira mananka neta meli

  • @RabinarayanaSwain-jh9pf
    @RabinarayanaSwain-jh9pf 3 месяца назад

    Most newest

  • @msasmal-jv6dt
    @msasmal-jv6dt 3 месяца назад

    Bhashan Mnoku Chhnuigola
    But
    Harila pare ketelok kete nakhibe
    Apnybi kohile bholalgila🙏🙏🙏

  • @BikashRanjanNayak-i1m
    @BikashRanjanNayak-i1m 3 месяца назад +1

    bjd bala agaru kritadas thile ebe behiya hele.

  • @pravatdas7456
    @pravatdas7456 3 месяца назад +4

    ଇଏ ସବୁ ପୁଣି ସେଇ ତାମିଲି ବାବୁଙ୍କ formula 😅

  • @SunilPradhan-ww6sb
    @SunilPradhan-ww6sb 3 месяца назад

    BJD BOLI KICHHI PART NAHIN.

  • @rameshchandraswain5449
    @rameshchandraswain5449 3 месяца назад

    Nabin is still under the control 0f Pandian

  • @Musical_Tune_.
    @Musical_Tune_. 2 месяца назад

    Sambadika babu nku gote prasna mp,mla nka power nathila kintu chori kemiti karu thile?

  • @shivnarayanpattnaik2352
    @shivnarayanpattnaik2352 3 месяца назад

    The 50 joker story

  • @rajkishorebiswal7640
    @rajkishorebiswal7640 3 месяца назад

    Always tell actual news not partial.

  • @sibakalyanmohanty3552
    @sibakalyanmohanty3552 3 месяца назад

    आगे चलके बनेगा नवीन सब खाया और आराम से सोया

  • @bijayakumarsahu4945
    @bijayakumarsahu4945 3 месяца назад

    ଓଡିଶା ର ଲୋକେ ଭକୁଆ ବୋଲି ନବୀନ ଏତେ ଦିନ ଶାସନ କଲେ

  • @amitmulia733
    @amitmulia733 3 месяца назад +1

    bjp pakhare bandha padice bjd? why.......

  • @Ambassador_Christ
    @Ambassador_Christ 3 месяца назад

    Sir i don't know whether you are 100% right but 50% wrong bcos it is Anchalika Dala should be eye on the Sasaka dala