Это видео недоступно.
Сожалеем об этом.

Jajpur's top officials remain unaware of the luxurious cottages, Balle Balle Dhaba and Dankari loot.

Поделиться
HTML-код
  • Опубликовано: 3 июл 2024
  • Jajpur's top officials remain unaware of the luxurious cottages, Balle Balle Dhaba and Dankari loot.
    #satyapatha #pranabprakashdas #naveenpatnaik #vkpandian #pranabbalabantray #balebale #kusumapark #jajpur #bjd #odishapolitics #mohanmajhi #satyaprakashnayak #editorial
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    RUclips: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

Комментарии • 156

  • @rnlenka9875
    @rnlenka9875 Месяц назад +28

    ଏ BDO ଓ collector ତ ଅସଲ ଦୋଷୀ, ସବୁ ଜାଣି ଥିଲେ ଏବେ ନଜାଣି ବାର ଅଭିନୟ କହୁଛନ୍ତି। ଦେଖାଯାଉ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି।ଉପଯୁକ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ନା ସବୁ ଅଣଦେଖା କରି ନିଜେ ସେହି ଭଳି ହୀନ କର୍ମ ରେ ଲିପ୍ତ ରହୁଛନ୍ତି।

    • @santoshprasadmishra4977
      @santoshprasadmishra4977 Месяц назад

      New Government is not a able Government. It fears to do enquiry against BJD.

  • @sukumarrana9091
    @sukumarrana9091 Месяц назад +26

    BJD ର ନେତା, ମନ୍ତ୍ରୀ ଓ ଅଫିସର ସମସ୍ତେ ଏ ବେଆଇନ କାର୍ଯ୍ୟକଳାପ ପାଇଁ ଦାୟୀ ।

  • @padhisusil6049
    @padhisusil6049 Месяц назад +20

    ଭୂତ ପ୍ରେତ ଅଶରୀ, ପ୍ରେତାତ୍ମା ଭଲି କିଛି ବିଜେଡି ବିଧାୟକ ଓଡିଶାରେ ରାଜ୍ କରୁଥିଲେ, ଏବେ ପୁରା ପାଲଟିଗଲେ, ହାଃ ହାଃ ହାଃ........

  • @sibaprasadkhadanga4375
    @sibaprasadkhadanga4375 Месяц назад +9

    ଅଫିସର ମାନେ ଭୟଭୀତ ହୋଇ ରହୁଥିଲେ । ବଡ ଆଶ୍ଚର୍ଯ୍ୟ କଥା । ଏଇ ବିଜେଡି ନେତାମାନେ ଏତେ କ୍ଷମତାଶାଳୀ ଯେ ,ଏମାନଙ୍କ ଇସାରାରେ ଅଫିସର ମାନେ ଉଠବସ ହେଉଥିଲେ ।

  • @dibyaranjanmohapatra8113
    @dibyaranjanmohapatra8113 Месяц назад +4

    Satya Babu you are absolutely correct...

  • @rabindramohanty2633
    @rabindramohanty2633 Месяц назад +7

    ଏ ନେତା ଓ ପ୍ରଶାସନ କୁ ଧରି ନେଇ public place ରେ ପଥର ମାରି ବାର ମାରିବା ଦରକାର

  • @rnayak4u
    @rnayak4u Месяц назад +9

    Right analysis

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад +7

    ଭାରତ ରୁ ସବୁ ବାବନା ଭୂତ ମେଳ ହୋଇ ଓଡିଶା କୁ ଚାଲି ଆସିଲେ।

  • @user-wj1sf7uw9n
    @user-wj1sf7uw9n Месяц назад +4

    Satya Babu you are great 👍

  • @swatisahoo8081
    @swatisahoo8081 Месяц назад +9

    ଆଜ୍ଞା ଏତେ ସବୁ ପରେ ବି କୁସୁମ ଭିତରକୁ ବୁଲିବାକୁ ଯିବାକୁ ଟିକେଟ ୬୦ ଟଙ୍କା ଦେବାକୁ ପଡୁଥିଲା

  • @Sahoo983
    @Sahoo983 Месяц назад +4

    ବହୁତ ଧନ୍ୟବାଦ 🎉

  • @bankabiharijena4712
    @bankabiharijena4712 Месяц назад +14

    ଜିଲ୍ଲାପାଳ ସବୁ ଜାଣିଛନ୍ତି, କିଛି ନ ଜାଣିବା ଭଳି ଅଭିନୟ କରୁଛନ୍ତି ।

    • @baikunthabehera3971
      @baikunthabehera3971 Месяц назад

      khali barmha jabuda abasyak paduchhi .jemite akbar manepadijiba jiban ra itihasa .

  • @satishchandrabehera7291
    @satishchandrabehera7291 Месяц назад +5

    ସତ୍ୟବାବୁ ସତରେ ସତ୍ୟର ସ୍ଵର।
    କିଶ କରିବେ ମୋହନ ସରକାର!!!

  • @manojkumarrout4694
    @manojkumarrout4694 Месяц назад +4

    Good analysis 👍

  • @manojkumarrout4694
    @manojkumarrout4694 Месяц назад +4

    Very nice 👌

  • @subhadabehera3586
    @subhadabehera3586 Месяц назад +4

    Well said satya bhai 🙏

  • @HimadriBhusanSahoo
    @HimadriBhusanSahoo Месяц назад +2

    ବହୁତ ସୁନ୍ଦର ଉପସ୍ଥାପନ ❤

  • @saubhagyananda5866
    @saubhagyananda5866 Месяц назад +8

    ବିଶ୍ବସ୍ତରୀୟ ଟଆଉତର

  • @Robin-su2hj
    @Robin-su2hj Месяц назад +3

    Good speech sir

  • @radhamohanbehera3495
    @radhamohanbehera3495 Месяц назад +2

    You are the only one who is telling the truth

  • @nabinbeura3225
    @nabinbeura3225 Месяц назад +3

    ବଳେ ବଳେ ଓ ବଙ୍ଗଳା - ଓଡିଶା ସରକାର - ପ୍ରଣବ ଦାସ = ଏକ୍ ଥିଲେ

  • @bijayakumarchoudhury959
    @bijayakumarchoudhury959 Месяц назад +3

    ବାଛି ବାଛି ଚୋରଙ୍କୁ ଗିରଫ କରି ରାସ୍ତାରେ ବୁଲାଇଲେ ଭଲ

  • @saswatakumardehury5748
    @saswatakumardehury5748 Месяц назад +3

    ସ୍ୱଚ୍ଛ ଶାସନର ଜ୍ୱଳନ୍ତ ଉଦାହରଣ ...... ଛି ଛି!!

  • @AshokBehuria-ou6tu
    @AshokBehuria-ou6tu Месяц назад +5

    ଆଂବେ ଆଜି କାଲି ଲୋକ ମାନେ ଜାଣି ଗଲେଣି ଯେ ମିଡ଼ିଆ ଵାଲା କି ଛି ମାଲ ପାଇଁ ସବୁବେଳେ ମିଛ କୁହନ୍ତି, ଟାର ପ୍ରମାଣ ଏଲିନା ଙ୍କ ପାଖରେ ଦେଖା ଦେଇଛି,ଏହି ମିଡ଼ିଆ ବାଲାଙ୍କ ଘରେ ପଶି ସେହି କାମ କରିବା ଉଚିତ

    • @bijayakumarrout11
      @bijayakumarrout11 Месяц назад

      Ai bhai janaka kn kichhi janiparu nahanti je apari mantabya deba dukhara katha.

  • @prabhakarswar1226
    @prabhakarswar1226 Месяц назад +2

    Salary given to the Government officers during the last 25 years of Jajpur dist. may be recovered immediately with out asking any explanation.

  • @bhimasenrana7208
    @bhimasenrana7208 Месяц назад +1

    ସତ କହୁଥିବା ମଣିଷ ସାର & ସତ୍ଯପାଠ ଟିମ୍ କୁ🙏, ସାର ଆମ ସମବିଧାନ ଅନୁଯାୟୀ ଏମାନଙ୍କଠାରୁ ଆଦାୟ କରାଯାଉ, କାରଣ ଏମାନେ ଏବେ ବି ସରକାରୀ ସୁବିଧା ପାଉଛନ୍ତି, ସାଧାରଣ ଲୋକ କେବଳ ଛୋଟିଆ ଭୁଲ କଲେ ଜେଲ୍ ଏବଂ ଜରୀମାନା ଦିଅନ୍ତି, ସରକାର ତ କହୁଛନ୍ତି ଏ ସାଧାରଣ ଲୋକଙ୍କ ସରକାର, ଦେଖାଯାଉ କଣ କରୁଛନ୍ତି ସରକାର

  • @nabakishoresamal7085
    @nabakishoresamal7085 Месяц назад +2

    Thhik katha & Satya Katha

  • @SubhenduBaliarsingh
    @SubhenduBaliarsingh Месяц назад +1

    Royal Cottage ଓ Royal Dhaba, Near Maa Ugratara Temple ଏଥିରୁ ଅନ୍ୟତମ ।

  • @FudanHandah
    @FudanHandah Месяц назад

    Bahut, bahut,dhanyabad,Satyababu,Eibhali

  • @avimanyupatri4365
    @avimanyupatri4365 Месяц назад +3

    Exactly till accountability will not be fixed against in charge officers truth will not be exposed. Secondly vigilance enquiry should be done against property of thease officers.

  • @rabindrarath9474
    @rabindrarath9474 Месяц назад +1

    ପ୍ରଥମେ ସରକାରୀ କର୍ମଚାରୀ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଇଡି ସିବିଆଇ ଲଗାଇ ତଦନ୍ତ କରାଯାଉ 'ଏହାପରେ ନେତାମନ୍ତ୍ରୀ ଙ୍କୁ ସିବିଆଇ ଇଡି ଲଗାଯାଉ ତାପରେ ସବୁ କାରନାମା ଧରାପଡ଼ିବ

  • @kanhucharanprusty1487
    @kanhucharanprusty1487 Месяц назад +2

    କଂଗ୍ରେସ ଶାସନ ରେ ଏସବୁ କିଛି ହେଉ ନ ଥିଲା, ମୋଟେ ହେଉ ନଥିଲା, ନାଲି, ନେଳି, ସବୁଜ କୌଣସି ବତୀ କାମ ଦେଉଥିଲା କି❓❓❓❓❓❓❓❓

  • @laxmanmurmu3285
    @laxmanmurmu3285 Месяц назад +1

    Thanks sir 🔥

  • @user-bb1ws8cz8x
    @user-bb1ws8cz8x Месяц назад

    Satayaptha चैनल अच्छा काम कर रहा है वेरी गुड सर 👍

  • @rashmiranjandas7380
    @rashmiranjandas7380 Месяц назад +1

    Right sir 💯

  • @akshayakumarnayakakshayaku8881
    @akshayakumarnayakakshayaku8881 Месяц назад +1

    You are great

  • @sivaprasadmishra6527
    @sivaprasadmishra6527 Месяц назад +2

    Government officials are working more for their own interests than the interests of public

  • @sandipbharati372
    @sandipbharati372 Месяц назад +2

    ତୁରନ୍ତ ଗିରଫ କରାଯାଉ

  • @chakradharsahoo3684
    @chakradharsahoo3684 Месяц назад

    You are correct.

  • @user-gj1oz8by8l
    @user-gj1oz8by8l 26 дней назад

    CBI କୁ ଯାଞ୍ଚ ପାଇଁ ଦିଆ ଯାଉ ।

  • @subimalmallick2238
    @subimalmallick2238 Месяц назад

    କାହିଁକି କେହି ପ୍ରତାପ କେଶରୀ ଦେ କଣ କରିଛନ୍ତି କାହାରି ମୁହଁ ଖୋଲୁ ନାହିଁ କାରଣ ହେଉଛି ଜୟ ସେ ମାଛଅ ଚାଷ ନାମରେ ସେ କୋଟି କୋଟି ଟଙ୍କା ଲୁଟିଛନ୍ତି ବହୁତ୍ବପ୍ରୋଜେକଟ ରେ..... ତ ମଧ୍ୟ ରେ ଆଳି ବାଲେଶ୍ୱର ପାଣି ପ୍ରୋଜେକଟ 18000 କୋଟି ଟଙ୍କା ରେ କେତେ ଖରଚ ହୋଇଛି ତାକୁ ଚେକଙ୍କନକରିବା darkar

  • @user-og1bl7ni9j
    @user-og1bl7ni9j Месяц назад +1

    ସସ୍ମିତ ବାବୁ ଗଲେ କୁ ଆଡ଼େ ବଡ଼ ବଡ଼ ସାମ୍ବାଦିକ ସମିଳିନି କରି ବଡ଼ ବଡ଼ କଥାକହୁଥିଲେ

  • @debendradhal5935
    @debendradhal5935 Месяц назад

    ସତ୍ୟର ମଣିଷ ସତ୍ୟପ୍ରକାଶ

  • @rabindrananda943
    @rabindrananda943 Месяц назад

    They are Global Lable Notorious

  • @pankajkumarjena8256
    @pankajkumarjena8256 Месяц назад +2

    ସବୁ ଶଳା ଚୋର

  • @pallimadhuriodiafolksong2771
    @pallimadhuriodiafolksong2771 22 дня назад

    ଓଡିଶା ତାଙ୍କର ପୈତୃକ ସଂପତ୍ତି ଥିଲା

  • @manojkumarrout4694
    @manojkumarrout4694 Месяц назад

    Jay Jagannath

  • @basantibalapanigrahi5289
    @basantibalapanigrahi5289 Месяц назад

    Same thing is going on today.
    It need the transfer of clerks, S.O,and officers.

  • @Prasanta-nl4ci
    @Prasanta-nl4ci Месяц назад +1

    Sir athie Sabu Tharu bada bhulu prashasana ra

  • @shankardmishra121
    @shankardmishra121 Месяц назад

    ସୁରନ୍ତ ତଦନ୍ତ ଓ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନହେଲେ ଲୋକଙ୍କ ଭରଷା ଭାଙ୍ଗି ଯିବ l

  • @manojkumarrout4694
    @manojkumarrout4694 Месяц назад

    Thanks ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ashishpatnaik5171
    @ashishpatnaik5171 Месяц назад +2

    Satya path now mithyapath

  • @saratswain7951
    @saratswain7951 28 дней назад

    ଯିଏ ଦୋଷ କରିଛି ତାକୁ ଦଣ୍ଡ ଦିଆଯିବା ପାଇଁ ଅସୁବିଧା କେଉଁଠି?

  • @basantibalapanigrahi5289
    @basantibalapanigrahi5289 Месяц назад

    BBSR officers are to be transferred to Boud,Koraput, kalahandi,Balangir, Sambalpur other wise, this Govt will be same as previous govt.

  • @SalayMarndi
    @SalayMarndi 28 дней назад

    Proper inquiry about the all projet about development project with action against the involvement officer and staff with retrench them

  • @maheswarparihari5189
    @maheswarparihari5189 Месяц назад

    Satya Babu any action take by public through court or law please confirm any source

  • @sanjibkar7495
    @sanjibkar7495 Месяц назад +1

    Odisha's most dark period is Nabin's long regime of 24 years . Odisha was under the hand of corruption of world . Only we the people of Odisha minutely presume What action will be taken by today's new government .😂

  • @alloffyou4995
    @alloffyou4995 Месяц назад

    ଯେତେ ବିଜେଡି ନେତା ମନ୍ତ୍ରୀ
    ଚାଟୁକାର ଓଡ଼ିଶାର ଲୋକଙ୍କ
    ଟଙ୍କା ପଇସା ମାରିଓଡିଶାକୁ
    ତଳିତଳାନ୍ତ କରିଛନ୍ତି ସେସବୁ
    ମାଆ ଗିହାଙ୍କୁ ଗୋଟି ଗୋଟିକରି ଚିହ୍ନଟ କରି
    ତାଙ ମଳଭାଣ୍ଡରେ ଶାବଳକୁ
    ପୁରା ତତାଇ‌ ନିଆଁ ଭଳିଆ
    ପୁରାଇଵା‌ ଦରକାର ଯେମିତି
    ଶାବଳ ଗାଣ୍ଡି ବାଟେପସି
    ମୁଣ୍ଡ ବାଟେ ବାହାରିବ

  • @soumyaranjannishank6847
    @soumyaranjannishank6847 Месяц назад

    Means that BDO is incompetent for the post and mentally challenged as well. And at the same time this is the loop hole of our beaurocracy not only BDO for whole departments which are involved in this outraged constructions as this all our people's money and tax. Second thing Naveen Patnaik also accumulated the public place infront of his house...why? Is it belongs to his ?? And what steps the new government taken against all these unethical cases.. Are they aware or working?? Another thing is the lack of edification of our people in that area..how they were giving vote to such criminal persons.. They should be aware of it. This is 2024 guys and we are living in democracy but it seems like Autocracy rules in odisha😂😂😂😂😂😂😂😂

  • @santoshkumarsingh1196
    @santoshkumarsingh1196 Месяц назад

    Sir … I became a fan of your podcast. Please highlight the “Preventive healthcare System “, “Prevention of malnutrition “ agenda.

  • @prasantapanda1703
    @prasantapanda1703 Месяц назад

    ସବୁ କାହାଣୀର ଯେମିତି ଜଣେ ଖଳନାୟକ ଥାଏ ସେମିତି ଓଡିଶାରେ ସବୁ ହତ୍ୟା ଧର୍ଷଣ ଚୋରି ଦୁର୍ନୀତିର ମୁଖ୍ୟ ଖଳନାୟକ ଥିଲା ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, କିନ୍ତୁ ନବୀନ ପଟନାୟକ ଚାଲାକ ହେଇଥିବାରୁ ସେ ନିଜେ କିଛି ନକରି ଅଲଗା ନେତା ଅଫିସରଙ୍କ ଦ୍ୱାରା କରାଏ ଯାହା ଦ୍ୱାରା ନବୀନ ପଟନାୟକ ନିଜେ ସର୍ବଦା ସ୍ୱଚ୍ଛ ରହିବ, ଅଲଗା ନେତା ଅଫିସର ଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇବାରେ ହାରାମି ନବୀନ ପଟନାୟକ ହେଉଛି ସିଦ୍ଧାହସ୍ତ, ନବୀନ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମୂର୍ଖ ମନ୍ତ୍ରୀ ଥିଲା, ନବୀନ ପଟନାୟକ ସରକାର ଶାସନ ନୁହେଁ କୁଶାସନ କରୁଥିଲା, ଆଉ ବିଜେପି ସରକାର ଯଦି ବିଜେଡି ନେତା ମାନଙ୍କୁ ଓ ତାଙ୍କୁ ସାହାଯ୍ୟ କରିଥିବା ଅଫିସର ଓ ପୋଲିସ, ପ୍ରଶାସନିକ ଅଧିକାରୀ ମାନଙ୍କୁ ଜେଲରେ ଭର୍ତି ନକରେ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ, ଓଡିଶା ପ୍ରଶାସନ ଓଡିଶା ପୋଲିସ ତଦନ୍ତ କଲେ କିଛି ଲାଭ ହବନି କାରଣ ଏମାନେ ତ ସେଥିରେ ସମ୍ପୃକ୍ତ ଥିଲେ, ତେଣୁ ଏମାନେ ତଦନ୍ତ କଲେ ଖୁଲାସା କରିବେ କମ ଚାପିବେ ଅଧିକ, ଏଠି କେବଳ ସିବିଆଇ ଇଡି ଦରକାର

  • @user-oc8fz9wn1r
    @user-oc8fz9wn1r Месяц назад

    Mohan sarakr please see the scam in Jajpur district byBabi Das,ex M.L.A, immediate inquiry and appropriate lawfull action.

  • @bijayakumarchoudhury959
    @bijayakumarchoudhury959 Месяц назад

    ନବୀନ ଓ ପାଣ୍ଡୁ କୁ ଜେଲରେ ପୁରେଇ ଦେଲେ ସବୁ ଗୁମର ଖୋଲିଯିବ

  • @kalpatarumisra3894
    @kalpatarumisra3894 Месяц назад

    GoodàdAvice

  • @chakradharsahoo3684
    @chakradharsahoo3684 Месяц назад

    Raja and Britisher mane epari karinathibe . It's only possible in Odisha bhai. Now only media bharasha. All were aware but helpless due to emergency like situation. Too bad.

  • @yashobantisi3695
    @yashobantisi3695 Месяц назад

    ❤❤

  • @user-vp2tk7vw7k
    @user-vp2tk7vw7k Месяц назад

    Auu gote jami durnit achhi...jajpur re

  • @geetaranisamal6638
    @geetaranisamal6638 Месяц назад

    ଏମାନଂକୁ ଭଗବାନ କ୍ଷମା କରିବେତ??

  • @prasantaroutraya4952
    @prasantaroutraya4952 Месяц назад

    Heavy mind boggling expenditure incurred in a revenue district having marginal public revenue earning.

  • @sadanandmohanty3537
    @sadanandmohanty3537 Месяц назад

    Jay sriram Jay jagannath Jay Bharat Mata
    Jay Odia
    Jay Mohan sarkar 🙏🙏🙏🙏

  • @manojdash2036
    @manojdash2036 Месяц назад

    Sabu officer corruption re matichhanti. Ebe GM.

  • @samarjeetbehera6902
    @samarjeetbehera6902 Месяц назад +1

    Jajpur ra sabu officer chora, tautar au darua

  • @samarendrakuanr3372
    @samarendrakuanr3372 Месяц назад +1

    20 Dina re ate..tahele agaku kete😅😅😅

    • @mahabirmajhi2683
      @mahabirmajhi2683 Месяц назад

      This is only a trailer! Full film will be released very soon ! 😂

  • @lalitmohanjena3497
    @lalitmohanjena3497 Месяц назад

    Sabu department baby pocket re

  • @pkp4793
    @pkp4793 Месяц назад +1

    Biswastariya besyaloyo sabu chalithila

  • @swain_parivaar
    @swain_parivaar Месяц назад

    Govt should enquire now to know the true.

  • @sadhudas2758
    @sadhudas2758 Месяц назад

    ରଙ୍ଗ ବଦଳାଇ ବାର ଖର୍ଚ୍ଚ କିଏ ବହନ କରିବ

  • @aksahoo346
    @aksahoo346 Месяц назад

    A sarkara kan karuchanti dekhibaku rahila

  • @rajendrakumardas9739
    @rajendrakumardas9739 Месяц назад

    Regulation of transfer and posting of officers by the legislature even up to grassroot levell is going to be a threat to the democratic system.Efficiency and work man ship of officers are hammered by the gundas and anti socials.Police adminstration has been made not to pay attention to the security of officers in apprehension of their transferr and posting a type of intellectual humilation.

  • @ajaykumarsahoo6991
    @ajaykumarsahoo6991 Месяц назад

    Prasasan janichi collector kahuchanti

  • @akashbikash466
    @akashbikash466 Месяц назад

    Satya sir mu apankau dekhichi apanna chandikhol chhaka re se kana munda re jalipi pakudi khaichanti sarbaswar beura apanku data dinati jajpur ra .....i want work with your chhanel for devlopment as main streem media cahnel not a an youtube only

  • @ajayakumarsahoo4663
    @ajayakumarsahoo4663 Месяц назад

    Jajpur.dharmshala...b.d.o.
    Tahaselidar.ku.cot.ku.tanajau
    Sabusat.bahareb

  • @manojkumarmohanty3914
    @manojkumarmohanty3914 Месяц назад

    100 / 100 ra thhike

  • @responsiblecityzen2438
    @responsiblecityzen2438 Месяц назад

    Samaste mili misi khauthile😂

  • @user-ud1lp4oh5t
    @user-ud1lp4oh5t Месяц назад

    Jajpur ra samasta officer nku encounter karajau

  • @akashbikash466
    @akashbikash466 Месяц назад

    Mohan sarkar v lootera sarkar pari laguchi amit saha pain ame vote delu hele se v choro ta...dharmendra hatao aparajita nku minister karao ...au odishara cm BALESORE NANA NKU KARA JAU MAJHI NKU HATAO PURE ODISHA YOGI PRATAPA NANA

  • @dwarikanathmohanty179
    @dwarikanathmohanty179 Месяц назад

    Satyapathara aranya rodana. Kichhi heba nahin. Morning shows the day. Example changing green buses to orange colour.

  • @ashokkumardash7003
    @ashokkumardash7003 Месяц назад

    Pandian truck keteta chalichi paradeep kindly lokalochanku anatu?

  • @Zanil-kr7ll
    @Zanil-kr7ll Месяц назад

    E babu kebala BJD pachhare padichi aau kichhi nahi 😁😁😁 chora media

  • @kajalhembram2317
    @kajalhembram2317 Месяц назад

    Mamta meher hotya Babi das ku girop karajauni aparjanto ...sabu BJD

  • @byomakeshmishra4287
    @byomakeshmishra4287 Месяц назад

    Bjd party had become a prostitute centere due to some people.

  • @user-vp2tk7vw7k
    @user-vp2tk7vw7k Месяц назад

    Padmapokhari moujare unknown sorcse re cover karajaichi

  • @simanchalpanda331
    @simanchalpanda331 28 дней назад

    Nabin patnaik is the king of Bhuta and prata

  • @gobindachandramohanty8439
    @gobindachandramohanty8439 Месяц назад

    ବିଜେଡି ର ଅଧିକାଂଶ ବିଧାୟକ ଚୋର

  • @dibyaranjanmohapatra8113
    @dibyaranjanmohapatra8113 Месяц назад

    Pap kyaa hai to phal to jarur milega...

  • @ajayakumarrout3036
    @ajayakumarrout3036 Месяц назад

    EA LUTERA MICHHUAA MANANKU KEBE
    PANICMENT
    MILIBA ? ODISHA BASI SUNI KHUSI
    HEBE .

  • @dilipojha7791
    @dilipojha7791 Месяц назад

    A sabu karjia pachare engerj kanun dai
    Vip menten amanakara mukhya udeshya.
    O.... Mu....

  • @jayantamohanty8098
    @jayantamohanty8098 27 дней назад

    Naveen Patnaik is one chora Dakayat sardar.

  • @user-bb1ws8cz8x
    @user-bb1ws8cz8x Месяц назад

    आप न्यूज़ चैनल वाले और को दिए और भी कुछ निकलेगा बहुत कुछनिकलेगा यह भ्रष्टाचारी लोगों ने बहुत कुछ दुर्नीति किया है यहां उड़ीसा में लोगों को खाने को नहीं मिल रहा है एक ही टाइम अच्छा से

  • @gokulanandadas4048
    @gokulanandadas4048 Месяц назад

    Sabu durniti paain Nabin Pattanaik dayee , Bhhala ta tumara bhella kahara , Odishaku Nabin barbaad କରିଦେଲେ ,