ସୁଧାଂଶୁ@8: ତଡା ହେଲେ ଭିନୀଲକ୍ରିଷ୍ଣା କେବେ ଯିବେ ବିଜୟାନନ୍ଦ ? II SUDHANSU@8 II
HTML-код
- Опубликовано: 10 июл 2024
- ସୁଧାଂଶୁ@8: ତଡା ହେଲେ ଭିନୀଲକ୍ରିଷ୍ଣା କେବେ ଯିବେ ବିଜୟାନନ୍ଦ ?
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com
Focus ପ୍ଲସ ସମ୍ପାଦକ ସୁଧାଂଶୁ ଶେଖର ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
ଏହି ପରି ସ୍ୱର ଉଠେଇ ଚାଲନ୍ତୁ ❤ ସୁଧାଂଶୁ ବାବୁ ❤
ଭାଇ ନିର୍ଭିକ ଖବର ପ୍ରସାରଣ କରିଥିବାରୁ ଧନ୍ୟବାଦ
ସୁଧାଂଶୁ ବାବୁ ଏପରି ଦୃନୀତି ହେଇଥିବା ସବୁ ବିଭାଗର ଗୁପ୍ର ଖବର ସରକାର ଙ୍କୁ ଦେଖାନ୍ତୁ BJP ସରକାର ଉପଯୁକ୍ତ ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି
ବିଜୟା ନନ୍ଦ ଙ୍କୁ ଅନ୍ୟତ୍ର ବଦଳି କରନ୍ତୁ
ମିଡ଼ିଆ ର ଗୋଟିଏ ଷଣ୍ଢ ଟୋକା ସୁଧାଂଶୁ ଭାଇ କାହାକୁ ଛାଡୁନି,salute ଭାଈ
ନିର୍ଭିକ ସାମ୍ବାଦିକ ସୁଧାଂଶୁ ବାବୁ, ଆପଣଙ୍କୁ ଶହେ ସଲାମ ❤❤
No 1 channel focus plus
ଜୟ ଜଗନ୍ନାଥ ହରିବୋଲ ସୁଧାଂଶୁ ଭାଇ
ଭାଇନା ନିଜେ ଟିକେ ନିଜ କୁ safe ରଖିବାର ବ୍ୟବସ୍ଥା କରନ୍ତୁ ଏକା କେବେ ବାହାର କୁ ଯାଆନ୍ତୁ ନାହିଁ, ସାଥିରେ ନିଜ ଲୋକ ମାନଙ୍କୁ ରଖନ୍ତୁ
ଆଉ ସବୁ କାଳିଆ ର ଇଚ୍ଛା
Right Be safe Always,,God Bless you
ଧନ୍ୟବାଦ୍ ସୁଧାଂଶୁ ଭାଇ
ବହୁତ ସୁନ୍ଦର ବହୁତ ଭଲ ହେଇଛି।
Bhai plz plz plz bidya ଭାରତୀ କେସ ଟା ବାହାର କର ବିକ୍ରମ ଆରୁଖ ଜେଲ୍ ଯାଉ
Facous plus Sudhanshu ku many many Congratulations.Well done Boss.You are real Odia pua Thanks.
Really surprised to express, ଵନିକ୍ ସଂସ୍ଥା ର ମାଲିକ, ଭି, ଏ ସ୍କାମ୍ ରେ ସଂଶ୍ଳିଷ୍ଟ ଥିଲେ, ଛି।
ନବୀନ ସରକାର ରେ ଥିବା ଦୁର୍ନୀତି ଗ୍ରସ୍ତ ଅଫିସର୍ ଙ୍କ କଳା କାର୍ ନାମା ଗୁଡ଼ିକୁ ଲୋକ ଲୋଚନକୁ ଆଣିଥିବା ଚେନାଲ୍ କୁ ଧନ୍ୟବାଦ୍।
ଧନ୍ୟବାଦ ଠିକ କଥା
ଧର୍ମର ହେଉ ଜୟ ଧନ୍ୟବାଦ ସୁଦଂଶୁ ବାବୁ ❤️ଜୟ ଜଗନ୍ନାଥ ❤️
କେତେକ ନେତା ନେତ୍ରୀ ସମାଜ ସେବା ନାଁ ଆ ରେ ଗୁଣ୍ଡା ଗର୍ଦ୍ଦି କରି ଗଣତନ୍ତ୍ର କୁ କଳଙ୍କିତ କରୁଛନ୍ତି।ଏହାର ପୋଲ ଖୋଲୁଛି । ଆପଣଙ୍କୁ ଧନ୍ୟ ବାଦ ।ଜୟ ଜଗନ୍ନାଥ
Khali tada khaile hebani Bhai jaha sabu black money ku odisha rajkosh ku ana jao
Correct ....
Tiger journalist, many many thanks.
ଯୋଉ ଭଦ୍ର ବ୍ୟକ୍ତି ମାନଙ୍କର ନାମ କୁହାଯାଉଛି ସେମାନେ ସେମାନଙ୍କ ପ୍ରତିକ୍ରିୟା ରଖିବାକୁ ଅନୁରୋଧ ।
Very good job sudhanshu babu tq u
ବିଜୟାନନ୍ଦ ନାୟକ ଓଡ଼ିଶାର ବିଶ୍ବାସଘାତକ। ତାକୁ ତଣ୍ଟିଆ ମାରି ଓଡ଼ିଶା ବାହାରକୁ ପଠାଅ।😊😊
ଅର୍ଚନା ନାଗ ପେଡି କେବେ ଖୋଲିବ?
The great news focus channel 👍👍
Sudhansu babu apanku koti namaskar jay jagarnnath
Good work is doing B.J.P thanks for u.r information.
ବଦଳି ନୁହେଁ କାର୍ଯ୍ୟାନୁଷ୍ଠାନ ଦରକାର
Sudansu bhai eamane bhabuthile asabu ama baara
ଭିନୀଲ କେତେ କୋଟି ଟଙ୍କା ନେଇକି ଗଲେ
ବହୁତ ସୁନ୍ଦର ଉପସ୍ଥାପନା ... ଧନ୍ୟବାଦ ସାର...
ସ୍ୱଚ୍ଛ ଶାସନ ଆଶା କରୁଛୁ, ପାତର ଅନ୍ତର କରନ୍ତୁ ନାହିଁ
ହେ ଇଶ୍ୱର ! ରକ୍ଷାକର l
ଆଶ୍ଚର୍ଯ୍ୟର କଥା ସରକାର ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନ ନେବା ।
Apana nka sahaasikata bharaa patrakaritaa ku mora subhechha o anek anek dhanyabad.
ଧନ୍ୟବାଦ
Thank you to Sudhansu babu for your fearless news, Thanks,
Salute 🙏
Right
ଅନ୍ୟବାଦ ସାର
Many many thanks bhai, Jay Sri jagannath. Namaste 🙏
ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା
Sudhanshu Bhai God bless you.
ସୁଧାଂଶୁ ଭାଇ 🎉🎉🎉🎉
Sabas sudhansu
No 1 chanel
Sundhansu Babu aapana no1sambadika nodout aapankapari sambadika darakar tahele odisha sudhiri jiba aeibhalia khabara paribesana karantu aame aapanka pachhare achhu God bless you
ଧନ୍ୟବାଦ୍ ଆପଣ ଏମିତ ସ୍ୱର ଉଠାନ୍ତୁ
Pandu ra z+ suraky hatinahin.
ଭାଇ ହଟିଯାଇଛି, ପାଣ୍ଡୁ ତ ଫେରାର ହେଇଛି ତାକୁ z+ ସିକୁରିଟି ଦେବ କିଏ
Sudhanshu vai apan mane hin odishaku bancheiparibe,keep it up
Jay Sriram ନମସ୍ତେ
ଜୟ ଜଗନ୍ନାଥ ଭାଇ
Good channel focus .Good channel Argus
Sudhansu Bhai congratulations
Salutes 💯👌🙏🏻👌🏻💐💐💐👍🏻👍🏻👍🏻👍🏻👍🏻👍🏻👍🏻👍🏻
I support u,Sir🌹🌹🌹💐💐💐♥️♥️♥️🙏❤️🙏❤️🙏
Punishment au kichhi nahi...Khali ତଡ଼ା .
Bhai.....Tama sahas ku mani Baku padiba ❤❤❤
Great Sudhansu Babu ,Real Reporter,Real Chanel ❤❤
ଭିଲିନ କ୍ରିଷ୍ଣା ଙ୍କ ସମୟରେ କ୍ରୀଡା ଭିର୍ତ୍ତିଭୂମି କ୍ଷେତ୍ର ରେ ଓଡିଶା ସର୍ବୋଚ୍ଚ ସ୍ତରରେ ପଞ୍ଚିଥିଲା.
Very good ❤❤❤❤❤❤❤❤focus plus
God bless you all the best
ଭାଇ plz plz plz bidya bharati କେସ ଟା ବାହାର କର
ସବୁ ଯିବେ ସବୁ ଦିନ ନାହିଁ ଚନ୍ଦିନୀ ରାତି ସବୁ ଦିନେ ନାହିଁ ଭାବ ପୀରତି
CBI ED n arrest karya arambha heu jay ho sudhansu Babu Jeet raho madi chala
ଏହି ଡକାୟତ ଅଫିସର ମାନଙ୍କୁ କୋଉ ଶାସ୍ତି ଦେଲେ ଠିକ ହେବ, ଆଉ 4 ବର୍ଷ ପରେ ମୁଁ ଆସୁଛି ଏକ ନୂଆ ରୂପରେ
କେବେ ଯିବ ତିରିବେଣୀ ଆମ ଓଡ଼ିଶାରୁ
Odisha re prateka bhala kheladi madhya sujyaga pai parunahati karuna.......
ରାଉରକେଲା hockey stadium ଆଉ world cup hockey ଯଉ ହେଲା ସେଠି କଣ କିଛି ଭି ଦୁର୍ନୀତି ହେଇନି ବଧେ..... ରାଉରକେଲା NH କାମ ଦେଖ.... ରାଉରକେଲା ଉପରେ ଟିକେ ନଜର ପଡୁ ସମସ୍ତିଙ୍କର.....
Sudhansu babu aapanku abhinandan
ଖାଲି ବିଦା କଲେ କିଛି ଲାଭ ନାହିଁ ଯେତେ ପଇସା ଖାଇଛନ୍ତି ସରକାର ଆଦାୟ କରିବା ଦରକାର
All corrupt officers should be dismissed immediately,
Very good job sir 👍👍👍👍👍👍
Very good 🎉🎉🎉🎉🎉🎉
ପାଣ୍ଡିଆନ ଯେତେ ତେଲ ଲଗେଇ ଛି ଓ ଯାହା ଯାହା ରାତିରେ ଉଁଲି ବୁଲି ଧର୍ମଶାଳା, ବବି ର ଘରେ ହଉ ବା ସୁକୁମା ହ୍ରଦ ପାଖରେ ତିଆରି ହୋଇଥିବା ଅବୈଧ ଗେଷ୍ଟ ହାଉସ ରେ ଲୀଳା କରୁଥିଲେ ଶୁଣିଲେ ଲାଗୁଚି ସାରଥୀ ଙ୍କର ଲୀଳା ଠାରୁ କିଛି କାମ ନଥିଲା. କେବଳ ପିଠି ରେ ତତଲା ତେଲ ଦେଇ, ଦରଜ ଛଡ଼େଇବା ହଉ ବା ଫଟେଇବା ହଉ ଏହା ଛଡା କିଛି ଅନ୍ୟ ଔଷଧ କାମ କରିବ ନାହିଁ
Thanku for your effort.
Sudhansu Babu very very good God Jaganath help you must react Bjd. Toppers you don't warry always belive God. Thank you
Thanks.
Bhai namaskara.salut
Right. Essment
Sudhansu babu beautiful
I love you sudhansu
Great
ଏଇୟା କଣ ନିୟା ହଉଛି କି ଯିଏ ଦୁର୍ନୀତି କଲା ବଡ ବଡ ଅଧିକାରୀ ସେ suspend ହେଲା ନହ ହେଲେ ଅଲଗା ଜାଗା କୁ transfer ହେଲା ଏଟା କି punisment... ଜଣେ ସାଧାରଣ ଲୋକଟେ ଭୁଲ କଲେ jail ଯିବ, କି ଚାକିରିରୁ ବାହାର କରିଦିଆଯିବ କିନ୍ତୁ ଏମାନଙ୍କୁ transfer ନହହେଲେ suspend ୟେ କି ନିୟମ.... ଏମାନେ ହଜାର ହଜାର କୋଟି ହରଣ ଚାଲ କରିଛନ୍ତି ସେ ପଇସା କେମିତି recovery କରାଯିବ ସେକଥା ତ କୁହା ହଉନି କାହିଁକି.....?
2024 ru 2029 tamara pusa masa😂😂😂
ta pare aau kie asile puni gataku pasa.
Congratulations brother
Nice 👍👍👍👍
Love you brother
Dhanyawad Sudhanshu bhai
Sudhansu Bhai, Do not afraid to any one. I, an army veteran officer stand with you. Whlole ODISHA is with you.
I. am always with you to help and support you sir
We 100 percent agree on your comment s.
ସେହି ହକି ମହା ଦୁର୍ନୀତିର ଲୁଟ ଅର୍ଥରୁ ଓଡ଼ିଶା ବିଜେପି ଓ କେନ୍ଦ୍ର ବିଜେପି ସନ୍ତୋଷଜନକ ଅର୍ଥ ପାଇଛନ୍ତି। ତେଣୁ ବିଜେପି ଏମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ।
କଣ ଟା ହେଲା,😭 ଜେଲ କୁ କେହି ଯାଇ ପାରିଲେ ନାହିଁ, ଦୁଃଖିତ 👎😭🤪🤣😂
Very good
Good job mohan ji
Very nice 👍
କେବଳ ବଦଳି ନୁହେଁ ଶଳାକୁ ଜେଲ ପଠାନ୍ତୁ
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର